ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
ଭଜନ : ଷାଠିଏ ପଉଟି ଭୋଗରୁ ତୁମର
ଭାଷା : ଓଡ଼ିଆ
ଆଲବମ : ଭଜନ ଶରଧା
କଣ୍ଠ : ଭିକାରି ବଳ
ଗୀତିକାର : ରାଧାନାଥ ଦାସ
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ
ମସିହା : ୧୯୮୯
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି ॥
ଭିକାରି କରିବା ଯେବେ ତୁମ ଇଚ୍ଛା
ଭିକାରି କରିବା ଯେବେ ତୁମ ଇଚ୍ଛା
ନାହିଁ ମୋ ମନରେ ଦୁଃଖ
ସିଂହଦ୍ଵାର ବିନା ଆନ ଦୁଆରକୁ
ସିଂହଦ୍ଵାର ବିନା ଆନ ଦୁଆରକୁ
ମୁଁ ମାଗି ଯିବି ନାହିଁ ଭିକ
ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି
ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି
ଦିଅ ମୋର ଥାଳ ଭରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି ॥୧॥
ଜାଣିଶୁଣି ଯେବେ ଚେଇଁ ଶୋଇଥିବ
ପ୍ରଭୁହେ..ପ୍ରଭୁ.. ...
ଜାଣିଶୁଣି ଯେବେ ଚେଇଁ ଶୋଇଥିବ
ମୁଁ କହିବି କାହାକୁ ଆଉ
ଆଉ କାହା ପାଶେ ପତାଇବି ହାତ
ତୁମେ ପ୍ରଭୁ ଥାଉ ଥାଉ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଏ ବଡ଼ଦାଣ୍ଡେ ଛାଡ଼ି ହୁରି
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି ॥୨॥
YouTube ରେ ଷାଠିଏ ପଉଟି ଭୋଗରୁ ତୁମର
== English ==
Bhajan : Sathie Pauti Bhogaru Tumara
Language : Odia
Album : Bhajan Sharadha
Singer : Bhikari Bala
Lyricist : Radhanatha Das
Music Director : Balakrushna Das
Year : 1989
Sathie pauti bhogaru tumara
Kadhita neini Hari
Kuha tebe keun aparadhe mote
Kuha tebe keun aparadhe mote
Kala dandara bhikari
Kala dandara bhikari
Sathie pauti bhogaru tumara
Kadhita neini Hari
Sathie pauti bhogaru tumara
Kadhita neini Hari
Kuha tebe keun aparadhe mote
Kuha tebe keun aparadhe mote
Kala dandara bhikari
Kala dandara bhikari
Sathie pauti bhogaru tumara
Kadhita neini Hari ॥
Bhikari kariba jebe tuma ichha
Bhikari kariba jebe tuma ichha
Nahin mo manare duhkha
Sinhadwara bina ana duaraku
Sinhadwara bina ana duaraku
Mun magi jibi nahin bhika
Aahe ichhamaya ichhare tumari
Aahe ichhamaya ichhare tumari
Dia mora thala bhari
Kala dandara bhikari
Kala dandara bhikari
Sathie pauti bhogaru tumara
Kadhita neini Hari ॥1॥
Janishuni jebe chein shoithiba
Prabhuhe..prabhu.. …
Janishuni jebe chein shoithiba
Mun kahibi kahaku aau
Aau kaha pashe pataibi hata
Tume prabhu thau thau
Khali hate pachhe pherijibi prabhu
Khali hate pachhe pherijibi prabhu
E badadande chhadi huri
Kala dandara bhikari
Sathie pauti bhogaru tumara
Kadhita neini Hari
Kuha tebe keun aparadhe mote
Kuha tebe keun aparadhe mote
Kala dandara bhikari
Kala dandara bhikari
Kala dandara bhikari
Kala dandara bhikari ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Jai jagannaatha
ReplyDeleteଜୟ ଜଗନ୍ନାଥ ! ମତାମତ ପାଇଁ ଅଶେଷ ଧନ୍ୟବାଦ ! ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।
Delete- "ଦି ସ୍ମରଣିକା" ଟିମ୍
ଭିକାରି ବଳ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏 ଜୟ ଜଗନ୍ନାଥ 🙏🙏
DeleteI love the voice of bhikari bala. The legend singer of odia bhajan.
ReplyDeleteHappy to see your valuable comment. Please let us know what other song / story you want to read.
Delete- The Smaranika Team
Nice bhajon in oriya
ReplyDeleteବାଞ୍ଛିତ ଲେଖା ପାଇପାରିଥିବାରୁ ଆମେ ଖୁସି । ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।
Delete- "ଦି ସ୍ମରଣିକା" ଟିମ୍
ବସୁଦେବ ମେହେର
ReplyDelete