Posts

Showing posts with the label କାହାଣୀ ଓ ପ୍ରବନ୍ଧ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବିହଙ୍ଗ ବିପ୍ଲବ (ଓଡ଼ିଆରେ ଦ୍ଵନ୍ଦାତ୍ମକ ଉକ୍ତି ଓ ପଶୁପକ୍ଷୀଙ୍କ ରାବର ବ୍ୟବହାର) - Bihanga Biplaba (Usage of Oxymoron and Onomatopoeia in Odia)

Image
କାହାଣୀ : ବିହଙ୍ଗ ବିପ୍ଲବ ଭାଷା : ଓଡ଼ିଆ ରଚୟିତା : ମହାପାତ୍ର ନୀଳମଣି ସାହୁ ଥର ଥର କରି ତିନି ଥର ଆମ୍ବ ଗଛର ଡାଳରେ ବସା ବାନ୍ଧିଲାଣି ହଳଦିବସନ୍ତ । ମାତ୍ର ତିନିଥରଯାକ ବୁଢ଼ା ମାଙ୍କଡ଼ ସେହି ଡାଳରେ ଡେଇଁ ତା' ବସାକୁ ଭାଙ୍ଗି ଦେଇଛି । ଯେତେ କାକୁତିମିନତି କରି କହିଲେ ବି ବୁଢ଼ା ମାଙ୍କଡ଼ ତା' କଥା ଶୁଣିବାକୁ ନାହିଁ ।     ମା' ହଳଦିବସନ୍ତ ମୁଣ୍ଡରେ ଚିନ୍ତା ମାଡ଼ି ପଡ଼ିଛି । ବସନ୍ତ ଋତୁ ବା ଆଉ କେତେ ଦିନ ରହିବ ! ସାହାଡ଼ା ଗଛମାନଙ୍କରେ ଫୁଲକଷି ଧରିଲାଣି । ଆଉ ଅଳ୍ପ ଦିନରେ ପାଚି ହଳଦି ଗୁରୁଗୁରୁ ଦିଶିବ । ବୁଦାମାନଙ୍କରେ ଶଗଡ଼ବାଟୁଆ କୋଳି ପାଚି ଲାଲ୍ ଟହଟହ ଦିଶିବ । ସେତେବେଳକୁ ଯଦି ଛୁଆ ହୋଇଯାଇଥିବେ, ତେବେ ସିନା ସେମାଙ୍କ କୁନି କୁନି ଥଣ୍ଟରେ ଏଇସବୁ ମିଠା ପାଚିଲା କୋଳି ଆଧାର ଦେବି; ଛୁଆସବୁ ଚଞ୍ଚଳ ବଢ଼ିଯିବେ ! କିନ୍ତୁ ଏ ପର ଘରଭଙ୍ଗା ବୁଢ଼ା ମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉ ନାହିଁ ! ସେ ଅଣ୍ଡା ଦେବ କେବେ, ଆଉ ଛୁଆ ଫୁଟିବେ କେବେ ? କୁଳୁରୁ କୁଳୁ-କୁଳୁରୁ କୁଳୁ ! ପୁରୁଷ ହଳଦିବସନ୍ତଟି କୁଆଡ଼ୁ ବୁଲି ବୁଲି ଆସି ମା' ହଳଦିବସନ୍ତ ପାଖେ ବସିଲା । ତା'ର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ । କହିଲା, "ବୁଝିଲ ! ପାଖଆଖରେ ଆଉ କୋଉ ଗଛ ଖାଲି ନାହିଁ । ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସାବାନ୍ଧି ଅଣ୍ଡା ଦେଇସାରିଲେଣି । କେତେକ ଅଣ୍ଡା ଉଷୁମାଉଛନ୍ତି । ଆଉ କେତେକଙ୍କର ଛୁଆ ଫୁଟିଲ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ