Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ - Suna Jhulanare Jhuluchi Dekhalo Kanhei Lyrics

== ଓଡ଼ିଆ ==

ଭଜନ : ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ
ଭାଷା : ଓଡ଼ିଆ
କଣ୍ଠ : ମହମ୍ମଦ ଅଜିଜ୍
ଗୀତିକାର : ପଞ୍ଚାନନ ନାୟକ
ସଂଗୀତ ନିର୍ଦ୍ଦେଶକ : ପୂର୍ଣ୍ଣ ଖୁଣ୍ଟିଆ



(ଝି-ସମସ୍ତେ)
ଆକାଶରେ ହସେ ଚାନ୍ଦ ସରସୀରେ କଇଁ
ଆହା କି ଅପୂର୍ବ ଶୋଭା ଏ ନେତ୍ର ଦେଖଇ
(ପୁ)
ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ
ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ
ବାହୁ ଝୁଲଣାରେ ତାର ରାଧିକା ମାଇଁ
ବାହୁ ଝୁଲଣାରେ ତାର ରାଧିକା ମାଇଁ
ଆଜିତ ପୁନେଇଁ କାହ୍ନୁ ସାଥେ ରାଈ
ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ
ଆଜିତ ପୁନେଇଁ କାହ୍ନୁ ସାଥେ ରାଈ
ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ
(ଝି-ସମସ୍ତେ)
ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ
(ପୁ)
ବାହୁ ଝୁଲଣାରେ ତାର ରାଧିକା ମାଇଁ
ବାହୁ ଝୁଲଣାରେ ତାର ରାଧିକା ମାଇଁ ॥


(ପୁ)
କୋମଳ ଶ୍ରୀଅଙ୍ଗେ ଶୋଭା ପାଟ ପିତାମ୍ବରୀ
ତ୍ରୀଭଙ୍ଗୀ ଠାଣିରେ ଦେଖ ନାଚେ ବଂଶୀଧାରି
ରାଧିକା ହାତରେ ଧରି ରଙ୍ଗ ପିଚକାରି
ଶ୍ୟାମଳ ଦେହରେ ଦେଲା ନାଲିରଙ୍ଗ ମାରି
କି ସୁନ୍ଦର..
କି ସୁନ୍ଦର ଦିଶୁଛି ଲୋ କଳା କହ୍ନେଇ
ଖିଲି ଖିଲି ହସୁଚି ଲୋ ରାଧିକା ମାଇଁ
ଖିଲି ଖିଲି ହସୁଚି ଲୋ ରାଧିକା ମାଇଁ
(ଝି-ସମସ୍ତେ)
ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ
(ପୁ)
ବାହୁ ଝୁଲଣାରେ ତାର ରାଧିକା ମାଇଁ
ବାହୁ ଝୁଲଣାରେ ତାର ରାଧିକା ମାଇଁ ॥୧॥


(ପୁ)
ନାଟୁଆ କହ୍ନେଇ ଦେଖ କଳା ରଙ୍ଗ ଧରି
ସୁନ୍ଦରୀ ରାଧିକା ଗାଲେ ଦେଲା ରଙ୍ଗ ମାରି
ରାଧିକା ଗାଲରେ କଳା ଦିଶେ କେଡ଼େ ତୋରା
କହ୍ନେଇ ଗାଲରେ ନାଲି ସକାଳର ଖରା
ତ୍ରିଭୁବନେ..
ତ୍ରିଭୁବନେ ଏମିତିକା ରଙ୍ଗତ ନାହିଁ
ସେଇ ରଙ୍ଗ ସତ୍ୟ ଶିବ ସୁନ୍ଦର ଅଟଇ
ସେଇ ରଙ୍ଗ ସତ୍ୟ ଶିବ ସୁନ୍ଦର ଅଟଇ

ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ
ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ
ବାହୁ ଝୁଲଣାରେ ତାର ରାଧିକା ମାଇଁ
ବାହୁ ଝୁଲଣାରେ ତାର ରାଧିକା ମାଇଁ
ଆଜିତ ପୁନେଇଁ କାହ୍ନୁ ସାଥେ ରାଈ
ଏମିତି ବିଚିତ୍ର ଲିଳା ଜଗତରେ ନାହିଁ
ଆଜିତ ପୁନେଇଁ କାହ୍ନୁ ସାଥେ ରାଈ
ଏମିତି ବିଚିତ୍ର ଲିଳା ଜଗତରେ ନାହିଁ
(ଝି-ସମସ୍ତେ)
ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ
(ପୁ)
ବାହୁ ଝୁଲଣାରେ ତାର ରାଧିକା ମାଇଁ
(ଝି-ସମସ୍ତେ)
ବାହୁ ଝୁଲଣାରେ ତାର ରାଧିକା ମାଇଁ
(ପୁ)
ଓ..ବାହୁ ଝୁଲଣାରେ ତାର ରାଧିକା ମାଇଁ
(ଝି-ସମସ୍ତେ)
ବାହୁ ଝୁଲଣାରେ ତାର ରାଧିକା ମାଇଁ ॥୨॥


YouTube ରେ ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ



== English ==

Bhajan : Suna Jhulanare Jhuluchi Dekhalo Kanhei
Language : Odia
Singer : Mohammad Aziz
Lyricist : Panchanana Nayak
Music Director : Purnna Khuntia



(F-All)
Aakashare hase chanda sarasire kain
Aaha ki apurba shobha e netra dekhai
(M)
Suna jhulanare jhuluchi dekha Kahnei
Suna jhulanare jhuluchi dekha Kahnei
Bahu jhulanare tara Radhika Main
Bahu jhulanare tara Radhika Main
Aajita punein Kahnu sathe Rai
Emiti bichitra lila jagatare nahin
Aajita punein Kahnu sathe Rai
Emiti bichitra lila jagatare nahin
(F-All)
Suna jhulanare jhuluchi dekha Kahnei
(M)
Bahu jhulanare tara Radhika Main
Bahu jhulanare tara Radhika Main ॥


(M)
Komala shriange shobha pata pitambari
Tribhangi thanire dekha nache Banshidhari
Radhika hatare dhari ranga pichakari
Shyamala dehare dela naliranga mari
Ki sundara..
Ki sundara dishuchhi lo kala Kahnei
Khili khili hasuchi lo Radhika Main
Khili khili hasuchi lo Radhika Main
(F-All)
Suna jhulanare jhuluchi dekha Kahnei
(M)
Bahu jhulanare tara Radhika Main
Bahu jhulanare tara Radhika Main ॥1॥


(M)
Natua Kahnei dekha kala ranga dhari
Sundari Radhika gale dela ranga mari
Radhika galare kala dishe kede tora
Kahnei galare nali sakalara khara
Tribhubane..
Tribhubane emiti rangata nahin
Sei ranga Satya Shiba Sundara atai
Sei ranga Satya Shiba Sundara atai

Suna jhulanare jhuluchi dekha Kahnei
Suna jhulanare jhuluchi dekha Kahnei
Bahu jhulanare tara Radhika Main
Bahu jhulanare tara Radhika Main
Aajita punein Kahnu sathe Rai
Emiti bichitra lila jagatare nahin
Aajita punein Kahnu sathe Rai
Emiti bichitra lila jagatare nahin
(F-All)
Suna jhulanare jhuluchi dekha Kahnei
(M)
Bahu jhulanare tara Radhika Main
(F-All)
Bahu jhulanare tara Radhika Main
(M)
O..bahu jhulanare tara Radhika Main
(F-All)
Bahu jhulanare tara Radhika Main ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ