Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁଁ ଝୁଲଣ ମହାନ୍ତି (ଆଳୁ ବାଇଗଣ ତିଅଣ) - Mun Jhulana Mohanty (Aalu Baigana Tiana) Lyrics

== ଓଡ଼ିଆ ==

ଗୀତ : ମୁଁ ଝୁଲଣ ମହାନ୍ତି
ଭାଷା : ଓଡ଼ିଆ
ଆଲବମ : ମୁଁ ଝୁଲଣ ମହାନ୍ତି
କଣ୍ଠ : ଶୁଭାଶିଷ ମହାକୁଡ଼, ଇରା ମହାନ୍ତି
ଗୀତିକାର : ଗୁରୁ, ଗଣେଶ୍ଵର
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୦୫



(ପୁ)
ଆଳୁ ବାଇଗଣ ତିଅଣ
ଆଳୁ ବାଇଗଣ ତିଅଣ
ଓ ମ୍ୟାଡାମ୍  ଓ ମ୍ୟାଡାମ୍
ତମ ନାଁ ଟା କ'ଣ ?
(ଝି)
ଆରେ ଝୁଲଣ
ମୋ ନାଁ ଝୁଲଣ
(ପୁ)
ଆ..ଝୁଲଣ ?
(ଝି)
ହଁ
(ପୁ)
ସେଇଥିପାଇଁ ମେଳଣ ଆଉ ॥


(ପୁ)
କଲରା ପୋଟଳ କାଙ୍କଣ
କଲରା ପୋଟଳ କାଙ୍କଣ
ଓ ମ୍ୟାଡାମ୍  ଓ ମ୍ୟାଡାମ୍
ତମ ଟାଇଟେଲ୍‌ଟା କ'ଣ ?
(ଝି)
ଆ..ମହାନ୍ତି
ଆରେ ମହାନ୍ତି
(ପୁ)
ମହାନ୍ତି
ସେଇଥିପାଇଁ ସମିସ୍ତେ ଚାହାନ୍ତି
ଏ ଝୁଲଣ ମହାନ୍ତି ॥୧॥ 


(ପୁ)
ଯେମିତି ଦେହ ସେମିତି ମୁହଁ
ଏମିତି ସୁନ୍ଦରି କେମିତି କୁହ
କ'ଣ ପିଉଚ କ'ଣ ଖାଅ
ଅ..ତମେ ଭଲ ଖାଉଥବ ଯେ
(ଝି)
ଟିଫିନ୍ କରେ ମସଲା ଦୋଷା
ଲଞ୍ଚ୍ ଖାଏ ଚିକେନ୍ କଷା
ଡିନର୍‌ କରେ ମୁଁ ମଣ୍ଡା ଆରିସା
(ପୁ)
ସୋରିଷ ମରିଚ ଫୁଟଣ
ସୋରିଷ ମରିଚ ଫୁଟଣ
ଓ ମ୍ୟାଡାମ୍  ଓ ମ୍ୟାଡାମ୍
ତମ କଲେଜଟା କ'ଣ ?
(ଝି)
ଆରେ ହେବେନ୍‌ସା
ଆରେ ହେବେନ୍‌ସା
(ପୁ)
ଆ ସେଇଥିପାଇଁ ତମେ ସରସା ଆଉ ॥୨॥ 


(ପୁ)
ଟମାଟୋ ପିଆଜ ରସୁଣ
ଟମାଟୋ ପିଆଜ ରସୁଣ
ଓ ମ୍ୟାଡାମ୍  ଓ ମ୍ୟାଡାମ୍
ତମେ ପଢ଼ୁଚ କ'ଣ ?
(ଝି)
ଆରେ ବି.ଏ
ହଁ ହଁ ପଢ଼ୁଚି ବି.ଏ
(ପୁ)
ବି.ଏ..ଆଉ ଛୁଆ କାଖେଇବ କିଏ ? ॥୩॥  


(ପୁ)
ବଢ଼ିଆ ହସ ବଢ଼ିଆ ବେଶ
ସାଲୁଆର୍ ପିନ୍ଧି ମୁସ୍କିଲ୍ ଦିଶ
ରୁହୁଚ କଉଠି ସାରା ବରଷ
ଆ ଭଲ ଭଲ ଜାଗାରେ ରହୁଥବ ଆଉ
(ଝି)
ଖରାଦିନେ ରହେ ପୁରୀରେ
ଶୀତଦିନେ ରହେ କଟକରେ
ବରଷାଦିନେ ମୁଁ ଭୁବନେଶ୍ୱରରେ
(ପୁ)
ପନିକି କୋରୋଣା ଡାମ୍ଫଣ
ପନିକି କୋରୋଣା ଡାମ୍ଫଣ
ଓ ମ୍ୟାଡାମ୍  ଓ ମ୍ୟାଡାମ୍
ତମ ଫୋନ୍‌ଟା କ'ଣ ?
(ଝି)
ଆରେ ଟୋକିଆ
ଆରେ ଟୋକିଆ
(ପୁ)
ଆ ଟୋକିଆ ଟିକେ ଦେଖିଆ ଦେଖିଆ ॥୪॥  


(ପୁ)
ପନିର ପଲଉ ମୋଟନ
ପନିର ପଲଉ ମୋଟନ
ଓ ମ୍ୟାଡାମ୍  ଓ ମ୍ୟାଡାମ୍
ତମ ନମ୍ବରଟା କ'ଣ ?
(ଝି)
ଦେଖୁନୁ ଡେଆର୍‌ଟେଲ
ଆରେ ଡେଆର୍‌ଟେଲ
(ପୁ)
ଆ..ସେଇଥିପାଇଁ ତମ ନେଟୱାର୍କ ଫେଲ୍ ଆଉ ॥୫॥  


(ପୁ)
ବୟସ ଟୋପିଲା ଅଠର
ବାହା ହେଇଯିବ ଏଥର
ଖୋଜା ହେଉଚି କି ବର ତମର
(ଝି)
ଆ..କାଇଁ କି ?
(ପୁ)
ନା ନା ମୁଁ ଫାଙ୍କା ଅଛି ତ
(ଝି)
ଆରେ ଭାଉଜ ଖୋଜନ୍ତି ଡାକ୍ତର
ଭାଇ ଖୋଜେ ଇଞ୍ଜିନିୟର
ମୁଁ ଖୋଜେ ଗୋଟେ ପ୍ରେମିକ ମୋର
(ପୁ)
ପାଉଁଜି ଝୁଣ୍ଟିଆ କଙ୍କଣ
ପାଉଁଜି ଝୁଣ୍ଟିଆ କଙ୍କଣ
ଓ ମ୍ୟାଡାମ୍  ଓ ମ୍ୟାଡାମ୍
ତମ ରାଶିଟା କ'ଣ ?
(ଝି)
ଜାଣିନୁ ?
(ପୁ)
ନା
(ଝି)
ମିଥୁନ
ଆରେ ମିଥୁନ
(ପୁ)
ଆଲୋ ମିଥୁନ
ଆ..ସେଇଥିପାଇଁ ଉଚ୍ଛନ୍ନ ଆଉ ॥୬॥  


(ପୁ)
ନଡ଼ିଆ ପୋଟଳ ରସାଣ
ଓ ମ୍ୟାଡାମ୍  ଓ ମ୍ୟାଡାମ୍
ତମ ଗୋତ୍ରଟା କ'ଣ ?
(ଝି)
ଆଲୋ କାଇଁକି ?
ନାଗସ୍ୟ
ଆରେ ନାଗସ୍ୟ
(ପୁ)
ହଁ ମୋର ବି ସେଇଆ ଅବଶ୍ୟ
(ଝି)
ଆ..ଜୋତା ଖାଇବୁ କିରେ ?
(ପୁ)
ନା ଆଗରୁ ବହୁତ ଖାଇଚି ॥୭॥  


ଶବ୍ଦାର୍ଥ
ସରସା -
ଉତ୍‌କୃଷ୍ଟ, ଉର୍ବର, ଉତ୍ତମ


YouTube ରେ ମୁଁ ଝୁଲଣ ମହାନ୍ତି



== English ==

Song : Mun Jhulana Mohanty
Language : Odia
Album : Mun Jhulana Mohanty
Singer : Subhashis Mahakud, Ira Mohanty
Lyrics : Guru, Ganeshwara
Music Director : Malaya Mishra
Year : 2005



(M)
Aalu Baigana tiana
Aalu Baigana tiana
O Madam o Madam
Tama naan ta ka’na ?
(F)
Aare Jhulana
Mo naan Jhulana
(M)
Aa..Jhulana ?
(F)
Han
(M)
Seithipain melana aau ॥


(M)
Kalara Potala Kankana
Kalara Potala Kankana
O Madam o Madam
Tama Taitelta ka’na ?
(F)
Aa..Mohanty
Aare Mohanty
(M)
Mohanty
Seithipain samiste chahanti
E Jhulana Mohanty ॥1॥  


(M)
Jemiti deha semiti muhan
Emiti sundari kemiti kuha
Ka’na piucha ka’na khao
Aa..tame bhala khauthaba je
(F)
Tiffin kare masala dosa
Lunch khae chicken kasa
Dinner kare mun manda arisa
(M)
Sorisa Maricha Phutana
Sorisa Maricha Phutana
O Madam o Madam
Tama Collegeta ka’na ?
(F)
Aare Hebensa
Aare Hebensa
(M)
Aa seithipain tame sarsa aau ॥2॥


(M)
Tomato Piaja Rasuna
Tomato Piaja Rasuna
O Madam o Madam
Tame padhucha ka’na ?
(F)
Aare B.A
Han han padhuchi B.A
(M)
B. A..aau chhua kakheiba kie ? ॥3॥


(M)
Badhia hasa badhia besha
Saluar pindhi mushkil disha
Rahucha kauthi sara barasa
Aa bhala bhala jagare rahuthaba aau
(F)
Kharadine rahe Purire
Shitadine rahe Cuttackre
Barasadine mun Bhubanesware
(M)
Paniki Korona Damphana
Paniki Korona Damphana
O Madam o Madam
Tame phoneta ka’na ?
(F)
Aare Tokia
Aare Tokia
(M)
Aa Tokia tike dekhia dekhia ॥4॥


(M)
Panner Palau Mutton  
Panner Palau Mutton
O Madam o Madam
Tama numberta ka’na ?
(F)
Dekhunu Daretel
Dekhunu Daretel
(M)
Aa..seithipain tama network fail aau ॥5॥


(M)
Bayasa topila athara
Baha hoijiba ethara
Khoja heuchi ki bara tamara
(F)
Aa..kain ki ?
(M)
Na na mun phanka achhi ta
(F)
Aare bhuja khojanti daktara 
Bhai khoje engineer
Mun khoje gote premika mora
(M)
Paunji jhuntia kankana
Paunji jhuntia kankana
O Madam o Madam
Tama rasita ka’na ?
(F)
Janinu ?
(M)
Na
(F)
Mithuna
Aare mithuna
(M)
Aalo mithuna
Aa..seithipain uchhanna aau ॥6॥


(M)
Nadia Potala rasana
O Madam o Madam
Tama gotrata ka’na ?
(F)
Aalo kainki ?
Nagasya
Aare nagasya
(M)
Han mora bi seia abashya
(F)
Aa..jota khaibu kire ?
(M)
Na agaru bahuta khaichi ॥7॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ