Posts

Showing posts from January, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଲାଲ୍ ଗୁଲାବି ଲାଲ୍ ଗୁଲାବି ମସ୍ତ ଦିଶୁଚୁ - Lal Gulabi Lal Gulabi Mast Dishuchu Lyrics

Image
== ଓଡ଼ିଆ == ଗୀତ : ଲାଲ୍ ଗୁଲାବି ଲାଲ୍ ଗୁଲାବି ମସ୍ତ ଦିଶୁଚୁ ଭାଷା : ଓଡ଼ିଆ କଣ୍ଠ : ମଣ୍ଟୁ ଛୁରିଆ, ଦିପ୍ତୀରେଖା ପାଢ଼ୀ ଗୀତିକାର : ନିର୍ମଳା ପଣ୍ଡା ସଂଗୀତ ନିର୍ଦ୍ଦେଶକ : ଦୀପକ କୁମାର ମସିହା : ୨୦୧୯ (ପୁ) ଲାଲ୍ ଗୁଲାବି ଲାଲ୍ ଗୁଲାବି ମସ୍ତ ଦିଶୁଚୁ ପତା ଠିକଣା ଦେଲୋ ନନୀ କଉଠୁ ଆସିଚୁ ହାଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି ମସ୍ତ ଦିଶୁଚୁ ପତା ଠିକଣା ଦେଲୋ ନନୀ କଉଠୁ ଆସିଚୁ   ଆରେ..ଆରେ..ଆରେ ମୋ ସୁନ୍ଦୁରୀ ଲୈଲା ପ୍ରେମ କରିବା ଖୁଲ୍ଲମ ଖୁଲା (ଝି) ହେ..ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଚୁ ପତା ଠିକଣା ଦେ ଦିୱାନା  କଉଠୁ ଆସିଚୁ ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଚୁ ପତା ଠିକଣା ଦେ ଦିୱାନା  କଉଠୁ ଆସିଚୁ ଆରେ..ଆରେ..ଆରେ ମୋ ବାବୁ ରଙ୍ଗିଲା ପ୍ରେମ କରିବା ଖୁଲ୍ଲମ ଖୁଲା (ପୁ) ହାଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି ମସ୍ତ ଦିଶୁଚୁ ପତା ଠିକଣା ଦେଲୋ ନନୀ କଉଠୁ ଆସିଚୁ ହଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି ମସ୍ତ ଦିଶୁଚୁ ପତା ଠିକଣା ଦେଲୋ ନନୀ କଉଠୁ ଆସିଚୁ ॥୧॥ (ପୁ) ଆଲୋ ଛୁଇଁଲେ ତତେ କରେଣ୍ଟ ମାରେ ପୁରା ଟନା ଟନ୍  ଛାତିରେ ଗୁଳି ବାଜିଗଲାଣି ପୁରା ଦନା ଦନ୍ (ଝି) ହେ..କେମିତି କଥା କହିଲୁ ବାବୁ ମନ ମୋ ଛନ୍ ଛନ୍ ଟଚ୍ କରିଲୁ ତୁ ଯେବେ ମୋତେ ଛାତିଟା ଟନ୍ ଟନ୍ (ପୁ) ଆରେ..ଆରେ..ଆରେ ମୋ ସୁନ୍ଦୁରୀ ଛୈଲା ପ୍ରେମ କରିବା ଖୁଲ୍ଲମ ଖୁଲା ଲାଲ୍ ଗ

ଫଟାଇ ଖାଇଲି ବେଲ କୁକିଲ ରେ - Phatai Khaili Bela Kukila Re Lyrics

Image
== ଓଡ଼ିଆ == ଗୀତ : ଫଟାଇ ଖାଇଲି ବେଲ କୁକିଲ ରେ ଭାଷା : ସମ୍ବଲପୁରୀ  ଚଳଚିତ୍ର : ଭୂଖା କଣ୍ଠ : ନୂର୍ ବେଗମ୍, ପ୍ରଭାସିନୀ ରଥ ଗୀତିକାର : ନେତ୍ରାନନ୍ଦ ବାରିକ ସଙ୍ଗୀତ ନିର୍ଦ୍ଦେଶକ : ରମେଶ ମହାନନ୍ଦ ମସିହା : ୧୯୮୯ (ଝି-୧) ଫଟାଇ ଖାଇଲି ବେଲ କୁକିଲ ରେ (ସମସ୍ତେ) ଆହା..ଫଟାଇ ଖାଇଲି ବେଲ କୁକିଲ ରେ (ଝି-୧) ମହକିଲା କିଆଫୁଲ କୁକିଲ ରେ (ସମସ୍ତେ) ଆହା..ମହକିଲା କିଆଫୁଲ କୁକିଲ ରେ (ଝି-୧) ପର୍ବତ ଫଟାଇ ଯାଉଛେ ରେଲରେ ଆସୁଛେ ରେଲ ଏ.. (ଝି-୨) ଧାତ୍ (ଝି-୧) ପର୍ବତ ଫଟାଇ ଯାଉଛେ ରେଲରେ ଆସୁଛେ ରେଲ (ସମସ୍ତେ) ସାହେବ କେଡ଼େ ଅକଲ କୁକିଲ ରେ ସାହେବ କେଡ଼େ ଅକଲ କୁକିଲ ରେ ॥୧॥ (ଝି-୨) ବଗ ଉଡ଼େ ଜୁଲି ଜୁଲି କୁକିଲ ରେ (ସମସ୍ତେ) ଏ..ବଗ ଉଡ଼େ ଜୁଲି ଜୁଲି କୁକିଲ ରେ (ଝି-୨) କୁଆଁରୀ ମନେ ଚାହାଲି କୁକିଲ ରେ (ସମସ୍ତେ) ହଁ..କୁଆଁରୀ ମନେ ଚାହାଲି କୁକିଲ ରେ (ଝି-୨) ସାଙ୍ଗର ଜୁଲିକି ଦେଖିମି ବଲିରେ ଦେଖିମି ବଲି (ସମସ୍ତେ) ସତେ (ଝି-୨) ସାଙ୍ଗର ଜୁଲିକି ଦେଖିମି ବଲିରେ ଦେଖିମି ବଲି (ସମସ୍ତେ) ଚିଠି ଦେଲା ଗଲାକାଲି କୁକିଲ ରେ ଚିଠିଦେଲା ଗଲାକାଲି କୁକିଲ ରେ ॥୨॥ (ଝି-୧) ଦେଉଲେ ଉଡ଼ିଲା ବାନା କୁକିଲ ରେ (ସମସ୍ତେ) ହାଏ..ଦେଉଲେ ଉଡ଼ିଲା ବାନା କୁକିଲ ରେ (ଝି-୧) ରସିଆ ଦେଇଛେ ଚିହ୍ନା କୁକିଲ ରେ (ସମସ୍ତେ) ହାଏ..ରସିଆ ଦେଇଛେ ଚିହ୍ନା କୁକିଲ ରେ (ଝି-୧) ବୁ

ଅଥଳ ସାଗରେ କୁଳ ପାରୁନି ଦେଖି - Athala Sagare Kula Paruni Dekhi Lyrics

Image
== ଓଡ଼ିଆ == ଭଜନ : ଅଥଳ ସାଗରେ କୁଳ ପାରୁନି ଦେଖି ଭାଷା : ଓଡ଼ିଆ ଆଲବମ : ପ୍ରଭୁକୃପା କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ଲେବେଲ : ଟି ସିରିଜ୍ ମସିହା : ୧୯୮୮ ଅଥଳ ସାଗରେ କୁଳ ପାରୁନି ଦେଖି ଚଉଦିଗେ କଳା ମେଘ ଆସେ ଘୋଟିକି ଅଥଳ ସାଗରେ କୁଳ ପାରୁନି ଦେଖି ଚଉଦିଗେ କଳା ମେଘ ଆସେ ଘୋଟିକି ଉଦ୍ଧାର କରହେ କୁଳେ ନାବ ଦେଇକି ଚକାଆଖି..ଚକାଆଖି ଆହେ ଚକାଆଖି..ଚକାଆଖି ॥ ଅକାତକାତ ଜଳ ଲହଡ଼ି ମାଳ ମାଳ ଅକାତକାତ ଜଳ ଲହଡ଼ି ମାଳ ମାଳ ମଗର ରହିଛନ୍ତି ଘେରି ମୋ ଚକାଆଖି ମଗର ରହିଛନ୍ତି ଘେରି ଦେହେ ନ ଦେଇ ବଳ ସେ ଜଳେ ଠେଲିଦେଲ ଦେହେ ନ ଦେଇ ବଳ ସେ ଜଳେ ଠେଲିଦେଲ କେମିତି ହୋଇବି ମୁଁ ପାରି ମୋ ଚକାଆଖି କେମିତି ହୋଇବି ମୁଁ ପାରି ପହଁରି ପହଁରି ଏବେ ଗଲିଣି ଥକି ଚକାଆଖି..ଚକାଆଖି ଆହେ ଚକାଆଖି..ଚକାଆଖି ॥୧॥ ତୁମେ ତ ବଳିଆର ମୁହିଁ ନ ନିରିବଳ ତୁମେ ତ ବଳିଆର ମୁହିଁ ନ ନିରିବଳ ମୋ ପ୍ରାଣ ତୁମ ଠାରେ ବନ୍ଧା ମୋ ଚକାଆଖି ମୋ ପ୍ରାଣ ତୁମ ଠାରେ ବନ୍ଧା ଶ୍ରୀପଦେ ଆଶ୍ରାକରି ଯଦି ମୁଁ ଯାଏ ବୁଡ଼ି ଶ୍ରୀପଦେ ଆଶ୍ରାକରି ଯଦି ମୁଁ ଯାଏ ବୁଡ଼ି ତୁମକୁ ନ ହେବ କି ନିନ୍ଦା ମୋ ଚକାଆଖି ତୁମକୁ ନ ହେବ କି ନିନ୍ଦା ଶରଣ ରକ୍ଷଣ ଟେକ ରହିବ ଟେକି ଚକାଆଖି..ଚକାଆଖି ଆହେ ଚକାଆଖି..ଚକାଆଖି ଅଥଳ ସାଗରେ କୁଳ ପାରୁନି ଦେଖି ଚଉଦିଗେ କଳା ମେ

ତୁ ମେଘ ହେଇଯା ମୋତେ ସାଥେ ନେଇଯା - Tu Megha Heija Mote Sathe Neija Lyrics

Image
== ଓଡ଼ିଆ == ଗୀତ : ତୁ ମେଘ ହେଇଯା ମୋତେ ସାଥେ ନେଇଯା ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅସୀମା ପଣ୍ଡା ଗୀତିକାର : ଶଶିକାନ୍ତ ସଂଗୀତ ନିର୍ଦ୍ଦେଶକ : ଦେବାଶିଷ ପଣ୍ଡା ମସିହା : ୨୦୧୮ (ଝି) ତୁ ମେଘ ହେଇଯା ମୋତେ ସାଥେ ନେଇଯା (ପୁ) ତୁ ବର୍ଷା ହେଇଯା ଭିଜେଇ ଦେଇଯା (ଝି) ତୁ ମେଘ ହେଇଯା ମୋତେ ସାଥେ ନେଇଯା (ପୁ) ତୁ ବର୍ଷା ହେଇଯା ଭିଜେଇ ଦେଇଯା ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ (ଝି) ମୋ ହୃଦୟରେ ରଙ୍ଗ ଭରିଦେଇଯା ତୁ ମେଘ ହେଇଯା ମୋତେ ସାଥେ ନେଇଯା (ପୁ) ତୁ ବର୍ଷା ହେଇଯା ଭିଜେଇ ଦେଇଯା ହୋ..ଓ..ଓ..ଓ..ଓ.. (ଝି) ହୋ..ଓ..ଓ..ଓ..ଓ..ଓ.. ॥ (ପୁ) ତୋ ଚାହାଣି ମୋତେ କରିଛି ଦିୱାନା ରାତି ଦିନ ଖାଲି ଭାବୁଛି ତୋ କଥା (ଝି) ହୋ..ସବୁ ମୁହଁ ମୋତେ ଲାଗୁଛି ତୋ ପରି ବୁଝିନେ ତୁ ଆଜି ମୋ ମନର ଅବସ୍ଥା (ପୁ) ସତରେ କେମିତି ପାରିବି କହି ମୁଁ ସତରେ କେମିତି ପାରିବି କହି ମୁଁ ପାଖେ ଆସି ଥରେ ମୋତେ ଛୁଇଁ ଦେଇଯା (ଝି) ତୁ ମେଘ ହେଇଯା ମୋତେ ସାଥେ ନେଇଯା (ପୁ) ତୁ ବର୍ଷା ହେଇଯା ଭିଜେଇ ଦେଇଯା ॥୧॥ (ପୁ) ସବୁ ଋତୁ ଆଜି ଲାଗୁଚି ବସନ୍ତ ମନରେ ଆସିଚି ଅକୁହା ପୁଲକ (ଝି) ହୋ..ତୁ ଯାହା ଭାବୁଚୁ ମୁଁ ବି ଭାବୁଚି ତୁ କହିଦଉଚୁ ହେଲେ ମୁଁ ରହେ ନିରବ (ପୁ) ନିରବ ରହିବୁ ଆଉ କେତେ ଦିନ ନିରବ ରହିବୁ ଆଉ କେତେ ଦିନ ତୋ ହୃଦୟର କଥା ଆଜି ମାନିଯା (ଝି) ତୁ ମେଘ ହେଇଯା ମୋ

ପ୍ରଭୁ ପଦ ତଳେ ପ୍ରଣତି ଢାଳେ - Prabhu Pada Tale Pranati Dhale Lyrics

Image
== ଓଡ଼ିଆ == ଗୀତ : ପ୍ରଭୁ ପଦ ତଳେ ପ୍ରଣତି ଢାଳେ ଭାଷା : ଓଡ଼ିଆ ଚଳଚିତ୍ର : ଘର ସଂସାର କଣ୍ଠ : ଭିକା ରି ବଳ, ନିର୍ମଳା ମିଶ୍ର ଗୀତିକାର : ନାରାୟଣ ପ୍ରସାଦ ସିଂହ ସଂଗୀତ ନିର୍ଦ୍ଦେଶନା : ରାଖାଲ ମହାନ୍ତି, ଭି. ବାଲସାରା ମସିହା : ୧୯୭୩ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ତୋଳି ଫୂଜାଫୁଲ ସଞ୍ଜ ସକାଳେ ତୋଳି ଫୂଜାଫୁଲ ସଞ୍ଜ ସକାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ॥ ମଙ୍ଗଳମୟ ତୁମରି କରୁଣା ଜୀବନରେ ଭରେ ସକଳ କାମନା ମଙ୍ଗଳମୟ ତୁମରି କରୁଣା ଜୀବନରେ ଭରେ ସକଳ କାମନା ଜୀବନରେ ଭରେ ସକଳ କାମନା ଶାନ୍ତିର ସୁର ତଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ॥୧॥  ଚାଲିବାକୁ ତୁମେ ଦେଖାଇଛ ପଥ ଗାଇବାକୁ ତୁମେ ଶିଖାଇଛ ଗୀତ ଚାଲିବାକୁ ତୁମେ ଦେଖାଇଛ ପଥ ଗାଇବାକୁ ତୁମେ ଶିଖାଇଛ ଗୀତ ଗାଇବାକୁ ତୁମେ ଶିଖାଇଛ ଗୀତ ଗାଏ ନିବେଦନ ସୁରେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ॥୨॥  ତୁମରି ଆଶିଷେ ସୁନ୍ଦର ଧରା ପ୍ରୀୟ ପରିଜନ ବନ୍ଧୁରେ ଭରା ତୁମରି ଆଶିଷେ ସୁନ୍ଦର ଧରା ପ୍ରୀୟ ପରିଜନ ବନ୍ଧୁରେ ଭରା ପ୍ରୀୟ ପରିଜନ ବନ୍ଧୁରେ ଭରା ମମତାର ମଧୁ ଝରେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ତୋଳି ଫୂଜାଫୁଲ ସଞ୍ଜ ସକାଳେ ତୋଳି ଫୂଜାଫୁଲ ସଞ୍ଜ ସକାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢ

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

Image
== ଓଡ଼ିଆ == ଗୀତ : ବଣ ଓ ବଣି ଭାଷା : ଓଡ଼ିଆ ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି ପଡୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି ॥୧॥ ଡାକିଲା କୁନା କିଆଁଲୋ ବଣି ଘଷୁଛୁ-ଥଣ୍ଟ ଡାଲେ ? ଆ' ମୋ ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ ॥୨॥ ସୁନାର ଏକ ପଞ୍ଜୁରି ଗଢ଼ି ଆଣିବେ ବାପା ମୋର ମାଆଠୁ ମାଗି ଦେବିଲୋ ତୋତେ କଦଳୀ, ଛେନା, ସର ॥୩॥ ସୁନା ଗିନାରେ ଦେବି ମୁଁ ପାଣି ରୁପା ଥାଳିରେ ଭାତ ବୁଲାଇ ନେବି ମେଳାକୁ ତୋତେ ଦେଖିବୁ କେତେ ଯାତ ॥୪॥ କହିଲା ବଣି କୁନା ଭାଇନା କହିଲ ସତ ଏକା ମନେ ତୁମର ଶରଧା ଥାଉ ନିଇତି ହେବ ଦେଖା ॥୫॥ ଗଛରୁ ଗଛ ଉଡ଼ି ଉଡ଼ିକା ପାଉଛି କେତେ ସୁଖ ଡାଳରେ ଥାଇ ଦେଖଇ ମୁହିଁ ଜହ୍ନମାମୁଁର ମୁଖ ॥୬॥ ବୁଲୁଛି ଖାଇ ବଣର ଫଳ ଡିମିରି, ଆମ୍ବ, ଜାମୁ ଶୋଉଛି ସୁଖେ ବସାରେ ମୋର ଲେଉଟି ନାନା କାମୁ ॥୭॥ କୁନା ଭାଇନା ସୁନା ପଞ୍ଜୁରି ସେ ସୁଖ ଦେବ କିବା ? ଯିଏ ଯାହାର ମନ ଖୁସିରେ ଆପଣା ସୁଖେ ଥିବା ॥୮॥ ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି ରୁପା ଥାଳିର ଭାତ ଏ ଗଛ ଡାଳ ସରଗ ମୋର ବଣ ପରାଣ ମିତ ॥୯॥ YouTube ରେ ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ) ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ରୂପ ହୋଇଥିବ ଲାବଣ୍ୟବତୀ - Rupa Hoithiba Labanyabati Lyrics

Image
== ଓଡ଼ିଆ== ଫିଲ୍ମଗୀତ : ରୂପ ହୋଇଥିବ ଲାବଣ୍ୟବତୀ ଭାଷା : ଓଡ଼ିଆ ଚଳଚିତ୍ର : ପୂଜାଫୁଲ  କଣ୍ଠ : ଚିତ୍ତ ଜେନା ଗୀତିକାର : ପ୍ରଫୁଲ୍ଲ କର ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୮୫ ରୂପ ହୋଇଥିବ ଲାବଣ୍ୟବତୀ ଗୁଣରେ ଲାଜୁକୀ ମଉନାବତୀ ଏମିତି ଯଦି ମିଳିବ ସାଥୀ ମଧୁ ବରସିବ ରାତି ରାତି ରୂପ ହୋଇଥିବ ଲାବଣ୍ୟବତୀ ଗୁଣରେ ଲାଜୁକୀ ମଉନାବତୀ ଏମିତି ଯଦି ମିଳିବ ସାଥୀ ମଧୁ ବରସିବ ରାତି ରାତି ରୂପ ହୋଇଥିବ ଲାବଣ୍ୟବତୀ ॥ ରଚିବି ଏକ ଛୋଟଘର ସପନ ଛୁଆଁ ଦେଇ ଆକାଶ ହେବ ଅଗଣା ମୋର ତାରାଫୁଲରେ ଛାଇ ଜୋଛନା ତହିଁ ଝରୁଥିବ ପ୍ରିତି ପୀୟୂଷ ହୋଇ ମଳୟ ନିତି ବହୁଥିବ ପ୍ରିୟା ପଣତ ଛୁଇଁ କେତେ ଯେ ଜହ୍ନରାତି କେତେ ଯେ ଜହ୍ନରାତି ବାହୁରେ ମୋ ଝୁଲୁଥିବ ଫୁଲଝୁଲଣାରେ ଫୁଲମୋତି ରୂପ ହୋଇଥିବ ଲାବଣ୍ୟବତୀ ॥୧॥ ଫଗୁଣ ସାଜିଦେବ ମୋର ପ୍ରିୟାକୁ ରଙ୍ଗେ ଭରି କୋଇଲି ତାକୁ ଆଣିବ ଡାକି ପାଶେ ମୋ ଥିରି ଥିରି ପିନ୍ଧାଇଦେବି ହାତେ ତାର ସୁହାଗ ଶଙ୍ଖା ଚୁଡ଼ି ସେ ଚୁଡ଼ି ସାଥେ ବାନ୍ଧିଦେବି ମୋ ଜୀବନ ଡୋରି ଲାଜେ ସେ ମଥା ପୋତି ଲାଜେ ସେ ମଥା ପୋତି ଚୁପି ଚୁପି ହସୁଥିବ ଝରିପଡ଼ୁଥିବ ହୀରା ମୋତି ରୂପ ହୋଇଥିବ ଲାବଣ୍ୟବତୀ ଗୁଣରେ ଲାଜୁକି ମଉନାବତୀ ଏମିତି ଯଦି ମିଳିବ ସାଥୀ ମଧୁ ବରସିବ ରାତି ରାତି ରୂପ ହୋଇଥିବ ଲାବଣ୍ୟବତୀ ॥୨॥ YouTube ରେ ରୂପ ହୋଇଥିବ ଲାବଣ୍ୟବତୀ == E

ତୁ ପରା ମୋ ଆଖିର ଅଞ୍ଜନ ହାଏରେ ମୋର କଳାକାଞ୍ଚନ - Tu Para Mo Akhira Anjana Haere Mora Kalakanchana Lyrics

Image
== ଓଡ଼ିଆ == ଗୀତ : ତୁ ପରା ମୋ ଆଖିର ଅଞ୍ଜନ ଭାଷା : ଓଡ଼ିଆ ଆଲବମ : କଳାକାଞ୍ଚନ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ବସନ୍ତରାଜ ସାମଲ ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୨୦୦୪ ତୁ ପରା ମୋ ଆଖିର ଅଞ୍ଜନ ହାଏରେ ମୋର କଳାକାଞ୍ଚନ ତୁ ପରା ମୋ ହୃଦର ଚନ୍ଦନ ହାଏରେ ମୋର କଳାକାଞ୍ଚନ ତୁ ପରା ମୋ ଆଖିର ଅଞ୍ଜନ ହାଏରେ ମୋର କଳାକାଞ୍ଚନ ତୁ ପରା ମୋ ହୃଦର ଚନ୍ଦନ ହାଏରେ ମୋର କଳାକାଞ୍ଚନ ମୁଁ ମାଟି ଘଟ ତୁ ମୋର ଜୀବନ..ଜୀବନ..ଜୀବନ ହାଏରେ ମୋର କଳାକାଞ୍ଚନ ତୁ ପରା ମୋ ଆଖିର ଅଞ୍ଜନ ହାଏରେ ମୋର କଳାକାଞ୍ଚନ ॥ ଯୋଶଦାର ମନ ନେଇ ଦିନ କାଟୁଚି ଦେବକିର ଦୁଃଖ ସହି ରାତି ବିତୁଚି ଧନ ଡାକି କୋଳେ ଧରି ଗେଲ କରୁଚି ହେଲେ ତୋର ମାଆ କି ମୁଁ ହେଇପାରୁଚି ଆଖିକୁ ସିନା କାଠ କଣ୍ଢେଇ ମନରେ ତୁ ତ କଳା କହ୍ନେଇ କହ କେବେ ସତ ହବ ମୋର ସପନ..ସପନ..ସପନ ହାଏରେ ମୋର କଳାକାଞ୍ଚନ ତୁ ପରା ମୋ ଆଖିର ଅଞ୍ଜନ ହାଏରେ ମୋର କଳାକାଞ୍ଚନ ॥୧॥ ଶହ ଶହ ଦାସୀ ମଧ୍ୟେ ରାଧା ତ ଜଣେ ଶହ ଶହ ମାଆ ମଧ୍ୟେ ମୁଁ ପରା ଜଣେ ଏ ଜନମେ ଦେଲୁ ସିନା ମତେ ତୁ ଠକି ଆର ଜନମେ ନିଶ୍ଚେ ହେବି ଦେବକୀ ସହିବି ପଛେ ଦୁଃଖ ଦହନ ଭୋଗିବି ପଛେ କାରା ବରଣ ହେଲେ ତତେ କରିବି ମୁଁ କୁଳ ନନ୍ଦନ..ନନ୍ଦନ..ନନ୍ଦନ ହାଏରେ ମୋର କଳାକାଞ୍ଚନ ତୁ ପରା ମୋ ଆଖିର ଅଞ୍ଜନ ହାଏରେ ମୋର କଳାକାଞ୍ଚନ ତୁ ପରା ମୋ ହୃଦର ଚନ୍ଦନ ହାଏରେ ମୋର କଳ

ପୁଣ୍ୟର ନଦୀ ତୀରେ ପାପର ତରୁ ଡାଳେ - Punyara Nadi Tire Papara Taru Dale Lyrics

Image
== ଓଡ଼ିଆ== ଗୀତ : ପୁଣ୍ୟର ନଦୀ ତୀରେ ଭାଷା : ଓଡ଼ିଆ ଆଲବମ : ଯାଯାବର  କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଶିବବ୍ରତ ଦାସ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୩ ଆ ଆ.. ଆ ଆ.. ଆ ଆ ଆ ଆ ଆ ଆ ଆ ଆ ଆ.. ଆ ଆ ଆ ପୁଣ୍ୟର ନଦୀତୀରେ ପାପର ତରୁ ଡାଳେ ବସା ବାନ୍ଧିରହେ ପକ୍ଷୀଟିଏ ତୁମେ ଜାଣିଛ କି ତାର ନାମ କିଏ କହେ ତାକୁ ଛଳନା ପୁଣି କିଏ କହେ ତାକୁ ପ୍ରେମ ପୁଣ୍ୟର ନଦୀ ତୀରେ ॥ ନଦୀରେ ନିତି ସେ ଦେହ ଧୁଏ ହେଲେ ନଦୀଜଳ ଛୁଏଁ ନାହିଁ ତରୁ ଡାଳେ ବସି ଗୀତ ଗାଏ ହେଲେ ତରୁ ଫଳ ଖାଏନାହିଁ ସ୍ଵପ୍ନର ଗ୍ରାମ ଶେଷେ ସତ୍ୟର ମଶାଣିରେ ଅନାମିକା ଏକ ଇତିହାସ ତାର ଆରମ୍ଭ ହିଁ ଅନ୍ତିମ କିଏ କହେ ତାକୁ ଛଳନା ପୁଣି  କିଏ କହେ ତାକୁ ପ୍ରେମ ପୁଣ୍ୟର ନଦୀ ତୀରେ ॥୧॥  ଅଖୋଜା ଅଲୋଡ଼ା ଚିରଦିନ ହେଲେ   ଅତିଥି ସେ ସବୁ ଘରେ ନିଆଁରେ ଖେଳେ ସେ ନିଆଁରେ ପହଁରେ ଦିହ ତା ଜଳେନା ତିଳେ ସ୍ଵର୍ଗର ସରସୀରେ ନର୍କର ଶତଦଳେ ଅବୁଝା ଅଳିର ସନ୍ଧ୍ୟାବେଳାରେ ବସିବାର ପରିଣାମ କିଏ କହେ ତାକୁ ଛଳନା ପୁଣି  କିଏ କହେ ତାକୁ ପ୍ରେମ ପୁଣ୍ୟର ନଦୀ ତୀରେ ॥୨॥  YouTube ରେ ପୁଣ୍ୟର ନଦୀ ତୀରେ ପାପର ତରୁ ଡାଳେ == English == Song : Punyara Nadi Tire  Language : Odia Album : Jajabara Singer : Akshay Mohanty Lyrics : Shibabrata Das Music Director : Akshay Mohanty

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

Image
== ଓଡ଼ିଆ == ଗୀତ : ଗାଁ ମଝିରେ ଚାନ୍ଦିନୀ ଭାଷା : ଓଡ଼ିଆ ଆଲବମ : ଚାନ୍ଦିନୀ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ସ୍ଵରୁପ ନାୟକ  ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ ସେଇ କୂଅ ମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ ଓ..ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ ସେଇ କୂଅ ମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ ଯେତେ ପଚାରିଲି ହୋ.. ଯେତେ ପଚାରିଲି ନାଆଟି ତାର ଲାଜେ ଲୁଚେଇଲା ମୁହଁ ଗାଁ ମଝିରେ.. ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ ସେଇ କୂଅ ମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ ॥ ପାଣି କାଢ଼ୁ କାଢ଼ୁ ଓଦା ହେଇଥିଲା ତା ଦେହର ପିନ୍ଧା ଲୁଗା କଉଠି ଲୁଚିବ ଲୁଚିବ ବୋଲି ଖୋଜୁଥିଲା ସେ ଜାଗା ପାଣି କାଢ଼ୁ କାଢ଼ୁ ଓଦା ହେଇଥିଲା ତା ଦେହର ପିନ୍ଧା ଲୁଗା କଉଠି ଲୁଚିବ ଲୁଚିବ ବୋଲି ଖୋଜୁଥିଲା ସେ ଜାଗା କୂଅମୂଳର ଶିଉଳି ରେ ତା ପାଦ ଗଲା ଖସି ତାର ଏମିତି ହାଲତ ଦେଖି ମୁଁ ଟିକେ ଦେଲି ହସି କୂଅମୂଳର ଶିଉଳି ରେ ତା ପାଦ ଗଲା ଖସି ତାର ଏମିତି ହାଲତ ଦେଖି ମୁଁ ଟିକେ ଦେଲି ହସି ହାତ ବଢ଼େଇଲି.. ହାତ ବଢ଼େଇଲି ଧରିବା ପାଇଁ ଥରୁଥିଲା ତା ଦେହ ଗାଁ ମଝିରେ.. ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ ସେଇ କୂଅ ମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ  ॥୧॥ କଣେଇ କଣେଇ ମତେ ଅନେଇ କହିଲା ଛେପ ଢୋକି ଛୁଇଁଲ ଯଦି ହାତକୁ ମୋର

ତିନି ପାଦ ଭୂମି ମୋଠୁଁ ମାଗିନେ - Tini Pada Bhumi Mothun Magine Lyrics

Image
== ଓଡ଼ିଆ == ଗୀତ : ତିନି ପାଦ ଭୂମି ମୋଠୁଁ ମାଗିନେ ଭାଷା : ଓଡ଼ିଆ ଆଲବମ : ନିର୍ମାଲ୍ୟ କଣ୍ଠ : ଭିକା ରି ବଳ ସଂଗୀତ ନିର୍ଦ୍ଦେଶନା : ସରୋଜ ନନ୍ଦ ମସିହା : ୧୯୯୩ ତିନି ପାଦ ଭୂମି ମୋଠୁଁ ମାଗିନେ ମାଗିନେ..ତିନି ପାଦ ଭୂମି ମୋଠୁଁ ମାଗିନେ ତିନି ପାଦ ଭୂମି ମୋଠୁଁ ମାଗିନେ ମାଗିନେ..ତିନି ପାଦ ଭୂମି ମୋଠୁଁ ମାଗିନେ ବଳୀ ପରି ମୋତେ ହରି ବଳୀ ପରି ମୋତେ ହରି ପତାଳକୁ ଚାପିଦେ ତିନି ପାଦ ଭୂମି ମୋଠୁଁ ମାଗିନେ କାଳିଆ..ତିନି ପାଦ ଭୂମି ମୋଠୁଁ ମାଗିନେ ॥୧॥ ମହାଦାନୀ ବୋଲି ତତେ ମାଗିଥିଲି ମହାଦାନୀ ବୋଲି ତତେ ମାଗିଥିଲି ଜାଗାଟିକେ ତୋ ପାଦତଳେ ବେଳଗଲା ଚାଲି ରହିଗଲି ଖାଲି ବେଳଗଲା ଚାଲି ରହିଗଲି ଖାଲି ଆଶା ନେଇ ତୋ କଳ୍ପମୂଳେ ଶ୍ରୀପଦ ତୋର ମଥାରେ ମୋର ଶ୍ରୀପଦ ତୋର ମଥାରେ ମୋର କାଳିଆରେ ଥରେ ରଖିଦେ ତିନି ପାଦ ଭୂମି ମୋଠୁଁ ମାଗିନେ କାଳିଆ..ତିନି ପାଦ ଭୂମି ମୋଠୁଁ ମାଗିନେ ॥୨॥ ସ୍ୱର୍ଗ ଲୋଡ଼ା ନାହିଁ ମର୍ତ୍ତ୍ୟ ଲୋଡ଼ା ନାହିଁ ସ୍ୱର୍ଗ ଲୋଡ଼ା ନାହିଁ ମର୍ତ୍ତ୍ୟ ଲୋଡ଼ା ନାହିଁ ପାତାଳକୁ ମୋ ଭୟ ନାହିଁ ତୋ ପାଦକୁ ମୁହିଁ ମଥା ପରେ ପାଇ ତୋ ପାଦକୁ ମୁହିଁ ମଥା ପରେ ପାଇ ଚାଲିଯିବି ମୁଁ ମୋକ୍ଷ ହୋଇ ଚକାନୟନ କଳା ବାମନ ଚକାନୟନ କଳା ବାମନ ସତ୍ୟକରି ଭିକ୍ଷା ମାଗିନେ ସତ୍ୟକରି ଭିକ୍ଷା ମାଗିନେ ସତ୍ୟକରି ଭିକ୍ଷା ମାଗିନେ ତିନି ପାଦ ଭୂମି ମୋଠୁଁ ମାଗିନେ ମାଗିନେ..ତିନି ପାଦ ଭୂମି ମ

ତୁ ପରା ବୋଲାଉ ଉତ୍କଳ ସନ୍ତାନ - Tu Para Bolau Utkala Santana Lyrics

Image
== ଓଡ଼ିଆ == ଗୀତ : ତୁ ପରା ବୋଲାଉ ଉତ୍କଳ ସନ୍ତାନ ଭାଷା : ଓଡ଼ିଆ ଗୀତିକାର : ଉତ୍କଳ ଗୌରବ ମଧୁସୂଦନ ଦାସ (୧୮୪୮-୧୯୩୪) କଣ୍ଠ : ବସନ୍ତ ପାତ୍ର ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭୀରୁ ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ ? ॥୧॥ ତୋ ପୂର୍ବପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ ତାଙ୍କର ଔରସୁ ଜନ୍ମହୋଇ ତୁହି କେଉଁ ଗୁଣେ ତାଙ୍କୁ ସରି ? ॥୨॥ ତୁ ମନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତିମାନ ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ ॥୩॥ ତୋଷାମଦକାରୀ କ୍ଷିପ୍ର ଶ୍ୱାନ ପରି ସହଜେ ଚିହ୍ନା ନ ଯାଏ ଭୃତ୍ୟଭାବ ଧରି ଗୋଡ଼ ଚାଟୁ ଚାଟୁ ବିଷ ଲେପି ଦେଇଥାଏ ॥୪॥ ତୋଷାମଦ ଅଟେ ଅନ୍ଧାର ଗୋହିରି ସ୍ୱାର୍ଥ ତହିଁ ଲୁଚି ବସେ ସରଳ ପଥିକ ବାଟରେ ଭେଟିଲେ ଅଜ୍ଞାତରେ ତାକୁ ନାଶେ ॥୫॥ ଜାତିର ଉନ୍ନତି ହେବ କିରେ ଭାଇ ସ୍ୱାର୍ଥକୁ ଜଗତ ମଣି ? ଗୋଦର ଗୋଡରେ ମାଉଁସ ଲାଗିଲେ ଦେହର କି ଶୁଭ ଗଣି ?॥୬॥ ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ ? ॥୭॥ ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ ? ॥୮॥ ସ୍ୱାର୍ଥର ବନିତା ଅଟେ ତୋଷାମଦ ଭୟ ମିଥ୍ୟା ତାଙ୍କ ପୁତ୍ର ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ

ତୋର ଉଡ଼ି ଉଡ଼ି ଯାଏ କାନି ଫଗୁଣ ଆସିଲା - Tora Udi Udi Jae Kani Phaguna Aasila Lyrics

Image
== ଓଡ଼ିଆ== ଫିଲ୍ମଗୀତ : ତୋର ଉଡ଼ି ଉଡ଼ି ଯାଏ କାନି ଭାଷା : ଓଡ଼ିଆ ଚଳଚିତ୍ର : ସମର ସଲିମ ସାଇମନ କଣ୍ଠ : ସୁବାସ ଦାସ, କନକ ମହାପାତ୍ର ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ମୁଷିର୍ ମସିହା : ୧୯୭୯ (ପୁ) ତୋର ଉଡ଼ି ଉଡ଼ି ଯାଏ କାନି ତୋର ଉଡ଼ି ଉଡ଼ି ଯାଏ କାନି ଫଗୁଣ ଆସିଲା ଚୁପି ଚୁପି ମୋ ମନକଥା ସେ ତୋ କାନେ କହିଲା ହୋହୋ..ହୋ ହୋ ହୋ ହୋ ଲାଲା..ଲା ଲା ଲା ଲା ଉଁହୁଁ..ହୁଁ ହୁଁ ହୁଁ ହୁଁ (ଝି) ମୋର ନାଚି ନାଚି ଯାଏ ମନ ଫଗୁଣ ଆସିଲା ଚୁପି ଚୁପି ମୋ ମନକଥା ସେ ତୋ କାନେ କହିଲା ॥ (ପୁ) ଦେଖା ନ ହେଲେ ତୋର ଆହା ଦିନ ବିତେନା ମୋର ମନ ବୁଝେନା (ଝି) ଉଁ..ମୁଁ କି ଜାଣେନା (ପୁ) ଆରେ ବାଃ..ଜାଣି ଅଜଣା (ଝି) ଯା.. ଆରେ ନା..ନା..ନା..ନା (ପୁ) ହେ..ଦେଖା ନ ହେଲେ ତୋର ଆହା ଦିନ ବିତେନା ମୋର ମନ ବୁଝେନା (ଝି) ଉଁହୁଁ..ମୁଁ କି ଜାଣେନା (ପୁ) ଆରେ ବାଃ..ଜାଣି ଅଜଣା (ଝି) ଯା.. ଆରେ ନା..ନା..ନା..ନା (ପୁ) ଆଲୋ ପ୍ରୀତିଝରା ରଙ୍ଗ ନେଇ ହଁ..ପ୍ରୀତିଝରା ରଙ୍ଗ ନେଇ ଫଗୁଣ ଆସିଲା ଚୁପି ଚୁପି ମୋ ମନକଥା ସେ ତୋ କାନେ କହିଲା ହୋହୋ..ହୋ ହୋ ହୋ ହୋ (ଝି) ଲାଲା..ଲା ଲା ଲା ଲା (ପୁ) ଉଁହୁଁ..ହୁଁ ହୁଁ ହୁଁ ହୁଁ ॥୧॥ (ପୁ) ତତେ ଦେଖିଲା ଦିନୁ ମୁଁ ଯେ ଦେଲି ପାଶୋରି ମନୁ ସାରା ଦୁନିଆ (ଝି) ଯା..ତୁ ଟା ମିଛୁଆ (ପୁ) ଆହା..ଗୋରୀ ମାନିଯା (ଝି) ଆରେ

ଲବଙ୍ଗଲତା ମୋର୍ ଗଜମୁକୁତା ଲୋ କହ ପଦେ ମିଠା କଥା - Labangalata Mor Gajamukuta Lo Kaha Pade Mitha Katha Lyrics

Image
== ଓଡ଼ିଆ == ଗୀତ : ଲବଙ୍ଗଲତା ମୋର୍ ଗଜମୁକୁତା ଲୋ ଭାଷା : ସମ୍ବଲପୁରୀ କଣ୍ଠ : ଫକିର ପଟ୍ଟନାୟକ, ସୁଷମା ମିଶ୍ର ମସିହା : ୧୯୮୨ (ପୁ) ଲବଙ୍ଗଲତା ମୋର୍ ଗଜମୁକୁତାରେ କହ ପଦେ ମିଠା କଥା (ଝି) ଉହୁଁ.. (ପୁ) ଏ ଲବଙ୍ଗଲତା ମୋର୍ ଗଜମୁକୁତା ଲୋ କହ ପଦେ ମିଠା କଥା ଭାବ୍‍ନିଆଲୀ ଚହଟ ମଲି ଭାଲି ଭାଲି କାଲି ନାଇଁ ମୁଁଜି ଆଁଖି ପତା (ଝି) ଯା ଯା (ପୁ) ତୋର୍ ବିନା ଧନ ନାଇ ବୁଝେ ମନ ତୋର୍ ବିନା ଧନ ନାଇ ବୁଝେ ମନ ତରା ଗନେ ରାଏତ୍ ସର୍‌ତା ଲୋ (ଝି) ଫୁଲ୍‌ରସିଆ ମୋର୍ ମନ୍‌ବସିଆରେ କାହିଁ ଜାନ୍‌ବୁ ମନର୍ କଥା (ପୁ) ଆଛା (ଝି) ଫୁଲ୍‌ରସିଆ ମୋର୍ ମନ୍‌ବସିଆରେ କାହିଁ ଜାନ୍‌ବୁ ମନର୍ କଥା ତତେ ଝୁରି  ଝୁରି ମନ୍ ହୁଏ ଘାରି  ସବୁ ଲାଗେ ବିସ୍ ପିତା (ପୁ) ସତେ (ଝି) କରୁଛେଁ କିରିଆ ଆରେ ଦଗାଦିଆ କରୁଛେଁ କିରିଆ ଆରେ ଦଗାଦିଆ ତୋ ଠାନେ ନାଇଁ ହୁଏ କଥାରେ (ପୁ) ଲବଙ୍ଗଲତା ମୋର୍ ଗଜ ମୁକୁତାରେ କହ ପଦେ ମିଠା କଥା (ଝି) ଏ..ଫୁଲ୍‌ରସିଆ ମୋର୍ ମନ୍‌ବସିଆରେ ନାଇଁ ହୁଏ ଆରୁ କଥା ॥ (ପୁ) ମୁହୁଁ ଦରପନ ସୁରୁତା କରିରେ ରାତି ନାଇଁ ପଡ଼େ ଝୁମୁରା ମୁହୁଁ ଦରପନ ସୁରୁତା କରି ଲୋ  ରାତି ନାଇଁ ପଡ଼େ ଝୁମୁରା କିଏ ଆନି ମୋତେ ଅମୁର୍ତ ଦେଲେ ବି କିଏ ଆନି ମୋତେ ଅମୁର୍ତ ଦେଲେ ବି ତୋର୍ ବିନା ଲାଗେ ମହରା (ଝି) ବର୍‌ପାଲିଆ ମଠା ପରେ ଦେଉଥିଲୁ ମୋତେ ତର୍‌ଘା ହାଟର୍ ପାନ୍ ପତରି ଦେମିଁ ବ

ଦାସିଆ ବାଉରୀ ଦେଲା ନଡ଼ିଆ ଭୁଜ ବଢ଼େଇ ନେଲୁ କାଳିଆ - Dasia Bauri Dela Nadia Bhuja Badhei Nelu Kalia Lyrics

Image
== ଓଡ଼ିଆ == ଭଜନ : ଦାସିଆ ବାଉରୀ ଦେଲା ନଡ଼ିଆ ଭାଷା : ଓଡ଼ିଆ ଆଲବମ : ଗୁଣ୍ଡିଚା ଯାତ କଣ୍ଠ : ସୋନୁ ନିଗମ ଗୀତିକାର : ଶୁଭାଶିଷ ନାୟକ ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି ଲେବେଲ : ଟି ସିରିଜ୍ ମସିହା : ୨୦୦୯ ଦାସିଆ ବାଉରୀ ଦେଲା ନଡ଼ିଆ ଭୁଜ ବଢ଼େଇ ନେଲୁ କାଳିଆ ଦାସିଆ ବାଉରୀ ଦେଲା ନଡ଼ିଆ ଭୁଜ ବଢ଼େଇ ନେଲୁ କାଳିଆ ସେ ଭକତି ନାହିଁ ମୋର ସେ ପାଇଁ କି କଲୁ ପର ସେ ଭକତି ନାହିଁ ମୋର ସେ ପାଇଁ କି କଲୁ ପର ପର କଲେ ଭାସିଯିବି କାଳିଆ.. ପର କଲେ ଭାସିଯିବି କାଳିଆ ଦାସିଆ ବାଉରୀ ଦେଲା ନଡ଼ିଆ ଭୁଜ ବଢ଼େଇ ନେଲୁ କାଳିଆ ॥ ତୁହି ପରା ମୋର ପ୍ରାଣ ତୁହି ମୋ ହୃଦ ଚନ୍ଦନ ଆଖିରେ ଦେ ଯେତେ ଲୁହ ତୁ ମୋର ଜୀବ ଜୀବନ ତୁହି ପରା ମୋର ପ୍ରାଣ ତୁହି ମୋ ହୃଦ ଚନ୍ଦନ ଆଖିରେ ଦେ ଯେତେ ଲୁହ ତୁ ମୋର ଜୀବ ଜୀବନ ସେ ଲୁହରେ ଧୋଇଦେବି ତୋ ମନ୍ଦିର ସିଂହଦ୍ଵାର ସେ ଲୁହରେ ଧୋଇଦେବି ତୋ ମନ୍ଦିର ସିଂହଦ୍ଵାର ବଡ଼ଦାଣ୍ଡରେ ତୋର ହୋଇ ଠିଆ ପର କଲେ ଭାସିଯିବି କାଳିଆ ଦାସିଆ ବାଉରୀ ଦେଲା ନଡ଼ିଆ ଭୁଜ ବଢ଼େଇ ନେଲୁ କାଳିଆ ॥୧॥ ତୁହିପରା ଚଉବାହା ସୁଖେ ଦୁଃଖେ ମୋର ସାହା ତୋ ପାଦେ ଶରଣ ଗଲେ ଆସେକି ବତାଶ ବାଆ ତୁହିପରା ଚଉବାହା ସୁଖେ ଦୁଃଖେ ମୋର ସାହା ତୋ ପାଦେ ଶରଣ ଗଲେ ଆସେକି ବତାଶ ବାଆ ସେ ପାଦେ ଭରସା କରି ଭବସିନ୍ଧୁ ହେବି ପାରି ସେ ପାଦେ ଭରସା କରି ଭବସିନ୍ଧୁ ହେବି ପାରି ତୁହି ମୋର ନାଆ

ବଞ୍ଜାରା ଫିମେଲ୍ ଭର୍ଜନ (ଯେବେଠୁ ଆସିଛୁ ଜୀବନେ ତୁ ମୋର) - Banjara Female Version (Jebethu Aasichhu Jibane Tu Mora) Lyrics

Image
== ଓଡ଼ିଆ == ଗୀତ : ଯେବେଠୁ ଆସିଛୁ ଜୀବନେ ତୁ ମୋର ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା ଗୀତିକାର : ତୋଫାନ ସଙ୍ଗୀତ ନିର୍ଦ୍ଦେଶକ : ତୋଫାନ ମସିହା : ୨୦୧୮ ହାଁ..ହାଁ.. ହୁଁ..ହୁଁ.. ଯେବେଠୁ ଆସିଛୁ ଜୀବନେ ତୁ ମୋର ପଡ଼ିଛି ପଡ଼ିଛି ପ୍ରେମରେ ମୁଁ ତୋର ଉଁ..ଯେବେଠୁ ଆସିଛୁ ଜୀବନେ ତୁ ମୋର ପଡ଼ିଛି ପଡ଼ିଛି ପ୍ରେମରେ ମୁଁ ତୋର ପାଖେ ପାଖେ ଥିବି ତୋର ଜୀବନ ସାରା ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା ପାଖେ ପାଖେ ଥିବି ତୋର ଜୀବନ ସାରା ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା ବଞ୍ଜାରା.. ଯେବେଠୁ ଆସିଛୁ ଜୀବନେ ତୁ ମୋର ପଡ଼ିଛି ପଡ଼ିଛି ପ୍ରେମରେ ମୁଁ ତୋର ॥ ଫାଙ୍କା ଫାଙ୍କା ଥିଲା ଏଇ ହୃଦୟଟା ମୋର ଲେଖୁ ଲେଖୁ ଲେଖିଦେଲି ନା ଯେ ତୋର କାଢ଼ିବୁନି ମତେ ତୁ ତୋ ମନରୁ ପରା ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା କାଢ଼ିବୁନି ମତେ ତୁ ତୋ ମନରୁ ପରା ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା ବଞ୍ଜାରା.. ॥୧॥ ହାଁ..ହାଁ.. ଏକା ଏକା ମୁଁ ସିନା କାଟୁଛି ମୋ ଦିନ ନିରୋଳାରେ ନିରବରେ ତତେ ଝୁରେ ଏଇ ମନ ତୋବିନା ତୋବିନା ଲାଗେ ମୁଁ ଅଧୁରା ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା ତୋବିନା ତୋବିନା ଲାଗେ ମୁଁ ଅଧୁରା ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା ବଞ୍ଜାରା.. ଯେବେଠୁ ଆସିଛୁ ଜୀବନେ ତୁ ମୋର ପଡ଼ିଛି ପଡ଼ିଛି ପ୍ରେମରେ ମୁଁ ତୋର ॥୨॥ YouTube ରେ ବଞ୍ଜାରା ଫିମେଲ୍ ଭର୍ଜନ

ମନ ମୋର ଏକ କାଗଜର ନାଆ - Mana Mora Eka Kagajara Naa Lyrics

Image
== ଓଡ଼ିଆ== ଫିଲ୍ମଗୀତ : ମନ ମୋର ଏକ କାଗଜର ନାଆ ଭାଷା : ଓଡ଼ିଆ ଚଳଚିତ୍ର : ମାନିନୀ କଣ୍ଠ : ଅନୁରାଧା ପୌଡ଼ୱାଲ, ମହମ୍ମଦ ଆଜିଜ୍ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ରାଧାକୃଷ୍ଣ ଭଞ୍ଜ ମସିହା : ୧୯୮୬ (ଝି) ମନ ମୋର ଏକ କାଗଜର ନାଆ ମୁଁ ଯେ ସେଥିରେ ଲେଖି ତୁମ ନା ତାକୁ ସୁଅରେ ଭସେଇ ଦେଲି ବନ୍ଧୁରେ..ସୁଅରେ ଭସେଇଦେଲି (ପୁ) ଭାବି ନିଅ ଥରେ (ଝି) ଉଁହୁଁ..    (ପୁ) କହିବନି ପରେ (ଝି) ନା..ନା (ପୁ) ନଈରେ ବୁଡ଼େଇ ଦେଲି ତୁମକୁ ମଝି ନଈରେ ବୁଡ଼େଇ ଦେଲି (ଝି) ମୁଁ ଯେ ନାଆ ଟି ଭସେଇ ଦେଲି ମନ ମୋର ଏକ କାଗଜର ନାଆ ॥ (ଝି) ଝିଅ ହୋଇ ମୁଁ ଯେ ଡରୁନି ଜମା  କେମିତି ପୁଅ ତୁମେ କୁହନା ଝିଅ ହୋଇ ମୁଁ ଯେ ଡରୁନି ଜମା  କେମିତି ପୁଅ ତୁମେ କୁହନା (ପୁ) ପରିବିନି ଦୂର ମେଘକୁ ଛୁଇଁ ସେ ଲାଗି ମୋର ଡେଣା ତ ନାହିଁ (ଝି) ଭାବିଛକି ତମେ କଥାରେ ମୁଁ ଯିବି ଭୁଲି ବନ୍ଧୁରେ..କଥାରେ ଯିବିନି ଭୁଲି ମନ ମୋର ଏକ କାଗଜର ନାଆ ॥୧॥ (ପୁ) ରହୁଥିଲା ଦିନେ ଆଖିରେ ଯିଏ ମନ କହୁଚି ଏଇତ ସିଏ ରହୁଥିଲା ଦିନେ ଆଖିରେ ଯିଏ ମନ କହୁଚି ଏଇତ ସିଏ (ଝି) ଏକ ହେଲେ ମିଶି ଦୁଇଟି ଢେଉ ଏଇ କାହାଣୀ ଶେଷ ନ ହେଉ (ପୁ) ମନ ଦେଇ ଆଜି ତୁମକୁ ମୁଁ ପାଇଗଲି ମାନିନୀ ତୁମକୁ ମୁଁ ପାଇଗଲି (ଝି) ଭାବି ନିଅ ଥରେ (ପୁ) ଉଁହୁଁ..    (ଝି) କହିବନି ପରେ (ପୁ) ନା..ନା (ଝି) ସୁଅରେ ଭସେଇ ନେଲି

ହେ ଆନନ୍ଦମୟ କୋଟି ଭୁବନ ପାଳକ - He Aanandamaya Koti Bhubana Palaka Lyrics

Image
== ଓଡ଼ିଆ == ଗୀତ : ହେ ଆନନ୍ଦମୟ କୋଟି ଭୁବନ ଭାଷା : ଓଡ଼ିଆ କଣ୍ଠ : ମାନସୀ ପାତ୍ର ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ହେ ଆନନ୍ଦମୟ କୋଟି ଭୂବନ ପାଳକ ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ ଜ୍ଞାନ ଦାତା ଭଗବାନ ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥୧॥ ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା ସକଳ କଳୁଷ ହାରି ହେ ମଙ୍ଗଳଦାତା ତୋର ମଙ୍ଗଳ ସଙ୍ଗୀତ ନିଖିଳ ଭୂବନ ଗାଏ ହୋଇ ବିମୋହିତ ॥୨॥ ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର ପ୍ରଭୁ ଭୂଲୋକ ସାଗର ଅତଳ ଗହନ ନଦୀ ପଶୁପକ୍ଷୀ ନର ॥୩॥  ବିରାଜିତ ତୁହି ନାଥ ସକଳ ଜୀବନେ ସମ୍ପଦେ ବିପଦେ ସଦା ଜୀବନେ ମରଣେ ପୂର୍ଣ୍ଣ ମଙ୍ଗଳ ଆଳୟ ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥୪॥ ସତ୍ୟପଥେ ଧର୍ମପଥେ ଘେନି ଯାଅ ମୋତେ ଭାସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ପ୍ରଭୁ ପରମ ଶରଣ ଏ ଜୀବନ ଶ୍ରୀଚରଣେ କଲି ସମପର୍ଣ୍ଣ ॥୫॥ YouTube ରେ ହେ ଆନନ୍ଦମୟ କୋଟି ଭୂବନ ପାଳକ == English == Song : He Aanandamaya Koti Bhubana Language : Odia Singer : Manasi Patra Lyricist : Bhaktakabi Madhusudana Rao Music Director : Traditional He anandamaya koti bhubana palaka Adhamaya akhyama muhin abodha balaka Gyana data bhagabana Dia mote shub

ଗୋଟେ ପ୍ରେମିକ ଆଖିରେ ଲୁହ ତୁ ଦେଇ ରେ ପ୍ରେମ - Gote Premika Aakhire Luha Tu Dei Re Prema Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ଜୁନ ୨୦୧୯ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ଗୋଟେ ପ୍ରେମିକ ଆଖିରେ ଲୁହ ତୁ ଦେଇ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ମନୋରଞ୍ଜନ ସାହାଣି ସଙ୍ଗୀତ ନିର୍ଦ୍ଦେଶକ : ସୁରେଶ ଚନ୍ଦ୍ର ସାହୁ ମସିହା : ୨୦୧୮ ଗୋଟେ ପ୍ରେମିକ ଆଖିରେ ଲୁହ ତୁ ଦେଇ ରେ ପ୍ରେମ କି ଲାଭ ପାଉ ଗୋଟେ ପ୍ରେମିକ ଛାତିରେ କୋହ ତୁ ଦେଇ ରେ ପ୍ରେମ କି ଲାଭ ପାଉ ଜହର ଦେଉ କାହିଁ ଚଖେଇ ମହୁ ଜହର ଦେଉ କାହିଁ ଚଖେଇ ମହୁ ରେ ପ୍ରେମ..ଜହର ଦେଉ କାହିଁ ଚଖେଇ ମହୁ ଜହର ଦେଉ କାହିଁ ଚଖେଇ ମହୁ ॥ ଏକାଥିଲି ହଁ..ହଁ ଭଲଥିଲି କାହା ସାଥେ କାହିଁ କହ ସାଥି ତୁ କଲୁ ଫୁଲ ବୋଲି ହଁ..ହଁ ଭାବିଥିଲି କଣ୍ଟାର ଶେଯରେ ମତେ ଶୁଆଇ ଦେଲୁ ହୋ..ଜୀବନ ଠୁ ବେଶି ତାକୁ ଭଲ ପାଇଥିଲି ଛଳନା କରିବ କେବେ ଜାଣି ମୁଁ ନଥିଲି ଜାଣି ମୁଁ ନଥିଲି ଗୋଟେ ପ୍ରେମିକ ଓଠରୁ ହସ ଛଡ଼େଇ ରେ ପ୍ରେମ କି ଲାଭ ପାଉ ଗୋଟେ ପ୍ରେମିକ ସପନ ଭାଙ୍ଗି ତୁ ଦେଇ ରେ ପ୍ରେମ କି ଲାଭ ପାଉ ସହି ହେଉନାହିଁ ଆଉ ସେତିକି ଥାଉ ସହି ହେଉନାହିଁ ଆଉ ସେତିକି ଥାଉ ରେ ପ୍ରେମ..ଜହର ଦେଉ କାହିଁ ଚଖେଇ ମହୁ ଜହର ଦେଉ କାହିଁ ଚଖେଇ ମହୁ ॥୧॥ ହୋ..ସବୁଥାଇ ହଁ..ହଁ କିଛି ନାହିଁ   ପ୍ରେମକରି ହେଇଗଲି ନିଜଠୁ ପର କ

ଆରେ ଆ ମୋର ସପନ ବଣିକ - Aare Aa Mora Sapana Banika Lyrics

Image
== ଓଡ଼ିଆ== ଫିଲ୍ମଗୀତ : ଆରେ ଆ ମୋର ସପନ ବଣିକ ଭାଷା : ଓଡ଼ିଆ ଚଳଚିତ୍ର : ସପନ ବଣିକ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ : ଭୁବନେଶ୍ଵର ମିଶ୍ର  ମସିହା : ୧୯୮୫ ଓ..ଓ..ଓ.. ଓ..ଓ..ଓ..ଓ.. ଓ..ଓ..ଓ..ଓ.. ଓ..ଓ..ଓ..ଓ.. ଆରେ ଆ ମୋର ସପନ ବଣିକ ଆରେ ଆ ମୋର ସପନ ବଣିକ ଆରେ ଆ ମୋର.. ଅଧା ଛାଇ ଆଲୁଅରେ ଅଧା ଛାଇ ଆଲୁଅରେ ମିଠା ମିଠା ସପନରେ ତତେ ମୁଁ ଦେଖିଛି କ୍ଷଣିକ ଆରେ ଆ ମୋର ସପନ ବଣିକ ଆରେ ଆ ମୋର.. ॥ ତତେ ମୁଁ ଖୋଜିଛି କେତେ ଜୀବନର ଖୋଜା ଖୋଜି ବେଳରୁ କେବେତୁ ଫେରିବୁ ବୋଲି ସମୟର ଲୁଚକାଳି ଖେଳରୁ ଜହ୍ନ ତାରା ଦେଲେ ଧରା ଜହ୍ନ ତାରା ଦେଲେ ଧରା ମୋର କିବା ଲାଭ ପରା ନ ମିଳିଲେ ମୋର ଜଣକ ଆରେ ଆ ମୋର ସପନ ବଣିକ ଆରେ ଆ ମୋର.. ॥୧॥ ତତେ ମୁଁ ଚାହିଁଛି ବସି ସମୟର ପହଞ୍ଚିବା ଆଗରୁ କାଳେ ଆସି ଉଭାହେବୁ ଏଠି ପବନରୁ ମହକରୁ ମେଘରୁ ଟିକେ ହସି ଦେଲେ ଚାହିଁ ଟିକେ ହସି ଦେଲେ ଚାହିଁ ମତେ ଥରେ ଦେଲେ ଛୁଇଁ ସବୁ ହେବ ମୋତି ମାଣିକ ଆରେ ଆ ମୋର ସପନ ବଣିକ ଆରେ ଆ ମୋର.. ଅଧା ଛାଇ ଆଲୁଅରେ ଅଧା ଛାଇ ଆଲୁଅରେ ମିଠା ମିଠା ସପନରେ ତତେ ମୁଁ ଦେଖିଛି କ୍ଷଣିକ ଆରେ ଆ ମୋର ସପନ ବଣିକ ଆରେ ଆ ମୋର.. ଓ..ଓ..ଓ ଆ..ଆ..ଆ..ଆ..ଆ     ଆ..ଆ..ଆ..ଆ..ଆ ॥୨॥ YouTube ରେ ଆରେ ଆ ମୋର ସପନ ବଣିକ == English == Movie Song : A

ଆହେ ଚକାଆଖି ଶୁଖିଲାଣି କଣ୍ଠ ଡାକି ଡାକି - Ahe Chakaakhi Shukhilani Kantha Daki Daki Lyrics

Image
== ଓଡ଼ିଆ == ଗୀତ : ଆହେ ଚକାଆଖି ଶୁଖିଲାଣି କଣ୍ଠ ଡାକି ଡାକି ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରଘୁନାଥ ରାଉତ ସଂଗୀତ ନିର୍ଦ୍ଦେଶକ : ଭିକାରି ବଳ ମସିହା : ୧୯୮୯ ଆହେ ଚକାଆଖି ଆହେ ଚକାଆଖି ହେ.. ଚକାଆଖି.. ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଶୁଖିଲାଣି କଣ୍ଠ ଡାକି ଡାକି ଶୁଖିଲାଣି କଣ୍ଠ ଡାକି ଡାକି ସତ କହୁଛି କି ମିଛ ମୁଁ କହୁଛି ସତ କହୁଛି କି ମିଛ ମୁଁ କହୁଛି ବାଇଶି ପାହାଚ ତୋର ସାକ୍ଷୀ ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ॥ ଦିନେ ନ ଶୁଣିଲୁ ଦୁଃଖ ମୋର ତୁ କି ନୁହଁ ନାଥ ଅନାଥର ଦିନେ ନ ଶୁଣିଲୁ ଦୁଃଖ ମୋର ତୁ କି ନୁହଁ ନାଥ ଅନାଥର ବଡ଼ ଆଶ୍ରାକରି ଆସିଥିଲି ଧାଇଁ  ବଡ଼ ଆଶ୍ରାକରି ଆସିଥିଲି ଧାଇଁ ବଡ଼ଦାଣ୍ଡ ତୋର ଅଛି ସାକ୍ଷୀ ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ॥୧॥  ତୋ' ବିନା ମୋର କେ ଅଛି ଭବେ କହ ମୁଁ ଡାକିବି ତାକୁ ତେବେ ତୋ' ବିନା ମୋର କେ ଅଛି ଭବେ କହ ମୁଁ ଡାକିବି ତାକୁ ତେବେ କିମ୍ପାଇଁ ନିରାଶ କରୁ ବହି ରୋଷ କିମ୍ପାଇଁ ନିରାଶ କରୁ ବହି ରୋଷ କହ ମୋର କେଉଁ ଦୋଷ ଦେଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ॥୨॥  ସବୁ ବନ୍ଧନ ମୁଁ କାଟି ଦେଇ ତୋ ଭୁଜ ଛାଇକି ଅଛି ଚାହିଁ ସବୁ ବନ୍ଧନ ମୁଁ କାଟି ଦେଇ ତୋ ଭୁଜ ଛାଇକି ଅଛି ଚାହିଁ ଦୁଃଖହାରି ତୋତେ କ

ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ - Botala Bhangibi Gori To Duare Lyrics

Image
== ଓଡ଼ିଆ == ଗୀତ : ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ଭାଷା : ଓଡ଼ିଆ କଣ୍ଠ : ରଣଜିତ୍ ଗୀତିକାର : ଶିବନ ସ୍ୱାଇଁ ସଙ୍ଗୀତ ନିର୍ଦ୍ଦେଶକ : କେ ଆର୍ ସୌମ୍ୟ (ପୁ) ଝିଲି ଛାଡ଼ିଗଲା ମତେ ଲୋ ମିଲି ଛାଡ଼ିଗଲା ମତେ ପଟେଇଲି ଗୋରୀ ତତେ ଲୋ ପଟେଇଲି ଗୋରୀ ତତେ ହଁ..ଝିଲି ଛାଡ଼ିଗଲା ମତେ ଲୋ ମିଲି ଛାଡ଼ିଗଲା ମତେ ପଟେଇଲି ଗୋରୀ ତତେ ଲୋ ପଟେଇଲି ଗୋରୀ ତତେ କହୁଚୁ ବାଲାନ୍ସ ପକା ମତେ ବୁଲେଇ ସିନେମା ଦେଖା କହୁଚୁ ବାଲାନ୍ସ ପକା ମତେ ବୁଲେଇ ସିନେମା ଦେଖା ସାରିଦେଲୁଣି ମୋ ଟଙ୍କା ଲୋ ଗୋରୀ ସାରିଦେଲୁଣି ମୋ ଟଙ୍କା ଭଲରେ ଭଲରେ.. ହେଇଟି ଭଲରେ ଭଲରେ ନ ଆସିବୁ ଯଦି ମୋ ସାଥିରେ.. (ଝି) କ'ଣ କରିବ ? (ପୁ) ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ମୁଁ..ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ॥ (ପୁ) ଟଙ୍କା ମୋ ପାଖରେ ନାହିଁ ବୋଲି ଝିଲି ମୁହଁ ମୋଡ଼ି ଦେଇଗଲା ଟଙ୍କାର ଗଦିରେ ଶୁଇବ ବୋଲିକି ଟୋକିଟା ଉଚ୍ଛନ୍ନ ହେଲା (ଝି) ଏ ମା ସତରେ (ପୁ) ହାଁ..ଟଙ୍କା ମୋ ପାଖରେ ନାହିଁ ବୋଲି ଝିଲି ମୁହଁ ମୋଡ଼ି ଦେଇଗଲା ଟଙ୍କାର ଗଦିରେ ଶୁଇବ ବୋଲିକି ଟୋକିଟା ଉଚ୍ଛନ୍ନ ହେଲା ତୁ ତ କହନା ହଉଚୁ ଯେମିତି କଲେକ୍ଟରର ଝୁଅ ଘରେ ପଛେପଟେ ପାହୁଲା ନ ଥାଉ ଟାଇଲି କମ ନୁହଁ ଭଲରେ ଭଲରେ.. ହେଇଟି ଭଲରେ ଭଲରେ ପାଦ ନ ରଖିଲେ ମୋ'ରି ଘରେ..

କି ହେବ ଶୁଆ ପୋଷିଲେ - Ki Heba Shua Posile Lyrics

Image
== ଓଡ଼ିଆ == ଗୀତ : କି ହେବ ଶୁଆ ପୋଷିଲେ ଭାଷା : ଓଡ଼ିଆ ଆଲବମ : ବାହୁଡ଼ା ଯାତ କଣ୍ଠ : ଦୁଃଖିଶ୍ୟାମ ତ୍ରିପାଠୀ ଗୀତିକାର : ବନମାଳୀ ଦାସ ସଂଗୀତ ନିର୍ଦ୍ଦେଶକ : ଦୁଃଖିଶ୍ୟାମ ତ୍ରିପାଠୀ ମସିହା : ୨୦୦୫ କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ କୃଷ୍ଣ ନାମ ନ ଘୋଷିଲେ କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ କୃଷ୍ଣ ନାମ ନ ଘୋଷିଲେ କି ହେବ ଶୁଆ ପୋଷିଲେ ॥୧॥ ଦେଉଳକୁ ଶୋଭାଦିଶେ ଧ୍ଵଜା ବାନ୍ଧିଲେ ଧ୍ଵଜା ବାନ୍ଧିଲେ ଧ୍ଵଜା ବାନ୍ଧିଲେ କି ହେବ ଦେଉଳେ ଦିଅଁ ନ ଥିଲେ କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ କୃଷ୍ଣ ନାମ ନ ଘୋଷିଲେ କି ହେବ ଶୁଆ ପୋଷିଲେ ॥୨॥  ବୃକ୍ଷକୁ ସୁନ୍ଦର ଦିଶେ ଫଳ ଫଳିଲେ ଫଳ ଫଳିଲେ ଫଳ ଫଳିଲେ କି ହେବ ଜନ ମୁଖେ ନ ପଡ଼ିଲେ କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ କୃଷ୍ଣ ନାମ ନ ଘୋଷିଲେ କି ହେବ ଶୁଆ ପୋଷିଲେ ॥୩॥  ଘରକୁ ସୁନ୍ଦର ଦିଶେ ବାଳକ ଥିଲେ ବାଳକ ଥିଲେ ବାଳକ ଥିଲେ କି ହେବ ବିଦ୍ୟା ଶିକ୍ଷା ନ କରିଲେ କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ କୃଷ୍ଣ ନାମ ନ ଘୋଷିଲେ କି ହେବ ଶୁଆ ପୋଷିଲେ ॥୪॥  ଜୀବକୁ କାରଣ ଅଟେ ମାଳା ଜପିଲେ ମାଳା ଜପିଲେ ମାଳା ଜପିଲେ କି ହେବ ପରମାତ୍ମା ନ ଚିହ୍ନିଲେ କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ କୃଷ୍ଣ ନାମ ନ ଘୋଷିଲେ କି ହେବ ଶୁଆ ପୋଷିଲେ ॥୫॥  ଘରକୁ ସୁନ୍ଦର ଦିଶେ ଯୁବତୀ ଥିଲେ ଯୁବତୀ ଥିଲେ ଯୁ

ବର୍ଷା ପଡ଼ିଲାଣି କେମିତି ଯିବା - Barsa Padilani Kemiti Jiba Lyrics

Image
== ଓଡ଼ିଆ== ଫିଲ୍ମଗୀତ : ବର୍ଷା ପଡ଼ିଲାଣି କେମିତି ଯିବା ଭାଷା : ଓଡ଼ିଆ ଚଳଚିତ୍ର : କି ହେବ ଶୁଆ ପୋଷିଲେ କଣ୍ଠ : ସୁବାସ ଦାସ, ଜୟଶ୍ରୀ ଶିବରାମ ସଙ୍ଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ ମସିହା : ୧୯୯୩ (ପୁ) ବର୍ଷା ପଡ଼ିଲାଣି କେମିତି ଯିବା (ଝି) ଯିବା କଥା ଆମେ ପରେ ଭାବିବା ଏମିତି ପାଗରେ ହେଇଛି ଦେଖା (ପୁ) ତମେ ବି ଏକାକୁ ମୁଁ ବି ଏକା (ଝି) ତିନ୍ତି ତିନ୍ତି ଚାଲ ମଜା କରିବା (ପୁ) ବର୍ଷା (ଝି) ଓହୋ ବର୍ଷା (ପୁ) ହୁଁହୁଁ..ବର୍ଷା ପଡ଼ିଲାଣି କେମିତି ଯିବା (ଝି) ଯିବା କଥା ଆମେ ପରେ ଭାବିବା ॥ (ପୁ) ଲା..ଲାଲାଲା ହୋ..ଓଓଓ (ଝି) ଲା..ଲାଲାଲା ହୋ..ଓଓଓ (ପୁ) ସାଧବ ବୋହୂ ଲୋ ସାଧବ ବୋହୂ ଝଡ଼ ବରଷାରେ କୁଆଡ଼େ ଯାଉ (ଝି) ମୋ ସାଧବ ଯାଇଚି ନଈ ସେପାରି ବେଳ ଗଡ଼ିଲାଣି ଆସିନି ଫେରି (ପୁ) ଆ..ସାଧବକୁ ନେଇ ଆସିବା (ଝି) ବର୍ଷା (ପୁ) ଓହୋ ବର୍ଷା (ଝି) ଏହେ ବର୍ଷା ପଡ଼ିଲାଣି କେମିତି ଯିବା (ପୁ) ଯିବା କଥା ଆମେ ପରେ ଭାବିବା ॥୧॥ (ପୁ) ଲା..ଲାଲାଲା ହୋ..ହୋହୋଓ (ଝି) ଓ..ଓଓଓ ଆ..ଆଆଆ (ପୁ) କାଖରେ ଧରି ଏ ସୁନା କଳସୀ କୁଆଡ଼େ ଯାଉ ଲୋ ଷୋଳବୟସୀ (ଝି) ପାଣି ବାହାନାରେ ଆସିଚି ଖସି ତୋ ପାଇଁ ସାଜିଚି ମୁଁ ବାରମାସି (ପୁ) ଆ..ବାରମାସି ପଳେଇ ଯିବା ବର୍ଷା (ଝି) ଓହୋ ବର୍ଷା (ପୁ) ହୁଁହୁଁ..ବର୍ଷା ଛାଡ଼ିଲାଣି ଚାଲ ଫେରିବା (ଝି) ଓଦା ଲୁଗାରେ ତ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ