Posts

Showing posts with the label କବିତା ସମ୍ବଲପୁରୀ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବୃଦ୍ଧାଶ୍ରମ୍ ସମ୍ବଲପୁରୀ କବିତା - Bruddhashram Sambalpuri Kabita Lyrics

Image
ଗୀତ : ବୃଦ୍ଧାଶ୍ରମ୍ ଭାଷା : ସମ୍ବଲପୁରୀ ଗୀତିକାର : କରୁଣାକର ଛତର ମସିହା : ୨୦୧୯ ବାପା: କେଡ଼େ ଲାଡ଼େଗେଲେ ପୁଷଲୁଁ ବାବୁରେ ଛୁଆ ଟେ ନୁ କଲୁଁ ବଡ଼୍ ଆଏଜ୍ ଆମେ ହେଲୁଁ ଫିକଲା ସାଜୋ ଘାଏକେ କଲୁ ରେ ପର୍ ॥୧॥ ମାଆ: ଦଶ୍ ମାସ୍ ତତେ ଗର୍ଭେ ଧରି ରେ ଜନମ୍ କଲି ଧନ ମୋର୍ ଇ ଦିନ୍ ତୋର୍ ବୁଆ କେ ଆଉ ମତେ ଦେଖାବାର୍ ଥିଲା ତୋର୍ ॥୨॥ ବାପା: ଇ ଖନେ ତତେ ବସେଇ ବାବୁରେ ଯାତରା ଦେଖାଲି କେତେ ଜୀବନର୍ ଶେଷ୍ ଯାତରା ବେଲକେ ଘରୁ ଖେଦିନେଲୁ ମତେ ॥୩॥ ମାଆ: କାନିପନତ୍ ମୋର୍ ସାକ୍ଷୀ ରେ ପୁଓ ଇଥି ପୁଛୁଥିଲୁ ମୁହୁଁ ଇ କାନିପନତ୍ ଖୁଜବା ତତେ ରେ ହେଲେ ସେ ପାଏବା କାହୁଁ ॥୪॥ ବାପା: କେତେ ଖେଲୁଥିଲୁ ଖେଲନା ଗା ବାବୁ ଖେଲ୍ ଦେଖାଲୁ ଗା ଆଏଜ୍ କାହାକେ କହେସି ମୋର୍ ପୁଓ ବଲି ମତେ ତ ଲାଗୁଛେ ଲାଏଜ୍ ॥୫॥ ମାଆ: ପାଇ କରି କରି ଜନ୍ କେ ଦେଖେଇ ଦାଏଲ୍ ଭାତ୍ ସାନି ସାନି ଖୁଏଇଥିଲି ରେ ସୁନା ଧନ ମୋର୍ ଶୁଇଥିଲୁ ଗୀତ୍ ଶୁନି ॥୬॥ ବାପା: ଜର୍ ଆନୁଥିଲେ ମୁଡ୍ ଆଡେ ବସି ତୋର୍ ମାଆ ଆଉ ମୁଇଁ ରାଏତ୍ ସାରା ଚେତି ମୁଡ୍ ତୋର୍ ଟାମଡ଼ି ଶୁଇଯାଉଥିଲୁଁ ଭୁଇଁ ॥୭॥ ମାଆ: ନାଇ ମାଗି ତତେ ତୋର୍ ଘରେ ପୁଓ ସୁନାରୁପା ମୋତି ହୀରା ମଲା କାଲ୍ କେ ଥିପେ ତୁରେନ୍ ସାଙ୍ଗେ ଦେଇଥିତୁ ଭାତ୍ ଦିରା ॥୮॥ ବାପା: ଦେଖ୍‌ ବେଟା ତୁଇ ତର୍କି ଥାଆରେ ନାଇ ଆସୁ ଏନ୍ତା ଦିନ୍ ନାଇ କରୁ କେଭେ ଉପର ବାଲା ଆମର୍...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ