Posts
Showing posts with the label Odia Film Song Lyrics
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ== ଫିଲ୍ମଗୀତ : ଏ ମିଳନ କାହାଣୀ ଆମ ଜୀବନର ଭାଷା : ଓଡ଼ିଆ ଚଳଚିତ୍ର : ପୁଅ ମୋର କଳା ଠାକୁର କଣ୍ଠ : କବିତା କୃଷ୍ଣମୂର୍ତ୍ତି, ଉଦିତ ନାରାୟଣ ଗୀତିକାର : ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନଗୋ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୮ (ଝି) ଉଁ..ଉଁ..ଆ..ଆ.. ଏ ମିଳନ କାହାଣୀ ଆମ ଜୀବନର ଏ ମିଳନ କାହାଣୀ ଆମ ଜୀବନର କାଲି ତମେ ଥିଲ ଅଚିହ୍ନା ଅଜଣା କାଲି ତମେ ଥିଲ ଅଚିହ୍ନା ଅଜଣା ଆଜି ତ ନିଜଠୁ ନିଜର ଏ ମିଳନ କାହାଣୀ ଆମ ଜୀବନର ॥ (ଝି) ମୁଁ ଜାଣିନଥିଲି ଏତେ ମିଠା ସତେ ଘରକରଣା ଘରକରଣା ପଥର ଛାତିରେ ବୋହିଯିବ ବୋଲି ସୁନା ଝରଣା ସୁନା ଝରଣା ଏ ଝରଣା ଲହରି ସେ ହୃଦୟର ଏ ଝରଣା ଲହରି ସେ ହୃଦୟର ତାହାରି ଛୁଆଁରେ ସବୁଦିନ ରାତି ତାହାରି ଛୁଆଁରେ ସବୁଦିନ ରାତି ଲାଗେତ ଆହୁରି ମଧୁର ଏ ମିଳନ କାହାଣୀ ଆମ ଜୀବନର ॥୧॥ (ଝି) ତୁମରି ଘରେ ମୁଁ ବିଜୁଳି ପରିକା ଝଲସୁଥିବି ଝଲସୁଥିବି ତୁମରି ଛାତିରେ ନୂଆ ମେଘ ପରି ବରଷୁଥିବି ବରଷୁଥିବି (ପୁ) ଏ ବରଷା ତଥାପି ଲାଗୁଚି ଡର ଏ ବରଷା ତଥାପି ଲାଗୁଚି ଡର କେତେ ସୁଖ ସତେ ସହିକି ପାରିବି କେତେ ସୁଖ ସତେ ସହିକି ପାରିବି ପଚାରୁଛି ମନ ମୋର ଏ ବରଷା ତଥାପି ଲାଗୁଚି ଡର ॥୨॥ (ପୁ) ମୁଁ ତ ନିଜେ ଥିଲି ଅଜଣା ଅଖୋଜା ସାରା ଜୀବନ ସାରା ଜୀବନ ତୁମେ ଆଜି ମୋତେ ଉପହାର ଦେଲ ସୁନେଲି ଜହ୍ନ ସୁନେଲି ଜହ୍ନ (ଝି) ଏ ଜହ୍ନ କାହାଣୀ ଆମ ସପନର ଏ ଜହ୍ନ କାହାଣୀ ଆମ ସପନର...
ସେଇ ଚୂନା ଚୂନା ତାରାଫୁଲେ ଆଜି - Sei Chuna Chuna Taraphule Aaji Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ସେଇ ଚୂନା ଚୂନା ତାରାଫୁଲେ ଆଜି ଭାଷା : ଓଡ଼ିଆ ଚଳଚିତ୍ର : ସୂର୍ଯ୍ୟମୁଖୀ କଣ୍ଠ : ଲତା ମଙ୍ଗେସକର ଗୀତିକାର : ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ: ଶାନ୍ତନୁ ମହାପାତ୍ର ମସିହା : ୧୯୬୩ ସେଇ ଚୂନା ଚୂନା ତାରାଫୁଲ ଆଜି କିଏ ଚୁମି ଚୁମି ଗଲା ହାଏ ହଜି କିମ୍ପା ତାର ମଧୁଛୁଆଁ ଆଣେ ଏ ନିଶୀଥେ ମାୟା କିମ୍ପା ତାର ମଧୁଛୁଆଁ ଆଣେ ଏ ନିଶୀଥେ ମାୟା ପାରେନାହିଁ ମୁହିଁ ବୁଝି ହାଏ ପାଏନା ମୁଁ ତା'ରେ ଖୋଜି ସେଇ ଚୂନା ଚୂନା ତାରାଫୁଲେ ଆଜି ॥ ସେ ଯେ ଭରା ବଉଳର ମିଠା ମିଠା ମହକରେ କିମ୍ପା ଆଣେ ଶିହରଣ ମରମେ ପୁଲକ ଭରେ ଧିମା ଧିମା ସମୀରରେ ଝିଲ୍ଲୀର ସୁରେ ସୁରେ ଅତୀତ ମୋ ଦେଲା ଭାଜି ପାଏନା ମୁଁ ତା'ରେ ଖୋଜି ସେଇ ଚୂନା ଚୂନା ତାରାଫୁଲେ ଆଜି କିଏ ଚୁମିଚୁମି ଗଲା ହାଏ ହଜି ॥୧॥ ଆଖିରେ ମୋ ଦେଇଗଲା କୁହୁକ କଜଳ ଯେ ପାଇଁକି ଦିଶେ ସବୁ ସବୁଜ ମଧୁର ସେ ଯେ ଝରା ଶିଶିରରେ ଟୋପା ଟୋପା ଅଭିମାନ ଦେଇଗଲା ଉପହାର ତୋଳିନେଲା ମୋର ମନ ଚୂନା ଚୂନା ଭାବନାରେ ରଙ୍ଗୀନ କରି ଧୀରେ ଆଗତ ମୋ ଦେଲା ସାଜି ଆଗତ ମୋ ଦେଲା ସାଜି ଏଇ ଚୂନା ଚୂନା ତାରାଫୁଲେ ଆଜି ଏଇ ଚୂନା ଚୂନା ତାରାଫୁଲେ ଆଜି ॥୨॥ YouTube ରେ ସେଇ ଚୂନା ଚୂନା ତାରାଫୁଲେ ଆଜି ସେଇ ଚୂନା ଚୂନା ତାରାଫୁଲେ ଆଜି: ଲତା ମଙ୍ଗେସକର ଙ୍କ କଣ୍ଠରେ, ଶାନ୍ତନୁ ମହାପାତ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଗୁରୁକୃଷ୍ଣ ଗୋସ୍ୱା...
ଝୁମ୍କା ଟିକେ ତୁ ତ ହଲେଇଦେ - Jhumka Tike Tu Ta Haleide Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଝୁମ୍କା ଟିକେ ତୁ ତ ହଲେଇଦେ ଭାଷା : ଓଡ଼ିଆ ଚଳଚିତ୍ର : ଚିହ୍ନା ଅଚିହ୍ନା କଣ୍ଠ : ତାନ୍ସେନ୍ ସିଂ ଗୀତିକାର : ବିନୋଦ ନନ୍ଦ ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୭୯ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ବଜେଇଦେ..ବଜେଇଦେ..ବଜେଇଦେ.. ବେଣୀ ତୋ ହଲିବ ମନ ମୋ ନାଚିବ ଗେଲି ତୁ ହସିଲେ ମୁକୁତା ଝରିବ ବେଣୀ ତୋ ହଲିବ ମନ ମୋ ନାଚିବ ଗେଲି ତୁ ହସିଲେ ମୁକୁତା ଝରିବ ଆଲୋ ତୁ ତ ମୋର ପରି ଆରେ କିଏ ହେବ ତୋର ସରି ଆଲୋ ତୁ ତ ମୋର ପରି ଆରେ କିଏ ହେବ ତୋର ସରି ହେ..ଏଇ..ଏଇ..ଏଇ..ଏଇ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ॥ ଝୁଲି ଝୁଲି ତୁହି ଚାଲୁଚୁ ଏମିତି ମନକୁ ନଉଚୁ ଟାଣି ମନ ମୋ ଚାହୁଁଚି ଏଇଲାଗି ତୋତେ କରନ୍ତିକି ପାଟରାଣୀ ଝୁଲି ଝୁଲି ତୁହି ଚାଲୁଚୁ ଏମିତି ମନକୁ ନଉଚୁ ଟାଣି ମନ ମୋ ଚାହୁଁଚି ଏଇଲାଗି ତୋତେ କରନ୍ତିକି ପାଟରାଣୀ ତୋରି ପାଇଁ ମୁଁ ସବୁ ଭୁଲିଲି ଭଲା ମୁଁ ତୋତେ ଭଲପାଇଲି ହେଲେ ଜାଣି ତୁ ଅଜଣା କାହିଁକି ମନ ଖୋଲି କହିଦେ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ॥୧॥ ଯାହା ତୁ କହିବୁ ତାହା ମୁଁ କରିବି ସିନେମା ଦେଖେଇ ନେବି ଘରେ ତୁ ବସିବୁ ରୋଷେଇ ନ କରି ହୋଟେଲରେ ଖୁଆଇବି ଯାହା ତ...
ଆ ମୋ ପାଖକୁ ଆ ଧନମଣି - Aa Mo Pakhaku Aa Dhanamani Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଆ ମୋ ପାଖକୁ ଆ ଧନମଣି ଭାଷା : ଓଡ଼ିଆ ଚଳଚିତ୍ର : ଦଇବ ଦଉଡ଼ି କଣ୍ଠ : ଗୀତା ଦାସ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି ମସିହା : ୧୯୯୦ (ମା) ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ମୋ କୋଳ ବିଛଣା ମୋ ବାହୁ ଝୁଲଣା ଥରୁଟେ ଡ଼ାକିଦେ ମା' ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ (ଛୁଆ) ମା'.. ॥ (ମା) ମୋ ଓଠରେ ହସ ନଥିଲେ ନ ଥାଉ ତୋ ଓଠରେ ଥାଉ ହସ ତୋ ଓଠରେ ଥାଉ ହସ ତୋ ମୁହଁକୁ ଚାହିଁ ମୁଁ ପିଇଯିବି ଜୀବନର ଯେତେ ଦୁଃଖ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆଜି ମୋ ପଣତ ଧରି ଚାଲୁ ସିନା କାଲି ହେବୁ ମୋର ସାହା ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ॥୧॥ (ମା) ମୁଁ ମଲାନଈ କେବେଠୁ ମରିଛି କେବେଠୁ ଯାଇଛି ଶୁଖି କେବେଠୁ ଯାଇଛି ଶୁଖି ତୁ ମୋ କଳାକାହ୍ନୁ ଜୀବନରେ ପୁଣି ଯମୁନା ଆଣିବୁ ଡାକି ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ପାଉଁଶର ତଳୁ ଆଣି ମତେ ମୋର ସପନ ତୁ ଦେଇଯା ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ॥୨॥ (ଛୁଆ) ମା'.. (ମା) ଆଜି ସିନା ଚୋର-ପୁଲିଶି ଖେଳରେ ଟଳମଳ ପାଦ ତୋର ଟଳମଳ ପାଦ ତୋର କାଲି ତୋ ତେଜରେ ଝଲସି ଉଠିବ ଆମ ଏ ଅନ୍ଧାର ଘର ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ମୁଁ ଯେବେ ନଥିବି ଏଇ ଦୁନିଆରେ ତୁ ରଖିବୁ ମୋ ନାଁ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖ...
ମୋତେ ମିଳିଗଲା ମୋ ଜୀବନ ସାଥୀ (ଆଜିକାଲି କାଇଁ ଭଲଲାଗେ ସବୁଦିନ ସବୁରାତି) - Mote Miligala Mo Jibana Sathi (Aajikali Kain Bhalalage Sabudina Saburati) Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ମୋତେ ମିଳିଗଲା ମୋ ଜୀବନ ସାଥୀ ଭାଷା : ଓଡ଼ିଆ ଚଳଚିତ୍ର : ବାବୁ ଆଇ ଲଭ୍ ୟୁ କଣ୍ଠ : ଇରା ମହାନ୍ତି, ରତିକାନ୍ତ ଗୀତିକାର : ବିଜୟ ମଲ୍ଲ ସଙ୍ଗୀତ ନିର୍ଦ୍ଦେଶକ: ବିଜୟ ମଲ୍ଲ ମସିହା : ୨୦୦୫ (ପୁ) ଆଜିକାଲି.. କାଇଁ ଭଲଲାଗେ ସବୁଦିନ ସବୁରାତି (ଝି) ମୋତେ ମିଳିଗଲା ମୋ ଜୀବନ ସାଥୀ (ପୁ) ହୋ..ମୋତେ ମିଳିଗଲା ମୋ ଜୀବନ ସାଥୀ (ଝି) ଆଜିକାଲି.. କାଇଁ ଉଡ଼ିବୁଲେ ମନସାରା ପ୍ରଜାପତି (ପୁ) ମୋତେ ମିଳିଗଲା ମୋ ଜୀବନ ସାଥୀ (ଝି) ଓ..ମୋତେ ମିଳିଗଲା ମୋ ଜୀବନ ସାଥୀ ॥ (ସମସ୍ତେ) ସାସାସାମାପାଗା..ମାଗାରେ ନିନିନିମାମାମା..ଗାରେସା ସାସାସାମାପାଗା..ମାଗାରେ ନିନିନିମାମାମା..ଗାରେସା ଗାସାଗାଗାଗାଗା..ରେସାନି (ଝି) ପଞ୍ଜୁରୀ ଥିଲା ଶିକୁଳି ଥିଲା ଉଡ଼ିଯିବା ପାଇଁ ଇଚ୍ଛାଥିଲା (ପୁ) ଇଛାଥିଲା ବୋଲି ଉଡ଼ିବାକୁ ଆକାଶ ପାଖକୁ ଡାକିନେଲା (ଝି) କୁହୁଡ଼ି ଥିଲା ଅନ୍ଧାର ଥିଲା ଚାଲିବାକୁ ମନ କହୁଥିଲା (ପୁ) ହୋ..ମନ ଥିଲା ବୋଲି ମଝି ବାଟେ ମନର ମଣିଷ ମିଳିଗଲା (ଝି) ଆଜିକାଲି.. କାଇଁ ବାଟସାରା ଭରିଯାଏ ହୀରା ମୋତି (ପୁ) ମୋତେ ମିଳିଗଲା ମୋ ଜୀବନ ସାଥୀ (ଝି) ଓ..ମୋତେ ମିଳିଗଲା ମୋ ଜୀବନ ସାଥୀ ॥୧॥ (ସମସ୍ତେ) ସାସାସା..ରେରେରେଗା..ପାଗା ସାସାସା..ରେରେରେଗା..ମାରେ ନିନିନି..ସାସାରେ..ଗାପା..ଗାରେଗା (ପୁ) ସୁଖର ନଈ ଆସିଲା ବହି ଅଜାଣତେ କୂଳ ଛୁଇଁଗଲା (ଝି) ସେଇ ନଈକୂଳେ କୁଆଁରିଟେ ଫୁଲହେଇ ଆଜି ଫୁଟିଗଲା (ପୁ) ଫୁ...
ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ - Janha Go Tume Jharana Jharai Luha Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଭାଷା : ଓଡ଼ିଆ ଚଳଚିତ୍ର : ଆରତୀ କଣ୍ଠ : ଆଶା ଭୋସ୍ଲେ ଗୀତିକାର : ସୁରେନ୍ଦ୍ର ବିଦ୍ୟାଧର ସଙ୍ଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୮୧ (ଝି) ଆ..ଆ..ଆ..ଆ..ଆ..ଆ ଆ..ଆ..ଆ..ଆ..ଆ..ଆ ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ମନ ଝୁରେ ଯାହା ଲାଗି ମନ ଝୁରେ ଯାହା ଲାଗି ସେ ତ କେବେ ବୁଝେନା ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ॥ ଯଦି କେବେ ଆକାଶରୁ ତାରା ଫୁଲ ଖସୁଛି ନୀରବରେ ଏ ଆଖିରୁ ଲୁହଧାର ଝରୁଚି ଯଦି କେବେ ଆକାଶରୁ ତାରା ଫୁଲ ଖସୁଛି ନୀରବରେ ଏ ଆଖିରୁ ଲୁହଧାର ଝରୁଚି ହଜିଲା ଦିନର କଥା ତୁମ ମନେପଡ଼େନା ହଜିଲା ଦିନର କଥା ତୁମ ମନେପଡ଼େନା ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ॥୧॥ ଯେତେ ଦୂରେ ଥାଅ ପଛେ ତୁମ କଥା ଭାବିବି ଭୁଲିଗଲେ ଯାଅ ପଛେ ଜଳି ଜଳି ମରିବି ଯେତେ ଦୂରେ ଥାଅ ପଛେ ତୁମ କଥା ଭାବିବି ଭୁଲିଗଲେ ଯାଅ ପଛେ ଜଳି ଜଳି ମରିବି ଏ ଜୀବନେ ତୁମ ବିନା ଆଉ କିଛି ଚାହେଁନା ଏ ଜୀବନେ ତୁମ ବିନା ଆଉ କିଛି ଚାହେଁନା ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ମନ ଝୁରେ ଯାହା ଲାଗି ମନ ଝୁରେ ଯାହା ଲାଗି ସେ ତ କେବେ ବୁଝେନା ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ॥୨॥ ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା: ଆଶା ଭୋସ୍ଲେ ଙ୍କ କଣ୍ଠରେ, ବାସୁଦେବ ରଥ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ସୁରେନ୍ଦ୍ର ବିଦ୍ୟାଧର ଙ୍କ ରଚିତ ୧୯୮୧ ମସିହାର ଓଡ଼ିଆ ଚଳଚ...
ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା ହୁଆ ହେ ପେହେଲି ବାର୍ (ମୋ ଦୁନିଆ ତୋ'ରି ପାଇଁ) - Pyar It's Only Pyar Dekhona Hua He Peheli Baar (Mo Dunia Tori Pain) Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା ଭାଷା : ଓଡ଼ିଆ ଚଳଚିତ୍ର : ଲୋଫର୍ କଣ୍ଠ : ସାନ୍, ତପୁ ମିଶ୍ର ଗୀତିକାର : ବାପୁ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ: ଗୁଡ଼ଲି ରଥ ମସିହା : ୨୦୧୧ (ସମସ୍ତେ) ଓଠ ତୁନି ରହେ ପ୍ରେମ ଯେବେ ହୁଏ ଆଖି କଥାକୁହେ ପ୍ରେମ ଯେବେ ହୁଏ ତେରେ ଇସ୍କ ମେଁ ମେ ଜିଉଁ ତେରେ ଇସ୍କ ମେଁ ମେ ମରୁଁ ତେରେ ବିନ୍ ମେ କୁଛ୍ ଭି ନେହିଁ ବସ୍ ତେରା ସଜ୍ଦା କରୁଁ (ପୁ) ମୋ ଦୁନିଆ ତୋରି ପାଇଁ ସାତରଙ୍ଗୀ ଲାଗେ କାଇଁ ସବୁଠି ତୋ ଛାଇ (ଝି) ମୋ ବାଟରେ ଖରା ଛାଇ ମୋ ସାଥିରେ ଖେଳେ କାଇଁ ଏ ସବୁ ତୋ ପାଇଁ (ପୁ) ଅଳପ ନିଦରେ ଶୋଉଚି ଚେଉଁଚି (ଝି) ଖୋଲିଲେ ଏ ଆଖି ତୋ ମୁହଁ ନାଚୁଚି (ପୁ) ଶୀତ କି ବସନ୍ତ ସଞ୍ଜ କି ସକାଳ ରାତି ହଉକି ୱୋ.. ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା ହୁଆ ହେ ପେହେଲି ବାର୍ (ଝି) ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା ହୁଆ ହେ ପେହେଲି ବାର୍ (ପୁ+ଝି) ପ୍ୟାର୍ ଇଟ୍ସ ଓନ୍ଲି ପ୍ୟାର୍ ଦେଖୋନା ହୁଆ ହେ ପେହେଲି ବାର୍ ॥ (ସମସ୍ତେ) ନିସାପା..ଗାମାଗାପାରେ.. ସାରେନିସା..ଗାରେମାଗା.. ରେମାରେ..ସାନି.. (ଝି) ଲାଲାଲା..ଲାଲା.. (ସମସ୍ତେ) ଗାମାରେ..ନିସାଧାପା..ମାପାଗାମାରେସାନି ସାଗାମାଗାନିସାଗାମାପା.. (ପୁ) ହଜାରେ ଥର ମୁଁ ପଚାରେ କହରେ ଜହ୍ନ ତୁ କହରେ କାହିଁକି ତୋ ମୁହଁ ତା'ପରି ଦିଶେରେ (ଝି) ପୁନେଇ ଜୋଛନା ରାତିରେ ତାରାରେ ତାରା...
ଏ ଜୀବନେ ମୋ ଜୀବନେ ହସ ନାହିଁ - E Jibane Mo Jibane Hasa Nahin Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଏ ଜୀବନେ ମୋ ଜୀବନେ ହସ ନାହିଁ ଭାଷା : ଓଡ଼ିଆ ଚଳଚିତ୍ର : ମମତା ମାଗେ ମୂଲ କଣ୍ଠ : ମହମ୍ମଦ ଅଜିଜ ଗୀତିକାର : ଶିବବ୍ରତ ଦାସ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୫ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ॥ ବଗିଚାରେ ଦିନେ କେବେ ଫୁଲ ଫୁଟିଥିଲା ଝରାଫୁଲ ସେ ବାରତା କାନେ କହିଗଲା କେବେ ଦିନେ ଝଡ଼ ଆସିଗଲା ହାଏ ଝାଡ଼ିଦେଇ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ॥୧॥ ମୋ ନିଜର କେହିଥିଲେ ମୁଁ ଥିଲି କାହାର କେବେ କେଉଁଦିନ ହେଲି ଦୁନିଆଠୁ ପର କେଉଁ ନିଆଁ କେଉଁ ଘର ଗଲା ଜାଳି ଜାଣେନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ଉଁ..ହୁଁହୁଁ..ହୁଁ.. ହୁଁ..ହୁଁହୁଁ..ହୁଁ ॥୨॥ ଏ ଜୀବନେ ମୋ ଜୀବନେ ହସ ନାହିଁ: ମହମ୍ମଦ ଅଜିଜ ଙ୍କ କଣ୍ଠରେ, ଅକ୍ଷୟ ମହାନ୍ତି ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିବବ୍ରତ ଦାସ ଙ୍କ ରଚିତ ୧୯୮୫ ମସିହାର ଓଡ଼ିଆ ଚଳଚିତ୍ର “ମମତା ମାଗେ ମୂଲ” ଗୀତ “ଏ ଜୀବନେ ...
ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି - Aare Mo Lachakabali Rusi Tu Jaana Chali Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି ଭାଷା : ଓଡ଼ିଆ ଚଳଚିତ୍ର : ଆରତୀ କଣ୍ଠ : ତାନସେନ ସିଂ ଗୀତିକାର : ଶିବବ୍ରତ ଦାସ ସଙ୍ଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୮୧ ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି ଏଇ ମନ ମୋର ନୁହେଁ ଜାଲି ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି ହେ..ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି ଏଇ ମନ ମୋର ନୁହେଁ ଜାଲି ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି ॥ ସକସକ ଧକଧକ ତୋ ବିନା ହୁଏ ସିନା ଛାତିରେ କହ ସତେ ଝିଅ ଯେତେ ସବୁ କି ଦଗାଦିଆ ଜାତିରେ ସକସକ ଧକଧକ ତୋ ବିନା ହୁଏ ସିନା ଛାତିରେ କହ ସତେ ଝିଅ ଯେତେ ସବୁ କି ଦଗାଦିଆ ଜାତିରେ ତୁ ବି ତ ରାଜି ମୁଁ ବି ତ ରାଜି ବାହାନା କରୁଛୁ ଖାଲି ତୋ'ର ମୋ'ର ମନର ବେପାର ଆରେ ଅସଲି ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି ଆରେ ମୋ ଲଚକ୍ବାଲି ରୁଷି ତୁ ଯାଆନା ଚାଲି ଏଇ ମନ ମୋର ନୁହେଁ ଜାଲି ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି ॥୧॥ ଆରେ ଝିଅ ଗୁଆଘିଅ ମହକେ ଦୁନିଆ ତୋ ବାସରେ ଦେଖୁ ଦେଖୁ ତରଳିବୁ ଆଜି ତୁ ମୋର ନିଆଁ ଧାସରେ ଆରେ ଝିଅ ଗୁଆଘିଅ ମହକେ ଦୁନିଆ ତୋ ବାସରେ ଦେଖୁ ଦେଖୁ ତରଳିବୁ ଆଜି ତୁ ମୋର ନିଆଁ ଧାସରେ ତୁ ଯମୁନା କୁ ମୁଁ ତ ଗଙ୍ଗା ମଝିରେ କାହିଁକି ବାଲି ତୋର ମୋର ମନର ବେପାର ଆରେ ଅସଲି ଆରେ ମୋ ଲଚକ୍ବାଲି ରୁଷି...
ପାହାଡ଼ର ସେପାଖେ ଆମ ଛୋଟ ଗାଁ - Pahadara Sepakhe Aama Chhota Gaan Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ପାହାଡ଼ର ସେପାଖେ ଆମ ଛୋଟ ଗାଁ ଭାଷା : ଓଡ଼ିଆ ଚଳଚିତ୍ର : କନ୍ୟାଦାନ କଣ୍ଠ : ପ୍ରଣବ ପଟ୍ଟନାୟକ, ଅନୁରାଧା ପୌଡ଼ୱାଲ ଗୀତିକାର : ଅରୁଣ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ: ଅରୁଣ ମହାନ୍ତି ମସିହା : ୧୯୮୮ (ଝି) ମଉସା ଏ ମାଉସା ଆମ ଗାଁ ଆଉ କେତେ ଦୂର ? (ପୁ) ଏଇତ ଓ..ହୁଁହୁଁ..ହୁଁହୁଁ..ହୁଁ.. ଓହୋହୋ..ହୋହୋ..ହୋହୋହୋ.. ଓହୋ..ଓହୋ..ହୋ..ହୋ.. ପାହାଡ଼ର ସେପାଖେ ଆମ ଛୋଟ ଗାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ ଝରଣାର.. ଝରଣାର ଶବଦରେ କହେ ତାର ନାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ ॥ (ଝି) ଆଛା ମଉସା ଆମ ଗାଁରେ ଆଉ ସବୁ କ'ଣ ଅଛି ? (ପୁ) ବହୁତ ଅଛି ସେଠି ନିତି ସଞ୍ଜ ହେଲେ ଚମ୍ପା ଫୁଲ ଫୁଟେ ହେ..ସେଠି ନିତି ସଞ୍ଜ ହେଲେ ଚମ୍ପା ଫୁଲ ଫୁଟେ ଆମ ଗାଁର ନଈରେ ଗାଁର ଛବି ଦିଶେ କିଏ ଭଲା ଭୁଲିଯିବ ଆମ ଗାଁର ମାୟା କିଏ ଭଲା ଭୁଲିଯିବ ଆମ ଗାଁର ମାୟା ପାହାଡ଼ର ସେପାଖେ ଆମ ଛୋଟ ଗାଁ ॥୧॥ (ଝି) ଆରେ ବାଃ ତମ ଗାଁରେ ତ ସବୁକିଛି ଅଛି (ପୁ) ଉଁହୁଁ.. ଆମ ଗାଁର ଅଭାବଟି ଥିଲେ ଜଣେ ରାଣୀ ହେ..ଆମ ଗାଁର ଅଭାବଟି ଥିଲେ ଜଣେ ରାଣୀ ଆଣିଛି ମୁଁ ମୋ ସାଥିରେ ଆଜି ତାଙ୍କୁ ଟାଣି ସଭିଏଁ ମତେ କହିବେ ବାହାରେ ଭୋଳା ବାହା ସଭିଏଁ ମତେ କହିବେ ବାହାରେ ଭୋଳା ବାହା ପାହାଡ଼ର ସେପାଖେ ଆମ ଛୋଟ ଗାଁ ଝରଣାର.. ଝରଣାର ଶବଦରେ କହେ ତାର ନାଁ ପାହାଡ଼ର ସେପାଖେ ଆମ ଛୋଟ ଗାଁ (ଝି) ଉଁହୁଁହୁଁ..ଉଁ.. ଲାଲାଲା..ଲାଲା..ଲାଲାଲା.. ଲ...
ଗୋରୀ ଲୋ ଗୋରୀ ତୁ ସେପାରିକୁ - Gori Lo Gori Tu Se Pariku Jibu Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଗୋରୀ ଲୋ ଗୋରୀ ତୁ ସେପାରିକୁ ଭାଷା : ଓଡ଼ିଆ ଚଳଚିତ୍ର : କନ୍ୟାଦାନ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ଅରୁଣ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ: ଅରୁଣ ମହାନ୍ତି ମସିହା : ୧୯୮୮ (ପୁ) ହାଁ..ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ହୋ..ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ପଣତର କାନିରେ ମୋ ପାଶାକୁ ବାନ୍ଧିବୁ ମୋ ନାଁର ସଳିତାରେ ଦୀପଟି ଜାଳିବୁ ହାଃ.. ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ॥ ଆଜି ତୋର ମୋର ବାଲିଘର କେବେ ସାଜିଯିବ ସେ ନଅର ରାଣୀ ସାଜିଥିବୁ ତୁହି ସେଠି ରାଜା ସାଜିଥିବି ମୁହିଁ ତୋର ହାଁ..ଆଜି ତୋର ମୋର ବାଲିଘର କେବେ ସାଜିଯିବ ସେ ନଅର ରାଣୀ ସାଜିଥିବୁ ତୁହି ସେଠି ରାଜା ସାଜିଥିବି ମୁହିଁ ତୋର ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କ'ଣ ମନାସିବୁ ଆହା.. ॥୧॥ ସରଗେ ଅଛନ୍ତି ଯେତେ ପରି ଅପରୂପ ଶୋଭା ଦେହେ ଧରି ସତ କହୁଛି ତୋ ଦେହ ଛୁଇଁ କେହି ହେବେ ନାହିଁ ତୋର ସରି ସରଗେ ଅଛନ୍ତି ଯେତେ ପରି ଅପରୂପ ଶୋଭା ଦେହେ ଧରି ସତ କହୁଛି ତୋ ଦେହ ଛୁଇଁ କେହି ହେବେ ନାହିଁ ତୋର ସରି ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସେପାରିର ଯତରାରେ ଝୁମୁକା ନାଇବୁ ରୁଣୁଝୁଣୁ ଶବଦରେ ଦୁନିଆ ଭୁଲିବୁ ହେଲେ ମୋ ଗୀତରେ ମୋ ପ୍ରୀତିକୁ ସାଇତି ରଖିବୁ ଆହା..ଗୋରୀ ଲୋ ଗ...
ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା - Aa Baula Bohu Bohuka Khela Kheliba Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଭାଷା : ଓଡ଼ିଆ ଚଳଚିତ୍ର : ତଅପୋଇ କଣ୍ଠ : ତୃପ୍ତି ଦାସ, ଗୀତା ପଟ୍ଟନାୟକ ଗୀତିକାର : ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୮ (ଝି-୧) ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ମିଛ ମିଛିକା ବାଡ଼ୁଆ ସୂତା ସଜ କରିବା (ଝି-ସମସ୍ତେ) ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ॥ (ଝି-୧) ନାଲି ମଲି ଫୁଲେ କୁଲେଇ (ଝି-୨) ଆ.. (ଝି-୧) ବାହା କଉଡ଼ି ନାଲି ଧାନ ଦେଲି ଚଲେଇ (ଝି-୧+ଝି-୨) ତୋ କୁଲେଇ ମୋ କୁଲେଇ ଅମାରେ ସାଇତି ଦବା ତୋ କୁଲେଇ ମୋ କୁଲେଇ ଅମାରେ ସାଇତି ଦବା (ଝି-୧) ଝିଅ ବାହାକଲେ ପୁଅ ବାହାକଲେ ଯାନି ଯଉତୁକ ଦେବା (ଝି-ସମସ୍ତେ) ଆହା.. ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ତାଥେଇ ତାଥେଇ ତାକ୍ତାରି ତାକ୍ତାରି ଏ ରାଧା କେଣିକି ଯାଉଛୁ ମନ ମାରି ତୁ ମନ ମାରି ॥୧॥ (ଝି-୧) ତୋର ମୋର ହେବା ଯେବେ ଭେଟ (ଝି-୨) ଆ.. ତୁ ପିନ୍ଧିବୁ ବସନ୍ତ ପତନୀ ମୁଁ ବଉଳ ପାଟ (ଝି-୧+ଝି-୨) ତୋ ତଅଁର ମୋ ତଅଁର ପେଡ଼ିରେ ସାଇତି ଦବା ତୋ ତଅଁର ମୋ ତଅଁର ପେଡ଼ିରେ ସାଇତି ଦବା (ଝି-୨) ଝିଅ ବାହାଘରେ ପୁଅ ବାହାଘରେ ଯାନି ଯଉତୁକ ଦେବା (ଝି-ସମସ୍ତେ) ଆହା.. ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା ॥୨॥ (ଝି-୨) ତୋର ମୋ...
ଏଇ ଯେ ବନ ଲତା ପାହାଡ଼ - Ei Je Bana Lata Pahada Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଏଇ ଯେ ବନ ଲତା ପାହାଡ଼ ଭାଷା : ଓଡ଼ିଆ ଚଳଚିତ୍ର : ଫୁଲ ଚନ୍ଦନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଦିଲ୍ଲୀପ ଦାସ ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ ମସିହା : ୧୯୮୨ (ପୁ) ଓ.. (ଝି-ସମସ୍ତେ) ଆ..ଆ..ଆ (ପୁ) ଓ.. (ଝି-ସମସ୍ତେ) ଆ..ଆ..ଆ (ପୁ) ଓହୋ..ହୋ (ଝି-ସମସ୍ତେ) ହୁଁ..ଉଁ (ପୁ) ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ହୋ.. ଏଠି ଦିନ ସରେନା ଏଠି ରାତି ସରେନା ଏଠି ଦିନ ସରେନା ଏଠି ରାତି ସରେନା ଏଇ ଯେ ବନ ଲତା ପାହାଡ଼ ॥ (ପୁ) ମାଦଳ ଛନ୍ଦେ ବାଦଲ ଝୁମେ ବନ ପକ୍ଷୀ ସୁରେ ଜଲସା ଜମେ ଏଇଠି ମାଟିକୁ ଆକାଶ ଚୁମେ ଏମିତି ମିଳନ ଦେଖିନି କାହିଁ ହଜି ହଜି ସତେ ଯାଉଚି ମୁହିଁ ବୁଲୁଚି ନାଚି ଗାଇ ହସି ଝୁଲି ଝରଣା ତାର ଗୀତ ସରେନା ତାର ନାଚ ସରେନା ତାର ଗୀତ ସରେନା ତାର ନାଚ ସରେନା ଏଇ ଯେ ବନ ଲତା ପାହାଡ଼ ॥୧॥ (ପୁ) କିଏ ସେ ରୂପସୀ ମୋ ମନ ଜାଣି ସଜାଇଛି ବନ ମୁରୁଜ ବୁଣି ଆଖି ଖୋଜେ ତାରେ ଖୋଜେ ପାଏନି ମୋ ପ୍ରିୟା ଅବା ପାଇ ମୋ ଚିଠି ଲାଜ ତାର ଲେଖି ଦେଇଚି ଏଠି ଅଗଣା ହସେ ପିନ୍ଧି ସେଇ ଲାଜ ଗହଣା ତାର ହସ ସରେନା ମୋର ମନ ପୁରେନା ତାର ହସ ସରେନା ମୋର ମନ ପୁରେନା ଏଇ ଯେ ବନ ଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର ଓ.. ଏଠି ଦିନ ସରେନା ଏଠି ରାତି ସରେନା ଏଠି ଦିନ ସରେନା ଏଠି ରାତି ସରେନା ଏଇ ଯେ ବନ ଲତା ...
ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ - Jemiti Indradhanu Ranga Bune Dhire Dhire Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ ଭାଷା : ଓଡ଼ିଆ ଚଳଚିତ୍ର : ଇସ୍କ ପୁଣିଥରେ କଣ୍ଠ : ହ୍ୟୁମାନ ସାଗର, ଦିପ୍ତୀରେଖା ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୮ (ପୁ) ଯେମିତି ମଉସୁମୀ ମେଘ ଆଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ଝି) ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ପୁ) ସେମିତି ମୋ ଜୀବନରେ ଆସିଲୁ ତୁ କେତେବେଳେ ଆସି ପୁଣି ଘର କଲୁ ଛାତି ତଳେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ (ଝି) ଯେମିତି ଇନ୍ଦ୍ରଧନୁ ରଙ୍ଗ ବୁଣେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ତାତାକା ଧୁମ୍ ଧୁମ୍ ॥ (ଝି-ସମସ୍ତେ) ନାନା..ନାନା..ନାନା..ନାନା ନା..ନାନା..ନାନା ନା..ନାନା..ନାନା..ନା (ପୁ) ଧୀରେ ଧୀରେ ପଥର ବି ହେଇଯାଏ ପ୍ରତିମୂର୍ତ୍ତି ଧୀରେ ଧୀରେ ସଚ୍ଚା ପ୍ରେମ ହେଇଯାଏ ପ୍ରତିଶୃତି (ଝି-ସମସ୍ତେ) ଧୀରେ ଧୀରେ ଧୀରେ ଧୀରେ ଧୀରେ.. (ଝି) ଧୀରେ ଧୀରେ ବାଟ ବଢ଼େ ହେଇଥିଲେ ବାଟବଣା ଧୀରେ ଧୀରେ ରାଗ ରୁଷା ହେଇଯାଏ ବୁଝାମଣା (ପୁ) ସେମିତି ମୋ ସ୍ପନ୍ଦନରେ ଆସିଲୁ ତୁ କେତେବେଳେ ଆସି ପୁଣି ଧଡ଼କିଲୁ ହୃଦୟରେ ଧୀରେ ଧୀରେ (ଝି-ସମସ୍ତେ) ଧୁମ୍ ତାତାକା ଧୁମ୍ ତାତାକା ଧ...
ଟିକିଟିକି ଟିକିଟିକି ଘଣ୍ଟା ଚାଲେ କଣ୍ଟା ଚାଲେ - Tikiiki Tikitiki Ghanta Chale Kanta Chale Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଟିକିଟିକି ଟିକିଟିକି ଘଣ୍ଟା ଚାଲେ ଭାଷା : ଓଡ଼ିଆ ଚଳଚିତ୍ର : ନାଗଫାଶ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୭ (ପୁ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଘଣ୍ଟା ଚାଲେ ହୋ..ହୋ.. କଣ୍ଟା ଚାଲେ ଆ..ଆ.. ଘଣ୍ଟା ଚାଲେ କଣ୍ଟା ଚାଲେ ଘଣ୍ଟା କଣ୍ଟା ମିନିଟି ଝିଅ ଦେଖିଲି ତିନିଟି ମୁଁ ଝିଅ ଦେଖିଲି ତିନିଟି ହୋ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଘଣ୍ଟା ଚାଲେ ଆ..ଆ.. କଣ୍ଟା ଚାଲେ ହୋ..ହୋ.. ଘଣ୍ଟା ଚାଲେ କଣ୍ଟା ଚାଲେ ଘଣ୍ଟା କଣ୍ଟା ମିନିଟି (ପୁ) ଝିଅ ଦେଖିଲି ତିନିଟି ମୁଁ ଝିଅ ଦେଖିଲି ତିନିଟି ହୋ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ॥ (ପୁ) ଦୁଇଟା ଝିଅ ଦୁଇଟା ଝିଅ ଫେରି ଚାହିଁଲେ ଚାହିଁଲା ନାହିଁ ଜଣେ (ପୁ-ସମସ୍ତେ) ଆରେ ଦୁଇଟା ଝିଅ ଫେରି ଚାହିଁଲେ ଚାହିଁଲା ନାହିଁ ଜଣେ (ପୁ) ଯେଉଁ ଝିଅଟି ଚାହିଁଲା ନାହିଁ ସେଇତ ମନ ଟାଣେ ହାଁ.. (ସମସ୍ତେ) ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ଟିକିଟିକି ॥୧॥ (ପୁ) ଦୁଇଟା ଝିଅ ଦୁଇଟା ଝିଅ ହସାହସି ଜଣେ ହସିଲା ଅଧା (ପୁ-ସମସ୍ତେ) ଆରେ ଦୁଇଟା ଝିଅ ହସାହସି ଜଣେ ହସିଲା...
ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି - Nirimakhi Kuanri Mu Shuna Mo Daini Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଭାଷା : ଓଡ଼ିଆ ଚଳଚିତ୍ର : ତଅପୋଇ କଣ୍ଠ : ତୃପ୍ତି ଦାସ ଗୀତିକାର : ବିନୋଦିନୀ ଦେବୀ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୮ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ॥ ବାପା ମୋ ସାଧବ ମା' ସାଧବାଣୀ ସାତ ଭାଇରେ ମୁଁ ଏକଇ ଦୁଲଣୀ ଚଲାବାଟେ ଥିଲା ଆଲଟ ଆଡ଼େଣି ଭାଇ ଫିଙ୍ଗୁଥିଲେ ଅଧାମ ଲବଣି କିମିଆ କରିଲା ବୁଢ଼ୀ ମାଲିଆଣି ଚାନ୍ଦ ପାଇଁ କଲି ଅଝଟ ରୋଷଣୀ ଅଧା ଚାନ୍ଦେ ମା' ଆ.. ଅଧା ଚାନ୍ଦେ ମା' ଗଲେ ପୁରା ଚାନ୍ଦେ ବାପା ଛେଉଣ୍ଡ ହେଲି ମୁଁ ଆହା ସାଧବ ଦୁଲଣି ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ॥୧॥ ସାତ ଭାଇ ଗଲେ ବଣିଜ କରି ସାତ ଭାଉଜ ମୋ ସାତଟି ପରି ଛଅ ଭାଉଜଙ୍କ ଗୁମର ଭାରି ଖଟେଇଲେ ମତେ ପୋଇଲୀ ପରି ଗହନ ବନେ ମୁଁ ଜଗିଲି ଛେଳି ଖାର ମୂଷା ମାଟି ଖାଇଲି ଡରି ଘରର ଦୁଲଣି.. ଆ.. ଘରର ଦୁଲଣି ନେଲି ମୁଁ ମେଲାଣି ଘରମଣି ଛାଡ଼ ହେଲା ତାଙ୍କ ମଥା ମଣି ନିରିମାଖି କୁଆଁରୀ ମୁଁ ଶୁଣ ମୋ ଦଇନି ଅଲିଅଳ ଜେମା ହେଲି ଖୁଦ ରଙ୍କୁଣୀ ଖୁଦ ରଙ୍କୁଣୀ ॥୨॥ ଶବ୍ଦାର୍ଥ ନିରିମାଖି - ନିରାଶ୍ରୟ, ଅରକ୍ଷିତ କୁଆଁରୀ - ଅଭିଆଡ଼ୀ ଝିଅ, ଅବିବାହିତା ଝିଅ ଦଇନି - ବିନତି,...
ଧୀରେ ଧୀରେ ପବନଟା କଲା ମତେ ହଲ୍ଚଲ୍ (ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା) - Dhire Dhire Pabanata Kala Mate Halchal (Hulala Ulala Chal Dustami Chal Dustami Kariba Shala) Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ଧୀରେ ଧୀରେ ପବନଟା କଲା ମତେ ହଲ୍ଚଲ୍ ଭାଷା : ଓଡ଼ିଆ ଚଳଚିତ୍ର : ଲଭ୍ ପାଇଁ କୁଛ୍ଭି କରେଗା କଣ୍ଠ : ପାମେଲା ଜୈନ୍ ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୧୬ (ଝି) ହାଁ..ଧୀରେ ଧୀରେ ପବନଟା କଲା ମତେ ହଲ୍ଚଲ୍ ମନ କହେ ନାଚି ଗାଇ ଝୁମି ଯିବି ହର୍ପଲ୍ ଧୀରେ ଧୀରେ ପବନଟା କଲା ମତେ ହଲ୍ଚଲ୍ ମନ କହେ ନାଚି ଗାଇ ଝୁମି ଯିବି ହର୍ପଲ୍ ନମ୍କିନ୍ ବୟସଟା ଟୁଇଷ୍ଟ ମାଇଲା.. ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା ହେଲେ ପଛେ ହେଇଯାଉ ହାଲ୍ଲା ଗୁଲ୍ଲା ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା ହେଲେ ପଛେ ହେଇଯାଉ ହାଲ୍ଲା ଗୁଲ୍ଲା (ପୁ) ନାରେ ବାବା ସମ୍ଭାଳିଯା ହଅନା ତୁ ହଲ୍ଚଲ୍ ସଜ ସଜ ମୁହଁ ତୋର ଚାନ୍ଦପରି ଝଲ୍ମଲ୍ ଭୁଲ୍ ଟିକେ ହେଇଗଲେ ଭାରି ଝାମେଲା (ଝି) ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା ହେଲେ ପଛେ ହେଇଯାଉ ହାଲ୍ଲା ଗୁଲ୍ଲା ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା ହେଲେ ପଛେ ହେଇଯାଉ ହାଲ୍ଲା ଗୁଲ୍ଲା ଆରେ ହାଲ୍ଲା ଗୁଲ୍ଲା ॥ (ଝି) ହାଁ..ସିଲିସିଲି ଏ ମଉସମଟା ମହୁଝରାଏ ଭାରି ମଜାଲାଗେ (ପୁ) ହାଁ..ଏତେ ଚଗଲି କେମିତି ହେଲୁ ବିଜୁଳି ପରି ଚମ୍କୁ ଭସାମେଘେ (ଝି) ହାଁ..ଆକାଶଟା ମୋ ପାଇଁ କି ଗାଏ ଆଜି ସର୍ଗମ୍ ଇଚ୍ଛାହୁଏ ଗୁଡ଼ିପରି ଉଡ଼ିବାକୁ ହର୍ଦମ୍ ନଟେଇର ସୁତା କିଏ କଟେଇ ଦେଲା ଆଃ ହାଃ ହାଃ ହା...
ଗାଡ଼ି ଚାଲେ ପଛେଇ - Gadi Chale Pachhei Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଗାଡ଼ି ଚାଲେ ପଛେଇ ଭାଷା : ଓଡ଼ିଆ ଚଳଚିତ୍ର : ଯାଯାବର କଣ୍ଠ : ଅକ୍ଷୟ ମହାନ୍ତି, ତୃପ୍ତି ଦାସ ଗୀତିକାର : ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୫ (ପୁ) ଗାଡ଼ି ଚାଲେ ପଛେଇ (ଝି) ଆସୁ ଆସୁ (ପୁ) ଆଉ ଟିକେ ପଛେଇ (ଝି) ହୁଁ ଆସୁ (ପୁ) ଦେବି ଧକ୍କା ଲଗେଇ (ଝି) ଥାଉ (ପୁ) ଆରେ ଆରେ ଗୋରୀ ଆଗେଇଲେ ମୁହିଁ ତୁ କିଆଁ ଯାଉଛୁରେ ପଛେଇ ପଛେଇ (ଝି) ମୋ ବାବା.. ମୋ ବାବା.. ବସିଚିରେ ଟାଙ୍ଗିଆ ପଜେଇ ମୋ ବାବା.. ବସିଚିରେ ଟାଙ୍ଗିଆ ପଜେଇ ॥ (ଝି) ନଦୀ ସେ କୂଳରେ ଘର ତୁମ ବନ୍ଧୁ ଏ କୂଳରେ ମୋର ଘର ତୁମ ମନଠାରୁ ମୋ ମନ ଭଲା କହ କିଆଁ ଏତେ ଦୁର ଏବେ ଆସ ପାଖେଇ (ପୁ) ଗଲି ଗଲି (ଝି) ଦିନେ ଯିବ ଦୂରେଇ (ପୁ) ହେ..ନା (ଝି) ବାଟେ ଦବ ବସେଇ (ପୁ) ଚୁ ଚୁ ଚୁ ଚୁ ଆରେ ଗୋରୀ ତୋର ଥିଲା ଯଦି ଡର ମୋ ସାଥେ ଥିଲୁ କିଆଁ ନଜର ମିଶେଇ (ଝି) ମୋ ବାବା.. ମୋ ବାବା.. ବସିଚିରେ ଟାଙ୍ଗିଆ ପଜେଇ ମୋ ବାବା.. ବସିଚିରେ ଟାଙ୍ଗିଆ ପଜେଇ ॥୧॥ (ପୁ) ଓ.. (ଝି) ଓ..ଆ.. (ପୁ) ଓ..ଓ.. (ପୁ+ଝି) ଓ..ଓ..ଓ..ଆ.. (ପୁ) ଯେ ଦିନରୁ ହେଲା ଦେଖା ତୋର ସାଥେ ଦୁନିଆକୁ କଲି ପର ମନ ଥିଲା ମୋର ଅତି ଆପଣାର ଆଜି ସେ ତ ଯାଯାବର ନେଲୁ ମତେ ଭୁଲେଇ (ଝି) ମିଛ (ପୁ) ଦେଲି ମନ ହଜେଇ (ଝି) କୋଉଠି ? (ପୁ) ଏବେ ଦଉ ଫେରେଇ (ଝି) ଚୁ ଚୁ ଚୁ ଚୁ (ପୁ) ଆରେ ଆରେ ଗୋରୀ ଯାଇନି ମୁଁ ଡରି ମୋ ବାବା ବସିଚି ବି ବନ୍ଧୁକ ସଜେ...
ମାଝିରେ ଶେଷ ଶ୍ରାବଣ ପୂରୁବା ପବନ - Majhire Shesha Shrabana Puruba Pabana Lyrics
- Get link
- X
- Other Apps

== ଓଡ଼ିଆ == ଫିଲ୍ମଗୀତ : ମାଝିରେ ଶେଷ ଶ୍ରାବଣ ପୂରୁବା ପବନ ଭାଷା : ଓଡ଼ିଆ ଚଳଚିତ୍ର : ଶେଷ ଶ୍ରାବଣ କଣ୍ଠ : ଚିତ୍ତ ଜେନା ଗୀତିକାର : ଶିବବ୍ରତ ଦାସ ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୬ ମାଝିରେ.. ଶେଷ ଶ୍ରାବଣ ପୂରୁବା ପବନ ବହିଯାଏ.. ମାଝିରେ.. ଝୁରେ ରାଈ ପରାଣ ଶ୍ୟାମ କି ବୁଝେ ତା ମନ ଝୁରେ ରାଈ ପରାଣ ମାଝିରେ.. ॥ ବୃନ୍ଦାବନେ କଳାକାହ୍ନୁ ଖେଳ ଦେଖି ରାଧା ହେଲା ବାଇ ଆପଣାର ବୋଲି ଭାବି ମନେ ମନେ ସେ ଯେ ଗଲା ଧାଇଁ କହରେ ମାଝି କିଏ ବା ଆଜି ବୁଝେ ତା'ର ମନ.. ଭଲା ବିହି ହେଲା ବାମ ଝୁରେ ରାଈ ପରାଣ ଶ୍ୟାମ କି ବୁଝେ ତା ମନ ଝୁରେ ରାଈ ପରାଣ ମାଝିରେ.. ॥୧॥ ଜାଣେନା ସେ କିଏ ପର ଏଠି କିଏ ପୁଣି ଆପଣାର କିଏ ତା'ର ପରବାସ ପୁଣି କାହିଁ ଅବା ନିଜ ଘର କହରେ ମାଝି କିଏ ବା ଆଜି ବୁଝେ ତା'ର ମନ.. ଭଲା ବିହି ହେଲା ବାମ ଝୁରେ ରାଈ ପରାଣ ଶ୍ୟାମ କି ବୁଝେ ତା ମନ ଝୁରେ ରାଈ ପରାଣ ମାଝି.. ରେ..ମାଝି.. ମାଝିରେ.. ମାଝିରେ.. ମାଝିରେ.. ମାଝିରେ.. ॥୨॥ ମାଝିରେ ଶେଷ ଶ୍ରାବଣ ପୂରୁବା ପବନ: ଚିତ୍ତ ଜେନା ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିବବ୍ରତ ଦାସ ଙ୍କ ରଚିତ ୧୯୭୬ ମସିହାର ଓଡ଼ିଆ ଚଳଚିତ୍ର “ଶେଷ ଶ୍ରାବଣ” ଗୀତ “ମାଝିରେ ଶେଷ ଶ୍ରାବଣ ପୂରୁବା ପବନ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ। YouTube ରେ ମାଝିରେ ଶେଷ ଶ୍ରାବଣ ପୂରୁବା ପବନ ...
ସାରାରା ସାରାରା ସିଲି ସିଲି - Sarara Sarara Sili Sili Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ସାରାରା ସାରାରା ସିଲି ସିଲି ଭାଷା : ଓଡ଼ିଆ ଚଳଚିତ୍ର : ପର୍ଶୁରାମ କଣ୍ଠ : ସୌରିନ୍ ଭଟ୍ଟ, ନିବେଦିତା ଗୀତିକାର : ଶ୍ରୀକାନ୍ତ ଗୌତମ ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୨୦୧୨ (ପୁ) ସାରାରା (ଝି) ସାରାରା (ପୁ) ସିଲି ସିଲି (ଝି) ସିଲି ସିଲି (ଝି) ସାରାରା ସାରାରା ସିଲି ସିଲି ସାରାରା ସାରାରା ସିଲି ସିଲି ମୁଁ ପଢ଼ିଦେଲି ପଢ଼ିଦେଲି ତୋ ମନ କଥା ପଢ଼ିଦେଲି ପଢ଼ୁ ପଢ଼ୁ ଭଲ ପାଇଗଲି ପାଇଗଲି.. (ପୁ) ସାରାରା ସାରାରା ସିଲି ସିଲି ସାରାରା ସାରାରା ସିଲି ସିଲି ମୋ ବାଟରେ ମୁଁ ଯାଉଥିଲି ମୁଁ ତତେ ଦେଖି ରହିଗଲି ଦେଖୁ ଦେଖୁ ମନ ଦେଇଦେଲି ଦେଇଦେଲି.. (ଝି) ସାରାରା ସାରାରା ସିଲି ସିଲି ସାରାରା ସାରାରା ସିଲି ସିଲି ॥ (ଝି) ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ ଆଖି ଦୁଇ ପକ୍ଷୀ ମୋର ଉଡ଼ି ଗଲେ ଦୂରକୁ (ପୁ) ଦୂରେ ଦୂରେ ଖୋଜି ଖୋଜି ପାଇଗଲି ଜଣକୁ ଆଜି ଯାଏ ମନେମନେ ଖୋଜୁଥିଲି ଯାହାକୁ (ଝି) ମୁଁ ଛୁଇଁଦେଲି ଛୁଇଁଦେଲି ତୋ ମନକୁ ମୁଁ ଛୁଇଁଦେଲି ଛାତି ତଳେ ତୋର ଘର କଲି ଘର କଲି.. (ପୁ) ସାରାରା ସାରାରା ସିଲି ସିଲି ସାରାରା ସାରାରା ସିଲି ସିଲି ॥୧॥ (ପୁ) ପ୍ରେମଋତୁ ଅଚାନକ ଛୁଇଁ ଯାଏ ଏମିତି ଭଲଲାଗେ ପୃଥିବୀଟା ନୂଆ ନୂଆ ଯେମିତି (ଝି) ଆଖି କଥା ଆଖି ବୁଝେ ମନ ଜାଣି ହୁଏନା ଅଧାକଥା ବୁଝିହୁଏ ଅଧା ବୁଝି ହୁଏନା (ପୁ) ମୋ ନିଦକୁ ମୁଁ ହଜେଇଲି ମୋ ସପନ ମୁଁ ସଜେଇଲି ନୂଆ ଦୁନିଆରେ ପାଦ ଦେଲି ପାଦ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics
== ଓଡ଼ିଆ == ଗୀତ: ମୋ କଳା ଚାନ୍ଦରେ ଭାଷା: ଓଡ଼ିଆ କଣ୍ଠ: ପ୍ରଣତୀ ମହାନ୍ତି ଗୀତିକାର: ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ: ମଳୟ ମିଶ୍ର, ବିପିନ୍ ବାରିକ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ତୁ ମନେ ପଡ଼ିଗଲେ ଘର ମହକୁଚି ଚନ୍ଦନ କର୍ପୂର ଗନ୍ଧରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୧॥ ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ତୁ’ ଥା ଦୂରେ ଯେତେ ଲଡ଼ୁଥିବି ତତେ ଭଲରେ ହଉକି ମନ୍ଦରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୨॥ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣୀରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣିରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ତୁ ଆର ଜନମରେ ହବୁକି ମୋ ପୁଅ ମଶାଣି ଯିବ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...