Posts

Showing posts from August, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାଲିରେଣୁ ମହାବନ୍ଧ ସୁଜନ ହେ - Balirenu Mahabandha Sujana He Lyrics

Image
== ଓଡ଼ିଆ == ଭଜନ : ବାଲିରେଣୁ ମହାବନ୍ଧ ସୁଜନ ହେ ଭାଷା : ଓଡ଼ିଆ ଆଲବମ : ମଣିମା କଣ୍ଠ : ଶାନ୍ତିଲତା ବାରିକ ଗୀତିକାର : ଅଚ୍ୟୁତାନନ୍ଦ ଦାସ ସଂଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ ମସିହା : ୧୯୯୨ ବାଲିରେଣୁ ମହାବନ୍ଧ ସୁଜନ ହେ ବାଲିରେଣୁ ମହାବନ୍ଧ ବାଲିରେଣୁ ମହାବନ୍ଧ ସୁଜନ ହେ ବାଲିରେଣୁ ମହାବନ୍ଧ ସୁଜନ ହେ ବାଲିରେଣୁ ମହାବନ୍ଧ ଦୋମୁହାଁ ସର୍ପକୁ ଭୟନକରିଣ ଦୋମୁହାଁ ସର୍ପକୁ ଭୟନକରିଣ ବେଙ୍ଗ ଚଢ଼େ ଗଜ କନ୍ଧ ସୁଜନ ହେ ବାଲିରେଣୁ ମହାବନ୍ଧ ସୁଜନ ହେ ବାଲିରେଣୁ ମହାବନ୍ଧ ॥ ତନ୍ତିବାପୁଡ଼ାକୁ ତନ୍ତ ଗିଳିଗଲା ଚଷାକୁ ଗିଳେ ଲଙ୍ଗଳ ତନ୍ତିବାପୁଡ଼ାକୁ ତନ୍ତ ଗିଳିଗଲା ଚଷାକୁ ଗିଳେ ଲଙ୍ଗଳ ସପତ ସମୁଦ୍ର କୁର୍ମ ଗିଳିଗଲା ସପତ ସମୁଦ୍ର କୁର୍ମ ଗିଳିଗଲା ବୃକ୍ଷକୁ ଗିଳିଲା ଫଳ ସୁଜନ ହେ ବାଲିରେଣୁ ମହାବନ୍ଧ ସୁଜନ ହେ ବାଲିରେଣୁ ମହାବନ୍ଧ ॥୧॥ ଷଢ଼ମୁଖି ଗାଈ ଦୁଧ ପହ୍ନାଇଛି ବାଛୁରୀ ପିହୁଛି ଲାଞ୍ଜ ଷଢ଼ମୁଖି ଗାଈ ଦୁଧ ପହ୍ନାଇଛି ବାଛୁରୀ ପିହୁଛି ଲାଞ୍ଜ ସାତ ପୋଇ ସ୍ତିରି ନାମ ନ ପଡ଼ିଲା ସାତ ପୋଇ ସ୍ତିରି ନାମ ନ ପଡ଼ିଲା ସଂସାର ଚାଲୁଛି ବାଞ୍ଝ ସୁଜନ ହେ ବାଲିରେଣୁ ମହାବନ୍ଧ ସୁଜନ ହେ ବାଲିରେଣୁ ମହାବନ୍ଧ ॥୨॥ ଜାଣିବା ଲୋକକୁ ଦାଣ୍ଡ ପଡ଼ିଅଛି ନ ଜାଣିବା ଲୋକ ଅନ୍ଧ ଜାଣିବା ଲୋକକୁ ଦାଣ୍ଡ ପଡ଼ିଅଛି ନ ଜାଣିବା ଲୋକ ଅନ୍ଧ ଭାବରେ ଭଣିଲେ ଶ୍ରୀ ଅଚ୍ୟୁତ ଦାସ ଭାବରେ ଭଣିଲେ ଶ୍ରୀ ଅଚ୍ୟୁତ ଦାସ ଦୟାକର ଆଦିକନ୍ଦ ସୁଜନ ହେ ବାଲିରେଣୁ ମହାବନ୍ଧ ସ

ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା - Tike Tike Achinha Tu Tike Tike Chinha Lyrics

Image
== ଓଡ଼ିଆ== ଫିଲ୍ମଗୀତ : ଟିକେ ଟିକେ ଅଚିହ୍ନା ତୁ ଭାଷା : ଓଡ଼ିଆ ଚଳଚିତ୍ର : ତୁ ମୋ ଲୋଭ ଷ୍ଟୋରୀ କଣ୍ଠ : ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୭ (ପୁ) ଓ..ଓ ଓ..ଓ ଓ..ଓ ଓ..ଓ ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା ଏଣେ ତେଣେ ଚାଲୁ ଚାଲୁ ହାତ ଠାରି ଡାକିଦେଲୁ କହି ତତେ ପାରିଲିନି ନା.. ହାଏ ନା.. (ଝି) ଟିକେ ଟିକେ ଅଜଣା ତୁ ଟିକେ ଟିକେ ଜଣା ଟିକେ ଟିକେ ଅଜଣା ତୁ ଟିକେ ଟିକେ ଜଣା ବଢ଼େଇଲୁ ଯଦି ହାତ ସାଥି ହେଇ କିଛି ବାଟ ମୋ ସାଥୀରେ ଚାଲି ଯିବୁ ଆ.. ତୁ ଆ.. (ପୁ) ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା (ଝି) ଟିକେ ଟିକେ ଅଜଣା ତୁ ଟିକେ ଟିକେ ଜଣା ॥ (ଝି) ଦେଖା ହୁଏ ଯେବେ ଯେବେ ଭିଡ଼ରେ ମୋଡ଼ରେ ଆପଣାର ଆପଣାର ଲାଗୁ ମତେରେ (ପୁ) ଓ..ବାଟ ଏବେ ଭୁଲିଯାଏ ତତେ ମୁଁ ଦେଖିଲେ ଚାଲୁ ଚାଲୁ ଚାଲୁ ଚାଲୁ ଧକ୍କା ହୁଏରେ (ଝି) ଭେଟ ହେଲେ ତୋ ସାଥେ ଲାଗେ ଭାରି ଭଲ ମତେ ଲାଜରେ ମୁଁ ଭିଜିଯାଏ ଛାଏଁ.. ହାଏ ଛାଏଁ ଛାଏଁ.. (ପୁ) ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା (ଝି) ଟିକେ ଟିକେ ଅଜଣା ତୁ ଟିକେ ଟିକେ ଜଣା ॥୧॥ (ପୁ) ହୋ..ଓ ହୋ..ଓ ହୋ..ଓ ନାନାନାନା..ନାନାନାନା..ନାନାନାନା..ନା ନାନାନା ଛବି ତୋର ଆଙ୍କେ ଯେତେ ସମୟ ସରେନା ଯେତେ ରଙ୍ଗ ବୋଳିଲେବି ମନ ବୁଝେନା (ଝି) ହାଁ..ଲୁ

ଭାସିଯାଆ ମୋର କାଗଜ ଡଙ୍ଗା ଭାସିଯାଆ - Bhasija Mora Kagaja Danga Bhasija Lyrics

Image
  ଫଟୋ କ୍ରେଡିଟ୍ : କାଗଜ ଡଙ୍ଗା ଫଟୋଟି ଅନ୍‌ସ୍ପ୍ଲାସ୍‌ ରୁ ସଂଗୃହିତ == ଓଡ଼ିଆ == ଗୀତ : ଭାସିଯାଆ ମୋର କାଗଜ ଡଙ୍ଗା ଭାସିଯାଆ ଭାଷା : ଓଡ଼ିଆ ଗୀତିକାର : ସ୍ଵର୍ଣ୍ଣପ୍ରଭା ଦେବୀ   ଭାସିଯାଆ ମୋର     କାଗଜ ଡଙ୍ଗା ଭାସିଯାଆ ଘୋଟି ଆସିଲାଣି     ଆକାଶରେ ଘୋର ମେଘ ବାଆ ॥୧॥   ପବନ ବହୁଛି     ଝିପିଝିପି ମେଘ ବରଷଇ ବିଜୁଳି ଚମକେ     ଘଡ଼ଘଡ଼ି ଡାକେ ରହି ରହି  ॥୨॥ କେତେ ମଜାଲାଗେ     ଓଳିରୁ ବରଷା ପଡ଼େ ଝରି ଫୁଟି ଭାସିଯାଏ     ପାଣିରେ ଫୋଟକା ଅସୁମାରି ॥୩॥ ଭାସିଯାଆ ମୋର     କାଗଜ ଡଙ୍ଗା ଭାସିଯାଆ ଡରିଯିବୁ ନାହିଁ     ଆକାଶରେ ଦେଖି ମେଘ ବାଆ ॥୪॥ ଝୁଲି ଝୁଲି ତୁହି     ଦୂରକୁ ଦୂରକୁ ଯାଆ ଭାସି ଡଙ୍ଗାରେ ! ତୋତେ     ମେଲାଣି ଦେଲି ମୁଁ ହସି ହସି  ॥୫॥ ଡର ନାହିଁ ଯାଆ     ଆଗେଇ ଯାଆ ତୁ ସୁଅଧାରେ ଥମିଲେ ବରଷା     ଯାଇପାରିବୁ ତୁ ଆଉ କି'ରେ ? ॥୬॥ ଶୁଣିଥିଲି ଥରେ     କହୁଥିଲେ ଆଈ ମୋର ପାଶେ ଚାଲିଥିଲା ଆମ     ବଣିଜବେପାର ଦୂର ଦେଶେ ॥୭॥ କାର୍ତ୍ତିକ ମାସେ     ବୋଇତା ମେଲାଇ ଦରିଆରେ ସାଧବେ ଆମର     ଯାଉଥିଲେ ଦୂର ଦେଶ ପାରେ ॥୮॥ ଝଡ଼ ତୋଫାନକୁ     ନ ଥିଲା ତାଙ୍କର ତିଳେ ଡର ଫେରି ଆସୁଥିଲେ     ଆଷାଢ଼ରେ ସାରି କାରବାର ॥୯॥ ଆଣୁଥିଲେ ଧନ     ଦରବ ସାଧବେ କେତେ ବୋହି ଜାଭା ବୋରନିଓ     ସିଂହଳ ବାଲି ଦ୍ଵୀପେ ଯାଇ ॥୧୦॥ ବୋଇତରେ ଭରି     ଧନ ଦଉଲତ ହୋଇ ଖୁସି ଫେରୁଥିଲେ ଘରେ     ଦରିଆପାରିରୁ ମି

କୃପାସିନ୍ଧୁ ବଦନ କରି ଅବଲୋକନ - Krupasindhu Badana Kari Abalokana Lyrics

Image
== ଓଡ଼ିଆ == ଗୀତ : କୃପାସିନ୍ଧୁ ବଦନ କରି ଅବଲୋକନ ଭାଷା : ଓଡ଼ିଆ ଆଲବମ : ସଂଗ୍‌ସ୍‌ ଫ୍ରମ ପିପୁଲସ୍ ସୋଲ କଣ୍ଠ : ଭିକା ରି ବଳ ଗୀତିକାର : ଦୀନକୃଷ୍ଣ ଦାସ  ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ କୃପାସିନ୍ଧୁ ବଦନ କରି ଅବଲୋକନ କେଉଁ କରମହୀନ ଜନ କାକୁସ୍ଥ-ଭର ହୋଇ କରଯୋଡ଼ି ଜଣାଇ ଗରୁଡ଼ସ୍ତମ୍ଭ ସନ୍ନିଧାନ ହେ.. ଏ.. ମହାପ୍ରଭୁ କୃପାସରିତପତି ହୋଇ କରମହୀନ ଜନ ତହିଁ କରୁଣା କଲ ନାହିଁ କିମ୍ପା ହେ ଭାବଗ୍ରାହୀ କହ ମୁଁ ବିଚିତ୍ର ମଣଇଁ ହେ.. ଏ.. ମହାପ୍ରଭୁ ॥୧॥ ଚଉବର୍ଗ ଯାହାର ଚରଣେ ପରିଚାର ଚଞ୍ଚଳା ଯାର ଆଜ୍ଞାକାରୀ ଚାହିଁଯାହା ଶ୍ରୀମୁଖ ଚ୍ୟୁତ ଦୁରିତ ଦୁଃଖ ସେ ପ୍ରଭୁ ଭୃତ୍ୟ ହିଁ ଭିକାରୀ ହେ.. ଏ.. ମହାପ୍ରଭୁ ଚତୁଦର୍ଶ ଭୁବନ ପ୍ରାଣୀ ଚକିତ ହେବେ ଏହା ଶୁଣି ଚିତ୍ର ନୁହେଁ କି ଏହୁ କଥା ହେ ମହାବାହୁ ନୀଳଶଇଳ ଚୂଡ଼ାମଣି ହେ.. ଏ.. ମହାପ୍ରଭୁ ॥୨॥ ଜଗତ ଅନୁରାଗେ ଜାତ ଅବନି ଭାଗେ ବୋଲାଅ ଜଗତର ନାଥ ଜଗତଜନଙ୍କର ଭିତରୁ ହି ବାହାର ମୁହିଁ କି କାରଣେ ଅନାଥ ହେ.. ଏ.. ମହାପ୍ରଭୁ ଜଗନ୍ନାଥ ନାମ ବହିବ ଜନ ଆରତ ନ ଶୁଣିବ ଜଗତପତି ହୋଇ ଅନୀତି କଲା ଠାଇଁ ଆଉ କେ କା ଆଗେ କହିବ ହେ.. ଏ.. ମହାପ୍ରଭୁ ॥୩॥ ଶବ୍ଦାର୍ଥ ଅବନି - ପୃଥିବୀ କୃପାସିନ୍ଧୁ ବଦନ କରି ଅବଲୋକନ: ଭିକାରୀ ବଳ ଙ୍କ କଣ୍ଠରେ, ବାଳକୃଷ୍ଣ ଦାସ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଦୀନକୃଷ୍ଣ ଦାସ ଙ୍କ ରଚିତ ୧୯୭୬ ମସିହାର  ଓଡ଼ିଆ ଭଜନ ଆଲବମ “ସଂଗ୍‌ସ୍‌ ଫ

ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି - Sajani Sajani Sajani Kalachanda Prema Mate Bai Kalani Lyrics

Image
== ଓଡ଼ିଆ == ଭଜନ : ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ ଭାଷା : ଓଡ଼ିଆ ଆଲବମ : ନନ୍ଦରାଜାର ଟିକିପିଲା କଣ୍ଠ : ଇରା ମହାନ୍ତି ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ଲୋ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ମୁଁ ଯେ ପ୍ରେମମୟୀ ଚକୋରୀ ମିଛେ ମଲିଣି ତାକୁ ଝୁରି ମୁଁ ଯେ ପ୍ରେମମୟୀ ଚକୋରୀ ମିଛେ ମଲିଣି ତାକୁ ଝୁରି ଆକାଶର ଚାନ୍ଦ କି କେବେ ଧରାଦେଲାଣି ଓ.. ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ଲୋ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ସାସା..ନିସା..ପାନିସା..ନିସା ରେରେ..ସାରେ..ନିସାରେ..ସାରେ ଗାଗା..ରେଗା..ସାରେଗା..ରେଗା ପାରେଗାମା..ଧା..ସାନିପା ॥ ଚନ୍ଦନପାଣିରେ ତା ନାମ ଲେଖୁଚି ତୁଳସୀ ପତରେ ଶ୍ରୀମୁଖ ଦେଖୁଚି କଜଳଗାରରେ ତା ରୂପ ନାଚୁଛି ସିନ୍ଥିର ସିନ୍ଦୂରେ ସିଏ ଲୋ ହସୁଚି ସଖୀ ଯୁଆଡ଼େ ମୁଁ ଚାହୁଁଚି ଜଗନ୍ନାଥମୟ ଦିଶୁଛି ସଖୀ ଯୁଆଡ଼େ ମୁଁ ଚାହୁଁଚି ଜଗନ୍ନାଥମୟ ଦିଶୁଛି ମୋ ଆଖିରୁ ନିଦ ଲୋ ସିଏ ନେଇଗଲାଣି ଓ.. ସଜନୀ ସଜନୀ ସଜନୀ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ଲୋ କଳାଚାନ୍ଦ ପ୍ରେମ ମତେ ବାଇ କଲାଣି ସାସା..ନିସା..ପାନିସା..ନିସା ରେରେ..ସାରେ..ନିସାରେ..ସାରେ ଗାଗା..ରେଗା..ସାରେଗା..ରେଗା ପାରେଗାମା..ଧା..ସାନିପା ॥୧॥ ମୋହନ ବଇଁଶୀ ସାତସୁରେ ବନ୍ଧା ସାତ ଗୋଟି ମୀରା ସାତ ଗୋଟି ରାଧା ଅଧାଗଢ଼ା ଦିଅଁ ଭାବ ତାର ଅଧା

କହନା କହନା ମୁଁ ତୋର କ'ଣ ହେବି - Kahana Kahana Mun Tora Kana Hebi Lyrics

Image
== ଓଡ଼ିଆ == ଗୀତ : କହନା କହନା ମୁଁ ତୋର କ'ଣ ହେବି  ଭାଷା : ଓଡ଼ିଆ ଆଲବମ : କଣ୍ଢେଇ କଣ୍ଠ : କୁମାର ସାନୁ, ପାମେଲା ଜୈନ୍ ଗୀତିକାର : ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ : ଗଗନ ବିହାରି ଜେନା (ଝି) କହନା କହନା ମୁଁ ତୋର କ'ଣ ହେବି ଏ..କହନା କହନା ମୁଁ ତୋର କ'ଣ ହେବି (ପୁ) ଅ..ତୁ ମୋର ଦିନ ଲୋ ତୁ ମୋର ରାତି ଲୋ ତୁ ମୋର ଦିନ ଲୋ ତୁ ମୋର ରାତି ଲୋ ତୁ ମୋର ସକାଳର ସୁନେଲି ଛବି (ଝି) କହନା କହନା ମୁଁ ତୋର କ'ଣ ହେବି କହନା କହନା ମୁଁ ତୋର କ'ଣ ହେବି ॥ (ପୁ) ତୁ ମୋର ଚୁନା ଚୁନା ଚାନ୍ଦ ପୁନେଇ ମୋ ରାତି ବିତିଯାଉ ତତେ ଅନେଇ (ଝି) ତୁ ମୋର ଢେଉ ଢେଉ ନିଳ ସାଗର ତୋ ଛାତି ମୋ ପାଇଁ ମୋତେ ସହର (ପୁ) ତୁ ମୋର ପ୍ରେମ ଲୋ ତୁ ମୋର ପ୍ରୀତି ଲୋ ତୁ ମୋର ପ୍ରେମ ଲୋ ତୁ ମୋର ପ୍ରୀତି ଲୋ ଏ ମନ ଏ ଜୀବନ ତତେ ମୁଁ ଦେବି (ଝି) ହାଏ..କହନା କହନା ମୁଁ ତୋର କ'ଣ ହେବି ହାଏ କହନା କହନା ମୁଁ ତୋର କ'ଣ ହେବି ॥୧॥ (ପୁ) ତୋ କଥା ମିଠା ମିଠା ମତେ ଲାଗୁଚି ତୋ ପାଖେ ରହିବାକୁ ଇଛା ହଉଚି (ଝି) ତୋ ପ୍ରେମ ମତେ ଭାରି ଭଲ ଲାଗୁଚି ଥିବି ମୁଁ ସବୁଦିନ କଥା ଦଉଚି (ପୁ) ତୁ ମୋର ସାଥୀ ଲୋ ତୁ ମୋର ସ୍ମୃତି ଲୋ ତୁ ମୋର ସାଥୀ ଲୋ ତୁ ମୋର ସ୍ମୃତି ଲୋ ଆସିଲେ ରାତି ଗୋରୀ ତତେ ଖୋଜିବି (ଝି) କହନା କହନା ମୁଁ ତୋର କ'ଣ ହେବି ଏ..କହନା କହନା ମୁଁ ତୋର କ'ଣ ହେବି (ପୁ) ହୋ..ତୁ ମୋର ଦିନ ଲୋ ତୁ ମୋର ରାତି ଲ

କ ଚମ୍ପୂ (କି ହେଲା ରେ କହିତ ନୁହଁଇ ଭାରତୀରେ) - Ka Champu (Ki Hela Re Kahita Nuhani Bharatire) Lyrics

Image
== ଓଡ଼ିଆ == ଗୀତ : କି ହେଲା ରେ କହିତ ନୁହଁଇ ଭାରତୀରେ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ କି ହେଲା ରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି କଳା ଇନ୍ଦୀବର ଆରତିରେ ॥ କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର ତେଜ ସେ ରବିସୁତାର ତୀରେ କମ୍ପି ମୋର କଳେବର, ହୋଇଗଲା ଆରପାର ଯାହାକୁ ଡରଇ ତାର ତୀରେ ॥୧॥ କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ କର୍କଶ ନୋହିବା ଭାରତୀରେ କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା ମଜ୍ଜିଯିବି କି ଉଭା ରତିରେ ॥୨॥ କି ମୋହନ ଲୀଲା ଧରି, କୋଟି କଳାକର ଶିରୀ ପୁରିଛି ସେ ଶ୍ୟାମ ମୂରତିରେ କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ ଚିରାୟୁ ରଖିଲା ଜରତୀରେ ॥୩॥ କି ନୀତି କି ଜାତିଶୀଳ, କି କୁଳବରତ ଫଳ ଠଉର ପାରିଲା ମୋ ମତିରେ କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥୪॥ କଲବଲ ଛଟପଟ, ହୋଇ ଯାଉଛି ନିପଟ ସଂବେଶ ଅଶନ ବିରତିରେ କହଇ ଶ୍ରୀବାଲ୍ଲକେଶ, ଶରଣ ଧରଣୀ ଈଶ ଏ କି ଦଣ୍ଡ ବିନା ପୀରତିରେ ॥୫॥ କି ହେଲା ରେ କହିତ ନୁହଁଇ ଭାରତୀରେ: ଶ୍ୟାମାମଣି ପଟ୍ଟନାୟକ ଙ୍କ କଣ୍ଠରେ, କବିସୂର୍ଯ୍ୟ ବଳଦେବ ରଥ ଙ୍କ ରଚିତ "କିଶୋରଚନ୍ଦ୍ରାନନ୍ଦ ଚମ୍ପୂ&qu

କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି - Kalia Saante Ho Shunima Heu Guhari Lyrics

Image
== ଓଡ଼ିଆ == ଗୀତ : କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି ଭାଷା : ଓଡ଼ିଆ ଆଲବମ : ଭକ୍ତି ପୁଷ୍ପାଞ୍ଜଳି କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ ମସିହା : ୧୯୭୯   କାଳିଆ ସାଆନ୍ତେ ହୋ କାଳିଆ ସାଆନ୍ତେ ହୋ କାଳିଆ ସାଆନ୍ତେ ହୋ କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି ସକାଳପହରୁ ତମରି ଦୁଆରେ ଡାକି ଡାକି ଗଲି ସରି ଶୁଣିମା ହେଉ ଗୁହାରି ପ୍ରଭୁ ଶୁଣିମା ହେଉ ଗୁହାରି ॥ ତମକୁ ଭରସା କରି ହେ ସାଆନ୍ତେ ମୋ ଘରେ ପଶିଲା ପାଣି ସାଆନ୍ତେ ହୋ.. ମୋ ଘରେ ପଶିଲା ପାଣି ଭୋକିଲା ପେଟରେ ଦିନ ମୋ ବିତିଲା ଭୋକିଲା ପେଟରେ ଦିନ ମୋ ବିତିଲା ବାଇଶି ପାହାଚ ଗଣି ଟଙ୍କ ତୋରଣିରୁ ମିଳିଲାନି ଟୋପେ ଟଙ୍କ ତୋରଣିରୁ ମିଳିଲାନି ଟୋପେ ରଙ୍କପଣ ଗଲା ମରି ଶୁଣିମା ହେଉ ଗୁହାରି ପ୍ରଭୁ ଶୁଣିମା ହେଉ ଗୁହାରି କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି ॥୧॥  ବଡ଼ସିଂହାର ବେଶକୁ ଦେଖିବାକୁ କେତେ କରିଥିଲି ଅଳି ବଡ଼ସିଂହାର ବେଶକୁ ଦେଖିବାକୁ କେତେ କରିଥିଲି ଅଳି ଦୂରୁ ଦେଖି ମୋତେ କବାଟ କିଳିଲ ଦେବାକୁ ପଡ଼ିବ ବୋଲି ଦେଇଥିଲେ ରୁଣି ହୋଇନଥାନ୍ତି ମୁଁ  ଦେଇଥିଲେ ରୁଣି ହୋଇନଥାନ୍ତି ମୁଁ ଶୁଝିଥାନ୍ତି ସେବା କରି ଶୁଣିମା ହେଉ ଗୁହାରି ପ୍ରଭୁ ଶୁଣିମା ହେଉ ଗୁହାରି ॥୨॥  ବଡ଼ ଲୋକ ବୋଲି ତମ ନାମେ ପରା ବାଜୁଛି କେତେ ବାଜଣା ବଡ଼ ଲୋକ ବୋଲି ତମ ନାମେ ପର

ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି - Tiktiki Tiktiki Hue Mo Chhati Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି ଭାଷା : ଓଡ଼ିଆ ଚଳଚିତ୍ର : ବଳିଦାନ କଣ୍ଠ : ବାଣୀ ଜୟରାମ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୯ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. କହିବାକୁ ଲାଜ ଲୋ ମାଳତୀ ଲାଗେ ଯାହା କଲେ ପୀରତି ହାଃ..ହାଃ..ହାଃ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. ॥ ଯାହା ମୁଁ ରଖିଥିଲି ସାଇତି ଚୋରାଇ ନେଲା ଚୋରା ଚଇତି ଯାହା ମୁଁ ରଖିଥିଲି ସାଇତି ଚୋରାଇ ନେଲା ଚୋରା ଚଇତି ଏବେ ମୋ ଦିନରାତି କେମିତି ଯିବ ବିତି ନଥିବେ ପାଶେ ଯଦି ମୋ ସାଥୀ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. ॥୧॥  ହେଲା ଗୋ ସତ ଆଜି ସପନ ପାଇଛି ଖୋଜି ସାଥୀ ଏ ମନ ହେଲା ଗୋ ସତ ଆଜି ସପନ ପାଇଛି ଖୋଜି ସାଥୀ ଏ ମନ ତା ନାମ ଯଉବନ କହନ୍ତି କାଳେ ପ୍ରେମ ଜାଣିଲି ଆଜି ତାହା ପ୍ରଥମ  ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. କହିବାକୁ ଲାଜ ଲୋ ମାଳତୀ ଲାଗେ ଯାହା କଲେ ପୀରତି ହାଃ..ହାଃ..ହାଃ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି

ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ - Sai Tume Aasiba Ki Mo Shunya Mana Mandire Lyrics

Image
== ଓଡ଼ିଆ == ଭଜନ : ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ଭାଷା : ଓଡ଼ିଆ କଣ୍ଠ : କୁମାର ଦିଲ୍ଲୀପ ଗୀତିକାର : ଚନ୍ଦ୍ରଭାନୁ ଶତପଥି  ସଂଗୀତ ନିର୍ଦ୍ଦେଶକ : ଶାରଦା ପ୍ରସନ୍ନ ସାହୁ ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ତୁମ ପାଦ ପଡ଼ିବ କି ମୋ ଦୀନ ଭଙ୍ଗା କୁଟୀରେ ତୁମ ପାଦ ପଡ଼ିବ କି ମୋ ଦୀନ ଭଙ୍ଗା କୁଟୀରେ ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ॥ ବାଟ ତୁମ ଚାହିଁ ଚାହିଁ ହେଲିଣି ବ୍ୟାକୁଳ ତୁମକୁ ଖୋଜିବି ନାଥ ଆଉ କେତେ କାଳ ବାଟ ତୁମ ଚାହିଁ ଚାହିଁ ହେଲିଣି ବ୍ୟାକୁଳ ତୁମକୁ ଖୋଜିବି ନାଥ ଆଉ କେତେ କାଳ ଜୀବନ ମୋ ସରିଆସେ ବାବା ତୁମ ଖୋଜିବାରେ ଜୀବନ ମୋ ସରିଆସେ ବାବା ତୁମ ଖୋଜିବାରେ ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ॥୧॥ ମାନବ ରୂପରେ ତୁମେ ଜନମ ହୋଇ କେତେ ପାପୀ ତପିଙ୍କୁ ଉଦ୍ଧାରିଲ ସାଇ ମାନବ ରୂପରେ ତୁମେ ଜନମ ହୋଇ କେତେ ପାପୀ ତପିଙ୍କୁ ଉଦ୍ଧାରିଲ ସାଇ ତୁମ ନାମ ଭଜେ ଯିଏ ଦୁଃଖ ତାର ବହୁ ଦୂରେ ତୁମ ନାମ ଭଜେ ଯିଏ ଦୁଃଖ ତାର ବହୁ ଦୂରେ ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ ॥୨॥ ଦାନ ବଳେ ପୁଣ୍ୟ ଯେତ

ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା - Jhule Jhulere Jhulana Nanda Dulana Lyrics

Image
== ଓଡ଼ିଆ == ଗୀତ : ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ଭାଷା : ଓଡ଼ିଆ ଟିଭି ଧାରାବାହିକ : ଶ୍ରୀ ଜଗନ୍ନାଥ କଣ୍ଠ : ରବୀନ୍ଦ୍ର ମହାପାତ୍ର ଗୀତିକାର : ମନ୍ମଥ ମିଶ୍ର ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୨୦୦୯ ଯଶୋଦା ମାଆର କୋଳ ଝୁଲଣା ଦ୍ଵାରକା ପୁରର ରତ୍ନ ବିଛଣା ସବୁ ତୁଚ୍ଛ କରି ଶାନ୍ତିରେ ଶ୍ରୀହରି ଶିଆଳି ଲତାର ଝୁଲଣା ରେ ଝୁଲି ପ୍ରଶାନ୍ତ ବଦନେ ବିଶ୍ରାମ କରନ୍ତି ଜଗତେ ଉଡ଼େଇ ଧର୍ମର ବାନା ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ॥୧॥ ବନ ଉପବନ ଚଳାଅ ପବନ ସବୁ ଆଜି ଗତିହରା ଝଡ଼ ଆସିବାର ପୂର୍ବରୁ ଯେମିତି ଶାନ୍ତ ହୋଇଯାଏ ଧରା ଶୋଇଛନ୍ତି ବୋଲି ପ୍ରଭୁ ଚିନ୍ତାମଣି ଜଗତ ଗଲାକି ଶୋଇ ? ଏତେ ନିରବତା ଆଗରୁ କେବେ ତ ଘଟି ତ ନଥିଲା କାହିଁ ଶୋଇଛନ୍ତି ଅବା ମାୟା ରଚୁଛନ୍ତି ତାଙ୍କ କଥା ଖାଲି ତାଙ୍କୁ ହିଁ ଜଣା ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା ॥୨॥  ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା: ରବୀନ୍ଦ୍ର ମହାପାତ୍ର ଙ୍କ କଣ୍ଠରେ, ମନ୍ମଥ ମିଶ୍ର ଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାରେ ୨୦୦୯ ମସିହାର ଟିଭି ଧାରାବାହିକ "ଶ୍ରୀ ଜଗନ୍ନାଥ" ରୁ ସଂଗୃହିତ ଓଡ଼ିଆ ଭଜନ ଗୀତ “ଝୁଲେ ଝୁଲେରେ ଝୁଲଣା ନନ୍ଦ ଦୁଲଣା” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ। YouTube ର

ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା' - Nali Shadhi Shankha Sindura Nali Mandara Ne Maa’ Lyrics

Image
== ଓଡ଼ିଆ == ଭଜନ : ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ଭାଷା : ଓଡ଼ିଆ ଆଲବମ : ନଡ଼ିଆରାଣୀ କଣ୍ଠ : ନମିତା ଅଗ୍ରୱାଲ  ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ (ଝି) ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା' ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା' ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା' ପାଦୁକ ଆଞ୍ଜୁଳେ ତୋହର ବେଲପତର ଦେ ମା' (ଝି-ସମସ୍ତେ) ମା'ଲୋ ଭରଷା ହୋଇଥା ମା'ଲୋ ଭରଷା ହୋଇଥା (ଝି) ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା' ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା' ॥ (ଝି) ବାଉଁଶ ଡଲାରେ ଗୋଟା ନଡ଼ିଆ ଲୋ ପାଚିଲା କଦଳୀ ଫେଣା ଅରୁଆ ଚାଉଳ ଖଣ୍ଡ ହଳଦୀ ଲୋ ଘିଅ ଦୀପ ଧୂପ ଝୁଣା ବାଉଁଶ ଡଲାରେ ଗୋଟା ନଡ଼ିଆ ଲୋ ପାଚିଲା କଦଳୀ ଫେଣା ଅରୁଆ ଚାଉଳ ଖଣ୍ଡ ହଳଦୀ ଲୋ ଘିଅ ଦୀପ ଧୂପ ଝୁଣା ଭକତି ନୈବିଦ୍ୟ ମୋ'ର ପାଦେ ତୋର ନେ ମା' ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା' (ଝି-ସମସ୍ତେ) ମା'ଲୋ ଭରଷା ହୋଇଥା ମା'ଲୋ ଭରଷା ହୋଇଥା (ଝି) ନାଲି ଶାଢ଼ୀ ଶଙ୍ଖା ସିନ୍ଦୂର ନାଲି ମନ୍ଦାର ନେ ମା' ପାଦୁକ ଅଞ୍ଜୁଳେ ତୋହର ବେଲପତର ଦେ ମା' ॥୧॥ (ଝି) ଶାଳୁଆ ଡାଳରେ ବାନ୍ଧିଲି ନେତ ଲୋ ବାନ୍ଧିଲି ପିତଳ ଘଣ୍ଟ ଚାନ୍ଦିନୀ ଉପରେ ମାଟି ଘୋଡ଼ା ଥୋଇ ସରାଗେ ଯୋଡ଼ିଲି ହାତ ଶାଳୁଆ ଡାଳରେ ବାନ୍ଧିଲି ନେତ ଲୋ ବାନ

ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍ - Dhire Dhire Chal Gori Dhire Dhire Chal Lyrics

Image
== ଓଡ଼ିଆ == ଗୀତ : ଧୀରେ ଧୀରେ ଚାଲ୍ ଗୋରୀ  ଭାଷା : ଓଡ଼ିଆ ଆଲବମ : ସେଇ ଝିଅଟି କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ନିଜାମ୍‌ ସଂଗୀତ ନିର୍ଦ୍ଦେଶକ : ପୂର୍ଣ୍ଣ ଖୁଣ୍ଟିଆ ମସିହା : ୨୦୦୯ ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍ ଭଲନାହିଁ ଆଜିକାଲି ଦୁନିଆର ହାଲ୍ ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍ ଭଲନାହିଁ ଆଜିକାଲି ଦୁନିଆର ହାଲ୍ ଛନ ଛନ ବୟସ ତୋ ଚେହେରା କମାଲ୍ ପବନଟା କରୁଚି ବୋବାଲ୍ ଏ ଗୋରୀ ତୋର ଚୁନରି ସମ୍‌ହାଲ୍‌ ଏ ଗୋରୀ ତୋର ଚୁନରି ସମ୍‌ହାଲ୍‌ ହାଏ ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍ ଭଲନାହିଁ ଆଜିକାଲି ଦୁନିଆର ହାଲ୍ ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍ ଭଲନାହିଁ ଆଜିକାଲି ଦୁନିଆର ହାଲ୍ ॥ ହସରୁ ତୋ ମଲି ଫୁଲ ଝରି ପଡ଼ୁଚି କଥାରୁ ତୋହର ପୁଣି ମହୁ ଝରୁଚି ଓ..ରୁଣୁଝୁଣୁ ବାଜେ ଯେବେ ପାଉଁଜି ତୋର ପାଉଁଜିର ତାଳେ ତାଳେ ନାଚେ ମୟୂର ଅଠରକୁ ଛୁଇଁଲୁ ତୁ ସତର ଡେଇଁ ବଦଳିଗଲା କି ତୋର ଚାଲ୍ ଏ ଗୋରୀ ତୋର ମନକୁ ସମ୍‌ହାଲ୍‌ ଏ ଗୋରୀ ତୋର ମନକୁ ସମ୍‌ହାଲ୍‌ ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍ ଭଲନାହିଁ ଆଜିକାଲି ଦୁନିଆର ହାଲ୍ ଧୀରେ ଧୀରେ ଚାଲ୍ ଗୋରୀ ଧୀରେ ଧୀରେ ଚାଲ୍ ଭଲନାହିଁ ଆଜିକାଲି ଦୁନିଆର ହାଲ୍ ॥୧॥ କଜଳ ସଜଳ ତୋର ଦୁଇ ନୟନ ଦିନରେ ସୁରୁଜ ସେ ତ ରାତିରେ ଜହ୍ନ ହାଏ କଲିଜା ଦଉଚି ତୋ ଚାହାଣି ଚାହାଣି କହୁଚି ପୁଣି ପ୍ରେମ କାହାଣୀ ଅମାନିଆ ବୟସ ତୋ କଲା କିମିଆ ଉଡ଼େଇଲୁରେ ରେଶମୀ ରୁମାଲ

ନୂଆ କଳାଜହ୍ନ ଚହଟିଲା - Nua Kalajanha Chahatila Lyrics

Image
== ଓଡ଼ିଆ == ଭଜନ : ନୂଆ କଳାଜହ୍ନ ଚହଟିଲା ଭାଷା : ଓଡ଼ିଆ ଆଲବମ : ମହାଦାରୁ କଣ୍ଠ : ଅନୁରାଧା ପୌଡ଼ୱାଲ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି.ସିରିଜ୍ ମସିହା : ୧୯୯୬ ନୂଆ କଳାଜହ୍ନ ଚହଟିଲା ନୂଆ କଳାଜହ୍ନ ଚହଟିଲା ନୂଆ କଳାଜହ୍ନ ଚହଟିଲା ନୂଆ କଳାଜହ୍ନ ଚହଟିଲା ଶଙ୍ଖା ସିନ୍ଦୂର.. ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ କାଳିଆ ପୁଣି ଲେଉଟିଲା ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ କାଳିଆ ପୁଣି ଲେଉଟିଲା ନୂଆ କଳାଜହ୍ନ ଚହଟିଲା ନୂଆ କଳାଜହ୍ନ ଚହଟିଲା ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ କାଳିଆ ପୁଣି ଲେଉଟିଲା ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ କାଳିଆ ପୁଣି ଲେଉଟିଲା ॥ ଆତ୍ମା ଯେମିତି ଘଟ ବଦଳାଏ ଆତ୍ମା ଯେମିତି ଘଟ ବଦଳାଏ ଏଇ ସଂସାରେ ପ୍ରାଣୀ ମଲାପରେ ବ୍ରହ୍ମ ସେମିତି ଦାରୁ ବଦଳାଏ ଯୋଡ଼ା ଆଷାଢ଼ରେ ନବକଳେବରେ ଆତ୍ମା ଯେମିତି ଘଟ ବଦଳାଏ ଏଇ ସଂସାରେ ପ୍ରାଣୀ ମଲାପରେ ବ୍ରହ୍ମ ସେମିତି ଦାରୁ ବଦଳାଏ ଯୋଡ଼ା ଆଷାଢ଼ରେ ନବକଳେବରେ ନୂଆ ଯୋଡ଼ି ବେତ ନହକିଲା ନୂଆ ଯୋଡ଼ି ବେତ ନହକିଲା ନୂଆ ଯୋଡ଼ି ବେତ ନହକିଲା ନୂଆ ଯୋଡ଼ି ବେତ ନହକିଲା ନବ ଯୌବନ.. ନବ ଯୌବନ କର ଲୋ ଦର୍ଶନ ଚନ୍ଦନ ପୁଣି ମହକିଲା ନବ ଯୌବନ କର ଲୋ ଦର୍ଶନ ଚନ୍ଦନ ପୁଣି ମହକିଲା ଶଙ୍ଖା ସିନ୍ଦୂର ନାଆଲୋ ଦେବଦାସୀ କାଳିଆ ପୁଣି ଲେଉଟିଲା ॥୧॥ ପୁରୁଣା ହୁଏ ଯେବେ ପିନ୍ଧା ଲୁଗା ପୁରୁଣା ହୁଏ ଯେବେ ପିନ୍ଧା ଲୁଗା ପୁଣି

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ