Posts

Showing posts from November, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାଧିଲା ଜାଣି କ୍ଷମା କର ନୋହିଲେ ରମା - Badhila Jani Khyama Kara Nohile Rama Lyrics

Image
== ଓଡ଼ିଆ == ଗୀତ : ବାଧିଲା ଜାଣି କ୍ଷମା କର ନୋହିଲେ ରମା ଭାଷା : ଓଡ଼ିଆ ଆଲବମ : ଜଗବନ୍ଧୁ ହେ ଗୋସାଇଁ କଣ୍ଠ : ଭିକା ରି ବଳ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ବାଧିଲା ଜାଣି କ୍ଷମା କର ନୋହିଲେ ରମା- ରମଣ ଦଣ୍ଡେ ଦିଅ ଟାଳି ତୁମ୍ଭଙ୍କୁ ଜଗନ୍ନାଥ! ଆଜ ମୋ ମନୋରଥ ଭରତି କରିଦେବି ଗାଳି ହେ..ଏ.. କୃପାନିଧି କରୁଣାସିନ୍ଧୁ ବୋଲି କରି କହନ୍ତି ବୁଧେ ଡରି ମରି କାଳ ସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି ହେ..ଏ.. କୃପାନିଧି ॥୧॥  ଜଳଧି ଅନ୍ତେ ନିଜ ଘର ଦେବାଧିରାଜ ବୁଡ଼ାଇ ଦେଇଛ ଆପଣ ତୁମ୍ଭରି ସିନା ଘେନ ଆଶ୍ଚର୍ଯ୍ୟ ନୋହେ ଆନ ଜନର ଘରବୁଡ଼ା ପଣ ହେ..ଏ.. କୃପାନିଧି ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ ବତାଅ ବୋଲି ଆଜ୍ଞା ହେଲେ ମୁଁ ନୁହେଁ ଘରବୁଡ଼ା ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ..ଏ.. କୃପାନିଧି ॥୨॥  ତାହାକୁ ବୋଲି ଚକ୍ରୀ ଚକ୍ର ଥିବାରୁ ଚକ୍ରୀ ତୁମ୍ଭେ ତ ବୋଲାଅ ମଣ୍ଡଳେ ବେଭାରେ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ ହେ..ଏ.. କୃପାନିଧି ଅଦୃଶ୍ୟ ହେବାରୁ ତା' ପାଦ ତାହାକୁ ବୋଲି ଗୂଢ଼ପାଦ ଆପଣ ଚରଣ ତ ବିରଞ୍ଚିକିକୁ ଗୁପତ କାହିଁ ତା'ଠାରୁ ତୁମ୍ଭ ଭେଦ ହେ..ଏ.. କୃପାନିଧି ॥୩॥  ହେବ ବା ଅବଧାନେ ତାହାକୁ ତ୍ରିଭୁବନେ ବୋଲନ୍ତି କକୋଦର ନରେ ଏ ତ୍ରପିଷ୍ଟକ ଯାକ ମଧ୍ୟେ ଗୋଟିଏ କାକ ନାହିଁକି ତୁମ୍ଭରି ଉଦର

ତୋ-ପ୍ରେମ-ରୋଗି ହେଲିରେ (ଓ ସଖୀ ତୋ ନିରିହ ଆଖି) - To-Prema-Rogi Helire (O Sakhi To Niriha Aakhi) Lyrics

Image
== ଓଡ଼ିଆ== ଫିଲ୍ମଗୀତ : ତୋ-ପ୍ରେମ-ରୋଗି ହେଲିରେ ଭାଷା : ଓଡ଼ିଆ ଚଳଚିତ୍ର : ମିଷ୍ଟର ମଜନୁ କଣ୍ଠ : ଋତୁରାଜ ମହାନ୍ତି, ସୋହିନୀ ମିଶ୍ର ଗୀତିକାର : ବାପୁ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୧୯ (ପୁ) ନାରା.ନାରାରାନା..ନା.ନାରା.ନାରା.ନାରାନା ନାରା.ନାନାନାନା..ନା.ନାନାନା ଓ ସଖୀ ତୋ ନିରିହ ଆଖି ଓ ସଖୀ ତୋ ନିରିହ ଆଖି ମୋ ଠାରୁ ମତେ ନେଲା ସେ ଡାକି ତୋ ଧାରେ କଜଳ ମତେ କଲା ପାଗଳ ସେଇ ପାଗଳାମିରେ ସଖୀ ତୋ ରଙ୍ଗ ମୁଁ ମାଖି ହେଲି ହେଲି..ହେଲିରେ..ହେଲି ତୋ ପାଇଁ ଯୋଗୀ ହେଲି ତୋ-ପ୍ରେମ-ରୋଗୀ ହେଲିରେ ହେଲିରେ..ହେଲି ହେଲି..ହେଲିରେ..ହେଲି ତୋ ପାଇଁ ଯୋଗୀ ହେଲି ତୋ-ପ୍ରେମ-ରୋଗୀ ହେଲିରେ ॥ (ପୁ) ଋତୁପର୍ଣ୍ଣା ରାଣୀ ତୁ ଲୋ ତୋ ଲାଜ ଦରଜ ଦିଏ ମୋ ଛାତିରେ (ଝି) ଅନାବନା ତୋ ଭାବନା ନିତି ଝଲକେ ପଲକେ ରାତିରେ ନିତି ଝଲକେ ପଲକେ ରାତିରେ (ପୁ) ଓ ସଖୀ ମୁଁ ମେଘର ପକ୍ଷୀ ତୋ ମନେ ମତେ ଦେତୁ ରଖି ତୁ ମୋ ଧୂଳିଘର ମୁଁ ସଞ୍ଜୁଆ ତାରା ସେଇ ତାରାକୁ ଯୋଖି ସଖୀ ତୋ ଛବି ମୁଁ ଆଙ୍କି ଦେଲି ହେଲି..ହେଲିରେ..ହେଲି ତୋ ପାଇଁ ଯୋଗୀ ହେଲି ତୋ-ପ୍ରେମ-ରୋଗୀ ହେଲିରେ ହେଲିରେ..ହେଲି ହେଲି..ହେଲିରେ..ହେଲି ତୋ ପାଇଁ ଯୋଗୀ ହେଲି ତୋ-ପ୍ରେମ-ରୋଗୀ ହେଲିରେ ॥୧॥ (ପୁ) ଯେତେ ପାଦ ଚାଲୁଛି ମୁଁ କାହିଁକି ମୋ ପାଦ ତୋ ପାଖେ ଅଟକେ (ଝି) ଏଇ ବୋଧେ ସେଇ ପ୍ରେମ

ଜୀବନରେ ବେଳେ ବେଳେ ଏମିତିକା ଭୁଲ ହେଇଯାଏରେ - Jibanare Bele Bele Emitika Bhul Heijaere Lyrics

Image
== ଓଡ଼ିଆ == ଗୀତ : ଜୀବନରେ ବେଳେ ବେଳେ ଏମିତିକା ଭୁଲ ହେଇଯାଏ ଭାଷା : ଓଡ଼ିଆ ଆଲବମ : ପୁନେଇଁଜହ୍ନ କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ନରେନ୍ଦ୍ର ବେହେରା ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦୪ (ପୁ) ହେହେ..ଲାଲା..ଲାଲା..ଲାଲାଲାଲା   ହେହେ..ଲାଲା..ଲାଲା..ଲାଲାଲାଲା ଜୀବନରେ ହୋ.. ଜୀବନରେ ବେଳେ ବେଳେ ଏମିତିକା ଭୁଲ ହେଇଯାଏରେ ଭୁଲ ହେଇଯାଏ ନା ଆଗକୁ ଯାଇହୁଏ ନା ପଛକୁ ଫେରିହୁଏ ନା ଆଗକୁ ଯାଇହୁଏ ନା ପଛକୁ ଫେରିହୁଏ ଆଖିର ସପନ ସବୁ ଲୁହ ହେଇ ବୋହିଯାଏ (ସମସ୍ତେ) ବୋହିଯାଏ..ବୋହିଯାଏ  (ପୁ) ଜୀବନରେ ବେଳେ ବେଳେ ଏମିତିକା ଭୁଲ ହେଇଯାଏରେ ଭୁଲ ହେଇଯାଏ ॥ (ପୁ) ଏମିତିକା ମଣିଷଟେ ନାହିଁ ଜମା ଯିଏ ଭୁଲ କରିନାହିଁ ଏମିତିକା ମଣିଷଟେ ନାହିଁ ଜମା ଯିଏ ଭୁଲ କରିନାହିଁ ହୋ..କୁହ ଭାଇ କୁହ କିଏ ଅଛି ସବୁବେଳେ ଠିକ୍ ସେ କରିଛି ଭୁଲକରି କିଏ ଆସେ ଫେରି ଭୁଲକରି କିଏ ଯାଏ ସରି ଭୁଲକରି କିଏ ଆସେ ଫେରି ଭୁଲକରି କିଏ ଯାଏ ସରି ଅତୀତକୁ ଭାବି ଭାବି ଭବିଷ୍ଯତ ଧୋଇଯାଏ (ସମସ୍ତେ) ଧୋଇଯାଏ..ଧୋଇଯାଏ (ପୁ) ଜୀବନରେ ବେଳେ ବେଳେ ଏମିତିକା ଭୁଲ ହେଇଯାଏରେ ଭୁଲ ହେଇଯାଏ ॥୧॥ (ପୁ) ଏମିତିକା ହୃଦୟଟେ ନାହିଁ ଜମା ଯିଏ ଭଲପାଇ ନାହିଁ ଏମିତିକା ହୃଦୟଟେ ନାହିଁ ଜମା ଯିଏ ଭଲପାଇ ନାହିଁ ହୋ..କିଏ ସେଇ କୁହ କିଏ ଅଛି ପ୍ରେମବିନା ବଞ୍ଚି ସେ ପାରିଛି ପ୍ରେମ କରି  କିଏ ହୁଏ

ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ - Shrimandire Jai Shrijagannathanku Magibi Ki Aba Aau Lyrics

Image
== ଓଡ଼ିଆ == ଗୀତ : ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି ଭାଷା : ଓଡ଼ିଆ ଆଲବମ : ବଳିଆର ଭୁଜ କଣ୍ଠ : ଭିକା ରି ବଳ ଗୀତିକାର : କାଞ୍ଚି ନାରାୟଣ ମହାନ୍ତି ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ ମସିହା : ୨୦୦୦ ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ମହାବାହୁ.. ଜଗତ ଉଦ୍ଧାର ହେଉ ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ ମାଗିବି କି ଅବା ଆଉ ॥ ପାପ ଆଉ ପୁଣ୍ୟ ଏ ଜଗତେ ଭରା ମାୟା ମୋହ ଏଠି ସବୁ ତ ଅସରା  ପାପ ଆଉ ପୁଣ୍ୟ ଏ ଜଗତେ ଭରା ମାୟା ମୋହ ଏଠି ସବୁ ତ ଅସରା କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ  କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ ତାଙ୍କୁ କି ଅଜଣା ଆଉ ମାଗିବି କି ଅବା ଆଉ ମହାବାହୁ.. ଜଗତ ଉଦ୍ଧାର ହେଉ ॥୧॥   ତାଙ୍କ ହାତ ଗଢ଼ା ଏ ସାରା ସଂସାର ନ ପାରନ୍ତି ଯେବେ କରି ସେ ଉଦ୍ଧାର ତାଙ୍କ ହାତ ଗଢ଼ା ଏ ସାରା ସଂସାର ନ ପାରନ୍ତି ଯେବେ କରି ସେ ଉଦ୍ଧାର ଏକା ବସିଥାନ୍ତୁ ରତ୍ନ ସିଂହାସନେ ଏକା ବସିଥାନ୍ତୁ ରତ୍ନ ସିଂହାସନେ ଏ ଜଗତ ଭାସିଯାଉ ମାଗିବି କି ଅବା ଆଉ ମହାବାହୁ.. ଜଗତ ଉଦ୍ଧାର ହେଉ ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ ଶ୍ରୀମନ୍ଦିରେ

ଧନ କେଁ କଟ କଟ ଯାଉଛେ ଗଡ଼ି ଗୋ ଶଗଡ଼ ଗାଡ଼ି - Dhana Ken Kata Kata Jauchhe Gadi Go Shagada Gadi Lyrics

Image
== ଓଡ଼ିଆ == ଗୀତ : ଧନ କେଁ କଟ କଟ ଯାଉଛେ ଗଡ଼ି ଭାଷା : ସମ୍ବଲପୁରୀ  କଣ୍ଠ : ପ୍ରଶନ୍ନ  ଗୀତିକାର : ମାଧବ ସଂଗୀତ ନିର୍ଦ୍ଦେଶକ : ତ୍ରୀଶୂଲ ମସିହା : ୨୦୧୬ ହୋ.ହୋ.ହୋ.. ହୋହୋ..ହୋହୋ.. ହେ..ଧନ କେଁ କଟ କଟ ଯାଉଛେ ଗଡ଼ି ଗୋ ଶଗଡ଼ ଗାଡ଼ି ହେ..ଧନ କେଁ କଟ କଟ ଯାଉଛେ ଗଡ଼ି ଗୋ ଶଗଡ଼ ଗାଡ଼ି ଧନ ନାଇଁଦେ ନାଇଁଦେ ମୁହୁଁକେ ମୁଡ଼ି ଗୋ ଶଗଡ଼ ଗାଡ଼ି ବାହାଲେ ବୁନିଛେ ଦେଶୀ ବିହନ  ବାହାଲେ ବୁନିଛେ ଦେଶୀ ବିହନ ସତେ ଉଛୁଲି ଯିବା କାଏଁ ପୁଆଲ ଭାଡ଼ି ଗୋ ଶଗଡ଼ ଗାଡ଼ି ହେ..ଧନ କେଁ କଟ କଟ ଯାଉଛେ ଗଡ଼ି ଗୋ ଶଗଡ଼ ଗାଡ଼ି ହେ..ଧନ ନାଇଁଦେ ନାଇଁଦେ ମୁହୁଁକେ ମୁଡ଼ି ଗୋ ଶଗଡ଼ ଗାଡ଼ି ॥ ତାକ ଧୁଲ୍ ଧୁଲ୍..ତାକ ଧୁଲ୍ ଧୁଲ୍..ତାକ ଧୁଲ୍ ଧୁଲ୍ ମାଖନ ଫୁଲ୍..ମାଖନ ଫୁଲ୍..ମାଖନ ଫୁଲ୍ କଜଲି କଜଲି ଆଖିନେ ତୋର୍ କଜଲର୍ ଗାର କଜଲି କଜଲି ଆଖିନେ ତୋର୍ କଜଲର୍ ଗାର କହୁଛେ ରସିଆ ପିଲା ଗୋ ମତେ ପ୍ରେମ୍ କର କହୁଛେ ରସିଆ ପିଲା ଗୋ ମତେ ପ୍ରେମ୍ କର ଅଏଲ୍‍ତା ସିନ୍ଦୁର ଦିଶେ ଲାଲ ଜର ଜର ଅଏଲ୍‍ତା ସିନ୍ଦୁର ଦିଶେ ଲାଲ ଜର ଜର ଉଢ୍‍ନା ତଲେ ମାରୁଥିସିରେ କେତେ ଆଖିର୍‍ ଠାର ସଜନା ଶାଗକେ କଖାରୁ ବରି ସଜନା ଶାଗ କେ କଖାରୁ ବରି ସୁନା ମନେ ପଡୁଛେ ସେ ବରଷା ଝରି ଗୋ ଶଗଡ ଗାଡ଼ି ହେ..ଧନ କେଁ କଟ କଟ ଯାଉଛେ ଗଡ଼ି ଗୋ ଶଗଡ଼ ଗାଡ଼ି ହେ..ଧନ ନାଇଁଦେ ନାଇଁଦେ ମୁହୁଁକେ ମୁଡ଼ି ଗୋ ଶଗଡ଼ ଗାଡ଼ି ॥୧॥  ଝିମ୍‍କି ମାନା..

ବାଟୋଇ ଭାଇ ଯାଉଚ କାହିଁ - Batoi Bhai Jaucha Kahin Lyrics

Image
== ଓଡ଼ିଆ== ଫିଲ୍ମଗୀତ : ବାଟୋଇ ଭାଇ ଯାଉଚ କାହିଁ ଭାଷା : ଓଡ଼ିଆ ଚଳଚିତ୍ର : ସ୍ଵପ୍ନ ସାଗର କଣ୍ଠ : ଅନୁରାଧା ପୌଡ଼ୱାଲ, ଅକ୍ଷୟ ମହାନ୍ତି   ଗୀତିକାର : ଅକ୍ଷୟ ମହାନ୍ତି  ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି  ମସିହା : ୧୯୮୩ (ଝି) ବାଟୋଇ ଭାଇ ଯାଉଚ କାହିଁ ବାଟୋଇ ଭାଇ ଯାଉଚ କାହିଁ ଆମ ଦ୍ଵୀପରେ ରହିବକି ଆମ ଦ୍ଵୀପରେ ରହିବକି ଆମ ଦ୍ଵୀପରେ ଫୁଲ ଅଛି ହେଲେ ନାହିଁ ତ ମହୁମାଛି ମହୁମାଛି ହୋଇ ଏଇ ଫୁଲକୁ ଯିବକି ଚୁମି ଚୁମି (ଝି-ସମସ୍ତେ) ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା.. ଲାଲା.ଲାଲା.ଲାଲାଲା ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା.. ଲାଲା.ଲାଲା.ଲାଲାଲା (ପୁ) ହେଲେ ହେଲି ବା ମହୁମାଛି ଯେତେ ଦ୍ଵୀପରେ ଫୁଲ ଅଛି ହେଲେ ହେଲି ବା ମହୁମାଛି ଯେତେ ଦ୍ଵୀପରେ ଫୁଲ ଅଛି ମହୁମାଛି ହୋଇ ସବୁ ଫୁଲକୁ ଯାଏ ମୁଁ ଯଦି ଚୁମି (ଝି) ନା..ନାଇଁରେ.ନାଇଁ..ନାଇଁରେ.ନାଇଁ..ନାଇଁରେ.ନାଇଁ.. ନାନା.ନାନା.ନାନା.ନାନା ॥ (ଝି-ସମସ୍ତେ) ତୁରୁରୁରୁ.ରୁରୁ..ତୁରୁରୁରୁ.ରୁରୁ..ତୁରୁରୁରୁ.. (ଝି) ବାଟୋଇ ଭାଇ ଯାଉଚ କାହିଁ ବାଟୋଇ ଭାଇ ଯାଉଚ କାହିଁ ଆମ ଦ୍ଵୀପରେ ରହିବକି ଆମ ଦ୍ଵୀପରେ ରହିବକି ଅଛି ଦ୍ଵୀପରେ ପରବତ ହେଲେ ନାହିଁ ତ ଭସା ବଉଦ ଭିଯାଇ ଦେବ ଦେହକୁ ମୋର ତୁମେ ବରଷା ହୋଇ (ଝି-ସମସ୍ତେ) ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା.. ଲାଲା.ଲାଲା.ଲାଲାଲା ଲା..ଲାଲା.ଲାଲା.ଲା

ପରଦେଶୀ ମେଘ ଛିଟା ପରି - Paradeshi Megha Chhita Pari Lyrics

Image
== ଓଡ଼ିଆ == ଗୀତ : ପରଦେଶୀ ମେଘ ଛିଟା ପରି ଭାଷା : ଓଡ଼ିଆ କଣ୍ଠ : ସ୍ଵୟଂ ପାଢ଼ୀ ଗୀତିକାର : କୁମାରଶ୍ରୀ ସାହୁ ସଙ୍ଗୀତ ନିର୍ଦ୍ଦେଶକ : ନିଜାମ ମସିହା : ୨୦୧୮ ନିସା..ନିସା..ସାରେ..ସାନି..ସାସା ସାରେଗା..ଗାମାପା  ନିସା..ନିସା..ସାରେ..ସାନି..ସାସା ସାରେଗା..ଗାମାପା ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ଆଜି ଗଲୁ ତୁ ଫେରି ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ଆଜି ଗଲୁ ତୁ ଫେରି ତୋ ପ୍ରେମରେ ଓଦା ହୁଏ ଋତୁ ଯାଏରେ ସରି କାଇଁ ଚାହୁଁ ଏମିତି ମତେ ଛୁଇଁଯାଉ ନ ଛୁଇଁ ମତେ ହୋସ ଦିଏ ମାରି ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ଆଜି ଗଲୁ ତୁ ଫେରି ତୋ ପ୍ରେମରେ ଓଦା ହୁଏ ଋତୁ ଯାଏରେ ସରି ॥ ଲାଗୁଛି ଏମିତି ସତେକି ଯେମିତି ହୋଇଛୁ ଗଢ଼ା ତୁ ଖାଲି ମୋ ପାଇଁକି ସବୁକଥା ପରେ ପୁଣି ତୋର କଥା ଇଚ୍ଛାହୁଏ ଶୁଣିବାକୁ କିଛି କାହିଁକି ହସ ତୋର ଜହର ନିଶା ଲାଜ ତୋର ଲାଗେରେ ଈର୍ଷା ପ୍ରେମଯାଏ ଝରି ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ପୁଣି ଗଲୁ ତୁ ଫେରି ତୋ ପ୍ରେମରେ ଓଦା ହୁଏ ଋତୁଗଲାରେ ସରି ॥୧॥ କହିବି କେମିତି ଖୋଜୁଚିରେ କେତେ ଜିଇଁବାକୁ ଖାଲି ତୁ ଗୋଟେ ମୋର ବାହାନା ଗଲେତୁ ଦୁରେଇ ପାରିବିନି ରହି କିଛି ସ୍ମୃତି ଏଇ ମନେ ଭୁଲି ହୁଏନା ପ୍ରେମ ମୋର ଅକୁହା ଗପ କାନେ ତୋର କହିଚି ଅଳ୍ପ ପ୍ରେମ ଯାଏ ସରି.. ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ଆଜି ଯାଆନା ଫେରି ॥୨॥ YouTube ରେ ପରଦେ

ବନ୍ଦେ ଉତ୍କଳ ଜନନି ଚାରୁ ହାସମୟି ଚାରୁ ଭାଷମୟି - Vande Utkala Janani Charu Hasamayi Charu Bhasamayi Lyrics

Image
== ଓଡ଼ିଆ == ଗୀତ : ବନ୍ଦେ ଉତ୍କଳ ଜନନି ଭାଷା : ଓଡ଼ିଆ ରଚୟିତା : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳ ଜନନି ଚାରୁ ହାସମୟି ଚାରୁ ଭାଷମୟି ଜନନି, ଜନନି, ଜନନି ॥ ପୂତ-ପୟୋଧି-ବିଧୌତ-ଶରୀରା, ତାଳ-ତମାଳ-ସୁଶୋଭିତ-ତୀରା, ଶୁଭ୍ର ତଟିନୀକୂଳ-ଶୀକର-ସମୀରା ଜନନି, ଜନନି, ଜନନି ॥୧॥ ଘନ ବନ ଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳ କଳ ମୁଖରିତ ଚାରୁ ବିହଙ୍ଗେ ଜନନି, ଜନନି, ଜନନି ॥୨॥ ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା, ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା, ଯୋଗି-ଋଷିଗଣ-ଉଟଜ-ପବିତ୍ରା ଜନନି, ଜନନି, ଜନନି ॥୩॥ ସୁନ୍ଦର-ମନ୍ଦିର-ମଣ୍ଡିତ-ଦେଶା, ଚାରୁକଳା ବଳି-ଶୋଭିତ-ବେଶା, ପୁଣ୍ୟ-ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା ଜନନି, ଜନନି, ଜନନି ॥୪॥ ଉତ୍କଳ-ସୁରବର-ଦର୍ପିତ-ଗେହା, ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା, ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା ଜନନି, ଜନନି, ଜନନି ॥୫॥ କବିକୁଳ-ମୌଳି-ସୁନନ୍ଦନ-ବନ୍ଦ୍ୟା, ଭୁବନ-ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ ଜନନି, ଜନନି, ଜନନି ॥୬॥ Note: ସମ୍ବୋଧନ ଅର୍ଥରେ ଜନନୀ 'ନି' ହୋଇଅଛି । ସେମିତି ସମ୍ବୋଧନ ଅର୍ଥରେ ହାସମୟି, ଭାଷମୟି ଆଦି ଶବ୍ଦରେ ମଧ୍ୟ ହ୍ରସ୍ଵ "ଇ" ଲାଗିଛି । YouTube ରେ ବନ୍ଦେ ଉତ୍କଳ ଜନନି ତୃପ୍ତି ଦାସ ଙ୍କ କଣ୍ଠରେ ଶୁଣନ୍ତୁ ବନ୍ଦେ ଉତ

କଳସୀରେ ଗଙ୍ଗା ଜଳ ଥାଳିରେ ମୋର - Kalasire Ganaga Jala Thalire Mora Lyrics

Image
== ଓଡ଼ିଆ == ଗୀତ : କଳସୀରେ ଗଙ୍ଗା ଜଳ ଥାଳିରେ ମୋର ଭାଷା : ଓଡ଼ିଆ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ  ମସିହା : ୧୯୯୫ କଳସୀରେ ଗଙ୍ଗା ଜଳ ଥାଳିରେ ମୋର ଶହେ ଆଠ ବେଲ ପତର କଳସୀରେ ଗଙ୍ଗା ଜଳ ଥାଳିରେ ମୋର ଶହେ ଆଠ ବେଲ ପତର ଯାଉଚି ମନ୍ଦିର ପୂଜିବି ହର  ଯାଉଚି ମନ୍ଦିର ପୂଜିବି ହର ତୁଣ୍ଡରେ ଉଚ୍ଚାରି ଶିବ ମନ୍ତର ସାଜିଦେବି ରକ୍ତ ମନ୍ଦାର କାଳସୀରେ ଗଙ୍ଗା ଜଳ ଥାଳିରେ ମୋର ଶହେ ଆଠ ବେଲ ପତର ॥ ଯାହା ପାଇଁ ଉମା ତପସ୍ୟା କରି ଯୁଗ ଯୁଗ ବିତାଇଲେ ଭକତି ବଳରେ ଯୋଗୀକୁ ପୁଣି ଭୋଗି ସିଏ କରିଦେଲେ ଯାହା ପାଇଁ ଉମା ତପସ୍ୟା କରି ଯୁଗ ଯୁଗ ବିତାଇଲେ ଭକତି ବଳରେ ଯୋଗୀକୁ ପୁଣି ଭୋଗି ସିଏ କରିଦେଲେ ସେଇ ମହେଶ ଭକ୍ତିରେ ବଶ ସେଇ ମହେଶ ଭକ୍ତିରେ ବଶ ପୂଜିଲେ ପାଇବି ସେଇ ପୟର ଭୁଲିଯିବି ଘର ସଂସାର କଳସୀରେ ଗଙ୍ଗା ଜଳ ଥାଳିରେ ମୋର ଶହେ ଆଠ ବେଲ ପତର ॥୧॥ ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା ପାଳନ କରିଲେ ବିଷ୍ଣୁ ମଶାଣି ଜୁଇରେ ଜଳିଲା ପରେ ସବୁତ ଭୁଲିବେ ମନୁ ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା ପାଳନ କରିଲେ ବିଷ୍ଣୁ ମଶାଣି ଜୁଇରେ ଜଳିଲା ପରେ ସବୁତ ଭୁଲିବେ ମନୁ ଏଇ ସଂସାର ମାୟାରେ ସାର ଏଇ ସଂସାର ମାୟାରେ ସାର ମଶାଣି ଭୁଇଁରେ କିଏ କାହାର  ସାହା ସେହି ଭୋଳା ଶଙ୍କର କଳସୀରେ ଗଙ୍ଗା ଜଳ ଥାଳିରେ ମୋର ଶହେ ଆଠ ବେଲ ପତର କଳସୀରେ ଗଙ୍

ତୁ ଚଞ୍ଚଳ ନଈଟେ ମୁଁ ଚଗଲା ଦରିଆ - Tu Chanchala Naite Mun Chagala Daria Lyrics

Image
== ଓଡ଼ିଆ== ଫିଲ୍ମଗୀତ : ତୁ ଚଞ୍ଚଳ ନଈଟେ ମୁଁ ଚଗଲା ଦରିଆ ଭାଷା : ଓଡ଼ିଆ ଚଳଚିତ୍ର : ମିଷ୍ଟର ମଜନୁ କଣ୍ଠ : ସ୍ଵୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଗୀତିକାର :  ବାପୁ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୧୯ (ପୁ) ତୁ ଚଞ୍ଚଳ ନଈଟେ ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ ମୋ ଭିତରେ ବହିଯା ତୁ ଚଞ୍ଚଳ ନଈଟେ ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ ମୋ ଭିତରେ ବହିଯା ଥରେ ଫେଣ୍ଟି ହେଲେ ତ ମିଠା ରଙ୍ଗ ଦେହସାରା ଖେଳିଯିବ ତରଙ୍ଗ ଆଉ ଫେରି ପାରିବୁନି ଜୁଆର ମୁଁ ଅବୁଜା ତୁ ଚଞ୍ଚଳ ନଈଟେ ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ ମୋ ଭିତରେ ବହିଯା (ଝି) ଲାଲାଲାଲା..ଲା.. ଲାଲାଲା..ଲାଲାଲା..ଲାଲାଲା.. ଲାଲାଲାଲା..ଲା.. ଲାଲାଲା..ଲାଲାଲା..ଲାଲାଲା.. ॥ (ଝି) ତତଲା ତୋ ଧିମା ଧିମା ନିଶ୍ଵାସ ଛୁଉଁ ଛୁଉଁ ଯାଏ ଜଳି ବାରୁଦ ଏ ବୟସ (ପୁ) ତୋ ଛୁଆଁରେ ହାଏ ଏକି ମାଦକ କାଦମ୍ବରୀ ନିଶା ହାରେ କରିଦିଏ କୁହୁକ (ଝି) ଦୁରେ ଦୁରେ ଆଉ ହୁଏନା ରହି ଓଠ ଯାହା ଆଜି ପାରେନା କହି ଦେହର କବିତା ମୋର ଆଖିରେ ତୁ ପଢ଼ିଯା (ପୁ) ତୁ ଚଞ୍ଚଳ ନଈଟେ ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ ମୋ ଭିତରେ ବହିଯା ॥୧॥ (ପୁ) କଳାମେଘି ସେଇ କେଶରେ ଛନ୍ଦି ଦେତୁ ଧୀରେ ଧୀରେ ସେ ଅଡ଼ୁଆ ଫାଶରେ (ଝି) କମିଯାଉ ଆମ ପ୍ରେମ ଦୁରତା ସରିଯାଉ ତୋ ବାହୁରେ ସବୁ ଚଞ୍ଚଳତା (ପୁ) ଗାଲେ ନେଶି ଦେ

ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ - Mo Ghara Batadei Chalijau Hasidei Lyrics

Image
== ଓଡ଼ିଆ == ଗୀତ : ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ ଭାଷା : ଓଡ଼ିଆ କଣ୍ଠ : କୁଲଦୀପ ପଟ୍ଟନାୟକ ଗୀତିକାର : ତପୁ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ୍ ନିଜାମ୍ ମସିହା : ୨୦୧୯ ଆ..ଆ..ଆ     ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ ଦିନ ସାରା ଭାବି ରହି ପାରେନା ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ ଦିନ ସାରା ଭାବି ରହି ପାରେନା ତୁ ହାତେ ବହିଧରି ଚାହୁଁ ଯେବେ ଫେରି ଫେରି ରାତି ସାରା ଭାବି ଶୋଇ ହୁଏନା କେତେ ଦିନ କହ ଏମିତି ଚାଲିବ କିଏ କାହା କଥା କେମିତି ବୁଝିବ ମଜା ନା ସଜା କହିଦେନା.. ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ ଦିନ ସାରା ଭାବି ରହି ପାରେନା ॥ ମନ ତଳେ ଲୁଚିଥାଏ ଯଉ କଥା ତୋର ସେଇ କଥା ଆଖିରୁ ତୋ ବୁଝି ହେଇଯାଏ ବାଟ କେବେ ସରେନାହିଁ ଠିକଣାରେ ମୋର ପାଦ ତୋର ମୋ ପାଖରେ କାହିଁ ରହିଯାଏ ସବୁ ଜାଣି ଅଜଣା ତୁ କିଛି ଜାଣିନାହୁଁ ଯିଏ ପଚାରେ ମୋ କଥା ଚିହ୍ନିନାହିଁ କହୁ ମୁହାଁମୁହିଁ ହେଲେ ମୁହଁ ପୋତି ଦଉ ଇସାରାରେ ପୁଣି ଦେଖାହବ ତୁ କହୁ ମଜା ନା ସଜା କହିଦେନା.. ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ ଦିନ ସାରା ଭାବି ରହି ପାରେନା ॥୧॥  ଆଉ କାହା ସାଥେ ଯେବେ ଗପି ଗପି ଯାଉ କେମିତି ସହିବ ଦେହ ଏମିତି ତୁ ହଉ ମତେ ଲାଗେ ଏଇ ଅଛୁ ଆସି ଲୁଚିଯାଉ  ମତେ ଛାଡ଼ି ଏକା ଏକା କେମିତି ତୁ ରହୁ ତୋ' ନିରବତା ଭାରି ବାଧୁଛି ଯେ ଏତେ ସତ କହ ଜଳେଇବୁ ଆଉ କହ କେତେ ପଢ଼ାପଢ଼ି ସରୁ କରିନେ

ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ - Jibanara Shesa Bandhu Prabhu Jagannatha Se Prabhu Jagannatha Lyrics

Image
== ଓଡ଼ିଆ == ଗୀତ : ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ଭାଷା : ଓଡ଼ିଆ ଆଲବମ : ବାଇଶି ପାହାଚ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର  ମସିହା : ୧୯୯୯ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ ଜୀବନର ଶେଷ ଭୋକ ମେଣ୍ଟେ ନିର୍ମାଲ୍ୟରେ ଜୀବନର ଶେଷ ଶୋଷ ତୁଳସୀଜଳରେ ଜୀବନର ଶେଷ ଗୀତ.. ଜୀବନର ଶେଷ ଗୀତ ରାମ ନାମ ସତ୍ୟ ହେ ରାମ ନାମ ସତ୍ୟ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ ॥ ଜୀବନର ଶେଷ ଖେଳ ବଡ଼ଦାଣ୍ଡରେ ଜୀବନର ଶେଷ ଖେଳ ବଡ଼ଦାଣ୍ଡରେ ଜୀବନର ଶେଷ ନିଦ୍ରା ସ୍ୱର୍ଗଦ୍ୱାରରେ ଜୀବନର ଶେଷ ନିଦ୍ରା ସ୍ୱର୍ଗଦ୍ୱାରରେ ଜୀବନର ଶେଷ ସ୍ୱପ୍ନ.. ଜୀବନର ଶେଷ ସ୍ୱପ୍ନ ନୀଳଚକ୍ର ନେତ ସେ ନୀଳଚକ୍ର ନେତ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ ॥୧॥ ଜୀବନର ଶେଷ ଦୁଃଖ ପାପ ଅର୍ଜନ ଜୀବନର ଶେଷ ଦୁଃଖ ପାପ ଅର୍ଜନ ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ ଜୀବନର ଶେଷ ଲକ୍ଷ୍ୟ.. ଜୀବନର ଶେଷ ଲକ୍ଷ୍ୟ ବନ୍ଧନରୁ ମୋକ୍ଷ ହେ ବନ୍ଧନରୁ ମୋକ୍ଷ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ ପ୍ରଭୁ ଜଗନ୍ନାଥ ॥୨॥ YouTube ରେ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ == English == Song : Jibanara

ରେ ସଜନୀ ରେ ସଜନୀ (ଏ କେମିତି ଖୁସି ତୁ ଦେଲୁ ପରଷି) - Re Sajani Re Sajani (E Kemiti Khusi Tu Delu Parasi) Lyrics

Image
== ଓଡ଼ିଆ == ଫିଲ୍ମଗୀତ : ରେ ସଜନୀ ରେ ସଜନୀ ଭାଷା : ଓଡ଼ିଆ ଚଳଚିତ୍ର : ସ୍ମାଇଲ ପ୍ଲିଜ୍‌ କଣ୍ଠ : ସଂଗ୍ରାମ  ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୧୪ (ପୁ) ରେ..ଏ..ସଜନୀ ରେ..ଏ..ସଜନୀ ଏ କେମିତି ଖୁସି ତୁ ଦେଲୁ ପରଷି ମୁଁ ଖୁସିରେବି ହସି ପାରୁନି ମୁଁ କହି ପାରୁନି କି ସହି ପାରୁନି କି ମନ ଖୋଲି କାନ୍ଦି ପାରୁନି ହସୁଚି ସିନା ଉପରେ ହୃଦୟ କାନ୍ଦେ ଭିତରେ ଲୁହରେ ଭିଜେ ପ୍ରେମ ଚାନ୍ଦିନୀ ରେ..ଏ..ସଜନୀ ରେ..ଏ..ସଜନୀ ॥ (ପୁ) ଜୀବନେ ଆସିଲା ଏମିତିକା ମୋଡ଼ କରିଦେଲା ଏକୁଟିଆ ହୋ..ଜୀବନେ ଆସିଲା ଏମିତିକା ମୋଡ଼ କରିଦେଲା ଏକୁଟିଆ ସମୟତ ଆଜି ହାତଧରି ମୋର ଦୋ’ଛକିରେ କଲା ଠିଆ ଲିଭିଯିବ ସିନା ଏ ଛାତିର ନିଆଁ ବାକି ରହିଯିବ ଧୂଆଁ ବାକି ରହିଯିବ ଧୂଆଁ ନା ଫୁଲ ମିଳିଲା ନା କଣ୍ଟା ମିଳିଲା ମୁଁ କେମିତିକା ମାଳୀ ଜାଣେନା ଆଗକୁ ଯାଇ ପାରୁନି ପଛକୁ ଫେରି ପାରୁନି ନିଜକୁ ନିଜେ ଖୋଜି ପାଉନି (ଝି) ଆଇ ଲଭ ୟୁ..ଆଇ ଲଭ ୟୁ..ଆଇ ଲଭ ୟୁ (ପୁ) ରେ..ଏ..ସଜନୀ ରେ..ଏ..ସଜନୀ ॥୧॥ (ପୁ) ହେ..ହେହେ..ହେ..ଏ..ଏ ହେ..ଏ..ଏ..ଏ..ଏ..ହେ ଯେଉଁ ସପନକୁ ମୁକୁତା ଭାବି ମୁଁ ଏ ଆଖିରେ ଜାଗା ଦେଲି ହଁ..ଯେଉଁ ସପନକୁ ମୁକୁତା ଭାବି ମୁଁ ଏ ଆଖିରେ ଜାଗା ଦେଲି ଲୁହ ହୋଇ ଦିନେ ଭିଜେଇ ଦବ ସେ ଏ କଥା ଜାଣି ନଥିଲି ହୃଦୟର ରଙ୍ଗ ଫିକା ପଡ଼ିନାହିଁ ସୂର୍ଯ୍ୟ ମୋ

ପ୍ରେମଫୁଲ ଓଡ଼ିଆ କବିତା - Pemaphula Odia Kabita

Image
ଗୀତ : ପ୍ରେମଫୁଲ ଭାଷା : ଓଡ଼ିଆ ଗୀତିକାର : ଲଲାଟେନ୍ଦୁ ମସିହା : ୨୦୧୭ (ଭାଗ ୧ : ସାଥୀ ପାଇଁ ପ୍ରେୟସୀର ପକ୍ଷୀ ହାତରେ ସନ୍ଦେଶ) କେଉଁ ଦେଶେ ଯିବୁ ପକ୍ଷୀଟିକି ଟିକି ଡେଣା ମେଲି ଘେନି ଯା ସନ୍ଦେଶ ମୋର ଚିଟାଉ ତୋ ହାତେ ଦେଲି ॥୧॥   ଯେ' ଆକାଶେ ଫୁଟେ ନିତି ଜାତି ଜାତି ପ୍ରେମ-ଫୁଲ ସେ ଦେଶେ ଯାଇଛି ସାଥୀ ଖୋଜି ପ୍ରେମଫୁଲ ମାଳ ॥୨॥   ସେ ଫୁଲ ଗୋଟିଏ ପାଇଁ ଅଝଟ ଯେ କରି ଦେଲି ଯାଇଛି ଅବୁଝା ସାଥୀ ହାତେ ଧରି ଫୁଲ ଥଳୀ ॥୩॥   ପଦ୍ମ ମଧ୍ୟେ ପଦ୍ମ ଆନ ପ୍ରେମଫୁଲ ମନଜିଣା ଦେଖିନି କେ ଶୁଣେ କାନ ସେ କଥା କି ତାକୁ ଜଣା !! ॥୪॥   ପ୍ରେମ ଭୋଳେ କହି ଦେଲି ସେ ଫୁଲ ଆଣି ଦେ ବୋଲି ବୁଝିଲାନି ଥଟା ମଜା ଯାଇଛି ସେ ଫୁଲ ତୋଳି ॥୫॥   ଜହ୍ନ ମଧ୍ୟେ ଜହ୍ନ ପରି ସେ ଫୁଲ ପାଖୁଡ଼ା ଦିଶେ ମିଳେ ନା ତ ସରଗରେ ମିଳିବ କି ପ୍ରେମଦେଶେ ॥୬॥   ସାରା ରାତି ଲେଖିଛି ରେ ଲେଖିଛି ରକତ ଢାଳି ଘେନି ଯା ସନ୍ଦେଶ ମୋର ଚିଟାଉ ତୋ ହାତେ ଦେଲି ॥୭॥   ଜଳରେ ଅନଳ ଶିଖା ପରି ଝଳେ ତା କେଶର ନାହିଁ ତିନି ଲୋକେ ଦେଖା ସେହି ପ୍ରେମଫୁଲ ମୋର  ॥୮॥   ସାଥୀ ମୋର ଗଲା ଦୂରେ ସେ ଫୁଲ  ଆଣିବ ତୋଳି କାନ୍ଦି କାନ୍ଦି ଅନ୍ଧକାରେ ଭାଳେ ମୁଁ ଗୋ ଏକି କଲି ॥୯॥   (ଭାଗ ୨ : ଅବୁଝା ସାଥୀ ଫେରୁନାହିଁ, ସେଥିପାଇଁ ପକ୍ଷୀର ଭାଲେଣି) ଶାଖୀ ଚୂଳେ ଶାଖା କୋଳେପକ୍ଷୀ ଢାଳେ ଆଖିଜଳ ମଥିତ ‘ନଥିଲା’ ଫ

ହାଇ ଗୁରୀ ତୋର ଲଚ୍‍କି ଚାଲି - Hai Guri Tor Lachki Chali Lyrics

Image
== ଓଡ଼ିଆ == ଗୀତ : ହାଇ ଗୁରୀ ତୋର ଲଚ୍‍କି ଚାଲି ଭାଷା : ସମ୍ବଲପୁରୀ କଣ୍ଠ : ଶତୃଘନ୍, ଉମାକାନ୍ତ ଗୀତିକାର : ହୃଷିକେଶ ସଙ୍ଗୀତ ନିର୍ଦ୍ଦେଶକ : ଭକ୍ତ ପ୍ରସାଦ ବାରିକ (ପୁ-୧) ହାଏ ଗୁରୀ ତୋର୍ ଲଚ୍‍କି ଚାଲି (ପୁ-୨) ହାଏ..ହାଏ..ହାଏ..ହାଏ   (ପୁ-୧+ପୁ-୨) ଏ ଗୁରୀ ତୋର୍ ଲଚ୍‍କି ଚାଲି କଅଁଲି ଅଣ୍ଟା ଆମ୍‍କୁ ମାଇଲାରେ ମାଇଲା ତୋର୍ ମୁହୁ ମଲକା ଆମ୍‍କୁ ମାଇଲାରେ ମାଇଲା ତୋର୍ ମୁହୁ ମଲକା (ପୁ-୨) ହେ ଗୁରୀ ତୋର୍ ଲଚ୍‍କି ଚାଲି (ପୁ-୧) ହାଏରେ..ହାଏରେ..ହାଏରେ..ହାଏ (ପୁ-୧+ପୁ-୨) ହେ ଗୁରୀ ତୋର୍ ଲଚ୍‍କି ଚାଲି କଅଁଲି ଅଣ୍ଟା ଆମ୍‍କୁ ମାଇଲାରେ ମାଇଲା ତୋର୍ ମୁହୁ ମଲକା ଆମ୍‍କୁ ମାଇଲାରେ ମାଇଲା ତୋର୍ ମୁହୁ ମଲକା ॥ (ପୁ-୧) ଚିକିନା ଚିକିନା ତୋର୍ ଚିକିନା ଗାଲେ ପହେଲା କିରନର୍ ଲାଲି ହାଏରେ..ପହେଲା କିରନର୍ ଲାଲି (ପୁ-୨) ହୋ..ନୁହେଁତ ଇତାର୍ ଲେଖେଁ ନୁହେଁତ ସେତାର୍ ଲେଖେଁ ତୋର୍ ଚେହେରା ନିରାଲି ହାଏରେ..ତୋର୍ ଚେହେରା ନିରାଲି (ପୁ-୧) ହଁ..ଚିକିନା ଚିକିନା ତୋର୍ ଚିକିନା ଗାଲେ ପହେଲା କିରନର୍ ଲାଲି ହାଏରେ..ପହେଲା କିରନର୍ ଲାଲି (ପୁ-୨) ହୋ..ନୁହେଁତ ଇତାର୍ ଲେଖେଁ ନୁହେଁତ ସେତାର୍ ଲେଖେଁ ତୋର୍ ଚେହେରା ନିରାଲି ହାଏରେ..ତୋର୍ ଚେହେରା ନିରାଲି (ପୁ-୧) ତୁଇତ ଭୋଲି ଭାଲି (ପୁ-୨) ହାଏରେ..ହାଏରେ..ହାଏରେ..ହାଏ (ପୁ-୧+ପୁ-୨) ତୁଇତ ଭୋଲି ଭାଲି ଲହ ଲହକା ଆ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ