Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବାର ମାସ (ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ) - Bara Masa (Grishme Baishakha Jyeshta Masa) Lyrics



== ଓଡ଼ିଆ ==

ଗୀତ : ବାର ମାସ (ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ)
ଭାଷା : ଓଡ଼ିଆ
ଗୀତିକାର : ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨)



ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ
          ପ୍ରଚଣ୍ଡ ରୌଦ୍ର ପରକାଶ ॥
ବର୍ଷାରେ ଆଷାଢ଼ ଶ୍ରାବଣ
          ମେଘ ବରଷେ ଘନ ଘନ ॥
ଭାଦ୍ର, ଆଶ୍ୱିନ ଶରତରେ
          ନିର୍ମଳ ଶୋଭା ଜଗତରେ ॥
ହିମେ କାର୍ତ୍ତିକ, ମାର୍ଗଶୀର
          ରାତିରେ ପଡ଼ଇ ଶିଶିର ॥
ଶୀତରେ ପୌଷ, ମାଘ ମାସ
          ଦେହରେ ରଖ ଶୀତ ବାସ ॥
ଫାଲ୍ଗୁନ, ଚୈତ୍ର ବସନ୍ତରେ
          ମୃଦୁ ମଳୟ ମନ ହରେ ॥
ବାର ମାସର କଥା ଏହି
          ଶୁଣ ବାଳକେ ମନ ଦେଇ ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ଦ୍ଵିତୀୟ ଶ୍ରେଣୀ । ବର୍ଣ୍ଣବୋଧ ବହିରେ ମଧ୍ୟ ଅଛି ।
      ମତାମତ ପାଇଁ ଅଶେଷ ଧନ୍ୟବାଦ ।

      Delete
  2. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ

      - "ଦି ସ୍ମରଣିକା" ଟିମ୍‌

      Delete
  3. Bahut bahut Dhanyawad. Piladina katha Mane padigala. Aji hi mu mo English padhua pua ku ei Gita ta sikhauthili.

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ | ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ |

      - "ଦି ସ୍ମରଣିକା" ଟିମ୍

      Delete
  4. Mamata maee go janama bhumi, Topari... Maa.. paibi kahin please search for me

    ReplyDelete
    Replies
    1. ଟିକିଏ ଅଧିକ ତଥ୍ୟ ଦେବାକୁ ଅନୁରୋଧ । ଏହି ଗିତଟି ପାଠ୍ୟପୁସ୍ତକରେ ଥିଲା କି? YouTubeରେ ଏହି ଗିତଟି ଅଛି କି? Link ଦେବାକୁ ଅନୁରୋଧ ।

      - ଦି ସ୍ମରଣିକା ଟିମ୍‌

      Delete
  5. ଏହି ପୁସ୍ତକ ର ତିନୋଟି ମାଛ ଗଳ୍ପ ଟିକୁ ଟିକେ ଦେହେଇବେ ?

    ReplyDelete
    Replies
    1. ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଖୁବ୍ ଶୀଘ୍ର ଦେବା ପାଇଁ ଚେଷ୍ଟା କରିବୁ ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ