ସମୀର ସୁରେ ଗାଇ ଏ ଝରଣା ଝରେ - Samira Sure Gai E Jharana Jhare Lyrics
ଫିଲ୍ମଗୀତ : ସମୀର ସୁରେ ଗାଇ ଏ ଝରଣା ଝରେ
ଭାଷା : ଓଡ଼ିଆ
ଚଳଚିତ୍ର : ସମର୍ପଣ
କଣ୍ଠ : ଚିତ୍ତ ଜେନା, ଏଚ.ପି. ଗୀତା
ଗୀତିକାର : ଯୁଗଳ କିଶୋର ଯୋଶୀ
ସଂଗୀତ ନିର୍ଦ୍ଦେଶକ : ଉପେନ୍ଦ୍ର କୁମାର
ମସିହା : ୧୯୭୮
(ଝି)
ସମୀର ସୁରେ ଗାଇ ଏ ଝରଣା ଝରେ
କଳିର କାନେ କାନେ ମଧୁ ଗୀତି ଭରେ
(ପୁ)
ସପନର ଗୀତିକା ମିଳନର ଗୀତିକା
ରୂପ ନିଏ ମରମରେ
(ଝି)
ସମୀର ସୁରେ ଗାଇ ଏ ଝରଣା ଝରେ ॥
(ଝି)
ଯାଇ ଫୁଲ ସଞ୍ଜ ଢଳେ ପକ୍ଷୀ ଆସେ ନୀଡ଼େ ଫେରେ
ଆଖି ଖୋଲେ ନୀଳକଇଁ ଆଶା କେତେ ଭରେ
ଜୋଛନାର ଦୀପାଳିରେ ହସିବ ଆକାଶ ଛାତି
ତାରା ଫୁଲ ସାଇତିଛି କାହା ପାଇଁ ରାତି
(ପୁ)
ଚାନ୍ଦ କିବା ଜାଣେନା ଚକୋର କି ଚାହେଁନା
ରୂପ ସୁଧା ଜୋଛନା
(ଝି)
ସମୀର ସୁରେ ଗାଇ ଏ ଝରଣା ଝରେ ॥୧॥
(ପୁ)
ଯୁଗ ବିତେ ପଲକରେ ପିଆସିଆ ମନ ଝୁରେ
ରୁହନାହିଁ ଦୂରେ ଦୂରେ ଭରି ନାହିଁ ଆଖି
ବସନ୍ତର ବାସ ଭରା କୁଞ୍ଜରେ କୋଇଲି ଡାକେ
ବନ ବୁକେ ହଜି ଯିବା ଫଗୁଣର ସାଥେ
(ଝି)
କାହା ପାଇଁ ଉତଳା ରୂପ ତଳେ ଚପଳା
ବାହୁ ଦେଖି ଜାଣେନା
(ପୁ)
ସମୀର ସୁରେ ଗାଇ ଏ ଝରଣା ଝରେ
(ଝି)
କଳିର କାନେ କାନେ ମଧୁ ଗୀତି ଭରେ ॥୨॥
YouTube ରେ ସମୀର ସୁରେ ଗାଇ ଏ ଝରଣା ଝରେ
== English ==
Movie Song : Samira Sure Gai E Jharana Jhare
Language : Odia
Movie : Samarpana
Singer : Chitta Jena, H.P. Geeta
Lyricist : Jugal Kishore Joshi
Music Director : Upendra Kumar
Year : 1978
(F)
Samira sure gai e jharana jhare
Kalira kane kane madhu giti bhare
(M)
Sapanara gitika milanara gitika
Rupa nie maramare
(F)
Samira sure gai e jharana jhare ॥
(F)
Jai phula sanja dhale pakhi ase nide phere
Aakhi khole nilakain asha kete bhare
Jochhanara dipalire hasiba akasha chhati
Tara phula saitichhi kaha pain rati
(M)
Chanda kiba janena chakora ki chahenna
Rupa sudha jochhana
(F)
Samira sure gai e jharana jhare ॥1॥
(M)
Juga bite palakare piasia mana jhure
Rahunahin dure dure bhari nahin akhi
Basantara basa bhara kunjare koili dake
Bana buke haji jiba phagunara sathe
(F)
Kaha pain utala rupa tale chapala
Bahu dekhi janena
(M)
Samira sure gai e jharana jhare
(F)
Kalira kane kane madhu giti bhare ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...