Posts

Showing posts from October, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବିତିଲା ତ ଯାମିନୀ ମଉଳିଲା କାମିନୀ - Bitila Ta Jamini Maulila Kamini Lyrics

Image
== ଓଡ଼ିଆ == ଗୀତ : ବିତିଲା ତ ଯାମିନୀ ମଉଳିଲା କାମିନୀ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କାଳୀଚରଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୧॥ ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ନୀର ଝରି ସହୀରେ ନୀର ଝରି ସହୀରେ ଧାରସାର ହେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୨॥ କହିବୁରେ ସମ ଯାଇ ମୋହନ ବଂଶୀ ବଜାଇ ଝୁରି ଦିନ ରଜନୀ ଝୁରି ଦିନ ରଜନୀ ରାଧା ଝୁରି ମଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୩॥ ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଦଗାଦାର ଶ୍ୟାମ ହେ ଦଗାଦାର ଶ୍ୟାମ ହେ କଣ୍ଟ ବିତି ଗଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୪॥ ଶବ୍ଦାର୍ଥ ଯାମିନୀ - ର

ଜହ୍ନ ରାଇଜରେ ଜାଗାଟେ କିଣିଛି - Janha Raijare Jagate Kinichhi Lyrics

Image
== ଓଡ଼ିଆ == ଗୀତ : ଜହ୍ନ ରାଇଜରେ ଜାଗାଟେ କିଣିଛି ଭାଷା : ଓଡ଼ିଆ ଆଲବମ : ବିଶ୍ୱ ସୁନ୍ଦରୀ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ଗୁରୁ ଶତପଥୀ ସଂଗୀତ ନିର୍ଦ୍ଦେଶକ : କାର୍ତ୍ତିକ ସାହୁ ମସିହା : ୨୦୦୮ (ପୁ) ଜହ୍ନ ରାଇଜରେ ଜାଗାଟେ କିଣିଛି ତାରା ଫୁଲରେ ଘରଟେ କରିଛି (ଝି) ଲା..ଲାଲା..ଲାଲା..ଲା ଲାଲାଲା..ଲାଲା..ଲାଲା..ଲା ଏହେହେ..ଆହାହା..ଉଁହୁଁହୁଁ ଜୁଜୁଜୁ..ଜୁ..ଜୁ (ପୁ) ଜହ୍ନ ରାଇଜରେ ଜାଗାଟେ କିଣିଛି (ଝି) ଲାଲାଲା..ଲାଲାଲା (ପୁ) ତାରା ଫୁଲରେ ଘରଟେ କରିଛି (ଝି) ଆ..ଆ..ଆ (ପୁ) ଜହ୍ନ ରାଇଜରେ ଜାଗାଟେ କିଣିଛି (ଝି) ଲାଲାଲା..ଲାଲାଲା (ପୁ) ତାରା ଫୁଲରେ ଘରଟେ କରିଛି ସେଇ ଛୋଟ ଘରେ ତୁମ ସାଥିରେ ସେଇ ଛୋଟ ଘରେ ତୁମ ସାଥିରେ ରହିବାକୁ ଦୁନିଆକୁ କହିଦେଇଛି ଜହ୍ନ ରାଇଜରେ ଜାଗାଟେ କିଣିଛି (ଝି) ଲାଲାଲା..ଲାଲାଲା (ପୁ) ତାରା ଫୁଲରେ ଘରଟେ କରିଛି ॥ (ପୁ) ସୂରୁଜ ହେବ ସିନ୍ଦୂର ଟୋପା ପିନ୍ଧେଇବି ହସି ହସି ଓ..ହୋ..ହୋ ଓଢ଼ଣା ଖୋଲି ଗଭାରେ ତୁମ ପାରିଜାତ ଦେବି ଖୋସି (ଝି) ଲାଲାଲା..ଲାଲା..ଲାଲା (ପୁ) ଜହ୍ନ ଜୋଛନାରେ ତୁମ ଓଠରେ ଜହ୍ନ ଜୋଛନାରେ ତୁମ ଓଠରେ ମିଳନର ମଧୁ ଗୀତି ଲେଖିବି କିଛି ଜହ୍ନ ରାଇଜରେ ଜାଗାଟେ କିଣିଛି (ଝି) ଲାଲାଲା..ଲାଲାଲା (ପୁ) ତାରା ଫୁଲରେ ଘରଟେ କରିଛି ॥୧॥ (ପୁ) ମେଘ ଦୋଳିରେ ଝୁଲିବା ବସି ସପନରେ ଭାସି ଭାସି ଓ..କାନିରେ ତୁମ ଆଣି ମୁଁ ଦେବି ସରଗର ସବୁ ଖୁସି (ଝି) ଲାଲାଲା..ଲାଲା..ଲାଲା (ପୁ

ପୃଥିବୀ ପ୍ରତି (ତୁହି ମା ଧରଣୀ ଜନନୀ ମୋହର) - Pruthibi Prati (Tuhi Ma Dharani Janani Mohara) Lyrics

Image
ଫଟୋ କ୍ରେଡିଟ୍ : ଉପରୋକ୍ତ ଫଟୋଟି ପିକ୍ସାବେ ରୁ ଅଣାଯାଇଛି == ଓଡ଼ିଆ == ଗୀତ : ପୃଥିବୀ ପ୍ରତି ଭାଷା : ଓଡ଼ିଆ ଗୀତିକାର : ଭକ୍ତକବି ମଧୁସୂଦନ ରାଓ ତୁହି ମା ଧରଣୀ          ଜନନୀ ମୋହର           ଧରିଛୁ ମା ମୋତେ କୋଳେ ଲୋଟୁଅଛି ସିନ୍ଧୁ          ଚରଣ ତୋହର           ଆହା କି ଉଲ୍ଲାସ ଭୋଳେ ॥୧॥ ରହିଛୁ ଅନାଇ          ଅନନ୍ତ ଗଗନେ           ଆନନ୍ଦରେ ଅନୁକ୍ଷଣ ସେ ମହାଗଗନ          ମହା ଆନନ୍ଦରେ           ନିରେଖଇ ତୋ ଆନନ ॥୨॥ ବିମଳ ପ୍ରଭାତେ          ପୁଣ୍ୟ ସାୟଂକାଳେ           ଦିବାନିଶି ଅବିରଳ ତୋ ଶିରେ ଗଗନ          ଢାଳେ ଶୁଭ୍ରାଲୋକ          ଅବା ଛାୟା ସୁଶୀତଳ ॥୩॥ ତୋହରି ସନ୍ତାନ          ଅଟେ ମୁଁ ଜନନୀ           ତୋର ଦରଶନେ ପ୍ରାଣ ଉଛୁଳି ପଡ଼ଇ          ଆନନ୍ଦ ଉଲ୍ଲାସେ           ମଣଇ ମୁଁ ଭାଗ୍ୟବାନ ॥୪॥ ସୁଧାଧାରା ସମ          ସରିତର ସ୍ରୋତ           ବହୁଅଛି ତୋ ବକ୍ଷରେ ସେ ଅମୃତ ପାନ          ସ୍ଥାବର ଜଙ୍ଗମ           କରୁଛନ୍ତି କି ସୁଖରେ ॥୫॥ ନର ପଶୁ ପକ୍ଷୀ          କୀଟ ତରୁ ଲତା           କାମଧେନୁ ତୁ ସବୁରି ତୋହର ପ୍ରସାଦେ          ସକଳ କାମନା           ଯାଉଅଛି ମୋ ଗୋ ପୂରି ! ॥୬॥   ସ୍ନେହ ରୋମାଞ୍ଚିତ          ଦୂର୍ବାଦଳମୟ           ତୋ ଶ୍ୟାମଳ ଅଙ୍କସ୍ଥଳ ସେ କୋମଳ କୋଳ          ଦେଖିଲେ ନୟନେ           ହୃଦ ହୁଏ ସୁଶୀତଳ ॥୭

ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ - Tumbha Para Prabhu Thaun Thaun Mun Je Budili Bipada Jale Lyrics

Image
== ଓଡ଼ିଆ == ଭଜନ : ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ଭାଷା : ଓଡ଼ିଆ କଣ୍ଠ : ନିମାଇଁ ହରିଚନ୍ଦନ ଗୀତିକାର : ନିତ୍ୟାନନ୍ଦ ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦ ଜଳେ ଏତେବେଳେ ପ୍ରଭୁ ଡ଼ାକ ନ ଶୁଣୁଛ ଯେତେ ଡାକିଲେ ବିକଳେ ମହାପ୍ରଭୁ ହେ ॥୧॥ ଜଳମୀନ ଯେହ୍ନେ ମିହିର ତେଜରେ ତେମନ୍ତ ହେଲାଣି ଦଶା ଏଥିରେ କିଞ୍ଚିତେ କରୁଣା ନହୋଛ ମୁଁ ଯେ କରିଛି ଭରସା ମହାପ୍ରଭୁ ହେ ॥୨॥ ବିପଦ ଧାଡ଼ି ଯେତେ ମାଡ଼ି ପଡ଼ୁଛି କେତେ ହେଁ କହିବି ମନେ ହେଜି ସିଂହ ମୃଗ ଆଗେ ପରାୟେ ତରଙ୍ଗେ ଧଇର୍ଯ୍ୟ ବନ୍ଧ ଯାଉଛି ଭାଜି ॥୩॥ ଯେତେ ରୂପେ ଦଣ୍ଡ ଦୁଃଖ ଦେଉଅଛି କହିବାକୁ ମୋତେ ଆସୁନାହିଁ ଯେତେ ଥିଲା ଆଶ ଆହେ ପିତବାସ ଏମ୍ଭେ ତୁମ୍ଭ ନିରାଶକୁ ଚାହିଁ ॥୪॥ ପ୍ରଭୁ ହୋଇ କୃପା ନ କରୁଛ କିମ୍ପା ଦୀନ ପତିତ ଜନଙ୍କ ଠାରେ ଅତିହି ନିରାଶ ପଣ କରିବାରେ ଭାସିଗଲି ଶୋକନଦୀ ଧାରେ ॥୫॥ ଥାଉ ପ୍ରଭୁପଣ କରୁଣା କୃପଣ ହେବାରୁ ନୀତି କି ନ ଆସଇ ବୁଡ଼ୁଥିଲେ ଭେଳା ତହିଁ କଲେ ହେଳା ଦାରୁଣପଣ କି ଏ ନୁହଇ ॥୬॥ କରୁଣା ନାବିକ ନାବ ଥାଉଁ କୂଳେ ଖେଦ ଜଳଧିରେ ଗଲି ବୁଡ଼ି ତରଳ ତରଙ୍ଗ ଭଉଁରୀ ପ୍ରଖର ଏମନ୍ତ ନଦୀରେ ଦେଲ ଛାଡ଼ି ॥୭॥ ମୁଁ ଯେ ମଲେ ମଲି ଭାସିଗଲେ ଗଲି ତୁମ୍ଭଙ୍କୁ ସିନା ଏ ଅସୁନ୍ଦର ତୁମ୍ଭ ନାମ ଧରି ହେବା ଏତେ ସରି ଜଗତେ କିବା ବୋଲିବେ ନର ॥୮॥ ମୋରେ ଏ ଦୁର୍ଗତି ନ ବାଧଇ ତୁମ୍ଭ ନିନ୍ଦା ଲାଜେ ମରୁଅଛି ପୂର୍ବର

ରାଜି ଥରେ ହେଇଯା ତତେ କରିଦେମି ଘରୱାଲି ରେ (ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ) - Raji Thare Heija Tate Karidemi Gharwali re (Office Band Aaji Form Pakeibu Kali Aa)

Image
== ଓଡ଼ିଆ == ଗୀତ : ରାଜି ଥରେ ହେଇଯା ତତେ କରିଦେମି ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା, ମଣ୍ଟୁ ଛୁରିଆ ଗୀତିକାର : ମଳୟ ରଞ୍ଜନ ସାହୁ ସଂଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ମସିହା : ୨୦୨୦ (ପୁ) ହାଏ ଚିକିଣିଆ ଫେସ୍ ତୋର ଅଣ୍ଟା ହଲା ଚାଲିରେ ହେ ଟୋକାମାନେ ତୋ ପଛରେ କରୁଛନ୍ତି ରାଲିରେ ହାଏ ଚିକିଣିଆ ଫେସ୍ ତୋର ଅଣ୍ଟା ହଲା ଚାଲିରେ ଟୋକାମାନେ ତୋ ପଛରେ କରୁଛନ୍ତି ରାଲିରେ ରାଜି ଥରେ ହେଇଯା ତତେ କରିଦେମି ଘରୱାଲିରେ (ଝି) ହାଁ.. ହାଁ.. ଚିହ୍ନିଛି ଭଲସେ ମୁଁ ତୁ ମହା ଚାଲିଆ ଡାଇଲଗ ମାରି ମାରି ତୁ ହେଇଯିବୁ ହାଲିଆ ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ (ପୁ) ହେ ଘରୁ ପାଦ କାଢ଼ିଦେଲେ ଫେମିଲି କୁ ଛାଡ଼ିଦେଲେ ହେ ଘରୁ ପାଦ କାଢ଼ିଦେଲେ ଫେମିଲି କୁ ଛାଡ଼ିଦେଲେ ଉଠେଇ ନେବି କାଲିରେ ରାଜି ଥରେ ହେଇଯା ତତେ କରିଦେବି ଘରୱାଲିରେ (ଝି) ଅଫିସ ବନ୍ଦ ଆଜି ଫର୍ମ ପକେଇବୁ କାଲି ଆ ॥ (ପୁ) ଦିନ ଲାଗୁଛି ମତେ ରାତି ବଢ଼ି ଯାଉଛି ମୋ ତାତି ହେ ଦିନ ଲାଗୁଛି ମତେ ରାତି ବଢ଼ି ଯାଉଛି ମୋ ତାତି ହଉଛି ଖାଲି ମୁଁ ଛାଟିପିଟି (ଝି) ତତେ ହଉଚି ପ୍ରେମ ଜ୍ଵର ବଢ଼ିଯାଉଛି ଟେମ୍ପ୍ରେଚର ତତେ ହଉଚି ପ୍ରେମ ଜ୍ଵର ବଢ଼ିଯାଉଛି ଟେମ୍ପ୍ରେଚର ରିଜେକ୍ଟ ହବୁ କେତେ ଥର (ପୁ) ହୋ..ପାଇବୁନି ମୋ ଭଳିଆ ଭାବୁ କାଇଁ ମତେ ଅଳିଆ ପାଇବୁନି ମୋ ଭଳିଆ ଭାବୁ କାଇଁ ମତେ ଅଳିଆ ମୋ ଆଡ଼େ ଯା ତୁ ଢଳିରେ ରାଜି ଥରେ ହେଇଯା ତତେ କରିଦେବି ଘରୱାଲିରେ ॥୧॥ (ଝି) କାଇଁ

ଏଇ ଯେ ବନ ଲତା ପାହାଡ଼ - Ei Je Bana Lata Pahada Lyrics

Image
== ଓଡ଼ିଆ == ଗୀତ : ଏଇ ଯେ ବନ ଲତା ପାହାଡ଼ ଭାଷା : ଓଡ଼ିଆ ଚଳଚିତ୍ର : ଫୁଲ ଚନ୍ଦନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଦିଲ୍ଲୀପ ଦାସ    ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ   ମସିହା : ୧୯୮୨ (ପୁ) ଓ.. (ଝି-ସମସ୍ତେ) ଆ..ଆ..ଆ (ପୁ) ଓ.. (ଝି-ସମସ୍ତେ) ଆ..ଆ..ଆ (ପୁ) ଓହୋ..ହୋ (ଝି-ସମସ୍ତେ) ହୁଁ..ଉଁ (ପୁ) ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ହୋ.. ଏଠି ଦିନ ସରେନା ଏଠି ରାତି ସରେନା ଏଠି ଦିନ ସରେନା ଏଠି ରାତି ସରେନା ଏଇ ଯେ ବନ ଲତା ପାହାଡ଼ ॥ (ପୁ) ମାଦଳ ଛନ୍ଦେ ବାଦଲ ଝୁମେ ବନ ପକ୍ଷୀ ସୁରେ ଜଲସା ଜମେ ଏଇଠି ମାଟିକୁ ଆକାଶ ଚୁମେ ଏମିତି ମିଳନ ଦେଖିନି କାହିଁ ହଜି ହଜି ସତେ ଯାଉଚି ମୁହିଁ ବୁଲୁଚି ନାଚି ଗାଇ ହସି ଝୁଲି ଝରଣା ତାର ଗୀତ ସରେନା ତାର ନାଚ ସରେନା ତାର ଗୀତ ସରେନା ତାର ନାଚ ସରେନା ଏଇ ଯେ ବନ ଲତା ପାହାଡ଼ ॥୧॥ (ପୁ) କିଏ ସେ ରୂପସୀ ମୋ ମନ ଜାଣି ସଜାଇଛି ବନ ମୁରୁଜ ବୁଣି ଆଖି ଖୋଜେ ତାରେ ଖୋଜେ ପାଏନି ମୋ ପ୍ରିୟା ଅବା ପାଇ ମୋ ଚିଠି ଲାଜ ତାର ଲେଖି ଦେଇଚି ଏଠି ଅଗଣା ହସେ ପିନ୍ଧି ସେଇ ଲାଜ ଗହଣା ତାର ହସ ସରେନା ମୋର ମନ ପୁରେନା ତାର ହସ ସରେନା ମୋର ମନ ପୁରେନା ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ଓ.. ଏଠି ଦିନ ସରେନା ଏଠି ରାତି ସରେନା ଏଠି ଦିନ ସରେନା ଏଠି ରାତି ସରେନା ଏଇ ଯେ ବନ ଲତା ପାହାଡ଼ ॥୨॥ ଶବ୍

କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ - Kaliare Kalia E Janama Pare Aara Janamaku Lyrics

Image
== ଓଡ଼ିଆ == ଗୀତ : କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ଭିକାରି ବଳ ମସିହା : ୧୯୮୩ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଏ ଜନମ ପରେ ଆର ଜନମକୁ କରିବୁ ମୋତେ ତୋ ଜମି ହଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥ ତୋ ଜମିରେ ଖଟାଇ ବଳ ଯୋଗାଇବି ସରୁ ଚାଉଳ ତୋ ଜମିରେ ଖଟାଇ ବଳ ଯୋଗାଇବି ସରୁ ଚାଉଳ ସେଇ ଚାଉଳରେ ହୋଇବ ନିର୍ମାଲ୍ୟ ସେଇ ଚାଉଳରେ ହୋଇବ ନିର୍ମାଲ୍ୟ ତାକୁ ପାଇ ଭକ୍ତ ହେବେ ବାଇଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥୧॥   ସଙ୍ଗେ ଘେନି ଭଉଣୀ ଭାଇ ସୁଖେ ଅନ୍ନ ଭୁଞ୍ଜିବୁ ତୁହି ସଙ୍ଗେ ଘେନି ଭଉଣୀ ଭାଇ ସୁଖେ ଅନ୍ନ ଭୁଞ୍ଜିବୁ ତୁହି ଦୁଃଖ ବୁଝୁଥିବୁ ଦୁଃଖୀଜନଙ୍କର ଦୁଃଖ ବୁଝୁଥିବୁ ଦୁଃଖୀଜନଙ୍କର କରିଥିବୁ ମୋତେ ଗଳା ମାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ କାଳିଆରେ କାଳିଆ ॥୨॥   ତୋର ଏଇ ସେବାରେ ମୁହିଁ ଦିନ ମୋର ଦେବି ବିତାଇ ତୋର ଏଇ ସେବାରେ ମୁହିଁ ଦିନ ମୋର ଦେବି ବିତାଇ ଏତିକି ଗୁହାରି ପାଦ ତଳେ ତୋର ଏତିକି ଗୁହାରି ପାଦ ତଳେ ତୋର ଭୁଲି ନଯିବୁରେ ଜଗନ୍ନାଥିଆ ଭୁଲି ନଯିବୁରେ ନୀଳାଚଳିଆ କାଳିଆରେ କାଳିଆ କାଳିଆରେ କାଳିଆ ଏ ଜନମ ପରେ ଆର ଜନମକୁ ଏ ଜନମ ପରେ ଆର ଜନମକୁ କରିବୁ ମୋତେ

ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ - Jemiti Indradhanu Ranga Bune Dhire Dhire Lyrics

Image
== ଓଡ଼ିଆ== ଫିଲ୍ମଗୀତ : ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ ଭାଷା : ଓଡ଼ିଆ ଚଳଚିତ୍ର : ଇସ୍କ ପୁଣିଥରେ କଣ୍ଠ : ହ୍ୟୁମାନ ସାଗର, ଦିପ୍ତୀରେଖା ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୮ (ପୁ) ଯେମିତି ମଉସୁମୀ ମେଘ ଆଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ଝି) ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ପୁ) ସେମିତି ମୋ ଜୀବନରେ ଆସିଲୁ ତୁ କେତେବେଳେ ଆସି ପୁଣି ଘର କଲୁ ଛାତି ତଳେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ଝି) ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ ॥ (ଝି-ସମସ୍ତେ) ନାନା..ନାନା..ନାନା..ନାନା ନା..ନାନା..ନାନା ନା..ନାନା..ନାନା..ନା (ପୁ) ଧୀରେ ଧୀରେ ପଥର ବି ହେଇଯାଏ ପ୍ରତିମୂର୍ତ୍ତି ଧୀରେ ଧୀରେ ସଚ୍ଚା ପ୍ରେମ ହେଇଯାଏ ପ୍ରତିଶୃତି (ଝି-ସମସ୍ତେ) ଧୀରେ ଧୀରେ ଧୀରେ ଧୀରେ ଧୀରେ.. (ଝି) ଧୀରେ ଧୀରେ ବାଟ ବଢ଼େ ହେଇଥିଲେ ବାଟବଣା ଧୀରେ ଧୀରେ ରାଗ ରୁଷା ହେଇଯାଏ ବୁଝାମଣା (ପୁ) ସେମିତି ମୋ ସ୍ପନ୍ଦନରେ ଆସିଲୁ ତୁ କେତେବେଳେ ଆସି ପୁଣି ଧଡ଼କିଲୁ ହୃଦୟରେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧ

ତୁ ଫେରିଆରେ ଧନ ମୋ ପାଖକୁ - Tu Pheriare Dhana Mo Pakhaku Lyrics

Image
== ଓଡ଼ିଆ == ଗୀତ : ତୁ ଫେରିଆରେ ଧନ ମୋ ପାଖକୁ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ରୁଦ୍ର ମଲ୍ଲିକ ସଂଗୀତ ନିର୍ଦ୍ଦେଶକ : ବିନାୟକ ପଣ୍ଡା ମସିହା : ୨୦୧୯ ଓ..ଓ..ଓ..ଓ ଋତୁ ଫେରିଗଲା ରାତି ପାହିଗଲା ତୁ କିନ୍ତୁ ଫେରିଲୁନି ମୋ ପାଖକୁ ଦିନ ବିତିଗଲା ସଞ୍ଜ ବୁଡ଼ିଗଲା ତୁ କିନ୍ତୁ ଫେରିଲୁନି ମୋ ପାଖକୁ ଆଉ ବୁଝେଇ ପାରୁନି ମନକୁ ଆଉ ବୁଝେଇ ପାରୁନି ନିଜକୁ ଆଉ ବୁଝେଇ ପାରୁନି ମନକୁ ଆଉ ବୁଝେଇ ପାରୁନି ନିଜକୁ ଯେତେ ଶୋଇଲେ ବି ତୋ ବିନା ନିଦ ଆସୁନି ଆଖିକୁ ତୁ ଫେରିଆରେ.. ଫେରିଆରେ ଧନ ମୋ ପାଖକୁ ତୁ ଫେରିଆରେ.. ଫେରିଆରେ ଧନ ମୋ ପାଖକୁ ॥ ଉଁ.. ମୋ ପାଇଁ ପ୍ରେମ ତୋର ଥିଲା ଆଖି ଲୁହ ସେଇ ଲୁହକୁ ଜାଳିଦେଇଥିଲା ଅବିବେକି ସନ୍ଦେହ ପ୍ରେମ ତୋର ଥିଲା ଧନ ମୋ ପାଇଁ ସବୁଠୁ ଦାମି ସନ୍ଦେହ ତୋତେ ମୁଁ କରିବାଟା ଥିଲା ମୋ ପାଇଁ ବୋକାମି ଆଉ ରାଗେନି ମୋର ଧନରେ ଆସି ରହିଯା ତୁ ମୋ ମନରେ ଆଉ ରାଗେନି ମୋର ଧନରେ ଆସି ରହିଯା ତୁ ମୋ ମନରେ ଯେତେ ଚାହିଁଲେ ବି ତୋ ବିନା ଦେଖିପାରୁନି ଜହ୍ନକୁ ତୁ ଫେରିଆରେ.. ଫେରିଆରେ ଧନ ମୋ ପାଖକୁ ତୁ ଫେରିଆରେ.. ଫେରିଆରେ ଧନ ମୋ ପାଖକୁ ॥୧॥ ଉଁ.. ଭୁଲ ଥିଲା ସବୁ ମୋର କରିଦେ ତୁ କ୍ଷମା କଥା ମୁଁ ଦଉଚି ଆଉ କେବେ ଭୁଲ କରିବି ନାହିଁ ଲୋ ଜମା ଓ..ଦେଖ ଧନ କାନ ଧରି ଉଠବସ ମୁଁ ହଉଚି ଯାହା ତୁ କହିବୁ ତାହା ମୁଁ କରିବି ତୋ ପାଇଁ ସବୁକିଛି ତୁ ଫେରିବୁ ବୋଲି ମୁଁ ଭାବୁଛି ତୁ ଫେରିବୁ ବୋଲି ବି ଜାଣ

ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ - Dhaga Sundar He Prabhu Nilachala Natha Lyrics

Image
== ଓଡ଼ିଆ == ଭଜନ : ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଭାଷା : ଓଡ଼ିଆ ଆଲବମ : ଶଙ୍ଖଚକ୍ର କଣ୍ଠ : ଭିକା ରି ବଳ ଗୀତିକାର : ଭୁବନ ମୋହନ ଦାଶ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୮ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଳି ଢଳି ମଣି ବିମାନରେ ଚଢ଼ି ଢଳି ଢଳି ମଣି ବିମାନରେ ଚଢ଼ି ଯାଉଛ ହଲାଇ ମାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥ ଢୁଳାଇ ଢୁଳାଇ ପୂଜାପଣ୍ଡା ଚାଲେ ଧରି କମଣ୍ଡଳୁ ହାତ ଢୋଲ ପେଏଁକାଳି ଶଙ୍ଖ ଘଣ୍ଟ ଧ୍ଵନୀ କମ୍ପିଉଠୁଛି ଜଗତ ଢକା ବାଜୁଅଛି ନରେନ୍ଦ୍ର ତଟରେ ଢକା ବାଜୁଅଛି ନରେନ୍ଦ୍ର ତଟରେ ହେଉଛି ଚନ୍ଦନ ଯାତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥୧॥   ଢେଉ ପରି ନରନାରୀ ଛୁଟିଛନ୍ତି ଦେଖିବେ ଚାପେ ଶ୍ରୀନାଥ ଢମପଣେ ମଲ୍ଲୀମାଳକୁ ଝୁଲାଇ ହଲାଇ ଚାଲନ୍ତି ବାଟ ଢୁଳୁ ଢୁଳୁ ଆଖି ବଟା ଭାଙ୍ଗ ଚାଖି ଢୁଳୁ ଢୁଳୁ ଆଖି ବଟା ଭାଙ୍ଗ ଚାଖି ଆମୋଦେ କରନ୍ତି ସଙ୍ଗୀତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ॥୨॥   ଢଳ ଢଳ ନେତ୍ରେ ଆନନ୍ଦ ଉଲ୍ଲାସେ ଲୋଟାନ୍ତି ଶ୍ରୀପଦେ ମାଥ ଢିମା ପଥର ହେ ଚାପଭୋଗ ସାରି କର ନୀଳାଦ୍ରି ମଣ୍ଡିତ ଢାଳି ନେତ୍ରବାରେ ଅନା ଏ ଦାସରେ ଢାଳି ନେତ୍ରବାରେ ଅନା ଏ ଦାସରେ ପ୍ରସାରି ଅଭୟ ହାତ ଢଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ ଢଗ ସୁନ୍ଦର ହେ

ଟିକିଟିକି ଟିକିଟିକି ଘଣ୍ଟା ଚାଲେ କଣ୍ଟା ଚାଲେ - Tikiiki Tikitiki Ghanta Chale Kanta Chale Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଟିକିଟିକି ଟିକିଟିକି ଘଣ୍ଟା ଚାଲେ ଭାଷା : ଓଡ଼ିଆ ଚଳଚିତ୍ର : ନାଗଫାଶ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୭ (ପୁ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଘଣ୍ଟା ଚାଲେ ହୋ..ହୋ.. କଣ୍ଟା ଚାଲେ ଆ..ଆ.. ଘଣ୍ଟା ଚାଲେ କଣ୍ଟା ଚାଲେ ଘଣ୍ଟା କଣ୍ଟା ମିନିଟି ଝିଅ ଦେଖିଲି ତିନିଟି ମୁଁ ଝିଅ ଦେଖିଲି ତିନିଟି ହୋ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଘଣ୍ଟା ଚାଲେ ଆ..ଆ.. କଣ୍ଟା ଚାଲେ ହୋ..ହୋ.. ଘଣ୍ଟା ଚାଲେ କଣ୍ଟା ଚାଲେ ଘଣ୍ଟା କଣ୍ଟା ମିନିଟି (ପୁ) ଝିଅ ଦେଖିଲି ତିନିଟି ମୁଁ ଝିଅ ଦେଖିଲି ତିନିଟି ହୋ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ॥ (ପୁ) ଦୁଇଟା ଝିଅ ଦୁଇଟା ଝିଅ ଫେରି ଚାହିଁଲେ ଚାହିଁଲା ନାହିଁ ଜଣେ (ପୁ-ସମସ୍ତେ) ଆରେ ଦୁଇଟା ଝିଅ ଫେରି ଚାହିଁଲେ ଚାହିଁଲା ନାହିଁ ଜଣେ (ପୁ) ଯେଉଁ ଝିଅଟି ଚାହିଁଲା ନାହିଁ ସେଇତ ମନ ଟାଣେ ହାଁ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ॥୧॥ (ପୁ) ଦୁଇଟା ଝିଅ ଦୁଇଟା ଝିଅ ହସାହସି ଜଣେ ହସିଲା ଅଧା (ପୁ-ସମସ୍ତେ) ଆରେ ଦୁଇଟା ଝିଅ ହସାହସି ଜଣେ ହସିଲା

ପତିତପାବନ ବାନା ଆଉ କେତେ ବେଳକୁ - Patitapabana Bana Aau Kete Belaku Lyrics

Image
== ଓଡ଼ିଆ == ଭଜନ : ପତିତପାବନ ବାନା ଆଉ କେତେ ବେଳକୁ ଭାଷା : ଓଡ଼ିଆ ଆଲବମ : ସଂଗ୍‌ସ୍‌ ଫ୍ରମ ପିପୁଲସ୍ ସୋଲ କଣ୍ଠ : ସିକନ୍ଦର ଆଲାମ୍ (୧୯୩୯-୨୦୧୦) ଗୀତିକାର : ଗଜପତି ବୀରକେଶରୀ ଦେବ (୧୭୩୭-୧୭୯୩) ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ପତିତପାବନ ବାନା ଆଉ କେତେ ବେଳକୁ ପତିତପାବନ ବାନା ଆଉ କେତେ ବେଳକୁ ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ହରି ନାବ ଦିଅ କୂଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥ ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ ହରି ହେବ ଆଦି ମୂଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୧॥ ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ ନିକଟରେ ନ ଶୁଣିଲ ମୋ କର୍ମ ଅବଳକୁ ହରି ମୋ କର୍ମ ଅବଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୨॥ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ ନକ୍ର ନାଶିବାକୁ ଚକ୍ର ଦେଲ ପେଷି ଜଳକୁ ହରି ଦେଲ ପେଷି ଜଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୩॥ ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ ଭଣିଲେ ବୀରକେଶରୀ ଆଶା ପାଦ ତଳକୁ ହରି ଆଶା ପାଦ ତଳକୁ ପତିତପାବନ ବାନା ଆଉ କେତେ ବେଳକୁ ॥୪॥   ପତିତପାବନ ବାନା ଆଉ କେତେ ବେଳକୁ: ସିକନ୍ଦର ଆଲାମ୍ ଙ୍କ କଣ୍ଠରେ, ବାଳକୃଷ୍ଣ ଦ

ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି - Nirimakhi Kuanri Mu Shuna Mo Daini Lyrics

Image
== ଓଡ଼ିଆ == ଫିଲ୍ମଗୀତ : ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଭାଷା : ଓଡ଼ିଆ ଚଳଚିତ୍ର : ତଅପୋଇ କଣ୍ଠ : ତୃପ୍ତି ଦାସ ଗୀତିକାର : ବିନୋଦିନୀ ଦେବୀ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୮ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ॥ ବାପା ମୋ ସାଧବ ମା' ସାଧବାଣୀ ସାତ ଭାଇରେ ମୁଁ ଏକଇ ଦୁଲଣୀ ଚଲାବାଟେ ଥିଲା ଆଲଟ ଆଡ଼େଣି ଭାଇ ଫିଙ୍ଗୁଥିଲେ ଅଧାମ ଲବଣି କିମିଆ କରିଲା ବୁଢ଼ୀ ମାଲିଆଣି ଚାନ୍ଦ ପାଇଁ କଲି ଅଝଟ ରୋଷଣୀ ଅଧା ଚାନ୍ଦେ ମା' ଆ.. ଅଧା ଚାନ୍ଦେ ମା' ଗଲେ ପୁରା ଚାନ୍ଦେ ବାପା ଛେଉଣ୍ଡ ହେଲି ମୁଁ ଆହା ସାଧବ ଦୁଲଣି ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ॥୧॥ ସାତ ଭାଇ ଗଲେ ବଣିଜ କରି ସାତ ଭାଉଜ ମୋ ସାତଟି ପରି ଛଅ ଭାଉଜଙ୍କ ଗୁମର ଭାରି ଖଟେଇଲେ ମତେ ପୋଇଲୀ ପରି ଗହନ ବନେ ମୁଁ ଜଗିଲି ଛେଳି ଖାର ମୂଷା ମାଟି ଖାଇଲି ଡରି ଘରର ଦୁଲଣି.. ଆ.. ଘରର ଦୁଲଣି ନେଲି ମୁଁ ମେଲାଣି ଘରମଣି ଛାଡ଼ ହେଲା ତାଙ୍କ ମଥା ମଣି ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ॥୨॥ ଶବ୍ଦାର୍ଥ ନିରିମାଖି - ନିରାଶ୍ରୟ, ଅରକ୍ଷିତ କୁଆଁରୀ - ଅଭିଆଡ଼ୀ ଝିଅ, ଅବିବାହିତା ଝିଅ ଦଇନି - ବିନତି,

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ - Akhila Bramhandapati Mo Jibana Swami Lyrics

Image
== ଓଡ଼ିଆ == ଗୀତ : ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ଭାଷା : ଓଡ଼ିଆ କଣ୍ଠ : ସୌରଭ ନାୟକ ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ ଧନ୍ୟ କରୁଣା ତୋହର ସେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ॥୧॥ ସଙ୍କଟ ପୂରିତ ଘୋର ଭବ ସିନ୍ଧୁଜଳେ ଏକମାତ୍ର କର୍ଣ୍ଣଧାର ତାରୁ ତୁ ସକଳେ ତୋର ମଙ୍ଗଳ ବିଧାନ କରିଅଛି ମରଣକୁ ଅମୃତ ସୋପାନ ॥୨॥ ହେ ଆନନ୍ଦମୟ କୋଟି ଭୂବନ ପାଳକ ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ ଜ୍ଞାନ ଦାତା ଭଗବାନ ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥୩॥ ବିଶ୍ୱଗୁରୁ ବିଶ୍ଵରାଜ ବିଶ୍ୱ ପିତାମାତା ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା ଦୀନବନ୍ଧୁ କୃପାସିନ୍ଧୁ ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ ॥୪॥ ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା ସକଳ କଳୁଷ ହାରି ହେ ମଙ୍ଗଳଦାତା ତୋର ମଙ୍ଗଳ ସଙ୍ଗୀତ ନିଖିଳ ଭୂବନ ଗାଏ ହୋଇ ବିମୋହିତ ॥୫॥   ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର ପ୍ରଭୋ ଭୂଲୋକ ସାଗର ଅତଳ ଗହନ ନଦୀ ପଶୁପକ୍ଷୀ ନର ॥୬॥   ବିରାଜିତ ତୁହି ନାଥ ସକଳ ଜୀବନେ ସମ୍ପଦେ ବିପଦେ ସଦା ଜୀବନେ ମରଣେ ପୂର୍ଣ୍ଣ ମଙ୍ଗଳ ଆଳୟ ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥୭॥   ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମ ନିଦାନ ପ୍ରଭୋ ତୋ ପ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ