Posts

Showing posts from May, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଠେକି ଠେକି ଲହୁଣୀ ଠେକି - Theki Theki Lahuni Theki Lyrics

Image
== ଓଡ଼ିଆ == ଭଜନ : ଠେକି ଠେକି ଲହୁଣୀ ଠେକି ଭାଷା : ଓଡ଼ିଆ ଆଲବମ : ନନ୍ଦରାଜାର ଟିକିପିଲା କଣ୍ଠ : ଇରା ମହାନ୍ତି ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ଠେକି ଠେକି ଲହୁଣୀ ଠେକି ଠେକି ଠେକି ଲହୁଣୀ ଠେକି ନୀଳାଚଳକୁ କିଏ ଲୋ ଆସିଛି ବିକି ଠେକି ଠେକି ଲହୁଣୀ ଠେକି ଠେକି ଠେକି ଲହୁଣୀ ଠେକି ନୀଳାଚଳକୁ କିଏ ଲୋ ଆସିଛି ବିକି ସଜ ମଲ୍ଲିମାଳ ଖୋସି ଦେଇଚି ଗଉଡ଼ୁଣୀ ପରି ବାସି ଯାଉଚି ଲକ୍ଷ୍ମୀ ସାଆନ୍ତାଣୀ ରାଗରେ ଚାହାନ୍ତି ଓଢ଼ଣା ଟେକି ଠେକି ଠେକି ଲହୁଣୀ ଠେକି ଠେକି ଠେକି ଲହୁଣୀ ଠେକି ନୀଳାଚଳକୁ କିଏ ଲୋ ଆସିଛି ବିକି ॥ ବଳିଆ କହନ୍ତି ହଳଦୀ ମୁହିଁକୁ ଜାଗାକୁ ଅବଢ଼ା ଆଜି ରୁଚିବ ନାହିଁ ଲୋ ରୁଚିବ ନାହିଁ ଖାଇଲା ପୁଅ ଲୋ ସବୁବେଳେ ରଙ୍କ ଲହୁଣୀ ମମତା ସିଏ ପାଶୋରି ନାହିଁ ଲୋ ପାଶୋରି ନାହିଁ ମୁରୁକି ମୁରୁକି ହସୁଚି ଅଧା ଆସିଛି କି ସେଇ ଗୁମାନି ରାଧା ରତନ ବେଦିରୁ ରସିକ ରତନ ଦେଖିଦେଲା କି ଠେକି ଠେକି ଲହୁଣୀ ଠେକି ଠେକି ଠେକି ଲହୁଣୀ ଠେକି ନୀଳାଚଳକୁ କିଏ ଲୋ ଆସିଛି ବିକି ॥୧॥ ଦହି ଛିଡ଼ିଗଲେ ହୁଅଇ ଲହୁଣୀ ମନ ଛିଡ଼ିଗଲେ କହ କଉ କୁଳକୁ ଲୋ କଉ କୁଳକୁ କାଳିଆର ମନ କାହିଁକି କେଜାଣି ଉଡ଼ି ଉଡ଼ି ଯାଏ ଆଜି ଗୋପପୁରକୁ ଲୋ ଗୋପପୁରକୁ ଭାରିଯା ଆଗରେ ଭଲେଇ ହୁଏ ଭାଇ ଭଉଣୀକୁ ଭୁଲେଇ ଦିଏ ଯେତେ ଯାହା କଲେ ଆଖିର ଲୁହକୁ ପାରୁନି ରୁକି ଠେକି ଠେକି ଲହୁଣ

ପାଦରୁ ପାଉଁଜି ମୋର ଖୋଲିଗଲା ଲୋ - Padaru Paunji Mora Kholigala Lo Lyrics

Image
== ଓଡ଼ିଆ == ଗୀତ : ପାଦରୁ ପାଉଁଜି ମୋର ଖୋଲିଗଲା ଲୋ ଭାଷା : ଓଡ଼ିଆ ଆଲବମ : ଚୋରା ଚାହାଁଣି କଣ୍ଠ : ଇରା ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ବିଭୂତି ଭୂଷଣ ପାଦରୁ ପାଉଁଜି ମୋର ଖୋଲିଗଲା ଲୋ ଗଭାରୁ ଗଜରା ମୋର ଖସିଗଲା ଲୋ ଆହା..ପାଦରୁ ପାଉଁଜି ମୋର ଖୋଲିଗଲା ଲୋ ଗଭାରୁ ଗଜରା ମୋର ଖସିଗଲା ଲୋ ପିଆ ବଡ଼ ବେଇମାନି.. ପିଆ ବଡ଼ ବେଇମାନି ମନ ନେଇଗଲା ଲୋ ନେଇଗଲା ଲୋ ହେ..ପାଦରୁ ପାଉଁଜି ମୋର ଖୋଲିଗଲା ଲୋ ଗଭାରୁ ଗଜରା ମୋର ଖସିଗଲା ଲୋ ପିଆ ବଡ଼ ବେଇମାନି ମନ ନେଇଗଲା ଲୋ ନେଇଗଲା ଲୋ    ପାଦରୁ ପାଉଁଜି ମୋର ଖୋଲିଗଲା ଲୋ ଗଭାରୁ ଗଜରା ମୋର ଖସିଗଲା ଲୋ ॥ ଉଜାଗରେ କାଲି ପାହିଗଲା ରାତି ଅଡ଼ୁଆ ହେଲା ମୋ ଶେଯ  ଶେଯ କରି ସଜ ହେଲେବି ମୁଁ ସଜ ସକାଳୁ ଲାଗିଲା ଲାଜ (ଆଃ ହା ହା ହା) ହେ..ଉଜାଗରେ କାଲି ପାହିଗଲା ରାତି ଅଡ଼ୁଆ ହେଲା ମୋ ଶେଯ  ଶେଯ କରି ସଜ ହେଲେବି ମୁଁ ସଜ ସକାଳୁ ଲାଗିଲା ଲାଜ ଛାତିରେ ଛନକା ମୋର ପଶିଗଲା ଲୋ ମୁଣ୍ଡରୁ ଓଢ଼ଣି ମୋର ଖସିଗଲା ଲୋ ହେ..ଛାତିରେ ଛନକା ମୋର ପଶିଗଲା ଲୋ ମୁଣ୍ଡରୁ ଓଢ଼ଣି ମୋର ଖସିଗଲା ଲୋ  ପିଆ ଏତେ ଅଭିମାନୀ.. ପିଆ ଏତେ ଅଭିମାନୀ ମନ ମାଗିନେଲା ଲୋ ମାଗିନେଲା ଲୋ ହେ..ପାଦରୁ ପାଉଁଜି ମୋର ଖୋଲିଗଲା ଲୋ ଗଭାରୁ ଗଜରା ମୋର ଖସିଗଲା ଲୋ ॥୧॥ ଉପରକୁ ସିନା ମୁହଁ ଶୁଖିଥିଲା ଭିତରେ ମୁଁ ହସୁଥିଲି ଏମିତି ଫୁଲ ମୁଁ ବାସି ହେଲା ପ

ନାଲି ଟୋପି ବାଲା ତୋର ଚାଲି ଇଲିଶି - Nali Topi Bala Tora Chali Ilishi Lyrics

Image
== ଓଡ଼ିଆ== ଫିଲ୍ମଗୀତ : ନାଲି ଟୋପି ବାଲା ତୋର ଚାଲି ଇଲିଶି ଭାଷା : ଓଡ଼ିଆ ଚଳଚିତ୍ର : ସୁହାଗ ସିନ୍ଦୂର କଣ୍ଠ : ଗୀତା ଦାସ, ସୋନୁ ନିଗମ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୧୯୯୮ (ଝି) ତୁତୁ ତୁରୁ ତୁତୁ ରୁତୁ ତୁରୁତୁ ତୁତୁ ତୁରୁ ତୁତୁ ରୁତୁ ତୁରୁତୁ ନାଲି ଟୋପି ବାଲା ତୋର ଚାଲି ଇଲିଶି ନାଲି ଟୋପି ବାଲା ତୋର ଚାଲି ଇଲିଶି କେବେ ଧରା ଦେଇ କେବେ ଯାଉ ତୁ ଖସି ପରଦେଶୀ ହାଏରେ ପରଦେଶୀ ପରଦେଶୀ ହାଏରେ ପରଦେଶୀ (ପୁ) ପାଖେଥିଲେ କହିପାରୁନି ମୁଁ ଦୂରେ ଗଲେ ରହିପାରୁନି ମୁଁ ତୋ ଲାଗି ଷୋଳବୟସି (ଝି) ପରଦେଶୀ ହାଏରେ ପରଦେଶୀ ପରଦେଶୀ ହାଏରେ ପରଦେଶୀ (ଝି-ସମସ୍ତେ) ଲୁଚି ଲୁଚି ଲୁଚି ତୁ ଆସି ମନ ଚୋରିକଲୁ ପରଦେଶୀ ଲୁଚି ଲୁଚି ଲୁଚି ତୁ ଆସି ମନ ଚୋରିକଲୁ ପରଦେଶୀ ॥ (ଝି) ଏ..ମୁଁ ତୋର ସେ       ପୁରୁଣା ଡାୟେରୀ ଦେ ଲେଖିତୁ ଦେ       ଆମ ଏ ଲଭ୍ ଷ୍ଟୋରୀ (ପୁ) ହେ..ମୁଁ ତୋର ସେ       କାହାଣୀ ରହିବ ହେ ତୋବିନା ଏ       ଜୀବନ ମୋ ଜିରୋ (ଝି) କାଚ ପରି ସଫା ମନ ମୋର ଲାଗିଗଲା ପ୍ରେମ ଦାଗ ତୋର ମୁଁ ଝୁରୁଚି ତତେ ବସି ପରଦେଶୀ ହାଏରେ ପରଦେଶୀ ପରଦେଶୀ ହାଏରେ ପରଦେଶୀ (ଝି-ସମସ୍ତେ) ଲୁଚି ଲୁଚି ଲୁଚି ତୁ ଆସି ମନ ଚୋରିକଲୁ ପରଦେଶୀ ଲୁଚି ଲୁଚି ଲୁଚି ତୁ ଆସି ମନ ଚୋରିକଲୁ ପରଦେଶୀ ॥୧॥ (ଝି-ସମସ୍ତେ) ତୁରୁ ରୁତୁ.. ତୁରୁ ରୁତୁ..

ସିଂହବାହିନୀ ଶକ୍ତିପ୍ରଦାୟିନୀ ମା - Shinghabahini Shaktipradayini Maa Lyrics

Image
== ଓଡ଼ିଆ == ଭଜନ : ସିଂହବାହିନୀ ଶକ୍ତିପ୍ରଦାୟିନୀ ମା ଭାଷା : ଓଡ଼ିଆ ଚଳଚିତ୍ର : ମନ ଆକାଶ କଣ୍ଠ : ସିକନ୍ଦର ଆଲାମ୍, ଭିକା ରି ବଳ, ଏସ୍. ଜାନକୀ ଗୀତିକାର : ଶିବବ୍ରତ ଦାସ ସଂଗୀତ ନିର୍ଦ୍ଦେଶକ : ଉପେନ୍ଦ୍ର କୁମାର ମସିହା : ୧୯୭୪ (ପୁ) ସିଂହବାହିନୀ ସିଂହବାହିନୀ ଶକ୍ତିପ୍ରଦାୟିନୀ ମା (ଝି) ଆସ ଅବତରୀ ଏ ଧରା ଧାମକୁ ମା'ଗୋ ଶୁଣ ମାଗୁଣି  (ସମସ୍ତେ) ମା..ମା.. ॥ (ଝି) ଯୁଗେ ଯୁଗେ ମାଗୋ ତୁମ କରୁଣାରୁ ମାନବର ଦେହ ଧରି (ପୁ) ତୁମ ଆନନ୍ଦ ଧାମେ ଫେରିଯାଉ ତୁମ କାମ ଆମେ କରି (ସମସ୍ତେ) ମା.. (ଝି) ଆସ ମା ଦୁର୍ଗା ବିକଶିତ ହୁଅ (ପୁ) ଆସ ମା ଦୁର୍ଗା ବିକଶିତ ହୁଅ ନବୀନ ଅରୁଣ ପରି (ସମସ୍ତେ) ସିଂହବାହିନୀ ॥୧॥ (ପୁ) ତ୍ରିଶୂଳ ଧାରିଣୀ ରିପୁନାଶିନୀ ମା (ସମସ୍ତେ) ମା..ରିପୁନାଶିନୀ ମା (ପୁ) ତ୍ରିଶୂଳ ଧାରିଣୀ ରିପୁନାଶିନୀ ମା ସାହା ହୁଅ ତୁମେ ଆସି (ସମସ୍ତେ) ମା.. (ଝି) ମଙ୍ଗଳମୟୀ ସେ ରୂପକୁ ଚାହିଁ  ରହିଛୁ ଭାରତବାସୀ (ସମସ୍ତେ) ମା.. (ପୁ) ଦିଅ ମା ଭକ୍ତି ଦିଅ ମା ଶକ୍ତି (ଝି) ଦିଅ ମା ଭକ୍ତି ଦିଅ ମା ଶକ୍ତି (ପୁ) ମାଗୁଅଛୁ କର ଯୋଡ଼ି (ସମସ୍ତେ) ସିଂହବାହିନୀ ॥୨॥ (ପୁ) ତମସା ତିମିର ପୂରି ରହିଥିଲା ମୋର ଏ ଭାରତ ଦେଶେ ଅନ୍ଧାର ନାଶି ଉଦୟ ହେଲ ଗୋ ଗଗନ ପ୍ରାନ୍ତେ ଶେଷେ (ସମସ୍ତେ) ମା.. (ଝି) ତୁମରି ଆଭାର ଉଷାର ଆଲୋକେ ତୁମରି ଆଭାର ଉ

ମୁଁ ଝୁଲଣ ମହାନ୍ତି (ଆଳୁ ବାଇଗଣ ତିଅଣ) - Mun Jhulana Mohanty (Aalu Baigana Tiana) Lyrics

Image
== ଓଡ଼ିଆ == ଗୀତ : ମୁଁ ଝୁଲଣ ମହାନ୍ତି ଭାଷା : ଓଡ଼ିଆ ଆଲବମ : ମୁଁ ଝୁଲଣ ମହାନ୍ତି କଣ୍ଠ : ଶୁଭାଶିଷ ମହାକୁଡ଼, ଇରା ମହାନ୍ତି ଗୀତିକାର : ଗୁରୁ, ଗଣେଶ୍ଵର ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦୫ (ପୁ) ଆଳୁ ବାଇଗଣ ତିଅଣ ଆଳୁ ବାଇଗଣ ତିଅଣ ଓ ମ୍ୟାଡାମ୍  ଓ ମ୍ୟାଡାମ୍ ତମ ନାଁ ଟା କ'ଣ ? (ଝି) ଆରେ ଝୁଲଣ ମୋ ନାଁ ଝୁଲଣ (ପୁ) ଆ..ଝୁଲଣ ? (ଝି) ହଁ (ପୁ) ସେଇଥିପାଇଁ ମେଳଣ ଆଉ ॥ (ପୁ) କଲରା ପୋଟଳ କାଙ୍କଣ କଲରା ପୋଟଳ କାଙ୍କଣ ଓ ମ୍ୟାଡାମ୍  ଓ ମ୍ୟାଡାମ୍ ତମ ଟାଇଟେଲ୍‌ଟା କ'ଣ ? (ଝି) ଆ..ମହାନ୍ତି ଆରେ ମହାନ୍ତି (ପୁ) ମହାନ୍ତି ସେଇଥିପାଇଁ ସମିସ୍ତେ ଚାହାନ୍ତି ଏ ଝୁଲଣ ମହାନ୍ତି ॥୧॥  (ପୁ) ଯେମିତି ଦେହ ସେମିତି ମୁହଁ ଏମିତି ସୁନ୍ଦରି କେମିତି କୁହ କ'ଣ ପିଉଚ କ'ଣ ଖାଅ ଅ..ତମେ ଭଲ ଖାଉଥବ ଯେ (ଝି) ଟିଫିନ୍ କରେ ମସଲା ଦୋଷା ଲଞ୍ଚ୍ ଖାଏ ଚିକେନ୍ କଷା ଡିନର୍‌ କରେ ମୁଁ ମଣ୍ଡା ଆରିସା (ପୁ) ସୋରିଷ ମରିଚ ଫୁଟଣ ସୋରିଷ ମରିଚ ଫୁଟଣ ଓ ମ୍ୟାଡାମ୍  ଓ ମ୍ୟାଡାମ୍ ତମ କଲେଜଟା କ'ଣ ? (ଝି) ଆରେ ହେବେନ୍‌ସା ଆରେ ହେବେନ୍‌ସା (ପୁ) ଆ ସେଇଥିପାଇଁ ତମେ ସରସା ଆଉ ॥୨॥  (ପୁ) ଟମାଟୋ ପିଆଜ ରସୁଣ ଟମାଟୋ ପିଆଜ ରସୁଣ ଓ ମ୍ୟାଡାମ୍  ଓ ମ୍ୟାଡାମ୍ ତମେ ପଢ଼ୁଚ କ'ଣ ? (ଝି) ଆରେ ବି.ଏ ହଁ ହଁ ପଢ଼ୁଚି ବି.ଏ (ପୁ) ବି.ଏ.

ରେ ମେଘ ତୁ ଆ ଯା ବରଷିଯା - Re Megha Tu Aa Ja Barasi Ja Lyrics

Image
== ଓଡ଼ିଆ== ଫିଲ୍ମଗୀତ : ରେ ମେଘ ତୁ ଆ ଯା ବରଷିଯା ଭାଷା : ଓଡ଼ିଆ ଚଳଚିତ୍ର : କଲେଜ ଟାଇମ୍ କଣ୍ଠ : ଉଦିତ ନାରାୟଣ, ଇରା ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଶାନ୍ତ ପାଢ଼ୀ ମସିହା : ୨୦୧୫ (ପୁ) ହେହେ..ହେହେ ହେହେହେ..ହେହେ ଲାଲା..ହେହେହେ..ଆହା (ଝି) ରେ ମେଘ ତୁ ଆ ଯା ବରଷିଯା ରେ ମେଘ ତୁ ଆ ଯା ବରଷିଯା କେବେଠୁ ମାଟି ଶୁଖିଲା ଏଠି କେବେଠୁ ମାଟି ଶୁଖିଲା ଏଠି ଓଦା କରିଦେଇଯା (ପୁ) ନା ନା ଜାଣେନା ମେଘ ଜାଣେନା ବରଷିଯିବକି ନା ନା ନା ଜାଣେନା ମେଘ ଜାଣେନା ବରଷିଯିବକି ନା (ଝି) ରେ ମେଘ ତୁ ଆ ଯା ବରଷିଯା ରେ ମେଘ ତୁ ଆ ଯା ବରଷିଯା ॥ (ଝି) ଏମିତି ବାଟଟି ମୁଁ ରେ ବାଟର ଠିକଣା ତୁ (ପୁ) ଠିକଣା ଅଛିକି ନାଇଁ ନିଜେ ତ ଜାଣେନା ମୁଁ (ଝି) ହାଁ ଏମିତି ନଈଟେ ମୁଁ ରେ ନଈର ଭରଷା ତୁ (ପୁ) ଭରଷା କରୁଚୁ କାଇଁ ଭାଷା ମେଘଟିଏ ମୁଁ (ଝି) କେବେଠୁ ନଈ ଶୁଖିଲା ଭୁଇଁ କେବେଠୁ ନଈ ଶୁଖିଲା ଭୁଇଁ ସୁଅ ଭରି ଦେଇଯା (ପୁ) ନା ନା ଜାଣେନା ମେଘ ଜାଣେନା ବରଷିଯିବକି ନା (ଝି) ରେ ମେଘ ତୁ ଆ ଯା ବରଷିଯା ରେ ମେଘ ତୁ ଆ ଯା ବରଷିଯା (ପୁ) ହେ..ହେ..ହେ ॥୧॥ ଲାଲାଲାଲା..ଲାଲା..ଲାଲା..ଲାଲାଲା ଲାଲାଲାଲା..ଲାଲା..ଲାଲା..ଲାଲାଲା ଲାଲାଲାଲା..ଲାଲା..ଲାଲା ଲାଲାଲାଲା..ଲାଲା..ଲାଲା ଲାଲାଲାଲା..ଲାଲା..ଲାଲା..ଲାଲାଲା (ଝି) ଫିକା ପତରଟେ ମୁଁ ରେ ଦେଇଯା

ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics

Image
== ଓଡ଼ିଆ == ଭଜନ : ରୂପରେଖ ନାହିଁ ହେ ଶୂନ୍ୟଦେହୀ ଭାଷା : ଓଡ଼ିଆ ଆଲବମ : ତୁମରି ଇଚ୍ଛା କରହେ ପୂର୍ଣ୍ଣ କଣ୍ଠ : ଶ୍ରୀ ରଘୁନାଥ ପାଣିଗ୍ରାହୀ ଗୀତିକାର : ସନ୍ଥକବି ଭୀମ ଭୋଇ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବଢୁଅଛି ଜଳ ନାହିଁ ନଦୀକୂଳ ବଢୁଅଛି ଜଳ ନାହିଁ ନଦୀକୂଳ ଓଲକାପାତ ଧାରା ବହି ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥ ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ଉଦେ ଅସ୍ତ ନାହିଁ ତହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୧॥ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଫୁଟିଛି ପତର ଡେମ୍ଫ ନାହିଁ ତାର ଫୁଟିଛି ପତର ଡେମ୍ଫ ନାହିଁ ତାର ଅସାଧନା ମାର୍ଗେ ପାଇ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୨॥ YouTube ରେ ରୂପରେଖ ନାହିଁ ହେ ଶୂନ୍ୟଦେହୀ ==

ବାର ମାସ (ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ) - Bara Masa (Grishme Baishakha Jyeshta Masa) Lyrics

Image
== ଓଡ଼ିଆ == ଗୀତ : ବାର ମାସ (ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ) ଭାଷା : ଓଡ଼ିଆ ଗୀତିକାର : ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ           ପ୍ରଚଣ୍ଡ ରୌଦ୍ର ପରକାଶ ॥ ବର୍ଷାରେ ଆଷାଢ଼ ଶ୍ରାବଣ           ମେଘ ବରଷେ ଘନ ଘନ ॥ ଭାଦ୍ର, ଆଶ୍ୱିନ ଶରତରେ           ନିର୍ମଳ ଶୋଭା ଜଗତରେ ॥ ହିମେ କାର୍ତ୍ତିକ, ମାର୍ଗଶୀର           ରାତିରେ ପଡ଼ଇ ଶିଶିର ॥ ଶୀତରେ ପୌଷ, ମାଘ ମାସ           ଦେହରେ ରଖ ଶୀତ ବାସ ॥ ଫାଲ୍ଗୁନ, ଚୈତ୍ର ବସନ୍ତରେ           ମୃଦୁ ମଳୟ ମନ ହରେ ॥ ବାର ମାସର କଥା ଏହି           ଶୁଣ ବାଳକେ ମନ ଦେଇ ॥ ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ସ୍ମୃତି ଏକ ରୂପା ଜହ୍ନ - Smruti Eka Rupa Janha Lyrics

Image
== ଓଡ଼ିଆ== ଫିଲ୍ମଗୀତ : ସ୍ମୃତି ଏକ ରୂପା ଜହ୍ନ ଭାଷା : ଓଡ଼ିଆ ଚଳଚିତ୍ର : ଚକା ଭଉଁରୀ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୫ (ପୁ) ସାଥୀରେ.. ସାଥୀରେ.. ଏ.. ଯାଏ ଦିନ ରହେ ଚିହ୍ନ ଉଁହୁଁ ହୁଁହୁଁ..ହୁଁହୁଁ ହୁଁହୁଁ.. ସ୍ମୃତି ଏକ ରୂପା ଜହ୍ନ ସ୍ମୃତି ଏକ ରୂପା ଜହ୍ନ ଘର ତାର ନୁହେଁ ସୁନୀଳ ଆକାଶ ଘର ତାର ଏଇ ଆମ ମନ ସ୍ମୃତି ଏକ ରୂପା ଜହ୍ନ ସ୍ମୃତି ଏକ ରୂପା ଜହ୍ନ ॥ (ପୁ) ମୋ ମନ ସାଥେ ଚିହ୍ନା ତୋହରି ମନ ସୁନା ଝରା ସେଇ ଆମ ପୁରୁଣା ଦିନ ମୋ ମନ ସାଥେ ଚିହ୍ନା ତୋହରି ମନ ସୁନା ଝରା ସେଇ ଆମ ପୁରୁଣା ଦିନ ଝଡ଼ ଯଦି ଆସେ କେବେ (ଝି-ସମସ୍ତେ) ଆ..ଆ..ଆ.. (ପୁ) ସାଥେ ଥିବା ସଦା ତେବେ (ଝି-ସମସ୍ତେ) ଆ..ଆ..ଆ.. (ପୁ) ଏ କଥା ତ ରହିଛି ପଣ ସାଥୀ ସେଇ ପିଲାଦିନ ସାଥୀ ସେଇ ପିଲାଦିନ ଘର ତାର ନୁହେଁ ଏଇ ଯେ ଦୁନିଆ ଘର ତାର ଏଇ ଆମ ମନ ସ୍ମୃତି ଏକ ରୂପା ଜହ୍ନ ସ୍ମୃତି ଏକ ରୂପା ଜହ୍ନ ॥୧॥ (ଝି-ସମସ୍ତେ) ଆ..ଆଆଆ..ଆ..ଆ..ଆ (ପୁ) ମୁଁ ଯେବେ ଖୋଜି ଖୋଜି ଡାକିବି ତତେ କଥା ଥିଲା ଆସି ଧରାଦେବୁ ଯେ ମୋତେ ମୁଁ ଯେବେ ଖୋଜି ଖୋଜି ଡାକିବି ତତେ କଥା ଥିଲା ଆସି ଧରାଦେବୁ ଯେ ମୋତେ ବନ୍ଧନ ଦୁନିଆର.. (ଝି-ସମସ୍ତେ) ଆ..ଆ..ଆ.. (ପୁ) କରିବାକୁ ଦିନେ ଦୂର.. (ଝି-ସମସ୍ତେ) ଆ..ଆ..ଆ.. (ପୁ) ଥିଲା ପର

ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ - Sabuthiru Banchita Kari Keun Jasha Bana Udaiba He Lyrics

Image
== ଓଡ଼ିଆ == ଭଜନ : ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଭାଷା : ଓଡ଼ିଆ ଚଳଚିତ୍ର : ନବଜନ୍ମ କଣ୍ଠ : ରଘୁନାଥ ପାଣିଗ୍ରାହୀ ଗୀତିକାର : କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୬୫ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି ଯାହା ଦେଇଥିଲ ସବୁତ ନେଲଣି ଯାହା ଦେଇଥିଲ ସବୁତ ନେଲଣି ଆଉ ଏବେ କିସ ଛଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି ॥ ସଂସାରେ ଯେ କରଇ ଆଶ ଧାଏଁ ସିନା ସେ ତୁମ୍ଭ ପାଶ ସଂସାରେ ଯେ କରଇ ଆଶ ଧାଏଁ ସିନା ସେ ତୁମ୍ଭ ପାଶ ସକଳ ଭରସା ଯାର ତୁଟିଲାଣି ସକଳ ଭରସା ଯାର ତୁଟିଲାଣି କିସ ବୋଲି ତାକୁ ଡରାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି ॥୧॥ ଠକି ଠକି ଥରକୁ ଥର ବୁଝିଲିଣି ତୁମ୍ଭ ଚାତର ଠକି ଠକି ଥରକୁ ଥର ବୁଝିଲିଣି ତୁମ୍ଭ ଚାତର ମନେ ପାଞ୍ଚିଛ କି ହାଟ ମଝିଟାରେ ମନେ ପାଞ୍ଚିଛ କି ହାଟ ମଝିଟାରେ ଛିଡ଼ା କରି ବାଟ ହୁଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି ॥୨॥  ତୁମ ଫନ୍ଦା ଏଡ଼ିବି ବୋଲି ସବୁଧନ୍ଦା ଦେଲିଣି ଠେଲି ତୁମ ଫନ୍ଦା ଏଡ଼ିବି ବୋଲି ସବୁଧନ୍ଦା ଦେଲିଣି ଠେଲି ଚାରି ଦଉଡ଼ି ଯେ କାଟି ସାରିଲାଣି

ଦେଖ ଦେଖ ଦେଖ ଗୋ ମିତ ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ - Dekha Dekha Dekha Go Mita Nilashaile Bije Shri Jagannatha Lyrics

Image
  ଫଟୋ କ୍ରେଡିଟ୍ : ମାନସ ରଞ୍ଜନ ସାହୁ ଗୀତ : ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ଭାଷା : ଓଡ଼ିଆ ଗୀତିକାର : ମାନସ ରଞ୍ଜନ ସାହୁ ମସିହା : ୨୦୨୦ ଦେଖ ଦେଖ ଦେଖ ଗୋ ମିତ           ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ଦେଖ ଦେଖ ଦେଖ ଗୋ ମିତ           ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ଗୋପପୁର ଛାଡ଼ି ସେ କଳା କହ୍ନେଇ           ଶ୍ରୀକ୍ଷେତ୍ରେ ଲଗାଇ ଦେଇଛି ଯାତ ମର୍ତ୍ତ୍ୟ ବୈକୁଣ୍ଠରେ ଶ୍ରୀକ୍ଷେତ୍ର ଧାମରେ           ରତ୍ନ ସିଂହାସନେ ଜଗତ ନାଥ ଦେଖ ଦେଖ ଦେଖ ଗୋ ମିତ           ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୧॥ ଭାଇ ଭଉଣୀଙ୍କୁ ପାଖରେ ବସାଇ           ଷାଠିଏ ପଉଟି ଖାଆନ୍ତି ନିତ୍ୟ ପଥର ଦେଉଳେ ଜୀବନ୍ତ ଦେବତା           ପତିତପାବନ ତାଙ୍କର ନେତ ଦେଖ ଦେଖ ଦେଖ ଗୋ ମିତ           ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୨॥ ଧନ୍ୟ ଚକାଡୋଳା ଭକ୍ତ ଭାବେ ଭୋଳା           ଭକ୍ତଙ୍କୁ ଡାକନ୍ତି ବଢ଼ାଇ ହାତ ଦାସିଆ ନଡ଼ିଆ ଶ୍ରୀହସ୍ତରେ ନେଲେ           ସାଲବେଗ ପାଇଁ ରଖିଲେ ରଥ ଦେଖ ଦେଖ ଦେଖ ଗୋ ମିତ           ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୩॥ ବଂଧୁ ମହାନ୍ତିକୁ ଭୋଗଥାଳ ଦେଲେ           ସହିନପାରିଲେ ଭକ୍ତର ଆର୍ତ୍ତ ଭକତ ବତ୍ସଳ ଭକ୍ତ ପ୍ରାଣଧନ           କରୁଣା ସାଗର କମଳା କାନ୍ତ ଦେଖ ଦେଖ ଦେଖ ଗୋ ମିତ           ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୪॥ କାଞ୍ଚି ଅଭିଯ

ଅଜଣା ବାଟେ ଅଜଣା ଘାଟେ ଝିଅ ଟିଏ ଦେଖିଲି - Ajana Bate Ajana Ghate Jhia Tie Dekhili Lyrics

Image
== ଓଡ଼ିଆ == ଗୀତ : ଅଜଣା ବାଟେ ଅଜଣା ଘାଟେ ଝିଅ ଟିଏ ଦେଖିଲି ଭାଷା : ଓଡ଼ିଆ ଆଲବମ : ପ୍ରଥମ ଦେଖା କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୧୯୯୯ ହେହେ..ଆହାହା.. ଓହୋ..ଲାଲାଲା ହେହେ..ଆହାହା.. ଓହୋ..ଲାଲାଲା ଅଜଣା ବାଟେ ଅଜଣା ହାଟେ ଝିଅଟିଏ ଦେଖିଲି ହାଏ ପହିଲି ଦେଖା ମୁରୁକି ହସା ମନ ଗଲା ଚହଲି ସେଇ ଅଚିହ୍ନା ଝିଅଟିକୁ ସତେ ଲାଗିଲା ଦେଖୁ ଦେଖୁ ଓ.. ସେଇ ଅଚିହ୍ନା ଝିଅଟିକୁ ସତେ ଲାଗିଲା ଦେଖୁ ଦେଖୁ ମୋରି ପାଇଁ ସେ ଦୁନିଆକୁ ଆସିଛି ବୋଲି ଅଜଣା ବାଟେ ଅଜଣା ହାଟେ ଝିଅଟିଏ ଦେଖିଲି ॥ ହେହେ..ହୋ..ଉଁଉଁ..ଉଁ ହୁଁ.. ଆଖି ଦେଲା ତାର ନିଦ ଇଶାରା ଇଶାରାରେ ଥିଲା କଥା ଅସରା ହୋ..ଆଖି ଦେଲା ତାର ନିଦ ଇଶାରା ଇଶାରାରେ ଥିଲା କଥା ଅସରା ହୋ..କିଛି ବୁଝି ହେଲା କିଛି ହେଲାନି ଅଧା ରହିଗଲା ପ୍ରେମ କାହାଣୀ ପ୍ରୀତିଭରା ସେ ଚାହାଣୀରେ ସେଇ ଅକୁହା କାହାଣୀରେ ପ୍ରୀତିଭରା ସେ ଚାହାଣୀରେ ସେଇ ଅକୁହା କାହାଣୀରେ ସବୁ କହି ସେ ତ କହିଲାନି ନାଁ'ଟି ଖାଲି ଅଜଣା ବାଟେ ଅଜଣା ହାଟେ ଝିଅଟିଏ ଦେଖିଲି ॥୧॥ ହୁଁଉଁ..ଉଁ..ଓଓ..ଓ ହଁ..ଚାଲିଗଲା ସିଏ ବାଟେ ନିଜର ରହିଗଲି ବାଟ ଚାହିଁ ତାହାର ହୋ..ଚାଲିଗଲା ସିଏ ବାଟେ ନିଜର ରହିଗଲି ବାଟ ଚାହିଁ ତାହାର ଓ..ଖୋଜି ବୁଲେ ତାକୁ ସାରା ସହର ମିଳୁନାହିଁ ତାର କିଛି ଖବର ସିଏ ତାରା ନା ହ

ସିନ୍ଦୂର କହିଯାଏ ମତେ ଆଜି ତୁମେ ମୋର ମୁଁ ତୁମର - Sindura Kahijae Mate Aji Tume Mora Mun Tumara Lyrics

Image
== ଓଡ଼ିଆ== ଫିଲ୍ମଗୀତ : ସିନ୍ଦୂର କହିଯାଏ ମତେ ଆଜି ଭାଷା : ଓଡ଼ିଆ ଚଳଚିତ୍ର : ସୁହାଗ ସିନ୍ଦୂର କଣ୍ଠ : ସୋନୁ ନିଗମ, ସାଧନା ସରଗମ୍ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୧୯୯୮ (ଝି) ସିନ୍ଦୂର.. ସିନ୍ଦୂର କହିଯାଏ ମତେ ଆଜି ତୁମେ ମୋର ମୁଁ ତୁମର ତୁମେ ମୋର ମୁଁ ତୁମର (ପୁ) ସିନ୍ଦୂର ଦେଇ ମୁଁ ପାଇଚି ତୁମକୁ ତୁମେ ମୋ ଦେହର ଛାଇ ତୁମକୁ ପାଇ ଜୀବନ ଲାଗେ ସୁନ୍ଦର (ଝି) ସିନ୍ଦୂର.. ସିନ୍ଦୂର କହିଯାଏ ମତେ ଆଜି (ଝି+ପୁ) ତୁମେ ମୋର ମୁଁ ତୁମର ତୁମେ ମୋର ମୁଁ ତୁମର ॥ (ଝି) ତୁମେ ତ ମୋ ହଁ ମୋ ସୁଖ ଯେତେ ସବୁ ଆଣିଦେଲ ମୋତେ ତୁମେ ତ ମୋ ହଁ ମୋ ସୁଖ ଯେତେ ସବୁ ଆଣିଦେଲ ମୋତେ (ପୁ) ତୁମକୁ ମୁଁ ହଁ ମୁଁ ଆଣିଦେବି ଦୁନିଆର ଖୁସି ଯେତେ (ଝି) ଆମ ଏ ମିଳନ ଯୁଗ ଯୁଗର ସାକ୍ଷୀ ରହିଲା ମୋ ଶଙ୍ଖା ସିନ୍ଦୂର (ପୁ) ସିନ୍ଦୂର.. ସିନ୍ଦୂର କହିଯାଏ ମତେ ଆଜି (ପୁ+ଝି) ତୁମେ ମୋର ମୁଁ ତୁମର ତୁମେ ମୋର ମୁଁ ତୁମର ॥୧॥ (ପୁ) ତୁମକୁ ମୁଁ ହଁ ମୁଁ କଥାଦେଲି ଥିବି ମୁଁ ତୁମର ହୋଇ ହୋ..ତୁମକୁ ମୁଁ ହଁ ମୁଁ କଥାଦେଲି ଥିବି ମୁଁ ତୁମର ହୋଇ (ଝି) ଜିଇଁଚି ମୁଁ ହଁ ମୁଁ ଯେତେ ଦିନ ଯାଉଥିବି ଭଲ ପାଇ (ପୁ) ତୁମେ ତ ନିଜଠୁ ଅତି ନିଜର ସାକ୍ଷୀ ତୁମ ଆଖି କଜଳ ଗାର (ଝି) ସିନ୍ଦୂର.. (ପୁ) ଓ..ସିନ୍ଦୂର କହିଯାଏ ମତେ ଆଜି ତୁମେ ମୋର ମୁଁ ତୁମର ତୁମେ ମୋର

ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା - Olata Brukhe Kheluchhi Lotani Para Lyrics

Image
== ଓଡ଼ିଆ == ଭଜନ : ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ଭାଷା : ଓଡ଼ିଆ ଆଲବମ : ସଂଗ୍‌ସ୍‌ ଫ୍ରମ ଦି ଲ୍ୟାଣ୍ଡ ଅଫ ଜଗନ୍ନାଥ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ରାଧୁ ଦାସ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୨ (ପୁ) ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ଅଠାକାଠି ପଞ୍ଜୁରୀରେ ନ ପଡ଼େ ଧରା (ପୁ+ଝି) ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ଓଲଟ ବୃକ୍ଷେ ଖେଳୁଛି (ପୁ) ସେ ପାରାର ଡେଣା ନାହିଁ ଲକ୍ଷେ ଯୋଜନ ଉଡ଼ଇ ଜଳ ଫଳ ନ ଭୁଞ୍ଜଇ ଅଟେ ଅମରା (ପୁ+ଝି) ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ଓଲଟ ବୃକ୍ଷେ ଖେଳୁଛି ॥ (ପୁ) ପାରା ଅଛି ଯେଉଁଠାରେ କେହି ତା ଦେଖି ନ ପାରେ ଶୀତଳ କ୍ରୋଟ ଛାୟାରେ ନ ପଡ଼େ ଖରା (ପୁ+ଝି) ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ଓଲଟ ବୃକ୍ଷେ ଖେଳୁଛି ॥୧॥ (ପୁ) ପାରା ଯେବେ ଯିବ ଉଡ଼ି ବୃକ୍ଷ ପଡ଼ିବ ଉପୁଡ଼ି ଦାସ ରାଧୁ ବୋଲେ ଭଜ ଦୁଃଖ ପାସୋରା (ପୁ+ଝି) ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ଓଲଟ ବୃକ୍ଷେ ଖେଳୁଛି ଅଠାକାଠି ପଞ୍ଜୁରୀରେ ନ ପଡ଼େ ଧରା ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ଓଲଟ ବୃକ୍ଷେ ଖେଳୁଛି ॥୨॥  ଶବ୍ଦାର୍ଥ ଲୋଟଣି - ବାରମ୍ବାର ଏପଟ ସେପଟ ହେଉଥିବା, ଓଲଟ ବୃକ୍ଷ - ସଂସାର (ଓଲଟା ଅଶ୍ୱତ୍ଥ ଗଛ), ଅଠାକାଠି ପିଞ୍ଜରା - ଜଡ଼ ଶରୀର, ଲୋଟଣି ପାରା - ଜୀବାତ୍ମା YouTube ରେ ଓଲଟ ବୃକ୍ଷେ ଖେଳୁଛି

ଗଛ ଓ କାଠୁରିଆ (ରହ ଆରେ କାଠୁରିଆ ନ ପକାଅ ହାଣି) - Gachha O Kathuria (Raha Aare Kathuria Na Pakao Hani) Lyrics

Image
ଫଟୋ କ୍ରେଡିଟ୍ : କାଠୁରିଆ ଫଟୋ ପିକ୍ସାବେ ରୁ ଅଣାଯାଇଛି ଗୀତ : ଗଛ ଓ କାଠୁରିଆ  ଭାଷା : ଓଡ଼ିଆ ଗୀତିକାର : ପଲ୍ଲୀକବି ନନ୍ଦକିଶୋର ବଳ (୧୮୭୫-୧୯୨୮) ରହ ଆରେ କାଠୁରିଆ ନ ପକାଅ ହାଣି, ଶୁଣ କାନଡେରି ଥରେ ଏ ଗଛ କାହାଣୀ ନ ଫୁଟୁ ପଛକେ ବାସ ଫୁଲ ତାହା ଦେହେ, ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ॥୧॥ ବସି କୁହୁ କୁହୁ ତାନେ ନବ ମଧୁକାଳେ, ନ ଗାଉ କୋକିଳ ପଛେ ଫୁଲଭରା ଡାଳେ ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ, ଖରାବେଳେ ବାଟୋଇ ତ ବସେ ଏହା ତଳ ॥୨॥ ଛାଡ଼ିଯାଅ କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ କାଠୁରିଆ ନ ହାଣ ସେ ଗଛ ରହ ରହ, ତାହାକୁ ଲଗାଇ ଗଲେ ପିତୃ ପିତାମହ ॥୩॥ କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର, କେତେ ନୂଆ ପୁଅ, କେତେ ଯାତ, ବିଭାଘର ମନେପଡ଼େ ପିଲାଦିନେ ଏହାରି ମୂଳରେ, ଖେଳୁଥିଲି ମୁହିଁ ଖେଳସାଥୀ ଗହଳରେ ॥୪॥ ଏବେ ବାଲ୍ୟକାଳେ ପୋଥି ଧର ଛାଇତଳେ, ବସିଣ ପଢ଼େ ମୁଁ ସଞ୍ଜ ସକାଳେ ନିଶ୍ଚଳେ କାଠୁରିଆ ନ ହାଣ ସେ ଗଛ ରହ ରହ, ଦେଖିଅଛି ଏ ଗଛ ମୋ ପିତୃ-ପିତାମହ ॥୫॥ ନ ହାଣ ଏ ଗଛ ଶୁଣଶୁଣ ମୋର ବାଣୀ, ଥାଉଁ ମୁଁ ଜୀବନେ ଗଛ ନ ପାରିବ ହାଣି ଦେଖି ତାକୁ କେତେ କଥା ହୁଏ ମୋ ସ୍ମରଣ, ତା' ସଙ୍ଗେ ଜଡ଼ିତ ମୋର ବିଗତ ଜୀବନ ॥୬॥    ପଶ୍ଚିମ ଆକାଶେ ସୂର୍ଯ୍ୟ ଯାଉଥାଏ ବୁଡ଼ି, ଏହି ବସା ଗଛେ ପକ୍ଷୀ ଆସୁଥା'ନ୍ତି ଉଡ଼ି  ପୂରୁବ ଆକାଶେ ସୂର୍ଯ୍ୟ ଉଦ

ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ - Sholati Phaguna Aasi Tate Chhuin Galapare Lyrics

Image
== ଓଡ଼ିଆ == ଗୀତ : ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ ଭାଷା : ଓଡ଼ିଆ ଆଲବମ : ତମ କଥା ମନେ ପଡ଼େ କଣ୍ଠ : ଶୁଭାଶିଷ ମହାକୁଡ଼ ଗୀତିକାର : ଶ୍ରୀକାନ୍ତ ଗୌତମ   ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୫ ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ ଶାଢ଼ୀ ତୁ ପିନ୍ଧିଲୁ ଯଉ ଦିନ ଚାଲୁଥିଲୁ ଟିକେଟିକେ ଝୁଣ୍ଟୁଥିଲୁ ଟିକେଟିକେ ଦେଖିଲି ମୁଁ ତତେ ସେଇ ଦିନ ଏ..ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ ଶାଢ଼ୀ ତୁ ପିନ୍ଧିଲୁ ଯଉ ଦିନ ଚାଲୁଥିଲୁ ଟିକେଟିକେ ଝୁଣ୍ଟୁଥିଲୁ ଟିକେଟିକେ ଦେଖିଲି ମୁଁ ତତେ ସେଇ ଦିନ ସେଇ ଦିନୁ ପାଗଳ ହେଇଚି ଏଇ ମନ ଭାବୁଚି ମୁଁ ତୋ କଥା ବସି ରାତି ଦିନ ସେଇ ଦିନୁ ପାଗଳ ହେଇଚି ଏଇ ମନ ଭାବୁଚି ମୁଁ ତୋ କଥା ରାତି ଦିନ ॥ ତୋ ଆଖିରେ ଆଖି ମିଶେଇ           ଚାହିଁଲି ତତେ ହସି ହସି ତୁ ଲାଜରେ ଲାଜେଇ ଗଲୁ           ଝାଉଁଳି ଗଲୁ ବେଶି ବେଶି ମୁହଁ ତୋର ଫେରେଇ ନେଲୁ ଯେବେ ଦେଖିଲୁ ତୁ ପ୍ରଥମ ଥର ଡରି ଡରି ପାଖକୁ ଯାଇ ମୁଁ ପଚାରିଲି ନାଁ ଟି ତୋର ଓ..ଓ..ଓ..ଓ..ଓ.. ଏହେ..ଓହୋ.. ହାଁ..ଷୋଳଟି ଶ୍ରାବଣ ଆସି ତତେ ଭିଜେଇଲା ପରେ ଝରକା ଖୋଲିଲୁ ଯଉ ଦିନ ମେଘ ହେଲା ଝିପି ଝିପି ଗଲି ପାଦ ଚିପି ଚିପି ଚିଠି ଦେଲି ତତେ ସେଇ ଦିନ ସେଇ ଦିନୁ ପାଗଳ ହେଇଚି ଏଇ ମନ ଭାବୁଚି ମୁଁ ତୋ କଥା ବସି ରାତି ଦିନ ସେଇ ଦିନୁ ପାଗଳ ହେଇଚି ଏଇ ମନ ଭାବୁଚି ମୁଁ ତୋ କଥା ରାତି ଦିନ ॥୧॥ ତ

ସମୀର ସୁରେ ଗାଇ ଏ ଝରଣା ଝରେ - Samira Sure Gai E Jharana Jhare Lyrics

Image
== ଓଡ଼ିଆ == ଫିଲ୍ମଗୀତ : ସମୀର ସୁରେ ଗାଇ ଏ ଝରଣା ଝରେ ଭାଷା : ଓଡ଼ିଆ ଚଳଚିତ୍ର : ସମର୍ପଣ କଣ୍ଠ : ଚିତ୍ତ ଜେନା, ଏଚ.ପି. ଗୀତା    ଗୀତିକାର : ଯୁଗଳ କିଶୋର ଯୋଶୀ ସଂଗୀତ ନିର୍ଦ୍ଦେଶକ : ଉପେନ୍ଦ୍ର କୁମାର ମସିହା : ୧୯୭୮ (ଝି) ସମୀର ସୁରେ ଗାଇ ଏ ଝରଣା ଝରେ କଳିର କାନେ କାନେ ମଧୁ ଗୀତି ଭରେ (ପୁ) ସପନର ଗୀତିକା ମିଳନର ଗୀତିକା ରୂପ ନିଏ ମରମରେ (ଝି) ସମୀର ସୁରେ ଗାଇ ଏ ଝରଣା ଝରେ ॥ (ଝି) ଯାଇ ଫୁଲ ସଞ୍ଜ ଢଳେ ପକ୍ଷୀ ଆସେ ନୀଡ଼େ ଫେରେ ଆଖି ଖୋଲେ ନୀଳକଇଁ ଆଶା କେତେ ଭରେ ଜୋଛନାର ଦୀପାଳିରେ ହସିବ ଆକାଶ ଛାତି ତାରା ଫୁଲ ସାଇତିଛି କାହା ପାଇଁ ରାତି (ପୁ) ଚାନ୍ଦ କିବା ଜାଣେନା ଚକୋର କି ଚାହେଁନା ରୂପ ସୁଧା ଜୋଛନା  (ଝି) ସମୀର ସୁରେ ଗାଇ ଏ ଝରଣା ଝରେ ॥୧॥  (ପୁ) ଯୁଗ ବିତେ ପଲକରେ ପିଆସିଆ ମନ ଝୁରେ ରୁହନାହିଁ ଦୂରେ ଦୂରେ ଭରି ନାହିଁ ଆଖି ବସନ୍ତର ବାସ ଭରା କୁଞ୍ଜରେ କୋଇଲି ଡାକେ ବନ ବୁକେ ହଜି ଯିବା ଫଗୁଣର ସାଥେ (ଝି) କାହା ପାଇଁ ଉତଳା ରୂପ ତଳେ ଚପଳା ବାହୁ ଦେଖି ଜାଣେନା (ପୁ) ସମୀର ସୁରେ ଗାଇ ଏ ଝରଣା ଝରେ (ଝି) କଳିର କାନେ କାନେ ମଧୁ ଗୀତି ଭରେ ॥୨॥ YouTube ରେ ସମୀର ସୁରେ ଗାଇ ଏ ଝରଣା ଝରେ == English == Movie Song : Samira Sure Gai E Jharana Jhare Language : Odia Movie : Samarpana Singer : Chitta Jena, H.P. Geeta Lyric

ବିଲ୍ଵମଙ୍ଗଳକୃତ ଗୋବିନ୍ଦ ଦାମୋଦର ସ୍ତୋତ୍ରମ୍, ଗୋବିନ୍ଦ ଦାମୋଦର ମାଧବେତି - Bilvamangalakruta Govinda Damodara Stotram, Govinda Damodara Madhaveti Lyrics

Image
== ଓଡ଼ିଆ == ଗୀତ : ବିଲ୍ଵମଙ୍ଗଳକୃତ ଗୋବିନ୍ଦ ଦାମୋଦର ସ୍ତୋତ୍ରମ୍ ଭାଷା : ସଂସ୍କୃତ ଆଲବମ : ଶ୍ରୀ ଗୋବିନ୍ଦ ଦାମୋଦର ସ୍ତୋତ୍ରମ୍ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ବିଲ୍ଵମଙ୍ଗଳାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ ମସିହା : ୨୦୦୦ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ ॥ ଅଗ୍ରେ କୁରୁଣାମ୍ ଅଥ ପାଣ୍ଡବାନାଂ ଦୁଃଶାସନେନା ହୃତ ବସ୍ତ୍ର କେଶା କୃଷ୍ଣା ତଦାକ୍ରୋଶତ୍ ଅନନ୍ୟନାଥା ଗୋବିନ୍ଦ ଦାମୋଦର ମାଧବେତି ॥୧॥ ଶ୍ରୀକୃଷ୍ଣ ବିଷ୍ଣୋ ମଧୁକୈଟଭାରେ ଭକ୍ତାନୁକମ୍ପିନ୍ ଭଗବନ୍ ମୁରାରେ ତ୍ରାୟସ୍ୱ ମାଂ କେଶବ ଲୋକନାଥ ଗୋବିନ୍ଦ ଦାମୋଦର ମାଧବେତି ॥୨॥ ବିକ୍ରେତୁ କାମା କିଲ ଗୋପକନ୍ୟା ମୁରାରି ପାଦାର୍ପିତ ଚିତ୍ତ ବୃତ୍ତିଃ ଦଧ୍ୟାଦିକଂ ମୋହବଶାତ୍ ଅବୋଚତ୍ ଗୋବିନ୍ଦ ଦାମୋଦର ମାଧବେତି ॥୩॥ ଉଲୂଖଲେ ସମ୍ଭୃତ ତଣ୍ଡୁଳାଂଶ୍ଚ ସୈଘଟ୍ଟୟନ୍ତ୍ୟୋ ମୁସଲୈଃ ପ୍ରମୁଗ୍ଧାଃ ଗାୟନ୍ତି ଗୋପ୍ୟୋ ଜନିତାନୁରାଗା ଗୋବିନ୍ଦ ଦାମୋଦର ମାଧବେତି ॥୪॥ କାଚିତ୍ କରାମ୍ଭୋଜ ପୁଟେ ନିଶାଣଂ କ୍ରୀଡ଼ା-ଶୁକଂ କିଂଶୁକ-ରକ୍ତ-ତୁଣ୍ଡମ୍ ଅଧ୍ୟାପୟାମାସ ସରୋରୁହାକ୍ଷୀ ଗୋବିନ୍ଦ ଦାମୋଦର ମାଧବେତି ॥୫॥ ଗୃହେଗୃହେ ଗୋପବଧୂ ସମୂହଃ ପ୍ରତିକ୍ଷଣଂ ପିଞ୍ଜର ସାରିକାଣାମ୍  ସ୍ଖଳଦ୍‐ଗିରଂ ବାଚୟିତୁଂ ପ୍ରବୃତ୍ତୋ ଗୋବିନ୍ଦ ଦାମୋଦର ମାଧବେତି ॥୬॥ ପର୍ୟଙ୍କିକାଭାଜମ୍ ଅଳମ୍ କୁମାରଂ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ