Posts

Showing posts with the label ଭଜନ ଓଡ଼ିଆ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା - Bajanare Kanha Bainshi Bajana Bainshi Bajana Jhure Kadamba aau Jhure Jamuna Lyrics

Image
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୯ ସେପ୍ଟେମ୍ବର ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ବଜାନାରେ କାହ୍ନା ବଇଁଶୀ ବଜାନା ଭାଷା : ଓଡ଼ିଆ ଆଲବମ : ଦହି ହାଣ୍ଡି କଣ୍ଠ : କୁମାର ବାପି ଗୀତିକାର : ଜନାର୍ଦ୍ଦନ ଭୂୟାଁ ସଂଗୀତ ନିର୍ଦ୍ଦେଶକ : ଜନାର୍ଦ୍ଦନ ଭୂୟାଁ ମସିହା : ୨୦୦୩ ବଜାନାରେ କାହ୍ନା ବଇଁଶୀ ବଜାନା ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ରାଧା ଆସିବନି ତାକୁ ହୋଇଛି ମନା ରାଧା ଆସିବନି ତାକୁ ହୋଇଛି ମନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ॥ ପାଦରେ ନୂପୁର ବାନ୍ଧି ମଉନେ ରାଧିକା କୃଷ୍ଣଙ୍କୁ ସେ ଝୁରୁଛନ୍ତି ଶୂନ୍ୟ ହୃଦେ ଏକା ନୟନ ଦେଖିବ କେବେ ଚତୁର୍ଦ୍ଧା ମୂରତି ନିଷିଦ୍ଧ ଶିକୁଳି ଡେଇଁ ଯିବେ ସେ କେମିତି ବାହୁନି ବାହୁନି ରାଈ ପଡ଼ିଛନ୍ତି ଘୁମାଇ ବାହୁନି ବାହୁନି ରାଈ ପଡ଼ିଛନ୍ତି ଘୁମାଇ ମୋ କଳା କହ୍ନେଇ ଅବୁଝା ହୁଅନା ମୋ କଳା କହ୍ନେଇ ଅବୁଝା ହୁଅନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ॥୧॥ କୋକିଳ କଣ୍ଠରୁ ଝରେ ମଧୁର ମୂର୍ଚ୍ଛନା ବସନ୍ତ ମୃଦୁ ମଳୟେ ଅଧୀର ଯମୁନା ଶିହରଣେ କମ୍ପି ଉଠେ ତନିମା ରାଧିକା କେବେ ପୁଣି କଳା କାହ୍ନୁ ଦେବେ ତାଙ୍କୁ ଦେଖା କାଳେ ଅପଯଶ ହେବ କିଏ କଳଙ୍କ ...

ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ - Sakha He Kalasakha He Kain Chaadigala Kari Eka He Lyrics

Image
== ଓଡ଼ିଆ == ଗୀତ : ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ ଭାଷା : ଓଡ଼ିଆ ଆଲବମ : ରଙ୍କୁଣୀ ଧନ କଣ୍ଠ : ଶୈଳଭାମା ମହାପାତ୍ର ଗୀତିକାର : ଅରୁଣ ମନ୍ତ୍ରୀ   ସଂଗୀତ ନିର୍ଦ୍ଦେଶନା : ବିଜୟ ମଲ୍ଲ ମସିହା : ୨୦୧୭ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ଚିଠିରେ ମୋ ଇତି ଲେଖିଲା ପରେ ବି ଚିଠିରେ ମୋ ଇତି ଲେଖିଲା ପରେ ବି ସରୁନାହିଁ ମୋର ଲେଖା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ॥ କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ ଆହେ ଅଭିମାନୀ ରଖିଥିଲ ମୋର ମାନ କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ ଆହେ ଅଭିମାନୀ ରଖିଥିଲ ମୋର ମାନ ମାନ ଅଭିମାନ ଛାଡ଼ିଦିଅ ଏବେ ମାନ ଅଭିମାନ ଛାଡ଼ିଦିଅ ଏବେ ଏ ଜୀବନ ଲାଗେ ଫିକା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ॥୧॥ ଭଲପାଉଥିଲି ତୁମକୁ ମୁଁ ମନେ ମନେ ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ ଭଲପାଉଥିଲି ତୁମକୁ ମୁଁ ମନେ ମନେ ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ ଅକୁହା ପ୍ରୀତିକୁ କହିଦେବି ଖୋଲି ଅକୁହା ପ୍ରୀତିକୁ କହିଦେବି ଖୋଲି ଆଉ କେବେ ହବ ଦେଖା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ଚିଠିରେ ମୋ ଇତି ଲେଖିଲା ପରେ ବି ଚିଠିରେ ବି ମୋ ଇତି ଲେଖିଲା ପରେ ବି ସରୁନାହିଁ ମୋର ଲେଖା ହେ ସଖା ହେ.. ସ...

ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ - Rati Pahigala Sejare Sejare Radha Shoinahin Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁନ୍ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।   == ଓଡ଼ିଆ == ଗୀତ : ରାତି ପାହିଗଲା ଶେଯରେ ଶେଯରେ ରାଧା ଭାଷା : ଓଡ଼ିଆ ଆଲବମ : ସୁନା ସବାରିରେ ଯିବୁ ସ୍ୱର୍ଗପୂରେ କଣ୍ଠ : ସୁରେଶ ୱାଡ଼କର ଗୀତିକାର : ଗଣେଶ୍ୱର ମହାପାତ୍ର   ସଂଗୀତ ନିର୍ଦ୍ଦେଶନା : ମଳୟ ମିଶ୍ର ମସିହା : ୨୦୦୮ ରାତି ପାହିଗଲା ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ ତା ବଇଁଶୀ ତା ନୂପୁର ତା ବଇଁଶୀ ତା ନୂପୁର ଶୁଭିବନି କୁଞ୍ଜରେ ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ॥ ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା ଡର ଲାଗେ କାଳେ ଫେରିବନି ଜମା ହୋ..ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା ଡର ଲାଗେ କାଳେ ଫେରିବନି ଜମା ଯମୁନା ବଢ଼ିବ ରାଧାର ଲୁହରେ ଗୋଠ ଭରିଯିବ ବଉଳ କୋହରେ କିଏ ଆଉ ଯିବ କାହିଁ କିଏ ଆଉ ଯିବ କାହିଁ ଯମୁନା କୁ ସଞ୍ଜରେ ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ॥୧॥        ସକାଳ ସୁରୁଜ ଆସିଲେ ଦେଖିବ ଗୋପପୁର ସାର...

ମହାପ୍ରସାଦ ଛୁଇଁ କହ ଚକାନୟନ - Mahaprasada Chhuin Kaha Chakanayana Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୦ ଅଗଷ୍ଟ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।   == ଓଡ଼ିଆ == ଗୀତ : ମହାପ୍ରସାଦ ଛୁଇଁ କହ ଚକାନୟନ ଭାଷା : ଓଡ଼ିଆ ଆଲବମ : କଚେରୀ ନା ଗୋପପୁର କଣ୍ଠ : ସୁରେଶ ୱାଡ଼କର ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶନା : ଅଭିଜିତ ମଜୁମଦାର   ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧାକୁ ତମେ ମନ ଦେଇନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧାକୁ ତମେ ମନ ଦେଇନ ଘରଣୀ ରାଣୀ ତୁମର ମାଆ କମଳିନୀ ଶ୍ରୀମନ୍ଦିରେ ଯଦି ସିଏ ବଡ଼ ଠାକୁରାଣୀ କାହିଁକି ବୋଲାଅ ତୁମେ କାହିଁକି ବୋଲାଅ ତୁମେ ରାଧାମୋହନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧା କୁ ତମେ ମନ ଦେଇନ ॥ ଲକ୍ଷ୍ମୀ ହାତ ରନ୍ଧା ଶ୍ରୀ ମହାପ୍ରସାଦ     ଭକତର ପ୍ରାଣ ସେହି ତାକୁ ଛୁଇଁ ପ୍ରଭୂ ମିଛ କହିଦେଲେ ହୋଇଯିବ ଲକ୍ଷ୍ମୀଦ୍ରୋହି ଲକ୍ଷ୍ମୀ ହାତ ରନ୍ଧା ଶ୍ରୀମହାପ୍ରସାଦ     ଭକତର ପ୍ରାଣ ସେହି ତାକୁ ଛୁଇଁ ପ୍ରଭୂ ମିଛ କହିଦେଲେ ହୋଇଯିବ ଲକ୍ଷ୍ମୀଦ୍ରୋହି ସତ ଯଦି କହିବ ହେ ଜଗତ ମୋହନ ରୁଷି ଯିବେ ସାଆନ୍ତାଣୀ ରାନ୍ଧିବେନି ଅନ୍ନ ଭାବିଚିନ୍ତି କୁହ ପ୍ରଭୂ ଭାବିଚିନ୍ତି କୁହ ପ୍ରଭୂ କଳାବଦନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧା କୁ ତମେ ମନ ଦେଇନ ॥୧॥   ପିତୃସତ୍ୟ ପାଳି ଚଉଦ ବରଷ...

ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା - Chandana Lepidebi Ki Shriange Manima

Image
 ==ଓଡ଼ିଆ== ଗୀତ : ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ   ଭାଷା : ଓଡ଼ିଆ କଣ୍ଠ : କବିତା କୃଷ୍ଣମୂର୍ତ୍ତି ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ଶ୍ରୀଅଙ୍ଗ ପରାସ ହୋଇଥିବ ପରା ଶ୍ରୀଅଙ୍ଗ ପରାସ ହୋଇଥିବ ପରା ପହଣ୍ଡିରେ ନାଚି ନାଚି ଭକତ ସଙ୍ଗେ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ॥ ଯିବାକୁ ଗୁଣ୍ଡିଚାଘର ସରିଲାନି ତର ଜର ଦେହୁ ଉଠୁ ଉଠୁ ହୋଇଲ ବାହାର ଯିବାକୁ ଗୁଣ୍ଡିଚାଘର ସରିଲାନି ତର ଜର ଦେହୁ ଉଠୁ ଉଠୁ ହୋଇଲ ବାହାର ନଅ ଦିନ ନଅ ରାତି ଭକତ ଗହଳେ ନଅ ଦିନ ନଅ ରାତି ଭକତ ଗହଳେ ନଥିବଟି ନିଦ ତୁମ ନୟନ ଯୁଗଳେ ନଥିବଟି ନିଦ ତୁମ ନୟନ ଯୁଗଳେ ମୋ କୋଳେ ପହୁଡ଼ିବ କି ଆନନ୍ଦେ ମଣିମା ପହୁଡ଼ିବ କି ଆନନ୍ଦେ ଶ୍ରୀଚରଣ ସେବି ଶୁଆଇ ମୁଁ ଦେବି ଶ୍ରୀଚରଣ ସେବି ଶୁଆଇ ମୁଁ ଦେବି ଶ୍ରୀ ଗୀତ ଗୋବିନ୍ଦ ଗାଇ ତ୍ରିପାଟା ଛନ୍ଦେ ପହୁଡ଼ିବ କି ଆନନ୍ଦେ ମଣିମା ପହୁଡ଼ିବ କି ଆନନ୍ଦେ ॥୧॥ ବଇରି ହୋଇଲା ମୋତେ ଶ୍ରୀ ଗୁଣ୍ଡିଚା ଯାତ ନଅ ଦିନ ନଅ ଯୁଗ ହୋଇଲା ହେ ନାଥ ବଇରି ହୋଇଲା ମୋତେ ଶ୍ରୀ ଗୁଣ୍ଡିଚା ଯାତ ନଅ ଦିନ ନଅ ଯୁଗ ହୋଇଲା ହେ ନାଥ ଜ୍ୟୋତି ବିନୁ ଦୀପ ଯେହ୍ନେ ଜଳ ବିନୁ ମୀନ ଜ୍ୟୋତି ବିନୁ ଦୀପ ଯେହ୍ନେ ଜଳ ବିନୁ ମୀନ ତୁମ ବିନୁ ଦେହ ଥିଲା ନଥାଇ ପରାଣ ତୁମ ବିନୁ ଦେହ ଥି...

ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ - Dake Dukhe Jodi Hata Hey Jagannatha Lyrics

Image
==ଓଡ଼ିଆ== ଗୀତ : ଡାକେ ଦୁଃଖେ ଯୋଡ଼ି ହାତ ହେ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ସଂଗୀତ ନିର୍ଦ୍ଦେଶନା : ଭିକାରି ବଳ ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥ ସଞ୍ଚିତ ପାପ ଦେଲା ସନ୍ତାପ ସଞ୍ଚିତ ପାପ ଦେଲା ସନ୍ତାପ ରଖ ନୀଳାଦ୍ରି ସୁଷମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୧॥ ନାହିଁ ମୋ ଠାବ ହେ ରମାଧବ ନାହିଁ ମୋ ଠାବ ହେ ରମାଧବ ସରିଗଲା ମୋ ଗାରିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୨॥ ଆରତେ ଚାହିଁ ଡାକୁଛି ସାଇଁ ଆରତେ ଚାହିଁ ଡାକୁଛି ସାଇଁ ଚକୋର ପ୍ରାୟେ ଚନ୍ଦ୍ରମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୩॥ YouTube ରେ ଡାକେ ଦୁଃଖେ ଯୋଡ଼ି ହାତ   ଡାକେ ଦୁଃଖେ ଯୋଡ଼ି ହାତ ହେ: ଭିକାରି ବଳ ଙ୍କ କଣ୍ଠରେ ଓ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ ଭଜନ ଗୀତ “ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ । ==English== Song : Dake Dake Dukhe Jodi Hata Hey Language : Odia Singer : Bhikari Bal Mus...

ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ - Putra Snehe Helu Bai Go Joshode Lyrics

Image
== ଓଡ଼ିଆ == ଗୀତ : ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ଭାଷା : ଓଡ଼ିଆ ଚଳଚିତ୍ର : ମନ ମନ୍ଦିର କଣ୍ଠ : ଚିତ୍ତ ଜେନା ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୭୭ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ଅନ୍ତଚିରି ଜାତ କରିନୁ ସିନା ଲୋ   ଅନ୍ତଚିରି ଜାତ କରିନୁ ସିନା ଲୋ ତୋ ରଙ୍କରତନ ସେହି ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ॥ ଯତନେ ପିନ୍ଧାଉ ମୟୂର ଚନ୍ଦ୍ରିକା ଗଳାରେ କୁସୁମ ହାର ଖେଳାଇ ବୋଳାଇ ଭୁଞ୍ଜାଉ ବଳାକୁ ଆଦରେ ଲବଣି ସର ଆଖିରୁ ଉହାଡ଼ ହେଲେ ତୋ କୁମର ଆଖିରୁ ଉହାଡ଼ ହେଲେ ତୋ କୁମର ଅଧିରେ ଯାଉ ତୁ ଧାଇଁ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ॥୧॥ ବିଧିର ବିଧାନ ମାନି ଶ୍ୟାମଘନ ଯେବେ ଗଲା ମଧୁପୁରେ   ବିକଳେ ମାତା ଗୋ କାନ୍ଦିଲୁ ବାହୁନି ପୁତ୍ର ରହିଗଲା ଦୂରେ ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା ତୋ ଦୁଃଖ ବୁଝିଲା ନାହିଁ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ଅନ୍ତଚିରି ଜାତ କରିନୁ ସିନା ଲୋ   ଅନ୍ତଚିରି ଜାତ କରିନୁ ସିନା ଲୋ ତୋ ରଙ...

ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ - Raja Kahe Rani Sunalo kahani Sita Ramankara Alibha Bani Lyrics

Image
== ଓଡ଼ିଆ == ଗୀତ : ରାଜା କହେ ରାଣୀ ଶୁଣଲୋ କାହାଣୀ ଭାଷା : ଓଡ଼ିଆ ଆଲବମ : ନୀଳକନ୍ଦର କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ସ୍ଵାମୀ ଅରୂପାନନ୍ଦ ମସିହା : ୨୦୦୦ (ସମସ୍ତେ) ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ (ପୁ) ଯେତେ କରିଲେ କରମ ଯେତେ କରିଲେ ଧରମ ଯେତେ କରିଲେ କରମ ଯେତେ କରିଲେ ଧରମ ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମନାମ ସତ ମୁଁ କହୁଚି ତୋ ରାଣ ଖାଉଚି ସତ ମୁଁ କହୁଚି ତୋ ରାଣ ଖାଉଚି ॥ (ପୁ) କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର ବସାଇ ନାଆରେ ନେଲା ସେ ବାହିରେ ବସାଇ ନାଆରେ ନେଲା ସେ ବାହିରେ ॥୧॥   (ପୁ) ଜନମେ ରାମନାମ ମରଣରେ ଶ୍ରୀରାମ ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ ଜନମେ ରାମନାମ ମରଣରେ ଶ୍ରୀରାମ ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ (ସମସ୍ତେ) ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ (ପୁ) ଯେତେ କରିଲେ କରମ ଯେତେ କରିଲେ ଧରମ ଯେତେ କରିଲେ କରମ ଯେତେ କରିଲେ ଧରମ ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମନାମ ସତ ମୁଁ କହୁଚି ତୋ ରାଣ ଖାଉଚି ସତ ମୁଁ କହୁଚି...

କିଏ ଆସେରେ ଧରା ନାଚେରେ - Kie Aasere Dhara Nachere Lyrics

Image
== ଓଡ଼ିଆ == ଭଜନ : କିଏ ଆସେରେ ଧରା ନାଚେରେ ଭାଷା : ଓଡ଼ିଆ ଚଳଚିତ୍ର : ମଥୁରା ବିଜୟ କଣ୍ଠ : ଭିକାରି ବଳ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୯ କିଏ ଆସେରେ କିଏ ଆସେରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥ ହସି ଉଠେ ଫୁଲ ବନେ ଉପବନେ ହସି ଉଠେ ଫୁଲ ବନେ ଉପବନେ ମଳୟ ବହୁଛି ଭୁବନେ ଭୁବନେ ମଳୟ ବହୁଛି ଭୁବନେ ଭୁବନେ ଆଲୋକେ ଭୁଲୋକେ ଗୋଲକେ ପୁଲକେ ଅଧିରେ ବିଭୋରେ.. କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥୧॥ ଯମୁନାର ଜଳ ବହୁଛି ଉଜାଣି ଯମୁନାର ଜଳ ବହୁଛି ଉଜାଣି ଉଲ୍ଲସିତ ପ୍ରାଣ କାହିଁକି କେଜାଣି ଉଲ୍ଲସିତ ପ୍ରାଣ କାହିଁକି କେଜାଣି ସରସେ ହରଷେ ଭରଷେ ପରଷେ ଅଧିରେ ବିଭୋରେ.. କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥୨॥ କିଏ ଆସେରେ ଧରା ନାଚେରେ: ଭିକାରି ବଳ ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାରେ ୧୯୭୯ ମସିହାର ଓଡ଼ିଆ ଚଳଚିତ୍ର “ମଥୁରା ବିଜୟ”...

କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ - Ka Ranga Kahalo Sahi Shyamala Shyamala Lyrics

Image
== ଓଡ଼ିଆ == ଗୀତ : କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ ଭାଷା : ଓଡ଼ିଆ ଆଲବମ : ଶ୍ରୀ ଜଗନ୍ନାଥ ଶରଣଂ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୯୦ (ଝି) କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ କଟିରେ କିଙ୍କିଣି ତାର ଶିରେ ଜାମୁ ଡାଳ ଗଳେ କଦମ୍ବର ମାଳ ହାତେ ମୁରଲୀ ସୁନ୍ଦର କିଏ ନାଚଇ ଧିନି ଧିନି ତାଥିନି ଥିନି ଥିନି କିଏ ସେ ନାଟୁଆ ନାଗର (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ ॥ (ଝି) ଯା ଲାଗି ରାଧା ଝୁରି ଝୁରି ହେଲା ପାଗଳିନୀ ଯାହାର ପ୍ରେମେ ହେଲେ ବାଇ ଗୋପର ତରୁଣୀ ବାନ୍ଧିଛି ଯିଏ ତ୍ରିଭୁବନ ପ୍ରେମର ଡୋରିରେ ସେ ପୁଣି ବନ୍ଧା ଚିରଦିନ ଭକତ ପ୍ରେମରେ ସଖୀରେ.. କହ କିଏ ସେ କଳା କାହ୍ନୁ ଯା ନାମ ଶୁଣୁ ଶୁଣୁ ମନଟି ହୁଏ ଚଞ୍ଚଳ   (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ ॥୧॥ (ଝି) ଯାର ପରଶ ପାଇ ବିଷ ହୁଅଇ ପିୟୁଷ ଯା ଦରଶନେ ପାଏ ଜୀବ ବଇକୁଣ୍ଠେ ବାସ ଭକତ ପାଇଁ ନିଦ ନାହିଁ ଆଖିକୁ ଯାହାର ଭକତ ତାର ପ୍ରାଣଧନ ଦାସ ସେ ଭକ୍ତର ସଖୀରେ.. ମତେ କହନି କିଏ ସେହି ଯା ସରି କେହି ନାହିଁ କିଏ ସେ ଭକତବତ୍ସଳ (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ (ଝ...

ସିନ୍ଦୂର ନାଉଚି ରାଧା ଆଇନା ଦେଖି - Sindura Nauchi Radha Aaina Dekhi Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୦ ଅଗଷ୍ଟ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ସିନ୍ଦୂର ନାଉଚି ରାଧା ଆଇନା ଦେଖି ଭାଷା : ଓଡ଼ିଆ ଆଲବମ : ମଣିଷ ଜୀବନ ବାଇଶି ପାହାଚ କଣ୍ଠ : ସୁରେଶ ୱାଡ଼କର ଗୀତିକାର : ଗୁରୁପ୍ରସାଦ ଶତପଥୀ ସଂଗୀତ ନିର୍ଦ୍ଦେଶନା : ମଳୟ ମିଶ୍ର ମସିହା : ୨୦୦୦ ସିନ୍ଦୂର ନାଉଚି ରାଧା ଆଇନା ଦେଖି ରାଧା ଆଇନା ଦେଖି ସିନ୍ଦୂର ନାଉଚି ରାଧା ଆଇନା ଦେଖି ରାଧା ଆଇନା ଦେଖି ସିନ୍ଦୂର ନାଉଚି ରାଧା ଆଇନା ଦେଖି ରାଧା ଆଇନା ଦେଖି ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି ଗୋପ ଛାଡ଼ି କଳାକାହ୍ନୁ ଚାଲିଯାଇଚି ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି ସୁହାଗସିନ୍ଦୂରେ କାହ୍ନୁ ଦିଶିଯାଏ କି ସିନ୍ଦୂର ନାଉଚି ରାଧା ଆଇନା ଦେଖି ରାଧା ଆଇନା ଦେଖି ॥ ଲାଗୁଚି ଯେମିତି କାହ୍ନୁ ଡାକୁଚି ବାହୁ ମେଲେଇ ଆସ ଗୋ ଆସ ଗୋ ରାଈ କୁଞ୍ଜକୁ ସଜେଇହୋଇ ଓ..ଲାଗୁଚି ଯେମିତି କାହ୍ନୁ ଡାକୁଚି ବାହୁ ମେଲେଇ ଆସ ଗୋ ଆସ ଗୋ ରାଈ କୁଞ୍ଜକୁ ସଜେଇହୋଇ କଦମ୍ବ ଫୁଟିଚି ବାସ ଝରିଯାଉଚି ଚାନ୍ଦିନୀ ଝରୁଚି ସଞ୍ଜ ସରିଯାଉଚି କେମିତି ରାଈ ଗୋ ରହିପାର ଏକାକି ସିନ୍ଦୂର ନାଉଚି ରାଧା ଆଇନା ଦେଖି ରାଧା ଆଇନା ଦେଖି ॥୧॥ ଅମାନିଆ ଲୁହ ଦିଏ ଆଖିର କଜଳ ଧୋଇ ଅସୁମାରି କୋହ ଆସେ ରାଈର ବୁକୁ ଫଟ...

ବଂଶୀରେ ତୁ ରାଧା ରାଧା ଡାକନା - Banshire Tu Radha Radha Dakana Lyrics

Image
== ଓଡ଼ିଆ == ଗୀତ : ବଂଶୀରେ ତୁ ରାଧା ରାଧା ଡାକନା ଭାଷା : ଓଡ଼ିଆ ଆଲବମ : ବଇଁଶୀ ରେ କଣ୍ଠ : ସୋନୁ ନିଗମ ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା ବଂଶୀ ରେ ତୁ ରାଧା ରାଧା ଡାକନା ବଂଶୀ ରେ ତୁ ରାଧା ରାଧା ଡାକନା ॥ ବଂଶୀର ସାତ ସୁର ତୁ ଗଲୁ କି ସବୁ ଭୁଲି ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି ବଂଶୀର ସାତ ସୁର ତୁ ଗଲୁ କି ସବୁ ଭୁଲି ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି ତୋତେ ଆଉ କା ନାଆ କି ଡାକିବା ମନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ॥୧॥ ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ ତୋର ହୃଦୟ ନାହିଁ କି କାଳିଆ ସୁନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା   ବଂଶୀରେ ତୁ ରାଧା ରାଧ...

ଭକତର ଡାକ ଶୁଣ ଦୀନନାଥ - Bhakatara Daka Suna Dinanatha Lyrics

Image
== ଓଡ଼ିଆ == ଭଜନ : ଭକତର ଡାକ ଶୁଣ ଦୀନନାଥ ଭାଷା : ଓଡ଼ିଆ ଗୀତିକାର : ଶ୍ରୀ ଗୌରୀକାନ୍ତ କର ମସିହା : ୧୯୬୫ ଭକତର ଡାକ ଶୁଣ ଦୀନନାଥ           ରହିଛି ଦେଉଳେ ଯୋଡ଼ି ବେନି ହାତ ॥୧॥ କି ଦେଇ ପୂଜିବି କି ଅଛି ମୋହର           ସବୁତ ନେଇଛ ଅଛି ଦେହସାର ॥୨॥ ନନ୍ଦନକାନନ ମରୁଭୂମି ସରି           ଫୁଟେନା ତ ଫୁଲ ପୂଜିବି କିପରି ॥୩॥ ସ୍ରୋତସ୍ୱୀନି ଶୁଖିଯାଇଛି ଯେ ହରି           କେମନ୍ତେ କ୍ଷାଳିବି ଗୋ ପାଦ ମୁଁ ତୁମରି ॥୪॥ ସୁବାସିତ ଧୂପ ଆଜି ବାସହିନ           ସମଦଶା ଭୋଗେ ମଳୟ ଚନ୍ଦନ ॥୫॥ ତୈଳାଭାବେ ଆଉ ଦୀପ ତ ଜଳେନା           ଜାଣି ସବୁ ତୁମେ ହେଉଛ ଅଜଣା ॥୬॥ ରକ୍ତଜବାଟି ଗୋ ରଖିଛି ସାଇତି           ଦୟାମୟ ଘେନ ଅଶେଷ ପ୍ରଣତି ॥୭॥ ଭକତର ଡାକ ଶୁଣ ଦୀନନାଥ: ଶ୍ରୀ ଗୌରୀକାନ୍ତ କର ଙ୍କ ରଚିତ ୧୯୬୫ ମସିହାର ଓଡ଼ିଆ ଭଜନ ଗୀତ “ଭକତର ଡାକ ଶୁଣ ଦୀନନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।   YouT...

ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ - Nua Ghara Khandi Dine Puruna Heba Lyrics

Image
 == ଓଡ଼ିଆ == ଗୀତ : ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ଭାଷା : ଓଡ଼ିଆ ପୋଥି / ପୁସ୍ତକ : ବ୍ରହ୍ମଜ୍ଞାନ ଭଜନ   କଣ୍ଠ : ଭିକାରି ବଳ ଗୀତିକାର : ବାଉଳି ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ ରେ ମନ ଥୟ ନୋହିବ   ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥ ଉଈ ଚରିଗଲେ ଗଣ୍ଠି ବତା ମାନ ଯିବ ଫିଟି ଉଈ ଚରିଗଲେ ଗଣ୍ଠି ବତା ମାନ ଯିବ ଫିଟି ଛାଉଣି ଉଡ଼ିଣ ଗଲେ କାନ୍ଥ ପଡ଼ିବ ରେ ମନ କାନ୍ଥ ପଡ଼ିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୧॥   ରୁଅ ଯାକ ଅଛି ଭରା ଟଳିଲେଣି ବେନି ଓରା ରୁଅ ଯାକ ଅଛି ଭରା ଟଳିଲେଣି ବେନି ଓରା ଚମକ ପାଇଣ ପାରା ଉଡ଼ିଣ ଯିବ ରେ ମନ ଉଡ଼ିଣ ଯିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୨॥   ସେ ଘର ପାଞ୍ଚ ଶ୍ରେଣିଆ ଦଶଦ୍ଵାର ତ୍ରିକୋଣିଆ ସେ ଘର ପାଞ୍ଚ ଶ୍ରେଣିଆ ଦଶଦ୍ଵାର ତ୍ରିକୋଣିଆ ରୁଅ ଯାକ ଘୁଣ ଖିଆ ଗଳି ପଡ଼ିବ ରେ ମନ ଗଳି ପଡ଼ିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୩॥ ବହିଲାଣି ଅଣଚାଶ କେଭେ ନରଖିବ ବାସ ବହିଲାଣି ଅଣଚାଶ କେଭେ ନରଖିବ ବାସ କୁଟୁମ୍ବ ଜନ ପଚିଶ ମରିବେ ସର୍ବ ରେ ମନ ମରିବେ ସର୍ବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘ...

ବିତିଲା ତ ଯାମିନୀ ମଉଳିଲା କାମିନୀ - Bitila Ta Jamini Maulila Kamini Lyrics

Image
== ଓଡ଼ିଆ == ଗୀତ : ବିତିଲା ତ ଯାମିନୀ ମଉଳିଲା କାମିନୀ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କାଳୀଚରଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୧॥ ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ନୀର ଝରି ସହୀରେ ନୀର ଝରି ସହୀରେ ଧାରସାର ହେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୨॥ କହିବୁରେ ସମ ଯାଇ ମୋହନ ବଂଶୀ ବଜାଇ ଝୁରି ଦିନ ରଜନୀ ଝୁରି ଦିନ ରଜନୀ ରାଧା ଝୁରି ମଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୩॥ ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଦଗାଦାର ଶ୍ୟାମ ହେ ଦଗାଦାର ଶ୍ୟାମ ହେ କଣ୍ଟ ବିତି ଗଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୪॥ ଶବ୍ଦାର୍ଥ ଯାମିନୀ - ର...

ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ - Tumbha Para Prabhu Thaun Thaun Mun Je Budili Bipada Jale Lyrics

Image
== ଓଡ଼ିଆ == ଭଜନ : ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ଭାଷା : ଓଡ଼ିଆ କଣ୍ଠ : ନିମାଇଁ ହରିଚନ୍ଦନ ଗୀତିକାର : ନିତ୍ୟାନନ୍ଦ ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ ଏତେବେଳେ ପ୍ରଭୁ ଡ଼ାକ ନ ଶୁଣୁଛ ଯେତେ ଡାକିଲେ ବିକଳେ ମହାପ୍ରଭୁ ହେ ॥୧॥ ଜଳମୀନ ଯେହ୍ନେ ମିହିର ତେଜରେ ତେମନ୍ତ ହେଲାଣି ଦଶା ଏଥିରେ କିଞ୍ଚିତେ କରୁଣା ନହୋଛ ମୁଁ ଯେ କରିଛି ଭରସା ମହାପ୍ରଭୁ ହେ ॥୨॥ ବିପଦ ଧାଡ଼ି ଯେତେ ମାଡ଼ି ପଡ଼ୁଛି କେତେ ହେଁ କହିବି ମନେ ହେଜି ସିଂହ ମୃଗ ଆଗେ ପରାୟେ ତରଙ୍ଗେ ଧଇର୍ଯ୍ୟ ବନ୍ଧ ଯାଉଛି ଭାଜି ॥୩॥ ଯେତେ ରୂପେ ଦଣ୍ଡ ଦୁଃଖ ଦେଉଅଛି କହିବାକୁ ମୋତେ ଆସୁନାହିଁ ଯେତେ ଥିଲା ଆଶ ଆହେ ପିତବାସ ଏମ୍ଭେ ତୁମ୍ଭ ନିରାଶକୁ ଚାହିଁ ॥୪॥ ପ୍ରଭୁ ହୋଇ କୃପା ନ କରୁଛ କିମ୍ପା ଦୀନ ପତିତ ଜନଙ୍କ ଠାରେ ଅତିହି ନିରାଶ ପଣ କରିବାରେ ଭାସିଗଲି ଶୋକନଦୀ ଧାରେ ॥୫॥ ଥାଉ ପ୍ରଭୁପଣ କରୁଣା କୃପଣ ହେବାରୁ ନୀତି କି ନ ଆସଇ ବୁଡ଼ୁଥିଲେ ଭେଳା ତହିଁ କଲେ ହେଳା ଦାରୁଣପଣ କି ଏ ନୁହଇ ॥୬॥ କରୁଣା ନାବିକ ନାବ ଥାଉଁ କୂଳେ ଖେଦ ଜଳଧିରେ ଗଲି ବୁଡ଼ି ତରଳ ତରଙ୍ଗ ଭଉଁରୀ ପ୍ରଖର ଏମନ୍ତ ନଦୀରେ ଦେଲ ଛାଡ଼ି ॥୭॥ ମୁଁ ଯେ ମଲେ ମଲି ଭାସିଗଲେ ଗଲି ତୁମ୍ଭଙ୍କୁ ସିନା ଏ ଅସୁନ୍ଦର ତୁମ୍ଭ ନାମ ଧରି ହେବା ଏତେ ସରି ଜଗତେ କିବା ବୋଲିବେ ନର ॥୮॥ ମୋରେ ଏ ଦୁର୍ଗତି ନ ବାଧଇ ତୁମ୍ଭ ନିନ୍ଦା ଲାଜେ ମରୁଅଛି ପୂର୍ବର...

କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ - Kaliare Kalia E Janama Pare Aara Janamaku Lyrics

Image
== ଓଡ଼ିଆ == ଗୀତ : କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ଭିକାରି ବଳ ମସିହା : ୧୯୮୩ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଏ ଜନମ ପରେ ଆର ଜନମକୁ କରିବୁ ମୋତେ ତୋ ଜମି ହଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥ ତୋ ଜମିରେ ଖଟାଇ ବଳ ଯୋଗାଇବି ସରୁ ଚାଉଳ ତୋ ଜମିରେ ଖଟାଇ ବଳ ଯୋଗାଇବି ସରୁ ଚାଉଳ ସେଇ ଚାଉଳରେ ହୋଇବ ନିର୍ମାଲ୍ୟ ସେଇ ଚାଉଳରେ ହୋଇବ ନିର୍ମାଲ୍ୟ ତାକୁ ପାଇ ଭକ୍ତ ହେବେ ବାଇଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥୧॥   ସଙ୍ଗେ ଘେନି ଭଉଣୀ ଭାଇ ସୁଖେ ଅନ୍ନ ଭୁଞ୍ଜିବୁ ତୁହି ସଙ୍ଗେ ଘେନି ଭଉଣୀ ଭାଇ ସୁଖେ ଅନ୍ନ ଭୁଞ୍ଜିବୁ ତୁହି ଦୁଃଖ ବୁଝୁଥିବୁ ଦୁଃଖୀଜନଙ୍କର ଦୁଃଖ ବୁଝୁଥିବୁ ଦୁଃଖୀଜନଙ୍କର କରିଥିବୁ ମୋତେ ଗଳା ମାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥୨॥   ତୋର ଏଇ ସେବାରେ ମୁହିଁ ଦିନ ମୋର ଦେବି ବିତାଇ ତୋର ଏଇ ସେବାରେ ମୁହିଁ ଦିନ ମୋର ଦେବି ବିତାଇ ଏତିକି ଗୁହାରି ପାଦ ତଳେ ତୋର ଏତିକି ଗୁହାରି ପାଦ ତଳେ ତୋର ଭୁଲି ନଯିବୁରେ ଜଗନ୍ନାଥିଆ ଭୁଲି ନଯିବୁରେ ନୀଳାଚଳିଆ କାଳିଆରେ କାଳିଆ କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଏ ଜନମ ପରେ ଆର ଜନମକୁ କର...

ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ - Dhaga Sundar He Prabhu Nilachala Natha Lyrics

Image
== ଓଡ଼ିଆ == ଭଜନ : ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଭାଷା : ଓଡ଼ିଆ ଆଲବମ : ଶଙ୍ଖଚକ୍ର କଣ୍ଠ : ଭିକା ରି ବଳ ଗୀତିକାର : ଭୁବନ ମୋହନ ଦାଶ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୮ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଳି ଢଳି ମଣି ବିମାନରେ ଚଢ଼ି ଢଳି ଢଳି ମଣି ବିମାନରେ ଚଢ଼ି ଯାଉଛ ହଲାଇ ମାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥ ଢୁଳାଇ ଢୁଳାଇ ପୂଜାପଣ୍ଡା ଚାଲେ ଧରି କମଣ୍ଡଳୁ ହାତ ଢୋଲ ପେଏଁକାଳି ଶଙ୍ଖ ଘଣ୍ଟ ଧ୍ଵନୀ କମ୍ପିଉଠୁଛି ଜଗତ ଢକା ବାଜୁଅଛି ନରେନ୍ଦ୍ର ତଟରେ ଢକା ବାଜୁଅଛି ନରେନ୍ଦ୍ର ତଟରେ ହେଉଛି ଚନ୍ଦନ ଯାତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥୧॥   ଢେଉ ପରି ନରନାରୀ ଛୁଟିଛନ୍ତି ଦେଖିବେ ଚାପେ ଶ୍ରୀନାଥ ଢମପଣେ ମଲ୍ଲୀମାଳକୁ ଝୁଲାଇ ହଲାଇ ଚାଲନ୍ତି ବାଟ ଢୁଳୁ ଢୁଳୁ ଆଖି ବଟା ଭାଙ୍ଗ ଚାଖି ଢୁଳୁ ଢୁଳୁ ଆଖି ବଟା ଭାଙ୍ଗ ଚାଖି ଆମୋଦେ କରନ୍ତି ସଙ୍ଗୀତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥୨॥   ଢଳ ଢଳ ନେତ୍ରେ ଆନନ୍ଦ ଉଲ୍ଲାସେ ଲୋଟାନ୍ତି ଶ୍ରୀପଦେ ମାଥ ଢିମା ପଥର ହେ ଚାପଭୋଗ ସାରି କର ନୀଳାଦ୍ରି ମଣ୍ଡିତ ଢାଳି ନେତ୍ରବାରେ ଅନା ଏ ଦାସରେ ଢାଳି ନେତ୍ରବାରେ ଅନା ଏ ଦାସରେ ପ୍ରସାରି ଅଭୟ ହାତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସ...

ପତିତପାବନ ବାନା ଆଉ କେତେ ବେଳକୁ - Patitapabana Bana Aau Kete Belaku Lyrics

Image
== ଓଡ଼ିଆ == ଭଜନ : ପତିତପାବନ ବାନା ଆଉ କେତେ ବେଳକୁ ଭାଷା : ଓଡ଼ିଆ ଆଲବମ : ସଂଗ୍‌ସ୍‌ ଫ୍ରମ ପିପୁଲସ୍ ସୋଲ କଣ୍ଠ : ସିକନ୍ଦର ଆଲାମ୍ (୧୯୩୯-୨୦୧୦) ଗୀତିକାର : ଗଜପତି ବୀରକେଶରୀ ଦେବ (୧୭୩୭-୧୭୯୩) ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ପତିତପାବନ ବାନା ଆଉ କେତେ ବେଳକୁ ପତିତପାବନ ବାନା ଆଉ କେତେ ବେଳକୁ ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ହରି ନାବ ଦିଅ କୂଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥ ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ ହରି ହେବ ଆଦି ମୂଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୧॥ ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ ନିକଟରେ ନ ଶୁଣିଲ ମୋ କର୍ମ ଅବଳକୁ ହରି ମୋ କର୍ମ ଅବଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୨॥ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ ନକ୍ର ନାଶିବାକୁ ଚକ୍ର ଦେଲ ପେଷି ଜଳକୁ ହରି ଦେଲ ପେଷି ଜଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୩॥ ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ ଭଣିଲେ ବୀରକେଶରୀ ଆଶା ପାଦ ତଳକୁ ହରି ଆଶା ପାଦ ତଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୪॥   ପତିତପାବନ ବାନା ଆଉ କେତେ ବେଳକୁ: ସିକନ୍ଦର ଆଲାମ୍ ଙ୍କ କଣ୍ଠରେ, ବାଳକୃଷ...

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ - Akhila Bramhandapati Mo Jibana Swami Lyrics

Image
== ଓଡ଼ିଆ == ଗୀତ : ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ଭାଷା : ଓଡ଼ିଆ କଣ୍ଠ : ସୌରଭ ନାୟକ ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ ଧନ୍ୟ କରୁଣା ତୋହର ସେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ॥୧॥ ସଙ୍କଟ ପୂରିତ ଘୋର ଭବ ସିନ୍ଧୁଜଳେ ଏକମାତ୍ର କର୍ଣ୍ଣଧାର ତାରୁ ତୁ ସକଳେ ତୋର ମଙ୍ଗଳ ବିଧାନ କରିଅଛି ମରଣକୁ ଅମୃତ ସୋପାନ ॥୨॥ ହେ ଆନନ୍ଦମୟ କୋଟି ଭୂବନ ପାଳକ ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ ଜ୍ଞାନ ଦାତା ଭଗବାନ ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥୩॥ ବିଶ୍ୱଗୁରୁ ବିଶ୍ଵରାଜ ବିଶ୍ୱ ପିତାମାତା ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା ଦୀନବନ୍ଧୁ କୃପାସିନ୍ଧୁ ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ ॥୪॥ ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା ସକଳ କଳୁଷ ହାରି ହେ ମଙ୍ଗଳଦାତା ତୋର ମଙ୍ଗଳ ସଙ୍ଗୀତ ନିଖିଳ ଭୂବନ ଗାଏ ହୋଇ ବିମୋହିତ ॥୫॥   ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର ପ୍ରଭୋ ଭୂଲୋକ ସାଗର ଅତଳ ଗହନ ନଦୀ ପଶୁପକ୍ଷୀ ନର ॥୬॥   ବିରାଜିତ ତୁହି ନାଥ ସକଳ ଜୀବନେ ସମ୍ପଦେ ବିପଦେ ସଦା ଜୀବନେ ମରଣେ ପୂର୍ଣ୍ଣ ମଙ୍ଗଳ ଆଳୟ ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥୭॥   ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମ ନି...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ