Posts

Showing posts from December, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମରାଠୀ ଭଜନ ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି - Marathi Bhajan Sukhkarta Dukhharta Varta Vighnachi Lyrics

Image
== ଓଡ଼ିଆ == ଗୀତ : ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି ଭାଷା : ମରାଠୀ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ସନ୍ଥ ସମର୍ଥ ରାମଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି ନୁର୍‌ବି ପୁର୍‌ବି ପ୍ରେମ୍ କୃପା ଜୟାଚି ସର୍ବାଙ୍ଗୀ ସୁନ୍ଦର ଉଟି ଶେନ୍ଦୁରାଚି କଣ୍ଠି ଝଳ୍‌କେ ମାଳ୍‌ ମୁକ୍ତା ଫଳାଂଚି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ॥୧॥ ରତ୍ନଖଚିତ ଫରା ତୁଜ୍ ଗୌରୀକୁମରା ଚନ୍ଦନାଚି ଉଟି କୁମ୍‌କୁମ୍‌ କେଶରା ହୀରେଜଡ଼ିତ ମୁକୁଟ ଶୋଭତୋ ବରା ରୁଣୁଝୁଣୁତି ନୁପୁରେ ରୁଣୁଝୁଣୁତି ନୁପୁରେ ଚରଣୀ ଘାଗରିୟା  ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ॥୨॥ ଲମ୍ବୋଦର ପୀତାମ୍ବର ଫଣିବରବନ୍ଧନା ସରଳ ସୋଣ୍ଡ ବକ୍ତ୍ରତୁଣ୍ଡ ତ୍ରିନୟନା ଦାସ୍ ରାମାଚା ବାଟ୍ ପାହେ ସଦନା ସଙ୍କଟୀ ପାୱାୱେ ନିର୍ବାଣୀ ରକ୍‌ସାୱେ ସୁର୍‌ବର୍‌ବନ୍ଧନା ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନ

ହେ ବରଷା ଟିକେ ରାହିଯା - He Barasa Tike Rahija Lyrics

Image
== ଓଡ଼ିଆ == ଗୀତ : ହେ ବରଷା ଟିକେ ରାହିଯା ଭାଷା : ଓଡ଼ିଆ ଆଲବମ : ପାଟ ଓଢ଼ଣୀ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର, ଗିରିଧର ଗମାଙ୍ଗ  ମସିହା : ୨୦୦୮ ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା  ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ ବହୁ ବେଶେ ଦିଶୁଛି ସେ ଭାରି ସୁନ୍ଦର ଆଜି ମୋ ପ୍ରିୟାର ବାହାଘର ଆଜି ମୋ ପ୍ରିୟାର ବାହାଘର ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଟିକେ ଥମିଯା ॥ ଆଞ୍ଜୁଳି ଚାଉଳ ହାତରେ ଧରି ପ୍ରିୟା ମୋ ଯାଉଚି ସଉଦା କରି ଅ..ଆଞ୍ଜୁଳି ଚାଉଳ ହାତରେ ଧରି ପ୍ରିୟା ମୋ ଯାଉଚି ସଉଦା କରି ବେଦୀରେ ଚାହିଁଛି ସଉଦା ଗର  ହାତ ଧରି ତାର ନେବ ତା' ଘର ଖୁସିରେ କରୁ ସେ ଜୀବନ ସଉଦା  ଖୁସିରେ କରୁ ସେ ଜୀବନ ସଉଦା ବରଷା ଲୋ ରହିଯା ତୁ ରାଣ ମୋହର ଆଜି ମୋ ପ୍ରିୟାର ବାହାଘର ଆଜି ମୋ ପ୍ରିୟାର ବାହାଘର ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଟିକେ ଥମିଯା ॥୧॥ କାଲି ସିନା ଥିଲା ସିଏ ନିଜର ହାତଗଣ୍ଠି ପରେ ହେବ ସେ ପର ହୋ..କାଲି ସିନା ଥିଲା ସିଏ ନିଜର ହାତଗଣ୍ଠି ପରେ ହେବ ସେ ପର ସିନ୍ଥିରେ ଲାଗିଲେ ଟୋପେ ସିନ୍ଦୁର  ପ୍ରିୟା ଭୁଲିଯାଏ ଅତୀତ ତାର ବେଦୀର ନିଆଁରେ ଆଜି ଜଳିଯାଉ ବେଦୀର ନିଆଁରେ ଆଜି ଜଳିଯାଉ ଥିଲା ଯେତେ ତା'

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

Image
ଗୀତ : ଶିଳ୍ପୀ ଆମେ ଶ୍ରମିକ ଆମେ ଭାଷା : ଓଡ଼ିଆ ଶିଳ୍ପୀ ଆମେ ଶ୍ରମିକ ଆମେ         କାମରେ ଥାଉ ମାତି ମନୁନା କେବେ ବରଷା, ଜାଡ଼         ଝାଞ୍ଜି ଖରା ତାତି ॥୧॥  ଗଢ଼ିଲୁ ଆମେ ଦେଉଳ କେତେ         ସଡ଼କ, ସେତୁ, ଗଡ଼ ଆମରି ଲାଗି ଆମରି ଦେଶ         ଜଗତେ ହେଲା ବଡ଼ ॥୨॥ କୋଣାରକରେ ଭୁବନେଶ୍ଵରେ         ପୁରୀରେ ଆମ କାମ ପଥର ଦେହେ ଅମର କଲା         ଓଡ଼ିଆ ଜାତି ନାମ ॥୩॥ ଖଣିରୁ ଆମେ କୋଇଲା କାଢ଼ୁଁ         ପଥର ଦେହୁଁ ଲୁହା ରାଉରକେଲା ତାଳଚେରରେ         ଚଳାଉ କଳ ନୂଆ ॥୪॥ ହୀରାକୁଦରେ ରୋକିଲୁ ଆମେ         ମହାନଦୀର ପାଣି ଗହୀର ବିଲେ ଖେଳାଇ ଦେଲୁ         ସବୁଜ ଶୋଭା ଆଣି ॥୫॥ ଆମରି ଲାଗି ଘର ଘରକେ         ବିଜୁଳିବତୀ ଜଳେ ଦରିଆ ବୁକେ ଜାହାଜ ଚଳେ         ଆମରି ବୁଦ୍ଧି ବଳେ ॥୬॥ ଆମେଇ ଗଢ଼ୁ ଉଡ଼ାଜାହାଜ         ଆକାଶେ ଯାଏ ଉଡ଼ି ଚଢ଼ାଉ କଲେ ବଇରି ଆସି         ଯୁଦ୍ଧେ ଯାଉ ମାଡ଼ି ॥୭॥ ନୂଆରୁ ନୂଆ ଯନ୍ତ୍ର ଗଢ଼ୁ         କାମର ଜୟ ଗାଉ ଚାହୁଁରେ ଆମେ ଅଭାବ ଦୁଃଖ         ଯାଉରେ ଦେଶୁ ଯାଉ ॥୮॥ ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ହାଏରେ କାଏଁ ମହନୀ ଲାଗିଛେ - Haere Kaen Mahani Lagichhe Lyrics

Image
== ଓଡ଼ିଆ == ଗୀତ : ହାଏରେ କାଏଁ ମହନୀ ଲାଗିଛେ ଭାଷା : ସମ୍ବଲପୁରୀ ଆଲବମ : କଲା କଲା ଚକାଡୁଲା କଣ୍ଠ : ଅନୁରାଧା ପୌଡ଼ୱାଲ ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୬ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ କଜଲେ କାଲିଆ ସିନ୍ଦୁରେ କାଲିଆ କଜଲେ କାଲିଆ ସିନ୍ଦୁରେ କାଲିଆ ମତେ ତ ସବୁ କଲା କଲା ଦିଶୁଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ ॥୧॥ ଲାଲ ଟହ ଟହ ଗୁଲୁକି ହସିଥି ମନ୍‌ଟା ଯାଏସି ଚହଲି ସେ ହସିଥି ଯିଏ ଥରେ ଫସିଗଲା ଝୁରୁଥିସି ତାହାକେ ଖାଲି ଲାଲ ଟହ ଟହ ଗୁଲୁକି ହସିଥି ମନ୍‌ଟା ଯାଏସି ଚହଲି ସେ ହସିଥି ଯିଏ ଥରେ ଫସିଗଲା ଝୁରୁଥିସି ତାହାକେ ଖାଲି ତାକେ ଦେଖ୍‌ଲା ଦିନୁ ଦହକେ କାଲ୍ ମତେ ଲାଗୁଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ ॥୨॥ କିଛିନାଇଁ କହେ ହେଲେ ତ ଆଖିଥି କହିଦେସି କେତେ ଯେ ଭାଷା ସେଥିଲାଗିର୍ ଭାଇ ଏ ଦୁନିଆ ସାରା କରିଛନ୍ ତାକେ ଭରଷା କିଛିନାଇଁ କହେ ହେଲେ ତ ଆଖିଥି କହିଦେସି କେତେ ଯେ ଭାଷା ସେଥିଲାଗିର୍ ଭାଇ ଏ ଦୁନିଆ ସାରା କରିଛନ୍ ତାକେ ଭରଷା କେଜାଣି ସେ କାଣା ଯନ୍ତ୍ରର୍ ମନ୍ତ୍ରର୍ ସତେ ଜାନିଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ କଜଲେ କାଲିଆ ସିନ୍ଦୁରେ କାଲିଆ କଜଲେ କାଲିଆ ସିନ୍ଦୁରେ କାଲିଆ ମତେ ତ ସବୁ କଲା କଲା ଦିଶୁଛେ ହାଏରେ କାଏଁ ମହନ

ଘ ଚମ୍ପୂ (ଘେନାଇ ଆମ୍ଭେ ଯେତେ କହିଲୁରେ) - Gha Champu (Ghenai Aambhe Jete Kahilure) Lyrics

Image
== ଓଡ଼ିଆ == ଗୀତ : ଘେନାଇ ଆମ୍ଭେ ଯେତେ କହିଲୁରେ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଶିରୀଷଦେହା ଏହା ସହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୧॥ ଘସ୍ରନାଥନନ୍ଦନା ଅନାଉଣିକି ମନ ଘସ୍ରନାଥନନ୍ଦନା ଅନାଉଣିକି ମନ କରୁଁ ଯେ ଥାଉଁ ହଟି ଚାହିଁଲୁ ରେ ଘଟୀସରିକି କରେ ନାହିଁକି ବିବେକରେ ଘଟୀସରିକି କରେ ନାହିଁକି ବିବେକରେ ମହାର୍ଣ୍ଣବରେ ଅବଗାହିଲୁ ରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୨॥  ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଗରଳତୁଲେ ତାହା ପିଇଲୁରେ ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ ସୁଯୋଗୁଁ ସିନା ବଞ୍ଚିଅଇଲୁ ରେ ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୩॥ YouTube ରେ ଘେନାଇ ଆମ୍ଭେ ଯେତେ କହିଲୁରେ == English == Song : Ghenai Aambhe Jete Kahilure Language : Odia Scripture / Book : Kishorechan

ହମ୍‌ଦମ୍‌ ମେରେ (ଚାଲୁଥିଲି ମୁଁ ଏକା ମୋ ବାଟରେ) - Humdum Mere (Chaluthili Mun Eka Mo Batare) Lyrics

Image
== ଓଡ଼ିଆ== ଫିଲ୍ମଗୀତ : ହମ୍‌ଦମ୍‌ ମେରେ ଭାଷା : ଓଡ଼ିଆ ଚଳଚିତ୍ର : ବାବୁ ଭାଇଜାନ୍ କଣ୍ଠ : ଅଭିଜିତ ଭଟ୍ଟାଚା ର୍ଯ୍ୟ , ଇରା ମହାନ୍ତି  ଗୀତିକାର : ପଞ୍ଚାନନ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୨୦ (ପୁ) ହାଁ.. ହାଁ.. ହାଁ..ହାଁ ହାଁ ହାଁ (ଝି) ହାଁ.. ଆ.. ଆ..ଆ ଆ ଆ (ପୁ) ଚାଲୁଥିଲି ମୁଁ ଏକା ମୋ ବାଟରେ ଏମିତି ତୁ ସାଙ୍ଗହେଲୁ ଆସି ମୋ ସାଥିରେ ମୋ ଦେହର ବାସ୍ନା ଆଜି ତୋ ନିଶ୍ଵାସରେ ହମ୍‌ଦମ୍‌ ମେରେ..ହମ୍‌ଦମ୍‌ ମେରେ ହମ୍‌ଦମ୍‌ ମେରେ..ହମ୍‌ଦମ୍‌ ମେରେ (ଝି) ଫେରି ପାରିଲିନି ଦେଖା ହେଲାପରେ ମନେ ହେଲା ତୁ ଆଗ ଆଉ ସବୁପରେ ମୋ ଚେହେରା ଦିଶିଗଲା ତୋରି ଛାଇରେ ହମ୍‌ଦମ୍‌ ମେରେ..ହମ୍‌ଦମ୍‌ ମେରେ ହମ୍‌ଦମ୍‌ ମେରେ..ହମ୍‌ଦମ୍‌ ମେରେ ॥୧॥ (ପୁ) ଓରେ ସାହିବାରେ ତୋ' ପାଇଁରେ ଖୁଦା ଠାରୁ ଆଣିଚି ମୁଁ ପ୍ରେମ କରଜ (ଝି) ଓରେ ସାଜନ୍‌ରେ ପ୍ୟାର୍ ତେରା ମିଲ୍‌ଗେୟାରେ ଛାତି ତଳେ ରଙ୍ଗ ମୁରୁଜ (ପୁ) ଥିଲା ତନ୍‌ହାଇ ଏଇ ଜୀବନରେ ଛଲ୍ ପୁର୍‍ୱାଇ ତୁ ଆସିଲା ପରେ (ଝି) ମୋ ମନର କଥା ଆଜି ତୋ'ରି ଓଠରେ  ହମ୍‌ଦମ୍‌ ମେରେ..ହମ୍‌ଦମ୍‌ ମେରେ (ପୁ) ହମ୍‌ଦମ୍‌ ମେରେ..ହମ୍‌ଦମ୍‌ ମେରେ ॥୨॥ (ଝି) ଓ ମେହେର୍‍ବାରେ ସାଥ୍ ମେରେ ଚାଲୁ ଚାଲୁ କହିବୁନି କେବେ ଅଲ୍‍ବିଦା (ପୁ) ସୁନ୍ ହମ୍‍ନବାରେ ତୋ ଆଖିର ଆଇନାରେ ହେଇଗଲି ଆଜି ଗୁମ୍‍ସୁଦା (ଝି) ହେଲି ମୁଁ ଦିୱା

ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି - Sajani Sajani Sajani Mun Kahaku Bhala Paini Lyrics

Image
== ଓଡ଼ିଆ == ଗୀତ : ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ଭାଷା : ଓଡ଼ିଆ ଆଲବମ : ସଜନୀ କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ନରେନ୍ଦ୍ର ବେହେରା ସଙ୍ଗୀତ ନିର୍ଦ୍ଦେଶକ : ଗଦାଧର ଖୁଣ୍ଟିଆ ସଜନୀ ସଜନୀ ସଜନୀ ହୋ..ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ହାଏରେ ମୁଁ କାହାକୁ ଭଲ ପାଇନି ହୋ..ଦେଇନି ଦେଇନି ଦେଇନି ଦେଇନି ଦେଇନି ଦେଇନି ମୋ ମନକୁ ବିକି ଦେଇନି ହାଏରେ ମୁଁ କାହାକୁ ଭଲ ପାଇନି ॥ ହାତ ଗଣ୍ଠି ବେଳେ ସାକ୍ଷୀ ରଖିଦିଅ ତୁମେ ହେଲ ମୋରି ପାଇଁ ସାତ ଜନମକୁ ତୁମଠାରେ ବନ୍ଧା ଏ କଥାକି ଜଣା ନାହିଁ ହାତ ଗଣ୍ଠି ବେଳେ ସାକ୍ଷୀ ରଖି ଦିଅ ତୁମେ ହେଲ ମୋରି ପାଇଁ ହୋ..ସାତ ଜନମକୁ ତୁମଠାରେ ବନ୍ଧା ଏ କଥା କି ଜଣା ନାହିଁ ହୋ..ହେଇନି ହେଇନି ହେଇନି ହୋ..ହେଇନି ହେଇନି ହେଇନି ମୁଁ କାହାର ହେଇଯାଇନି ହାଏରେ ମୁଁ କାହାର ହେଇଯାଇନି ହୋ..ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ହାଏରେ ମୁଁ କାହାକୁ ଭଲ ପାଇନି ॥୧॥ ଚଉଠି ରାତିରେ ପହିଲି ଛୁଆଁରେ ମୁଁ ପରା ତୁମରି ହେଲି ଦେହ ଛୁଇଁ ତମ ଖାଇଥିଲି ରାଣ ଏ କଥା କି ମନେ ନାହିଁ ଚଉଠି ରାତିରେ ପହିଲି ଛୁଆଁରେ ମୁଁ ପରା ତୁମରି ହେଲି ହାଏ..ଦେହ ଛୁଇଁ ତମ ଖାଇଥିଲି ରାଣ ଏ କଥା କି ମନେ ନାହିଁ ହେ..ଛୁଇଁନି ଛୁଇଁନି ଛୁଇଁନି ହୋ..ଛୁଇଁନି ଛୁଇଁନି ଛୁଇଁନି ମୁଁ କାହାକୁ କେବେ ଛୁଇଁନି ହାଏରେ ମୁଁ କାହାକୁ କେବେ ଛୁଇଁନି ସଜନୀ ସ

ଝ ଚମ୍ପୂ (ଝଗଡ଼ି ମାତ୍ର ହେଲ ହେ ଶ୍ୟାମ) - Jha Champu (Jhagadi Matra Hela He Shyama) Lyrics

Image
== ଓଡ଼ିଆ == ଗୀତ : ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ଝିମୁଟ ହେବାକୁ ସହସ୍ର ଯାମ ଝିମୁଟ ହେବାକୁ ସହସ୍ର ଯାମ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥  ଝାଉଁଳିବା ନବ ତମାଳ ରମା ଝାଉଁଳିବା ନବ ତମାଳ ରମା ଝିଙ୍କି ଆଣି ଅଙ୍ଗେ କଲଣି ଜମା ଝିଙ୍କି ଆଣି ଅଙ୍ଗେ କଲଣି ଜମା ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୧॥    ଝଡ଼ିବ ବଳ କୋମଳ ଛାତିରୁ ଝଡ଼ିବ ବଳ କୋମଳ ଛାତିରୁ ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୨॥  ଝୁମି ଝୁମି ଲଠି ପୃଷ୍ଠେ ରସାର ଝୁମି ଝୁମି ଲଠି ପୃଷ୍ଠେ ରସାର ଝୁରିବାର ଏକା ହୋଇବ ସାର ଝୁରିବାର ଏକା ହୋଇବ ସାର ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୩॥   ଝଳି ପାଞ୍ଚାଳୀ ଝଟକେ ନାହିଁ କି ? ଝଳି ପାଞ୍ଚାଳୀ ଝଟକେ ନାହିଁ କି ? ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୪॥   ଝଲକି ଗଲ କୃଷ୍ଣ ଅକାରଣେ ଝଲକି ଗଲ କୃଷ୍ଣ ଅକାରଣେ ଝାଡ଼ଖଣ୍ଡ ର

ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୦ - Odia Calendar / Panjika 2020

Image
ଆପଣ ୨୦୨୦ ମସିହାର କ୍ଯାଲେଣ୍ଡର ଦେଖୁଛନ୍ତି । "ଦି ସ୍ମରଣିକା" ପ୍ରକାଶିତ ସମସ୍ତ ଓଡ଼ିଆ କ୍ଯାଲେଣ୍ଡର ଏଇଠି ଦେଖନ୍ତୁ.. କୋହେନୁର ଓ ରାଧରମଣ ପଞ୍ଜିକା କୁ ଆଧାର କରି, "ଦି ସ୍ମରଣିକା" ପ୍ରସ୍ତୁତ କରିଛି "ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୦" । ଜାନୁୟାରୀ ୨୦୨୦ ଓଡ଼ିଆ ମାସ : ପୌଷ ୧୭ - ମାଘ ୧୭ Date Day Festival / Holiday 1 Jan Wed New Year, Dhanu Jatra ନୂଆବର୍ଷ, ଧନୁ ଯାତ୍ରା 5 Jan Sun Shamba Dashami ଶାମ୍ବ ଦଶମୀ 10 Jan Fri Debavisheka Purnima ଦେବାଭିଷେକ ପୂର୍ଣ୍ଣିମା 15 Jan Wed Makara Sankaranti (Pongal) ମକର ସଙ୍କରାନ୍ତି (ପୋଙ୍ଗଲ) 23 Jan Thu Netaji Jayanti, Veer Surendra Sai Jayanti ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ 24 Jan Fri Trivani Amabasya, Abhiram Paramahamsa Jayanti ତ୍ରିବେଣୀ ଅମାବାସ୍ୟା, ଅଭିରାମ ପରମହଂସ ଜୟନ୍ତୀ 26 Jan Sun Republic Day ସାଧାରଣତନ୍ତ୍ର ଦିବସ 30 Jan Thu Saraswati Puja ସରସ୍ଵତୀ ପୂଜା 17 - ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ ଅମାବାସ୍ୟା: 24, ପୂର୍ଣ୍ଣିମା: 10 ଏକାଦଶୀ: 6, 20 ବିବାହ: 16, 19, 20, 22, 29, 30, 31 ବ୍ରତୋପନୟନ: 29, 30, 31 ଫେବୃୟାରୀ ୨୦୨୦ ଓଡ଼ିଆ ମାସ : ମାଘ ୧୮ - ଫାଲ୍‍ଗ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ