Posts
Showing posts with the label Bhajan Other Language
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
== ଓଡ଼ିଆ == ଗୀତ : ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଭାଷା : ବଙ୍ଗଳା ଗୀତିକାର : ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲ ରେ ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲ ରେ ରାଧେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ବ'ଲେ ସଦା ଡାକ ରେ ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲ ରେ ॥ ଛାଡ଼ରେ ମନ୍ କପଟ ଚାତୁରୀ ବଦନେ ବୋଲ ହରି ହରି ହରିନାମ ପରମ ବ୍ରହ୍ମ ଜୀବେର ମୂଲ ଧର୍ମ ଅଧର୍ମ କୁକର୍ମ ଛାଡ଼ ରେ ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲ ରେ ॥ ଛାଡ଼ରେ ମନ୍ ଭବେର ଆଶା ଅଜପା ନାମେ କର ରେ ନେଶା ରାଧେ ଗୋବିନ୍ଦ ନାମ୍ଟି ବଦନେ ଲଇୟେ ନୟନ-ନୀରେ ସଦା ଭାସ ରେ ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲ ରେ ରାଧେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ବ'ଲେ ସଦା ଡାକ ରେ ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲ ରେ ॥ ଛାଡ଼ରେ ମନ୍ କପଟ ଚାତୁରୀ ବଦନେ ବୋଲ ହରି ହରି ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ହରିବୋଲ ॥ ହରିନାମ ପରମ ବ୍ରହ୍ମ ଜୀବେର ମୂଲ ଧର୍ମ ଅଧର୍ମ କୁକର୍ମ ଛାଡ଼ ରେ ଜୟ ରା...
ମରାଠୀ ଭଜନ ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି - Marathi Bhajan Sukhkarta Dukhharta Varta Vighnachi Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି ଭାଷା : ମରାଠୀ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ସନ୍ଥ ସମର୍ଥ ରାମଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି ନୁର୍ବି ପୁର୍ବି ପ୍ରେମ୍ କୃପା ଜୟାଚି ସର୍ବାଙ୍ଗୀ ସୁନ୍ଦର ଉଟି ଶେନ୍ଦୁରାଚି କଣ୍ଠି ଝଳ୍କେ ମାଳ୍ ମୁକ୍ତା ଫଳାଂଚି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ॥୧॥ ରତ୍ନଖଚିତ ଫରା ତୁଜ୍ ଗୌରୀକୁମରା ଚନ୍ଦନାଚି ଉଟି କୁମ୍କୁମ୍ କେଶରା ହୀରେଜଡ଼ିତ ମୁକୁଟ ଶୋଭତୋ ବରା ରୁଣୁଝୁଣୁତି ନୁପୁରେ ରୁଣୁଝୁଣୁତି ନୁପୁରେ ଚରଣୀ ଘାଗରିୟା ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ॥୨॥ ଲମ୍ବୋଦର ପୀତାମ୍ବର ଫଣିବରବନ୍ଧନା ସରଳ ସୋଣ୍ଡ ବକ୍ତ୍ରତୁଣ୍ଡ ତ୍ରିନୟନା ଦାସ୍ ରାମାଚା ବାଟ୍ ପାହେ ସଦନା ସଙ୍କଟୀ ପାୱାୱେ ନିର୍ବାଣୀ ରକ୍ସାୱେ ସୁର୍ବର୍ବନ୍ଧନା ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ ...
ଶ୍ରୀ ହନୁମାନ ଚାଳିଶା - Shri Hanuman Chalisha Lyrics
- Get link
- X
- Other Apps
ସୂଚନା ୩୨ ଟି ପ୍ରସିଦ୍ଧ ହନୁମାନ ବିଗ୍ରହ ଦର୍ଶନ କରନ୍ତୁ ଏବଂ ଶ୍ରୀ ହନୁମାନ ଚାଳିଶାର ଅର୍ଥ ପଢ଼ନ୍ତୁ Smaranika.in ରେ । ==ଓଡ଼ିଆ== ଗୀତ : ଶ୍ରୀ ହନୁମାନ ଚାଳିଶା ଭାଷା : ଅୱଧୀ ଗୀତିକାର : ସନ୍ଥ ତୁଳସୀ ଦାସ କଣ୍ଠ : ହରିହରନ୍ ॥ ଦୋହା ॥ ଶ୍ରୀଗୁରୁ ଚରନ ସରୋଜ ରଜ, ନିଜ ମନୁ ମୁକୁରୁ ସୁଧାରି ବରନଉଁ ରଘୁବର ବିମଲ ଜସୁ, ଜୋ ଦାୟକୁ ଫଲଚାରି ॥ ବୁଦ୍ଧିହୀନ ତନୁ ଜାନିକେ, ସୁମିରୌଁ ପୱନ-କୁମାର ବଲ ବୁଧି ବିଦ୍ୟା ଦେହୁ ମୋହିଁ, ହରହୁ କଲେସ ବିକାର ॥ ॥ ଚୌପାଈ ॥ ଜୟ ହନୁମାନ ଜ୍ଞାନ ଗୁନ ସାଗର ଜୟ କପୀସ ତିହୁଁ ଲୋକ ଉଜାଗର ॥୧॥ ରାମ ଦୂତ ଅତୁଲିତ ବଲ ଧାମା ଅଞ୍ଜନି-ପୁତ୍ର ପୱନସୁତ ନାମା ॥୨॥ ମହାବୀର ବିକ୍ରମ ବଜରଙ୍ଗୀ କୁମତି ନିୱାର ସୁମତି କେ ସଙ୍ଗୀ ॥୩॥ କଂଚନ ବରନ ବିରାଜ ସୁବେସା କାନନ କୁଣ୍ଡଲ କୁଂଚିତ କେସା ॥୪॥ ହାଥ ବଜ୍ର ଔ ଧ୍ଵଜା ବିରାଜୈ କାନ୍ଧେ ମୂଁଜ ଜନେଊ ସାଜୈ ॥୫॥ ସଂକର ସୁୱନ କେସରୀ ନନ୍ଦନ ତେଜ ପ୍ରତାପ ମହାଜଗ ବନ୍ଦନ ॥୬॥ ବିଦ୍ୟାୱାନ ଗୁନୀ ଅତି ଚାତୁର ରାମ କାଯ କରିବେ କୋ ଆତୁର ॥୭॥ ପ୍ରଭୁ ଚରିତ୍ର ସୁନିବେ କୋ ରସିୟା ରାମ ଲଖନ ସୀତା ମନ ବସିୟା ॥୮॥ ସୂକ୍ଷ୍ମ ରୂପ ଧରି ସି...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...