Posts

Showing posts from 2026

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ଏକଡ଼ା ଏକଡ଼ା ରା ସ୍ୱରରେ) ଲିରିକ୍ସ — Brundabane aa re Kanhu Brundabane aa (Ekda Ekda Ra’s Melody) Lyrics

Image
ସୂଚନା ଏହି ଗୀତଟିକୁ ଲେଖିବା ପାଇଁ  "ଦି ସ୍ମରଣିକା ବ୍ଲଗ୍‌‌” ର ଜଣେ ପାଠକ ୧୧ ନଭେମ୍ବର ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ ଲିରିକ୍ସ == ଗୀତ : ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ    ଭାଷା : ସମ୍ବଲପୁରୀ  ଗୀତିକାର : ସଦାଶିବ  କଣ୍ଠ : କଥାକାର ଯୁବରାଜ ପାଣ୍ଡେ  ସଂଗୀତ ନିର୍ଦ୍ଦେଶନା : ଏକଡ଼ା ଏକଡ଼ା ରା ସ୍ୱରରେ (ରଞ୍ଜନ) ମସିହା : ୨୦୨୩  (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ପୁ) ଲୁକି ଲୁକି ଆସିକରି ହୋ.. ଲୁକି ଲୁକି ଆସିକରି ଦହି ଚୋରିକରି ଖାଆ  (ସମସ୍ତେ) ଆ ଆ ଆ ଆ  (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ପୁ) ଆରେ କାହ୍ନୁ ରେ କାହ୍ନୁ ରେ କାହ୍ନୁ ଆ  (ସମସ୍ତେ) ଆରେ କାହ୍ନୁ ରେ କାହ୍ନୁ ରେ କାହ୍ନୁ ଆ ॥ (ପୁ) ରାମ ବଲରାମ୍‌ ରେ କାହ୍ନୁ ତୁଇ ଘନଶ୍ୟାମ୍‌  ରେ କାହ୍ନୁ ତୁଇ ଘନଶ୍ୟାମ୍‌  ଯୁଗେ ଯୁଗେ ଉଡ଼ୁଥିବା ତୋର୍‌ ବଡ଼ନାମ୍‌  (ସମସ୍ତେ) ଆରେ କାହ୍ନୁ ରେ କ...

ଯେଉଁ ମାଟିରେ ବହୁଛି ଗଙ୍ଗା ରେ ସେଇ ମାଟିରେ ଉଡ଼େ ତ୍ରିରଙ୍ଗା (ଓଡ଼ିଆ ଦେଶାତ୍ମବୋଧକ ଗୀତ) ଲିରିକ୍ସ — Jeun Matire Bahuchi Ganga Re Sei Matire Ude Triranga (Odia Patriotic Song) Lyrics

Image
== ଓଡ଼ିଆ ଲିରିକ୍ସ == ଗୀତ : ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ଭାଷା : ଓଡ଼ିଆ ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ମାଟି ନୁହେଁ ସେ ତ ମାଆ ଟି ଆମର ମାଟି ନୁହେଁ ସେ ତ ମାଆ ଟି ଆମର ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ॥ ପ୍ରତି ଧୂଳିକଣା ପତିତପାବନୀ ପ୍ରତି ଜଳବିନ୍ଦୁ ମୁକତି ଦାୟିନୀ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ତା ନାମେ ପୁଲକେ ସସାଗରା ଧରା ଯାର କୀର୍ତ୍ତିମାଳା ଚିର ଅମଉଳା ଯାର କୀର୍ତ୍ତିମାଳା ଚିର ଅମଉଳା  ହାତ ଠାରି ଡାକେ ଆ ଆ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ॥୧॥ ଯେ ମାଟି ସେନେହ ଲଭିବା ସକାଶେ ଦେବତା ସରଗ ସୁଖ ଭୁଲି ଆସେ ଯେ ମାଟିରେ ପ୍ରତି ଉଦୟ ସୁନ୍ଦର ଯେ ମାଟିରେ ପ୍ରତି ହୃଦୟ ମନ୍ଦିର ସୁନା ଠାରୁ ବଳି ଖାଣ୍ଟି ସେଇ ମାଟି ସୁନା ଠାରୁ ବଳି ଖାଣ୍ଟି ସେଇ ମାଟି ବିଶ୍ୱ ବନ୍ଦେ ଯାର ନାଁ  ନାଁ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ॥୨॥  ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା  ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା  ମାଟି ନୁହେଁ ସେ ତ ମାଆ ଟି ଆମର ମାଟି ନୁହେଁ ସେ ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଛଅ ଖଣ୍ଡ କାଠରେ ହେବ ସବାରୀ - Chha khanda kathare heba sabari Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ