Posts

Showing posts from October, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋର ଜପ ବଳ ନାହିଁ ତପ ବଳ - Mora Japa Bala Nahin Tapa Bala Lyrics

Image
== ଓଡ଼ିଆ == ଗୀତ : ମୋର ଜପ ବଳ ନାହିଁ ତପ ବଳ ଭାଷା : ଓଡ଼ିଆ ଆଲବମ : କଳ୍କୀ ଅବତାର କଣ୍ଠ : ସୋନୁ ନିଗମ  ଗୀତିକାର : ସୂର୍ଯ୍ୟ ମିଶ୍ର ସଂଗୀତ ନିର୍ଦ୍ଦେଶକ : ଦୀପକ କୁମାର ମସିହା : ୨୦୦୯ ମୋର ଜପ ବଳ ନାହିଁ ତପ ବଳ ନାହିଁ ଦାନ ବଳ ନାହିଁ ପୁଣ୍ୟ ବଳ ଚାଲିଛି ଆଜି ଏକା ଏକା ତୁମ ନାମ ଧରି ଚାଲିଛି ଆଜି ଏକା ଏକା ତୁମ ନାମ ଧରି କାଳିଆ ମତେ ନିଅ ତୁମ ପାଖେ ଡାକି ମୋର ତୁମ ବିନା କେହି ନାହିଁ ମୋର ଜପ ବଳ ନାହିଁ ତପ ବଳ ନାହିଁ ଦାନ ବଳ ନାହିଁ ପୁଣ୍ୟ ବଳ ॥ ଦୁଃଖ ଦେଲେ ତୁମେ ଏ ଦେହ ସହୁଚି ସୁଖ ଦେଲେ ତାକୁ ଅମୃତ ମଣୁଚି ଦୁଃଖ ଦେଲେ ତୁମେ ଏ ଦେହ ସହୁଚି ସୁଖ ଦେଲେ ତାକୁ ଅମୃତ ମଣୁଚି କରମ ଆଦରି ଦିନ କାଟୁଅଛି ସବୁଭୁଲି ତୁମ ଶ୍ରୀମୁଖ ଚାହିଁଚି ଧନ ବଳ ନାହିଁ ଜନ ବଳ ନାହିଁ ଧର୍ମ ବଳ ନାହିଁ କର୍ମ ବଳ ॥୧॥ ଏ ଦୁନିଆ ଏକ ମାୟାର ସଂସାର ପୁଅ, ଝିଅ, ବନ୍ଧୁ କେହି ନୁହେଁ କା'ର ଏ ଦୁନିଆ ଏକ ମାୟାର ସଂସାର ପୁଅ, ଝିଅ, ବନ୍ଧୁ କେହି ନୁହେଁ କା'ର ସାହା କେହି ନାହିଁ ଆହା କରିବାକୁ ତୁମ ବିନା କେହି ନାହିଁ ତାରିବାକୁ ଭାଗ୍ୟ ବଳ ନାହିଁ ଯୋଗ୍ୟ ବଳ ନାହିଁ ସେବା ବଳ ନାହିଁ ଦେବା ବଳ ଚାଲିଛି ଆଜି ଏକା ଏକା ତୁମ ନାମ ଧରି ଚାଲିଛି ଆଜି ଏକା ଏକା ତୁମ ନାମ ଧରି କାଳିଆ ମତେ ନିଅ ତୁମ ପାଖେ ଡାକି ମୋର ତୁମ ବିନା କେହି ନାହିଁ କାଳିଆ ମତେ ନିଅ ତୁମ ପାଖେ ଡାକି ମୋର ତୁମ ବିନା କେହି ନାହ

ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ଵପ୍ନ ନେଇ - Mun Paradesi Chadhei Gaibara Swapna Nei Lyrics

Image
== ଓଡ଼ିଆ == ଗୀତ : ମୁଁ ପରଦେଶୀ ଚଢ଼େଇ ଭାଷା : ଓଡ଼ିଆ ଚଳଚିତ୍ର : ମାନିନୀ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ନିଜାମ ସଙ୍ଗୀତ ନିର୍ଦ୍ଦେଶକ : ରାଧାକୃଷ୍ଣ ଭଞ୍ଜ ମସିହା : ୧୯୮୬ ଉଁ..ହୁଁ ଏହେହେ..ହେ..ହେ ମୁଁ ପରଦେଶୀ ଚଢ଼େଇ ଚଢ଼େଇ..ଚଢ଼େଇ..ଚଢ଼େଇ ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ଵପ୍ନ ନେଇ ଗାଇଯାଏ କାହା ପାଇଁ ଜାଣେନା..ଜାଣେନା..ଜାଣେନା ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ଵପ୍ନ ନେଇ ଗାଇଯାଏ କାହା ପାଇଁ ଜାଣେନା..ଜାଣେନା..ଜାଣେନା ମୁଁ ପରଦେଶୀ ଚଢ଼େଇ ॥ ଗୀତ ନୁହେଁ ମୋର ଜୁଇ, ଜାଇ, ହେନା ଗୀତ ନୁହେଁ ମୋର ଜୁଇ, ଜାଇ, ହେନା ସେ ଯେ ମୋ ମନ ମନର ମଇନା ଆଜି ସେଇ ମଇନାଟି ଝୁରେ ପୁଣି କାହା ପାଇଁ ଜାଣେନା..ଜାଣେନା..ଜାଣେନା ମୁଁ ପରଦେଶୀ ଚଢ଼େଇ ॥୧॥ ମନେ ଅଛି ମୋର ଆଶା ଅସୁମାରି ମନେ ଅଛି ମୋର ଆଶା ଅସୁମାରି ନୀଳ ଦାରିଆର ନୀଳ ଢେଉ ପରି ଏତେ ଆଶା ମନେ ଆଜି ସାଇତିଚି କାହା ପାଇଁ ଜାଣେନା..ଜାଣେନା..ଜାଣେନା ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ଵପ୍ନ ନେଇ ଗାଇଯାଏ କାହା ପାଇଁ ଜାଣେନା..ଜାଣେନା..ଜାଣେନା ଜାଣେନା..ଜାଣେନା..ଜାଣେନା ଜାଣେନା..ଜାଣେନା..ଜାଣେନା ॥୨॥ YouTube ରେ ମୁଁ ପରଦେଶୀ ଚଢ଼େଇ == English == Song : Mun Paradeshi Chadhei Language : Odia Movie : Manini Singer : Mohammad Aziz Lyrics : Nizam Music Director : Radhakrush

ଓ ବଲମା ଟିକେ ଇଆଡ଼େ ଅନା - Oh Balma Tike Iade Ana Lyrics

Image
== ଓଡ଼ିଆ == ଗୀତ : ଓ ବଲମା ଟିକେ ଇଆଡ଼େ ଅନା ଭାଷା : ଓଡ଼ିଆ କଣ୍ଠ : ତାରିକ୍ ଅଜିଜ୍, ଅସୀମା ପଣ୍ଡା ଗୀତିକାର : ସୁମିତ ଦିକ୍ଷିତ ସଙ୍ଗୀତ ନିର୍ଦ୍ଦେଶକ : ସୁମିତ ଦିକ୍ଷିତ ମସିହା : ୨୦୧୯ (ପୁ) ନାଇଟ୍ଟିର ସିନେମା ପରି ଉଡ଼େଇଲୁ ଓଢ଼ଣୀ ଗୋରୀ ନାଇଟ୍ଟିର ସିନେମା ପରି ଉଡ଼େଇଲୁ ଓଢ଼ଣୀ ଗୋରୀ  ବାଜିଗଲା ମୋ ମୁହଁରେ ହେଲି..ହେଲି ମୁଁ ତ ବାନା ଓ..ବଲମା ଓ..ବଲମା ଓ..ବଲମା ଟିକେ ଇଆଡ଼େ ଅନା..ନାନାନା ନାନା..ନାନା..ନାନାନା ନାନା..ନାନାନା..ନାନାନା ନାନା..ନାନାନା (ଝି) ମନର ସିଲଟରେ ପ୍ରେମ ବୋଳା ଚକ୍‍ଖଡ଼ିରେ ଲେଖିଛି..ଲେଖିଛି ତୋ ନା   ଚୁମା ଫିଙ୍ଗି କରିବି ବାନା ଓ..ବଲମା ଓ..ବଲମା ଓ..ବଲମା ଟିକେ ଇଆଡ଼େ ଅନା..ନାନାନା ନାନା..ନାନାନା..ନାନାନା ନାନା..ନାନା..ନାନାନା ନାନା..ନାନାନା..ନାନାନା..ନାନାନା ॥   (ପୁ) ଫୁଟୁ..ଫୁଟୁ ତାଳ ଫୋଟକା ଫୁସୁ..ଫୁସୁ ଫୁସୁରି ଗଲା  ଏ ଗୋରୀ ପ୍ରେମରେ ତୋର ଦିଲ୍ ଏ ମୋର ଖଜରା ହେଲା (ଝି) ଫୁଟୁ..ଫୁଟୁ ତାଳ ଫୋଟକା ଫୁସୁ..ଫୁସୁ ଫୁସୁରି ଗଲା ଏ ଟୋକା ପ୍ରେମରେ ମୋର ଦିଲ୍‍ଟା ତୋର ଖଜରା ହେଲା  (ପୁ) ନାଇଟ୍ଟିର ସିନେମା ପରି ଛାଟି ଦେଲୁ ବେଣୀକୁ ଗୋରୀ ବାଜିଗଲା ମୋ ମୁହଁରେ ହେଲି..ହେଲି ମୁଁ ତ ବାନା ଓ..ବଲମା ଓ..ବଲମା ଓ..ବଲମା ଟିକେ ଇଆଡ଼େ ଅନା..ନାନାନା ନାନା..ନାନା..ନାନାନା ନାନା..ନାନାନା..ନାନାନା ନାନା..ନାନାନା..ନାନାନା..ନାନ

ନମୋ ନିରଞ୍ଜନ ନିଖିଳ ନିଦାନ - Namo Niranjan Nikhila Nidana Lyrics

Image
== ଓଡ଼ିଆ == ଗୀତ : ନମୋ ନିରଞ୍ଜନ ନିଖିଳ ନିଦାନ ଭାଷା : ଓଡ଼ିଆ କଣ୍ଠ : ରଘୁନାଥ ପାଣିଗ୍ରାହୀ ଗୀତିକାର : ଗୋପବନ୍ଧୁ ଦାସ ସଂଗୀତ ନିର୍ଦ୍ଦେଶକ : ରଘୁନାଥ ପାଣିଗ୍ରାହୀ ମସିହା : ୧୯୭୮ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ନମୋ ନିରଞ୍ଜନ ନିଖିଳ ନିଦାନ ବ୍ୟାପ୍ତ ସର୍ବ ଚରାଚରେ ପ୍ରଭୁ ଦୟାମୟ ମଙ୍ଗଳ ଆଳୟ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥୧॥ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ନମୋ ନିରାକାର ସର୍ବ ବିଶ୍ୱାଧାର ବ୍ୟକ୍ତ ବାହ୍ୟ ଅଭ୍ୟନ୍ତରେ ବ୍ୟକ୍ତ ବାହ୍ୟ ଅଭ୍ୟନ୍ତରେ ପ୍ରଭୁ ବିଶ୍ୱପତି ଅଗତିର ଗତି ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥୨॥ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ତବ ଦିବ୍ୟ ଜ୍ୟୋତି ପରକାଶେ ନିତି ଗ୍ରହ ତାରା ନୀଳାମ୍ବରେ ଗ୍ରହ ତାରା ନୀଳାମ୍ବରେ ତବ ପୁଣ୍ୟ ହାସେ କୁସୁମ ବିକଶେ ଜୟ ଦଗଦିଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥୩॥ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍ ସତ୍ ଓମ୍ ହରି ଓମ୍ ହରି ଓମ୍ ତତ୍

ଏ ଚମ୍ପାଫୁଲ ସୁନ୍ଦରୀ ନନୀ ରେ - E Champaphula Sundri Nani Re Lyrics

Image
== ଓଡ଼ିଆ == ଗୀତ : ଏ ଚମ୍ପାଫୁଲ ସୁନ୍ଦରୀ ନନୀ ରେ ଭାଷା : ସମ୍ବଲପୁରୀ  କଣ୍ଠ : ଶାନ୍ତନୁ ସାହୁ, ଶୀତଲ ଗୀତିକାର : କାଳୀଚରଣ ପାଣିଗ୍ରାହୀ ସଙ୍ଗୀତ ନିର୍ଦ୍ଦେଶକ : ଶ୍ରୀରାମ ଲୁହାର୍ ମସିହା : ୨୦୧୨ (ପୁ) ଏ ଚମ୍ପାଫୁଲ ସୁନ୍ଦରୀ ନନୀ ରେ ନାଇ ଉଡ଼ା ତୋର୍ ଝିଲ୍‍ମିଲିଆ ଚୁମ୍‍କି ଲଗା ପନତ କାନି ନାଇ ଉଡ଼ା ତୋର୍ ଝିଲ୍‍ମିଲିଆ ଚୁମ୍‍କି ଲଗା ପନତ କାନି ଏ ଗୁଲାପ୍ ଫୁଲ ସୁନ୍ଦରୀ ନନୀ ରେ ନାଇ ହଲା ତୋର୍ କୁଚ୍‍କୁଚିଆ ଗଜରା ଲଗା ଲହରି ବେନୀ ନାଇ ହଲା ତୋର୍ କୁଚ୍‍କୁଚିଆ ଗଜରା ଲଗା ଲହରି ବେନୀ (ଝି) ନୂଆ ରସାଲି ମୁଁଇ କୁଆଁରି ପାରା ସୁନା ରଙ୍ଗିଆ ସୁନେଲି ତାରା  ନୂଆ ରସାଲି ମୁଁଇ କୁଆଁରି ପାରା ସୁନା ରଙ୍ଗିଆ ସୁନେଲି ତାରା ମୁଁଇ ସର୍‍ମିଲତା ଗୁଲାପ ରାନୀ  (ପୁ) ମାଏକି.. ? ନାଇ ଉଡ଼ା ତୋର୍ ଝିଲ୍‍ମିଲିଆ ଚୁମ୍‍କି ଲଗା ପନତ କାନି (ଝି) ଆଚ୍ଛା (ପୁ) ନାଇ ହଲା ତୋର୍ କୁଚ୍‍କୁଚିଆ ଗଜରା ଲଗା ଲହରି ବେନୀ ॥ (ପୁ) ଫଟାକେ ଜାନି ତୋ (ଝି) ହାଏ..  (ପୁ) ଆଖିରି ଛଟାରେ (ଝି) ଯା.. (ପୁ) ଛଟା ମାରି ମାରି ମୁହୁ ମଲକା (ପୁ) କୁଆଁରି ବେଲା ତୋର୍ (ଝି) ଆ.. (ପୁ) ହେଇଛେ ଇଟାରେ ମହନି ମିଠା ନନୀ ଟିକେ ଛଲ୍‍କା (ଝି) କଥା ମୁଇଁ ମହଲି ରସ ଧଙ୍ଗରା ପିଲା ନେଇପାରେ ଜାନି (ପୁ) ହାଇରେ.. ନାଇ ଉଡ଼ା ତୋର୍ ଝିଲ୍‍ମିଲିଆ ଚୁମ୍‍କି ଲଗା ପନତ କାନି ନାଇ ହଲା ତୋର୍ କୁଚ୍‍କୁଚିଆ ଗଜର

ମୋର ମନ ଉଡ଼ିଯାଏରେ ମନ ଉଡ଼ି ଉଡ଼ିଯାଏରେ - Mora Mana Udijaere Mana Udi Udijaere Lyrics

Image
== ଓଡ଼ିଆ== ଫିଲ୍ମଗୀତ : ମୋର ମନ ଉଡ଼ିଯାଏରେ ମନ ଉଡ଼ି ଉଡ଼ିଯାଏରେ ଭାଷା : ଓଡ଼ିଆ ଚଳଚିତ୍ର : ସୁନା ପଞ୍ଜୁରି କଣ୍ଠ : କବିତା କୃଷ୍ଣମୂର୍ତ୍ତି ସଙ୍ଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି ମସିହା : ୧୯୯୫ (ସମସ୍ତେ) ଝୁମ୍..ଝୁମ୍..ଝୁମ୍..ଝୁମ୍..ଝୁମ୍..ଝୁମୁକା..ଝୁମୁରୁ..ଝୁମ୍ ଘୁମ୍..ଘୁମ୍..ଘୁମ୍..ଘୁମ୍..ଘୁମ୍..ଘୁମୁରା..ଘୁମୁ..ଘୁମ୍ ଝୁମ୍..ଝୁମ୍..ଝୁମ୍..ଝୁମ୍..ଝୁମ୍..ଝୁମୁକା..ଝୁମୁରୁ..ଝୁମ୍ ଘୁମ୍..ଘୁମ୍..ଘୁମ୍..ଘୁମ୍..ଘୁମ୍..ଘୁମୁରା..ଘୁମୁ..ଘୁମ୍ (ଝି-୧) ମୋର ମନ.. ହୋ ମୋର ମନ ଉଡ଼ିଯାଏରେ ମନ ଉଡ଼ି ଉଡ଼ି ଯାଏରେ ହୋ ମୋର ମନ ଉଡ଼ିଯାଏରେ ମନ ଉଡ଼ି ଉଡ଼ି ଯାଏରେ ଚଇତି ପବନ କାନେ ଟାଣି କହୁଚି ମୁଁ କାଳେ ମନେ ମନେ ଭଲପାଉଚି ଖୋଷାର କରମା ଫୁଲ ନାଚି କହୁଚି ମୁଁ କାଳେ ତା ପାଇଁ ଝୁରି ମରୁଚି ରାତି ବଢ଼ି ବଢ଼ି ଯାଏରେ ପାଦ ନାଚି ନାଚି ଯାଏରେ ହୋ ମୋର ମନ ଉଡ଼ିଯାଏରେ ମନ ଉଡ଼ି ଉଡ଼ି ଯାଏରେ (ସମସ୍ତେ) ଝୁମ୍..ଝୁମ୍..ଝୁମ୍..ଝୁମ୍..ଝୁମ୍..ଝୁମୁକା..ଝୁମୁରୁ..ଝୁମ୍ ଘୁମ୍..ଘୁମ୍..ଘୁମ୍..ଘୁମ୍..ଘୁମ୍..ଘୁମୁରା..ଘୁମୁ..ଘୁମ୍ ଝୁମ୍..ଝୁମ୍..ଝୁମ୍..ଝୁମ୍..ଝୁମ୍..ଝୁମୁକା..ଝୁମୁରୁ..ଝୁମ୍ ଘୁମ୍..ଘୁମ୍..ଘୁମ୍..ଘୁମ୍..ଘୁମ୍..ଘୁମୁରା..ଘୁମୁ..ଘୁମ୍ ॥ (ଝି-୧) କହିଲୁ ସଖୀ ଦେଖି ମୋ ଆଖି ଆଖିରେ କିଏ ରହିଚି ଲାଖି କିମିଆ କରି ମତେ ତତେଇ ମନକୁ ମୋର ନେଲା ଚୋରେଇ କହିଲୁ ସଖୀ ଦେଖି ମୋ ଆଖି

ଏ ଦଦୁଲୁ ବାପା (ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି) - E Dadulu Bapa (Toka Chhanduru Manduru Karuchi) Lyrics

Image
== ଓଡ଼ିଆ == ଗୀତ : ଏ ଦଦୁଲୁ ବାପା ଭାଷା : ଓଡ଼ିଆ ଆଲବମ : ବାଡୁଅ ପାଣି କଣ୍ଠ : ସଙ୍ଗିତା ମିଶ୍ର, ଶୁଭାଶିଷ ମହାକୁଡ   ମସିହା : ୨୦୦୦ (ଝି) ଏ ଦଦୁଲୁ ବାପା (ପୁ) ଓ.. (ଝି) ଏ ଦଦୁଲୁ ବାପା (ପୁ) ଆଏଁ.. (ଝି) ଖାଇଲ ପିଇଲ ଝୁଅକୁ ଦେଖିଲ ଯାହାତ କଲ କଲ ଏଏଣ୍ ମାଗୁଚ ତେଏଣ୍ ମାଗୁଚ ପୁଅକି ଅମୂଲମୂଲ ପୁଅ କ'ଣ କରୁଚି କି ? (ପୁ) ଆମ ଟୋକା ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି ହେଲେ ବହୁତ ହୁନ୍ଦର ଜାଣିଚି ସିଏ ଯେତେକ ନଫଡ଼ା କରୁଚି ଏବେ କଲେଜରୁ ତଡ଼ା ଖାଇଚି ନେତାଗିରି ଟିକେ କରୁ କରୁ ସିଏ ଠିକାଦାର ବନିଯାଇଚି ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି ତାର ଚା'ଲ ବଦଳି ଯାଇଚି କେବେ ହାଲ ବେହାଲ ହେଉଚି ସିଏ ବହୁତ ସୁନ୍ଦର ଜାଣିଚି (ଝି) ଏ ବୋପା ଲୋ ଏ ଦଦୁଲୁ ବାପା (ପୁ) ଓ.. (ଝି) ଏ ଦଦୁଲୁ ବାପା (ପୁ) ଆଏଁ.. ॥୧॥ (ଝି) ଏ ଦଦୁଲୁ ବାପା (ପୁ) ଓ.. (ଝି) ଏ ଦଦୁଲୁ ବାପା (ପୁ) ଆଏଁ.. (ଝି) ଅକଲ କଇଲ ଚକଲ କଇଲ ହୋସ୍ ଉଡ଼େଇ ଦଲ ଜମି ମାଗୁଚ ବାଡ଼ି ମାଗୁଚ କଥାଟା କହୁଚ ଭଲ ପୁଅ ଘର କରିନି କି ? (ପୁ) ଆମ ଟୋକା ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି ଏବେ ବିଲିଡର ବନିଯାଇଚି ପୁଣି ବୋତଲ ପାଣି ସେ ପିଉଚି ଖାଲି ଚିକେନ୍ ପକୋଡ଼ା ଖାଉଚି ଫୁଲନଖରାରୁ ରାଜଧାନୀ ଯାଏଁ ପ୍ଲଟିଙ୍ଗ୍ କରି ସେ ବିକୁଚି ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି ପୁଣି ଭୁବନେଶ୍ୱର ରେ ରହୁଚି ହେଲ

ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ - Abadha Muthie Mote Milu Mahabahu Lyrics

Image
== ଓଡ଼ିଆ == ଗୀତ : ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ ଭାଷା : ଓଡ଼ିଆ କଣ୍ଠ : ବସନ୍ତ ପାତ୍ର ଗୀତିକାର : ଅରବିନ୍ଦ ମୁଦୁଲି ସଂଗୀତ ନିର୍ଦ୍ଦେଶକ : ଅରବିନ୍ଦ ମୁଦୁଲି ମସିହା : ୨୦୦୬ ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ ତୁଳସୀ ଟିକିଏ ମୋତେ ମିଳୁ ମହାବାହୁ ରଜାକୁ ମାଗିଲେ ରାଜ୍ୟ ଦେଇ ସାରନ୍ତାଣି ସେତ ରଜାକୁ ମାଗିଲେ ରାଜ୍ୟ ଦେଇ ସାରନ୍ତାଣି ସେତ ତୁମକୁ ମୁଁ ମାଗିଲିଣି ଯେଉଁ କାଳୁ ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ..ମହାବାହୁ ॥ କେତେ କାହାକୁ ଦେଉଛ ସବୁ ମୁଁ ଦେଖୁଛି ମୋତେ ଦେବାକୁ କିଆଁ ତମ ମନ ପଛଉଚି ଚୌବର୍ଗ ଦାନି ବୋଲି ପ୍ରଭୁ ବାଜୁଛି ବାଜଣା ପଣେ ଦେଲେ କି ମାଣେ ତୁମ ସରିବ ମଣିମା ହେ ସାଆନ୍ତ ବଡ଼ବାବୁ ତୁମେ ତ ମଅର ସବୁ ହେ ସାଆନ୍ତ ବଡ଼ବାବୁ ତୁମେ ତ ମଅର ସବୁ ନିର୍ଦ୍ଦୟ କାହିଁକି ମୋତେ ଆହେ କୃପାଳୁ ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ..ମହାବାହୁ ॥୧॥  ନୀଳାଚଳେ ରହି ଯେବେ ଭୋକରେ ମରିବି ମଣିମା ତୁମକୁ ନିନ୍ଦା କାହିଁକି କରିବି ଜାଣିବି ମୁଁ କର୍ମ ବାଙ୍କ ଫଟା ମୋ କପାଳ କିଏ ସେ ଭରିବ ଆଉ ମୋର ଶୂନ୍ୟଥାଳ ଦୁଃଖେ ଶୂନ୍ୟଥାଳ ନେଇ ଫେରିଯିବି ଭାବଗ୍ରାହୀ ଦୁଃଖେ ଶୂନ୍ୟଥାଳ ନେଇ ଫେରିଯିବି ଭାବଗ୍ରାହୀ ସରଗ ଦ୍ଵାରକୁ ଆହେ ଦୟାଳୁ ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ ତୁଳସୀ ଟିକିଏ ମୋତେ ମିଳୁ ମହାବାହୁ ରଜାକୁ ମାଗିଲେ ରାଜ୍ୟ ଦେଇ ସାରନ୍ତାଣି ସେତ ରଜାକୁ ମାଗିଲେ ରା

ମୁଁ ପାଉ ନଥିଲି ସାହା ତମେ ପାଉ ନଥିଲ ରାହା - Mun Pau Nathili Saha Tame Pau Nathila Raha Lyrics

Image
== ଓଡ଼ିଆ == ଗୀତ : ମୁଁ ପାଉ ନଥିଲି ସାହା ତମେ ପାଉ ନଥିଲ ରାହା ଭାଷା : ଓଡ଼ିଆ ଚଳଚିତ୍ର : ଶଙ୍ଖା ସିନ୍ଦୁର  କଣ୍ଠ : ଅନୁରାଧା ପୌଡ଼ୱାଲ, ଅକ୍ଷୟ ମହାନ୍ତି  ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୫ (ଝି) ଉଁ..ଉଁ..ଉଁ..ଉଁ..  ହୁଁ..ଉଁ..ଉଁ..    (ପୁ)     ଉଁ..ଉଁ..ଉଁ..ଉଁ..  ହୁଁ..ଉଁ..ଉଁ.. (ଝି) ମୁଁ ପାଉ ନଥିଲି ସାହା ତମେ ପାଉ ନଥିଲ ରାହା ମୁଁ ପାଉ ନଥିଲି ସାହା ତମେ ପାଉ ନଥିଲ ରାହା କାଲିଥିଲୁ କେତେ ଦୂରେ ଦୂରେ ସତେ ଆଜି କେତେ ଆପଣାର  ଆହା ଆହା ଆହା ଆହା (ପୁ)     ଉଁ..ଉଁ..ଉଁ..ଉଁ..  ହୁଁ..ଉଁ..ଉଁ..  ତମେ ପାଉ ନଥିଲ ସାଥି ମୁଁ ପାଉ ନଥିଲି ପ୍ରୀତି କାଲିଥିଲୁ ଆମେ ଚିହ୍ନା ଜଣା ଖାଲି ଆଜି ଦୁହେଁ ଦୁହିଁଙ୍କର ସାହା ସାହା ସାହା ସାହା (ପୁ+ଝି ) ଉଁ..ଉଁ..ଉଁ..ଉଁ..  ହୁଁ..ଉଁ..ଉଁ.. ॥୧॥    (ପୁ) ଖେଳୁଥିଲି ଆଗେ ଖିଆଲି ହୋଇ ଖିଆଲି ହୋଇ ଦୁନିଆକୁ କେବେ ଚାହିଁନି ମୁଁହି ତୁମଠୁ ପାଇଲି ପ୍ରଥମ ଛୁଆଁ ପ୍ରଥମ ଛୁଆଁ ଆଜି ତ ଲାଗୁଛି ଦୁନିଆ ନୂଆ (ଝି) ଉଁ..ଉଁ..ଉଁ..ଉଁ..  ହୁଁ..ଉଁ..ଉଁ.. ତମେ ଦେଇନାହଁ କଥା ମୁଁ ଦେଇନାହିଁ କଥା କେବେ କହିନାହିଁ ମନ ଖୋଲି ହଁ ଆଜି କହି ହେବ ନାହିଁ ନା ନା ନା ନା (ପୁ+ଝି ) ଉଁ..ଉଁ..ଉଁ..ଉଁ..  ହୁଁ..ଉଁ..ଉଁ.. ॥୨॥  (ଝି) ଆ..ଆଆ..ଆଆ.. ଓ..ଓଓ..ଓଓ..ଓଓ..ଓଓ.

ଆଇନା କେବେ ମିଛ କହେନା - Aaina Kebe Michha Kahena Lyrics

Image
== ଓଡ଼ିଆ == ଗୀତ : ଆଇନା କେବେ ମିଛ କହେନା ଭାଷା : ଓଡ଼ିଆ ଆଲବମ : ଅମର ପ୍ରେମ କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ଶ୍ରୀକାନ୍ତ ଗୌତମ   ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ  ମସିହା : ୨୦୦୫ ଆଇନା ହଁ..ହଁ..ଆଇନା     କେବେ ମିଛ କହେନା ସବୁବେଳେ ସତ କହେ ହଁ..ଆଇନା କେବେ ମିଛ କହେନା ସବୁବେଳେ ସତ କହେ ଆଇନାରେ କାଚ ବଦଳେ ନାହିଁରେ  ଆଇନାରେ କାଚ ବଦଳେ ନାହିଁରେ ହେଲେ ଏ ଚେହେରା ବଦଳି ଯାଏରେ ଚେହେରା ହଁ..ହଁ..ଚେହେରା  କେବେ ସତ କହେନା ସବୁବେଳେ ମିଛ କହେ ହଁ..ଆଇନା କେବେ ମିଛ କହେନା ସବୁବେଳେ ସତ କହେ ସବୁବେଳେ ସତ କହେ ॥  ଋତୁ ଆସି ଋତୁ ଚାଲି ଗଲାପରେ ଋତୁ ଆସି ଋତୁ ଚାଲି ଗଲାପରେ ଯଉବନ ଚାଲିଯାଏ ହୋ..ଜାଣିହୁଏ ନାହିଁ କେବେ ଧୀରେ ଧୀରେ ଜାଣିହୁଏ ନାହିଁ କେବେ ଧୀରେ ଧୀରେ ରୂପ ରଙ୍ଗ ଢଳିଯାଏ ଦିନ ରାତି କିଛି ବଦଳେ ନାହିଁରେ ଦିନ ରାତି କିଛି ବଦଳେ ନାହିଁରେ ହେଲେ ଏ ସମୟ ବଦଳି ଯାଏରେ ବୟସ ହଁ..ହଁ..ବୟସ କେବେ ଲୁଚି ରହେନା ଆଇନାରେ ଧରା ପଡ଼େ ହଁ..ଆଇନା କେବେ ମିଛ କହେନା ସବୁବେଳେ ସତ କହେ ସବୁବେଳେ ସତ କହେ ॥୧॥ ଜହ୍ନ ଆଉ ହସେ ନାହିଁ ଲୁଚିଯାଏ ଜହ୍ନ ଆଉ ହସେ ନାହିଁ ଲୁଚିଯାଏ ଅମାବାସ୍ୟା ଆକାଶରେ କୋଇଲି ତା ଗୀତ ଆଉ ଗାଏ ନାହିଁ କୋଇଲି ତା ଗୀତ ଆଉ ଗାଏ ନାହିଁ ଆଷାଢ଼ରେ ବରସାରେ ସୂର୍ଯ୍ୟ ଚନ୍ଦ୍ର ତାରା ବଦଳେ ନାହିଁରେ  ସୂର୍ଯ୍ୟ ଚନ୍ଦ୍ର ତାରା ବଦଳେ ନାହିଁରେ

ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି - Maa Jhadi Die Jete Deha Dhuli Lyrics

Image
== ଓଡ଼ିଆ == ଗୀତ : ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି ଭାଷା : ଓଡ଼ିଆ ଆଲବମ : ବିଶ୍ଵ ବିଧାତା କଣ୍ଠ : ସୋନୁ ନିଗମ  ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର  ମସିହା : ୧୯୯୯ ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି ଅଝଟ ଝାଡ଼ଇ ବାପ ଗୁଣିଆ ଝାଡ଼ଇ ଡାହାଣୀ ସିନା ଗୁଣିଆ ଝାଡ଼ଇ ଡାହାଣୀ ସିନା କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ ॥ ଯୋଗୀ ଫେରିଗଲେ ଦୁଆର ମୁହଁରୁ ଭୋଗୀକି ଲାଗଇ ଦୋଷ ଯୋଗୀ ଫେରିଗଲେ ଦୁଆର ମୁହଁରୁ ଭୋଗୀକି ଲାଗଇ ଦୋଷ ଭକତ ଫେରିଲେ ତା ସିଂହଦୁଆରୁ କାଳିଆକୁ ଲାଗେ ବିଷ ବିଷ ଝାଡ଼ିଦିଏ ସାପୁଆ କେଳାରେ ବିଷ ଝାଡ଼ିଦିଏ ସାପୁଆ କେଳାରେ ପୂଜା ଝାଡ଼େ ଅଭିଶାପ ଗୁଣିଆ ଝାଡ଼ଇ ଡାହାଣୀ ସିନା ଗୁଣିଆ ଝାଡ଼ଇ ଡାହାଣୀ ସିନା କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ ॥୧॥ ସରଗକୁ ଶିଡ଼ି ବାଇଶି ପାହାଚ ଦୁଆରେ ଦେଇଚି ଡେରି ସରଗକୁ ଶିଡ଼ି ବାଇଶି ପାହାଚ ଦୁଆରେ ଦେଇଚି ଡେରି ଯେତେ ଇଛା କଲେ ଚଢ଼ି କେ ପାରିବ ନ ଲାଗିଲେ ତାର ଡୋରି ସେ ଡୋରି ଲାଗଇ ହୃଦୟ ବେଢ଼ାରେ ସେ ଡୋରି ଲାଗଇ ହୃଦୟ ବେଢ଼ାରେ ଜଳିଲେ ଭକତି ଦୀପ ଗୁଣିଆ ଝାଡ଼ଇ ଡାହାଣୀ ସିନା ଗୁଣିଆ ଝାଡ଼ଇ ଡାହାଣୀ ସିନା କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ କାଳିଆ ଝାଡ଼ଇ ପାପରେ କା

ଦିନ ସରେ ନାହିଁ ରାତି କଟେ ନାହିଁ ତୋ ପାଇଁ - Dina Sare Nahin Rati Kate Nahin To Pain Lyrics

Image
== ଓଡ଼ିଆ == ଗୀତ : ଦିନ ସରେ ନାହିଁ ରାତି କଟେ ନାହିଁ ତୋ ପାଇଁ ଭାଷା : ଓଡ଼ିଆ ଚଳଚିତ୍ର : ତୋ ପାଇଁ  କଣ୍ଠ : କୁମାର ବାପି, ତପୁ ମିଶ୍ର ଗୀତିକାର : ମନ୍ମଥ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୨୦୦୫ (ଝି) ଆ..ଆ..ଆ ଆ ଆ ଆ ଆ..ଆ..ଆ ଆ ଆ ଆ (ପୁ) ହୋ..ଓ..ଓ ଓ ଓ ଓ ଆ..ଆ..ଆ ଆ ଆ ଆ (ପୁ) ଦିନ ସରେ ନାହିଁ (ଝି) ରାତି କଟେ ନାହିଁ (ପୁ) ଦିନ ସରେ ନାହିଁ (ଝି) ରାତି କଟେ ନାହିଁ (ପୁ) ତୋ ପାଇଁ..ତୋ ପାଇଁ (ଝି) ତୋ ପାଇଁ..ତୋ ପାଇଁ (ପୁ) ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି (ଝି) ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି (ପୁ) ନାହିଁ ମୁଁ ନିଜର ହୋଇ ହୋ.. ତୋ ପାଇଁ..ତୋ ପାଇଁ (ଝି) ତୋ ପାଇଁ..ତୋ ପାଇଁ ॥ (ପୁ) ଛୋଟ କଥାଟିଏ ସାଇତି ରଖିଚି ଶୁଣ କହିଦିଏ ଫୁଲ ପାଏ କଣ୍ଟା ପାଏ ମୁଁ ଭଲପାଏ ତତେ ମୁଁ ସବୁଠି ପାଏ (ଝି) ସାତ ପଲକରେ ସାତ ଜନମର ହଁ କଥା ହେଲା ଦରଦିଆ ଛାତି ଟିକେ ବରଷି ଗଲା ତୋ ପାଖେ ଭରଷି ଗଲା (ପୁ) ସେଇ ଓଠ ସେଇ ଆଖି ସପନେ ଥିଲି ମୁଁ ଦେଖି ସେଇ ଓଠ ସେଇ ଆଖି ସପନେ ଥିଲି ମୁଁ ଦେଖି ସପନ ହେଲା ମୋ ସତ ହୋ.. ତୋ ପାଇଁ..ତୋ ପାଇଁ (ଝି) ତୋ ପାଇଁ..ତୋ ପାଇଁ ॥୧॥ (ଝି) ଆଜି ମିଳିଗଲା ଏ ଆଖି ଖୋଜୁଥିଲା ଠିକ୍ ତୋ ପରି ଏ ଜନମେ ଆସ ଯିବା ସାଥୀ ହୋଇ ଜୀବନ ସାଥୀ ହୋଇ (ପୁ) ପାଲିଙ୍କି ସଜେଇ ଆସିବି ତୋ ପାଖେ ଆଉ ଡେରି ନାହି

ପ୍ରେମ ତୋର ଅଢ଼େଇ ଅକ୍ଷର - Prema Tora Adhei Akhyara Lyrics

Image
== ଓଡ଼ିଆ == ଗୀତ : ପ୍ରେମ ତୋର ଅଢ଼େଇ ଅକ୍ଷର ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଦିପ୍ତୀରେଖା ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର ମସିହା : ୨୦୧୯ (ପୁ) ଲେଖି ସାରିଚି ମୋ ଜୀବନ ପ୍ରତିଟି ମୋ ଛାତି ସ୍ପନ୍ଦନ ଲେଖି ସାରିଚି ମୋ ଜୀବନ ପ୍ରତିଟି ମୋ ଛାତି ସ୍ପନ୍ଦନ ତୋ ନା'ରେ ଆୟୁଶ ମୋର ୱଉୱ..ୱ..ୱଉୱ..ୱ.. ୱଉୱ..ୱ..ୱଉୱ..ୱ.. (ଝି) ପ୍ରେମ ତୋର ଅଢ଼େଇ ଅକ୍ଷର ଲେଖି ଦେ ତୁ ହୃଦୟରେ ମୋର ପ୍ରେମ ତୋର ଅଢ଼େଇ ଅକ୍ଷର ଲେଖି ଦେ ତୁ ହୃଦୟରେ ମୋର (ପୁ) ଲେଖି ସାରିଚି ମୋ ଜୀବନ ପ୍ରତିଟି ମୋ ଛାତି ସ୍ପନ୍ଦନ ଲେଖିବାକୁ ବାକି ଅଛି ତୋ ନା'ରେ ଆୟୁଶ ମୋର ୱଉୱ..ୱ..ୱଉୱ..ୱ.. ୱଉୱ..ୱ..ୱଉୱ..ୱ.. ॥ (ଝି) ଯେବେଠୁ ସାଥେ ତୋର ଦେଖା ହେଲା ମୋର ରାତିସାରା ଗୋଟେ ସ୍ଵପ୍ନ ଦେଖେ ଶହେ ଥର (ପୁ) ଯେବେଠୁ ସାଥେ ତୋର ମିଶିଲା ମୋ ନଜର ଝିଲ୍ ମିଲ୍ ହେଇଗଲା ଆଖି ନିଦ ମୋର (ଝି) ନିଦକୁ ତୋର ପାଇଛି ମୁଁ ଆଖି ପଲକେ ରଖିଚି ମୁଁ ରଖିବାକୁ ବାକି ଅଛି ସବୁ ଦିନ ପ୍ରେମକୁ ତୋର (ପୁ) ୱଉୱ..ୱ..ୱଉୱ..ୱ.. ୱଉୱ..ୱ..ୱଉୱ..ୱ.. ॥୧॥ (ପୁ) ନ ଫେରୁ ଆଉ ପଛେ ଅଫେରା ଅତୀତ ତୁ ମୋର ଜୀବନର ଆସରା ବସନ୍ତ (ଝି) ହାଁ..ସପନ ଆଜି ସବୁ ଲାଗେ ଭାରି ସତ ଓଠ ତଳେ ମୋର ଆଜି ହେଲୁ ପଦେ ଗୀତ (ପୁ) ତୁ ମୋ ଗୀତ ତୁ ମୋ ମିତ ତୋ ହାତେ ଥିବ ମୋ ହାତ ଆସୁ ମେଘ ଆସୁ ଶୀତ

ଗ ଚମ୍ପୂ (ଗଲାଣି ତ ଗଲା କଥା ରେ ସଙ୍ଗାତ ଗୁପତେ ସିନା ମୁଁ ତୋତେ ପଚାରିଲି) - Ga Champu (Galani Ta Gala Katha Re Sangata Gupate Sina Mun Tote Pacharili) Lyrics

Image
== ଓଡ଼ିଆ == ଗୀତ : ଗଲାଣି ତ ଗଲା କଥା ରେ ସଙ୍ଗାତ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ଗୁପତେ ସିନା ମୁଁ ତୋତେ ପଚାରିଲି ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡ଼ିବାରୁ ବ୍ୟଥା ରେ ସଙ୍ଗାତ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ॥୧॥ ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ ଗଣ୍ଠିଧନ ତୋର ସ୍ନେହ ଗୋଡ଼ ଖସି ଖେଦ ହେବାର ଦରଦ ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ରେ ସଙ୍ଗାତ ଗଲାଣି ତ ଗଲା କଥା ॥୨॥ ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି ଗୋଳା ଗରଳରୁ କଟୁ ପୀୟୂଷରୁ ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି ରେ ସଙ୍ଗାତ ଗଲାଣି ତ ଗଲା କଥା ॥୩॥ ଗୋଳି ଦେଲା ମୋର ବାହାର ଭିତର ସ୍ଵର ସେ ଅବା ଶର ସେ ଗାତ୍ର ଗୋଟିଯାକ ପୁରିଲା ପୁଲକ ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ରେ ସଙ୍ଗାତ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ॥୪॥ ଗିଳିଦେଲା ପୁରନ୍ଦର-ନୀଳକର କଳିକାମୟ ତିମିର ଗହନ କି ଗୃହ ହୋଇଲା ସନ୍ଦେହ ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର ରେ ସଙ୍ଗାତ ଗଲାଣି ତ ଗଲା କଥା ॥୫॥ ଗତାଳସନାଟ ପ

ଦିସ୍ ଇଜ୍ ମାୟାରେ ବାୟା (ଫୁରୁସତରେ ଉପରୱାଲା ବନେଇଥିଲା ନାରୀ) - This Is Mayare Baya (Furusatare Uparawala Baneithila Nari) Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଦିସ୍ ଇଜ୍ ମାୟାରେ ବାୟା ଭାଷା : ଓଡ଼ିଆ ଚଳଚିତ୍ର : ଟୋକାଟା ଫସିଗଲା କଣ୍ଠ : ପପୁ ପମ ପମ, ସବ୍ୟସାଚି   ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ ମସିହା : ୨୦୧୮ (ପୁ-୧) ପେଁପେରେ..ପେଁପେ..ପେଁ..ପେଁ..ପେଁ..ପେଁପେଁ     ପେଁପେରେ..ପେଁପେ ପେଁପେ..ପେଁପେ..ପେଁ..ପେଁରେ..ପେଁପେଁ     ପେଁପେରେ..ପେଁପେ..ପେଁ..ପେଁ..ପେଁ..ପେଁପେଁ     ପେଁପେରେ..ପେଁପେ ପେଁପେ..ପେଁପେ..ପେଁ..ପେଁରେ..ପେଁପେଁ (ପୁ-୨) ଫୁରୁସତରେ ଉପରୱାଲା ବନେଇଥିଲା ନାରୀ..ନାରୀ (ପୁ-୧) କାହାକୁ କଲା କାଳି ଶାବେନି କାହାକୁ କଲା ଗୋରୀ..ଗୋରୀ (ପୁ-୨) ଫୁରୁସତରେ ଉପର ବାଲା ବନେଇଥିଲା ନାରୀ (ପୁ-୧) କାହାକୁ କଲା କାଳି ଶାବେନି କାହାକୁ କଲା ଗୋରୀ (ପୁ-୨) କୁଲୁ କୁଲୁ ଚେହେରା କୁଲୁ (ପୁ-୧) ଲାଗନ୍ତି ସିନା ବିଉଟିଫୁଲୁ (ପୁ-୨) ହେଲେ ତାଙ୍କର ହିସାବ ଭାଇ କୋଇ ନେହିଁ ପାୟା (ପୁ-୧) ହ୍ଵାଟ୍ ଇଜ୍ ଦିସ୍ ? (ପୁ-୨) ଦିସ୍ ଇଜ୍ ମାୟାରେ ବାୟା (ପୁ-୧) ଓ..ୟା.. ହ୍ଵାଟ୍ ଇଜ୍ ଦିସ୍ ? (ପୁ-୨) ଦିସ୍ ଇଜ୍ ମାୟାରେ ବାୟା (ପୁ-୧) ହ୍ଵାଟ୍ ଇଜ୍ ଦିସ୍ ? (ପୁ-୨) ଦିସ୍ ଇଜ୍ ମାୟାରେ ବାୟା (ପୁ-୧) ଓ..ୟା.. ହ୍ଵାଟ୍ ଇଜ୍ ଦିସ୍ ? (ପୁ-୨) ଦିସ୍ ଇଜ୍ ମାୟାରେ ବାୟା (ପୁ-୧) ଓ ମାଇଁ ଗଡ୍ ॥୧॥ (ପୁ-୨) ନୀଲି ନୀଲି ଆଙ୍ଖେ କାଲେ ଜୁଲଫୋ ବାଲି ଛତିଟା

ଛାତି ତଳେ ଗୋଟେ ହୃଦୟ ଅଛି ସେଇ ହୃଦୟରେ ପ୍ରିୟା ବସିଛି - Chhati Tale Gote Hrudaya Achhi Sei Hrudayare Priya Basichhi Lyrics

Image
== ଓଡ଼ିଆ == ଗୀତ : ଛାତି ତଳେ ଗୋଟେ ହୃଦୟ ଅଛି ଭାଷା : ଓଡ଼ିଆ ଆଲବମ : କଣ୍ଢେଇ କଣ୍ଠ :  କୁମାର ସାନୁ ଗୀତିକାର : ପଞ୍ଚାନନ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଗଣ ବିହାରି ଏହେ..ହେ..ହେ..ହେ.. ଏହେ..ହେ..ହେ..ହେ.. ହେ..ହେ..ହେ..ହେ..ହେ..ହେ.. ହୁଁ..ଛାତି ତଳେ ଗୋଟେ ହୃଦୟ ଅଛି ସେଇ ହୃଦୟରେ ପ୍ରିୟା ବସିଛି ଛାତି ତଳେ ଗୋଟେ ହୃଦୟ ଅଛି ସେଇ ହୃଦୟରେ ପ୍ରିୟା ବସିଛି ଯେ ଦିନୁ ସେ ମତେ ଭଲ ପାଉଚି ସେ ଦିନୁ ବାଟ ମୁଁ ଭୁଲି ଯାଇଚି ସବୁ ରାତି ଉଜାଗରେ ମୋ ପାହି ଯାଉଚି ଛାତି ତଳେ ଗୋଟେ ହୃଦୟ ଅଛି ସେଇ ହୃଦୟରେ ପ୍ରିୟା ବସିଛି ॥ ଫୁଲକୁ ମଳୟ ଛୁଇଁଗଲା ପରି ସେ ମତେ ଯାଇଚି ଛୁଇଁ ସବୁଦିନ ମତେ ଫଗୁଣ ଲାଗୁଚି କେବଳ ମୋ ପ୍ରିୟା ପାଇଁ ହାଁ..ଫୁଲକୁ ମଳୟ ଛୁଇଁଗଲା ପରି ସେ ମତେ ଯାଇଚି ଛୁଇଁ ସବୁଦିନ ମତେ ଫଗୁଣ ଲାଗୁଚି କେବଳ ମୋ ପ୍ରିୟା ପାଇଁ ସେ ଦିନୁ ଏ ମନ ଚଗଲା ହେଇଚି ବାଟ ଭୁଲିଯାଇ ଅବାଟେ ଯାଉଚି ନ ଦେଖିଲେ ଦିନେ ତାକୁ ମୋ ଛାତି ଥରୁଚି ଛାତି ତଳେ ଗୋଟେ ହୃଦୟ ଅଛି ସେଇ ହୃଦୟରେ ପ୍ରିୟା ବସିଛି ॥୧॥ ରାତିର ବୟସ ବଢ଼ିଯାଏ ଯେତେ ମନେ ପଡ଼େ ସିଏ ମୋର କଲମରୁ ଝରେ କବିତାର ଧାଡ଼ି ନୂଆ ଗୀତ ନୂଆ ସୁର ହୋ..ରାତିର ବୟସ ବଢ଼ିଯାଏ ଯେତେ ମନେ ପଡ଼େ ସିଏ ମୋର କଲମରୁ ଝରେ କବିତାର ଧାଡ଼ି ନୂଆ ଗୀତ ନୂଆ ସୁର ବିଦ୍ୟାରାଣ ଖାଇ ସତ ମୁଁ କହୁଚି ସିଏ ବି ମୋ ପାଇଁ ଅଧିର ହଉଚି ଲିଭେ ନାହିଁ ଏମି

ମୁଁ ଏମିତି ଲୁହ ଟୋପେ ହାଏ - Mun Emiti Luha Tope Hae Lyrics

Image
== ଓଡ଼ିଆ == ଗୀତ : ମୁଁ ଏମିତି ଲୁହ ଟୋପେ ହାଏ ଭାଷା : ଓଡ଼ିଆ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୦୪ ମୁଁ ଏମିତି ଲୁହ ଟୋପେ ହାଏ ମୁଁ ଏମିତି ଲୁହ ଟୋପେ ହାଏ ଯେଉଁ ପାଦ ଦିଶେନାହିଁ ସେ ପାଦ ଧୋଇବା ପାଇଁ ଯେଉଁ ପାଦ ଦିଶେନାହିଁ ସେ ପାଦ ଧୋଇବା ପାଇଁ ବହି ବହି ଯାଏ ମୁଁ ଏମିତି ଲୁହ ଟୋପେ ହାଏ ମୁଁ ଏମିତି ଲୁହ ଟୋପେ ହାଏ ॥ ସାଗର ସହିତ ମିଶୁକି ନ ମିଶୁ ନଈ ତ ବହୁଚି ବହିବ କାଳିଆର କାନ ଥାଉକି ନ ଥାଉ ଭକତ ତା ଦୁଃଖ କହିବ ସାଗର ସହିତ ମିଶୁକି ନ ମିଶୁ ନଈ ତ ବହୁଚି ବହିବ ଓ..କାଳିଆର କାନ ଥାଉକି ନ ଥାଉ ଭକତ ତା ଦୁଃଖ କହିବ ମୁଁ ଏମିତି ଦୁଃଖି ଟିଏ ହାଏ ସେ ମହା ହସ ଭିତରେ ସେ ମହା ହସ ଭିତରେ ଲୁଚି ଲୁଚି ଯାଏ ମୁଁ ଏମିତି ଲୁହ ଟୋପେ ହାଏ ମୁଁ ଏମିତି ଲୁହ ଟୋପେ ହାଏ ॥୧॥ ମେଘରୁ ବରଷା ଝରୁକି ନ ଝରୁ ଚାତକ ଚାହିଁଚି ଚାହିଁବ କାଳିଆର ହାତ ଥାଉକି ନ ଥାଉ ଦବା ପାଇଁ ଦୁଃଖି କହିବ ଓ..ମେଘରୁ ବରଷା ଝରୁକି ନ ଝରୁ ଚାତକ ଚାହିଁଚି ଚାହିଁବ କାଳିଆର ହାତ ଥାଉକି ନ ଥାଉ ଦବା ପାଇଁ ଦୁଃଖି କହିବ ମୁଁ ଏମିତି ଆଶାଟିଏ ହାଏ ସେ ମହା କଳ୍ପବଟରେ ସେ ମହା କଳ୍ପବଟରେ ଝୁଲି ଝୁଲି ଯାଏ ମୁଁ ଏମିତି ଲୁହ ଟୋପେ ହାଏ ମୁଁ ଏମିତି ଲୁହ ଟୋପେ ହାଏ ଓ..ଯେଉଁ ପାଦ ଦିଶେନାହିଁ ସେ ପାଦ ଧୋଇବା ପାଇଁ ଯେଉଁ ପାଦ ଦିଶେନାହିଁ ସେ

ପୁଚୁକି ଗାଲି ଫେଶନ ବାଲି ଚାଲି ତୋ ବମ୍ବେ ଦିଲ୍ଲୀ - Puchuki Gali Pheshana Bali Chali To Bombay Delhi Lyrics

Image
== ଓଡ଼ିଆ == ଗୀତ : ପୁଚୁକି ଗାଲି ଫେସନ ବାଲି ଭାଷା : ଓଡ଼ିଆ ଚଳଚିତ୍ର : ସୁନା ପଞ୍ଜୁରି କଣ୍ଠ : ସୋନୁ ନିଗମ ଗୀତିକାର : ଶୀର୍ଷାନନ୍ଦ ଦାସ କାନୁନଗୋ  ସଙ୍ଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି  ମସିହା : ୧୯୯୫ (ପୁ) ପୁଚୁକି ଗାଲି ଫେସନ ବାଲି ଚାଲି ତୋ ବମ୍ବେ ଦିଲ୍ଲୀ ମୋ ବୋପାଲୋ ଆଲୋ ଚଗଲି ରାଗ ତୋ ନାଲି କଥା ବନ୍ଧୁକ ଗୁଳି ମୋ ବୋପାଲୋ ସବୁ ଝିଅଙ୍କ ଗୋଟିଏ ରୋଗ ନାକ ଆଗରେ ତାଙ୍କରି ରାଗ ଛୁଉଁ ଛୁଉଁ ଦେବେ ଠେଲି ମୋ ବୋପାଲୋ (ସମସ୍ତେ) ମୋ ବୋପାଲୋ (ପୁ) ପୁଚୁକି ଗାଲି ଫେସନ ବାଲି ଚାଲି ତୋ ବମ୍ବେ ଦିଲ୍ଲୀ ମୋ ବୋପାଲୋ (ସମସ୍ତେ) ମୋ ବୋପାଲୋ ॥ (ପୁ) ଗୋରୀ ତୁ ସତେ ଲୋଟଣି ପାରା କେବେ ମୋ ହାତେ ଦବୁ ଲୋ ଧରା ମତେ ଦେଖେଇ ଛଟକ ଛଇ ଫସେଇ ଦେଲୁ ଆଖି ନଚେଇ ସବୁ ଝିଅଙ୍କ ପୁରୁଣା ଖୋଇ ଭିତରେ ହବୁ ଉପରେ ନାଇ ମିଛେ ମିଛେ ଦେବେ ଗାଳି  (ସମସ୍ତେ) ମୋ ବୋପାଲୋ (ପୁ) ପୁଚୁକି ଗାଲି ଫେସନ ବାଲି ଚାଲି ତୋ ବମ୍ବେ ଦିଲ୍ଲୀ (ସମସ୍ତେ) ମୋ ବୋପାଲୋ.. ହୋ..ହୋ..ହୋ  ହୋ..ହୋ..ହୋ..ହୋହୋହୋ ॥୧॥ (ପୁ) କହୁଚି ଆଜି ରଖିଥା ମନେ ଉଡେଇ ନେବି ତତେ ଲୋ ଦିନେ ସହର ସାରା ପଡ଼ିବ ହୁରି ତତେ ଲୋ କିଏ କରିଚି ଚୋରି ସବୁ ଝିଅଙ୍କ ଗୋଟିଏ ଦୋଷ ଆଗରେ କାନ୍ଦ ପଛରେ ହସ ଗୋଡ଼େଇ ଗୋଡ଼େଇ ମଲି ମୋ ବୋପାଲୋ (ସମସ୍ତେ) ମୋ ବୋପାଲୋ (ପୁ) ପୁଚୁକି ଗାଲି ଫେସନ ବାଲି ଚାଲି ତୋ ବମ୍ବେ ଦିଲ୍

ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ) - Tora Mora Prema Sara Duniata Janiba (Jebe Gaan Munda Masanire Jui Mora Jaliba) Lyrics

Image
== ଓଡ଼ିଆ == ଗୀତ : ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ପୁଷ୍ପକ ପରିଡ଼ା ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର ମସିହା : ୨୦୧୯ (ପୁ) ଆଖିଠାରୁ ସ୍ୱପ୍ନ ଯେବେ ଅଲଗା ହବ ବିଚରା ଏ ହୃଦୟଟା ଭାଙ୍ଗି ପଡ଼ିବ ସେ ହୃୟକୁ କିଏ ଯୋଡ଼ିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଆଖିଠାରୁ ସ୍ୱପ୍ନ ଯେବେ ଅଲଗା ହବ ବିଚରା ଏ ହୃଦୟଟା ଭାଙ୍ଗି ପଡ଼ିବ ସେ ହୃୟକୁ କିଏ ଯୋଡ଼ିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ॥ (ପୁ) ପ୍ରେମ ଯଦି ହୁଏ ପବିତ୍ର ପାପ ମନୁଛି ମୁଁ ଗୋଟେ ପାପୀ ପ୍ରେମିକ ପ୍ରେମିକ..ମୁଁ ବେହିସାବୀ ବଣିକ ପ୍ରେମ ଯଦି ହୁଏ ପବିତ୍ର ପାପ ମନୁଛି ମୁଁ ଗୋଟେ ପାପୀ ପ୍ରେମିକ ପ୍ରେମିକ..ମୁଁ ବେହିସାବୀ ବଣିକ ସ୍ମୃତିକୁ ତୋର କରି ସନ୍ତକ ଜିଇଁ ମରିବି ଜୀବନ ଯାକ ମନ ଯେବେ ସ୍ମୃତି ତୋର ପାଶୋରି ଯିବ ମୋ ପ୍ରେମରେ କଳଙ୍କର ଦାଗ ଲାଗିବ ସେ ଦାଗ କିବା ଆଉ ଲିଭିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ସମସ୍ତେ) ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ପୁ) ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ ତୋର ମୋର ପ୍

ଆସ ଆସ ଆସ ଗୋ ମୋ ଦୁର୍ଗା ମା (ପାର୍ବଣର ସାଜସଜା ଶାରଦୀୟ ଦୁର୍ଗା ପୂଜା) - Aasa Aasa Aasa Go Mo Durga Maa (Parbanara Saja Saja Sharadiya Durga Puja) Lyrics

Image
== ଓଡ଼ିଆ == ଗୀତ : ପାର୍ବଣର ସାଜସଜା ଶାରଦୀୟ ଦୁର୍ଗା ପୂଜା ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା ଗୀତିକାର : ନିହାର ପ୍ରିୟାଶିଷ୍ ମସିହା : ୨୦୧୭ ପାର୍ବଣର ସାଜସଜା ଶାରଦୀୟ ଦୁର୍ଗା ପୂଜା ପାର୍ବଣର ସାଜସଜା ଶାରଦୀୟ ଦୁର୍ଗା ପୂଜା ଖୁସି ଆଜି ସହର ଠୁ ଗାଁ ସିଂଘ ବାଜା, ମାଦଳ ବାଜା ଝଲସୁଚି ମେଢ଼ ସଜା ହୁରି ପଡ଼େ ଆଜି ମା ନାଁ ଆସ ଆସ ଆସ ଗୋ ମୋ ଦୁର୍ଗା ମା ଆସ ଆସ ଆସ ଗୋ ମୋ ଦୁର୍ଗା ମା ପାର୍ବଣର ସାଜସଜା ଶାରଦୀୟ ଦୁର୍ଗା ପୂଜା ଖୁସି ଆଜି ସହର ଠୁ ଗାଁ ସିଂଘ ବାଜା, ମାଦଳ ବାଜା ଝଲସୁଚି ମେଢ଼ ସଜା ହୁରି ପଡ଼େ ଆଜି ମା ନାଁ ଆସ ଆସ ଆସ ଗୋ ମୋ ଦୁର୍ଗା ମା ଆସ ଆସ ଆସ ଗୋ ମୋ ଦୁର୍ଗା ମା ହାଁ..ଆସ ଆସ ଆସ ଗୋ ମୋ ଦୁର୍ଗା ମା ॥ ତୁମ ଆଗମନେ ନାଚିଯାଏ ମନ ମା'ର ମମତା ଖୋଜେ ସବୁ ପ୍ରାଣ ହାଁ..ତୁମ ଆଗମନେ ନାଚିଯାଏ ମନ ମା'ର ମମତା ଖୋଜେ ସବୁ ପ୍ରାଣ ଫୁଲ ଝରି, ଲିଚୁ ବତି ସବୁଆଡ଼େ ମଉଜ ମସ୍ତି ତୁମେହି ତ ଜଗତର ସାହା ହାଁ..ସିଂଘ ବାଜା, ମାଦଳ ବାଜା ଝଲସୁଚି ମେଢ଼ ସଜା ହୁରି ପଡ଼େ ଆଜି ମା ନାଁ ଆସ ଆସ ଆସ ଗୋ ମୋ ଦୁର୍ଗା ମା ଆସ ଆସ ଆସ ଗୋ ମୋ ଦୁର୍ଗା ମା ॥୧॥ ହସିଉଠୁ ଧରା ସବୁଜ କ୍ଷେତରେ ଆସୁ ସୁଖ ଶାନ୍ତି ତୁମ ଆଶିଷରେ ହାଁ..ହସିଉଠୁ ଧରା ସବୁଜ କ୍ଷେତରେ ଆସୁ ସୁଖ ଶାନ୍ତି ତୁମ ଆଶିଷରେ ନୂଆ ନୂଆ ଜାମାପଟା ଘରେ ଘରେ ଖିରି ପିଠା ଆଣିଦିଅ ବଞ୍ଚିବାର ରାହା ସିଂଘ ବାଜା, ମାଦଳ ବ

ଦେଖି ନବ କାଳିକା ବକାଳିକା ମାଳିକା - Dekhi Naba Kalika Bakalika Malika Lyrics

Image
== ଓଡ଼ିଆ == ଗୀତ : ଦେଖି ନବ କାଳିକା ବକାଳିକା ମାଳିକା ଭାଷା : ଓଡ଼ିଆ ପୋଥି / ପୁସ୍ତକ : ଲାବଣ୍ୟବତୀ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତ ସ୍ମରି ରକ୍ଷା କେମନ୍ତେ କରି କରିବା ମତ୍ତକରୀ ଗତିକି ଏମନ୍ତ ବିଚାରି ସେ ସହଚରି ଭାବେ ବଞ୍ଚିଲେ ଏ କାଳକୁ କଥା ଥିବ କାଳ କାଳକୁ ଏକେତ କ୍ଷୀଣ ଦିନ ହେଲା ଦୁର୍ଦ୍ଦିନ ଦିନ ନ ଲଭୁ ବଲ୍ଲଭମେଳକୁ ରେ ସହଚରି ॥୧॥ ହିତ ଆନ ମାନଙ୍କୁ ଶତ କାମିଜନଙ୍କୁ ଅହି ପରା ଅହିତ ଏହି ହତ କୃଶାନୁ ସାନୁ ମାନରୁ ଭାନୁ ଭାନୁ ତାପରୁ ନିସ୍ତାରିଲା ମହୀ ରେ ସହଚରି ବିରହାନଳ ହୃଦସ୍ଥଳେ ଜଳେ ସେ ହତ ନୋହେ ଜଳେ କରୁଛି ଜାତ ଜାତ ବେଦକୁ ସତ ସତ ହୃଦା-ଛଳରେ ଘନ କୋଳେ ରେ ସହଚରି ॥୨॥ ଯେଉଁ ସୁନ୍ଦରୀ ଦରୀ ଭୂତରୁ ଗଣ୍ଡ ଧରି ଧରିତ୍ରୀ ଶୟନ କରିଛି କଣ୍ଠେ ଜୀବନ ବନ ପୂର୍ଣ୍ଣ ନୟନ ଘନ ଘନ ନିଶ୍ଵାସକୁ ଛାଡ଼ୁଛି ରେ ସହଚରି ପକାଇ ଆପଣା ଅଙ୍କର ଲୋଡ଼ିଲେ ନ ଲଗାଇ କର ଯେହୁ ଏଡ଼େ ଦୁର୍ବଳ ଝଞ୍ଜାନିଳ ପ୍ରବଳ ଉଡ଼ିଯାଇଟି ଯତ୍ନ କର ରେ ସହଚରି ॥୩॥ କରି ପିକକୁ ମୁକ ମକମକ ଶାମୁକ କାମୁକ ଚମକକୁ ନିତ୍ୟେ ରାମା ହେବାକୁ ଶିବା ଶିବା ତଳକୁ ଶିବା ଶିବାଙ୍କୁ ମନାଇବା ପ୍ରତେ ରେ ସହଚରି ତୋସି ଖଣ୍ଡ ପରଶୁ ଘର ନୀତି ଲେପାଅ ସୁଧାପ

ମେଘ ବରସିଲା ଟୁପୁରୁ ଟୁପୁରୁ କେସୁର ମାଇଲା ଗଜା - Megha Barasila Tupuru Tupuru Kesura Maila Gaja Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମେଘ ବରଷିଲା ଟୁପୁରୁ ଟୁପୁରୁ ଭାଷା : ଓଡ଼ିଆ ଚଳଚିତ୍ର : ଶେଷ ଶ୍ରାବଣ କଣ୍ଠ : ବାଣୀ ଜୟରାମ ଗୀତିକାର : ଶିବବ୍ରତ ଦାସ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର  ମସିହା : ୧୯୭୬ ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା କେଉଁ ରାଇଜେ ରହିଲେ ମୋ ରଜା କେଉଁ ରାଇଜେ ରହିଲେ ମୋ ରଜା ତେଲିଙ୍ଗୀ ବାଇଦ ବଜା ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ॥ ତୁ ମେଘ ମୁଁ ଜେ ବିଜୁଳି ମୁଁ ପକ୍ଷୀ ତୁ ମୋ ଶିକୁଳି ଓ.. ମୁଁ ଜେ ଫୁଲ ତୁ ଅଳି ତୁ ବେଣୁ ମୁଁ ଯେ ତା ସୁର ମୁଁ ନଦୀ ତୁହି ସାଗର ଆରେ ଅବୁଝା... ମୁଁ ତୋର ରାଣୀ ଆହା ତୁହି ମୋ ରଜା     ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ॥୧॥ କା'ଲାଗି ଆଜି ବରଷା କାହିଁକି ମୋର ଏ ତୃଷା ହୋ.. କିଏ ମୋର ଭରଷା କା' ଲାଗି ଝୁରେ ମୋ ମନ କାହାକୁ ଦେଖେ ସପନ ଆରେ ଅବୁଝା.. କିଏ ଦୁନିଆ କାହା ଲାଗି ଏ ପୂଜା ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା  କେଉଁ ରାଇଜେ ରହିଲେ ମୋ ରଜା କେଉଁ ରାଇଜେ ରହିଲେ ମୋ ରଜା ତେଲିଙ୍ଗୀ ବାଇଦ ବଜା ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ॥୨॥ YouTube re ମେଘ ବରସିଲା ଟୁପୁରୁ ଟୁପୁରୁ == English == Song : Megha Barasila Tupuru Tupuru Language : Odia Movie :

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ