Posts

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

Smaranika.in ରେ ଦେଖନ୍ତୁ ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୭ - Check Odia Calendar / Panjika 2027 on Smaranika.in

Image
You can click here to check the complete Odia calendar 2027 on Smaranika.in Otherwise, click link of each month below to see respective month's calendar.  January 2027 Odia Calendar February 2027 Odia Calendar March 2027 Odia Calendar April 2027 Odia Calendar May 2027 Odia Calendar June 2027 Odia Calendar July 2027 Odia Calendar August 2027 Odia Calendar September 2027 Odia Calendar October 2027 Odia Calendar November 2027 Odia Calendar December 2027 Odia Calendar Keywords: Sankhipta Odia Calendar 2027 by Smaranika, Kohenur Panjika 2027, Radharamana Panjika 2027, Odia Panji 2027, Odia Festival List 2027, Odisha Holiday List 2027, Amabasya Purnima Sankaranti Ekadashi Bibaha Bratopanayana Annaprasana Karnabedha Gruharambha Gruhapratistha 2027, Bank Holiday 2027, Download Odia Calendar 2027, Odia Calendar PDF, Odia Panji PDF, Kohenur Panji 2027, Radharamana Panji 2027, Odisha Gazetted Holidays List 2027, Marriage Dates 2027, Sacred thread ceremony 2027, Bratopanayana D...

ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ ଅରଜିଛି ଯେଉଁ ଯଶ (ଓଡ଼ିଆ ଦେଶାତ୍ମବୋଧକ ଗୀତ) ଲିରିକ୍ସ — Punyamayee Go Punya To Kole Arajichhi Jeun Jasha (Odia Patriotic Song) Lyrics

Image
== ଓଡ଼ିଆ ଲିରିକ୍ସ == ଗୀତ : ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ   ଭାଷା : ଓଡ଼ିଆ  କଣ୍ଠ : କାହ୍ନା ମିଶ୍ର  ସଂଗୀତ ନିର୍ଦ୍ଦେଶକ : ବିଶ୍ୱନାଥ ମିଶ୍ର  ମସିହା : ୨୦୨୦    ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ ପୁଣ୍ୟମୟୀ ଗୋ ପୁଣ୍ୟ ତୋ କୋଳେ  ଅରଜିଛି ଯେଉଁ ଯଶ  ଭୁଲିବି ନାହିଁ ମୁଁ ତୋ ଋଣ କିରତି  ଭୁଲିବି ନାହିଁ ମୁଁ ତୋ ଋଣ କିରତି ପଣ ମୁଁ କରୁଛି ସତ୍ୟ..  ଅରଜିଛି ଯେଉଁ ଯଶ  ପୁଣ୍ୟମୟୀ ଗୋ.. ॥ ସାରେଗାରେ ସାରେଗାରେଗାରେ ସାରେଗାମା ପା ଧା ପା..  ପାଧାମାପାଗାମା ରେଗାସାରେ ଧା ନି ରେ ଧାନିରେସା..  ବୁଲୁଛି ବଢ଼ୁଛି ଫୁଲ ଫଳ ଖାଇ ପିଇ ଝରଣାର ନିର  ନାଲି ସୁରୁଜର ଉଷୁମ କିରଣେ ବଜ୍ର ଏ ମୋ ଶରୀର  ଖିଲିଖିଲି ବାଆ ସୁବାସେ ଅନ୍ତର  ଖିଲିଖିଲି ବାଆ ସୁବାସେ ଅନ୍ତର  ସତେ କେଡ଼େ ପୁଲକିତ..  ଅରଜିଛି ଯେଉଁ ଯଶ  ପୁଣ୍ୟମୟୀ ଗୋ.. ॥୧॥ ଆ.. ଆ.. ଆ.. ଆ ଆ ଆ  ଥିଲା ସେ ଅତୀତ ସ୍ୱର୍ଣ୍ଣ ଇତିହାସ ଗୀତା ଗଉରବ ବାଣୀ  ଭୁଲିଲା ଏ ଜାତି ପୂରୁବ କିରତି ବିଶ୍ୱର ତୁ କଲ୍ୟାଣୀ  ତୋ ଲୁହ ପୋଛିବି ଜାଗିବୁ ଭାରତୀ  ତୋ ଲୁହ ପୋଛିବି ଜାଗିବୁ ଭାରତୀ  ଦିଅ ମା ଶିରେ ଆଶିଷ..  ଅରଜିଛି ଯେଉଁ ଯଶ  ପୁଣ୍ୟମୟୀ ଗୋ.. ॥୨॥ ସାରେଗାରେ ସାରେଗାରେଗାରେ ସାରେଗାମା ପା ଧା ପା..  ପ...

ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ଏକଡ଼ା ଏକଡ଼ା ରା ସ୍ୱରରେ) ଲିରିକ୍ସ — Brundabane aa re Kanhu Brundabane aa (Ekda Ekda Ra’s Melody) Lyrics

Image
ସୂଚନା ଏହି ଗୀତଟିକୁ ଲେଖିବା ପାଇଁ  "ଦି ସ୍ମରଣିକା ବ୍ଲଗ୍‌‌” ର ଜଣେ ପାଠକ ୧୧ ନଭେମ୍ବର ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ ଲିରିକ୍ସ == ଗୀତ : ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ    ଭାଷା : ସମ୍ବଲପୁରୀ  ଗୀତିକାର : ସଦାଶିବ  କଣ୍ଠ : କଥାକାର ଯୁବରାଜ ପାଣ୍ଡେ  ସଂଗୀତ ନିର୍ଦ୍ଦେଶନା : ଏକଡ଼ା ଏକଡ଼ା ରା ସ୍ୱରରେ (ରଞ୍ଜନ) ମସିହା : ୨୦୨୩  (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ପୁ) ଲୁକି ଲୁକି ଆସିକରି ହୋ.. ଲୁକି ଲୁକି ଆସିକରି ଦହି ଚୋରିକରି ଖାଆ  (ସମସ୍ତେ) ଆ ଆ ଆ ଆ  (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ପୁ) ଆରେ କାହ୍ନୁ ରେ କାହ୍ନୁ ରେ କାହ୍ନୁ ଆ  (ସମସ୍ତେ) ଆରେ କାହ୍ନୁ ରେ କାହ୍ନୁ ରେ କାହ୍ନୁ ଆ ॥ (ପୁ) ରାମ ବଲରାମ୍‌ ରେ କାହ୍ନୁ ତୁଇ ଘନଶ୍ୟାମ୍‌  ରେ କାହ୍ନୁ ତୁଇ ଘନଶ୍ୟାମ୍‌  ଯୁଗେ ଯୁଗେ ଉଡ଼ୁଥିବା ତୋର୍‌ ବଡ଼ନାମ୍‌  (ସମସ୍ତେ) ଆରେ କାହ୍ନୁ ରେ କ...

ଯେଉଁ ମାଟିରେ ବହୁଛି ଗଙ୍ଗା ରେ ସେଇ ମାଟିରେ ଉଡ଼େ ତ୍ରିରଙ୍ଗା (ଓଡ଼ିଆ ଦେଶାତ୍ମବୋଧକ ଗୀତ) ଲିରିକ୍ସ — Jeun Matire Bahuchi Ganga Re Sei Matire Ude Triranga (Odia Patriotic Song) Lyrics

Image
== ଓଡ଼ିଆ ଲିରିକ୍ସ == ଗୀତ : ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ଭାଷା : ଓଡ଼ିଆ ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ମାଟି ନୁହେଁ ସେ ତ ମାଆ ଟି ଆମର ମାଟି ନୁହେଁ ସେ ତ ମାଆ ଟି ଆମର ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ॥ ପ୍ରତି ଧୂଳିକଣା ପତିତପାବନୀ ପ୍ରତି ଜଳବିନ୍ଦୁ ମୁକତି ଦାୟିନୀ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ତା ନାମେ ପୁଲକେ ସସାଗରା ଧରା ଯାର କୀର୍ତ୍ତିମାଳା ଚିର ଅମଉଳା ଯାର କୀର୍ତ୍ତିମାଳା ଚିର ଅମଉଳା  ହାତ ଠାରି ଡାକେ ଆ ଆ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ॥୧॥ ଯେ ମାଟି ସେନେହ ଲଭିବା ସକାଶେ ଦେବତା ସରଗ ସୁଖ ଭୁଲି ଆସେ ଯେ ମାଟିରେ ପ୍ରତି ଉଦୟ ସୁନ୍ଦର ଯେ ମାଟିରେ ପ୍ରତି ହୃଦୟ ମନ୍ଦିର ସୁନା ଠାରୁ ବଳି ଖାଣ୍ଟି ସେଇ ମାଟି ସୁନା ଠାରୁ ବଳି ଖାଣ୍ଟି ସେଇ ମାଟି ବିଶ୍ୱ ବନ୍ଦେ ଯାର ନାଁ  ନାଁ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ॥୨॥  ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା  ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା  ମାଟି ନୁହେଁ ସେ ତ ମାଆ ଟି ଆମର ମାଟି ନୁହେଁ ସେ ...

ଝୁଲି ଝୁଲି ଝୁଲି ମା ଝୁଲି ଆ ଗୋ ମାଆ ତୁଇ ଝୁଲି (ଆଦି ମାତା) ଲିରିକ୍ସ – Jhuli Jhuli Jhuli Maa Jhuli Aa Go Maa Tui Jhuli (Aadi Mata) Lyrics

Image
ସୂଚନା: ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୧ ଫେବୃୟାରୀ ୨୦୨୩ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।   == ଓଡ଼ିଆ ଲିରିକ୍ସ == ଗୀତ : ଝୁଲି ଝୁଲି ଝୁଲି ମା ଝୁଲି ଆ ଗୋ ମାଆ ତୁଇ ଝୁଲି  ଭାଷା : ସମ୍ବଲପୁରୀ  ଆଲବମ : ଆଦି ମାତା  ଗୀତିକାର : କାଳିଚରଣ ପାଣିଗ୍ରାହୀ  କଣ୍ଠ : ଅନୁରାଧା ପୌଡ଼ୱାଲ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ  ମସିହା : ୧୯୯୫   ଝୁଲି ଝୁଲି ଝୁଲି ମା ଝୁଲି ଝୁଲି ଝୁଲି ଝୁଲି ମା ଝୁଲି ଆ ଗୋ ମାଆ ତୁଇ ଝୁଲି  ମନ୍‌ଦେଉଲ ମୋର୍‌ ଖାଲି  ଝୁଲି ଝୁଲି ଝୁଲି ମା ଝୁଲି ଆ ଗୋ ମାଆ ତୁଇ ଝୁଲି  ମନ୍‌ଦେଉଲ ମୋର୍‌ ଖାଲି  ବାଢ଼ିରଖିଛେ ଗୋ ଭକତି ଅଢ଼ିଆ ବାଢ଼ିରଖିଛେ ଗୋ ଭକତି ଅଢ଼ିଆ  ତୋର୍‌‌ ପାହାଁର୍‌ ତଲେ ଚଢ଼ାମି ବଲି ମନ୍‌ଦେଉଲ ମୋର୍‌ ଖାଲି ଝୁଲି ଝୁଲି ଝୁଲି ମା ଝୁଲି ଝୁଲି ଝୁଲି ଝୁଲି ମା ଝୁଲି ॥ ଲଙ୍କାଗଡ଼ୁ ଆସି ଭକ୍ତ ବଲରାମେ  ଅଧାରୂପେ ଦେଖାଦେଲୁ  କେତେ ଦୁଃଖ୍‌‌ ସହି ଶେମେଲ୍‌‌ ତଲେ ରହି  ଦୁଃଖୀରଙ୍କେ ସାହା ହେଲୁ  ଲଙ୍କାଗଡ଼ୁ ଆସି ଭକ୍ତ ବଲରାମେ  ଅଧାରୂପେ ଦେଖାଦେଲୁ  କେତେ ଦୁଃଖ୍‌ ସହି ସେମେଲ୍‌ ତଲେ ରହି  ଦୁଃଖୀରଙ୍କେ ସାହା ହେଲୁ  ଇ ମାୟା ସାଗରେ ତୁଇ ଏକା ଭେଲା ଇ ମାୟା ସାଗରେ ତ...

ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୬ କୋହେନୁର ଓ ରାଧାରମଣ ପଞ୍ଜିକା ଆଧାରରେ - Odia Calendar / Panjika 2026 Based On Kohehur and Radharaman Panjika

Image
You can  click here to check the complete Odia calendar 2026 on Smaranika.in Otherwise, click link of each month below to see respective month's calendar.  January 2026 Odia Calendar February 2026 Odia Calendar March 2026 Odia Calendar April 2026 Odia Calendar May 2026 Odia Calendar June 2026 Odia Calendar July 2026 Odia Calendar August 2026 Odia Calendar September 2026 Odia Calendar October 2026 Odia Calendar November 2026 Odia Calendar December 2026 Odia Calendar Keywords: Sankhipta Odia Calendar 2026 by Smaranika, Kohenur Panjika 2026, Radharamana Panjika 2026, Odia Panji 2026, Odia Festival List 2026, Odisha Holiday List 2026, Amabasya Purnima Sankaranti Ekadashi Bibaha Bratopanayana Annaprasana Karnabedha Gruharambha Gruhapratistha 2026, Bank Holiday 2026, Download Odia Calendar 2026, Odia Calendar PDF, Odia Panji PDF, Kohenur Panji 2026, Radharamana Panji 2026, Odisha Gazetted Holidays List 2026, Marriage Dates 2026, Sacred thread ceremony 2026,...

ଜାତୀୟ ପକ୍ଷୀ (ଆକାଶେ ବସିଲା ଜଳଦ ମେଳା) - Jatiya Pakhi (Akashe Basila Jalad Mela) Kabita Lyrics

Image
ସୂଚନା: ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ପାଠକବୃନ୍ଦ ୨୯ ଅପ୍ରେଲ ୨୦୨୧, ୧୮ ଅଗଷ୍ଟ ୨୦୨୩ ଓ ୩୧ ଅଗଷ୍ଟ ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ ଦେଖନ୍ତୁ । == ଓଡ଼ିଆ == କବିତା : ଜାତୀୟ ପକ୍ଷୀ   ଭାଷା : ଓଡ଼ିଆ   ପୁସ୍ତକ : ଓଡ଼ିଆ ସାହିତ୍ୟ ବହି  ଗୀତିକାର : ଅନନ୍ତ ପଟ୍ଟନାୟକ    ଆକାଶେ ବସିଲା ଜଳଦ ମେଳା  ବିଜୁଳି ତହିଁରେ ରଚିଲା ଖେଳା ରହି ରହି ଶୁଭେ ଅଶନି–ସ୍ଵନ  କଦମ୍ବ କୁସୁମେ ଶୋହୁଛି ବନ ଶିହରଇ ମହୀ, ଶୀତଳ ସମୀର ଯାଉଛି ବହି ॥୧॥ ସୁନୀଳ ଗ୍ରୀବାଟି ଢଳାଇ ଧୀରେ  ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ ସୁଢ଼ଳ ନୟନେ ଜୀମୂତେ ଦେଖି ଛନ ଛନ ମନେ କଳାପ ଟେକି ଶିଖୀଟିଏ ମାତି, ଫୁଲାଇ ଦେଇଛି ଛବିଳ ଛାତି ॥୨॥ ଖେଳାଇ ଦେହେ ତା ବର୍ଣ୍ଣ–ତରଙ୍ଗ  ଖେଳେ ଲୁଚକାଳି କେତେ ଯେ ରଙ୍ଗ ! ସତେ ହୀରା, ନୀଳା, ମୋତି ଝଟକି ପୁଚ୍ଛରୁ ତାହାର ଆସେ ଚମକି ! ତାର ରୂପ ଝଳି, ଶତ ସୁଷମାକୁ ଯାଉଛି ବଳି ॥୩॥ ଯେଉଁ ଅଶନିର ଶବଦ ଶୁଣି ପିକ, ଶୁକ, ଶାରୀ ହେଲେଣି ତୁନି ଶ୍ରବଣରେ ତାହା ବାଜନ୍ତେ ଥରେ  ରଚିଲାରେ ଗୀତି ଷଡ଼ଜସ୍ଵରେ ଆବେଗେ ଅନାଇ, "ସ୍ୱାଗତ ହେ ଘନ !" ଉଠିଲା ଗାଇ ॥୪॥ "ଦୂରେ ଥାଅ ପଛେ, ଶୁଣ ମୋ ପ୍ରିୟ, ନ ହୋଇ କୃପଣ ସଲିଳ ଦିଅ, ହସିଉଠୁ ଫୁଲେ ଲତିକା ତରୁ, ସବୁଜ ଶସ୍ୟରେ କେଦାର ଭରୁ, ଯାଉ, ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ