Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସମୀର ସୁରେ ଗାଇ ଏ ଝରଣା ଝରେ - Samira Sure Gai E Jharana Jhare Lyrics

== ଓଡ଼ିଆ ==

ଫିଲ୍ମଗୀତ : ସମୀର ସୁରେ ଗାଇ ଏ ଝରଣା ଝରେ
ଭାଷା : ଓଡ଼ିଆ
ଚଳଚିତ୍ର : ସମର୍ପଣ
କଣ୍ଠ : ଚିତ୍ତ ଜେନା, ଏଚ.ପି. ଗୀତା   
ଗୀତିକାର : ଯୁଗଳ କିଶୋର ଯୋଶୀ
ସଂଗୀତ ନିର୍ଦ୍ଦେଶକ : ଉପେନ୍ଦ୍ର କୁମାର
ମସିହା : ୧୯୭୮



(ଝି)
ସମୀର ସୁରେ ଗାଇ ଏ ଝରଣା ଝରେ
କଳିର କାନେ କାନେ ମଧୁ ଗୀତି ଭରେ
(ପୁ)
ସପନର ଗୀତିକା ମିଳନର ଗୀତିକା
ରୂପ ନିଏ ମରମରେ
(ଝି)
ସମୀର ସୁରେ ଗାଇ ଏ ଝରଣା ଝରେ ॥


(ଝି)
ଯାଇ ଫୁଲ ସଞ୍ଜ ଢଳେ ପକ୍ଷୀ ଆସେ ନୀଡ଼େ ଫେରେ
ଆଖି ଖୋଲେ ନୀଳକଇଁ ଆଶା କେତେ ଭରେ
ଜୋଛନାର ଦୀପାଳିରେ ହସିବ ଆକାଶ ଛାତି
ତାରା ଫୁଲ ସାଇତିଛି କାହା ପାଇଁ ରାତି
(ପୁ)
ଚାନ୍ଦ କିବା ଜାଣେନା ଚକୋର କି ଚାହେଁନା
ରୂପ ସୁଧା ଜୋଛନା 
(ଝି)
ସମୀର ସୁରେ ଗାଇ ଏ ଝରଣା ଝରେ ॥୧॥ 


(ପୁ)
ଯୁଗ ବିତେ ପଲକରେ ପିଆସିଆ ମନ ଝୁରେ
ରୁହନାହିଁ ଦୂରେ ଦୂରେ ଭରି ନାହିଁ ଆଖି
ବସନ୍ତର ବାସ ଭରା କୁଞ୍ଜରେ କୋଇଲି ଡାକେ
ବନ ବୁକେ ହଜି ଯିବା ଫଗୁଣର ସାଥେ
(ଝି)
କାହା ପାଇଁ ଉତଳା ରୂପ ତଳେ ଚପଳା
ବାହୁ ଦେଖି ଜାଣେନା
(ପୁ)
ସମୀର ସୁରେ ଗାଇ ଏ ଝରଣା ଝରେ
(ଝି)
କଳିର କାନେ କାନେ ମଧୁ ଗୀତି ଭରେ ॥୨॥


YouTube ରେ ସମୀର ସୁରେ ଗାଇ ଏ ଝରଣା ଝରେ



== English ==

Movie Song : Samira Sure Gai E Jharana Jhare
Language : Odia
Movie : Samarpana
Singer : Chitta Jena, H.P. Geeta
Lyricist : Jugal Kishore Joshi
Music Director : Upendra Kumar
Year : 1978



(F)
Samira sure gai e jharana jhare
Kalira kane kane madhu giti bhare
(M)
Sapanara gitika milanara gitika
Rupa nie maramare
(F)
Samira sure gai e jharana jhare ॥


(F)
Jai phula sanja dhale pakhi ase nide phere
Aakhi khole nilakain asha kete bhare
Jochhanara dipalire hasiba akasha chhati
Tara phula saitichhi kaha pain rati
(M)
Chanda kiba janena chakora ki chahenna
Rupa sudha jochhana
(F)
Samira sure gai e jharana jhare ॥1॥ 


(M)
Juga bite palakare piasia mana jhure
Rahunahin dure dure bhari nahin akhi
Basantara basa bhara kunjare koili dake
Bana buke haji jiba phagunara sathe
(F)
Kaha pain utala rupa tale chapala
Bahu dekhi janena
(M)
Samira sure gai e jharana jhare
(F)
Kalira kane kane madhu giti bhare ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ