Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନାଲି ଟୋପି ବାଲା ତୋର ଚାଲି ଇଲିଶି - Nali Topi Bala Tora Chali Ilishi Lyrics

== ଓଡ଼ିଆ==

ଫିଲ୍ମଗୀତ : ନାଲି ଟୋପି ବାଲା ତୋର ଚାଲି ଇଲିଶି
ଭାଷା : ଓଡ଼ିଆ
ଚଳଚିତ୍ର : ସୁହାଗ ସିନ୍ଦୂର
କଣ୍ଠ : ଗୀତା ଦାସ, ସୋନୁ ନିଗମ
ଗୀତିକାର : ନିଜାମ୍
ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର
ମସିହା : ୧୯୯୮



(ଝି)
ତୁତୁ ତୁରୁ ତୁତୁ ରୁତୁ ତୁରୁତୁ
ତୁତୁ ତୁରୁ ତୁତୁ ରୁତୁ ତୁରୁତୁ

ନାଲି ଟୋପି ବାଲା ତୋର ଚାଲି ଇଲିଶି
ନାଲି ଟୋପି ବାଲା ତୋର ଚାଲି ଇଲିଶି
କେବେ ଧରା ଦେଇ କେବେ ଯାଉ ତୁ ଖସି
ପରଦେଶୀ ହାଏରେ ପରଦେଶୀ
ପରଦେଶୀ ହାଏରେ ପରଦେଶୀ
(ପୁ)
ପାଖେଥିଲେ କହିପାରୁନି ମୁଁ
ଦୂରେ ଗଲେ ରହିପାରୁନି ମୁଁ
ତୋ ଲାଗି ଷୋଳବୟସି
(ଝି)
ପରଦେଶୀ ହାଏରେ ପରଦେଶୀ
ପରଦେଶୀ ହାଏରେ ପରଦେଶୀ
(ଝି-ସମସ୍ତେ)
ଲୁଚି ଲୁଚି ଲୁଚି ତୁ ଆସି
ମନ ଚୋରିକଲୁ ପରଦେଶୀ
ଲୁଚି ଲୁଚି ଲୁଚି ତୁ ଆସି
ମନ ଚୋରିକଲୁ ପରଦେଶୀ ॥


(ଝି)
ଏ..ମୁଁ ତୋର ସେ
      ପୁରୁଣା ଡାୟେରୀ
ଦେ ଲେଖିତୁ ଦେ
      ଆମ ଏ ଲଭ୍ ଷ୍ଟୋରୀ
(ପୁ)
ହେ..ମୁଁ ତୋର ସେ
      କାହାଣୀ ରହିବ
ହେ ତୋବିନା ଏ
      ଜୀବନ ମୋ ଜିରୋ
(ଝି)
କାଚ ପରି ସଫା ମନ ମୋର
ଲାଗିଗଲା ପ୍ରେମ ଦାଗ ତୋର
ମୁଁ ଝୁରୁଚି ତତେ ବସି
ପରଦେଶୀ ହାଏରେ ପରଦେଶୀ
ପରଦେଶୀ ହାଏରେ ପରଦେଶୀ
(ଝି-ସମସ୍ତେ)
ଲୁଚି ଲୁଚି ଲୁଚି ତୁ ଆସି
ମନ ଚୋରିକଲୁ ପରଦେଶୀ
ଲୁଚି ଲୁଚି ଲୁଚି ତୁ ଆସି
ମନ ଚୋରିକଲୁ ପରଦେଶୀ ॥୧॥


(ଝି-ସମସ୍ତେ)
ତୁରୁ ରୁତୁ.. ତୁରୁ ରୁତୁ.. ତୁରୁ ରୁତୁ.. ତୁରୁ ରୁରୁ..
ଲାଲାଲା.. ଲାଲାଲା
ତୁରୁ ରୁତୁ.. ତୁରୁ ରୁତୁ.. ତୁରୁ ରୁତୁ.. ତୁରୁ ରୁରୁ..
ଲାଲାଲା.. ଲାଲାଲା
(ପୁ)
ତୁ କହିଲେ ହୁଁ
      କିଛି ମୁଁ କହିବି
ମୋ ଠିକଣା ତୋ
      ପାଖରୁ ପାଇବି
(ଝି)
ଛୁଁ ମତେ ତୁ ଛୁଁ
      ଛୁଇଁଲେ ଜାଣିବୁ
ମୋ ମନରେ ତୁ
      ରହିଚୁ ରହିବୁ
(ପୁ)
ତୋ ରୁପର ଏଇ ମନ୍ଦିରରେ
ପୂଜାରୀ ମୁଁ ଶୁଣ ସୁନ୍ଦରୀରେ
ତୁ ମୋର ପ୍ରେମ ତୁଳସୀ
(ଝି)
ପରଦେଶୀ ହାଏରେ ପରଦେଶୀ
ପରଦେଶୀ ହାଏରେ ପରଦେଶୀ
(ଝି-ସମସ୍ତେ)
ଲୁଚି ଲୁଚି ଲୁଚି ତୁ ଆସି
ମନ ଚୋରିକଲୁ ପରଦେଶୀ
ଲୁଚି ଲୁଚି ଲୁଚି ତୁ ଆସି
ମନ ଚୋରିକଲୁ ପରଦେଶୀ ॥୨॥


YouTube ରେ ନାଲି ଟୋପି ବାଲା ତୋର ଚାଲି ଇଲିଶି



== English ==

Movie Song : Nali Topi Bala Tora Chali Ilishi
Language : Odia
Film : Suhaga Sindura
Singer : Geeta Dash, Sonu Nigam
Lyrics : Nizam
Music Director : Manmath Mishra
Year : 1998



(F)
Tutu turu tutu rutu turutu
Tutu turu tutu rutu turutu

Nali topi bala tora chali ilishi
Nali topi bala tora chali ilishi
Kebe dhara dei kebe jau tu khasi
Paradeshi haere paradeshi
Paradeshi haere paradeshi
(M)
Pakhethile kahiparuni mun
Dure gale rahiparuni mun
To lagi sholabayasi
(F)
Paradeshi haere paradeshi
Paradeshi haere paradeshi
(F-All)
Luchi luchi luchi tu asi
Mana chorikalu paradeshi
Luchi luchi luchi tu asi
Mana chorikalu paradeshi ॥


(F)
E..mun tora se
      Puruna dairy
De lekhitu de
      Aama e love story
(M)
He..mun tora se
      Kahani rahiba
He tobina e
      Jibana mo zero
(F)
Kacha pari sapha mana mora
Lagigala prema daga tora
Mun jhuruchi tate basi
Paradeshi haere paradeshi
Paradeshi haere paradeshi
(F-All)
Luchi luchi luchi tu asi
Mana chorikalu paradeshi
Luchi luchi luchi tu asi
Mana chorikalu paradeshi ॥1॥


(F-All)
Turu rutu.. turu rutu.. turu rutu.. turu ruru..
Lalala.. lalala
Turu rutu.. turu rutu.. turu rutu.. turu ruru..
Lalala.. lalala
(M)
Tu kahile mun
      Kichhi mun kahibi
Mo thikana to
      Pakharu paibi
(F)
Chhun mate tu chhun
      Chhuinle janibu
Mo manare tu
      Rahichu rahibu
(M)
To rupara ei mandirare
Pujari mun shun sundarire 
Tu mora prema tulasi
(F)
Paradeshi haere paradeshi
Paradeshi haere paradeshi
(F-All)
Luchi luchi luchi tu asi
Mana chorikalu paradeshi
Luchi luchi luchi tu asi
Mana chorikalu paradeshi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ