Posts
Showing posts from March, 2021
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ବାଳିକା ବଧୂ (ତୁ କହିଲେ ଚାନ୍ଦକୁ ଆଣି କରିଦେବି ତୋ ମଥାର) - Balika Badhu (Tu Kahile Chandaku Aani Karidebi To Mathara) Lyrics
- Get link
- X
- Other Apps
==ଓଡ଼ିଆ== ଗୀତ : ବାଳିକା ବଧୂ (ତୁ କହିଲେ ଚାନ୍ଦକୁ) ଭାଷା : ଓଡ଼ିଆ ଆଲବମ : ବାଳିକା ବଧୂ କଣ୍ଠ : ବାବୁଲ ସୁପ୍ରିୟୋ ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୦୫ ହେ..ହେ..ଆହା..ହା ହେ..ହେ..ଲାଲାଲା..ହୁଁହୁଁହୁଁ ତୁ କହିଲେ ଚାନ୍ଦକୁ ଆଣି କରିଦେବି ତୋ ମଥାର ଚନ୍ଦନ ବିନ୍ଦୁ ତୁ କହିଲେ ନିଦରେ ତୋର ସବୁରାତି ଝରେଇବି ପୂର୍ଣ୍ଣମୀ ଇନ୍ଦୁ ଭୁଲ ବୁଝିବୁନି ମୋତେ ପିଲାଟି ଦିନରୁ ତତେ ମନେ ମନେ ଭାବିଛି ମୋ.. ବାଳିକା ବଧୂ..ବାଳିକା ବଧୂ ବାଳିକା ବଧୂ..ବାଳିକା ବଧୂ ॥ ଅଝଟିଆ ପିଲାଦିନ କିଏ ମାଗେ ତାରା ଜହ୍ନ କିଏ ମାଗେ କଣ୍ଢେଇ ହେଲେ ମୋ ଆଖିରେ ରହିଚୁ ଏକା ତୁ ଆଉ କିଛି ମାଗିନାହିଁ ହୋ..ଅଝଟିଆ ପିଲାଦିନ କିଏ ମାଗେ ତାରା ଜହ୍ନ କିଏ ମାଗେ କଣ୍ଢେଇ ହେଲେ ମୋ ଆଖିରେ ରହିଚୁ ଏକା ତୁ ଆଉ କିଛି ମାଗିନାହିଁ ଦୋଷ ଦବୁନି ତୁ ମୋତେ ମୁଁ ବଦଳିନି ସତେ ମୋ ଆଖିରେ ଏଯାଏଁ ତୁ.. ବାଳିକା ବଧୂ..ବାଳିକା ବଧୂ ବାଳିକା ବଧୂ..ବାଳିକା ବଧୂ ॥୧॥ ଛୋଟବେଳେ ଆମ ଘରେ ଗେଲେ ଗେଲେ କହିଥିଲେ ବୋହୂ କରିବେ ତତେ ସେ ମିଛ ଗେଲ ମୋ ଜୀବନ ସାଜିଚି ଭୁଲିପାରୁନି ମୁଁ ସତେ କେତେ କରୁଚୁ ତୁ ମାନ ଫେରେଇଦେ ମୋ ପିଲାଦିନ ପୁଣିଥରେ ହେଇଯା ମୋ.. ବାଳିକା ବଧୂ..ବାଳିକା ବଧୂ ବାଳିକା ବଧୂ..ବାଳିକା ବଧୂ ବାଳିକା ବଧୂ..ବାଳିକା ବଧୂ ॥୨॥ YouTube ରେ ବାଳିକା ବଧୂ (ତୁ କହିଲେ ଚାନ୍ଦକୁ) ବାଳିକା ବ...
ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା - Chandana Lepidebi Ki Shriange Manima
- Get link
- X
- Other Apps
==ଓଡ଼ିଆ== ଗୀତ : ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ଭାଷା : ଓଡ଼ିଆ କଣ୍ଠ : କବିତା କୃଷ୍ଣମୂର୍ତ୍ତି ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ଶ୍ରୀଅଙ୍ଗ ପରାସ ହୋଇଥିବ ପରା ଶ୍ରୀଅଙ୍ଗ ପରାସ ହୋଇଥିବ ପରା ପହଣ୍ଡିରେ ନାଚି ନାଚି ଭକତ ସଙ୍ଗେ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ॥ ଯିବାକୁ ଗୁଣ୍ଡିଚାଘର ସରିଲାନି ତର ଜର ଦେହୁ ଉଠୁ ଉଠୁ ହୋଇଲ ବାହାର ଯିବାକୁ ଗୁଣ୍ଡିଚାଘର ସରିଲାନି ତର ଜର ଦେହୁ ଉଠୁ ଉଠୁ ହୋଇଲ ବାହାର ନଅ ଦିନ ନଅ ରାତି ଭକତ ଗହଳେ ନଅ ଦିନ ନଅ ରାତି ଭକତ ଗହଳେ ନଥିବଟି ନିଦ ତୁମ ନୟନ ଯୁଗଳେ ନଥିବଟି ନିଦ ତୁମ ନୟନ ଯୁଗଳେ ମୋ କୋଳେ ପହୁଡ଼ିବ କି ଆନନ୍ଦେ ମଣିମା ପହୁଡ଼ିବ କି ଆନନ୍ଦେ ଶ୍ରୀଚରଣ ସେବି ଶୁଆଇ ମୁଁ ଦେବି ଶ୍ରୀଚରଣ ସେବି ଶୁଆଇ ମୁଁ ଦେବି ଶ୍ରୀ ଗୀତ ଗୋବିନ୍ଦ ଗାଇ ତ୍ରିପାଟା ଛନ୍ଦେ ପହୁଡ଼ିବ କି ଆନନ୍ଦେ ମଣିମା ପହୁଡ଼ିବ କି ଆନନ୍ଦେ ॥୧॥ ବଇରି ହୋଇଲା ମୋତେ ଶ୍ରୀ ଗୁଣ୍ଡିଚା ଯାତ ନଅ ଦିନ ନଅ ଯୁଗ ହୋଇଲା ହେ ନାଥ ବଇରି ହୋଇଲା ମୋତେ ଶ୍ରୀ ଗୁଣ୍ଡିଚା ଯାତ ନଅ ଦିନ ନଅ ଯୁଗ ହୋଇଲା ହେ ନାଥ ଜ୍ୟୋତି ବିନୁ ଦୀପ ଯେହ୍ନେ ଜଳ ବିନୁ ମୀନ ଜ୍ୟୋତି ବିନୁ ଦୀପ ଯେହ୍ନେ ଜଳ ବିନୁ ମୀନ ତୁମ ବିନୁ ଦେହ ଥିଲା ନଥାଇ ପରାଣ ତୁମ ବିନୁ ଦେହ ଥି...
ଆ ମୋ ପାଖକୁ ଆ ଧନମଣି - Aa Mo Pakhaku Aa Dhanamani Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଆ ମୋ ପାଖକୁ ଆ ଧନମଣି ଭାଷା : ଓଡ଼ିଆ ଚଳଚିତ୍ର : ଦଇବ ଦଉଡ଼ି କଣ୍ଠ : ଗୀତା ଦାସ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି ମସିହା : ୧୯୯୦ (ମା) ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ମୋ କୋଳ ବିଛଣା ମୋ ବାହୁ ଝୁଲଣା ଥରୁଟେ ଡ଼ାକିଦେ ମା' ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ (ଛୁଆ) ମା'.. ॥ (ମା) ମୋ ଓଠରେ ହସ ନଥିଲେ ନ ଥାଉ ତୋ ଓଠରେ ଥାଉ ହସ ତୋ ଓଠରେ ଥାଉ ହସ ତୋ ମୁହଁକୁ ଚାହିଁ ମୁଁ ପିଇଯିବି ଜୀବନର ଯେତେ ଦୁଃଖ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆଜି ମୋ ପଣତ ଧରି ଚାଲୁ ସିନା କାଲି ହେବୁ ମୋର ସାହା ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ॥୧॥ (ମା) ମୁଁ ମଲାନଈ କେବେଠୁ ମରିଛି କେବେଠୁ ଯାଇଛି ଶୁଖି କେବେଠୁ ଯାଇଛି ଶୁଖି ତୁ ମୋ କଳାକାହ୍ନୁ ଜୀବନରେ ପୁଣି ଯମୁନା ଆଣିବୁ ଡାକି ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ପାଉଁଶର ତଳୁ ଆଣି ମତେ ମୋର ସପନ ତୁ ଦେଇଯା ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ॥୨॥ (ଛୁଆ) ମା'.. (ମା) ଆଜି ସିନା ଚୋର-ପୁଲିଶି ଖେଳରେ ଟଳମଳ ପାଦ ତୋର ଟଳମଳ ପାଦ ତୋର କାଲି ତୋ ତେଜରେ ଝଲସି ଉଠିବ ଆମ ଏ ଅନ୍ଧାର ଘର ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ମୁଁ ଯେବେ ନଥିବି ଏଇ ଦୁନିଆରେ ତୁ ରଖିବୁ ମୋ ନାଁ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖ...
ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ - Dake Dukhe Jodi Hata Hey Jagannatha Lyrics
- Get link
- X
- Other Apps
==ଓଡ଼ିଆ== ଗୀତ : ଡାକେ ଦୁଃଖେ ଯୋଡ଼ି ହାତ ହେ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ସଂଗୀତ ନିର୍ଦ୍ଦେଶନା : ଭିକାରି ବଳ ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥ ସଞ୍ଚିତ ପାପ ଦେଲା ସନ୍ତାପ ସଞ୍ଚିତ ପାପ ଦେଲା ସନ୍ତାପ ରଖ ନୀଳାଦ୍ରି ସୁଷମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୧॥ ନାହିଁ ମୋ ଠାବ ହେ ରମାଧବ ନାହିଁ ମୋ ଠାବ ହେ ରମାଧବ ସରିଗଲା ମୋ ଗାରିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୨॥ ଆରତେ ଚାହିଁ ଡାକୁଛି ସାଇଁ ଆରତେ ଚାହିଁ ଡାକୁଛି ସାଇଁ ଚକୋର ପ୍ରାୟେ ଚନ୍ଦ୍ରମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୩॥ YouTube ରେ ଡାକେ ଦୁଃଖେ ଯୋଡ଼ି ହାତ ଡାକେ ଦୁଃଖେ ଯୋଡ଼ି ହାତ ହେ: ଭିକାରି ବଳ ଙ୍କ କଣ୍ଠରେ ଓ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ ଭଜନ ଗୀତ “ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ । ==English== Song : Dake Dake Dukhe Jodi Hata Hey Language : Odia Singer : Bhikari Bal Mus...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ ...
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics
== ଓଡ଼ିଆ == ଭଜନ : କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଭାଷା : ଓଡ଼ିଆ ଆଲବମ : ସାଲବେଗ ଓ ଭୀମ ଭୋଇ ଭଜନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୦ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ବିଜୟ କର ପ୍ରଭୁ.. ବିଜୟ କର ପ୍ରଭୁ ଚାପକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୧॥ କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି ବିଧାତା ବାମ ହେଲା.. ବିଧାତା ବାମ ହେଲା ଓଡ଼ିଶାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୨॥ ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ରେଣୁ ଯେ ପଡ଼ୁଥିବ.. ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୩॥ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ ଧିକ ଧିକ ଆମ୍ଭ.. ଧିକ ଧିକ ଆମ...
ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics
== ଓଡ଼ିଆ == ଭଜନ : ରୂପରେଖ ନାହିଁ ହେ ଶୂନ୍ୟଦେହୀ ଭାଷା : ଓଡ଼ିଆ ଆଲବମ : ତୁମରି ଇଚ୍ଛା କରହେ ପୂର୍ଣ୍ଣ କଣ୍ଠ : ଶ୍ରୀ ରଘୁନାଥ ପାଣିଗ୍ରାହୀ ଗୀତିକାର : ସନ୍ଥକବି ଭୀମ ଭୋଇ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବଢୁଅଛି ଜଳ ନାହିଁ ନଦୀକୂଳ ବଢୁଅଛି ଜଳ ନାହିଁ ନଦୀକୂଳ ଓଲକାପାତ ଧାରା ବହି ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥ ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ଉଦେ ଅସ୍ତ ନାହିଁ ତହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୧॥ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଫୁଟିଛି ପତର ଡେମ୍ଫ ନାହିଁ ତାର ଫୁଟିଛି ପତର ଡେମ୍ଫ ନାହିଁ ତାର ଅସାଧନା ମାର୍ଗେ ପାଇ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୨॥ YouTube ରେ ରୂପରେଖ ନାହିଁ ହେ ଶୂନ୍ୟଦେହୀ ==...
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics
== ଓଡ଼ିଆ == ଗୀତ : ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଭାଷା : ଓଡ଼ିଆ କଣ୍ଠ : ଶାନ୍ତିଲତା ବାରିକ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ ମୋ ପ୍ରାଣ ତାକୁ ସମର୍ପିଛି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥୧॥ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ତା ଛନ୍ଦା ଚରଣେ ମୁଁ ଦାସୀ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଶ୍ରୀକ୍ଷେତ୍ରେ ନନେ କ୍ଷେତ୍ରବାସୀ ପୁରୁଷୋତ୍ତମ କ୍ଷେତ୍ରବାସୀ ...