Posts

Showing posts with the label Pothi Purana

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ମାଣବସା ଗୁରୁବାର / ଲକ୍ଷ୍ମୀ ପୁରାଣ ବହି ଗୀତ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ) - Manabasa Gurubara / Lakhmi Purana Bahi Gita (Namaste Kamala Maago Sagara Dulani) Lyrics

Image
== ଓଡ଼ିଆ == ଗୀତ : ମାଣବସା ଲକ୍ଷ୍ମୀ ପୁରାଣ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ) ଭାଷା : ଓଡ଼ିଆ କଣ୍ଠ : ଗୀତା ଦାସ, ନମିତା ଅଗ୍ରୱାଲ ଗୀତିକାର : ବଳରାମ ଦାସ ସଙ୍ଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ ପୋଥି / ପୁସ୍ତକ : ମହାଲକ୍ଷ୍ମୀ ପୁରାଣ ମସିହା : ୧୯୯୨ ସ୍ତୁତି ପାଠ § 1 - ନାରଦ ଓ ପରାଶର ସମ୍ବାଦ (୧-୧୭) - Video Play Time: (0:00:00) § 2 - ମହାଲକ୍ଷ୍ମୀ ନଗର ବୁଲିଗଲେ (୧୮-୩୭) - Video Play Time: (0:05:00) § 3 - ମହାଲକ୍ଷ୍ମୀ ବ୍ରତ କେମିତି କରାଯାଏ ? (୩୮-୫୬) - Video Play Time: (0:09:00) § 4 - ଗୁରୁବାର ଦିନ ଯେଉଁ କଥା ବାରଣ ? (୫୭-୮୦) - Video Play Time: (0:11:00) § 5 - ଲକ୍ଷ୍ମୀଦେବୀଙ୍କ ସାଧବାଣୀକୁ ଲକ୍ଷ୍ମୀବ୍ରତ କରିବାକୁ ଉପଦେଶ (୮୧-୧୩୩) - Video Play Time: (0:18:00) § 6 - ଶ୍ରୀୟା ଚଣ୍ଡାଳୁଣୀ ଘରେ ମା' ଲକ୍ଷ୍ମୀ (୧୩୪-୧୭୫) - Video Play Time: (0:27:00) § 7 - ଜଗନ୍ନାଥଙ୍କ ଲକ୍ଷ୍ମୀଦେବୀଙ୍କୁ ତିରସ୍କାର (୧୭୬-୨୩୨) - Video Play Time: (0:33:00) § 8 - ଲକ୍ଷ୍ମୀଦେବୀଙ୍କ ଶ୍ରୀ ଜଗନ୍ନାଥଙ୍କୁ ଅଭିଶାପ ଓ ଶ୍ରୀମନ୍ଦିର ତ୍ୟାଗ (୨୩୩-୨୫୬) - Video Play Time: (0:50:00) § 9 - ଲକ୍ଷ୍ମୀଦେବୀଙ୍କୁ ବିଶ୍ୱକର୍ମା ଓ ଅଷ୍ଟ ବେତାଳଙ୍କ ସହଯୋଗ (୨୫୭-୨୯୯) - Video Play Time: (0:56:00) § 10 - ଜଗନ୍ନାଥ ଓ ବଳଦେବଙ୍କ ଭିକ୍ଷା କରିବାକୁ ...

ଭଜୁକିନା ରାମନାମରେ କୁମର (ଟୀକା ଗୋବିନ୍ଦ ଚନ୍ଦ୍ର) - Bhajukina Ramanamare Kumara (Tika Gobinda Chandra) Lyrics

Image
== ଓଡ଼ିଆ == ଗୀତ: ଭଜୁକିନା ରାମନାମ ରେ କୁମର ଗୀତିକାର: ଯଶୋବନ୍ତ ଦାସ ଭାଷା: ଓଡ଼ିଆ  ପୋଥି / ପୁସ୍ତକ: ଟୀକା ଗୋବିନ୍ଦ ଚନ୍ଦ୍ର YouTube ରେ ଭଜୁକିନା ରାମନାମରେ କୁମର ଗୋବିନ୍ଦଚନ୍ଦ୍ର ଙ୍କ ମାତା ମୁକ୍ତା ଦେବୀ ଭଜୁକିନା ରାମନାମ ରେ କୁମର,  ଜପୁକିନା ରାମନାମ ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ,  ବାନ୍ଧିନେବ କାଳଯମ ରେ କୁମର ବାନ୍ଧିନେବ କାଳଯମ ॥୧॥ ସେହି କାଳଯମ ବଡ଼ ଦାରୁଣରେ,  ନ ଜାଣଇ ଦୁଃଖ ସୁଖ ବାଛି ନେବ କଞ୍ଚା ରଖିବ ପାଚିଲା,  ଦେବଟି ଦାରୁଣ ଦୁଃଖ ରେ କୁମର ଦେବଟି ଦାରୁଣ ଦୁଃଖ ॥୨॥ ଭଗ୍ନୀ ରାଣୀ ତୋର କରିବେ ରୋଦନ,  ଆବୋରିବେ ଷଢ଼ ମାସ ଘରର ଘରଣୀ କାନ୍ଦିବ ଯେ ବସି,  ଲୋଡ଼ିବ ଯେ ଅନ୍ୟ ବାସ ରେ କୁମର ଲୋଡ଼ିବ ଯେ ଅନ୍ୟ ବାସ ॥୩॥ ମାତା ଗର୍ଭଧାରୀ ନିରତେ କାନ୍ଦିବ,  ମରିବାର ଯୁଗାନ୍ତର କେ କାନ୍ଦିବ ଦିନ ଦଶ ରେ କୁମର,  କେ କାନ୍ଦିବ ଦିନ ବାର ରେ କୁମର କେ କାନ୍ଦିବ ଦିନ ବାର ॥୪॥ ମୁହିଁ ମାତା ତୋର ନିରତେ କାନ୍ଦିବି,  ମରିବାର ଯୁଗାନ୍ତର ମୁଁ ତେଣୁ ବୋଲଇ ଗୋବିନ୍ଦଚନ୍ଦ୍ରରେ,  କାଲି ଯାଅ ଯୋଗୀଘର ରେ କୁମର କାଲି ଯାଅ ଯୋଗୀଘର ॥୫॥ ତୁହି ଯୋଗୀଘର ଗଲେରେ କୁମର,  ମୋତେଟି ପରମ ସୁଖ ଚାରିଯୁଗେ ବଳା ହେବୁରେ ଅମର,  ...

ଶ୍ରୀ ହନୁମାନ ଚାଳିଶା - Shri Hanuman Chalisha Lyrics

Image
  ସୂଚନା ୩୨ ଟି ପ୍ରସିଦ୍ଧ ହନୁମାନ ବିଗ୍ରହ ଦର୍ଶନ କରନ୍ତୁ ଏବଂ ଶ୍ରୀ ହନୁମାନ ଚାଳିଶାର ଅର୍ଥ ପଢ଼ନ୍ତୁ Smaranika.in ରେ ।   ==ଓଡ଼ିଆ== ଗୀତ : ଶ୍ରୀ ହନୁମାନ ଚାଳିଶା ଭାଷା : ଅୱଧୀ ଗୀତିକାର : ସନ୍ଥ ତୁଳସୀ ଦାସ କଣ୍ଠ : ହରିହରନ୍ ॥ ଦୋହା ॥            ଶ୍ରୀଗୁରୁ ଚରନ ସରୋଜ ରଜ, ନିଜ ମନୁ ମୁକୁରୁ ସୁଧାରି ବରନଉଁ ରଘୁବର ବିମଲ ଜସୁ, ଜୋ ଦାୟକୁ  ଫଲଚାରି ॥ ବୁଦ୍ଧିହୀନ ତନୁ ଜାନିକେ, ସୁମିରୌଁ ପୱନ-କୁମାର ବଲ ବୁଧି ବିଦ୍ୟା ଦେହୁ ମୋହିଁ, ହରହୁ କଲେସ ବିକାର ॥ ॥ ଚୌପାଈ ॥  ଜୟ ହନୁମାନ ଜ୍ଞାନ ଗୁନ ସାଗର ଜୟ କପୀସ ତିହୁଁ ଲୋକ ଉଜାଗର ॥୧॥ ରାମ ଦୂତ ଅତୁଲିତ ବଲ ଧାମା ଅଞ୍ଜନି-ପୁତ୍ର ପୱନସୁତ ନାମା ॥୨॥  ମହାବୀର ବିକ୍ରମ ବଜରଙ୍ଗୀ କୁମତି ନିୱାର ସୁମତି କେ ସଙ୍ଗୀ ॥୩॥  କଂଚନ ବରନ ବିରାଜ ସୁବେସା କାନନ କୁଣ୍ଡଲ କୁଂଚିତ କେସା ॥୪॥  ହାଥ ବଜ୍ର ଔ ଧ୍ଵଜା ବିରାଜୈ କାନ୍ଧେ ମୂଁଜ ଜନେଊ ସାଜୈ ॥୫॥  ସଂକର ସୁୱନ କେସରୀ ନନ୍ଦନ ତେଜ ପ୍ରତାପ ମହାଜଗ ବନ୍ଦନ ॥୬॥  ବିଦ୍ୟାୱାନ ଗୁନୀ ଅତି ଚାତୁର ରାମ କାଯ କରିବେ କୋ ଆତୁର ॥୭॥  ପ୍ରଭୁ ଚରିତ୍ର ସୁନିବେ କୋ ରସିୟା ରାମ ଲଖନ ସୀତା ମନ ବସିୟା ॥୮॥  ସୂକ୍ଷ୍ମ ରୂପ ଧରି ସି...

କହଇ ମନ ଆରେ ମୋ ବୋଲ କର (ମନବୋଧ ଚଉଚିଶା) - Kahai Mane Aare Mo Bola Kara (Manabodha Chautisha) Lyrics

Image
== ଓଡ଼ିଆ == ଗୀତ : କହଇ ମନ ଆରେ ମୋ ବୋଲ କର ଭାଷା : ଓଡ଼ିଆ ପୋଥି / ପୁସ୍ତକ: ମନବୋଧ ଚଉଚିଶା ଗୀତିକାର : ଭକ୍ତ ଚରଣ ଦାସ କହଇ ମନ ଆରେ ମୋ ବୋଲ କର କଳା ଶ୍ରୀମୁଖ ବାରେ ଦେଖିବା ଚାଲ । କେତେ ଦିନ କୁ ମନ ବାନ୍ଧିଛୁ ଆଣ୍ଟ କି ଘେନି ଯିବୁ ତୋର ଛୁଟିଲେ ଘଟ ॥୧॥ ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି । ଖଟ ପଲଙ୍କେ ଶେଯ ସେଯାଇ ଶୋଉ ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ॥୨॥ ଗଲେଣି ତୋ ସଙ୍ଗରୁ ଯେତେକ ଜନ ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ । ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ॥୩॥ ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ ଘଟ ଛୁଟିଲେ ତୋତେ ବୋଲିବେ ଭୂତ । ଘର ଘରଣି ଦେହ କୀଳାଉଥିବେ ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ॥୪॥ ଉଦ୍ଧାର ହେବୁ ଯେବେ ଭବ ସାଗରୁ ଉପାୟ କରି ଭଜ ଏବେ ଶ୍ରୀଗୁରୁ । ଊଣା ହେଉଛି ଦିନୁ ଦିନ ଆୟୁଷ ଆଉ ଏଣିକି ଅଛି କେତେ ବୟସ ॥୫॥ ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ଚିରି ଭିତର ଦେଖ କି ନାରଖାର । ଚର୍ମ ବେଢ଼ିଛି ସିନା ଚଉରାଶିକି ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି ॥୬॥ ଛାର ଦେହକୁ ମନ କରିଛୁ ସଜ ଛନ୍ଦ କପଟ ତେଜ ଗୋବିନ୍ଦ ଭଜ । ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା ଛଖଣ୍ଡି କାଠ ତୋତେ ହୋଇବ ଲୋଡ଼ା ॥୭॥ ଯମ ଯେ ନ ଜାଣଇ ବାଳୁତ ଯୁବା ଜୀଇଁବୁ ବୋଲି ମନେ କରିଛୁ ଅବା । ଜଣେହିଁ ଏଥୁ ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ