Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସିନ୍ଦୂର କହିଯାଏ ମତେ ଆଜି ତୁମେ ମୋର ମୁଁ ତୁମର - Sindura Kahijae Mate Aji Tume Mora Mun Tumara Lyrics

== ଓଡ଼ିଆ==

ଫିଲ୍ମଗୀତ : ସିନ୍ଦୂର କହିଯାଏ ମତେ ଆଜି
ଭାଷା : ଓଡ଼ିଆ
ଚଳଚିତ୍ର : ସୁହାଗ ସିନ୍ଦୂର
କଣ୍ଠ : ସୋନୁ ନିଗମ, ସାଧନା ସରଗମ୍
ଗୀତିକାର : ନିଜାମ୍
ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର
ମସିହା : ୧୯୯୮



(ଝି)
ସିନ୍ଦୂର..
ସିନ୍ଦୂର କହିଯାଏ ମତେ ଆଜି
ତୁମେ ମୋର ମୁଁ ତୁମର
ତୁମେ ମୋର ମୁଁ ତୁମର
(ପୁ)
ସିନ୍ଦୂର ଦେଇ ମୁଁ ପାଇଚି ତୁମକୁ
ତୁମେ ମୋ ଦେହର ଛାଇ ତୁମକୁ ପାଇ
ଜୀବନ ଲାଗେ ସୁନ୍ଦର
(ଝି)
ସିନ୍ଦୂର..
ସିନ୍ଦୂର କହିଯାଏ ମତେ ଆଜି
(ଝି+ପୁ)
ତୁମେ ମୋର ମୁଁ ତୁମର
ତୁମେ ମୋର ମୁଁ ତୁମର ॥


(ଝି)
ତୁମେ ତ ମୋ ହଁ ମୋ ସୁଖ ଯେତେ
ସବୁ ଆଣିଦେଲ ମୋତେ
ତୁମେ ତ ମୋ ହଁ ମୋ ସୁଖ ଯେତେ
ସବୁ ଆଣିଦେଲ ମୋତେ
(ପୁ)
ତୁମକୁ ମୁଁ ହଁ ମୁଁ ଆଣିଦେବି
ଦୁନିଆର ଖୁସି ଯେତେ
(ଝି)
ଆମ ଏ ମିଳନ ଯୁଗ ଯୁଗର
ସାକ୍ଷୀ ରହିଲା ମୋ ଶଙ୍ଖା ସିନ୍ଦୂର
(ପୁ)
ସିନ୍ଦୂର..
ସିନ୍ଦୂର କହିଯାଏ ମତେ ଆଜି
(ପୁ+ଝି)
ତୁମେ ମୋର ମୁଁ ତୁମର
ତୁମେ ମୋର ମୁଁ ତୁମର ॥୧॥


(ପୁ)
ତୁମକୁ ମୁଁ ହଁ ମୁଁ କଥାଦେଲି
ଥିବି ମୁଁ ତୁମର ହୋଇ
ହୋ..ତୁମକୁ ମୁଁ ହଁ ମୁଁ କଥାଦେଲି
ଥିବି ମୁଁ ତୁମର ହୋଇ
(ଝି)
ଜିଇଁଚି ମୁଁ ହଁ ମୁଁ ଯେତେ ଦିନ
ଯାଉଥିବି ଭଲ ପାଇ
(ପୁ)
ତୁମେ ତ ନିଜଠୁ ଅତି ନିଜର
ସାକ୍ଷୀ ତୁମ ଆଖି କଜଳ ଗାର
(ଝି)
ସିନ୍ଦୂର..
(ପୁ)
ଓ..ସିନ୍ଦୂର କହିଯାଏ ମତେ ଆଜି
ତୁମେ ମୋର ମୁଁ ତୁମର
ତୁମେ ମୋର ମୁଁ ତୁମର
(ଝି)
ସିନ୍ଦୂର ପାଇ ମୁଁ ପାଇଚି ତୁମକୁ
ମୁଁ ତୁମ ଦେହର ଛାଇ ତୁମକୁ ପାଇ
ଜୀବନ ଲାଗେ ସୁନ୍ଦର
(ପୁ)
ସିନ୍ଦୂର..
(ଝି)
ସିନ୍ଦୂର..
(ପୁ)
ସିନ୍ଦୂର
(ପୁ+ଝି)
କହିଯାଏ ମତେ ଆଜି
ତୁମେ ମୋର ମୁଁ ତୁମର
ତୁମେ ମୋର ମୁଁ ତୁମର ॥୨॥


YouTube ରେ ସିନ୍ଦୂର କହିଯାଏ ମତେ ଆଜି




== English ==

Movie Song : Sindura Kahijae Mate Aji
Language : Odia
Film : Suhaga Sindura
Singer : Sonu Nigam, Sadhana Sangram
Lyrics : Nizam
Music Director : Manmath Mishra
Year : 1998



(F)
Sindura..
Sindura kahijae mate aji
Tume mora mun tumara
Tume mora mun tumara
(M)
Sindura dei mun paichi tumaku
Tume mo dehara chhai tumaku pai
Jibana lage sundara
(F)
Sindura..
Sindura kahijae mate aji
(F+M)
Tume mora mun tumara
Tume mora mun tumara ॥


(F)
Tume ta mo han mo sukha jete
Sabu anidela mote
Tume ta mo han mo sukha jete
Sabu anidela mote
(M)
Tumaku mun han mun anidebi
Duniara khusi jete
(F)
Aama e milana juga jugara
Sakhi rahila mo shankha sindura
(M)
Sindura..
Sindura kahijae mate aji
(M+F)
Tume mora mun tumara
Tume mora mun tumara ॥1॥


(M)
Tumaku mun han mun kathadeli
Thibi mun tumara hoi
Ho..tumaku mun han mun kathadeli
Thibi mun tumara hoi
(F)
Jiinchi mun han mun jete dina
Jauthibi bhala pai
(M)
Tume ta nijathu ati nijara
Sakhi tuma akhi kajala gara
(F)
Sindura..
(M)
O..sindura kahijae mate aji 
Tume mora mun tumara
Tume mora mun tumara
(F)
Sindura pai mun paichi tumaku
Mun tuma dehara chhai tumaku pai
Jibana lage sundara
(M)
Sindura..
(F)
Sindura..
(M)
Sindura..
(M+F)
Kahijae mate aji
Tume mora mun tumara
Tume mora mun tumara ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...



Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ