Posts

Showing posts from April, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତିରଙ୍ଗାରେ ତିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା - Tirangare Tiranga Chhalana Rangare Sara Dunia Ranga Lyrics

Image
== ଓଡ଼ିଆ == ଗୀତ : ତିରଙ୍ଗାରେ ତିରଙ୍ଗା ଛଳନା ରଙ୍ଗରେ ଭାଷା : ଓଡ଼ିଆ କଣ୍ଠ : ମହମ୍ମଦ ଆଜିଜ୍ ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ଦୀପକ କୁମାର ତିରଙ୍ଗାରେ ତିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା ତିରଙ୍ଗାରେ ତିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା ଅଶାନ୍ତ ସହରେ ଆଜି ଶାନ୍ତି ମହଙ୍ଗା ସପନ ମହଙ୍ଗା ଏଠି ପ୍ରୀତି ମହଙ୍ଗା ରକତ ଶସ୍ତା ଏଠି ପାଣି ମହଙ୍ଗା ତିରଙ୍ଗାରେ ତିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା ତିରଙ୍ଗାରେ ତିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା ॥   ପବନରେ ଭାସିଆସେ ବାରୁଦର ଗନ୍ଧ ଶହେରେ ସତୁରି ଜଣ ସ୍ଵାର୍ଥରେ ଅନ୍ଧ ପବନରେ ଭାସିଆସେ ବାରୁଦର ଗନ୍ଧ ଶହେରେ ସତୁରୀ ଜଣ ସ୍ଵାର୍ଥରେ ଅନ୍ଧ ମଣିଷ ବୁଝୁଚି ଆଜି ବନ୍ଧୁକର ଭାଷା ଲିଭିଚି ମନରୁ ଆଶା ତୁଟିଛି ଭରସା ଏଇ ମିଛ ଦୁନିଆରେ ସତ ମହଙ୍ଗା ପାପର ହାଟରେ ଆଜି ପୁଣ୍ୟ ମହଙ୍ଗା ଜୀବନ ଶସ୍ତା ଏଠି ମାଟି ମହଙ୍ଗା ତିରଙ୍ଗାରେ ତିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା ତିରଙ୍ଗାରେ ତିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା ॥୧॥  ଅହିଂସାର ମନ୍ତ୍ର ପଢ଼ି ଧରି ଖଣ୍ଡେ ବାଡ଼ି ଫିରିଙ୍ଗି ସେନାକୁ ଯିଏ ଦେଇଥିଲା ତଡ଼ି ଅହିଂସାର ମନ୍ତ୍ର ପଢ଼ି ଧରି ଖଣ୍ଡେ ବାଡ଼ି ଫିରିଙ୍ଗି ସେନାକୁ ଯିଏ ଦେଇଥିଲା ତଡ଼ି ଭାବିଥିଲା ଗଢ଼ିବ ସେ ସୁନାର ଭାରତ କିଛି ଲୋକ ରୋକିଦେଲେ ଶହେ କୋଟି ହାତ ଅନୀତି ବଜାରେ ଆଜି

ଏ ଅଗଣା ଏ ଘର ଏ ଦାଣ୍ଡ ଦୁଆର - E Agana E Ghara E Danda Duara Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଏ ଅଗଣା ଏ ଘର ଏ ଦାଣ୍ଡ ଦୁଆର ଭାଷା : ଓଡ଼ିଆ ଚଳଚିତ୍ର : ଯାହାକୁ ରଖିବେ ଅନନ୍ତ କଣ୍ଠ : ତୃପ୍ତି ଦାସ ଗୀତିକାର : ସ୍ଵରୂପ ନାୟକ ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ ମସିହା : ୧୯୮୮ (ଝି) ଏ ଅଗଣା ଏ ଘର ଏ ଦାଣ୍ଡ ଦୁଆର ଏ ଅଗଣା ଏ ଘର ଏ ଦାଣ୍ଡ ଦୁଆର ମତେ କଲା ପର ଟୋପାଏ ସିନ୍ଦୂର ଏ ଅଗଣା କୁହ କି ଦୋଷ କରିଥିଲି ବାପା ତୁମର କୁହ କି ଦୋଷ କରିଥିଲି ବାପା ତୁମର ମତେ କଲ ଆଜି ତମେ ସାତପର ଏ ଅଗଣା ଏ ଘର (ଝି-ସମସ୍ତେ) ଆ ଆ ଆ...ଆ ଆ ଆ ଆ ଆ ଆ...ଆ ଆ ଆ ॥ (ଝି) ପିଲାଦିନୁ ଦେଖିନି ମୁଁ ବୋଉର ମୁହଁ ତୁମ କୋଳେ ପାଇଥିଲି ଦୁହିଁଙ୍କ ସ୍ନେହ କାଲି କହୁଥିଲ ମୁଁ ଥିଲି ଘର ମୁରୁଜ ଆଜି ଦଉଛ ତଡ଼ି ସତେ ହେଲିକି ବୋଝ ଏତେ କପଟ ମୋ ସାଥେ କେମିତି କଲ ମନେ ଛନ୍ଦ ରଖି କରୁଥିଲ କି ଗେଲ ଉଡ଼ନ୍ତା ଚଢ଼େଇର କାଟିଲ ପର ଉଡ଼ନ୍ତା ଚଢ଼େଇର କାଟିଲ ପର ଟାଣି ଦେଲ ତା ପାଇଁ ଲକ୍ଷ୍ମଣ ଗାର ଏ ଅଗଣା ଏ ଘର (ଝି-ସମସ୍ତେ) ଆ ଆ ଆ...ଆ ଆ ଆ ଆ ଆ ଆ...ଆ ଆ ଆ ॥୧॥ (ବାପା) ତତେ କେମିତି ବୁଝେଇବି କହ ଲୋ ଝିଅ ତୁ ଝିଅ ନଥିଲୁ ତୁ ଥିଲୁ ମୋ ପୁଅ ତୁ ଥିଲୁ ମୋ ଘରର ଲକ୍ଷ୍ମୀପ୍ରତିମା ମୋ କୁଡ଼ିଆରେ ଥିଲୁ ତୁ ରାଜଜେମା ତୁ ଥିଲୁ ଏ ଗାଁର ହସ ଫୁଲେଇ କାଲି କାନ୍ଦିବେ ଗଛଲତା ତତେ ନ ପାଇ ପ୍ରଜାପତିଙ୍କର ଏ ବିଚିତ୍ର ଡୋର ପ୍ରଜାପତିଙ୍କର ଏ ବିଚିତ୍ର ଡୋର ଅଦେଖା ହାତ ହୁଏ ଅତି ନିଜର (

ଯିଏ ମୋ ସପନେ ଆସି ନିଦକୁ କଲା ଚୁନା ଚୁନା - Jie Mo Sapane Aasi Nidaku Kala Chuna Chuna Lyrics

Image
== ଓଡ଼ିଆ == ଗୀତ : ଯିଏ ମୋ ସପନେ ଆସି ନିଦକୁ କଲା ଭାଷା : ଓଡ଼ିଆ ଆଲବମ : ନୀଳ ନୟନା କଣ୍ଠ : ଅଭିଜିତ ଭଟ୍ଟାଚାର୍ଯ୍ୟ ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୧୧ ହେ ଯିଏ ମୋ ସପନେ ଆସି ନିଦକୁ କଲା ଚୁନା ଚୁନା ଯିଏ ମୋ ସପନେ ଆସି ନିଦକୁ କଲା ଚୁନା ଚୁନା ତୁ କି ସେଇ ନୀଳ ନୟନା ତୁ କି ସେଇ ନୀଳ ନୟନା ହେ ଯିଏ ମୋ ସପନେ ଆସି ନିଦକୁ କଲା ଚୁନା ଚୁନା ତୁ କି ସେଇ ନୀଳ ନୟନା ତୁ କି ସେଇ ନୀଳ ନୟନା କଜଳ ନାହିଁ ଗଜରା ନାହିଁ ନାହିଁ କୁଙ୍କୁମ ସାଦା ସିଧା ଝିଅଟେ ତୁ ସଜ କୁସୁମ ଲାଜବତୀ ଲାଜ ବରନା ତୁ କି ସେଇ ନୀଳ ନୟନା ହେ ଯିଏ ମୋ ସପନେ ଆସି ନିଦକୁ କଲା ଚୁନା ଚୁନା ତୁ କି ସେଇ ନୀଳ ନୟନା ତୁ କି ସେଇ ନୀଳ ନୟନା ତୁ କି ସେଇ ନୀଳ ନୟନା ତୁ କି ସେଇ ନୀଳ ନୟନା ॥ ମନ ଦେଇ ମାଗିନାହୁଁ ତୋ ମନର ମୂଲ ହୀରା ମୋତି ଗହଣା କି ଚାନ୍ଦ ମହଲ ହୀରା ମୋତି ଗହଣା କି ଚାନ୍ଦ ମହଲ ନାହିଁ ତୋର ଅଭିଯୋଗ ନାହିଁ ତୋ ଛଳନା ମୋ ଦୁଃଖରେ ଝରଉଚୁ ଲୁହ ଯମୁନା ମୋ ଦୁଃଖରେ ଝରଉଚୁ ଲୁହ ଯମୁନା କେମିତି କହ ହେଇଗଲୁ ଲୋ ତୁ ବାଟ ବଣା ମୋ ସପନେ ଝାଡ଼ି ଦେଲୁ ଅଳସ ଡେଣା ଅଲିଅଳି ନିଦ ମଇନା ତୁ କି ସେଇ ନୀଳ ନୟନା ହେ ଯିଏ ମୋ ସପନେ ଆସି ନିଦକୁ କଲା ଚୁନା ଚୁନା ତୁ କି ସେଇ ନୀଳ ନୟନା ତୁ କି ସେଇ ନୀଳ ନୟନା ତୁ କି ସେଇ ନୀଳ ନୟନା ତୁ କି ସେଇ ନୀଳ ନୟନା ॥୧॥ ଜିଉଁ

ଆଲୋ ଲଳିତା ଲବଙ୍ଗଲତା (ଏ ଘଟଗାଁ ଯିବୁ ଦିନ ଗଣୁଥା ଲଳିତା ଲବଙ୍ଗଲତା) - Aalo Lalita Labangalata (E Ghatagaan Jibu Dina Ganutha) Lyrics

Image
== ଓଡ଼ିଆ == ଭଜନ : ଆଲୋ ଲଳିତା ଲବଙ୍ଗଲତା ଭାଷା : ଓଡ଼ିଆ ଆଲବମ : ତାରିଣୀ କୃପା କଣ୍ଠ : ସୁବାସ ଦାସ ଗୀତିକାର : ଅଲେଖ ବିଶ୍ୱାଳ ସଂଗୀତ ନିର୍ଦ୍ଦେଶକ : ରାଧାକାନ୍ତ ନନ୍ଦ ଏ ଘଟଗାଁ ଯିବୁ ଦିନ ଗଣୁଥା ଲଳିତା ଲବଙ୍ଗଲତା ଏ ଘଟଗାଁ ଯିବୁ ଦିନ ଗଣୁଥା ଲଳିତା ଲବଙ୍ଗଲତା ପଣା ସଂକରାନ୍ତି ପାଖେଇ ଆସୁଛି ପଣା ସଂକରାନ୍ତି ପାଖେଇ ଆସୁଛି ମାଟି ଘୋଡ଼ା କିଣି ରଖିଥା ଆଲୋ ଲଳିତା ଲବଙ୍ଗଲତା ଆଲୋ ଲଳିତା ଲବଙ୍ଗଲତା ଏ ଘଟଗାଁ ଯିବୁ ଦିନ ଗଣୁଥା ଲଳିତା ଲବଙ୍ଗଲତା ଆଲୋ ଲଳିତା ଲବଙ୍ଗଲତା ॥ ସାଇତିଥିବୁ ଲୋ ନାଲି ସିନ୍ଦୂର ବାଡ଼ିରୁ ତୋଳିବୁ ନାଲି ମନ୍ଦାର ସାଇତିଥିବୁ ଲୋ ନାଲି ସିନ୍ଦୂର ବାଡ଼ିରୁ ତୋଳିବୁ ନାଲି ମନ୍ଦାର ଝୁମ୍ପୁରୁ ଝୁମ୍ପା ବଉଳ ଚମ୍ପା ମାଳତୀ ମଲ୍ଲି ଯୁଇ ଗୁନ୍ଥିବୁ ବସି ଗଜରା ହାର ମା ତାରିଣୀ ପାଇଁ ସବୁଠୁ ବଢ଼ିଆ ମା'କୁ ନଡ଼ିଆ ସବୁଠୁ ବଢ଼ିଆ ମା'କୁ ନଡ଼ିଆ ଯେତେ ଇଛା ସେତେ ରଖିଥା ଆଲୋ ଲଳିତା ଲବଙ୍ଗଲତା ଆଲୋ ଲଳିତା ଲବଙ୍ଗଲତା ଏ ଘଟଗାଁ ଯିବୁ ଦିନ ଗଣୁଥା ଲଳିତା ଲବଙ୍ଗଲତା ଆଲୋ ଲଳିତା ଲବଙ୍ଗଲତା ॥୧॥ ତାରିଣୀ ନାଁକୁ ତୁଣ୍ଡେ ଧରିଥା ଆପଣା ଘରେ ତୁ ପୂଜା କରୁଥା ତାରିଣୀ ନାଁକୁ ତୁଣ୍ଡେ ଧରିଥା ଆପଣା ଘରେ ତୁ ପୂଜା କରୁଥା ତାରିଣୀ ପରି କରୁଣାମୟୀ ନାହିଁ ଲୋ କେହି ନାହିଁ ଦୁରରେ ଥାଇ ଡ଼ାକିଲେ କେହି ଶୁଣେ ସେ କାନ ଦେଇ ଘଟଗାଁ ପୀଠରେ ମା'କୁ ପୂଜିଲେ ଘଟଗା

ଚିକି ଚିକି ଚିକେଇ ହସି ଆଉ ହସେଇ - Chiki Chiki Chikei Hasi Aau Hasei Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଚିକି ଚିକି ଚିକେଇ ହସି ଆଉ ହସେଇ ଭାଷା : ଓଡ଼ିଆ ଚଳଚିତ୍ର : ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର କଣ୍ଠ : କୁମାର ସାନୁ, ସାଧନା ସରଗମ୍    ଗୀତିକାର : ନିଜାମ୍, ବସନ୍ତରାଜ ସାମଲ ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୧୯୯୭ (ପୁ) ଓଓଓ..ଓଓ..ଓଓଓ.. ଓଓଓ..ଓଓ..ଓଓଓ.. (ପୁ) ଚିକି ଚିକି ଚିକେଇ ହସି ଆଉ ହସେଇ ବିତିଯାଉ ଜୀବନ ନାଚି ଖେଳି ଗାଇ କିଛି ଦେଇ କିଛି ନେଇ ଚାଲୁଥିବା ସାଥୀ ହୋଇ କିଛି ଦେଇ କିଛି ନେଇ ଚାଲୁଥିବା ସାଥୀ ହୋଇ ଏ ଦୁନିଆ ବାଟ ଆମେ ବାଟୋଇ (ଝି) ଛାଇ ଛାଇ ଖରା ଛାଇ ଛାଇ ଛାଇ ହୋ..ଖରା ଛାଇ (ପୁ) ଆ..ଆ..ଆ..ଆ.. ଆ..ଆ..ଆ.. ଆ..ଆ..ଆ..ଆ.. ଆ..ଆ..ଆ.. ॥୧॥ (ପୁ) ତୁମକୁ ଦେଖିବି ମୁଁ ଆଇନା ଭାବି ଆଖିରେ ନାଚୁଥିବ ତୁମରି ଛବି ହାଁ..ତୁମକୁ ଦେଖିବି ମୁଁ ଆଇନା ଭାବି ଆଖିରେ ନାଚୁଥିବ ତୁମରି ଛବି (ଝି) ତୁମେ ଦେବତା ମୋର ମନ ମନ୍ଦିରେ ତୁମକୁ ପୂଜୁଥିବି ସଞ୍ଜ ସକାଳେ (ପୁ) କେବେ ହସ ଦବ ଛୁଇଁ କେବେ ଲୁହ ଯିବ ବୋହି କେବେ ହସ ଦବ ଛୁଇଁ କେବେ ଲୁହ ଯିବ ବୋହି କିଛି ମିଳେ ଏଠି କିଛି ହଜେଇ (ଝି) ଛାଇ ଛାଇ ଖରା ଛାଇ ଛାଇ ଛାଇ ଓ..ଖରା ଛାଇ (ପୁ) ଆ..ଆ..ଆ..ଆ.. ଆ..ଆ..ଆ.. ଆ..ଆ..ଆ..ଆ.. ଆ..ଆ..ଆ.. ॥୨॥ (ଝି) ହାତରେ ଥିଲେ ମୋର ତୁମରି ହାତ ସୁଖରେ ଭରିଯାଏ ମୋର ପଣତ ହାତରେ ଥିଲେ ମୋର ତୁମରି ହାତ ସୁଖରେ ଭରିଯାଏ ମୋ

ଦେହରୁ ହୃଦୟ ଯଦି ଅଲଗା ହବ - Deharu Hrudaya Jadi Alaga Haba Lyrics

Image
== ଓଡ଼ିଆ == ଗୀତ : ଦେହରୁ ହୃଦୟ ଯଦି ଅଲଗା ହବ ଭାଷା : ଓଡ଼ିଆ ଆଲବମ : ରଙ୍ଗ ଚଢ଼େଇ କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ସୁଜିତ୍ ପରିଜା ସଂଗୀତ ନିର୍ଦ୍ଦେଶକ : କୃଷ୍ଣଚନ୍ଦ୍ର ମସିହା : ୨୦୦୮ ଦେହରୁ ହୃଦୟ ଯଦି ଅଲଗା ହବ ହୃଦୟ ବିନା କି କେହି ବଞ୍ଚିପାରିବ ଦେହରୁ ହୃଦୟ ଯଦି ଅଲଗା ହବ ହୃଦୟ ବିନା କି କେହି ବଞ୍ଚିପାରିବ ଏଇ ହୃଦୟରେ ତମେ ଅଛ ପ୍ରିୟା ଏଇ ହୃଦୟରେ ତମେ ଅଛ ପ୍ରିୟା ମରିଯିବି ତମେ ଯଦି ଦୁରେଇ ଯିବ ଦେହରୁ ହୃଦୟ ଯଦି ଅଲଗା ହବ ହୃଦୟ ବିନା କି କେହି ବଞ୍ଚିପାରିବ ॥ ଛାତି ତଳେ ଯେଉଁ ହୃଦୟଟେ ଅଛି ସେଇ ହୃଦୟରେ ଏକା ତମ ନାଁ ଲେଖା ଓ..ତମେ ମୋ ଆଖିରେ ତମେ ମୋ ନିଦରେ ପ୍ରିୟା ସବୁ ସପନରେ ହୁଏ ତମ ସାଥେ ଦେଖା ନିଦରୁ ସପନ ଯଦି ଦୁରେଇ ଯିବ ସପନ ବିନା କି ସୁଖେ ରାତି ପାହିବ ଏଇ ମୋ ସପନେ ତମେ ଅଛ ପ୍ରିୟା ଏଇ ମୋ ସପନେ ତମେ ଅଛ ପ୍ରିୟା ମରିଯିବି ସ୍ୱପ୍ନ ଯଦି ସତ ନ ହବ ଦେହରୁ ହୃଦୟ ଯଦି ଅଲଗା ହବ ହୃଦୟ ବିନା କି କେହି ବଞ୍ଚିପାରିବ ॥୧॥ ଆମ ଦୁହିଁଙ୍କର ପ୍ରେମ ଗୋଟେ ପୂଜା ମୁଁ ଏକା ଜାଣେ ଆଉ ତମେ ଏକା ଜାଣ ଓ..ଏକାଠି ବଞ୍ଚିବା ଏକାଠି ମରିବା ପାଇଁ ଆମେ ଦୁହେଁ ରଖିଥିଲେ ଆମ ପ୍ରେମ ରାଣ ପ୍ରେମରୁ ପ୍ରେମିକା ଯଦି ଦୁରେଇ ଯିବ ପ୍ରେମିକା ବିନା କି ପ୍ରେମି ବଞ୍ଚିପାରିବ ଏଇ ମୋ ପ୍ରେମର ତମେ ଯେ ପ୍ରେମିକା ଏଇ ମୋ ପ୍ରେମର ତମେ ଯେ ପ୍ରେମିକା ମରିଯିବି ତମେ ଯଦି ସାଥୀ ନ ହବ

ନୀଳମାଧବ ହେ ଘେନବାରେ ମୋ ମିନତି - Nilamadhaba He Ghenabare Mo Minati Lyrics

Image
== ଓଡ଼ିଆ == ଭଜନ : ନୀଳମାଧବ ହେ ଘେନବାରେ ମୋ ମିନତି ଭାଷା : ଓଡ଼ିଆ ଚଳଚିତ୍ର : ନୀଳମାଧବ କଣ୍ଠ : ଭିକା ରି ବଳ ଗୀତିକାର : ପୁର୍ଣ୍ଣ ଚନ୍ଦ୍ର ମଲ୍ଲିକ ସଂଗୀତ ନିର୍ଦ୍ଦେଶକ : ନିର୍ମଳ କୁମାର ମସିହା : ୧୯୭୯ ନୀଳମାଧବ ହେ ଘେନବାରେ ମୋ ମିନତି ନୀଳମାଧବ ହେ ଘେନବାରେ ମୋ ମିନତି ଚରଣ ତଳେ ମୁଁ ଶରଣ ପଶୁଛି ଚରଣ ତଳେ ମୁଁ ଶରଣ ପଶୁଛି କରୁଣାକର ଶ୍ରୀପତି ଘେନବାରେ ମୋ ମିନତି ନୀଳମାଧବ ହେ ଘେନବାରେ ମୋ ମିନତି ॥୧॥ ତୁମେତ ଗଢ଼ିଛ ଏ ନୀଳଆକାଶ ଗଢ଼ିଛ ଏ ବନଗିରି ଦେଇଛ ଫୁଲରେ ଜାତିଜାତି ରଙ୍ଗ ଦେଇଛ ସୁବାସ ଭରି ତୁମରି ଆଦେଶେ ଆତଜାତ ଜୀବ ତୁମରି ଆଦେଶେ ଆତଜାତ ଜୀବ ତୁମ ବିନା କାହିଁ ଗତି ଘେନବାରେ ମୋ ମିନତି ନୀଳମାଧବ ହେ ଘେନବାରେ ମୋ ମିନତି ॥୨॥ ମହାପ୍ରଭୁ ତୁମେ ଦୟାର ସାଗର ତୁମରି କରୁଣା ବଳେ ମହାମୂର୍ଖ ସିନା ବୋଲାଏ ପଣ୍ଡିତ ପଥର ଭାସଇ ଜଳେ ଶ୍ରୀଚରଣେ ହରି ଏତିକି ଗୁହାରି ଶ୍ରୀଚରଣେ ହରି ଏତିକି ଗୁହାରି ରହୁ ପଦେ ସଦା ମତି ଘେନବାରେ ମୋ ମିନତି ନୀଳମାଧବ ହେ ଘେନବାରେ ମୋ ମିନତି ନୀଳମାଧବ.. ନୀଳମାଧବ.. ମାଧବ.. ॥୩॥ YouTube ରେ ନୀଳମାଧବ ହେ ଘେନବାରେ ମୋ ମିନତି == English == Bhajan : Nilamadhaba He Ghenabare Mo Minati Language : Odia Movie : Nilamadhaba Singer : Bhikari Bala Lyricist : Purna Chandra Mallick Music Director : Nirm

ବାଇଚଢ଼େଇ ଓ ପିମ୍ପୁଡ଼ି ଭାଇ - Baichadhei O Pimpudi Bhai Lyrics

Image
== ଓଡ଼ିଆ == ଗୀତ : ବାଇଚଢ଼େଇ ଓ ପିମ୍ପୁଡ଼ି ଭାଇ ଭାଷା : ଓଡ଼ିଆ ସାତ ଦିନ ଗଲା ନାହିଁ ଭରସା ଲାଗି ରହିଅଛି ଝଡ଼ି ବରଷା       ଆହାର ପାଇଁ, ଯାଇ ପାରି ନାହିଁ ବାଇଚଢ଼େଇ ॥୧॥ ଦୁଇ ଛୁଆ ତା'ର ବସାରେ ଦୋଳି ଭୋକ ଉପାସରେ କରିଲେ ଅଳି -       “ବୋଉ ଲୋ ବୋଉ ! ଖାଇବାକୁ ସତେ କିଆଁ ନ ଦେଉ ?” ॥୨॥    କଅଁଳ ବିକଳ ମୁହଁକୁ ଚାହିଁ ବୁଝାଇ କହିଲା ବାଇଚଢ଼େଇ       “ଅଥୟ ନୁହ, ମେଘ ଯାଉ ଛାଡ଼ି ଟିକିଏ ରୁହ ॥୩॥ ମାଟି ତଳେ ଅଛି ପିମ୍ପୁଡ଼ି ମାମୁଁ ରଖିଅଛି ଖୁଦ ବହୁତ ଦିନୁ       ତୁମରି ଲାଗି, ଖୁଦରୁ କିଛି ମୁଁ ଆଣିବି ମାଗି” ॥୪॥    ବରଷା ଟିକିଏ ଗଲାରୁ ଛାଡ଼ି ଖୁଦ ପାଇଁ ମାଆ ଗଲା ବାହାରି       ଡାକିଲା ଯାଇ, “ଖୁଦ ଦିଅ ଅଛି କିଛି ପିମ୍ପୁଡ଼ି ଭାଇ ॥୫॥ ସାତ ଦିନ ଗଲା, ନାହିଁ ଭରସା ଲାଗି ରହିଅଛି ଝଡ଼ି ବରଷା       ପିଲାଏ ମୋର, ଭୋକରେ ହେଲେଣି ଅଥୟ ବଡ଼” ॥୬॥ ପିମ୍ପୁଡ଼ି କହିଲା, “ବାଇଚଢ଼େଇ ତାଳ ଗଛେ ଥାଇ କରୁ ବଢ଼େଇ       ରଖିନୁ ଘରେ, ଖାଇବାକୁ ଦାନା ବରଷା-ଝଡ଼େ ॥୭॥ ମୋର ଖୁଦତକ ନିଅଣ୍ଟ ମୋତେ ବରଷା ଦିନରେ ଦେବି କେମନ୍ତେ       ନାହିଁରେ ନାହିଁ, ଖୁଦ ମୁଁ ନ ଦେବି ବାଇଚଢ଼େଇ” ॥୮॥ ଶୁଣି ମାଟି ତଳୁ ପିମ୍ପୁଡ଼ି କଥା ଚଢ଼େଇ ମନରେ ପାଇଲା ବ୍ୟଥା       ଆସିଲା ଫେରି, ଖୋଜିଲା ଆହାର ନ କରି ଡେରି ॥୯॥ ମନେ ମନେ ଭାବି ପିଲାଙ୍କ ଭୋକ ଘାସ-ପତରରୁ ଖୋଜିଲା

ଭୁବନେଶ୍ଵର କବିତା - Bhubaneshwar Kabita Lyrics

Image
ଫଟୋ କ୍ରେଡିଟ୍ : ଦି ସ୍ମରଣିକା, ଅମ୍ରିତେଶ ଖଟୁଆ କବିତା : ଭୁବନେଶ୍ଵର ଭାଷା : ଓଡ଼ିଆ ଗୀତିକାର : ଅମ୍ରିତେଶ ଖଟୁଆ ମସିହା : ୨୦୧୯ ଆରମ୍ଭିବି ଅମ୍ରିତେଶ କଥା ମୁଁ ମାନସେ           ଆଶଙ୍କା ଅଭ୍ୟର୍ଥି ପୁଣ ଏକ କ୍ଷେତ୍ର ରସେ ॥ ଅକ୍ଷୟ ଅମଳିନ ଐକ୍ୟ ସୌନ୍ଦର୍ଯ୍ୟ ନିଖୁଣେ           ଅଇଲେଣି ଉମା ଶିବ ଏକାମ୍ର ପ୍ରାଙ୍ଗଣେ ॥ ଆରମ୍ଭି ପ୍ରଥମେ ସ୍ତୁତି ଶିବ ଉମାଙ୍କର           ଅସାର ପ୍ରାଣେ ବିରଚି ଗାଥା ଗଣେଶ୍ୱର ॥ ଆକୁଳ ବେଦନା ହେବ ପୁଣ୍ୟ ରସ ସାର           ଆସନ୍ନ ପୀରତି ଆଶେ ଆସି ମହେଶ୍ୱର ॥ ଆପଣାଇ ସର୍ବ ବୀଚି ପ୍ରେମର ତରଙ୍ଗେ           ଅଧିକେ ଅଧିକେ ଦେବେ ଭକତି ଉତ୍ତୁଙ୍ଗେ ॥ ଅମର୍ତ୍ତ୍ୟବାସୀ ହେ ସୁର ତ୍ରିଲୋକୀ ମଙ୍ଗଳ           ଆରମ୍ଭିବି ତୁମ୍ଭ ସ୍ତୁତି ମୁହିଁ ଛାର ବାଳ ॥ ପୁରାଣେ ଶାସ୍ତ୍ରେ ଉପନିଷଦେ ବର୍ଣ୍ଣନ୍ତେ           ସୁରପତି ଋଷିପ୍ରାଣ ଏକ ଲୟ ଚିତ୍ତେ ॥ କୈଳାସବାସୀ ତ୍ରିପୁର ଈଶ୍ୱର ଅଟନ୍ତି           ତାଙ୍କ ପାଦେ ବୈରାଗ୍ୟ ନିଇତି ଖଟନ୍ତି ॥ ଯୋଗେ ଜାତ ସ୍ୱାୟଂଭୂବ ଅଖିଳ ବୈରାଗୀ           ଯତିପତି ଭଜି ଚିତ୍ତେ ଯାହା ଅନୁରାଗୀ ॥ ଉମାପତି ତ୍ରିଲୋଚନ ମଙ୍ଗଳ ଶ୍ରୀକାନ୍ତ           ଉଜ୍ଜ୍ଵଳ ରଞ୍ଜିତ ଶିବ ଭସ୍ମ ପ୍ରଲେପିତ ॥ ବ୍ୟାଘ୍ରଚର୍ମଧାରୀ ଅଜ ଶାଶ୍ୱତ ଅନନ୍ତ           ଶଙ୍କର ନୀଳକଣ୍ଠ ହେ ବାରେ ବପୁବନ୍ତ॥ ବାରେ ଦିଅ ବର ଉମାପତି ଶଙ୍କର୍ଷ

ରକତ ଟଳମଳ ଖଇର ପାଞ୍ଚପଳ - Rakata Talamala Khaira Panchapala Lyrics

Image
== ଓଡ଼ିଆ == ଫିଲ୍ମଗୀତ : ରକତ ଟଳମଳ ଖଇର ପାଞ୍ଚପଳ ଭାଷା : ଓଡ଼ିଆ ଚଳଚିତ୍ର : ମଲାଜହ୍ନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ବିନୋଦିନୀ ଦେବୀ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୬୫ ରକତ ଟଳମଳ ଖଇର ପାଞ୍ଚପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ରକତ ଟଳମଳ ଖଇର ପାଞ୍ଚପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ତୁ ହୋଇଲୁ ରାଜରାଣୀ ମୁଁ ହୋଇଲି ଯୋଗୀ ଜୀବନ ବିଅର୍ଥ ହେଲା ହୋଇ ତୋର ଅନୁରାଗୀ ତୋ ଲାଗି ସାହାଡ଼ା ଲୋ ଆଣିଲି ଯେ ଗୁଞ୍ଜମାଳି କଳାମେଘି ପାଟ ଆଉ ଚନ୍ଦର ବାଉଳି ତୋତେ ନ ଦେଖି ସାହାଡ଼ା ଲୋ ସବୁ ତିଆଗିଲି ଯାହା ଆଣିଥିଲି ସବୁ ଥାଳେ ମଣ୍ଡାଇଲି ବାତୁଳ ପ୍ରାୟେ.. ବାତୁଳ ପ୍ରାୟେ ଖୋଜିଲି ଆକାଶ ବତାସ ଜଳ କହଲୋ ସାଧବାଣୀ ଏ କେଉଁ ଦେଶ ଫଳ  ରକତ ଟଳମଳ ଖଇର ପାଞ୍ଚପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ॥୧॥  ତୋ ପାଇଁ ଖୋଳାଇଲି ବେଣ୍ଟ ଯେ ପୋଖରୀ ଚଉକତି ଘେରାଇଲି ମେଘନାଦ ପାଚେରି ହାଟଘାଟ ଜୁର କଲି ଚଉଁରୀ ଭିତରେ ବିଦେଶ ଗଲି ସିନା ପରାଣ ତୋ କତିରେ ରଜାପୁଅ କଲା ଚୋରି.. ରଜାପୁଅ କଲା ଚୋରି ତୋ ରୂପରେ ହୋଇ ଭୋଳ କହଲୋ ସାଧବାଣୀ ଏ କେଉଁ ଦେଶ ଫଳ ରକତ ଟଳମଳ ଖଇର ପାଞ୍ଚପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ॥୨॥ YouTube ରେ ରକତ ଟଳମଳ ଖଇର ପାଞ୍ଚପଳ == English == Movie Song : Rakata Talamala Khaira Panchapala Language : Odia Movie : Malajanha S

ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ - Juade Jauchu Jaa Gadibala Nadia Mo Neijibu Lyrics

Image
== ଓଡ଼ିଆ == ଭଜନ : ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ଭାଷା : ଓଡ଼ିଆ ଆଲବମ : ସିନ୍ଦୁରବତୀ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଅଲେଖ ବିଶ୍ୱାଳ ସଂଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ସମ୍ବଲପୁର ଯାଉଥିଲେ ସମ୍ବଲପୁର ଯାଉଥିଲେ ତାକୁ ମଙ୍ଗୁଳି ଛକରେ ଥୋଇବୁ ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ॥ ତାରିଣୀ ନଡ଼ିଆ ଦେଖି ଗାଡ଼ିବାଲା ଜାତି ଧର୍ମ ଭୁଲିଯାଏ ଖୀରସ୍ତାନ ଅବା ଯବନ ହେଉ ସେ ଶରଧାରେ ନେଇଯାଏ ତାରିଣୀ ନଡ଼ିଆ ଦେଖି ଗାଡ଼ିବାଲା ଜାତି ଧର୍ମ ଭୁଲିଯାଏ ଖୀରସ୍ତାନ ଅବା ଯବନ ହେଉ ସେ ଶରଧାରେ ନେଇଯାଏ ତୁ ଯେଉଁ ଜାତି ହୋଇଥା ମୋ ନଡ଼ିଆଟେ ନେଇଯା ତୁ ଯେଉଁ ଜାତି ହୋଇଥା ମୋ ନଡ଼ିଆଟେ ନେଇଯା ବାଲେଶ୍ୱର ଆଡ଼େ ଯାଉଥିଲେ ବାଲେଶ୍ୱର ଆଡ଼େ ଯାଉଥିଲେ ତାକୁ ପାଣିକୋଇଲିରେ ଥୋଇବୁ ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ॥୧॥ ତାରିଣୀ ଭକତ ସବୁଠି ଅଛନ୍ତି ମା' ସିଏ ଜଗତର ସବୁରି ନଡ଼ିଆ ପାଉଚି ତାରିଣୀ ନାହିଁ ପାଖ ନାହିଁ ଦୁର ତାରିଣୀ ଭକତ ସବୁଠି ଅଛନ୍ତି ମା' ସିଏ ଜଗତର ସବୁରି ନଡ଼ିଆ ପାଉଚି ତାରିଣୀ ନାହିଁ ପାଖ ନାହିଁ ଦୁର ତୁ ଯେଉଁ ବାଟେ ଯିବୁ

ବାହାଲେ ବୁନିଲି ଧାନ - Bahale Bunili Dhana Lyrics

Image
== ଓଡ଼ିଆ == ଗୀତ : ବାହାଲେ ବୁନିଲି ଧାନ ଭାଷା : ସମ୍ବଲପୁରୀ  କଣ୍ଠ : ମଣ୍ଟୁ, ସୂର୍ୟା ଗୀତିକାର : ନିର୍ମଳା ପଣ୍ଡା ସଙ୍ଗୀତ ନିର୍ଦ୍ଦେଶକ : ଶଶାଙ୍କ ଦୁବେ ମସିହା : ୨୦୦୨ (ସମସ୍ତେ) ରୁମୁକୁଝୁମାନା..ରୁମୁକୁଝୁମାନା..ରୁମୁକୁଝୁମାନା.. ରୁମୁକୁଝୁମାନା..ରୁମୁକୁଝୁମାନା..ରୁମୁକୁଝୁମାନା.. (ପୁ) ବାହାଲେ ବୁନିଲି ଧାନ ବାହାଲେ ବୁନିଲି ଧାନ ହେ ହେ ହେ (ଝି-ସମସ୍ତେ) ନାକ୍‌ତିନିନାଂ..ନାକ୍‌ତିନିନାଂ..ନାକ୍‌ତିନିନାଂ..ନାକ୍‌ତିନିନାଂ.. (ପୁ-ସମସ୍ତେ) ବାହାଲେ ବୁନିଲି ଧାନ  ବାହାଲେ ବୁନିଲି ଧାନ ବାହାଲେ ବୁନିଲି ଧାନ  ବାହାଲେ ବୁନିଲି ଧାନ ମନର୍ କଥା ପଦେ କହ ମୋର୍ ଧନ ମନର୍ କଥା ପଦେ କହ ମୋର୍ ଧନ (ପୁ) ହାଏକି ସତେ ଝାଁଏକି ମାରେ      ଝାଁଏକି ସତେ ହାଏକି ମାରେ (ପୁ-ସମସ୍ତେ) କାଁଏ ଯେ ମନ ଗୁମାନ     କାଁଏ ଯେ ମନ ଗୁମାନ କାଁଏ ଯେ ମନ ଗୁମାନ    କାଁଏ ଯେ ମନ ଗୁମାନ ହେ ହେ ଲଟ୍ କଲା ଲଟ୍‌କନା କାଁଏ ଗରମ୍ ଚାହା ଚଟ୍ କଲା ଲଟ୍ କଲା ଲଟ୍‌କନା କାଁଏ ଗରମ୍ ଚାହା ଚଟ୍ କଲା ଜିବ୍‌ ପୁଡ଼ିଗଲା ହେଜା ଉଡ଼ିଗଲା କପ୍ ପି ଆଏଲା ଭଟ୍‌ କଲା ଜିବ୍‌ ପୁଡ଼ିଗଲା ହେଜା ଉଡ଼ିଗଲା କପ୍ ପି ଆଏଲା ଭଟ୍‌ କଲା ବାହାଲେ ବୁନିଲି ଧାନ  ବାହାଲେ ବୁନିଲି ଧାନ ବାହାଲେ ବୁନିଲି ଧାନ   ବାହାଲେ ବୁନିଲି ଧାନ ମନର୍ କଥା ତୁମେ ସତେ ନାଇଁ ଜାନ ମନର୍ କଥା ତୁମେ ସତେ ନାଇଁ ଜାନ ହାଏକି ସତେ ଝାଁଏକ

ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ - Dayakara Dinabandhu Shubhe Jaau Aaja Dina Lyrics

Image
== ଓଡ଼ିଆ == ଭଜନ : ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ ଭାଷା : ଓଡ଼ିଆ କଣ୍ଠ : ସୁବାସ ଦାସ ଗୀତିକାର : ରାମକୃଷ୍ଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଦୟାକର ଦୀନବନ୍ଧୁ ! ଶୁଭେ ଯାଉ ଆଜ ଦିନ ଦୟାକର ଦୀନବନ୍ଧୁ ! ଶୁଭେ ଯାଉ ଆଜ ଦିନ ଦୟାକର ଦୀନବନ୍ଧୁ ! କର ଯୋଡ଼ି ତୁମ୍ଭ ପାଦେ କରୁଅଛି ନିବେଦନ ଦୟାକର ଦୀନବନ୍ଧୁ ! ଶୁଭେ ଯାଉ ଆଜ ଦିନ ଦୟାକର ଦୀନବନ୍ଧୁ ! ॥ ଅନାଦି ଅନନ୍ତ ହରି କ୍ଷୀର ସାଗର ବିହାରୀ ଅନାଦି ଅନନ୍ତ ହରି କ୍ଷୀର ସାଗର ବିହାରୀ ଲକ୍ଷ୍ମୀଦେବୀ ମନୋହାରୀ ପ୍ରଭୁ ପତିତପାବନ ଦୟାକର ଦୀନବନ୍ଧୁ ! ଶୁଭେ ଯାଉ ଆଜ ଦିନ ଦୟାକର ଦୀନବନ୍ଧୁ ! ॥୧॥ ଜଗଜ୍ଜନ ହିତକାରୀ ଦଶ ଅବତାରଧାରୀ ଜଗଜ୍ଜନ ହିତକାରୀ ଦଶ ଅବତାରଧାରୀ ମଧୁସୂଦନ ମୁରାରି କାଳୀୟ ଦର୍ପଗଞ୍ଜନ ଦୟାକର ଦୀନବନ୍ଧୁ ! ଶୁଭେ ଯାଉ ଆଜ ଦିନ ଦୟାକର ଦୀନବନ୍ଧୁ ! ॥୨॥ ଯେଣେ ଚକ୍ଷୁ ପଡ଼େ ଚାହିଁ ତୁମ୍ଭ କୀର୍ତ୍ତି ବିରାଜଇ ଯେଣେ ଚକ୍ଷୁ ପଡ଼େ ଚାହିଁ ତୁମ୍ଭ କୀର୍ତ୍ତି ବିରାଜଇ ଭାବି ଚିତ୍ତ ପୁଲକଇ ହେ ଭକ୍ତହୃଦ ଚନ୍ଦନ ଦୟାକର ଦୀନବନ୍ଧୁ ! ଶୁଭେ ଯାଉ ଆଜ ଦିନ ଦୟାକର ଦୀନବନ୍ଧୁ ! ॥୩॥ ତୁମ୍ଭେ ଏ ସଂସାରେ ସାର ଆଉ ସବୁ ମାୟା ଘୋର ତୁମ୍ଭେ ଏ ସଂସାରେ ସାର ଆଉ ସବୁ ମାୟା ଘୋର କୃତାନ୍ତଭୟୁ ଉଦ୍ଧର କହେ ରାମକୃଷ୍ଣ ଦୀନ ଦୟାକର ଦୀନବନ୍ଧୁ ! ଶୁଭେ ଯାଉ ଆଜ ଦିନ ଦୟାକର ଦୀନବନ୍ଧୁ ! କର ଯୋଡ଼ି

ଆଜି ଆକାଶେ କି ରଙ୍ଗ ଲାଗିଲା (ଧୀରେ ଧୀରେ କିଏ ସେ ଛୁଇଁ ଦେଇଗଲା) - Aaji Akashe Ki Ranga Lagila (Dhire Dhire Kie Se Chhuin Deigala) Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଆଜି ଆକାଶେ କି ରଙ୍ଗ ଲାଗିଲା ଭାଷା : ଓଡ଼ିଆ ଚଳଚିତ୍ର : ଆକାଶେ କି ରଙ୍ଗ ଲାଗିଲା କଣ୍ଠ : ନିବେଦିତା (ନମିତା ଅଗ୍ରୱାଲ), ଉଦିତ ନାରାୟଣ ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ବିକାଶ ଦାସ ମସିହା : ୨୦୦୯ (ଝି) ଧୀରେ ଧୀରେ କିଏ ସେ ଛୁଇଁ ଦେଇଗଲା ଧୀରେ ଧୀରେ କିଏ ସେ ମନ ଚୋରି କଲା ଧୀରେ ଧୀରେ କିଏ ସେ ଛୁଇଁ ଦେଇଗଲା ଧୀରେ ଧୀରେ କିଏ ସେ ମନ ଚୋରି କଲା (ପୁ) ସକାଳୁ ସକାଳୁ ଆଖି ଖୋଲୁ ଖୋଲୁ ସକାଳୁ ସକାଳୁ ଆଖି ଖୋଲୁ ଖୋଲୁ ଏ ଦୁନିଆଟା ଲାଗେ ରଙ୍ଗିଲା ଆଜି ଆକାଶେ କି ରଙ୍ଗ ଲାଗିଲା (ଝି) ଆଜି ଆକାଶେ କି ରଙ୍ଗ ଲାଗିଲା (ପୁ) ଆଜି ଆକାଶେ କି ରଙ୍ଗ ଲାଗିଲା (ଝି) ଆଜି ଆକାଶେ କି ରଙ୍ଗ ଲାଗିଲା ॥ (ପୁ) ଆକାଶରେ ନାହିଁ ମେଘ ନାହିଁ ଆଜି ଝଡ଼ ଆଖିରେ ତା ଅସୁମାରି ସପନର ଭିଡ଼ ହୋ..ଆକାଶରେ ନାହିଁ ମେଘ ନାହିଁ ଆଜି ଝଡ଼ ଆଖିରେ ତା ଅସୁମାରି ସପନର ଭିଡ଼ (ଝି) ସପନର ସୁନାପକ୍ଷୀ ଝାଡ଼ି ସୁନାପର ଉଡ଼ି ଉଡ଼ି କହେ ସାରା ଆକାଶଟା ମୋର ଆକାଶଟା ମୋର (ପୁ) ଧୀରେ ଧୀରେ ସପନେ ଯିଏ ଦେଖା ହେଲା ଧୀରେ ଧୀରେ ସତରେ ସିଏ ସାଥୀ ହେଲା (ଝି) ତାଆରି ସାଥୀରେ ବାଟ ଚାଲୁ ଚାଲୁ ତାଆରି ସାଥୀରେ ବାଟ ଚାଲୁ ଚାଲୁ ଏ ବାଟ ସାରା ଫୁଲ ଫୁଟିଲା (ପୁ) ଆଜି ଆକାଶେ କି ରଙ୍ଗ ଲାଗିଲା (ଝି) ଆଜି ଆକାଶେ କି ରଙ୍ଗ ଲାଗିଲା (ପୁ) ଆଜି ଆକାଶେ କି ରଙ୍ଗ ଲାଗିଲା (ଝି) ଆଜ

କହିବାକୁ ଲାଜ ସଖୀ ଯାହା ହେଲା - Kahibaku Laja Sakhi Jaha Hela Lyrics

Image
== ଓଡ଼ିଆ == ଗୀତ : କହିବାକୁ ଲାଜ ସଖୀ ଯାହା ହେଲା ଭାଷା : ଓଡ଼ିଆ ଆଲବମ : ଶ୍ୟାମ ନାଗର କଣ୍ଠ : ଭୁବନେଶ୍ଵରୀ ମିଶ୍ର ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ କହିବାକୁ ଲାଜ ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ॥ ପହୁଡ଼ିଥିଲେ ଜଣା ନ ଥିଲା ମୋତେ ବୀଣା ପହୁଡ଼ିଥିଲେ ଜଣା ନ ଥିଲା ମୋତେ ବୀଣା ଆଳାପେ ଲଗାଇଲି ଗେଲେ ଲୟ କାନ୍ତ ମୋ ଗଣ୍ଡେ ଆସି ଚୁମ୍ବିଲେ ପରଶଂସି କାନ୍ତ ମୋ ଗଣ୍ଡେ ଆସି ଚୁମ୍ବିଲେ ପରଶଂସି ମରମୁ ବଳିଗଲା ସେ ସମୟ କହିବାକୁ ଲାଜ ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ॥୧॥ ଖସିପଡ଼ିଲା କରୁ ବିପଞ୍ଚୀ ଧରୁ ଧରୁ ଖସିପଡ଼ିଲା କରୁ ବିପଞ୍ଚୀ ଧରୁ ଧରୁ ମେରୁ ଗରୁଆ ହେଲା ଗଭାଫୁଲ ଟେକି ନୋହିଲା ମୁଖ ତହିଁ ପଞ୍ଚବିଶିଖ ଟେକି ନୋହିଲା ମୁଖ ତହିଁ ପଞ୍ଚବିଶିଖ ଚଣ୍ଡାଳ କଲା କେତେ କଲବଲ କହିବାକୁ ଲାଜ ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ॥୨॥ କେତେ କଥାକୁ ଏତେ ଦଶା ଲଖିବି ଚିତ୍ତେ କି ନ କଲା ଏ ଲାଜ ଘେନ ମନେ କିପରି ଗୋ ସଙ୍ଗାତ ବିପରୀତ ସୁରତ କିପରି ଗୋ ସଙ୍ଗାତ ବିପରୀତ ସୁରତ ରସକୁ ରସୁଥାନ୍ତି କାମା ମାନେ କହିବାକୁ ଲାଜ ସଖୀ ଯାହା ହେଲା ସଖୀ ଯାହା ହେଲା ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ॥୩॥ YouTube ରେ କହିବାକୁ ଲାଜ ସଖୀ ଯାହା ହେଲା == English == Song : Kahibaku Laja Sakhi

ମୋ ହୃଦୟ କିଛି କହିଲା ତୋ ହୃଦୟ କିଛି ଶୁଣିଲା - Mo Hrudaya Kichhi Kahila To Hrudaya Kichhi Sunila Lyrics

Image
== ଓଡ଼ିଆ == ଗୀତ : ମୋ ହୃଦୟ କିଛି କହିଲା ଭାଷା : ଓଡ଼ିଆ ଆଲବମ : ଦୁଇଟି ହୃଦୟ କଣ୍ଠ : ଅଭିଜିତ ଭଟ୍ଟାଚାର୍ଯ୍ୟ, ନିବେଦିତା (ନମିତା ଅଗ୍ରୱାଲ) ଗୀତିକାର : ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ : ଶରତ ନାୟକ ମସିହା : ୨୦୦୭ (ପୁ) ମୋ ହୃଦୟ କିଛି କହିଲା ତୋ ହୃଦୟ କିଛି ଶୁଣିଲା (ଝି) ମୋ ହୃଦୟ କିଛି କହିଲା ତୋ ହୃଦୟ କିଛି ଶୁଣିଲା (ପୁ) ଦୁଇ ହୃଦୟର ଭେଟ ହେଲା ପରେ ଧୀରେ ଧୀରେ ପ୍ରେମ ହେଲା..ହାଁ (ଝି) ଧୀରେ ଧୀରେ ପ୍ରେମ ହେଲା (ପୁ) ମୋ ହୃଦୟ କିଛି କହିଲା (ଝି) ତୋ ହୃଦୟ କିଛି ଶୁଣିଲା ॥ (ଝି) ଆଗରୁ ତ କେବେ ଥରେ ଏଇ ମୋର ହୃଦୟରେ ଟିକେ ହେଲେ..ଟିକେ ହେଲେ ପ୍ରେମରଙ୍ଗ ଲାଗିନଥିଲା ହୋ..ତତେ ଦେଖି ଦେଲା ପରେ ସେଇ ଦିନ ନିରୋଳାରେ ଛାତି ତଳେ..ଛାତି ତଳେ ଫଗୁଣର ଋତୁ ଆସିଲା (ପୁ) ମୋ ହୃଦୟ କିଛି ଲେଖିଲା ତୋ ହୃଦୟ କିଛି ପଢ଼ିଲା (ଝି) ମୋ ହୃଦୟ କିଛି ଲେଖିଲା ତୋ ହୃଦୟ କିଛି ପଢ଼ିଲା (ପୁ) ଦୁଇ ହୃଦୟର ଲେଖାପଢ଼ା ପରେ ଧୀରେ ଧୀରେ ପ୍ରେମ ହେଲା..ହାଁ (ଝି) ଧୀରେ ଧୀରେ ପ୍ରେମ ହେଲା (ପୁ) ମୋ ହୃଦୟ କିଛି କହିଲା ତୋ ହୃଦୟ କିଛି ଶୁଣିଲା ॥୧॥ (ପୁ) ରାତି ଯାଏ ରାତି ଆସେ ତାରା ଫୁଟେ ଜହ୍ନ ହସେ ମନେ ପଡ଼େ..ମନେ ପଡ଼େ କଥା ଯେତେ ତୋ ସାଥିରେ ଅଳପ କହୁ ତୁ ମୋତେ ଅଳପ କହେ ମୁଁ ତୋତେ ଝରି ପଡ଼େ..ଝରି ପଡ଼େ ତାରାଫୁଲ ମୋ ହାତରେ (ଝି) ମୋ ହୃଦୟ କିଛି ଗାଇଲା ତ

ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ - Shaguna Basila Chale Gadilani Bela Lyrics

Image
== ଓଡ଼ିଆ == ଭଜନ : ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ଭାଷା : ଓଡ଼ିଆ ଆଲବମ : ଯମୁନା ଘାଟ କଣ୍ଠ : ନରେନ୍ଦ୍ର କୁମାର ଗୀତିକାର : ସ୍ଵାମୀ ଅରୂପାନନ୍ଦ ଲେବେଲ : ଟି ସିରିଜ୍ ମସିହା : ୨୦୧୦ ଶାଗୁଣା ବସିଲା ଚାଳେ ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ସେରକ ପୂରିଲା ଧନ ନ ପକା ଚାଉଳ ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ସେରକ ପୂରିଲା ଧନ ନ ପକା ଚାଉଳ ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ ଶୋଇ ଦେ ଶୋଇ ଦେ ମତେ ମାଟି ମା' କୋଳ ମାଟି ମା' କୋଳ ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ସେରକ ପୂରିଲା ଧନ ନ ପକା ଚାଉଳ ॥ ଜୀବ ଗଲାବେଳେ ଦେବୁ କୈବଲ୍ୟ ତୁଳସୀ ପଢ଼ୁଥିବୁ ଭାଗବତ ମୋର ପାଖେ ବସି ବ୍ରାହ୍ମଣ ମାନଙ୍କୁ ଡାକି କରି ପାଦପୁଜା ଦଶଦାନ କରିଦେବୁ କମିଯିବ ସଜା କୁଟୁମ୍ବ ଡାକିଣ ଦେବୁ ଅବଢ଼ା ପଖାଳ କୁଟୁମ୍ବ ଡାକିଣ ଦେବୁ ଅବଢ଼ା ପଖାଳ କାଳିଆ ଗୁଣ ଗାଇବୁ ସେହି ମୋର ବଳ ସେହି ମୋର ବଳ ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ ସେରକ ପୁରିଲା ଧନ ନ ପକା ଚାଉଳ ॥୧॥ ଏ ଜୀବନ ଯଉବନ କିଛି ନୁହେଁ ଚିର ମରଣ ନଈରେ ପ୍ରାଣ ହୁଅଇ ଅସ୍ଥିର ମରିଗଲା ବେଳେ ଧନ କାନ୍ଦିବୁ ତୁ ନାହିଁ କୋକେଇରେ ବୋହିନେବୁ ଡାକି ସାହିଭାଇ ବୁଝାଇ କହିବୁ ଯାଇ ମା'କୁ ତୋହର ବୁଝାଇ କହିବୁ ଯାଇ ମା'କୁ ତୋହର ନିଆଁ ବରିଆରେ ମୋର ସରିଯିବ ଖେଳ ସରିଯିବ ଖେଳ ଶାଗୁଣା ବସିଲା ଚ

ମାଣିକ ଆଲୋ ଆଲୋ ମାଣିକ - Manika Aalo Aalo Manika Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମାଣିକ ଆଲୋ ଆଲୋ ମାଣିକ ଭାଷା : ଓଡ଼ିଆ ଚଳଚିତ୍ର : ଶେଷ ଶ୍ରାବଣ କଣ୍ଠ : ଚିତ୍ତ ଜେନା, ମହମ୍ମଦ ହବିବ୍ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୬ (ପୁ-୧+ପୁ-୨) ମାଣିକ ଆଲୋ ଆଲୋ ମାଣିକ ଏ ମୋର ମାଣିକ (ପୁ-୧) କାହିଁକି ଶୁଖିଛି ତୋ ଚନ୍ଦ୍ରମୁଖ (ପୁ-୨) ଆସିବେ ବୋଲି କି ବ୍ରଜରସିକ (ପୁ-୧+ପୁ-୨) ମାଣିକ ଆଲୋ ଆଲୋ ମାଣିକ ଏ ମୋର ମାଣିକ ॥ (ପୁ-୧) ମାଣିକକୁ କିଏ ମାଇଲା ମାଡ଼ (ପୁ-୨) ଭାଙ୍ଗି ପକାଇଲା ପଞ୍ଜରା ହାଡ଼ (ପୁ-୧) ଆମ ମାଣିକ ତ ମୁଖ ଝଟକି (ପୁ-୨) ଗାଁ ଝିଅ ଯେତେ ବାନ୍ଦର ମୁଖି (ପୁ-୧) ମାଣିକ ଆମର ସୁନା କନିଆଁ (ପୁ-୨) ସାଇ ପଡ଼ିଶାଙ୍କ ମୁହଁରେ ନିଆଁ (ପୁ-୧+ପୁ-୨) ହଜି ଯାଇଥିଲେ ଖୋଜି ଆଣିବୁ ଭାଙ୍ଗି ଯାଇଥିଲେ ଗଢ଼ାଇ ଦେବୁ (ପୁ-୧) ହସିଦେ ଅଳପ ଯାଉ ଲୋ ଦୁଃଖ (ପୁ-୧+ପୁ-୨) ମାଣିକ ଆଲୋ ଆଲୋ ମାଣିକ ଏ ମୋର ମାଣିକ ॥୧॥ (ପୁ-୧) ଭୂଇଁରୁ ଜନକ ପାଇଲେ ସୀତା ପାଳିଲେ ନିଜର କରି ଦୁହିତା (ପୁ-୨) ସୀତା ବିଭା ଲାଗି ଋଷି ପ୍ରବର କଲେ ସ୍ଵୟମ୍ବର ହୋଇ ଆତୁର (ପୁ-୧) ଶେଷେ ଯା' ହାତେ କଲେ କନ୍ୟାଦାନ (ପୁ-୨) ରାମଚନ୍ଦ୍ର ସେତ ରଘୁନନ୍ଦନ (ପୁ-୧+ପୁ-୨) ଆଣିଛୁ ତୋତେ ଲୋ ପାଣିରୁ ଛାଣି ରାଜା ହାତେ ଦେଇ କରିବୁ ରାଣୀ (ପୁ-୧) ଭୁଲି ନ ଯିବୁ ଲୋ ସିନିହ ଟିକ (ପୁ-୧+ପୁ-୨) ମାଣିକ ଆଲୋ ଆଲୋ ମାଣିକ

ହସି ହସାଇବା ସକଳ ଜନେ (ଖସାଇ ରାତିର କଳା ପରଦାଟି) - Hasi Hasaiba Sakala Jane (Kasai Ratira Kala Paradati) Lyrics

Image
== ଓଡ଼ିଆ == ଗୀତ : ହସି ହସାଇବା ସକଳ ଜନେ ଭାଷା : ଓଡ଼ିଆ ଖସାଇ ରାତିର କଳା ପରଦାଟି             ହସି ହସି ରବି ଆସଇ ଉଇଁ ସୁନେଲି ଆଲୁଏ ଭସାଇ ଦିଏ ସେ             ବଣ ବିଲ ନଈ ପାହାଡ଼ ଭୂଇଁ ॥୧॥ ଜାତି ଜାତି ଫୁଲ ବାଡ଼ି ବଗିଚାରେ             ହସଇ କଅଁଳ ପାଖୁଡ଼ା ମେଲି ଚଉଦିଗ ଭରି ଆପଣା ମହକେ             ଥିରି ଥିରି ଝୁଲେ ପବନେ ଖେଳି ॥୨॥ ଝର ଝର ଝରି ସରୁ ଝରଣାଟି             ତର ତର ହୋଇ ଆଗକୁ ଧାଏଁ ପଥର ଶେଯରେ ଗଡ଼ି ଗଡ଼ି ସେ ଯେ             ତୀର-ତରୁଲତା ହସାଉଥାଏ ॥୩॥ ଝାଡ଼ି ଝାଡ଼ି ଡେଣା ଟିକି ଚଢ଼େଇଟି             ଦୂର ଆକାଶକୁ ଯାଏରେ ଉଡ଼ି ବୁଲି ବୁଲି ଯେବେ ବହୁଡ଼େ ନିଡ଼କୁ             ତିଳେ ହେଲେ ପଥ ନ ଯାଏ ହୁଡ଼ି ॥୪॥ ସାନ ସାନ ଯେତେ ଭାଇ ଭଉଣୀଏ             ମେଳ ହେବା ଆସ ହରଷ ମନେ ନାଚି କୁଦି ଖେଳି ଗୀତ ଗାଇ ଗାଇ             ହସି ହସାଇବା ସକଳ ଜନେ ॥୫॥ ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ - Tara Krushnachuda Rangara Nali Odhani Lyrics

Image
== ଓଡ଼ିଆ == ଗୀତ : ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ ଭାଷା : ଓଡ଼ିଆ ଆଲବମ : ମନ ଆଇନା କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର (ପୁ) ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣୀ ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣୀ ଦକ୍ଷିଣୀ ଝିଅ ପାଟି ଫିଟୁନି ଭାବ ପୀରତି କିଛି ବୁଝୁନି ବଉର କାନି ଛାଡ଼ୁନି (ଝି-ମା) ଆଏ ଅଲ୍‌ପ ରହ ଅଲ୍‌ପ ରହ ପିଲା ଅନାଡ଼ି ତତେ ଚୁଟିକିରେ ପୁଟିକିରେ ଦେବି ସଜାଡ଼ି (ପୁ) ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣୀ (ପୁ-ସମସ୍ତେ) ଆଲୋଆଲୋ..ଆଲୋଆଲୋ..ଆଲୋଆଲୋ ଆଲୋଆଲୋ..ଆଲୋଆଲୋ..ଆଲୋଆଲୋ ॥ (ପୁ) ଆଲ୍ କହିଲେ କାଲ୍ ବୁଝେ ଚାଲ୍ କହିଲେ ମାଲ୍ ଖୋଷା କହିଲେ ଦୋଷା ବୁଝେ ଝିଅ ସେ କମାଲ୍ ଆରେ ଆଲ୍ କହିଲେ କାଲ୍ ବୁଝେ ଚାଲ୍ କହିଲେ ମାଲ୍ ଖୋଷା କହିଲେ ଦୋଷା ବୁଝେ ଝିଅ ସେ କମାଲ୍ ଚେହେରା ତାର ପୁରା ଲହୁଣୀ ପାଖକୁ ଗଲେ ମାରେ କହୁଣୀ ବଉକୁ ଡାକେ ବାୟଣୀ (ଝି) ଆମା ଦେକ୍ ଲୋ ଦେକ୍ ଲୋ କାଣ କହୁସି ତାକୁ ସିଗୁଲେଇ ସିଗୁଲେଇ କାତ୍‌ କହୁସି (ପୁ) ତାର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣୀ (ପୁ-ସମସ୍ତେ) ଆଲୋଆଲୋ..ଆଲୋଆଲୋ..ଆଲୋଆଲୋ ଆଲୋଆଲୋ..ଆଲୋଆଲୋ..ଆଲୋଆଲୋ ॥୧॥ (

ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି - Dekhi Se Banamalli Radha Hele Batuli Lyrics

Image
== ଓଡ଼ିଆ == ଭଜନ : ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି ଭାଷା : ଓଡ଼ିଆ ଚଳଚିତ୍ର : ମମତା କଣ୍ଠ : ଚିତ୍ତ ଜେନା, ପି. ସୁଶୀଲା ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୫ (ପୁ) ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି ଗଭାରେ ଖୋଷିଲେ ଯତନେ ଚାତୁରୀ ଗଭାରେ ଖୋଷିଲେ ଯତନେ ଚାତୁରୀ ମଣ୍ଡିଲେ ମଥାମଣି ନୂପୁରେ ପାଦ ବେନି ଆସିବେ ବୋଲି କୁଞ୍ଜେ ସେ ବନମାଳୀ ॥ (ପୁ) ରାଧା ମନ ଅଧିର ନ ଦେଖି ଶ୍ୟାମସୁନ୍ଦର କିମ୍ପା ଏତେ ଉଛୁର କଲେ ସେ ନଟବର ଆକୁଳ ନ ହୁଅ ଆଗୋ ରାଧାରାଣୀ ଆସିବେ ଘନଶ୍ୟାମ ଅଛିରେ କୁଞ୍ଜବନ ଅଙ୍କରେ ନେବେ ତୋଳି ସେ ବନମାଳୀ ॥୧॥ (ଝି) ଲିଭିଲା ମିଛେସେ ବାସର ଦୀପାଳି  ଲିଭିଲା ମିଛେସେ ବାସର ଦୀପାଳି କାହ୍ନୁଙ୍କ ପ୍ରୀତି ରୀତି ସତେକି ଏମିତି ମଲାଣି ରାଧା ଝୁରି ॥୨॥  YouTube ରେ ଦେଖି ସେ ବଣମଲ୍ଲି == English == Bhajan : Dekhi Se Banamalli Radha Hele Batuli Language : Odia Movie : Mamata Singer : Chitta Jena, P. Suseela Lyricist : Prafulla Kara Music Director : Prafulla Kara Year : 1975 (M) Dekhi se banamalli Radha hele batuli Gabhare khosile jatane chaturi Gabhare khosile jatane chaturi Mandile mathamani nupure pada beni Asibe boli kunje se

ଏ ଜୀବନର ବନ୍ଧନ ଲୁହରେ ହସେ ଫଗୁଣ - E jibanara Bandhana Luhare Hase Phaguna Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଏ ଜୀବନର ବନ୍ଧନ ଭାଷା : ଓଡ଼ିଆ ଚଳଚିତ୍ର : ଓ ମାଇଁ ଲଭ୍ କଣ୍ଠ : ପଙ୍କଜ ଜାଲ, ସଂଗୀତା ମିଶ୍ର (ପାମ୍ମି) ଗୀତିକାର : ବିଜୟ ମଲ୍ଲ ସଂଗୀତ ନିର୍ଦ୍ଦେଶକ : ପ୍ରଭାଂଶୁ ସାମନ୍ତରାଏ ମସିହା : ୨୦୦୫ (ପୁ) ଆ... ଆ..ଆଆଆ.. (ପୁ) ଏ ଜୀବନର ବନ୍ଧନ ଲୁହରେ ହସେ ଫଗୁଣ କି ଭଲମନ୍ଦ କି ହସକାନ୍ଦ ହଁ ଆଜି କାଇଁ ଲାଗେ ସବୁ ସମାନ ଏଇ ବୋଧେ ପ୍ରେମ ଏଇ ବୋଧେ ପ୍ରେମ (ଝି) ଏ ଜୀବନର ବନ୍ଧନ ନିଆଁରେ ଜଳେ ଶ୍ରାବଣ କି ଜହ୍ନରାତି କି ଖରାତାତି ହଁ ଆଜି କାଇଁ ଲାଗେ ସବୁ ସମାନ ଏଇ ବୋଧେ ପ୍ରେମ ଏଇ ବୋଧେ ପ୍ରେମ ॥ (ପୁ) ବୟସର ବଗିଚାରେ କେତେ କଣ୍ଟା କେତେ ଫୁଲ (ଝି) ସମୟର ଗାଲିଚାରେ ପାଦ ହୁଏ ଟଳମଳ (ପୁ) ଏ ବାଟରେ ଚାଲୁଚାଲୁ କେବେ ମେଘ କେବେ ଝଡ଼ି (ଝି) ହୃଦୟ ହାରିଲେ ଥରେ ଝଡ଼ ହୁଏ ଚଇତାଳି (ପୁ) ଏ ଭଙ୍ଗା ଗଢ଼ା ସପନ ଛାତିକୁ କରେ ପାଷାଣ କି ବାଟଘାଟ କି ଫୁଲହାଟ ହଁ ଆଜି କାଇଁ ଲାଗେ ସବୁ ସମାନ (ଝି+ପୁ) ଏଇ ବୋଧେ ପ୍ରେମ ଏଇ ବୋଧେ ପ୍ରେମ ॥୧॥ (ଝି) ଏ ଆଖିର ଲୁହ ଦେଖି ସେ ଆଖିରୁ ଝରେ ଲହୁ (ପୁ) ଏ ମନେ ବସନ୍ତ ଆସେ ସେ ମନରେ ଶୁଭେ କୁହୁ (ଝି) ଏମିତିକା ସୁଖ ଇଏ ଦୁଃଖରେ ଗଢ଼ା ଯା ଦେହ (ପୁ) ଏମିତିକା ସପ୍ନ ଇଏ ସତଠୁ ଅଳପ ଲୁହ (ଝି) ଏ ହୃଦୟର ମିଳନ ଯେମିତି ଫୁଲ ଚନ୍ଦନ କି ସତମିଛ କି ପାପପୂଣ୍ୟ ହଁ ଆଜି କାଇଁ ଲାଗେ ସବୁ ସମାନ (ଝି+ପୁ)

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ