Posts
Showing posts from June, 2019
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
ଗୀତଟିରେ କିଛି ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ରଙ୍ଗବତୀ ରଙ୍ଗବତୀ କନକଲତା ଭାଷା : ସମ୍ବଲପୁରୀ କଣ୍ଠ : ଜିତେନ୍ଦ୍ର ହରିପାଲ, କ୍ରିଷ୍ଣା ପଟେଲ ଗୀତିକାର : ମିତ୍ରଭାନୁ ଗୌନ୍ତିଆ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ (ପୁ) ହେ ରଙ୍ଗବତୀ ରେ ରଙ୍ଗବତୀ ହୋ ରଙ୍ଗବତୀ ରେ ରଙ୍ଗବତୀ ହେ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା ହାଏ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା (ଝି) ହଇଗୋ ଲାଜେ ଲାଜେ ଗୋ ଲାଜେ ଲାଜେ ଏ ଲାଜେ ଲାଜେ ଗୋ ଲାଜେ ଲାଜେ ହାଏ.. ଲାଜେ ଲାଜେ ନଇଁ ଯାଇଛେ ମଥା ଗୋ ନାଇଁକର ନାଇଁକର ଅଥା ଏ.. ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ ନାଇଁକର ନାଇଁକର ଅଥା (ପୁ + ଝି) ସପନ ରଜା ସପନ ସପନ ରଜା ସପନ ରାନି ତାଗେ ସୁତା ମାଲେ ହେଲାତ ଗୁଁଥା (ପୁ) ରଙ୍ଗବତୀ ରଙ୍ଗବତୀ ॥ (ଝି) ଇ ଆଖି ଆସିଛେ କେତେ ସପନ ଏ ଜୀବର୍ ଧନ ଜୀବର୍ ଜୀବନ ଗଲା ରତନ ରେ ହେ.. ଇ ଆଖି ଆସିଛେ କେତେ ସପନ ଏ ଜୀବର୍ ଧନ ଜୀବର୍ ଜୀବନ ଗଲା ରତନ ରେ (ପୁ) ମନେ ମଲି ମହକନ ଗୋ ମନେ ମଲି ମହକନ ମନେ ମଲି ମହକନ ଆହା ମୋର୍ ଧନ କେଡ଼େ ମିଲନ ଛନ ଛନ ହେସି ମନ ହାଏ.. ଆହା ମୋର୍ ଧନ କେଡ଼େ ମିଲନ ଛନ ଛନ ହେସି ମନ (ପୁ + ଝି) ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା ଟୁହୁ ଟୁହ...
ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ - To Chhati Bhitare Karidebi Surgical Strike Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ: ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ ଭାଷା: ଓଡ଼ିଆ ଚଳଚିତ୍ର: ଗୋଲ୍ ମାଲ୍ ଲଭ କଣ୍ଠ: ହ୍ୟୁମାନ ସାଗର ଗୀତିକାର: ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ: ଅଭିଜିତ ମଜୁମଦାର ମସିହା: ୨୦୧୯ କେତେ ଗୁଳି ଫୁଟଉଛୁ ଆଖିରେ.. ଆଖିରେ.. ମୋତେ ଶୁଆଇ ଦଉନୁ ରାତିରେ.. ରାତିରେ.. କେତେ ଗୁଳି ଫୁଟଉଛୁ ଆଖିରେ.. ଆଖିରେ.. ମୋତେ ଶୁଆଇ ଦଉନୁ ରାତିରେ.. ରାତିରେ.. ଆ ବଡ଼ର ଡ଼େଇଁ ଚାଲିଆ ଥରେ କଥା ହେଇଯିବା ଶାନ୍ତିରେ ମମ୍ମୀ କସମ୍ ମୋତେ ଯଦି ମମ୍ମୀ କସମ୍ ମୋତେ ଯଦି କରିବୁନି ତୁ ଲାଇକ.. ଲାଇକ.. ଲାଇକ.. ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ତୋ ଛାତିଭିତରେ.. କରିଦେବି.. ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ॥ ଆରେ ତୋର ମୋର ଲଭ ଷ୍ଟୋରି ଚର୍ଚ୍ଚା ଏବେ ଉଠେ ତୁ ତ ମୋର ଟାର୍ଗେଟ ବୋଲି ସଭିଙ୍କ ଛାତି ଫାଟେ ହାଁ.. ତୋର ମୋର ଲଭ ଷ୍ଟୋରି ଚର୍ଚ୍ଚା ଏବେ ଉଠେ ତୁ ତ ମୋର ଟାର୍ଗେଟ ବୋଲି ସଭିଙ୍କ ଛାତି ଫାଟେ କେତେ ମିସାଇଲ୍ ଛାଡ଼ୁ ଓଠରେ.. ଓଠରେ.. ମନ ଚିପିକି ଗଲାଣି ତୋ'ଠାରେ.. ତୋ'ଠାରେ.. ପ୍ରେମ ଏଲୋସି ଡ଼େଇଁ ଆଲୋ ଧାଇଁ ରହୁଛି ଭାରି କଷ୍ଟରେ ମମ୍ମୀ କସମ୍...
ନାହିଁ ମୋ ପାଦେ ଆଜି ନୂପୁର - Nahin Mo Pade Aaji Nupura Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ନାହିଁ ମୋ ପାଦେ ଆଜି ନୂପୁର ଭାଷା : ଓଡ଼ିଆ ଚଳଚିତ୍ର : ଫୁଲଚନ୍ଦନ କଣ୍ଠ : ଅଲକା ୟାଗ୍ନିକ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ ମସିହା : ୧୯୮୨ (ପୁ) ଯୁଯୁ.. ଯୁ ଯୁ ଯୁ.. ଯୁଯୁଯୁ.. ଯୁଯୁ.. ଯୁ ଯୁ ଯୁ.. ଯୁ.. (ଝି) ଲାଲା.. ଲା ଲା ଲା.. ଲାଲାଲା.. ଲାଲା.. ଲା ଲା ଲା.. ଲା.. (ଝି) ନାହିଁ ମୋ ପାଦେ ଆଜି ନୂପୁର, ରୁମ୍ ଝୁମ୍ ଶୁଭେ ଏ କାହା ସୁର ନାହିଁ ମୋ ପାଦେ ଆଜି ନୂପୁର, ରୁମ୍ ଝୁମ୍ ଶୁଭେ ଏ କାହା ସୁର ଜାଣେନା କେ କଲା କିମିଆଁ ନାଚେ ସାରା ଦୁନିଆ (ସମସ୍ତେ) ଓ.. ନାଚେ ସାରା ଦୁନିଆ (ପୁ) ଯୁଯୁ.. ଯୁ ଯୁ ଯୁ.. ଯୁଯୁଯୁ.. ଯୁଯୁ.. ଯୁ ଯୁ ଯୁ.. ଯୁ.. (ଝି) ଲାଲା.. ଲା ଲା ଲା.. ଲାଲାଲା.. ଲାଲା.. ଲା ଲା ଲା.. ଲା.. ॥୧॥ (ଝି) ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି, ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି, ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି ମୋ ନିଜ ଛବି ଦେଖି ଓ.. ମୋ ନିଜ ଛବି ଦେଖି ପଚାରେ ନିଜେ ଆଜି, କରିଛି କେ ମତେ କିମିଆଁ ନାଚେ ସାରା ଦୁନିଆ (ସମସ୍ତେ) ଓ.. ନାଚେ ସାରା ଦୁନିଆ (ଝି) ନାହିଁ ମୋ ପାଦେ ଆଜି ନୂପୁର, ରୁମ୍ ଝୁମ୍ ଶୁଭେ ଏ କାହା ସୁର ଜାଣେନା କେ କଲା କିମିଆଁ...
ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics
- Get link
- X
- Other Apps
ଫଟୋ କ୍ରେଡିଟ୍ : ଗାଈ ଫଟୋ ୱିକିପିଡିଆ ଓ ଘୁଷୁରି ଫଟୋ ୱିକିମିଡିଆ କମନ୍ସ ରୁ ସଂଗୃହିତ ଗୀତ : ଜଗତେ କେବଳ ଜନେ ହସିବେ ଭାଷା : ଓଡ଼ିଆ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ (୧୭୮୯-୧୮୪୫) ଲେବେଲ : ସାର୍ଥକ ମ୍ୟୁଜିକ ମସିହା : ୨୦୦୩ ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ ଜଟିଳ କରି ସ୍କନ୍ଧରୋମରାଜି ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ ଚାହୁଁ ସରମା କଣ୍ଠୀରବ ହେବ କାହୁଁ ॥୧॥ ଅଲକତ ଦ୍ରବ ନୟନେ ବୋଳି ରସାଳ ଗହଳ ଶାଖାରେ ଖେଳି କବଳ କରୁ ତା କଳିକଳାପ କାକ କି କରିବ ପଞ୍ଜମାଳାପ ॥୨॥ ବରଜୀବ ରସେ ଦେଇ ମାନସ ବରଜି ବରଷେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ଶୂକରୀ କି ହୋଇବ ଗାଈ ॥୩॥ ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ ...
ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର - Tame mo pakhare thila hele laguthila dura dura Lyrics
- Get link
- X
- Other Apps
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୨୨ ଅପ୍ରେଲ ୨୦୧୯ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । ଫିଲ୍ମଗୀତ: ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର ଭାଷା: ଓଡ଼ିଆ ଚଳଚିତ୍ର: ଚକା ଚକା ଭଉଁରୀ କଣ୍ଠ: ତପୁ ମିଶ୍ର, କୁମାର ବାପି ଗୀତିକାର: ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ: ଶରତ ନାୟକ ମସିହା: ୨୦୦୭ == ଓଡ଼ିଆ == (ପୁ) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର (ଝି) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର (ପୁ) କାହାକୁ ନଥିଲା ଖବର ମୋ ନିଜଠାରୁ ପ୍ରିୟା ତମେ ଏତେ ନିଜର ମନ ମୋର ଚୋରିକଲା ତମ ଚୋରା ନଜର ମନ ମୋର ଚୋରିକଲା ତମ ଚୋରା ନଜର (ଝି) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର (ପୁ) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର ॥୧॥ (ପୁ) ଆଖିରେ ମୋ ନିଦ ଥିଲା ନିଦରେ ସପନ ଥିଲା ସେଇ ସପନରେ ଖାଲି ତମେ ନଥିଲ (ଝି) ଓଠରେ ମୋ କଥା ଥିଲା କଥାରେ କାହାଣୀ ଥିଲା ସେଇ କାହାଣୀରେ ଖାଲି ତମେ ନଥିଲ (ପୁ) କାହାକୁ ନଥିଲା ଖବର ସେଇକଥା ସେ କାହାଣୀ ଏତେ ମଧୁର ମଧୁଝରା ତମ ପ୍ରେମ ମନ କଲା ଅଧିର ମଧୁଝରା ତମ ପ୍ରେମ ମନ କଲା ଅଧିର (ଝି) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂ...
ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ - Darling premare to falling Lyrics
- Get link
- X
- Other Apps
ଫିଲ୍ମଗୀତ: ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଭାଷା: ଓଡ଼ିଆ ଚଳଚିତ୍ର: ସେଲଫିସ୍ ଦିଲ୍ କଣ୍ଠ: ହ୍ୟୁମାନ ସାଗର, ଅସୀମା ପଣ୍ଡା ଗୀତିକାର: ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ: ସୌମିତ୍ର ପଲ୍ଲାଇ == ଓଡ଼ିଆ == (ପୁ) ହାଏରେ.. ହାଏରେ ହାଏରେ.. ହାଏରେ ହାଏରେ.. ହାଏରେ.. ହାଏରେ ହାଏରେ.. ହାଏରେ.. ହାଏରେ ହାଏରେ ମୋ ଅନାରକଲି ଦେଖିଲା ଦିନୁ ତୋତେ ଦିଲ୍ ଦେଇଦେଲି (ଝି) ଆରେ ମୋ ହିରୋ କଉଠି ତୁ ଥିଲୁ ଆଖିରେ ଯେବେଠୁ ମିସ୍ କଲ ଦେଲୁ ଛାତିରେ ବାଜେ ଟ୍ରିନ୍ ଟ୍ରିନ୍ (ପୁ) ଡାଡା ଡାଡା ଡାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ (ଝି) ଡାଡା ଡାଡା ଡାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ ॥୧॥ (ଝି) ଆଜି ଯାଏ ମୋ ପାଇଁ ତୁ ଥିଲୁରେ କୁଆଁରା ପଡ଼ିଗଲୁ ଏବେ ଧରା (ପୁ) ହେ.. ତୁତୁ ତାରା ମନମୋର ତୋ ପାଇଁ ଆୱାର ଆଲୋ ମୋ ରଙ୍ଗିଲି ପାରା (ଝି) ତୋ ବିନା ଏକା ମୁଁ ରହି ପାରୁନାହିଁ ଊଡ଼େଇ ନେ ମୋତେ ସୁପରମ୍ୟାନ ହୋଇ କରିନେ ତୋ ହିରୋଇନ୍ (ପୁ) ଡାଡା ଡାଡା ଡାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ (ଝି) ଡାଡା ଡାଡା ଡାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ ॥୨॥ YouTube ରେ ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫର୍ଲିଙ୍ଗ == ...
ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ - Ranu Lo Ranu Ajikali Bhari Dusta Helunu Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଭାଷା : ଓଡ଼ିଆ କଣ୍ଠ : ପପୁ ପମ ପମ, ଅସୀମା ପଣ୍ଡା ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ (ପୁ ) ଆଲୋ ରାନୁ.. ଆଲୋ ରାନୁ ଇଆଡ଼େ ଟିକେ ଅନଉନୁ ଏ ରା.. ଏ ନୁ.. ଏ ରାନୁ.. (ଝି) ହୁ.. ଉ.. ଉ.. ହୁ.. ଉ.. ଉ.. (ପୁ) ଆଲୋଲୋ.. ହୁଳୁହୁଳି କାଇଁ ପକଉଚୁ (ଝି) ହୁ.. ଉ.. ଉ.. (ପୁ) ଆଲୋ.. ହୁଳୁହୁଳି କାଇଁ ପକଉଚୁ (ଝି) ହୁ.. ଉ.. ଉ.. ଯଉ ଦିନ ମୁଁ ଛାଡ଼ିଦେଲି ସ୍କୁଲଡ୍ରେସ ମୋ ପଛେ ପଛେ ପୁଅଙ୍କର ଲମ୍ବା ରେସ୍ ସୁଇଟ ବେବି ପସନ୍ଦ ମୋର ଡ଼ିଜେ ବେସ୍ ମୋବାଇଲରେ ଚାଲିଚି ଡ଼େଲି କେସ ହେ..ଏ.. ମେରା ରସକେ କମର ମେରି ଜଲତି ଉମର ଯିଏ ଦେଖେ ସିଏ କହେ ହଟକେ ଫିଗର କିଏ ଡ଼ାକେ ବେବି ବେବି କିଏ ଡ଼ାକେ ଜାନୁ (ପୁ) ରାନୁ ଲୋ ରାନୁ.. ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ରାନୁ ଲୋ ରାନୁ.. ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ॥୧॥ (ପୁ) ତତେ ସେ ମୋବାଇଲ ଫିଙ୍ଗି ଦିଅନ୍ତି ତୁ ବାଟକୁ ଆସିବୁ ଇଲୋ ବେକ ବଙ୍କାହେଇଯିବ ଲୋ (ଝି) ମୋ ନା'ରେ କେତେ ଖଟି ଚାଲିଲାଣି ଦିନରାତି ଭଲପିଲା ମୋ ପାଇଁ କି ହେଲେଣିରେ ବୋତଲ ପାର୍ଟି ହେ..ଏ.. ମେରି ଚଡ଼ତି ଜବାନୀ ମେରି ଚାଲ ମସ୍ତାନି ହନି ହନି ହସରେ ମୋ ଦିଲହେ ପାନି ପ...
ଜୀବନ ଜାତକ ମୋ କରିଦେ ଶେଷ - Jibana jataka mo karide shesa Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଜୀବନ ଜାତକ ମୋ କରିଦେ ଶେଷ ଭାଷା : ଓଡ଼ିଆ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ଜୀବନ ଜାତକ ମୋ କରିଦେ ଶେଷ ଜୀବନ ଜାତକ ମୋ କରିଦେ ଶେଷ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଲୋଡ଼ା ନାହିଁ ଆଉ ଏଇ ଲୋଡ଼ା ନାହିଁ ଆଉ ଏଇ, ସଂସାର ଫାଶ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଜୀବନ ଜାତକ ମୋ କରିଦେ ଶେଷ ॥୧॥ ଯାହାତୁ ଲେଖିଚୁ ମୋର କପାଳ ଲିଖନ ଯାହାତୁ ଲେଖିଚୁ ମୋର କପାଳ ଲିଖନ ଆଦରି ନେଇଚି ସବୁ ଭାବି ତୋର ଦାନ ସେଥିପାଇଁ ହୋଇ ନାହିଁ ସେଥିପାଇଁ ହୋଇ ନାହିଁ, କେବେ ନିରାଶ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଜୀବନ ଜାତକ ମୋ କରିଦେ ଶେଷ ॥୨॥ ତୋ ହାତରେ ଜାତକ ତୋ ହାତରେ ମୋ ଭାଗ୍ୟ ତୋ ହାତରେ ଜାତକ ତୋ ହାତରେ ମୋ ଭାଗ୍ୟ ଜୀବ ଯିବାବେଳେ ପ୍ରଭୁ ହେଉ ଏଇ ଯୋଗ ସରଗ ଦୁଆରେ ଲଭେ ସରଗ ଦୁଆରେ ଲଭେ, ଶେଷ ପରଶ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଜୀବନ ଜାତକ ମୋ କରିଦେ ଶେଷ ॥୩॥ ଜୀବନ ଜାତକ ମୋ କରିଦେ ଶେଷ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଜୀବନ ଜାତକ ମୋ କରିଦେ ଶେଷ ଜୀବନ ଜାତକ ମୋ କରିଦେ ଶେଷ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଲୋଡ଼ା ନାହିଁ ଆଉ ଏଇ ଲୋଡ଼ା ନାହିଁ ଆଉ ଏଇ, ସାଂସର ଫାଶ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ରେ କ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ ...
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics
== ଓଡ଼ିଆ == ଭଜନ : କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଭାଷା : ଓଡ଼ିଆ ଆଲବମ : ସାଲବେଗ ଓ ଭୀମ ଭୋଇ ଭଜନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୦ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ବିଜୟ କର ପ୍ରଭୁ.. ବିଜୟ କର ପ୍ରଭୁ ଚାପକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୧॥ କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି ବିଧାତା ବାମ ହେଲା.. ବିଧାତା ବାମ ହେଲା ଓଡ଼ିଶାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୨॥ ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ରେଣୁ ଯେ ପଡ଼ୁଥିବ.. ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୩॥ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ ଧିକ ଧିକ ଆମ୍ଭ.. ଧିକ ଧିକ ଆମ...
ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics
== ଓଡ଼ିଆ == ଭଜନ : ରୂପରେଖ ନାହିଁ ହେ ଶୂନ୍ୟଦେହୀ ଭାଷା : ଓଡ଼ିଆ ଆଲବମ : ତୁମରି ଇଚ୍ଛା କରହେ ପୂର୍ଣ୍ଣ କଣ୍ଠ : ଶ୍ରୀ ରଘୁନାଥ ପାଣିଗ୍ରାହୀ ଗୀତିକାର : ସନ୍ଥକବି ଭୀମ ଭୋଇ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବଢୁଅଛି ଜଳ ନାହିଁ ନଦୀକୂଳ ବଢୁଅଛି ଜଳ ନାହିଁ ନଦୀକୂଳ ଓଲକାପାତ ଧାରା ବହି ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥ ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ଉଦେ ଅସ୍ତ ନାହିଁ ତହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୧॥ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଫୁଟିଛି ପତର ଡେମ୍ଫ ନାହିଁ ତାର ଫୁଟିଛି ପତର ଡେମ୍ଫ ନାହିଁ ତାର ଅସାଧନା ମାର୍ଗେ ପାଇ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୨॥ YouTube ରେ ରୂପରେଖ ନାହିଁ ହେ ଶୂନ୍ୟଦେହୀ ==...
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics
== ଓଡ଼ିଆ == ଗୀତ : ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଭାଷା : ଓଡ଼ିଆ କଣ୍ଠ : ଶାନ୍ତିଲତା ବାରିକ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ ମୋ ପ୍ରାଣ ତାକୁ ସମର୍ପିଛି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥୧॥ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ତା ଛନ୍ଦା ଚରଣେ ମୁଁ ଦାସୀ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଶ୍ରୀକ୍ଷେତ୍ରେ ନନେ କ୍ଷେତ୍ରବାସୀ ପୁରୁଷୋତ୍ତମ କ୍ଷେତ୍ରବାସୀ ...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
ଲେଖା ସମୂହର ବିଭାଗୀକରଣ
ଲେଖା ସମୂହର ବିଭାଗୀକରଣ
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
-
-
-
-
-
-
-
-
- ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା - Rangabat...
- ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ - To Chha...
- ନାହିଁ ମୋ ପାଦେ ଆଜି ନୂପୁର - Nahin Mo Pade Aaji Nupur...
- ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Ly...
- ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର - Tame mo pa...
- ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ - Darling premare to ...
- ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ - Ranu Lo ...
- ଜୀବନ ଜାତକ ମୋ କରିଦେ ଶେଷ - Jibana jataka mo karide s...
-
-
-
-
-
-