Posts

Showing posts from February, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦାସିଆ ନଡ଼ିଆ ସିନା ତତେ ବଢ଼ିଆ - Dasia Nadia Sina Tate Badhia Lyrics

Image
== ଓଡ଼ିଆ == ଭଜନ : ଦାସିଆ ନଡ଼ିଆ ସିନା ତତେ ବଢ଼ିଆ ଭାଷା : ଓଡ଼ିଆ କଣ୍ଠ : ଭିକା ରି ବଳ ଗୀତିକାର : ବୈଦ୍ୟନାଥ ଖିଲାର ସଂଗୀତ ନିର୍ଦ୍ଦେଶକ : ଭିକାରି ବଳ ମସିହା : ୧୯୮୩ ଦାସିଆ ନଡ଼ିଆ ସିନା ଦାସିଆ ନଡ଼ିଆ ସିନା ତତେ ବଢ଼ିଆ ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ କାଳିଆରେ ମୋତେ ବଢ଼ିଆ ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ ଦାସିଆ ନଡ଼ିଆ ସିନା ତତେ ବଢ଼ିଆ ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ କାଳିଆରେ ମୋତେ ବଢ଼ିଆ ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ ॥ ଘଣ୍ଟ ଘଣ୍ଟା ଖୋଳ ତାଳ ତତେ ସିନା ଲାଗେ ଭଲ ଘଣ୍ଟ ଘଣ୍ଟା ଖୋଳ ତାଳ ତତେ ସିନା ଲାଗେ ଭଲ ମତେ ଭଲ ଲାଗେ.. ମତେ ଭଲ ଲାଗେ ପଣ୍ଡା ବେତ ବାଡ଼ିଆ ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ ॥୧॥ ହାତେ ତୋର ସୁଦର୍ଶନ ଦିଶେ କେଡ଼େ ଶୋଭାବନ ହାତେ ତୋର ସୁଦର୍ଶନ ଦିଶେ କେଡ଼େ ଶୋଭାବନ ହାତେ ତୋର ସୁଦର୍ଶନ ଦିଶେ କେଡ଼େ ଶୋଭାବନ ମୋ ହାତେ ଖଞ୍ଜଣି ଶୋଭା ମୋ ହାତେ ଖଞ୍ଜଣି ଶୋଭା ମୋ ହାତେ ଖଞ୍ଜଣି ଶୋଭା ମୋତେ ବଢ଼ିଆ ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ କାଳିଆରେ ମୋତେ ବଢ଼ିଆ ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ ॥୨॥  ରାଧିକା ମୋହନ ବେଶ ତତେ ଲାଗଇ ସରସ ରାଧିକ ମୋହନ ବେଶ ତତେ ଲାଗଇ ସରସ ରାଧିକ ମୋହନ ବେଶ ତତେ ଲାଗଇ ସରସ ତୋ ଦୁଆରେ ଯୋଗୀ ବେଶ କାଳିଆ ରେ.. ତୋ ଦୁଆରେ ଯୋଗୀ ବେଶ ତୋ ଦୁଆରେ ଯୋଗୀ ବେଶ ମୋତେ ବଢ଼ିଆ ହେଲେ ତ

ତୋ ଆଖିରେ ମୁଁ ମୋ ଆଖିରେ ତୁ - To Akhire Mun Mo Akhire Tu Lyrics

Image
== ଓଡ଼ିଆ == ଫିଲ୍ମଗୀତ : ତୋ ଆଖିରେ ମୁଁ ମୋ ଆଖିରେ ତୁ ଭାଷା : ଓଡ଼ିଆ ଚଳଚିତ୍ର : ଆକାଶେ କି ରଙ୍ଗ ଲାଗିଲା କଣ୍ଠ : ନିବେଦିତା (ନମିତା ଅଗ୍ରୱାଲ) ଗୀତିକାର : ବିଜୟ ମଲ୍ଲ ସଙ୍ଗୀତ ନିର୍ଦ୍ଦେଶକ : ବିକାଶ ଦାସ ମସିହା : ୨୦୦୯ (ଝି) ତୋ ଆଖିରେ ମୁଁ ମୋ ଆଖିରେ ତୁ ତୋ ଓଠରେ ମୁଁ ମୋ ଓଠରେ ତୁ ଲା..ଲାଲାଲା ଲାଲାଲା..ଲାଲାଲା ଲାଲା..ହାଁହାଁହାଁ ତୋ ଆଖିରେ ମୁଁ ମୋ ଆଖିରେ ତୁ ତୋ ଓଠରେ ମୁଁ ମୋ ଓଠରେ ତୁ ତୋ ଆଖିରେ ମୁଁ ମୋ ଆଖିରେ ତୁ ତୋ ଓଠରେ ମୁଁ ମୋ ଓଠରେ ତୁ ଏଇ ରାତି ପାହିଯିବ ଏଇ ଋତୁ ବଦଳିବ ହେଲେ ମୋ ଗୀତରେ ଗୁଣୁ ଗୁଣୁ ହାଁ..ମୋ ଗୀତରେ ଗୁଣୁଗୁଣୁ ଗୁଣୁଗୁଣୁ ହୋ..ମୋ ଗୀତରେ ଗୁଣୁ ଗୁଣୁ ହଉଥିବୁ ତୁ ହଉଥିବୁ ତୁ ତୋ ଆଖିରେ ମୁଁ ମୋ ଆଖିରେ ତୁ ତୋ ଓଠରେ ମୁଁ ମୋ ଓଠରେ ତୁ ॥୧॥ (ସମସ୍ତେ) ନିନି..ସାସା..ସାଗାରେ ନିନି..ସାସା..ସାରେସା ନିନି..ସାସା..ସାଗାରେ ନିନି.. (ଝି) ପାନି..ସାରି..ନିଶା ପାନି..ସାରି..ନିଶା ପାନି..ସାରି..ନିଶା ପାନି..ସାରି..ନିଶା (ଝି) ଟିକି ଟିକି ମୋର ଟିକି ଟିକି ଆଶା ଚୁନା ଚୁନା ସ୍ୱପ୍ନ ଝୁମା ଝୁମା ନିଶା ହେ..ଟିକି ଟିକି ମୋର ଟିକି ଟିକି ଆଶା ଚୁନା ଚୁନା ସ୍ୱପ୍ନ ଝୁମା ଝୁମା ନିଶା ଦୂରେ ଦୂରେ ବହୁ ଦୂରେ ଋତୁ ଅଗଣାରେ ସୁରେ ସୁରେ ଗୀତ ସୁରେ ହଜିଯାଏ ମୁଁ ରେ ପବନର ହାତ ଧରି ଆସୁଥିବି ଫେରି ଫେରି ମୋ ପାଉଁଜୀ ରୁଣୁ ଝୁଣୁ ହଁ..ମୋ ପାଉଁଜୀ

ପ୍ରଥମ ପ୍ରେମର ପ୍ରଥମ ଚିଠି ଲେଖୁଛି ଅଳପ ଭାବୁଛି ବେଶି - Prathama Premara Prathama Chithi Lekhuchhi Alapa Bhabuchhi Beshi Lyrics

Image
== ଓଡ଼ିଆ == ଗୀତ : ପ୍ରଥମ ପ୍ରେମର ପ୍ରଥମ ଚିଠି ଲେଖୁଛି ଭାଷା : ଓଡ଼ିଆ ଆଲବମ : ପ୍ରଥମ ପ୍ରେମ କଣ୍ଠ : ଉଦିତ ନାରାୟଣ  ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ପ୍ରଥମ ପ୍ରେମର ପ୍ରଥମ ଚିଠି ପ୍ରଥମ ପ୍ରେମର ପ୍ରଥମ ଚିଠି ଲେଖୁଛି ଅଳପ ଭାବୁଛି ବେଶି ନୂଆ ଚଢ଼େଇର କଅଁଳ ଡେଣା ନୂଆ ଚଢ଼େଇର କଅଁଳ ଡେଣା ଉଡ଼ୁଚି ଅଳପ ପଡ଼ୁଛି ବେଶି ଉଡ଼ୁଚି ଅଳପ ପଡ଼ୁଛି ବେଶି ପ୍ରଥମ ପ୍ରେମର ପ୍ରଥମ ଚିଠି ଲେଖୁଛି ଅଳପ ଭାବୁଛି ବେଶି ॥ ଆହା କି ସୁନ୍ଦର ପ୍ରେମର ଦୁନିଆ ଦେଇଛି ପାଦ ମୁଁ ଏଠି ନୂଆ ନୂଆ ହୋ..ଆହା କି ସୁନ୍ଦର ପ୍ରେମର ଦୁନିଆ ଦେଇଛି ପାଦ ମୁଁ ଏଠି ନୂଆ ନୂଆ ଏଠି ନୂଆ ନୂଆ ପ୍ରେମ ବାଟର ମୁଁ ନୂଆ ପଥିକ ପ୍ରେମ ବାଟର ମୁଁ ନୂଆ ପଥିକ ଚାଲୁଛି ଅଳପ ଝୁଣ୍ଟୁଛି ବେଶି ଚାଲୁଛି ଅଳପ ଝୁଣ୍ଟୁଛି ବେଶି ପ୍ରଥମ ପ୍ରେମର ପ୍ରଥମ ଚିଠି ଲେଖୁଛି ଅଳପ ଭାବୁଛି ବେଶି ॥୧॥ ଜଣକୁ ଯେବେ ମୁଁ କରିଲି ନିଜର ମତେ ଏ ଦୁନିଆ କରିଦେଲା ପର ହୋ..ଜଣକୁ ଯେବେ ମୁଁ କରିଲି ନିଜର ମତେ ଏ ଦୁନିଆ କରିଦେଲା ପର କରିଦେଲା ପର ସତ କହୁଛି ମୁଁ ଭଲପାଇକି ସତ କହୁଛି ମୁଁ ଭଲପାଇକି ହସୁଛି ଅଳପ କାନ୍ଦୁଛି ବେଶି ହସୁଛି ଅଳପ କାନ୍ଦୁଛି ବେଶି ପ୍ରଥମ ପ୍ରେମର ପ୍ରଥମ ଚିଠି ପ୍ରଥମ ପ୍ରେମର ପ୍ରଥମ ଚିଠି ଲେଖୁଛି ଅଳପ ଭାବୁଛି ବେଶି ନୂଆ ଚଢ଼େଇର କଅଁଳ ଡେଣା ନୂଆ ଚଢ଼େଇର କଅଁଳ ଡେଣା ଉଡ଼ୁଚି ଅଳପ ପଡ଼ୁଛି ବେଶି

କି ରଙ୍ଗ ରଖିଚୁରେ ରଙ୍ଗ ନାୟକ - Ki Ranga Rakhichure Ranga Nayaka Lyrics

Image
== ଓଡ଼ିଆ == ଭଜନ : କି ରଙ୍ଗ ରଖିଚୁରେ ରଙ୍ଗ ନାୟକ ଭାଷା : ଓଡ଼ିଆ ଆଲବମ : ରଙ୍ଗ ନାୟକ କଣ୍ଠ : ପଙ୍କଜ ଗୀତିକାର : ଶୁଭେନ୍ଦୁ ପ୍ରଧାନ ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର କି ରଙ୍ଗ ରଖିଚୁରେ ରଙ୍ଗ ନାୟକ କି କଳା ମାଖିଚୁରେ କଳା ଶ୍ରୀମୁଖ କି ରଙ୍ଗ ରଖିଚୁରେ ରଙ୍ଗ ନାୟକ କି କଳା ମାଖିଚୁରେ କଳା ଶ୍ରୀମୁଖ ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ ତୋ ଛନ୍ଦରେ ନାଚୁଚି ଜଗତଯାକ ରେ ନାଟରସିକ ମୋ ମାୟା ପ୍ରେମିକ ନାଟରସିକ ମୋ ମାୟା ପ୍ରେମିକ କି ରଙ୍ଗ ରଖିଚୁରେ ରଙ୍ଗ ନାୟକ କି କଳା ମାଖିଚୁରେ କଳା ଶ୍ରୀମୁଖ ॥ ରାମାୟଣରେ ପୁରୁଷୋତ୍ତମ ତୁ ମହାଭାରତରେ ସାରଥି ତୋ ପାଇଁ ଲେଖା କେତେ ଯେ ପୁରାଣ ଗୀତା ଭାଗବତ ପୋଥି ରାମାୟଣରେ ପୁରୁଷୋତ୍ତମ ତୁ ମହାଭାରତରେ ସାରଥି ତୋ ପାଇଁ ଲେଖା କେତେ ଯେ ପୁରାଣ ଗୀତା ଭାଗବତ ପୋଥି ସବୁଠି ଅଛୁ ତୁ ସବୁଠି ଅଛୁ ପୁଣି କେଉଁଠି ନଥାଇ ଶୁନ୍ୟ ନାବିକ ରେ ଭାବ ବଣିକ ମୋ ପୁଣ୍ୟ ସିନ୍ଦୁକ ଭାବ ବଣିକ ମୋ ପୁଣ୍ୟ ସିନ୍ଦୁକ କି ରଙ୍ଗ ରଖିଚୁରେ ରଙ୍ଗ ନାୟକ କି କଳା ମାଖିଚୁରେ କଳା ଶ୍ରୀମୁଖ ॥୧॥ ଧର୍ମଯୁଦ୍ଧରେ ଯେଉଁ ଶଖାକୁ କର୍ମ ଯୋଗ କଥା କହିଲୁ ସେଇ ଶଖାଠାରୁ ଶିଆଳି ଲଟାରେ କଳା ତୁ ହରଣ କଲୁ ଧର୍ମଯୁଦ୍ଧରେ ଯେଉଁ ଶଖାକୁ କର୍ମ ଯୋଗ କଥା କହିଲୁ ସେଇ ଶଖାଠାରୁ ଶିଆଳି ଲଟାରେ କଳା ତୁ ହରଣ କଲୁ କରି କରାଉ ତୁ କରି କରାଉ ତୋ ହାତରେ ସବୁରି ଭାଗ୍ୟ ଜାତକ ରେ କଳା ଜୋତ

ନେଇଯାରେ ମେଘ ମୋତେ - Neijare Megha Mote Lyrics

Image
== ଓଡ଼ିଆ == ଫିଲ୍ମଗୀତ : ନେଇଯାରେ ମେଘ ମୋତେ ଭାଷା : ଓଡ଼ିଆ ଚଳଚିତ୍ର : ବଳିଦାନ କଣ୍ଠ : ଏସ୍. ଜାନକୀ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୯ ନେଇଯାରେ ମେଘ ମୋତେ ଦେ ଛାଡ଼ି ସେଇ ଦେଶେ ମୋ ପ୍ରିୟ ପାଶେ ନେଇଯାରେ ମେଘ ମୋତେ ଦେ ଛାଡ଼ି ସେଇ ଦେଶେ ମୋ ପ୍ରିୟ ପାଶେ ନେଇଯାରେ ମେଘ ମୋତେ ॥ ମେଘ ସିନା ତୁହି ଚାତକର ଲାଗି ଝର ଝର ଯାଉ ବରଷି ସାଥୀ ବିନା ଆଜି ଯାଉଛିରେ ଶୁଖି ମୋ ଜୀବନ ନୀଳ ସରସୀ ଆଷାଢ଼ ଶ୍ରାବଣ ଏ ନୟନ ଦୁଇ ହେଲେ ମନ ମୋର ପିଆସୀ ନେଇଯାରେ ମେଘ ମୋତେ ॥୧॥ ସାଥୀ ବିନା ଆଜି ପାରୁନିରେ ଉଡ଼ି ପଥ କାହିଁ ମୋର ଜାଣେନା ଏତେ ବଡ଼ ଏଇ ଦୁନିଆରେ ମତେ ଏକା ଏକା ଭଲ ଲାଗେନା ଦିନ ମୋର ଏଠି ମରୁବାଲି ପୁଣି ରାତି ଦିଏ ଯେତେ ଯାତନା ନେଇଯାରେ ମେଘ ମୋତେ ଦେ ଛାଡ଼ି ସେଇ ଦେଶେ ମୋ ପ୍ରିୟ ପାଶେ ନେଇଯାରେ ମେଘ ମୋତେ ॥୨॥ YouTube ରେ ନେଇଯାରେ ମେଘ ମୋତେ == English == Movie Song : Neijare Megha Mote Language : Odia Movie : Balidan Singer : S. Janaki Lyricist : Prafulla Kara Music Director : Prafulla Kara Year : 1979 Neijare megha mote De chhadi sei deshe mo priya pashe Neijare megha mote De chhadi sei deshe mo priya pashe Neijare megha mote ॥ Megha sina tuh

ମନ ଖୋଜୁଥିଲା ଗୋଟେ ପ୍ରେମିକା - Mana Khojuthila Gote Premika Lyrics

Image
== ଓଡ଼ିଆ == ଗୀତ : ମନ ଖୋଜୁଥିଲା ଗୋଟେ ପ୍ରେମିକା ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅର୍ପିତା ଚୌଧୁରି ଗୀତିକାର : ରାକେଶ ଦାସ ସଂଗୀତ ନିର୍ଦ୍ଦେଶକ: ସୋମେଶ ଶତପଥି ମସିହା : ୨୦୧୯ (ପୁ) ମନ ଖୋଜୁଥିଲା ଗୋଟେ ପ୍ରେମିକା ତାକୁ ମିଳିଲା ମନର ନାୟିକା ପ୍ରେମହେଲା କି ହାଏ ମତେରେ ଓ..ଓ..ଓ.. (ଝି) ଫିକା ଫିକା ଥିଲା ଏଇ ଜୀବନ ରଙ୍ଗଭରି ଆଣିଦେଲୁ ଫଗୁଣ ପ୍ରେମହେଲା କି ହାଏ ମତେରେ ଓ..ଓ..ଓ.. (ପୁ) ଚାହିଁଦେଲୁ ମତେ ଯେବେ ତୁ ବୁଲି ବିନା ଫଗୁଣରେ ଆସିଲା ହୋଲି ପ୍ରେମ ତ ମାରିଦେଲାରେ ଓ..ଓ..ଓ.. ମନ ଖୋଜୁଥିଲା ଗୋଟେ ପ୍ରେମିକା ତାକୁ ମିଳିଲା ମନର ନାୟିକା ପ୍ରେମହେଲା କି ହାଏ ମତେରେ ଓ..ଓ..ଓ.. ॥ (ପୁ) ଲାଜମିଶା ତୋର ତୁନି ଓଠରେ କହିଗଲୁ କେତେ କଥା ସବୁ ବୁଝିଗଲି ସବୁ ମାନିନେଲି ପ୍ରେମର ଅକୁହା କଥା ଓ..ଲାଜମିଶା ତୋର ତୁନି ଓଠରେ କହିଗଲୁ କେତେ କଥା ସବୁ ବୁଝିଗଲି ସବୁ ମାନିନେଲି ପ୍ରେମର ଅକୁହା କଥା (ଝି) ହାତକୁ ମୋ ଯେବେ ଦେଲୁତୁ ଧରି ଲାଗୁଛି ସତେକି ଯିବି ମୁଁ ମରି କି ଯାଦୁକଲୁ କହରେ ଓ..ଓ..ଓ.. (ପୁ) ମନ ଖୋଜୁଥିଲା ଗୋଟେ ପ୍ରେମିକା ତାକୁ ମିଳିଲା ମନର ନାୟିକା ପ୍ରେମହେଲା କି ହାଏ ମତେରେ ଓ..ଓ..ଓ.. ॥୧॥ (ଝି) ପାଦଚିପି ଚିପି ଗଲି ପାଖକୁ ହେଲା ତୋ ସାଥିରେ ଦେଖା ମୋ ହାତ ପାପୁଲି ଯେବେ ମୁଁ ଦେଖିଲି ତୋ ନା ହେଇଛି ଲେଖା ଓ..ପାଦଚିପି ଚିପି ଗଲି ପାଖ

ଏ ଜୀବନ ଯଉବନ ସବୁ ପରା ତୁମ ଦାନ - E Jibana Jaubana Sabu Para Tuma Dana Lyrics

Image
== ଓଡ଼ିଆ == ଭଜନ : ଏ ଜୀବନ ଯଉବନ ସବୁ ପରା ତୁମ ଦାନ ଭାଷା : ଓଡ଼ିଆ ଆଲବମ : ଏ ଜୀବନ ତୁମ ଦାନ କଣ୍ଠ : ପଙ୍କଜ ଜାଲ ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦୯ ଏ ଜୀବନ ଯଉବନ ସବୁ ପରା ତୁମ ଦାନ ଏ ଜୀବନ ଯଉବନ ସବୁ ପରା ତୁମ ଦାନ କିଛି ଦେଇନାହଁ ବୋଲି କରିବିକି ଅଭିମାନ କିଛି ଦେଇନାହଁ ବୋଲି କରିବିକି ଅଭିମାନ ॥ ତୁମରି ଦୁଆରେ ଠିଆ ହେବା ପାଇଁ ଦେଇଛ ଦି'ପାଦ ମାଟି            ଗଣ୍ତେ ଖାଇ ଦଣ୍ଡେ ବଞ୍ଚିବା ପାଇଁକି ଦଉଛ ଅବଢ଼ା ବାଣ୍ଟି ତୁମରି ଦୁଆରେ ଠିଆ ହେବା ପାଇଁ ଦେଇଛ ଦି'ପାଦ ମାଟି            ଗଣ୍ତେ ଖାଇ ଦଣ୍ଡେ ବଞ୍ଚିବା ପାଇଁକି ଦଉଛ ଅବଢ଼ା ବାଣ୍ଟି ଏ ଧରମ ଏ କରମ ସବୁ ପରା ତୁମ ଦାନ ଏ ଧରମ ଏ କରମ ସବୁ ପରା ତୁମ ଦାନ କିଛି ଦେଇନାହଁ ବୋଲି କରିବିକି ଅଭିମାନ କିଛି ଦେଇନାହଁ ବୋଲି କରିବିକି ଅଭିମାନ ॥୧॥ ଧନ୍ୟ ମୁଁ ହେଇଛି ଆହେ ମହାପ୍ରଭୁ ତୁମରି ସଂସାରେ ଥାଇ କୀଟ କି ପତଙ୍ଗ ପଶୁ ନୁହେଁ ପୁଣି                               ମଣିଷ ଜନମ ପାଇ  ଧନ୍ୟ ମୁଁ ହେଇଛି ଆହେ ମହାପ୍ରଭୁ ତୁମରି ସଂସାରେ ଥାଇ କୀଟ କି ପତଙ୍ଗ ପଶୁ ନୁହେଁ ପୁଣି                               ମଣିଷ ଜନମ ପାଇ                            ଏ ଜନମ ଏ ମରଣ ସବୁ ପରା ତୁମ ଦାନ ଏ ଜନମ ଏ ମରଣ ସବୁ ପରା ତୁମ ଦାନ କିଛି ଦେଇନାହଁ ବୋଲି କରିବିକି ଅଭ

ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି - Sunara Chadhei Udi Udi Aasi Lyrics

Image
== ଓଡ଼ିଆ == ଫିଲ୍ମଗୀତ : ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି ଭାଷା : ଓଡ଼ିଆ ଚଳଚିତ୍ର : ସୁନା ପଞ୍ଜୁରି କଣ୍ଠ : ସୋନୁ ନିଗମ, କବିତା କୃଷ୍ଣମୂର୍ତ୍ତି ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି  ମସିହା : ୧୯୯୫ (ପୁ) ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି ଲୁହ ପୋଛି ସେତ ଦେଇଗଲା ଖୁସି ସେଇ ଖୁସି ନେଇ ହସେ ଆମ ଜୀବନ ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ଝୁମି ଝୁମି ତୁମ ସାଥେ ନାଚେ ମୋ ମନ (ଝି) ଏଇ ଆକାଶକୁ ଭଲ ପାଏ ବୋଲି ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି ବାନ୍ଧିନେଲା ମତେ ତୁମ ପ୍ରୀତି ବନ୍ଧନ ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ॥ (ପୁ) ଏଇ ଆମ ଅଗଣାରେ ଏମିତି ଫୁଲ ଫୁଟିବ (ଝି) ତା ମହକେ ଛୋଟ ଆମ ଦୁନିଆ ହସି ଉଠିବ (ପୁ) କୋଳରେ ଖେଳିବ ସେ କୁନି ଜହ୍ନ (ଝି) ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ଏଇ ଆକାଶକୁ ଭଲ ପାଏ ବୋଲି ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି ବାନ୍ଧିନେଲା ମତେ ତୁମ ପ୍ରୀତି ବନ୍ଧନ ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ॥୧॥   (ଝି) ଚିକିମିକି ଦୁଇ ଆଖି ଆଇନା ସେ ଯେ ଆମର (ପୁ) ଖିଲିଖିଲି ହସ ତୋର ଫୁଲ ଠୁ ବେଶି ସୁନ୍ଦର (ଝି) ଚାରି ଆଖିର ତୁ ଏକ ସପନ (ଝି+ପୁ) ଝୁମି ଝୁମି ତୋର ସାଥେ ନାଚେରେ ମନ ଝୁମି ଝୁମି ତୋର ସାଥେ ନାଚେରେ

ମୁଁ ଗାଁ ମଣିଷ - Mun Gaan Manisa Lyrics

Image
== ଓଡ଼ିଆ == ଗୀତ : ମୁଁ ଗାଁ ମଣିଷ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ଶାସମଲ ମାନସ ସଂଗୀତ ନିର୍ଦ୍ଦେଶକ : ଧୀରଜ ମହାନ୍ତି ମସିହା : ୨୦୧୯ ହେ..ହେହେ..ହେହେ ଆ..ହାହା..ଆହା ହୁଁ..ଉଁଉଁ..ଉଁଉଁ ଉଁ..ଉଁହୁଁ..ଉଁହୁଁ ହେହେହେ..ଆହାହା..ଆ ଆହାହାହା..ଲାଲାଲା କୁଆଁରୀ ଝିଅର ହସ କାର୍ତ୍ତିକ ପୂର୍ଣ୍ଣମି ମାସ କୁଆଁରୀ ଝିଅର ହସ କାର୍ତ୍ତିକ ପୂର୍ଣ୍ଣମି ମାସ କଇଁଫୁଲ ମିଠା ବାସ ମାଟିଚୁଲି ନିଆଁ ଧାସ କଇଁଫୁଲ ମିଠା ବାସ ମାଟିଚୁଲି ନିଆଁ ଧାସ କାଦୁଅ ବାଟ ଗାଧୁଆ ତୁଠ ଚାହଳି ପାଠ ପାଞ୍ଚଣ ଛାଟ ଛୋଟ ହେଲାଣି ଅଷ୍ଟମୀ ଜାମା ଛାଡ଼ୁନିରେ ଆମ୍ବକଷ ମୁଁ ଗାଁ ମଣିଷ ମୁଁ ଗାଁ ମଣିଷ ମୁଁ ଗାଁ ମଣିଷ ମୁଁ ଗାଁ ମଣିଷ ॥ ସକାଳେ ପୋଖରୀ ତୁଠରେ ପିତଳ ଗରା ବୁଡ଼େ ସଞ୍ଜରେ ମୋ ଗାଁ ମୁରବି ପୁରାଣ ବସି ପଢ଼େ ହୋ..ଓ..ଓ..ଓ ସକାଳେ ପୋଖରୀ ତୁଠରେ ପିତଳ ଗରା ବୁଡ଼େ ସଞ୍ଜରେ ମୋ ଗାଁ ମୁରବି ପୁରାଣ ବସି ପଢ଼େ ଗାଁ କନିଆଁ ସୂରୁଜମୁଖୀ ଗେହ୍ଲ ହଉଚି ପାଖକୁ ଡାକି ଗାଁ ଛାଡ଼ି ରହିଲେ ମୁଁ ଦୂରେ ଲାଗେ ମୋତେ ବିଷ ବିଷ ମୁଁ ଗାଁ ମଣିଷ ମୁଁ ଗାଁ ମଣିଷ ମୁଁ ଗାଁ ମଣିଷ ମୁଁ ଗାଁ ମଣିଷ ॥୧॥ ମୋ ଗାଁ ନଈଟେ ମୋତେରେ କରିଚି ଗୀତିକାର ଗାଇଛି ତା' ପାଖେ ବସି ମୁଁ ବେସୁରା କେତେ ସୁର ହୋ..ଓ..ଓ..ଓ ମୋ ଗାଁ ନଈଟେ ମୋତେରେ କରିଚି ଗୀତିକାର ଗାଇଛି ତା' ପାଖେ ବସି ମୁଁ ବେସୁରା କ

କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ - Kali Ratire Dekhili Jagannathanku Sapanare Lyrics

Image
== ଓଡ଼ିଆ == ଭଜନ : କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ଭାଷା : ଓଡ଼ିଆ ଆଲବମ : ପ୍ରଭୁ ଯାତ୍ରା କଣ୍ଠ : ଅନୁରାଧା ପୌଡ଼ୱାଲ ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ଲେବେଲ : ଟି ସିରିଜ୍ ମସିହା : ୧୯୮୯ କାଲି ରାତିରେ.. କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ ଚନ୍ଦନ ନାଇଥିଲେ ଖଣ୍ଡୁଆ ପିନ୍ଧିଥିଲେ ମହକି ବାସୁଥିଲେ ମୁରୁକି ହସୁଥିଲେ ଧନ ମୋ କୋଟି କନ୍ଦର୍ପ ରୂପକୁ ଜିଣି ଝଟକୁଥିଲେ କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ ॥ ଦେଖୁଦେଖୁ ଧାଇଁଗଲି ଶ୍ରୀପଦେ ପଡ଼ିଗଲି ଧରିଲି ପାଦ ଜାବୁଡ଼ି ପେଟ ମୋ ଗଲା ପୁରି ଶଙ୍କା ହେଲା ମନରେ ଉଭେଇଯିବେ ସେ କାଳେ ଭାବିଲି ରଖିବି ବାନ୍ଧି ପାଇଛି ଅମୁଲ୍ୟନିଧି ପଚାରିଲି କେମନ୍ତେ ବାନ୍ଧି ରଖିବି ସତେ ବୁଝାଇ କହିଲେ ମୋତେ ଜପ ତପ ବରତେ ପୂଜା ବା ମନ୍ତ୍ର ଯେତେ ବାନ୍ଧି କେ ପାରିଲା ମୋତେ ତୋ ପାଶେ ବନ୍ଧା ମୁଁ ରହେ ବାନ୍ଧିପାରେ ଯେ ପ୍ରେମରେ ମୋତେ କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ ॥୧॥ କହିଲି ହେ ମହାବାହୁ ଗୁହାରି ଶୁଣିବା ହେଉ ଏମିତି ଏ ଭାଗ୍ୟ ଆଉ ପାଇବି ମୁଁ ସତେ କାହୁଁ ସପନେ ତୁମକୁ ପାଇ ଧନ୍ୟ ହୋଇଛି ମୁହିଁ ଏମିତି ଅପୁର୍ବ କାନ୍ତି କାହିଁ ମୁଁ ଦେଖିଥାନ୍ତି ମୋ'ଠାରେ କରୁଣା ଯଦି ଆଜ୍ଞା ହେଉ ଏ ରାତି ପାହି ନ ଯାଉ ଏ ନିଦ ଭାଙ୍ଗି ନ ଯାଉ ଏ ସପ୍ନ ମିଛ ନ ହେଉ ଏ ସୁଖ ସରିନଯାଉ

ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା - Jibana Re Jibana Tu Deha Chhadi Jaana Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୭ ଜାନୁୟାରୀ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଫିଲ୍ମଗୀତ : ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା ଭାଷା : ଓଡ଼ିଆ ଚଳଚିତ୍ର : ରୁମ୍‍କୁ ଝୁମାନା କଣ୍ଠ : ରତିକାନ୍ତ ଶତପଥୀ ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ ମସିହା : ୨୦୧୩ ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା ହାଁ ଦେହଛାଡ଼ି ଯାଆନା ଜିଇଁବାକୁ ନାହିଁ ମୋର ଆଉ କିଛି ବାହାନା ହାଁ ଆଉ କିଛି ବାହାନା ଆଖିରୁ ଲୁହ ଛାତିରୁ ଲହୁ ମୋ ରାଣ ତୋତେ ଝରାନା ଆଉ ଏ ଦୁନିଆ ସମ୍ପର୍କର ମାନେ କିଛି ବୁଝେନା ଆ.. ଜୀବନରେ ଜୀବନ ତୁ ଦେହଛାଡ଼ି ଯାଆନା  ହାଁ ଦେହଛାଡ଼ି ଯାଆନା ॥ ସମ୍ପର୍କଟା ଯଦି ଭାଙ୍ଗିବାର ଥାଏ କାହିଁକି ଯେ ଏଠି ଗଢ଼ାହୁଏ କାହିଁକି ଯେ ଗଢ଼ାହୁଏ ବାଇଚଢ଼େଇର ବସା ଭାଙ୍ଗିବାକୁ ଝଡ଼ କାଇଁ ଆସି ବହିଯାଏ ଝଡ଼ କାଇଁ ବହିଯାଏ ନିଶ୍ଵାସ ଆଜି ଦେଲାତ ଠକି ସାତ ସାଗର ଗଲା ତ ଶୁଖି ଚାରିଆଡ଼େ ମରୁଭୂଇଁ ପାଣି ଟୋପେ ମିଳେନା ଆ.. ଜୀବନରେ ଜୀବନ ତୁ ଦେହଛାଡ଼ି ଯାଆନା ହାଁ ଦେହଛାଡ଼ି ଯାଆନା  ॥୧॥ କିଛିଦିନ ପାଇଁ ହାତଧରି ଛାଇ ଯାଏ କାଇଁ ପୁଣି ହାତ ଛାଡ଼ି ଯାଏ କାଇଁ ହାତ ଛାଡ଼ି ଫଗୁଣ ଆକାଶେ କୁଆଡ଼ୁ କେଜାଣି କଳାମେଘ ସତେ ଆସେ ମାଡ଼ି କଳାମେଘ ଆସେ ମାଡ଼ି ଆକାଶ

ତୁ ପରା ମୋର କ୍ୟୁଟ୍ ମୁଣ୍ଡା - Tu Para Mora Cute Munda Lyrics

Image
== ଓଡ଼ିଆ == ଗୀତ : ତୁ ପରା ମୋର କ୍ୟୁଟ୍ ମୁଣ୍ଡା ଭାଷା : ଓଡ଼ିଆ କଣ୍ଠ :  ହ୍ୟୁମାନ ସାଗର, ଇରା ମହାନ୍ତି ଗୀତିକାର : ସୁବାସ ମିଶ୍ର ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୧୯ (ପୁ) କାଜୁ ଚିପ୍‍ସ୍ ତୁ ମୋର ବଏଲ୍ ଅଣ୍ଡା (ଝି) କୋକାକୋଲା ତୁ ମୋର ଫାଣ୍ଟା ମିରିଣ୍ଡା (ପୁ) ଆରେ କାଜୁ ଚିପ୍‍ସ୍ ତୁ ମୋର ବଏଲ୍ ଅଣ୍ଡା (ଝି) କୋକାକୋଲା ତୁ ମୋର ଫାଣ୍ଟା ମିରିଣ୍ଡା (ପୁ) ହେଲେ ହେଇଯାଉ ପ୍ରୋପାଗଣ୍ଡା ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର କ୍ୟୁଟ୍ ମୁଣ୍ଡା (ଝି) ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର କ୍ୟୁଟ୍ ମୁଣ୍ଡା ॥ (ପୁ) ଲଙ୍ଗ୍ ଡ୍ରାଇଭ୍ ରେ ଯିବାଲୋ ଆମେ ବାଟ ସାରା କରି ଗପ (ଝି) ଗପରେ ତୁ ହିରୋ ମୁଁ ହିରୋଇନ୍ କରିବା ସୁଇଟି ପାପ (ପୁ) ଆରେ ଲଙ୍ଗ୍ ଡ୍ରାଇଭ୍ ରେ ଯିବାଲୋ ଆମେ ବାଟ ସାରା କରି ଗପ (ଝି) ଗପରେ ତୁ ହିରୋ ମୁଁ ହିରୋଇନ୍ କରିବା ସୁଇଟି ପାପ (ପୁ) ମୋ ପାଇଁ ତୁ ମୋର ପ୍ରେମର ଫଣ୍ଡା (ଝି) ଦିନରାତି ତୁ ମୋର ଲଭ୍ ଆଜେଣ୍ଡା (ପୁ) ହେଲେ ହେଇଯାଉ ପ୍ରୋପାଗଣ୍ଡା ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର କ୍ୟୁଟ୍ ମୁଣ୍ଡା (ଝି) ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର କ୍ୟୁଟ୍ ମୁଣ୍ଡା ॥୧॥ (ଝି) ହାଉଲେ ହାଉଲେ ନେଇକି ମତେ ତୋ ଦିଲ୍ ରେ କରିଦେ ସିଲ୍ (ପୁ) ସିଲ୍ କରିଚି ମୁଁ ଶହେ ଜନମକୁ ଅଭଙ୍ଗା ମୋ ଲଭ ଡିଲ୍ (

ମଧୁରାଷ୍ଟକମ୍, ଅଧରଂ ମଧୁରଂ ବଦନଂ ମଧୁରଂ - Madhurashtakam, Adharam Madhuram Lyrics

Image
== ଓଡ଼ିଆ == ଶ୍ଳୋକ : ମଧୁରାଷ୍ଟକମ୍ ଭାଷା : ସଂସ୍କୃତ କଣ୍ଠ : ତ୍ରିଶା ପାରୁଇ ଗୀତିକାର : ବଲ୍ଲଭାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ : ଗୌରବ ଶୋମ୍ ଅଧରଂ ମଧୁରଂ ବଦନଂ ମଧୁରଂ ନୟନଂ ମଧୁରଂ ହସିତଂ ମଧୁରମ୍ ହୃଦୟଂ ମଧୁରଂ ଗମନଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ॥୧॥ ବଚନଂ ମଧୁରଂ ଚରିତଂ ମଧୁରଂ ବସନଂ ମଧୁରଂ ବଲିତଂ ମଧୁରମ୍ ଚଲିତଂ ମଧୁରଂ ଭ୍ରମିତଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ॥୨॥ ବେଣୁର୍ମଧୁରୋ ରେଣୁର୍ମଧୁରଃ ପାଣିର୍ମଧୁରଃ ପାଦୌ ମଧୁରୌ ନୃତ୍ୟଂ ମଧୁରଂ ସଖ୍ୟଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ॥୩॥ ଗୀତଂ ମଧୁରଂ ପୀତଂ ମଧୁରଂ ଭୁକ୍ତଂ ମଧୁରଂ ସୁପ୍ତଂ ମଧୁରମ୍ ରୂପଂ ମଧୁରଂ ତିଲକଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ॥୪॥ କରଣଂ ମଧୁରଂ ତରଣଂ ମଧୁରଂ ହରଣଂ ମଧୁରଂ ସ୍ମରଣଂ ମଧୁରମ୍ ବମିତଂ ମଧୁରଂ ଶମିତଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ॥୫॥ ଗୁଞ୍ଜା ମଧୁରା ମାଲା ମଧୁରା ଯମୁନା ମଧୁରା ବୀଚୀ ମଧୁରା ସଲିଳଂ ମଧୁରଂ କମଳଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ॥୬॥ ଗୋପୀ ମଧୁରା ଲୀଲା ମଧୁରା ୟୁକ୍ତଂ ମଧୁରଂ ମୁକ୍ତଂ ମଧୁରମ୍ ଦୃଷ୍ଟଂ ମଧୁରଂ ଶିଷ୍ଟଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ॥୭॥ ଗୋପା ମଧୁରା ଗାବୋ ମଧୁରା ଯଷ୍ଟିର୍ମଧୁରା ସୃଷ୍ଟିର୍ମଧୁରା ଦଲିତଂ ମଧୁରଂ ଫଲିତଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ॥୮॥ YouTube ରେ ମଧୁରାଷ୍ଟକମ୍ ଅନୁରାଧା ପୌଡ଼ୱାଲ ଙ୍

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

Image
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥  ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ ପଛେ

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ - Sita Lo Aaji Jaluchhi Jahara Chita Lo Lyrics

Image
== ଓଡ଼ିଆ == ଫିଲ୍ମଗୀତ : ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ ଭାଷା : ଓଡ଼ିଆ ଚଳଚିତ୍ର : ଉଦଣ୍ଡି ସୀତା କଣ୍ଠ : ଟି. ସୌରୀ ଗୀତିକାର : ସ୍ଵରୂପ ନାୟକ ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ ମସିହା : ୧୯୯୨ ସୀତା ଲୋ.. ଆଜି ଜଳୁଛି ଯାହାର ଚିତା ଲୋ ସୀତା ଲୋ.. ଆଜି ଜଳୁଛି ଯାହାର ଚିତା ଲୋ ହାଁ..ଏଇ ଚିତା ଥିଲା କାଲି ତୋ ପାଦ ଅଳତା ଏ ଅଳତା ପାଇଁ ନିତି ଜାଳୁଥିଲୁ ସଳିତା ଜଳେ ଲୋ.. ଜଳି ପାଉଁଶ ହୁଏ ସେ ସଳିତା ଲୋ ସୀତା ଲୋ.. ଆଜି ଜଳୁଛି ଯାହାର ଚିତା ଲୋ ॥ ହୋ.. ସିନ୍ଥାର ସିନ୍ଦୁର ତୋର ହେଲା ଆଜି ଅଙ୍ଗାର ହୋ.. ଜିଇଁବାକୁ ହେବ ତତେ ପିଇ ପିଇ ଜହର ହୋ.. ବାହୁନି ବାହୁନି କାନ୍ଦେ.. ହାଏ ବାହୁନି ବାହୁନି କାନ୍ଦେ ତୋ କୋଳେ ମମତା ଲୋ ସୀତା ଲୋ.. ଆଜି ଜଳୁଛି ଯାହାର ଚିତା ଲୋ ସୀତା ଲୋ.. ଆଜି ଜଳୁଛି ଯାହାର ଚିତା ଲୋ ॥୧॥ ହୋ.. ଆଉ କେ କରିବ ଥଟ୍ଟା ତତେ କହି ଉଦଣ୍ଡୀ ହୋ.. ବାଟଭାଙ୍ଗି ଚାଲିଗଲା ଅଧାବାଟେ ସେ ଭଣ୍ତି ହୋ.. ମନ୍ଦିର ପଡ଼ିଛି ଖାଲି.. ହାଏ ମନ୍ଦିର ପଡ଼ିଛି ଖାଲି ନାହିଁ ତୋ ଦେବତା ଲୋ ସୀତା ଲୋ.. ଆଜି ଜଳୁଛି ଯାହାର ଚିତା ଲୋ ସୀତା ଲୋ.. ଆଜି ଜଳୁଛି ଯାହାର ଚିତା ଲୋ ॥୨॥ YouTube ରେ ସୀତା ଲୋ ଆଜି ଜଳୁଛି == English == Movie Song : Sita Lo Aaji Jaluchhi Jahara Chita Lo Language : Odia Movie : Udandi Sita Singer : T. S

ଆମ ଘର (ଏଇ ଘରଟିରେ ଜନମ ମୋର) - Aama Ghara (Ei Gharatire Janama Mora) Lyrics

Image
ଗୀତ : ଏଇ ଘରଟିରେ ଜନମ ମୋର ଭାଷା : ଓଡ଼ିଆ ଗୀତିକାର : ନନ୍ଦକିଶୋର ସାମଲ ଏଇ ଘରଟିରେ ଜନମ ମୋର ଝାଟିମାଟିର ଏ, ନଡ଼ା ଛପର ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ, ଏକାଠି ବସୁ,    ଏକାଠି ହସୁ , ବୁଢ଼ୀମା' ପାଶେ, ଗପ ଶୁଣୁ ଶୁଣୁ ନିଦଟି ଆସେ ॥୧॥  ଏଇଟି ଆମର ରୋଷେଇ ଘର ଏ ଘର ଭିତର ସଫାସୁତର ଏଇଠାରେ ମାଆ ପରିବା କାଟେ, ବେସର ବାଟେ, ଜାଇ ରଗଡ଼େ, ଶାଗ ଖରଡ଼େ, ଗଢ଼ଇ ପିଠା,   ଆରସା, କାକରା, ଆଃ କି ମିଠା ! ॥୨॥  ଏଇଟି ଆମର ଫୁଲ ବଗିଚା ତଳେ ପାଡ଼ିଛି କି ଘାସ ଗାଲିଚା ଉଡ଼ି ଉଡ଼ି ଆସେ ପରଜାପତି, ତରକା ଅତି, ଏଇଠି ବୁଲେ, ଫୁଲରେ ଝୁଲେ, କଳସୀ ଆଣି, ଫୁଲ ଗଛ ମୂଳେ ଦିଏ ମୁଁ ପାଣି ॥୩॥ ଏଇଟି ମୋହର ପଢ଼ିବା ଘର ସଜାଇ ରଖେ ମୁଁ ବହିପତର ଏଇ ଘରେ ନିତି ମନ ହରଷେ, ଗଣିତ କଷେ, ମୋ ବହି ପଢ଼େ, ଖେଳଣା ଗଢ଼େ, ଧରେ ମୁଁ ତୂଳୀ, ଛବି କରେ ବସି ଭଳିକି ଭଳି ॥୪॥   ଏଇଟି ଆମର ଟିକି ଗଡ଼ିଆ ଥିରି ପାଣି ତା’ର କେତେ ବଢ଼ିଆ ! କେତେ ଗଛ ଛାଇ ଆଲୁଅ ଦିଶେ, ପାଣିରେ ମିଶେ, ବଗୁଲି ଆସେ, କୂଳରେ ବସେ, ଗଡ଼ିଶାଟିଏ, ଚମକି ଡିଏଁ, ଥାଏ ମୁଁ ଥାଏଁ, ତାଳିଟାଏ ମାରି ପାଣିକି ଡିଏଁ ଏ କୂଳୁ ସେକୂଳ ପହଁରିଯାଏ ॥୫॥ ଏଣିକି ଏ ଘର ବଦଳିଯିବ ଝାଟିମାଟି ରୂପ ଆଉ ନଥିବ ଆମ ହାତେ ଯିବ ଛାତ ପାଲଟି, ଏଇ ଚାଳଟି, ନିଆଁ ପାଣିର, ତୁଟିବ ଡର, ବିଜୁଳିବତୀ, ଘରକୁ କରିବ ଉଜଳ ଅତି

ମୁଁ ତୋର ପ୍ରେମୀ ବଞ୍ଜାରା - Mun Tora Premi Banjara Lyrics

Image
== ଓଡ଼ିଆ == ଗୀତ : ମୁଁ ତୋର ପ୍ରେମୀ ବଞ୍ଜାରା ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର ଗୀତିକାର : ଅରୁଣ ମନ୍ତ୍ରୀ  ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ ମସିହା : ୨୦୧୯ (ଝି) ହୋ..ଓ..ଓ..ଓ ହୋ..ଓ..ଓ..ଓ ହୋ..ହୋ.. (ପୁ) ହୋ..ଓ..ଓ..ଓ ହୋ..ଓ..ଓ..ଓ ଉଁ..ଓ.. (ପୁ) ଥରୁଟିଏ ଦେଖାଦେଇ ହଜିଗଲୁ କାଇଁ ଥରୁଟିଏ ଦେଖାଦେଇ ହଜିଗଲୁ କାଇଁ ଖୋଜୁଚି ମୁଁ ତତେ ବାଟ ସାରା ମୁଁ ତୋର ପ୍ରେମୀ ବଞ୍ଜାରା ମୁଁ ତୋର ପ୍ରେମୀ ବଞ୍ଜାରା ମୁଁ ତୋର ପ୍ରେମୀ ବଞ୍ଜାରା (ଝି) ଏଇ ଅଛି ଏଇ ନାହିଁ ଏଇ ଅଛି ଏଇ ନାହିଁ ଖୋଜୁଥା ତୁ ମତେ ସହଜରେ ଦେବିନାହିଁ ଧରା ତୁ ମୋର ପ୍ରେମୀ ବଞ୍ଜାରା ତୁ ମୋର ପ୍ରେମୀ ବଞ୍ଜାରା ତୁ ମୋର ପ୍ରେମୀ ବଞ୍ଜାରା (ପୁ) ମୁଁ ତୋର ପ୍ରେମୀ ବଞ୍ଜାରା ମୁଁ ତୋର ପ୍ରେମୀ ବଞ୍ଜାରା ମୁଁ ତୋର ପ୍ରେମୀ ବଞ୍ଜାରା ॥୧॥ (ପୁ) ତୋ ଚାହାଣି ସଜଫୁଟା ଗୋଲାପର କଣ୍ଟା ଦରଜ ସେ କଲା ଛାତି ଭିତରଟା (ଝି) ଛାତି ତଳେ ଅଛି ମୋର ଛୋଟ ହୃଦୟଟେ ରହିବୁ ତୋ ରହ ଘର କରି ଗୋଟେ (ପୁ) ମୋ ଘର ଠିକଣା ତୁ ମୋ ଘର ଠିକଣା ତୁ ଦେଇଛୁ ଭୁଲେଇ ଭୁଲିପାରୁନାହିଁ ତୋ ଚେହେରା ମୁଁ ତୋର ପ୍ରେମୀ ବଞ୍ଜାରା ମୁଁ ତୋର ପ୍ରେମୀ ବଞ୍ଜାରା ମୁଁ ତୋର ପ୍ରେମୀ ବଞ୍ଜାରା (ଝି) ତୁ ମୋର ପ୍ରେମୀ ବଞ୍ଜାରା ତୁ ମୋର ପ୍ରେମୀ ବଞ୍ଜାରା ତୁ ମୋର ପ୍ରେମୀ ବଞ୍ଜାରା ॥୨॥ (ଝି) ଲେଖିଦେଲେ କିଛି

ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ - Sankata Mochana Keshari Nandana Kanchana Barana Bipada Bhanjana Lyrics

Image
== ଓଡ଼ିଆ == ଭଜନ : ସଙ୍କଟ ମୋଚନ କେଶରୀ ନନ୍ଦନ ଭାଷା : ଭାଷା : ଓଡ଼ିଆ ଚଳଚିତ୍ର : ହିରୋ କଣ୍ଠ : ପାମେଲା ଜୈନ ଗୀତିକାର : ଶୀର୍ଷାନନ୍ଦ ଦାସ କାନୁନଗୋ ସଂଗୀତ ନିର୍ଦ୍ଦେଶକ : ଦୀପକ କୁମାର ମସିହା : ୨୦୧୧ ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ଓ..ଓ.. ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ସତେ ଯଦି ତୁମ ପାଦେ ଥିବ ଭକତି ନାଚିବାକୁ ଦିଅ ମତେ ଆଜି ଶକତି ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ଜୟ ହନୁମାନ..ଜୟ ହନୁମାନ ଜୟ ହନୁମାନ..ଜୟ ହନୁମାନ ଜୟ ହନୁମାନ..ଜୟ ହନୁମାନ ॥ ତୁମେ ପରା ସେଇ ପ୍ରଭୁ ମାରୁତି ନନ୍ଦନ ଶକ୍ତି ବଳେ ରଖିଥିଲ ଲକ୍ଷ୍ମଣ ଜୀବନ ଓ..ତୁମ ଭକ୍ତ ଆଜି ତାର ଜୀବନ କୁ ନେଇ ମରଣ ସାଥିରେ ଏବେ କରୁଚି ଲଢ଼େଇ ସତେ ଯଦି ତୁମ ପାଦେ ଥିବ ଭକତି ସ୍ଵର୍ଗ ତମ ଚନକରେ ରଖ କିରତି ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ॥୧॥ ଡର ନାହିଁ ଆଜି ନିଜ ଜୀବନକୁ ମୋର ବହିଯାଉ ଯେତେ ଅଛି ମୋ ଦେହେ ରୁଧିର ଓ..ନାଚି ନାଚି ଥକିଯାଉ ପାଦର ଘୁଙ୍ଗୁର ଭକତ ଜୀବନ ରଖ ଆହେ ମହାବୀର ସତେ ଯଦି ତୁମ ପାଦେ ଥିବ ଭକତି ବି

ଶ୍ମଶାନ କାଳୀଙ୍କୁ ସ୍ତୁତି - Smasana Kalinku Stuti Lyrics

Image
ଗୀତ : ଶ୍ମଶାନ କାଳୀଙ୍କୁ ସ୍ତୁତି ଭାଷା : ଓଡ଼ିଆ ଗୀତିକାର : ଶିବ ପ୍ରସାଦ ବାହିନୀପତି ମସିହା : ୨୦୧୯ ଶତାନକେ ଶବ ସଙ୍ଗେ ନିବାସ ତୋହରି ଶ୍ମଶାନ କାଳୀକା ଜଗତେ ପଡ଼ୁଛି ହୁରି ॥ ଶଙ୍କରୀ ତୁ ଶମନୀର ଜାଗ୍ରତ ପ୍ରହରୀ ଶଶାଙ୍କ ଶଶ୍ୱତ୍‌ ସୂର୍ଯ୍ୟ କରନ୍ତି ଗୁହାରି ॥ ଶତକ୍ରତୁ ଶମନ ବି ନମନ୍ତି ଚରଣେ ଶଙ୍କା ପା'ନ୍ତି ଦେବ ନର ତୋ ରୂପ ଦର୍ଶନେ ॥ ଶମ୍ବରାରି ଶର୍ମ ପ୍ରାପ୍ତ କଲା ସ୍ତବ ଗାଇ ଶ୍ମଶାନ କାଳୀ ରଖିଲୁ ତୁ ଘଣ୍ଟ ଘୋଡ଼େଇ ॥ ଶତ୍ରୁ ତ ସର୍ବତ୍ର ମୋର ଆପଣା କେ' ନାହିଁ ଶରଣ ଗଲି ଚରଣେ ରଖ ମହାମାୟୀ ॥ ଶୂଚିତ୍ଵ ଚିତ୍ତେ  ମୁଁ ତୋର କରୁଛି ଭଜନ ଶମଶାନ କାଳୀ ମୋର ପ୍ରଣିପାତ ଘେନ ॥ ଶିବର ବିନତି ବାରେ ହେଉ ଶୁଣିବାର ଶିବା ପଦ ବନ୍ଦେ ମୁଁ ତୋ ଅଧମ କୁମର ॥ ଶବ୍ଦାର୍ଥ: ଶତାନକ= ଶ୍ମଶାନ, ମଶାଣି, ଶମନୀ= ରାତ୍ରି, ଶଶାଙ୍କ= ଚନ୍ଦ୍ର, ଶଶ୍ୱତ୍‌= କୁବେର, ଶତକ୍ରତୁ= ଇନ୍ଦ୍ର, ଶମନ= ଯମ, ଶମ୍ବରାରି= କନ୍ଦର୍ପ, ଶର୍ମ= ମୁକ୍ତି ପାଇବା, ଶୂଚିତ୍ଵ= ଅତି ଶୁଦ୍ଧ ଫଟୋ : ଶିବ ପ୍ରସାଦ ବାହିନୀପତି, ସମ୍ପାଦକ, ଉଦୟ ଭାନୁ, କଣାସ, ପୁରୀ, ଓଡ଼ିଶା । ଡାହାଣ ପାର୍ଶ୍ଵର ତଳ ଫଟୋଟି ୫ ଡିସେମ୍ବର ୨୦୧୯ ରେ ବୌଦ୍ଧଚକ୍ର ସାହିତ୍ୟ ଆସରରେ ( ବୌଦ୍ଧ ଜିଲ୍ଲା ରେ) ଶିବ ପ୍ରସାଦ ବାହିନୀପତି ଙ୍କୁ ସମ୍ବର୍ଦ୍ଧନା ଦିଆଯାଉଥିବାର ଫଟୋ । ଫଟୋ କ୍ରେଡିଟ୍ : ଶିବ ପ୍ରସାଦ ବାହିନୀପତି ଆପଣଙ୍

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ