Posts

Showing posts from November, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏସ୍‌କା ଗାବା (ତମେ ଆଗଡ଼ୁ ଦେଖ୍‌ଲେ ଯେନ୍ତା ଆର୍ ପଛଡ଼ୁ ଦେଖ୍‌ଲେ ସେନ୍ତା) - Eska Gaba (Tame Aagadu Dekhle Jenta Aar Pachhadu Dekhle Senta) Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୨୨ ସେପ୍ଟେମ୍ବର ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।  == ଓଡ଼ିଆ == ଗୀତ : ଏସ୍‌କା ଗାବା (ତମେ ଆଗଡ଼ୁ ଦେଖ୍‌ଲେ ଯେନ୍ତା) ଭାଷା : ସମ୍ବଲପୁରୀ   କଣ୍ଠ : ଶ୍ରୀବତ୍ସ, ବିଜୟଲକ୍ଷ୍ମୀ ଗୀତିକାର : ସମିର ନାଗ ସଙ୍ଗୀତ ନିର୍ଦ୍ଦେଶକ : ସମିର ନାଗ ମସିହା : ୧୯୯୯ ହ୍ଵା.. ହ୍ଵା.. ହ୍ଵା.. ହ୍ଵା..     (କି) ଏସ୍‌କା ଗାବା ଆଦାଁ ଆନ୍ନାମିଲି ବାପାଗର ଆଦାଁ ଆନ୍ନାମିଲି ଏସ୍‌କା ଗାବା ଆଦାଁ ଆନ୍ନାମିଲି ବାପାଗର ଆଦାଁ ଆନ୍ନାମିଲି (ଝି) କାଇଁ ଗୀତ୍ ଗାଉଛରେ ମକର ? (କି) ଏ ମା ମକର ତମ୍‌କେ ଦେଖ୍‌ଲି ଯେ ଗୀତ୍ ଗୁଟେ ସୁର୍ ଲାଗ୍‌ଲା ଯେ ଗଉଛେ ବୋଲ୍‌ଛେଁ ଆ କାଏଁ ସୁନ୍ଦର୍ ନାଇଁ ଦିଶୁଛ ! (ଝି) ଏ ମା ! ତମେ ହେଲେ କାଇଁ କମ୍‌ ଦିଶୁଛ କାଏଁ (କି) ଏ ମା କେନ୍ତା ଦିଶୁଛେ ଯେ ? (ଝି) ତମେ ଆଗଡ଼ୁ ଦେଖ୍‌ଲେ ଯେନ୍ତା ଆର୍ ପଛଡ଼ୁ ଦେଖ୍‌ଲେ ସେନ୍ତା (କି) ଲେଗ୍‌ରେ ଲେଗା ଘାଟିକେ ଜଲ୍‌ଦି ପଗା (ଝି) ତମେ ବାହାରି ଦେଖ୍‌ଲେ ଯେନ୍ତା ଆର୍ ଭିତିରି ଦେଖ୍‌ଲେ ସେନ୍ତା (କି) ଚିକନ୍ ଚାକନ୍ ଘାଟର ସରଡା ପଖନ୍ (ଝି) ତମେ ଆଗଡ଼ୁ ଦେଖ୍‌ଲେ ଯେନ୍ତା ଆର୍ ପଛଡ଼ୁ ଦେଖ୍‌ଲେ ସେନ୍ତା ତମେ ବାହାରି ଦେଖ୍‌ଲେ ଯେନ୍ତା ଆର୍ ଭିତିରି ଦେଖ୍‌ଲେ ସେନ୍ତା ଲେଡ଼ି ଝଲ୍‌କା ମୁହୁଁ ମଲ୍‌କା ଲେଡ଼ି ଝଲ୍‌କା ମୁହୁଁ ମଲ୍‌କ

ବଂଶୀରେ ତୁ ରାଧା ରାଧା ଡାକନା - Banshire Tu Radha Radha Dakana Lyrics

Image
== ଓଡ଼ିଆ == ଗୀତ : ବଂଶୀରେ ତୁ ରାଧା ରାଧା ଡାକନା ଭାଷା : ଓଡ଼ିଆ ଆଲବମ : ବଇଁଶୀ ରେ କଣ୍ଠ : ସୋନୁ ନିଗମ ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା ବଂଶୀ ରେ ତୁ ରାଧା ରାଧା ଡାକନା ବଂଶୀ ରେ ତୁ ରାଧା ରାଧା ଡାକନା ॥ ବଂଶୀର ସାତ ସୁର ତୁ ଗଲୁ କି ସବୁ ଭୁଲି ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି ବଂଶୀର ସାତ ସୁର ତୁ ଗଲୁ କି ସବୁ ଭୁଲି ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି ତୋତେ ଆଉ କା ନାଆ କି ଡାକିବା ମନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ॥୧॥ ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ ତୋର ହୃଦୟ ନାହିଁ କି କାଳିଆ ସୁନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ବଂଶୀରେ ତୁ ରାଧା ରାଧା ଡାକନା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା ତୁ ଥରେ ଡାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା   ବଂଶୀରେ ତୁ ରାଧା ରାଧା ଡା

ପାହାଡ଼ର ସେପାଖେ ଆମ ଛୋଟ ଗାଁ - Pahadara Sepakhe Aama Chhota Gaan Lyrics

Image
 == ଓଡ଼ିଆ== ଫିଲ୍ମଗୀତ : ପାହାଡ଼ର ସେପାଖେ ଆମ ଛୋଟ ଗାଁ ଭାଷା : ଓଡ଼ିଆ ଚଳଚିତ୍ର : କନ୍ୟାଦାନ କଣ୍ଠ : ପ୍ରଣବ ପଟ୍ଟନାୟକ, ଅନୁରାଧା ପୌଡ଼ୱାଲ ଗୀତିକାର : ଅରୁଣ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ: ଅରୁଣ ମହାନ୍ତି ମସିହା : ୧୯୮୮ (ଝି) ମଉସା ଏ ମାଉସା ଆମ ଗାଁ ଆଉ କେତେ ଦୂର ? (ପୁ) ଏଇତ ଓ..ହୁଁହୁଁ..ହୁଁହୁଁ..ହୁଁ.. ଓହୋହୋ..ହୋହୋ..ହୋହୋହୋ.. ଓହୋ..ଓହୋ..ହୋ..ହୋ.. ପାହାଡ଼ର ସେପାଖେ ଆମ ଛୋଟ ଗାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ ଝରଣାର.. ଝରଣାର ଶବଦରେ କହେ ତାର ନାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ ॥ (ଝି) ଆଛା ମଉସା ଆମ ଗାଁରେ ଆଉ ସବୁ କ'ଣ ଅଛି ? (ପୁ) ବହୁତ ଅଛି ସେଠି ନିତି ସଞ୍ଜ ହେଲେ ଚମ୍ପା ଫୁଲ ଫୁଟେ ହେ..ସେଠି ନିତି ସଞ୍ଜ ହେଲେ ଚମ୍ପା ଫୁଲ ଫୁଟେ ଆମ ଗାଁର ନଈରେ ଗାଁର ଛବି ଦିଶେ କିଏ ଭଲା ଭୁଲିଯିବ ଆମ ଗାଁର ମାୟା କିଏ ଭଲା ଭୁଲିଯିବ ଆମ ଗାଁର ମାୟା ପାହାଡ଼ର ସେପାଖେ ଆମ ଛୋଟ ଗାଁ ॥୧॥ (ଝି) ଆରେ ବାଃ ତମ ଗାଁରେ ତ ସବୁକିଛି ଅଛି (ପୁ) ଉଁହୁଁ.. ଆମ ଗାଁର ଅଭାବଟି ଥିଲେ ଜଣେ ରାଣୀ ହେ..ଆମ ଗାଁର ଅଭାବଟି ଥିଲେ ଜଣେ ରାଣୀ ଆଣିଛି ମୁଁ ମୋ ସାଥିରେ ଆଜି ତାଙ୍କୁ ଟାଣି ସଭିଏଁ ମତେ କହିବେ ବାହାରେ ଭୋଳା ବାହା ସଭିଏଁ ମତେ କହିବେ ବାହାରେ ଭୋଳା ବାହା ପାହାଡ଼ର ସେପାଖେ ଆମ ଛୋଟ ଗାଁ ଝରଣାର.. ଝରଣାର ଶବଦରେ କହେ ତାର ନାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ (ଝି) ଉଁହୁଁହୁଁ..ଉଁ.. ଲାଲାଲା..ଲାଲା..ଲାଲାଲା.. ଲ

Smartphones, Feature Phones, Headphones, Bluetooth Speakers and Accessories — The Smaranika's Choice from Amazon.in

Check The Smaranika's Choice of products from Amazon.in . These are the carefully curated products which would help our users in deciding the right product while buying. Smartphones / Touchscreen Phones - The Smaranika's Choice Keywords: The Smaranika's Choice, The Smaranika Choice, Smartphone, Thouchscreen Mobile Phone, 4GB RAM Mobile, 6GB RAM Mobile, Xiaomi, Mi, Samsung, OnePlus, Redmi, Redmi Note 8, Redmi Note 9 Pro Max, Redmi 6 Pro, Redmi 9, Redmi 9 Prime, Redmi Note 9, Samsung Galaxy M21, Samsung Galaxy M51, Samsung Galaxy M31 Prime, Samsung Galaxy M51, OnePlus 7 Pro, OnePlus 7T, OnePlus 8, OnePlus 8 Pro, OnePlus 8 Pro, OnePlus 8T 5G, OnePlus Nord 5G, Feature Phones - The Smaranika's Choice Keywords: The Smaranika's Choice, The Smaranika Choice, Basic Feature Phone, Keyboard Mobile Phone, Cell Phone, Samsung Metro 313, Samsung Guru Music 2, Nokia 3310 Dual SIM Feature Phone, Nokia 5

ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ (ଭାରତ ଗୀତିକା) - Sarbesang No Janani Bharat Dhanani Kalpalateyang (Bharat Geetika) Lyrics

Image
== ଓଡ଼ିଆ == ଗୀତ : ସର୍ବେଷାଂ ନୋ ଜନନୀ ଭାରତ ଧରଣୀ (ଭାରତ ଗୀତିକା) ଭାଷା : ସଂସ୍କୃତ କଣ୍ଠ : ଲକ୍ଷ୍ମୀକାନ୍ତ ପାଲିତ ଓ ସାଥି କଳାକାର ଗୀତିକାର : କବିବର ରାଧାନାଥ ରାୟ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାଶ ସର୍ବେଷାଂ.. ସର୍ବେଷାଂ ନୋ ଜନନୀ ଭାରତ ଧରଣୀ-କଳ୍ପଲତେୟମ୍ ଜନନୀ-ବତ୍ସଲ-ତନୟ-ଗଣୈସ୍ତତ୍ ସମ୍ୟକ୍ ଶର୍ମ ବିଧେୟମ୍ ସର୍ବେଷାଂ.. ସର୍ବେଷାଂ ନୋ ଜନନୀ ଭାରତ ଧରଣୀ-କଳ୍ପଲତେୟମ୍ ଜନନୀ-ବତ୍ସଲ-ତନୟ-ଗଣୈସ୍ତତ୍ ସମ୍ୟକ୍ ଶର୍ମ ବିଧେୟମ୍ ସର୍ବେଷାଂ.. ॥୧॥ ହିମଗିରି-ସୀମାନ୍ତିତ-ମସ୍ତକମିଦ ମମ୍ବୁଧି-ପରିଗତ ପାର୍ଶ୍ଵମ୍ ଅସ୍ମଦ୍‌ଜନ୍ମଦମନ୍ମଦମନିଶଂ ଶ୍ରୌତ ପୁରାତନମାର୍ଷମ୍ ହିମଗିରି-ସୀମାନ୍ତିତ-ମସ୍ତକମିଦ ମମ୍ବୁଧି-ପରିଗତ ପାର୍ଶ୍ଵମ୍ ଅସ୍ମଦ୍‌ଜନ୍ମଦମନ୍ମଦମନିଶଂ ଶ୍ରୌତ ପୁରାତନମାର୍ଷମ୍ ବିଜନିତ ହର୍ଷଂ ଭାରତବର୍ଷଂ ବିଶ୍ଵୋତ୍କର୍ଷ ନିଦାନମ୍ ଭାରତଶର୍ମଣି କୃତମସ୍ମାଭିଃ ନବମିଦମୈକ୍ୟ ବିଧାନମ୍ ସର୍ବେଷାଂ.. ॥୨॥ ଭାରତପଙ୍କଜଦଲମିଦମୁତ୍କଲ ମଣ୍ଡଲମିତି ବିଦିତଂ ଯତ୍ ତସ୍ୟ କୃତେ ବୟମତ୍ର ସମେତା ବିହିତାତ୍ରୋତ୍ କଲ ସଂସତ୍ ଭାରତପଙ୍କଜଦଲମିଦମୁତ୍କଲ ମଣ୍ଡଲମିତି ବିଦିତଂ ଯତ୍ ତସ୍ୟ କୃତେ ବୟମତ୍ର ସମେତା ବିହିତାତ୍ରୋତ୍ କଲ ସଂସତ୍ ଭାରତମେକା ଗତିରସ୍ମାକଂ ନାପରାସ୍ତି ଭୁବି ନାମ ସର୍ବାଦୌ ପରିଷତ୍ କର୍ମଣି ତତ୍ ଭାରତମେବ ନମାମଃ ଭାରତମେବ ନମାମଃ ଭାରତମେବ ନମାମଃ ଭାରତମେବ ନମାମଃ ॥୩॥ ସର୍ବେଷାଂ ନୋ ଜନନୀ ଭାରତ ଧରଣୀ (ଭାରତ ଗୀତିକ

ଭକତର ଡାକ ଶୁଣ ଦୀନନାଥ - Bhakatara Daka Suna Dinanatha Lyrics

Image
== ଓଡ଼ିଆ == ଭଜନ : ଭକତର ଡାକ ଶୁଣ ଦୀନନାଥ ଭାଷା : ଓଡ଼ିଆ ଗୀତିକାର : ଶ୍ରୀ ଗୌରୀକାନ୍ତ କର ମସିହା : ୧୯୬୫ ଭକତର ଡାକ ଶୁଣ ଦୀନନାଥ           ରହିଛି ଦେଉଳେ ଯୋଡ଼ି ବେନି ହାତ ॥୧॥ କି ଦେଇ ପୂଜିବି କି ଅଛି ମୋହର           ସବୁତ ନେଇଛ ଅଛି ଦେହସାର ॥୨॥ ନନ୍ଦନକାନନ ମରୁଭୂମି ସରି           ଫୁଟେନା ତ ଫୁଲ ପୂଜିବି କିପରି ॥୩॥ ସ୍ରୋତସ୍ୱୀନି ଶୁଖିଯାଇଛି ଯେ ହରି           କେମନ୍ତେ କ୍ଷାଳିବି ଗୋ ପାଦ ମୁଁ ତୁମରି ॥୪॥ ସୁବାସିତ ଧୂପ ଆଜି ବାସହିନ           ସମଦଶା ଭୋଗେ ମଳୟ ଚନ୍ଦନ ॥୫॥ ତୈଳାଭାବେ ଆଉ ଦୀପ ତ ଜଳେନା           ଜାଣି ସବୁ ତୁମେ ହେଉଛ ଅଜଣା ॥୬॥ ରକ୍ତଜବାଟି ଗୋ ରଖିଛି ସାଇତି           ଦୟାମୟ ଘେନ ଅଶେଷ ପ୍ରଣତି ॥୭॥ ଭକତର ଡାକ ଶୁଣ ଦୀନନାଥ: ଶ୍ରୀ ଗୌରୀକାନ୍ତ କର ଙ୍କ ରଚିତ ୧୯୬୫ ମସିହାର ଓଡ଼ିଆ ଭଜନ ଗୀତ “ଭକତର ଡାକ ଶୁଣ ଦୀନନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।   YouTube ଭକତର ଡାକ ଶୁଣ ଦୀନନାଥ == English == Bhajan : Bhakatara Daka Suna Dinanatha Language : Odia Lyricist : Shri Gourikanta Kar Year : 1965 Bhakatara daka shuna Dinanatha           Rahichha deule jodi beni hata ॥1॥ Ki dei pujibi ki achhi mohara           Sabuta neichha achhi dehasara ॥2॥ Nandanakanana marubhumi sari      

ଜିଗର୍‌ୱାଲା (ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍‌ୱାଲା) - Jigarwala (Tate G.F. Banei Dela I Jigarwala) Lyrics

Image
== ଓଡ଼ିଆ == ଗୀତ : ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍‌ୱାଲା ଭାଷା : ସମ୍ବଲପୁରୀ   କଣ୍ଠ : ମଣ୍ଟୁ ଛୁରିଆ, ଅସୀମା ପଣ୍ଡା ଗୀତିକାର : ପିଣ୍ଟୁ ଛୁରିଆ ସଙ୍ଗୀତ ନିର୍ଦ୍ଦେଶକ : ରେହାନ କମଲ ମସିହା : ୨୦୧୮ (ପୁ) ଡର୍‌ କେ ଲୋ ଡରେଇ କରି ଲଭ୍‌ ର ଚାବି ପାଇଗଲି ମନ୍ ଭିତର୍‌କେ ଯାଇ ତୋର୍ ଲଭ୍‌ ତିଜୋରି ତାଲା ଖୁଲି ତୋର୍ ଦିଲ୍‌ କେ ଚୁରେଇ କରି ତୋର୍ ମନ୍‌ କେ ଚୁରେଇ କରି ଇ ଦୁନିଆର୍ ଆଗାଡ଼େରେ ମୁଇଁ କହୁଛେ ଖୁଲ୍ଲମ୍ ଖୁଲ୍ଲା ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍‌ୱାଲା.. (ସମସ୍ତେ) ନାନା..ନାନାନା..ନାଇଁନା..ନାଇଁନା ନାନା..ନାନାନା..ନାଇଁନା..ନାଇଁନା (ପୁ) ହାଁ..ତତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍‌ୱାଲା (ସମସ୍ତେ) ନାନା..ନାନାନା..ନାଇଁନା..ନାଇଁନା ନାନା..ନାନାନା..ନାଇଁନା..ନାଇଁନା (ଝି) ମନ୍‌ କେ ମୋର୍‌ ମନେଇ କରି ଦିଲ୍‌ ତା ମୋର୍ ଦେଇଦେଲି ତୋର୍ ପ୍ରେମର୍‌ ଯାଦୁ ଥି ମୁଇଁ ତୋର୍ ପ୍ରେମିକା ବନି ଗଲି ଇମ୍ପ୍ରେସ୍‌ ହେଇକରି ମୁଇଁ ତୋର୍ ହେଇକରି ଇ ଦୁନିଆର୍ ଆଗାଡ଼େରେ ମୁଇଁ କହୁଛେ ଖୁଲ୍ଲମ୍ ଖୁଲ୍ଲା ମତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍‌ୱାଲା (ସମସ୍ତେ) ନାନା..ନାନାନା..ନାଇଁନା..ନାଇଁନା ନାନା..ନାନାନା..ନାଇଁନା..ନାଇଁନା (ପୁ) ହାଁ..ମତେ ଜି.ଏଫ୍. ବନେଇ ଦେଲା ଇ ଜିଗର୍‌ୱାଲା (ସମସ୍ତେ) ନାନା..ନାନାନା..ନାଇଁନା..ନାଇଁନା ନାନା..ନାନାନା..ନାଇଁନା..ନାଇଁନା ॥ (ପୁ) ମୁଇଁ ପ୍ରେମ ପୂଝାରି ହେଇଗଲି ଏ ମୋର୍ ପ୍ୟ

ଗୋରୀ ଲୋ ଗୋରୀ ତୁ ସେପାରିକୁ - Gori Lo Gori Tu Se Pariku Jibu Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଗୋରୀ ଲୋ ଗୋରୀ ତୁ ସେପାରିକୁ ଭାଷା : ଓଡ଼ିଆ ଚଳଚିତ୍ର : କନ୍ୟାଦାନ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ଅରୁଣ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ: ଅରୁଣ ମହାନ୍ତି ମସିହା : ୧୯୮୮ (ପୁ) ହାଁ..ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ହୋ..ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ପଣତର କାନିରେ ମୋ ପାଶାକୁ ବାନ୍ଧିବୁ ମୋ ନାଁର ସଳିତାରେ ଦୀପଟି ଜାଳିବୁ ହାଃ.. ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ॥ ଆଜି ତୋର ମୋର ବାଲିଘର କେବେ ସାଜିଯିବ ସେ ନଅର ରାଣୀ ସାଜିଥିବୁ ତୁହି ସେଠି ରାଜା ସାଜିଥିବି ମୁହିଁ ତୋର ହାଁ..ଆଜି ତୋର ମୋର ବାଲିଘର କେବେ ସାଜିଯିବ ସେ ନଅର ରାଣୀ ସାଜିଥିବୁ ତୁହି ସେଠି ରାଜା ସାଜିଥିବି ମୁହିଁ ତୋର ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ଆହା.. ॥୧॥ ସରଗେ ଅଛନ୍ତି ଯେତେ ପରି ଅପରୂପ ଶୋଭା ଦେହେ ଧରି ସତ କହୁଛି ତୋ ଦେହ ଛୁଇଁ କେହି ହେବେ ନାହିଁ ତୋର ସରି ସରଗେ ଅଛନ୍ତି ଯେତେ ପରି ଅପରୂପ ଶୋଭା ଦେହେ ଧରି ସତ କହୁଛି ତୋ ଦେହ ଛୁଇଁ କେହି ହେବେ ନାହିଁ ତୋର ସରି ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ଯତରାରେ ଝୁମୁକା ନାଇବୁ ରୁଣୁଝୁଣୁ ଶବଦରେ ଦୁନିଆ ଭୁଲିବୁ ହେଲେ ମୋ ଗୀତରେ ମୋ ପ୍ରୀତିକୁ ସାଇତି ରଖିବୁ ଆହା..ଗୋରୀ ଲୋ ଗ

ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ - Nua Ghara Khandi Dine Puruna Heba Lyrics

Image
 == ଓଡ଼ିଆ == ଗୀତ : ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ଭାଷା : ଓଡ଼ିଆ ପୋଥି / ପୁସ୍ତକ : ବ୍ରହ୍ମଜ୍ଞାନ ଭଜନ   କଣ୍ଠ : ଭିକାରି ବଳ ଗୀତିକାର : ବାଉଳି ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ ରେ ମନ ଥୟ ନୋହିବ   ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥ ଉଈ ଚରିଗଲେ ଗଣ୍ଠି ବତା ମାନ ଯିବ ଫିଟି ଉଈ ଚରିଗଲେ ଗଣ୍ଠି ବତା ମାନ ଯିବ ଫିଟି ଛାଉଣି ଉଡ଼ିଣ ଗଲେ କାନ୍ଥ ପଡ଼ିବ ରେ ମନ କାନ୍ଥ ପଡ଼ିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୧॥   ରୁଅ ଯାକ ଅଛି ଭରା ଟଳିଲେଣି ବେନି ଓରା ରୁଅ ଯାକ ଅଛି ଭରା ଟଳିଲେଣି ବେନି ଓରା ଚମକ ପାଇଣ ପାରା ଉଡ଼ିଣ ଯିବ ରେ ମନ ଉଡ଼ିଣ ଯିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୨॥   ସେ ଘର ପାଞ୍ଚ ଶ୍ରେଣିଆ ଦଶଦ୍ଵାର ତ୍ରିକୋଣିଆ ସେ ଘର ପାଞ୍ଚ ଶ୍ରେଣିଆ ଦଶଦ୍ଵାର ତ୍ରିକୋଣିଆ ରୁଅ ଯାକ ଘୁଣ ଖିଆ ଗଳି ପଡ଼ିବ ରେ ମନ ଗଳି ପଡ଼ିବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ॥୩॥ ବହିଲାଣି ଅଣଚାଶ କେଭେ ନରଖିବ ବାସ ବହିଲାଣି ଅଣଚାଶ କେଭେ ନରଖିବ ବାସ କୁଟୁମ୍ବ ଜନ ପଚିଶ ମରିବେ ସର୍ବ ରେ ମନ ମରିବେ ସର୍ବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ

ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା - Aa Baula Bohu Bohuka Khela Kheliba Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଭାଷା : ଓଡ଼ିଆ ଚଳଚିତ୍ର : ତଅପୋଇ କଣ୍ଠ : ତୃପ୍ତି ଦାସ, ଗୀତା ପଟ୍ଟନାୟକ ଗୀତିକାର : ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୮ (ଝି-୧) ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ମିଛ ମିଛିକା ବାଡ଼ୁଆ ସୂତା ସଜ କରିବା (ଝି-ସମସ୍ତେ) ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ॥ (ଝି-୧) ନାଲି ମଲି ଫୁଲେ କୁଲେଇ (ଝି-୨) ଆ.. (ଝି-୧) ବାହା କଉଡ଼ି ନାଲି ଧାନ ଦେଲି ଚଲେଇ (ଝି-୧+ଝି-୨) ତୋ କୁଲେଇ ମୋ କୁଲେଇ ଅମାରେ ସାଇତି ଦବା ତୋ କୁଲେଇ ମୋ କୁଲେଇ ଅମାରେ ସାଇତି ଦବା (ଝି-୧) ଝିଅ ବାହାକଲେ ପୁଅ ବାହାକଲେ ଯାନି ଯଉତୁକ ଦେବା (ଝି-ସମସ୍ତେ) ଆହା.. ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ତାଥେଇ ତାଥେଇ ତାକ୍‌ତାରି ତାକ୍‌ତାରି ଏ ରାଧା କେଣିକି ଯାଉଛୁ ମନ ମାରି ତୁ ମନ ମାରି ॥୧॥ (ଝି-୧) ତୋର ମୋର ହେବା ଯେବେ ଭେଟ (ଝି-୨) ଆ.. ତୁ ପିନ୍ଧିବୁ ବସନ୍ତ ପତନୀ ମୁଁ ବଉଳ ପାଟ (ଝି-୧+ଝି-୨) ତୋ ତଅଁର ମୋ ତଅଁର ପେଡ଼ିରେ ସାଇତି ଦବା ତୋ ତଅଁର ମୋ ତଅଁର ପେଡ଼ିରେ ସାଇତି ଦବା (ଝି-୨) ଝିଅ ବାହାଘରେ ପୁଅ ବାହାଘରେ ଯାନି ଯଉତୁକ ଦେବା (ଝି-ସମସ୍ତେ) ଆହା.. ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ॥୨॥ (ଝି-୨) ତୋର ମୋ

ବିହଙ୍ଗ ବିପ୍ଲବ (ଓଡ଼ିଆରେ ଦ୍ଵନ୍ଦାତ୍ମକ ଉକ୍ତି ଓ ପଶୁପକ୍ଷୀଙ୍କ ରାବର ବ୍ୟବହାର) - Bihanga Biplaba (Usage of Oxymoron and Onomatopoeia in Odia)

Image
କାହାଣୀ : ବିହଙ୍ଗ ବିପ୍ଲବ ଭାଷା : ଓଡ଼ିଆ ରଚୟିତା : ମହାପାତ୍ର ନୀଳମଣି ସାହୁ ଥର ଥର କରି ତିନି ଥର ଆମ୍ବ ଗଛର ଡାଳରେ ବସା ବାନ୍ଧିଲାଣି ହଳଦିବସନ୍ତ । ମାତ୍ର ତିନିଥରଯାକ ବୁଢ଼ା ମାଙ୍କଡ଼ ସେହି ଡାଳରେ ଡେଇଁ ତା' ବସାକୁ ଭାଙ୍ଗି ଦେଇଛି । ଯେତେ କାକୁତିମିନତି କରି କହିଲେ ବି ବୁଢ଼ା ମାଙ୍କଡ଼ ତା' କଥା ଶୁଣିବାକୁ ନାହିଁ ।     ମା' ହଳଦିବସନ୍ତ ମୁଣ୍ଡରେ ଚିନ୍ତା ମାଡ଼ି ପଡ଼ିଛି । ବସନ୍ତ ଋତୁ ବା ଆଉ କେତେ ଦିନ ରହିବ ! ସାହାଡ଼ା ଗଛମାନଙ୍କରେ ଫୁଲକଷି ଧରିଲାଣି । ଆଉ ଅଳ୍ପ ଦିନରେ ପାଚି ହଳଦି ଗୁରୁଗୁରୁ ଦିଶିବ । ବୁଦାମାନଙ୍କରେ ଶଗଡ଼ବାଟୁଆ କୋଳି ପାଚି ଲାଲ୍ ଟହଟହ ଦିଶିବ । ସେତେବେଳକୁ ଯଦି ଛୁଆ ହୋଇଯାଇଥିବେ, ତେବେ ସିନା ସେମାଙ୍କ କୁନି କୁନି ଥଣ୍ଟରେ ଏଇସବୁ ମିଠା ପାଚିଲା କୋଳି ଆଧାର ଦେବି; ଛୁଆସବୁ ଚଞ୍ଚଳ ବଢ଼ିଯିବେ ! କିନ୍ତୁ ଏ ପର ଘରଭଙ୍ଗା ବୁଢ଼ା ମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉ ନାହିଁ ! ସେ ଅଣ୍ଡା ଦେବ କେବେ, ଆଉ ଛୁଆ ଫୁଟିବେ କେବେ ? କୁଳୁରୁ କୁଳୁ-କୁଳୁରୁ କୁଳୁ ! ପୁରୁଷ ହଳଦିବସନ୍ତଟି କୁଆଡ଼ୁ ବୁଲି ବୁଲି ଆସି ମା' ହଳଦିବସନ୍ତ ପାଖେ ବସିଲା । ତା'ର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ । କହିଲା, "ବୁଝିଲ ! ପାଖଆଖରେ ଆଉ କୋଉ ଗଛ ଖାଲି ନାହିଁ । ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସାବାନ୍ଧି ଅଣ୍ଡା ଦେଇସାରିଲେଣି । କେତେକ ଅଣ୍ଡା ଉଷୁମାଉଛନ୍ତି । ଆଉ କେତେକଙ୍କର ଛୁଆ ଫୁଟିଲ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ