ବାର ମାସ (ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ) - Bara Masa (Grishme Baishakha Jyeshta Masa) Lyrics
== ଓଡ଼ିଆ ==
ଗୀତ : ବାର ମାସ (ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ)
ଭାଷା : ଓଡ଼ିଆ
ଗୀତିକାର : ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨)
ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ
ପ୍ରଚଣ୍ଡ ରୌଦ୍ର ପରକାଶ ॥
ବର୍ଷାରେ ଆଷାଢ଼ ଶ୍ରାବଣ
ମେଘ ବରଷେ ଘନ ଘନ ॥
ଭାଦ୍ର, ଆଶ୍ୱିନ ଶରତରେ
ନିର୍ମଳ ଶୋଭା ଜଗତରେ ॥
ହିମେ କାର୍ତ୍ତିକ, ମାର୍ଗଶୀର
ରାତିରେ ପଡ଼ଇ ଶିଶିର ॥
ଶୀତରେ ପୌଷ, ମାଘ ମାସ
ଦେହରେ ରଖ ଶୀତ ବାସ ॥
ଫାଲ୍ଗୁନ, ଚୈତ୍ର ବସନ୍ତରେ
ମୃଦୁ ମଳୟ ମନ ହରେ ॥
ବାର ମାସର କଥା ଏହି
ଶୁଣ ବାଳକେ ମନ ଦେଇ ॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Which in class
ReplyDeleteଦ୍ଵିତୀୟ ଶ୍ରେଣୀ । ବର୍ଣ୍ଣବୋଧ ବହିରେ ମଧ୍ୟ ଅଛି ।
Deleteମତାମତ ପାଇଁ ଅଶେଷ ଧନ୍ୟବାଦ ।
Thanks you
ReplyDeleteମତାମତ ପାଇଁ ଅଶେଷ ଧନ୍ୟବାଦ
Delete- "ଦି ସ୍ମରଣିକା" ଟିମ୍
Bahut bahut Dhanyawad. Piladina katha Mane padigala. Aji hi mu mo English padhua pua ku ei Gita ta sikhauthili.
ReplyDeleteମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ | ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ |
Delete- "ଦି ସ୍ମରଣିକା" ଟିମ୍
Mamata maee go janama bhumi, Topari... Maa.. paibi kahin please search for me
ReplyDeleteଟିକିଏ ଅଧିକ ତଥ୍ୟ ଦେବାକୁ ଅନୁରୋଧ । ଏହି ଗିତଟି ପାଠ୍ୟପୁସ୍ତକରେ ଥିଲା କି? YouTubeରେ ଏହି ଗିତଟି ଅଛି କି? Link ଦେବାକୁ ଅନୁରୋଧ ।
Delete- ଦି ସ୍ମରଣିକା ଟିମ୍
ଏହି ପୁସ୍ତକ ର ତିନୋଟି ମାଛ ଗଳ୍ପ ଟିକୁ ଟିକେ ଦେହେଇବେ ?
ReplyDeleteଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଖୁବ୍ ଶୀଘ୍ର ଦେବା ପାଇଁ ଚେଷ୍ଟା କରିବୁ ।
Delete- ଦି ସ୍ମରଣିକା ଟିମ୍
I just remembered the song but i almost forget the first line and some time i finally find it. It was on our class 2 books .what a memory, which brings a smile in my face.but it will gonna be better if u upload the book diagram and book pic also.thank u
ReplyDeleteବାଞ୍ଛିତ ଲେଖା ପାଇପାରିଥିବାରୁ ଆମେ ଖୁସି । ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।
Delete- "ଦି ସ୍ମରଣିକା" ଟିମ୍
Please upload Odia poem " kissa Gautami". It was in our 9th class Odia text book in the year 2009-10.
ReplyDeleteCould you please provide more information? Is this poem available on YouTube? Could you please provide the YouTube link here? And who is the author of this poem? Can you please write two three lines whatever you remember from this poem?
Delete- The Smaranika Team