Posts

Showing posts from 2012

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆହେ ଦୟାମୟ ବିଶ୍ଵବିହାରୀ ଘେନ ଦୟାବହି ମୋର ଗୁହାରି - Ahe Dayamaya Biswabihari Ghena Dayabahi Mora Guhari Lyrics

Image
== ଓଡ଼ିଆ == ଗୀତ : ଆହେ ଦୟାମୟ ବିଶ୍ଵବିହାରୀ ଭାଷା : ଓଡ଼ିଆ ଚଳଚିତ୍ର : ବଳିଦାନ କଣ୍ଠ : ପ୍ରଫୁଲ୍ଲ କର, ବାଣୀ ଜୟରାମ ଗୀତିକାର : ରାମକୃଷ୍ଣ ନନ୍ଦ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୮ ଆହେ ଦୟାମୟ ବିଶ୍ଵବିହାରୀ ଘେନ ଦୟାବହି ମୋର ଗୁହାରି ॥ ଜଳ ସ୍ଥଳ ବନ ଗିରି ଆକାଶ ତୁମ ଲୀଳା ସବୁଠାରେ ପ୍ରକାଶ ॥  ତୁମେ ଶୁଭ ବୁଦ୍ଧି ପରା ଶିଖାଅ ମୋତେ ଭଲ ବାଟ ପରା ଦେଖାଅ ॥ ମୋର କାମକୁ କରାଅ ସରସ ମୋର ମୁଖେ ଦିଅ ଚିର ହରଷ ॥  ମୋତେ ଖଳ ଅଳସୁଆ ନିକଟେ ନିଅ ନାହିଁ ସୁଖେ ଅବା ସଙ୍କଟେ ॥ ଦୁଃଖି ଅରକ୍ଷିତ ସେବା କାରଣେ ବଳ ଦିଅ ମୋର କର ଚରେଣେ ॥  ତୁମ ଚରଣ ରେ ମୋର ଭକତି ଦିଅ ବିପଦେ ସାହସ ଶକତି ॥ କୁଟ କପଟ ସ୍ଵଭାବ ଯାହାର ତାଙ୍କୁ ଦୂରୁ ମୁଁ କରଇ ଜୁହାର ॥ ମୋତେ ନମିଶାଅ ତାଙ୍କ ସାଥିରେ ସଦା ରଖ ସାଧୁଜନ କତିରେ ॥ ଦୟା ବିନୟ ହେଉ ମୋ ଭୂଷଣ କାହା ମନେ ନ ଦିଏ ମୁଁ କଷଣ ॥ ସତ କହିବାକୁ କିଆଁ ଡରିବି ସତ କହି ପଛେ ମାଲେ ମରିବି ॥ ମୋତେ ଏତିକି ଶିଖାଅ ସାଇଁ ହେ ମୋର ଧନ ଜନ ଲୋଡା ନାହିଁ ହେ ॥ YouTube ରେ ଆହେ ଦୟାମୟ ବିଶ୍ଵ ବିହାରୀ   == English == Song : Ahe dayamaya Biswabihari Language : Odia Film : Balidana Singer : Prafulla Kara, Vani Jayaram Lyricist : Ramakrushna Nanda Music Director : Prafulla Kara Nanda Year : 1978 Ahe dayamaya bishwabihar

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

Image
== ଓଡ଼ିଆ == ଶ୍ଳୋକ / ଭଜନ : ଶ୍ରୀ ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) ଭାଷା : ସଂସ୍କୃତ କଣ୍ଠ : ପଣ୍ଡିତ ସୂର୍ୟନାରାୟଣ ରଥଶର୍ମା ଗୀତିକାର : ଆଦି ଶଙ୍କାରାଚାର୍ଯ୍ୟ କଦାଚିତ୍   କାଳିନ୍ଦୀ   ତଟ   ବିପିନ   ସଙ୍ଗୀତ କରବୋ ମୁଦାଭୀରୀ   ନାରୀ ବଦନ କମଳାସ୍ଵାଦ ମଧୁପଃ ରମା ଶମ୍ଭୁ ବ୍ରହ୍ମାମର   ପତି   ଗଣେଶାର୍ଚିତ   ପଦୋ ଜଗନ୍ନାଥଃ   ସ୍ଵାମୀ   ନୟନ ପଥ ଗାମୀ   ଭବତୁ   ମେ ॥୧॥  ଭୁଜେ   ସବ୍ୟେ   ବେଣୁଂ   ଶିରସି   ଶିଖି   ପୁଛଂ   କଟି   ତଟେ ଦୁକୂଳଂ   ନେତ୍ରାନ୍ତେ   ସହଚର କଟାକ୍ଷଂ   ବିଦଧତେ ସଦା   ଶ୍ରୀମଦ ବୃନ୍ଦାବନ ବସତି   ଲୀଲା   ପରିଚୟୋ ଜଗନ୍ନାଥଃ   ସ୍ଵାମୀ   ନୟନ   ପଥ   ଗାମୀ   ଭବତୁ   ମେ ॥୨॥   ମହାମ୍ଭୋଧେସ୍ତୀରେ   କନକ   ରୁଚିରେ   ନୀଳ   ଶିଖରେ ବସନ୍   ପ୍ରାସାଦାନ୍ତଃ   ସହଜ   ବଲଭଦ୍ରେଣ   ବଳିନା ସୁଭଦ୍ରା   ମଧ୍ୟସ୍ଥଃ   ସକଳ   ସୁର   ସେବା   ବସରଦୋ ଜଗନ୍ନାଥଃ   ସ୍ଵାମୀ   ନୟନ   ପଥ   ଗାମୀ   ଭବତୁ   ମେ ॥୩॥  କୃପା   ପାରାବାରଃ   ସଜଳ   ଜଳଦ   ଶ୍ରେଣୀ   ରୁଚିରୋ ରମା   ବାଣୀ   ରାମଃ   ସ୍ଫୁରଦ୍   ଅମଳ   ପଙ୍କେରୁହ   ମୁଖଃ ସୁରେନ୍ଦ୍ରୈର୍   ଆରାଧ୍ୟଃ   ଶୃତି   ଗଣ   ଶିଖା   ଗୀତ   ଚରିତୋ ଜଗନ୍ନାଥଃ   ସ୍ଵାମୀ   ନୟନ   ପଥ   ଗାମୀ   ଭବତୁ   ମେ ॥୪॥    ରଥାରୂଢୋ   ଗଚ୍ଛନ୍   ପଥି   ମିଳିତ ଭୂଦେବ ପଟଳୈଃ

Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୨

Image
ଉପାୟ - ୨: Google Transliteration Tool ଉପାୟ - ୧ ରେ ଆମେ Microsoft Indic Language Input Tool ବିଷୟରେ ଶିଖି ଥିଲୁ। ଏବେ Google Transliteration Tool ବିଷୟ ରେ ଶିଖିବୁ। ଏ Google Transliteration tool ଟିକୁ use କରି ଭାରତର ପ୍ରାୟ ସବୁ ଭାଷାରେ ଆପଣ ଲେଖି ପାରିବେ ଗୋଟିଏ editor ରେ। ତଳ link କୁ right click କରି "Open link in New Tab" option select କରନ୍ତୁ। http://google.com/transliterate/ Page open ହେଲା ପରେ, ବାମ ପଟେ ଯେଉଁଠି Hindi ଲେଖା ହୋଇଛି ସେଇଠି click କରନ୍ତୁ।  Dropdown ରୁ Oriya select କରନ୍ତୁ।  ତା ପରେ editor ରେ Enhlish ରେ ଆପଣଙ୍କ ନାମ ଲେଖି ଚାଲନ୍ତୁ। Space bar ଦବାଇବା କ୍ଷଣି ଆପଣଙ୍କ English ଲେଖା, ଓଡ଼ିଆରେ ଲେଖି ହୋଇଯିବ। ବିଶେଷ ସୂଚନା:  ଓଡ଼ିଆ ରେ ଠିକ୍ ଭାବେ ପଢିବା ଓ ଲେଖିବା ପାଇଁ ନୂଆ Operating System, Windows Vista, Windows 7 ବ୍ୟବହାର କରନ୍ତୁ। ଆପଣ ଯଦି ପୁରୁଣା Operating System ଯଥା Windows XP ବ୍ୟବହାର କରୁଥାନ୍ତି, ଓଡ଼ିଆ ଶବ୍ଦ ଗୁଡ଼ିକ Computer ରେ ଠିକ୍ ଭାବେ ଦେଖାଯିବ ନାହିଁ। ... ... କ୍ରମଶଃ। ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୧

Image
Computer ରେ ଓଡ଼ିଆ ଲେଖିବା ଏବେ ସହଜ ହେଇଗଲାଣି। ଏବେ ଚାଲାନ୍ତୁ ସବୁଠୁ ସହଜ ଉପାୟରେ ଓଡ଼ିଆ ଲେଖିବା। ମାନେ ରଖନ୍ତୁ, English keyboard ସାହାଯ୍ୟରେ ବି ଓଡ଼ିଆ ଲେଖି ହେବ। English ରେ ଓଡ଼ିଆ ଲେଖିବା କୁ Transliteration କହନ୍ତି । Transliteration ଉଦାହରଣ: Apana ebe Smaranika padhuchhanti. Translation ଉଦାହରଣ: You are now reading The Smaranika. ଉପାୟ - ୧: Microsoft Indic Language Input Tool ତଳ link କୁ right click କରି "Open link in New Tab" option select କରନ୍ତୁ। http://specials.msn.co.in/ilit/Oriya.aspx Page open ହେଲା ପରେ, ଓଡ଼ିଆ ରେ ଲେଖିବା ପାଇଁ ଗୋଟେ box ଦେଖିବେ। ସେଇଠି କିଛି ଲେଖନ୍ତୁ, ଯେପରି, ଆପଣଙ୍କ ନାମ - ଯେମିତି English ରେ ଲେଖନ୍ତି, ସେମିତି ଲେଖନ୍ତୁ। ତଳ ଉଦାହରଣ ରେ smaraNiKa ଲେଖା ହୋଇଛି, ଯେଉଁଠି N ଓ K capital letter ରେ ଲେଖା ହୋଇଛି ଆ କାର ଫଳା ବା ମାତ୍ରା ପାଇଁ। ଏ ବିଷୟ ରେ ପରେ ଜଣାଇବି। Space bar hit କରିବା କ୍ଷଣି ଆପଣଙ୍କ ନାମ ଓଡ଼ିଆରେ ଲେଖି ହୋଇଯିବ। ଏବେ ଆପଣଙ୍କ ଲେଖା ସବୁ Offline access କରିବା ପାଇଁ Microsoft Word ବା ଅନ୍ୟ Word Processing editor ରେ copy paste କରି ଦିଅନ୍ତୁ। ତାପରେ file କୁ save କରି ଦିଅନ୍ତୁ। ବିଶେଷ ସୂଚନା: ଓ

ସ୍ମରଣିକା ର ଅଭିପ୍ରାୟ

"ଦି ସ୍ମରଣିକା  " (thesmaranika.blogspot.in) ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ କିଛି ଲେଖିବା ପାଇଁ ତାର କ୍ଷୁଦ୍ର ପ୍ରୟାସ ଆରମ୍ଭ କରୁଛି। ଭାରତ ର ଅନ୍ୟ ଭାଷା ମାନଙ୍କ ତୁଳନା ରେ ଓଡ଼ିଆ ୱେବସାଇଟ (website) ଓ ବ୍ଲଗ (blog) ର ଅଭାବ ରହିଛି। ସେଇ ଅଭାବ କୁ ଦୂର କରିବା ପାଇଁ ସ୍ମରଣିକା ତାର କ୍ଷୁଦ୍ର ଅବଦାନ ଜାରି ରଖିବ। ଆଶା, ସ୍ମରଣିକା ର ଲେଖା ଆପଣଙ୍କ ମନଛୁଆଁ ହେବ। ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ