Posts
Showing posts from February, 2019
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
ସୂଚନା ୩୨ ଟି ପ୍ରସିଦ୍ଧ ହନୁମାନ ବିଗ୍ରହ ଦର୍ଶନ କରନ୍ତୁ ଏବଂ ଶ୍ରୀ ହନୁମାନ ଚାଳିଶାର ଅର୍ଥ ପଢ଼ନ୍ତୁ Smaranika.in ରେ । ==ଓଡ଼ିଆ== ଗୀତ : ଶ୍ରୀ ହନୁମାନ ଚାଳିଶା ଭାଷା : ଅୱଧୀ ଗୀତିକାର : ସନ୍ଥ ତୁଳସୀ ଦାସ କଣ୍ଠ : ହରିହରନ୍ ॥ ଦୋହା ॥ ଶ୍ରୀଗୁରୁ ଚରନ ସରୋଜ ରଜ, ନିଜ ମନୁ ମୁକୁରୁ ସୁଧାରି ବରନଉଁ ରଘୁବର ବିମଲ ଜସୁ, ଜୋ ଦାୟକୁ ଫଲଚାରି ॥ ବୁଦ୍ଧିହୀନ ତନୁ ଜାନିକେ, ସୁମିରୌଁ ପୱନ-କୁମାର ବଲ ବୁଧି ବିଦ୍ୟା ଦେହୁ ମୋହିଁ, ହରହୁ କଲେସ ବିକାର ॥ ॥ ଚୌପାଈ ॥ ଜୟ ହନୁମାନ ଜ୍ଞାନ ଗୁନ ସାଗର ଜୟ କପୀସ ତିହୁଁ ଲୋକ ଉଜାଗର ॥୧॥ ରାମ ଦୂତ ଅତୁଲିତ ବଲ ଧାମା ଅଞ୍ଜନି-ପୁତ୍ର ପୱନସୁତ ନାମା ॥୨॥ ମହାବୀର ବିକ୍ରମ ବଜରଙ୍ଗୀ କୁମତି ନିୱାର ସୁମତି କେ ସଙ୍ଗୀ ॥୩॥ କଂଚନ ବରନ ବିରାଜ ସୁବେସା କାନନ କୁଣ୍ଡଲ କୁଂଚିତ କେସା ॥୪॥ ହାଥ ବଜ୍ର ଔ ଧ୍ଵଜା ବିରାଜୈ କାନ୍ଧେ ମୂଁଜ ଜନେଊ ସାଜୈ ॥୫॥ ସଂକର ସୁୱନ କେସରୀ ନନ୍ଦନ ତେଜ ପ୍ରତାପ ମହାଜଗ ବନ୍ଦନ ॥୬॥ ବିଦ୍ୟାୱାନ ଗୁନୀ ଅତି ଚାତୁର ରାମ କାଯ କରିବେ କୋ ଆତୁର ॥୭॥ ପ୍ରଭୁ ଚରିତ୍ର ସୁନିବେ କୋ ରସିୟା ରାମ ଲଖନ ସୀତା ମନ ବସିୟା ॥୮॥ ସୂକ୍ଷ୍ମ ରୂପ ଧରି ସି...
ଚିଠି ମୋର ଟିକି ଚଢେଇ - Chithi Mora Tiki Chadhei Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ: ଚିଠି ମୋର ଟିକି ଚଢ଼େଇ ଭାଷା: ଓଡ଼ିଆ କଣ୍ଠ: ଅକ୍ଷୟ ମହାନ୍ତି, ଅନୁରାଧା ପୌଡ଼ୱାଲ ଗୀତିକାର : ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି ଚଳଚିତ୍ର: ସ୍ଵପ୍ନ ସାଗର ମସିହା: ୧୯୮୩ (ପୁ) ଚିଠି ମୋର ଟିକି ଚଢ଼େଇ (୨) ଫୁର୍ କିନା ଦେଲି ଉଡ଼େଇ ସେଇ ଚଢ଼େଇ (ଝି) ଲା ଲା ଲା ଲା ଲା (ପୁ) କହିବ ଯାଇ (ଝି) ଲା ଲା ଲା ଲା ଲା (ପୁ) ସେଇ ଚଢ଼େଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ ସେ ତୋରି ପାଇଁ, ତୋ ପାଇଁ ତୋରି ପାଇଁ, ତୋ ପାଇଁ ॥ (ଝି) ସାଗର ସାଗର ସାଗର ବୁକୁରେ, ଲହରୀରେ ଢେଉ ଢେଉକା ସାଗର ସାଗର ସାଗର ବୁକୁରେ, ଲହରୀରେ ଢେଉ ଢେଉକା (ପୁ) ଲହରୀ ଲହରୀ ଲହରୀ ବୁକୁରେ ପାଇଚି ମୁଁ ମୋ ଶାମୁକା ଶାମୁକା ମୋର ଅତି ନିଜର ଜାଣେନା ସେ ତ କାହାର ପାଇଁ (ଝି) ସେ ତୋରି ପାଇଁ ତୋ ପାଇଁ ତୋରି ପାଇଁ ତୋ ପାଇଁ ॥୧॥ (ପୁ) ଶାମୁକା ଶାମୁକା ଶାମୁକା ଓଠରେ, ଶିଶିର ହୋଇଚି ସାଇତା ଶାମୁକା ଶାମୁକା ଶାମୁକା ଓଠରେ, ଶିଶିର ହୋଇଚି ସାଇତା (ଝି) ଜାଣେନା ଜାଣେନା ଜାଣେନା କେବେସେ ଶିଶିର ହେବ ଯେ ମୁକୁତା ମୋ ମନର ସେଇ ଶିଶିର ମୁକୁତା ହେଲେ କାହାର ପାଇଁ (ପୁ +ଝି) ସେ ଆମ ପାଇଁ, ଆମ ପାଇଁ ଆମ ପାଇଁ, ଆମ ପାଇଁ ॥୨॥ (ପୁ) ଚିଠି ମୋର ଟିକି ଚଢ଼େଇ (ଝି) ଆ.... (ପୁ) ଚିଠି ମୋର ଟିକି ଚଢ଼େଇ (ଝି) ଆ.....
ସଂସାରର ସଂଜ୍ଞା - Sansarara Sanjna Odia Kabita
- Get link
- X
- Other Apps
ଗୀତ : ସଂସାରର ସଂଜ୍ଞା ଭାଷା : ଓଡ଼ିଆ ଗୀତିକାର : ଶ୍ରୀ ଗୌରୀକାନ୍ତ କର ଦୁଇ ଉପନଦୀ କେଉଁ ଅଦ୍ରିରୁ ବାହାରି, ମିଶିଗଲେ ଦୁଇଧାର ଏକ ନଦୀ ହୋଇ ପୁଣି ପ୍ରକୃତିର ଝଡ଼ ଝଞ୍ଜା ସୁଖ ଦୁଃଖ ନେଇ, ପ୍ରବାହିତ ତଟିନୀଟି ଧାଇଁ ଯାଏ ମିଶିବାକୁ ଶାଖା ଓ ପ୍ରଶାଖା ମେଲି ସଂସାର ସାଗରେ, ଅବଶେଷ ନିଶ୍ଚିହ୍ନ ହୋଇଯାଏ ॥ କେତେବେଳେ ଜୁଆର ଓ ଭଟ୍ଟା, ତରଙ୍ଗରେ ଭାସି ଭାସି ସ୍ମୃତି ଅନୁଭୁତି ମୁଣ୍ଡପିଟେ ବେଳାଭୂମିପରେ ଛାଡ଼ିଯାଏ ବାଲୁକା ଶେଯରେ କି ସୁନ୍ଦର ଶାମୁକା ଓ ଶଙ୍ଖ ଅବା, କେତେବେଳେ କୁତ୍ସିତ ଶବ ଏବଂ ଅସ୍ଥିମାଳ ବୁଝିପାରେ ନାହିଁ ସୃଷ୍ଟିର ନିୟମ ସତରେ କି ଏହା ଅଟେ "ସଂସାରର ସଂଜ୍ଞା" ॥ Image: ଗୀତିକାର "ଶ୍ରୀ ଗୌରୀକାନ୍ତ କର" ପତ୍ନୀଙ୍କ ସହିତ ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
ଜଗବନ୍ଧୁ ହେ ଗୋସାଇଁ - Jagabandhu he gosain Lyrics
- Get link
- X
- Other Apps
== ଓଡ଼ିଆ == ଗୀତ: ଜଗବନ୍ଧୁ ହେ ଗୋସାଇଁ ଭାଷା: ଓଡ଼ିଆ କଣ୍ଠ: ଶ୍ରୀ ଭିକାରି ବଳ ଗୀତିକାର: ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ: ଶ୍ରୀ ଭୁବନ ଜଗବନ୍ଧୁ ହେ.. ଏ.. ଜଗବନ୍ଧୁ ହେ ଗୋସାଇଁ.. ଇ.. ଜଗବନ୍ଧୁ ହେ ଗୋସାଇଁ ତୁମ୍ଭ ଶ୍ରୀଚରଣ ବିନୁ, ଅନ୍ୟ ଗତି ନାହିଁ ତୁମ୍ଭ ଶ୍ରୀଚରଣ ବିନୁ, ଅନ୍ୟ ଗତି ନାହିଁ ଜଗବନ୍ଧୁ ହେ ଗୋସାଇଁ.. ଇ.. ଜଗବନ୍ଧୁ ହେ ଗୋସାଇଁ ॥ ରଥ ଚାରିପାଶେ ଲମ୍ବେ, ମୁକୁତାର ଝରା ଝଲ ମଲ ଦିଶୁଥାଇ, ପ୍ରଭୁ ଚକାଡ଼ୋଳା ରଥ ଚାରିପାଶେ ଲମ୍ବେ, ମୁକୁତାର ଝରା ଝଲ ମଲ ଦିଶୁଥାଇ, ପ୍ରଭୁ ଚକାଡ଼ୋଳା ଜଗବନ୍ଧୁ ହେ ଗୋସାଇଁ.. ଇ.. ଜଗବନ୍ଧୁ ହେ ଗୋସାଇଁ ॥୧॥ ଆଗେ ଚଳେ ବଳଭଦ୍ର, ମଧ୍ୟେ ଚାନ୍ଦମମୁହିଁରେ ପଛେ ଆସୁଛି କାଳିଆ, ଗହଳ ଲଗାଇରେ ଆଗେ ଚଳେ ବଳଭଦ୍ର, ମଧ୍ୟେ ଚାନ୍ଦମମୁହିଁରେ ପଛେ ଆସୁଛି କାଳିଆ, ଗହଳ ଲଗାଇରେ ଜଗବନ୍ଧୁ ହେ ଗୋସାଇଁ.. ଇ.. ଜଗବନ୍ଧୁ ହେ ଗୋସାଇଁ ॥୨॥ ସାତସପଞ୍ଚାଶ କୋଷ, ଚାଲି ନପାରଇ ମୋହ ଯିବା ଯାଏ, ନନ୍ଦିଘୋଷେ ଥିବରହି ସାତସପଞ୍ଚାଶ କୋଷ, ଚାଲି ନପାରଇ ମୋହ ଯିବା ଯାଏ, ନନ୍ଦିଘୋଷେ ଥିବରହି ମୋହ ଯିବା ଯାଏ, ନନ୍ଦିଘୋଷେ ଥିବରହି ଜଗବନ୍ଧୁ ହେ ଗୋସାଇଁ ଜଗବନ୍ଧୁ ହେ ଗୋସାଇଁ ଜଗବନ୍ଧୁ ହେ ଗୋସାଇଁ ॥୩॥ YouTube ରେ ଜଗବନ୍ଧୁ ହେ ଗୋସାଇଁ == English == Song : Jagabandhu...
ହାଏ ତୋ ପ୍ରେମ ମୋତେ ମାରିଦେଲାରେ (ଧୀମା ଧୀମା ଆଖି ମିଠା ମିଠା ସ୍ଵପ୍ନ) - Hae To Prema Mote Maridelare (Dheema Dheema Aakhi Mitha mitha swapna) Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ହାଏ ତୋ ପ୍ରେମ ମୋତେ ମାରିଦେଲାରେ ଚଳଚିତ୍ର : ବଜରଙ୍ଗୀ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଦୀପ୍ତିରେଖା ଗୀତିକାର : ସୁବ୍ରତ ସ୍ୱାଇଁ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୭ (ପୁ) ଓ...ଓ... ଓହୋ ଓ...ଓ... ଧୀମା ଧୀମା ଆଖି ମିଠା ମିଠା ସ୍ଵପ୍ନ କହେ କେତେ କଥା ଓ... କିବା ରାତି ଦିନ ଜିଉଁଚି ମରୁଚି ମୁଁ ଦିନ ରାତି ତୋ ଛୁଆଁରେ ହାଏ ତୋ ପ୍ରେମ ତୋ ପ୍ରେମ ହାଏରେ ମୋତେ ମାରିଦେଲାରେ ହାଏ ତୋ ପ୍ରେମ ତୋ ପ୍ରେମ ହାଏରେ ମୋତେ ମାରି..ମାରି ହାଏରେ ମୋତେ ମାରି..ମାରି ହାଏରେ ମୋତେ ମାରିଦେଲାରେ (ଝି) ଓଦା ଓଦା ମନ ମିଠା ମିଠା ପ୍ରେମ କହେ କେତେ କଥା ଓ... କିବା ରାତି ଦିନ ଜଳୁଚି ଲିଭୁଚି ମୁଁ ଦିନ ରାତି ତୋ ପ୍ରେମରେ ହାଏ ତୋ ପ୍ରେମ ତୋ ପ୍ରେମ ହାଏରେ ମୋତେ ସାରିଦେଲାରେ ହାଏ ତୋ ପ୍ରେମ ତୋ ପ୍ରେମ ହାଏରେ ମୋତେ ସାରି..ସାରି ହାଏରେ ମୋତେ ସାରି..ସାରି ହାଏରେ ମୋତେ ସାରିଦେଲାରେ ॥୧॥ You got to feel me... You got to love me... You got to hug me... Despacito... (ପୁ) ସପନେ ଆସୁଚୁ ସପନେ ହସୁଚୁ ସପନେ ଋଷୁଚୁ ତୁ ହାଏରେ ମରିଯାଏ ମୁଁ (ଝି) ମେଘର ଦୋଳିରେ ଫୁଲର ଥାଳିରେ ଛୁଇଁ ଦେଇ ଯାଉ ତୁ... ହାଏରେ ମରିଯାଏ ମୁଁ (ପୁ) ଭିଜା ଭିଜା ...
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ - dinabandhu ehi ali Shrichhamure Lyrics
- Get link
- X
- Other Apps
== ଓଡ଼ିଆ == ଗୀତ: ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଭାଷା: ଓଡ଼ିଆ କଣ୍ଠ: ଅନୁରାଧା ପୌଡ଼ୱାଲ ଗୀତିକାର: ବନମାଳି ଦାସ ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଏ... ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ରହିଥାଉ ନିରନ୍ତରେ ଏ... ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୧॥ ଦାନା କନା ପଛେ ମନା ହେଉ ମତେ (୨) ନୀଳଚକ୍ର ବାନା ଚାହିଁ... ସୁଖୀ ହେଉଥିବି ଅଖିଳ ପତି ହେ (୨) ନୀର୍ଦ୍ଦୟ ହୋଇବ ନାହିଁ... ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୨॥ ବାରମାସେ ତେର ଯାତ୍ରା ଦେଖୁଥିବି (୨) ଶ୍ରୀକ୍ଷେତ୍ରେ ହୋଇ ଭିକାରି... ସାଧୁ ସନ୍ଥଙ୍କର ବୋଲାଇ କିଙ୍କର ମାଗୁଥିବି ମାଧୁକରୀ... ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୩॥ ଆନନ୍ଦ ବଜାରେ ବୁଲି ମୁଁ ମଜାରେ (୨) ଗାଉଥିବି ତୋର ନାମ... ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି ବୋଲି ହରେକୃଷ୍ଣ ନାମ... ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୪॥ ଏଥିପାଇଁ କୁଳ ମୂଳ ହରାଇଛି (୨) ସାଥି କରି ତୋତେ ଏକା... ଦାସ ବନମାଳୀ ଦୋଷ ନ ଧରିବୁ ଗୋବର୍ଦ୍ଧନ ଗିରି ଟେକା... ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ॥୫॥ ଏ... ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ରହିଥାଉ ନିରନ୍ତରେ ଏ... ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁ...
ଟିକେ ଟିକେ ବର୍ଷା ହେଲା ଟିକେ ଛିଟା ଲାଗିଲା - Tike Tike Barsha Hela Tike Chhita Lagila Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଟିକେ ଟିକେ ବର୍ଷା ହେଲା ଟିକେ ଛିଟା ଲାଗିଲା ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅସୀମା ପଣ୍ଡା ଗୀତିକାର : ଟୁନୁ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶକ : ବିମୁଗ୍ଧ ଦାସ ମସିହା : ୨୦୧୯ Image: Singers of "ଟିକେ ଟିକେ ବର୍ଷା ହେଲା", ଅସୀମା ପଣ୍ଡା, ହୁମାନ ସାଗର (ପୁ) ଟିକେ ଟିକେ ବର୍ଷା ହେଲା ଟିକେ ଛିଟା ଲାଗିଲା ଟୋପା ଟୋପା ତୋ ଦେହରେ ମୋତି ଝରିଲା ଓ.. ଟିକେ ଟିକେ ବର୍ଷା ହେଲା ଟିକେ ଛିଟା ଲାଗିଲା ଟୋପା ଟୋପା ତୋ ଦେହରେ ମୋତି ଝରିଲା (ଝି) ଟିକେ ଟିକେ ଖରା ହେଲା ଟିକେ ନାଲି ଦିଶିଲା ମିଠା ମିଠା ତୋ ମୁଁହରେ ରଙ୍ଗ ଝରିଲା (ପୁ) ସେଇ ରଙ୍ଗରେ ସେଇ ଋତୁରେ ଲାଗେ ସତେରେ ମୋ ମନରେ ପ୍ରେମ ଉଙ୍କି ମାରିଲା (ପୁ) ପ୍ରେମ ହେଲା ପ୍ରେମ ହେଲା ହୋଲେ ହୋଲେ ହେଇ ଗଲା ସାତ ରଙ୍ଗ ସାତ ସୁର ମୋ ମନରେ ଭରିଗଲା ॥ (ପୁ) ହେଇ..ଏ..ଉଁ..ଉଁ..ଉଁ.. ହେଏ..ଏ...ଉଁ..ଉଁ.. ଏମିତି ତୁ ଆସିଲୁ ମୋ ମନରେ ବସିଲୁ ଭରସାର ପ୍ରେମ ନେଇ ଭଲ ପାଇଲୁ (ଝି) ଆହାହା.. ଏମିତି ତୁ ଚାହିଁଲୁ ଭାବନାରେ କହିଲୁ ଜୀଇଁବାର ଆଶା ନେଇ ମତେ ଛୁଇଁଲୁ (ପୁ) ସେଇ ଛୁଆଁରେ ତୋ ଗୀତରେ ଲାଗେ ସତେରେ ହୃଦୟରେ ସାତ ରାଗ ବାନ୍ଧିଲା (ଝି) ପ୍ରେମ ହେଲା ପ୍ରେମ ହେଲା ହୋଲେ ହୋଲେ ହେଇ ଗଲା ସାତ ରଙ୍ଗ ସାତ ସୁର ମୋ ମନରେ ଭରିଗଲା ॥୧॥ (ପୁ)...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
- Get link
- X
- Other Apps
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ ...
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics
== ଓଡ଼ିଆ == ଭଜନ : କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଭାଷା : ଓଡ଼ିଆ ଆଲବମ : ସାଲବେଗ ଓ ଭୀମ ଭୋଇ ଭଜନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୦ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ବିଜୟ କର ପ୍ରଭୁ.. ବିଜୟ କର ପ୍ରଭୁ ଚାପକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୧॥ କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି ବିଧାତା ବାମ ହେଲା.. ବିଧାତା ବାମ ହେଲା ଓଡ଼ିଶାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୨॥ ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ରେଣୁ ଯେ ପଡ଼ୁଥିବ.. ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୩॥ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ ଧିକ ଧିକ ଆମ୍ଭ.. ଧିକ ଧିକ ଆମ...
ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics
== ଓଡ଼ିଆ == ଭଜନ : ରୂପରେଖ ନାହିଁ ହେ ଶୂନ୍ୟଦେହୀ ଭାଷା : ଓଡ଼ିଆ ଆଲବମ : ତୁମରି ଇଚ୍ଛା କରହେ ପୂର୍ଣ୍ଣ କଣ୍ଠ : ଶ୍ରୀ ରଘୁନାଥ ପାଣିଗ୍ରାହୀ ଗୀତିକାର : ସନ୍ଥକବି ଭୀମ ଭୋଇ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବଢୁଅଛି ଜଳ ନାହିଁ ନଦୀକୂଳ ବଢୁଅଛି ଜଳ ନାହିଁ ନଦୀକୂଳ ଓଲକାପାତ ଧାରା ବହି ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥ ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ଉଦେ ଅସ୍ତ ନାହିଁ ତହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୧॥ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଫୁଟିଛି ପତର ଡେମ୍ଫ ନାହିଁ ତାର ଫୁଟିଛି ପତର ଡେମ୍ଫ ନାହିଁ ତାର ଅସାଧନା ମାର୍ଗେ ପାଇ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୨॥ YouTube ରେ ରୂପରେଖ ନାହିଁ ହେ ଶୂନ୍ୟଦେହୀ ==...
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics
== ଓଡ଼ିଆ == ଗୀତ : ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଭାଷା : ଓଡ଼ିଆ କଣ୍ଠ : ଶାନ୍ତିଲତା ବାରିକ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ ମୋ ପ୍ରାଣ ତାକୁ ସମର୍ପିଛି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥୧॥ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ତା ଛନ୍ଦା ଚରଣେ ମୁଁ ଦାସୀ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଶ୍ରୀକ୍ଷେତ୍ରେ ନନେ କ୍ଷେତ୍ରବାସୀ ପୁରୁଷୋତ୍ତମ କ୍ଷେତ୍ରବାସୀ ...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
ଲେଖା ସମୂହର ବିଭାଗୀକରଣ
ଲେଖା ସମୂହର ବିଭାଗୀକରଣ
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
-
-
-
-
-
-
-
-
-
-
-
-
- ଶ୍ରୀ ହନୁମାନ ଚାଳିଶା - Shri Hanuman Chalisha Lyrics
- ଚିଠି ମୋର ଟିକି ଚଢେଇ - Chithi Mora Tiki Chadhei Lyrics
- ସଂସାରର ସଂଜ୍ଞା - Sansarara Sanjna Odia Kabita
- ଜଗବନ୍ଧୁ ହେ ଗୋସାଇଁ - Jagabandhu he gosain Lyrics
- ହାଏ ତୋ ପ୍ରେମ ମୋତେ ମାରିଦେଲାରେ (ଧୀମା ଧୀମା ଆଖି ମିଠା ମ...
- ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ - dinabandhu ehi ali S...
- ଟିକେ ଟିକେ ବର୍ଷା ହେଲା ଟିକେ ଛିଟା ଲାଗିଲା - Tike Tike ...
- ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kich...
-
-