Posts

Showing posts with the label ଲୋକଗୀତ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ଏକଡ଼ା ଏକଡ଼ା ରା ସ୍ୱରରେ) ଲିରିକ୍ସ — Brundabane aa re Kanhu Brundabane aa (Ekda Ekda Ra’s Melody) Lyrics

Image
ସୂଚନା ଏହି ଗୀତଟିକୁ ଲେଖିବା ପାଇଁ  "ଦି ସ୍ମରଣିକା ବ୍ଲଗ୍‌‌” ର ଜଣେ ପାଠକ ୧୧ ନଭେମ୍ବର ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ ଲିରିକ୍ସ == ଗୀତ : ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ    ଭାଷା : ସମ୍ବଲପୁରୀ  ଗୀତିକାର : ସଦାଶିବ  କଣ୍ଠ : କଥାକାର ଯୁବରାଜ ପାଣ୍ଡେ  ସଂଗୀତ ନିର୍ଦ୍ଦେଶନା : ଏକଡ଼ା ଏକଡ଼ା ରା ସ୍ୱରରେ (ରଞ୍ଜନ) ମସିହା : ୨୦୨୩  (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ପୁ) ଲୁକି ଲୁକି ଆସିକରି ହୋ.. ଲୁକି ଲୁକି ଆସିକରି ଦହି ଚୋରିକରି ଖାଆ  (ସମସ୍ତେ) ଆ ଆ ଆ ଆ  (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ପୁ) ଆରେ କାହ୍ନୁ ରେ କାହ୍ନୁ ରେ କାହ୍ନୁ ଆ  (ସମସ୍ତେ) ଆରେ କାହ୍ନୁ ରେ କାହ୍ନୁ ରେ କାହ୍ନୁ ଆ ॥ (ପୁ) ରାମ ବଲରାମ୍‌ ରେ କାହ୍ନୁ ତୁଇ ଘନଶ୍ୟାମ୍‌  ରେ କାହ୍ନୁ ତୁଇ ଘନଶ୍ୟାମ୍‌  ଯୁଗେ ଯୁଗେ ଉଡ଼ୁଥିବା ତୋର୍‌ ବଡ଼ନାମ୍‌  (ସମସ୍ତେ) ଆରେ କାହ୍ନୁ ରେ କ...

ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ - E Sangamapa Danapana Karadhulare Lyrics

Image
== ଓଡ଼ିଆ == ଗୀତ : ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ ଭାଷା : ସମ୍ବଲପୁରୀ   ଆଲବମ : ସାଙ୍ଗାମାପା କଣ୍ଠ : ଗୋବିନ୍ଦ ଚନ୍ଦ୍ର, ଶର୍ମିଷ୍ଠା ଗୀତିକାର : ସୋରଜ ପକୁ ସଙ୍ଗୀତ ନିର୍ଦ୍ଦେଶକ : ଗୋବିନ୍ଦ ଚନ୍ଦ୍ର (ପୁ) ଏ ସାଙ୍ଗାମାପା.. ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ କାରାଉଲ୍‌ରୁପାନା.. (ସମସ୍ତେ) ଝିମ୍ପ୍‌ଝିମ୍ପା କାତା ଝିମ୍ପା କାତା ଝିମ୍ପାକ୍ ଝିମ୍ପେଇପା ଝିମ୍ପ୍‌ଝିମ୍ପା କାତା ଝିମ୍ପା କାତା ଝିମ୍ପାକ୍ ଝିମ୍ପେଇପା (ପୁ) ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ କାରାଉଲ୍‌ରୁପାନା.. ମିଲ୍‌ତାକି ଗୁଟେ ଚିକ୍‌ନିଆର୍‌ ତାର୍‌ ସଙ୍ଗେ ମୁଇଁ କର୍‌ତି ପ୍ୟାର୍‌ ମିଲ୍‌ତାକି ଗୁଟେ ଚିକ୍‌ନିଆର୍‌ ତାର୍‌ ସଙ୍ଗେ ମୁଇଁ କର୍‌ତି ପ୍ୟାର୍‌ ରାତ୍ରିବେଲାଏ ସପନ ଦେଖ୍‌ଛି ମନ୍‌ଟା ହଇଛେ ତାନାନା ତାନାନା..ତାନା ନାନା ନା ଏ ସାଙ୍ଗାମାପା.. ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ କାରାଉଲ୍‌ରୁପାନା.. (ସମସ୍ତେ) ଝିମ୍ପ୍‌ଝିମ୍ପା କାତା ଝିମ୍ପା କାତା ଝିମ୍ପାକ୍ ଝିମ୍ପେଇପା ଝିମ୍ପ୍‌ଝିମ୍ପା କାତା ଝିମ୍ପା କାତା ଝିମ୍ପାକ୍ ଝିମ୍ପେଇପା ॥ (ପୁ) ଏ..ହାଁ.. ଏ ସୁରୁଜମୁଖୀ ଏ ସୁରୁଜମୁଖୀ ହଳଦୀ ମାଖି ନଈକୂଳ ଆଡୁ ଆଇଲା ଲୋ ଆଇଲା ଲୋ.. ଆଇଲା ଲୋ (ଝି) ଏ..ମା.. ଏ ଡାମରା କାଉ (ପୁ) କା..କା.. (ଝି) ଏ ଡାମରା କାଉ ଏକଲା ଦେଖି ପଛେ ପଛେ ମୋର ଧାଇଲା ଲୋ ଧାଇଲା ଲୋ.. ଧାଇଲା ଲୋ (ପୁ) ଏ ସୁରୁଜମୁଖି ହଳଦୀ ମାଖି ନଈକୂଳ ଆଡୁ ଆଇ...

ରସର୍‌କେଲୀ ବୋ ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି - Rasarkeli Bo Samalpuri Shadhiki Re Deulipaka Dhadi Lyrics

Image
== ଓଡ଼ିଆ == ଗୀତ : ରସର୍‌କେଲୀ ବୋ ସମଲ୍‌ପୁରୀ ଶାଢ଼ୀକି ରେ ଭାଷା : ସମ୍ବଲପୁରୀ  କଣ୍ଠ : ଅସୀମା ପଣ୍ଡା, ପବିତ୍ର ଗୀତିକାର : ରତନ୍ ପୂଜାରୀ ସଙ୍ଗୀତ ନିର୍ଦ୍ଦେଶକ : ରତନ୍ ପୂଜାରୀ (ଝି-୧+ଝି-୨) ରସର୍‌କେଲୀ ବୋ.. ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି ରେ ଦେଉଲୀପକା ଧଡ଼ି (ଝି-୧) ସମଲ୍‌ପୁରୀ ଶାଢ଼ୀକି ରେ ଦେଉଲୀପକା ଧଡ଼ି (ଝି-୨) କୁଆଁରୀ ଦିହେ ପିନ୍ଧିଥିଲେ ଯାଉଥିସି ଯଡ଼ି (ଝି-୧) କାନେ ତ କରନ ଫୁଲ ନାକେ ଝରାଗୁନା (ଝି-୨) କୁଆଁରୀ ପାଞ୍ଝଲ୍‌ ବାଜୁଥିସି ଗୁଡ଼େ ଝୁମ୍‌କୁଝୁମା (ଝି-୧+ଝି-୨) ଆରେ ବାଜୁଥିଲେ ଦଶ୍‌ରପାଟ ଢୁଲ ତ ବାଜୁଥିଲେ ଦଶ୍‌ରପାଟ ଢୁଲ ତ ବାଜେ ତ ମହୁରି କେଁ କିରି ରିରି ରି ଆରେ ନାଚିଦେମା ରସର୍‌କେଲୀ ସତେ ତ ନାଚିଦେମା ରସର୍‌କେଲୀ ସତେ ତ କିନ୍ଦିରି କିନ୍ଦିରି କାଏଁ କିରି ରିରି ରି ॥ (ଝି-୧+ଝି-୨) ରସର୍‌କେଲୀ ବୋ.. ମହାନଦୀର୍ ଉଜ୍ଜଲ୍ ପାନି ଦିଶେ ଝଲମଲ ରେ ଦିଶେ ଝଲମଲ (ଝି-୧) ମହାନଦୀର୍ ଉଜ୍ଜଲ୍ ପାନି ଦିଶେ ଝଲମଲ (ଝି-୨) ଆରେ ଗାଧି ବୁଡ଼ି ସତେ ଆମେ ଡଉଲଡାଉଲ (ଝି-୧+ଝି-୨) ଚାଲିଯାଏସୁ ପୂଜାଥାଲି ଧରିକରି ହାତେ ମହାନଦୀର୍ ଖଣି ସତେ ମାଆର୍ ଗୁଡ଼ି ଅଛେ ଆରେ ମାଆର୍ ଛଡ଼ା ସିନ୍ଦୂର୍‌ ଫୁଲ ମାଖ୍‌ଲେ ମାଆର୍ ଛଡ଼ା ସିନ୍ଦୂର୍‌ ଫୁଲ ମାଖ୍‌ଲେ ଉସତ୍‌ ଲାଗେ ମନ କାଏଁ  ଚକାଜହ୍ନରେ ଉସ୍‌କୁଉସା ଲୁସ୍‌କୁଲୁସା ସଙ୍ଗାତ ଉସ୍‌କୁଉସା ଲୁସ୍‌କୁଲୁସା ସଙ୍ଗା...

ଲବଙ୍ଗଲତା ମୋର୍ ଗଜମୁକୁତା ଲୋ କହ ପଦେ ମିଠା କଥା - Labangalata Mor Gajamukuta Lo Kaha Pade Mitha Katha Lyrics

Image
== ଓଡ଼ିଆ == ଗୀତ : ଲବଙ୍ଗଲତା ମୋର୍ ଗଜମୁକୁତା ଲୋ ଭାଷା : ସମ୍ବଲପୁରୀ କଣ୍ଠ : ଫକିର ପଟ୍ଟନାୟକ, ସୁଷମା ମିଶ୍ର ମସିହା : ୧୯୮୨ (ପୁ) ଲବଙ୍ଗଲତା ମୋର୍ ଗଜମୁକୁତାରେ କହ ପଦେ ମିଠା କଥା (ଝି) ଉହୁଁ.. (ପୁ) ଏ ଲବଙ୍ଗଲତା ମୋର୍ ଗଜମୁକୁତା ଲୋ କହ ପଦେ ମିଠା କଥା ଭାବ୍‍ନିଆଲୀ ଚହଟ ମଲି ଭାଲି ଭାଲି କାଲି ନାଇଁ ମୁଁଜି ଆଁଖି ପତା (ଝି) ଯା ଯା (ପୁ) ତୋର୍ ବିନା ଧନ ନାଇ ବୁଝେ ମନ ତୋର୍ ବିନା ଧନ ନାଇ ବୁଝେ ମନ ତରା ଗନେ ରାଏତ୍ ସର୍‌ତା ଲୋ (ଝି) ଫୁଲ୍‌ରସିଆ ମୋର୍ ମନ୍‌ବସିଆରେ କାହିଁ ଜାନ୍‌ବୁ ମନର୍ କଥା (ପୁ) ଆଛା (ଝି) ଫୁଲ୍‌ରସିଆ ମୋର୍ ମନ୍‌ବସିଆରେ କାହିଁ ଜାନ୍‌ବୁ ମନର୍ କଥା ତତେ ଝୁରି  ଝୁରି ମନ୍ ହୁଏ ଘାରି  ସବୁ ଲାଗେ ବିସ୍ ପିତା (ପୁ) ସତେ (ଝି) କରୁଛେଁ କିରିଆ ଆରେ ଦଗାଦିଆ କରୁଛେଁ କିରିଆ ଆରେ ଦଗାଦିଆ ତୋ ଠାନେ ନାଇଁ ହୁଏ କଥାରେ (ପୁ) ଲବଙ୍ଗଲତା ମୋର୍ ଗଜ ମୁକୁତାରେ କହ ପଦେ ମିଠା କଥା (ଝି) ଏ..ଫୁଲ୍‌ରସିଆ ମୋର୍ ମନ୍‌ବସିଆରେ ନାଇଁ ହୁଏ ଆରୁ କଥା ॥ (ପୁ) ମୁହୁଁ ଦରପନ ସୁରୁତା କରିରେ ରାତି ନାଇଁ ପଡ଼େ ଝୁମୁରା ମୁହୁଁ ଦରପନ ସୁରୁତା କରି ଲୋ  ରାତି ନାଇଁ ପଡ଼େ ଝୁମୁରା କିଏ ଆନି ମୋତେ ଅମୁର୍ତ ଦେଲେ ବି କିଏ ଆନି ମୋତେ ଅମୁର୍ତ ଦେଲେ ବି ତୋର୍ ବିନା ଲାଗେ ମହରା (ଝି) ବର୍‌ପାଲିଆ ମଠା ପରେ ଦେଉଥିଲୁ ମୋତେ ତର୍‌ଘା ହାଟର୍ ପାନ...

ଡାଲଖାଇରେ ଡାଲଖାଇରେ ଡୁଏଟ୍ ଭର୍ଜନ (ଲାଲ ଗୁଲୁ ଗୁଲୁ ଫଗୁର୍ ବରନ) - Dalkhaire Dalkhaire Duet Version (Lala Gulu Gulu Phagur Barana) Lyrics

Image
== ଓଡ଼ିଆ == ଗୀତ : ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ଭାଷା : ସମ୍ବଲପୁରୀ କଣ୍ଠ : ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ ଗୀତିକାର : କାର୍ତ୍ତିକେଶ୍ୱର ନାୟକ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ (ପୁ+ଝି) ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ (ପୁ) ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ (ଝି) କେତେ ବରନ୍ ହେସି ଫୁଲର୍ ଫଗୁନ (ପୁ) ଫଗୁନ ମାସରେ ଦୁଲ ଯାତରା (ପୁ+ଝି) ଯାତରା କେ ଯିମା ଉଦିଆ ତରା ଯମୁନାର୍ କୁଲେ କଦମର୍ ମୂଲେ ମନ୍ ମହୁଥିବା ବଇଁଶୀ ସୁରେ ଫଗୁ ଉଡ଼ୁଥିବା ସହିଲୋ ଫଗୁ ଉଡ଼ୁଥିବା ସହିଲୋ ମଦୁର ଚୁଲେ ମଦୁର ଚୁଲେ ମଦୁର ଚୁଲେ କା ଡାଲଖାଇରେ ॥୧॥ (ପୁ+ଝି) ଡାଲଖାଇରେ ଡାଲଖାଇରେ ସୁରୁ ସୁରୁ ଲାଲ ଗିରେଲ ଫୁଲ (ପୁ) ସୁରୁ ସୁରୁ ଲାଲ ଗିରେଲ ଫୁଲ ସୁରୁ ସୁରୁ ଲାଲ ଗିରେଲ ଫୁଲ (ଝି) କିଣିଯିମା ଚାଲ ଦେମୁଲ ଝାର (ପୁ) ଆରେ.. ଦେମୁଲ ଝାରେଦେ ଥିମା ମହୁଲ  (ପୁ+ଝି) ମହୁଲ ମାଗାନେ ହୋଇମା ଭୁଲ ବାଜିବା ଢୁଲ ଚାଙ୍ଗୁ ମାନ୍ଦଲ ଝମକୁଥିବା କା ଗୁଣର୍ ପାଞ୍ଜଲ ଝାଇଁ ମାରିନେବା ସହିଲୋ ଝାଇଁ ମାରିନେବା ସହିଲୋ କଲା କଜଲ କଲା କଜଲ କଲା କଜଲ କେ ଡାଲଖାଇରେ ॥୨॥  (ପୁ+ଝି) ଡାଲଖାଇରେ ଡାଲଖାଇରେ ବାସ ଗହଗହ ଆମ ବଉଲ (ପୁ) ବାସ ଗହଗହ ଆମ ବଉଲ ବାସ ଗହଗହ ଆମ ବଉଲ (ଝି) ଲାଲ ଚହଚ...

ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲମଲ - Pakhana Upare Jharana Panire Jhari Dishe JhalaMala Lyrics

Image
ଗୀତଟିରେ କିଛି ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ପଖାନ ଉପରେ ଝରନ ପାନିରେ ଭାଷା : ସମ୍ବଲପୁରୀ କଣ୍ଠ : ସର୍ବେଶ୍ଵର ଭୋଇ, ବିଜୟଲକ୍ଷ୍ମୀ  ଗୀତିକାର : ସର୍ବେଶ୍ଵର ଭୋଇ ସଙ୍ଗୀତ ନିର୍ଦ୍ଦେଶକ : ଶ୍ରୀରାମ ଲୁହାର୍ (ପୁ) ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ବେଲ ବୁଦି କରି ହେଲା ସକାଲ ବେଲ ବୁଦି କରି ହେଲା ସକାଲରେ ହେଲା ସକାଲ.. ଟାଟି ଖିରି ପିନା ଖୁଲ ସାରୁ ଧନ ମହୁଲ ବେଟିମା ଚାଲ ଟାଟି ଖିରି କିନା ଖୁଲ ସାରୁ ଧନ ମହୁଲ ବେଟିମା ଚାଲ (ଝି) ଏ..କୁକୁରା ଡାକିଲା ବଲି କରି ଧନ ଆରୁ ନିନ୍ଦେ ଶୁଇଦେଲି ଏ..କୁକୁରା ଡାକିଲା ବଲି କରି ଧନ ଆରୁ ନିନ୍ଦେ ଶୁଇଦେଲି ସପନ ଦେଖୁଛେ ଆଇଲ ବୁଲି ସପନ ଦେଖୁଛେ ଆଇଲ ବୁଲିରେ ଆଇଲ ବୁଲି.. କିରିଲି ମାରୁଛେ ଖାଲି ସାରୁ ଧନ ଅଡ଼ାନି ଧରିଛ ବଲି କିରିଲି ମାରୁଛେ ଖାଲି ସାରୁ ଧନ ଅଡ଼ାନି ଧରିଛ ବଲି (ପୁ) ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ॥ (ପୁ)                      ଏ..ଫୁଲକେ ଭମର ଜହ୍ନକେ କଇଁ ଲୋ ସରଗ ସୁନ୍ଦର ତରା ଏ..ଫୁଲକେ ଭମର ଜହ୍ନକେ କଇଁ ଲୋ ସରଗ ସୁନ୍ଦର ତରା ତୁଇ ଧାଙ୍ଗରିକେ ମୁଇଁ ଧଙ୍ଗ...

ଡାଲଖାଇରେ ଡାଲଖାଇରେ ଫିମେଲ ଭର୍ଜନ (ଘଡ଼ି ମାରି ଉଦେ ଦଶରା ଜହ୍ନ) - Dalkhaire Dalkhaire Female Version (Ghadi Mari Ude Dashara Janha) Lyrics

Image
== ଓଡ଼ିଆ == ଗୀତ : ଡାଲଖାଇରେ ଡାଲଖାଇରେ ଘଡ଼ି ମାରି ଉଦେ ଦଶରା ଜହ୍ନ ଭାଷା : ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶନା : ପାରମ୍ପରିକ ଡାଲଖାଇରେ ଡାଲଖାଇରେ ଘଡ଼ି ମାରି ଉଦେ ଦଶରା ଜହ୍ନ କୁଆଁରୀ ଟୁକେଲ୍ ମାନଙ୍କର ମନ ଉଚ୍ଛନ୍ନ ଘଡ଼ି ମାରି ଉଦେ ଦଶରା ଜହ୍ନ କୁଆଁରୀ ଟୁକେଲ୍ ମାନଙ୍କର ମନ ଉଚ୍ଛନ୍ନ  ଫୁଲ ଫୁଟି କେଡ଼େ ସୁନ୍ଦର ଦିଶେ ଫୁଲେ ଫୁଲେ ସଜା ହେଇଛେ ସତେ ଶହେ ଆଠ ଦୁବ ଚାଉଲ ଧରି ଶହେ ଆଠ ଦୁବ ଚାଉଲ ଧରି ଡାଲଖାଇ ଦେବୀକେ ବନ୍ଦେଇକରି  ଡାଲଖାଇ ଦେବୀକେ ବନ୍ଦେଇକରି କୁଆଁରୀ ଟୁକେଲମାନେ ଧନରେ କୁଆଁରୀ ଟୁକେଲମାନେ ଧନରେ ସତେ କାଇଁ ଉପାସ କରି ମା'କେ ସୁମରି ଦଦା ଭାଇ ଲାଗିକେ ଡାଲଖାଇରେ ॥୧॥ ଡାଲଖାଇରେ ଡାଲଖାଇରେ ଫୁଲେ ଫୁଲେ ବସେ ପରଜାପତି ପରଜାପତିର ଭାବ୍ ପିରତି   ଫୁଲେ ଫୁଲେ ବସେ ପରଜାପତି ପରଜାପତିର ଭାବ୍ ପିରତି ଚୁମି ଚୁମି ତାର୍ ଯାଉଛେ ଦିନ ଦିନେ ଦେଖୁଥିସି କେତେ ସପନ ସବୁବେଲେ ପାଶେ ରହିମି ବୋଲି ଖୁଜି ବୁଲୁଥିସି ସାଙ୍ଗର ଜୁଲି କିଏ ହେଲେ ତାର ନାଇଁନ ସଖା   ବାଟେ ଘାଟେ କେବେ ହେଲେ ତ ଦେଖା କହୁଥିସି ମନର କାହାନି କହୁଥିସି ମନର କାହାନି ସତେ କାଇଁ ହେଇ ହୂରଗୁନୀ ଗୁନରମନି  ନାଇଁ ପାରେ ଶୁନିକେ ଡାଲଖାଇରେ ॥୨॥   ଡାଲଖାଇରେ ଡାଲଖାଇରେ ମହୁଲ ପଡ଼ୁଛେ ତୁହାକେ ତୁହା ବୁଢ଼ୀ ଢଙ୍ଗରରେ ଲାଗିଛେ ନିଆଁ   ...

ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା - Rangabati Rangabati Kanakalata Hasi Pade Kahala Katha Lyrics

Image
ଗୀତଟିରେ କିଛି ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ରଙ୍ଗବତୀ ରଙ୍ଗବତୀ କନକଲତା  ଭାଷା : ସମ୍ବଲପୁରୀ କଣ୍ଠ : ଜିତେନ୍ଦ୍ର ହରିପାଲ, କ୍ରିଷ୍ଣା ପଟେଲ ଗୀତିକାର : ମିତ୍ରଭାନୁ ଗୌନ୍ତିଆ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ  ମସିହା : ୧୯୭୯ (ପୁ) ହେ ରଙ୍ଗବତୀ ରେ ରଙ୍ଗବତୀ ହୋ ରଙ୍ଗବତୀ ରେ ରଙ୍ଗବତୀ ହେ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା ହାଏ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା (ଝି) ହଇଗୋ ଲାଜେ ଲାଜେ ଗୋ ଲାଜେ ଲାଜେ ଏ ଲାଜେ ଲାଜେ ଗୋ ଲାଜେ ଲାଜେ ହାଏ.. ଲାଜେ ଲାଜେ ନଇଁ ଯାଇଛେ ମଥା ଗୋ ନାଇଁକର ନାଇଁକର ଅଥା ଏ.. ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ ନାଇଁକର ନାଇଁକର ଅଥା (ପୁ + ଝି) ସପନ ରଜା ସପନ ସପନ ରଜା ସପନ ରାନି ତାଗେ ସୁତା ମାଲେ ହେଲାତ ଗୁଁଥା (ପୁ) ରଙ୍ଗବତୀ ରଙ୍ଗବତୀ ॥ (ଝି) ଇ ଆଖି ଆସିଛେ କେତେ ସପନ ଏ ଜୀବର୍ ଧନ ଜୀବର୍ ଜୀବନ ଗଲା ରତନ ରେ ହେ.. ଇ ଆଖି ଆସିଛେ କେତେ ସପନ ଏ ଜୀବର୍ ଧନ ଜୀବର୍ ଜୀବନ ଗଲା ରତନ ରେ (ପୁ) ମନେ ମଲି ମହକନ ଗୋ ମନେ ମଲି ମହକନ ମନେ ମଲି ମହକନ ଆହା ମୋର୍ ଧନ କେଡ଼େ ମିଲନ ଛନ ଛନ ହେସି ମନ ହାଏ.. ଆହା ମୋର୍ ଧନ କେଡ଼େ ମିଲନ ଛନ ଛନ ହେସି ମନ (ପୁ + ଝି) ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା ଟୁହୁ ଟୁହ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ