Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସିଂହବାହିନୀ ଶକ୍ତିପ୍ରଦାୟିନୀ ମା - Shinghabahini Shaktipradayini Maa Lyrics

== ଓଡ଼ିଆ ==

ଭଜନ : ସିଂହବାହିନୀ ଶକ୍ତିପ୍ରଦାୟିନୀ ମା
ଭାଷା : ଓଡ଼ିଆ
ଚଳଚିତ୍ର : ମନ ଆକାଶ
କଣ୍ଠ : ସିକନ୍ଦର ଆଲାମ୍, ଭିକା
ରି ବଳ, ଏସ୍. ଜାନକୀ
ଗୀତିକାର : ଶିବବ୍ରତ ଦାସ
ସଂଗୀତ ନିର୍ଦ୍ଦେଶକ : ଉପେନ୍ଦ୍ର କୁମାର
ମସିହା : ୧୯୭୪



(ପୁ)
ସିଂହବାହିନୀ
ସିଂହବାହିନୀ ଶକ୍ତିପ୍ରଦାୟିନୀ ମା
(ଝି)
ଆସ ଅବତରୀ ଏ ଧରା ଧାମକୁ
ମା'ଗୋ ଶୁଣ ମାଗୁଣି 
(ସମସ୍ତେ)
ମା..ମା.. ॥


(ଝି)
ଯୁଗେ ଯୁଗେ ମାଗୋ ତୁମ କରୁଣାରୁ
ମାନବର ଦେହ ଧରି
(ପୁ)
ତୁମ ଆନନ୍ଦ ଧାମେ ଫେରିଯାଉ
ତୁମ କାମ ଆମେ କରି
(ସମସ୍ତେ)
ମା..
(ଝି)
ଆସ ମା ଦୁର୍ଗା ବିକଶିତ ହୁଅ
(ପୁ)
ଆସ ମା ଦୁର୍ଗା ବିକଶିତ ହୁଅ
ନବୀନ ଅରୁଣ ପରି
(ସମସ୍ତେ)
ସିଂହବାହିନୀ ॥୧॥


(ପୁ)
ତ୍ରିଶୂଳ ଧାରିଣୀ ରିପୁନାଶିନୀ ମା
(ସମସ୍ତେ)
ମା..ରିପୁନାଶିନୀ ମା
(ପୁ)
ତ୍ରିଶୂଳ ଧାରିଣୀ ରିପୁନାଶିନୀ ମା
ସାହା ହୁଅ ତୁମେ ଆସି
(ସମସ୍ତେ)
ମା..
(ଝି)
ମଙ୍ଗଳମୟୀ ସେ ରୂପକୁ ଚାହିଁ 
ରହିଛୁ ଭାରତବାସୀ
(ସମସ୍ତେ)
ମା..
(ପୁ)
ଦିଅ ମା ଭକ୍ତି ଦିଅ ମା ଶକ୍ତି
(ଝି)
ଦିଅ ମା ଭକ୍ତି ଦିଅ ମା ଶକ୍ତି
(ପୁ)
ମାଗୁଅଛୁ କର ଯୋଡ଼ି
(ସମସ୍ତେ)
ସିଂହବାହିନୀ ॥୨॥


(ପୁ)
ତମସା ତିମିର ପୂରି ରହିଥିଲା
ମୋର ଏ ଭାରତ ଦେଶେ
ଅନ୍ଧାର ନାଶି ଉଦୟ ହେଲ ଗୋ
ଗଗନ ପ୍ରାନ୍ତେ ଶେଷେ
(ସମସ୍ତେ)
ମା..
(ଝି)
ତୁମରି ଆଭାର ଉଷାର ଆଲୋକେ
ତୁମରି ଆଭାର ଉଷାର ଆଲୋକେ
ଦଶ ଦିଶ ଉଠୁ ହସି
(ସମସ୍ତେ)
ସିଂହବାହିନୀ ଶକ୍ତିପ୍ରଦାୟିନୀ ମା
ଆସ ଅବତରୀ ଏ ଧରା ଧାମକୁ
ମା'ଗୋ ଶୁଣ ମାଗୁଣି ॥୩॥


YouTube ରେ ସିଂହବାହିନୀ ଶକ୍ତିପ୍ରଦାୟିନୀ ମା



== English ==

Bhajan : Shinghabahini Shaktipradayini Maa
Language : Odia
Movie : Mana Aakasha
Singer : Sikander Alam, Bhikari Bala, S. Janaki
Lyricist : Shibabrata Das
Music Director : Upendra Kumar
Year : 1974



(M)
Shinghabahini
Shinghabahini shaktipradayini Maa
(F)
Aasa abatari e dhara dhamaku
Maa’go shuna maguni
(All)
Maa..Maa.. ॥


(F)
Juge juge Maago  tuma karunaru
Manabara deha dhari
(M)
Tuma ananda dhame pherijau
Tuma kama ame kari
(All)
Maa..
(F)
Aasa Maa Durga bikashita hua  
(M)
Aasa Maa Durga bikashita hua
Nabina aruna pari
(All)
Shinghabahini ॥1॥


(M)
Trishula dharini ripunashini Maa
(All)
Maa..ripunashini Maa
(M)
Trishula dharini ripunashini Maa
Saha hua tume asi
(All)
Maa..
(F)
Mangalamayi se rupaku chahin
Rahichhu Bharatabasi
(All)
Maa..
(M)
Dia Maa bhakti dia Maa shakti
(F)
Dia Maa bhakti dia Maa shakti
(M)
Maguachhu kara jodi
(All)
Shinghabahini ॥2॥


(M)
Tamasa timira puri rahithila
Mora e Bharata deshe
Andhara nashi udaya hela go
Gagana prante shese
(All)
Maa..
(F)
Tumari abhara usara aloke
Tumari abhara usara aloke
Dasha disha uthu hasi
(All)
Shinghabahini shaktipradayini Maa
Aasa abatari e dhara dhamaku
Maa’go shuna maguni ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ