Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମନକୁ ତୋର ଚୋରେଇ ନେଲି ତତେ ବି ଚୋରେଇ ନେବି - Manaku Tora Chorei Neli Tate Bi Chorei Nebi Lyrics

== ଓଡ଼ିଆ ==

ଗୀତ : ମନକୁ ତୋର ଚୋରେଇ ନେଲି
ଭାଷା : ଓଡ଼ିଆ
ଆଲବମ : ଭଲ ପାଉଚି
କଣ୍ଠ : କୁମାର ସାନୁ
ଗୀତିକାର : ପଞ୍ଚାନନ ନାୟକ
ସଂଗୀତ ନିର୍ଦ୍ଦେଶକ : କୃଷ୍ଣଚନ୍ଦ୍ର
ମସିହା : ୨୦୦୯



(ପୁ)
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଯାଉକିଛି ଦିନ ଦେଖୁଥା ସପନ
ଯାଉକିଛି ଦିନ ଦେଖୁଥା ସପନ
ବର ହେଇ ମୁଁ ତୋ ଗାଁକୁ ଯିବି
ବର ହେଇ ମୁଁ ତୋ ଗାଁକୁ ଯିବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ତତେ ବି ଚୋରେଇ ନେବି ॥


(ପୁ-ସମସ୍ତେ)
ହେ..ହେ..
ଆହା..ଆହା..ଆହା..ଆହା.. 

(ପୁ)
ଝିଲିମିଲିକା ଶାଢ଼ି ପିନ୍ଧି
ଟିପିଟିପିକା ଚନ୍ଦନରେ
ସଜ ହେଇଥିବୁ ତୁ 
(ପୁ-ସମସ୍ତେ)
ଓହୋ..ଓହୋ..
(ପୁ)
ପାଟ ଧୋତି ଯୋଡ଼ ପିନ୍ଧି
ମଥାରେ ପଗଡ଼ି ବାନ୍ଧି
ପାଲିଙ୍କିରେ ଆସିବି ଲୋ ମୁଁ
ହାଁ..ଝିଲିମିଲିକା ଶାଢ଼ି ପିନ୍ଧି
ଟିପିଟିପିକା ଚନ୍ଦନରେ
ସଜ ହେଇଥିବୁ ତୁ   
(ପୁ-ସମସ୍ତେ)
ଓହୋ..ଓହୋ..
(ପୁ)
ପାଟ ଧୋତି ଯୋଡ଼ ପିନ୍ଧି
ମଥାରେ ପଗଡ଼ି ବାନ୍ଧି
ପାଲିଙ୍କିରେ ଆସିବି ଲୋ ମୁଁ

ଝରକା ଫାଙ୍କରୁ ଚାହିଁବୁ ଲୋ ମତେ 
ଝରକା ଫାଙ୍କରୁ ଚାହିଁବୁ ଲୋ ମତେ
ଇସାରାରେ ମୁଁ କିଛି କହିବି  
ଇସାରାରେ ମୁଁ କିଛି କହିବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଆରେ ତତେ ବି ଚୋରେଇ ନେବି ॥୧॥ 


(ପୁ-ସମସ୍ତେ)
ହେ..ହେ..
ଆହା..ଆହା..ଆହା..ଆହା..  

(ପୁ)
ନଇଁନଇଁକା ଆସୁଥିବୁ
କଇଁକଇଁକା କାନ୍ଦୁଥିବୁ
ମିଛରେ ମିଛରେ ତୁ
ହାତରେ ହାତକୁ ଛନ୍ଦି
ସାକ୍ଷୀ ଥିବ ମାଟି ବେଦୀ
ସିନ୍ଦୂର ଦେବି ଲୋ ମୁଁ
ହାଁ..ନଇଁନଇଁକା ଆସୁଥିବୁ
କଇଁକଇଁକା କାନ୍ଦୁଥିବୁ
ମିଛରେ ମିଛରେ ତୁ
ହାତରେ ହାତକୁ ଛନ୍ଦି
ସାକ୍ଷୀ ଥିବ ମାଟି ବେଦୀ
ସିନ୍ଦୂର ଦେବି ଲୋ ମୁଁ

ଚଉଠି ଘଟଣା ତତେ କି ଅଜଣା
ଚଉଠି ଘଟଣା ତତେ କି ଅଜଣା
ସେଇ ଦିନ ମୁଁ ଜହ୍ନ ଦେଖିବି
ସେଇ ଦିନ ମୁଁ ଜହ୍ନ ଦେଖିବି

ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଯାଉକିଛି ଦିନ ଦେଖୁଥା ସପନ
ଯାଉକିଛି ଦିନ ଦେଖୁଥା ସପନ
ବର ହେଇ ମୁଁ ତୋ ଗାଁକୁ ଯିବି
ବର ହେଇ ମୁଁ ତୋ ଗାଁକୁ ଯିବି
(ପୁ-ସମସ୍ତେ)
ହେ..ହେ..ହେ..ହେ..ହେ..
(ପୁ)
ହେ..
ହେ..ହେ..ହେ..
ହୁର୍..ହା ॥୨॥


YouTube ରେ ମନକୁ ତୋର ଚୋରେଇ ନେଲି



== English ==

Song : Manaku Tora Chorei Neli
Language : Odia
Album : Bhala Pauchi
Singer : Kumar Sanu
Lyrics : Panchanana Nayak
Music Director : Krushnachandra
Year : 2009



(M)
Manaku tora chorei neli
Tate bi chorei nebi
Manaku tora chorei neli
Tate bi chorei nebi
Jaukichhi dina dekhutha sapana
Jaukichhi dina dekhutha sapana
Bara hei mun to Gaanku jibi
Bara hei mun to Gaanku jibi
Manaku tora chorei neli
Tate bi chorei nebi
Tate bi chorei nebi ॥


(M-All)
He..he..
Aaha..aha..aha..aha..

(M)
Jhilimilika shadhi pindhi
Tipitipika chandanare
Saja heithibu tu
(M-All)
Oho..oho..
(M)
Pata dhoti joda pindhi
Mathare pagadi bandhi
Palinkire asibi lo mun
Han..jhilimilika shadhi pindhi
Tipitipika chandanare
Saja heithibu tu 
(M-All)
Oho..oho..
(M)
Pata dhoti joda pindhi
Mathare pagadi bandhi
Palinkire asibi lo mun

Jharaka phankaru chahinbu lo mate
Jharaka phankaru chahinbu lo mate
Isarare mun kichhi kahibi
Isarare mun kichhi kahibi
Manaku tora chorei neli
Tate bi chorei nebi
Aare tate bi chorei nebi ॥1॥ 


(M-All)
He..he..
Aaha..aha..aha..aha..

(M)
Nainnainka asuthibu
Kainkainka kanduthibu
Michhare michhare tu
Hatare hataku chhandi
Sakhi thiba mati bedi
Sindura debi lo mun
Han..nainnainka asuthibu
Kainkainka kanduthibu
Michhare michhare tu
Hatare hataku chhandi
Sakhi thiba mati bedi
Sindura debi lo mun

Chauthi ghatana tate ki ajana
Chauthi ghatana tate ki ajana
Sei dina mun janha dekhibi
Sei dina mun janha dekhibi

Manaku tora chorei neli
Tate bi chorei nebi
Manaku tora chorei neli
Tate bi chorei nebi
Jaukichhi dina dekhutha sapana
Jaukichhi dina dekhutha sapana
Bara hei mun to Gaanku jibi
Bara hei mun to Gaanku jibi
(M-All)
He..he..he..he..he..
(M)
He..
He..he..he..
Hur..ha ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ