Posts

Showing posts from September, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ - Kahin Gale Shyamaghana E Ghana Kalare Lyrics

Image
== ଓଡ଼ିଆ == ଗୀତ : କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ଭାଷା : ଓଡ଼ିଆ କଣ୍ଠ : ଚିତ୍ତ ଜେନା ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ଚଳଚିତ୍ର : ବନ୍ଧୁ ମହାନ୍ତି  ମସିହା : ୧୯୭୭ ବନ୍ଧୁରେ.. ବନ୍ଧୁରେ.. କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ ବନ୍ଧୁରେ.. କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ॥ ହେ କୃଷ୍ଣ ହେ କହ୍ନାଇ ଡାକି ଡାକି ରାଇ ନିରାଶେ ନିକୁଞ୍ଜେ ଆହା ପଡ଼ିଛି ଘୁମାଇ ହେ କୃଷ୍ଣ ହେ କହ୍ନାଇ ଡାକି ଡାକି ରାଇ ନିରାଶେ ନିକୁଞ୍ଜେ ଆହା ପଡ଼ିଛି ଘୁମାଇ ବାର ବାର ହୃଦ ଥରେ ଯେବେ କୃଷ୍ଣ ନାମ ଭାଳେ ଝରଝର ଲୁହ ଧାର ନୟନୁ ଝରେ ବନ୍ଧୁରେ.. କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ॥୧॥ କିଏବା କହିବ ଯାଇ ରାଇକୁ ବୁଝାଇ ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ କିଏବା କହିବ ଯାଇ ରାଇକୁ ବୁଝାଇ ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ ଥିଲେ ଯେତେ ଦୂରେ ଦୂରେ ମନ ଖୋଜେ ମନକୁରେ ଏକକୁ ଆରେକ ବନ୍ଧା ପୀରତି ଡୋରେ ବନ୍ଧୁରେ.. କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ ଏକାକୀ ଆକୁଳେ ॥୨॥ YouTube ରେ କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ == English == Song : Kahin Gale Shyamaghana E Ghana Kalare Language : Odia Singer : Chitta Jena Lyricist : Pra

ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ - E Banara Chhai Jahin Prathama Prema Sapana Lyrics

Image
== ଓଡ଼ିଆ == ଗୀତ : ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଭାଷା : ଓଡ଼ିଆ ଚଳଚିତ୍ର : ଗପ ହେଲେବି ସତ କଣ୍ଠ : ସୁମନ କଲ୍ୟାଣପୁର, ଅମିତ କୁମାର ଗୀତିକାର : ଗୁରୁକୃଷ୍ଣ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ଭୁବନ, ହରି  ମସିହା : ୧୯୭୬ (ପୁ) ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଯାଇଛି ସତ ହୋଇ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଯାଇଛି ସତ ହୋଇ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ (ଝି) ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ଚଇତି ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ଚଇତି ଯାଇଛି ମତେ ଛୁଇଁ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ ॥ (ପୁ) ସରଗ ଚାନ୍ଦ ପଡ଼ିଚି ଖସି ସତେ କି ମୋ ହାତେ ଗଲା ଜନମ ଖୋଜିଲା ସାଥି ଯାଇଚି ମିଳି ମତେ ମୁଁ ଦେଉଛି କହି ସାରା ଜୀବନ ହସିବି ମୁହିଁ ମୁଁ ଦେଉଛି କହି ସାରା ଜୀବନ ହସିବି ମୁହିଁ ତୁମକୁ ସାଥେ ନେଇ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ ॥୧॥ (ଝି) ଏ ମନ ତୁମ ପୁଜାରିଣୀ ଏ ଦେହ ପୁଜାଫୁଲ ଏଇ ଜୀବନ ଦେଉଳେ ତୁମେ ତୁମେ ଦେବତା ମୋର ମୁଁ ରଖୁଛି କହି ତୁମ ଦେହର ଛାଇ ହୋଇବି ମୁଁ ରଖୁଛି କହି ତୁମ ଦେହର ଛାଇ ହୋଇବି ଜନମ ସାରା ମୁହିଁ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ (ପୁ) ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଯ

ଆଉ ଥରେ କହ ଭାରି ଭଲ ଲାଗୁଚି - Aau Thare Kaha Bhari Bhala Laguchi Lyrics

Image
== ଓଡ଼ିଆ == ଗୀତ : ଆଉ ଥରେ କହ ଭାରି ଭଲ ଲାଗୁଚି ଭାଷା : ଓଡ଼ିଆ କଣ୍ଠ : ସବିଶେଷ ମିଶ୍ର, ଅସୀମା ପଣ୍ଡା ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ବସନ୍ତରାଜ ସାମଲ ମସିହା : ୨୦୧୯ (ପୁ) ମୋତେ ଭୁଲ ବୁଝିବୁନି ଗୋଟେ ଭୁଲ ହେଇଚି ମୋତେ ଭୁଲ ବୁଝିବୁନି ଗୋଟେ ଭୁଲ ହେଇଚି ତୋ ବିନା ଅନୁମତିରେ ମୁଁ ତତେ ଭଲ ପାଉଚି (ଝି) ଆଉ ଥରେ କହ ଭାରି ଭଲ ଲାଗୁଚି ଉଁ..ଆଉ ଥରେ କହ ଭାରି ଭଲ ଲାଗୁଚି ମୋତେ ଭୁଲ ବୁଝିବୁନି ଗୋଟେ ଭୁଲ ହେଇଚି ମୋତେ ଭୁଲ ବୁଝିବୁନି ଗୋଟେ ଭୁଲ ହେଇଚି ତୁ ଜାଣିନୁ ହେଲେ ମୁଁ ତତେ ଦିଲ୍ ଦେଇ ଦେଇଚି (ପୁ) ଆଉ ଥରେ କହ ଭାରି ଭଲ ଲାଗୁଚି ଆଉ ଥରେ କହ ଭାରି ଭଲ ଲାଗୁଚି ॥୧॥ (ପୁ) ଏମିତି ବାସୁଚୁ ଗୋରୀ ଦଉଚୁ ପାଗଳ କରି ଦେଖିଲି ଯେବେଠୁ ତତେ ଛାତିରେ ଚାଲିଲା ଛୁରୀ (ଝି) ହଁ..ଏମିତି ଚେହେରା ତୋର ପଡ଼ିଲା ଯେବେ ନଜର ଦିଲ ତ ହେଲା ଦିୱାନି ମନ ତ ମିନାବଜାର (ପୁ) ମୋତେ ଭୁଲ ବୁଝିବୁନି ଗୋଟେ ଭୁଲ ହେଇଚି ମୋତେ ଭୁଲ ବୁଝିବୁନି ଗୋଟେ ଭୁଲ ହେଇଚି ତୋ ବିନା ଅନୁମତିରେ ମୁଁ ତୋ କଥା ଭାବୁଚି (ଝି) ଆଉ ଥରେ କହ ଭାରି ଭଲ ଲାଗୁଚି ଆରେ..ଆଉ ଥରେ କହ ଭାରି ଭଲ ଲାଗୁଚି ॥୨॥ (ଝି) ତୋ ବିନା ସରୁନି ଦିନ ତୋ ବିନା ସରୁନି ରାତି ତୁ ଯଦି ନ ଦବୁ ଧରା ବଞ୍ଚିବି କହ କେମିତି (ପୁ) ଯେମିତି ତୋ ଅବସ୍ଥା ସେମିତି ମୋ ଅବସ୍ଥା ଦୁହିଁଙ୍କ ପାଇଁ ତ ଏବେ ପ୍ରେମ ତ

ଡାଲଖାଇରେ ଡାଲଖାଇରେ ଡୁଏଟ୍ ଭର୍ଜନ (ଲାଲ ଗୁଲୁ ଗୁଲୁ ଫଗୁର୍ ବରନ) - Dalkhaire Dalkhaire Duet Version (Lala Gulu Gulu Phagur Barana) Lyrics

Image
== ଓଡ଼ିଆ == ଗୀତ : ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ଭାଷା : ସମ୍ବଲପୁରୀ କଣ୍ଠ : ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ ଗୀତିକାର : କାର୍ତ୍ତିକେଶ୍ୱର ନାୟକ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ (ପୁ+ଝି) ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ (ପୁ) ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ (ଝି) କେତେ ବରନ୍ ହେସି ଫୁଲର୍ ଫଗୁନ (ପୁ) ଫଗୁନ ମାସରେ ଦୁଲ ଯାତରା (ପୁ+ଝି) ଯାତରା କେ ଯିମା ଉଦିଆ ତରା ଯମୁନାର୍ କୁଲେ କଦମର୍ ମୂଲେ ମନ୍ ମହୁଥିବା ବଇଁଶୀ ସୁରେ ଫଗୁ ଉଡ଼ୁଥିବା ସହିଲୋ ଫଗୁ ଉଡ଼ୁଥିବା ସହିଲୋ ମଦୁର ଚୁଲେ ମଦୁର ଚୁଲେ ମଦୁର ଚୁଲେ କା ଡାଲଖାଇରେ ॥୧॥ (ପୁ+ଝି) ଡାଲଖାଇରେ ଡାଲଖାଇରେ ସୁରୁ ସୁରୁ ଲାଲ ଗିରେଲ ଫୁଲ (ପୁ) ସୁରୁ ସୁରୁ ଲାଲ ଗିରେଲ ଫୁଲ ସୁରୁ ସୁରୁ ଲାଲ ଗିରେଲ ଫୁଲ (ଝି) କିଣିଯିମା ଚାଲ ଦେମୁଲ ଝାର (ପୁ) ଆରେ.. ଦେମୁଲ ଝାରେଦେ ଥିମା ମହୁଲ  (ପୁ+ଝି) ମହୁଲ ମାଗାନେ ହୋଇମା ଭୁଲ ବାଜିବା ଢୁଲ ଚାଙ୍ଗୁ ମାନ୍ଦଲ ଝମକୁଥିବା କା ଗୁଣର୍ ପାଞ୍ଜଲ ଝାଇଁ ମାରିନେବା ସହିଲୋ ଝାଇଁ ମାରିନେବା ସହିଲୋ କଲା କଜଲ କଲା କଜଲ କଲା କଜଲ କେ ଡାଲଖାଇରେ ॥୨॥  (ପୁ+ଝି) ଡାଲଖାଇରେ ଡାଲଖାଇରେ ବାସ ଗହଗହ ଆମ ବଉଲ (ପୁ) ବାସ ଗହଗହ ଆମ ବଉଲ ବାସ ଗହଗହ ଆମ ବଉଲ (ଝି) ଲାଲ ଚହଚହ ଶିମେଲ ଫ

ଯେଉଁ ହାତ କରୁଥାଏ ପାପ - Jeun Hata Karuthae Papa Lyrics

Image
== ଓଡ଼ିଆ == ଗୀତ : ଯେଉଁ ହାତ କରୁଥାଏ ପାପ ଭାଷା : ଓଡ଼ିଆ କଣ୍ଠ : ସୁବାସ ଦାସ  ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ଯେଉଁ ହାତ କରୁଥାଏ ପାପ ସେଇ ହାତ ଜାଳୁଥାଏ ଦୀପ ଯେଉଁ ତୁଣ୍ଡ କହେନାହିଁ ସତ ସେଇ ତୁଣ୍ଡ ଗାଏ ଭାଗବତ ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ ମିଛ ଏ ଜଗତ ହେ ଜଗନ୍ନାଥ ଯେଉଁ ହାତ କରୁଥାଏ ପାପ ସେଇ ହାତ ଜାଳୁଥାଏ ଦୀପ ସେଇ ହାତ ଜାଳୁଥାଏ ଦୀପ ॥     ରାତି ପରେ ତୁମେ ରଖିଛ ଦିନ ହେ ପାପ ପରେ ତୁମେ ରଖିଛ ପୁଣ୍ୟ ଧନ୍ୟ ପ୍ରଭୁ ତୁମ ମହିମା ଧନ୍ୟ ହେ କେଉଁଠି ଶହେ କୁ କେଉଁଠି ଶୁନ୍ୟ  କେଉଁଠି ଶହେ କୁ କେଉଁଠି ଶୁନ୍ୟ ଯେଉଁ ଆଖି ଦେଖଇ ଖରାପ ସେଇ ଆଖି ଦେଖେ କଳାରୂପ ଯେଉଁ ଆଖି ଦେଖଇ ଖରାପ ସେଇ ଆଖି ଦେଖେ କଳାରୂପ ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ ମିଛ ଏ ଜଗତ ହେ ଜଗନ୍ନାଥ ଯେଉଁ ହାତ କରୁଥାଏ ପାପ ସେଇ ହାତ ଜାଳୁଥାଏ ଦୀପ ସେଇ ହାତ ଜାଳୁଥାଏ ଦୀପ ॥୧॥       ପ୍ରାଣଡଙ୍ଗା କରି ଉପର ତଳ ହେ ଅଥଳ ସାଗରେ ଦେଖାଅ କୂଳ କରମକୁ ଘେନି ଦଉଛ ଫଳ ହେ   କିଏବା ବୁଝିବ ତୁମରି ଖେଳ କିଏବା ବୁଝିବ ତୁମରି ଖେଳ ଯେଉଁ ପାଦ ଭୁଲିଯାଏ ପଥ ସେଇ ପାଦ ଯାଏ ଶିରିକ୍ଷେତ୍ର ଯେଉଁ ପାଦ ଭୁଲିଯାଏ ପଥ ସେଇ ପାଦ ଯାଏ ଶିରିକ୍ଷେତ୍ର ତୁମ ଛଡ଼ା ନାହିଁ କାହାକୁ ବିଶ୍ଵାସ ତୁମ ଛଡ଼ା ନାହିଁ କାହାକୁ

ପଲକେ ନୂଆ ସପନ ବସା ବାନ୍ଧୁଥିଲା - Palake Nua Sapana Basa Bandhuthila Lyrics

Image
== ଓଡ଼ିଆ == ଫିଲ୍ମଗୀତ : ପଲକେ ନୂଆ ସପନ ବସା ବାନ୍ଧୁଥିଲା ଭାଷା : ଓଡ଼ିଆ ଚଳଚିତ୍ର : ବାଳୁଙ୍ଗା ଟୋକା କଣ୍ଠ : ଉଦିତ ନାରାୟଣ, ଅଞ୍ଜଳି ମିଶ୍ର  ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୧୧ (ପୁ) ପଲକେ ନୂଆ ସପନ ବସା ବାନ୍ଧୁଥିଲା ଶୁଣି ତୋ ପାଦ ଶବଦ ଆଖି ଖୋଲିଗଲା ହାଏ ଫିକାଫିକା ଏଇ ମନେ ରଙ୍ଗ ଲାଗିଗଲା ପଲକେ ନୂଆ ସପନ ବସା ବାନ୍ଧୁଥିଲା ଶୁଣି ତୋ ପାଦ ଶବଦ ଆଖି ଖୋଲିଗଲା ହାଏ ଫିକାଫିକା ଏଇ ମନେ ରଙ୍ଗ ଲାଗିଗଲା ଆରେ ରେରେ ରେରେ ମୋର ନିଦ ହଜିଗଲା ଆରେ ରେରେ ରେରେ ମୋତେ ପ୍ରେମ ହେଇଗଲା ଆରେ ରେରେ ରେରେ ମୋର ନିଦ ହଜିଗଲା ଆରେ ରେରେ ରେରେ ମୋତେ ପ୍ରେମ ହେଇଗଲା ॥ (ପୁ) ପାଗଳ ମୁଁ ହେଇଯିବି ଖୁସିରେ ଲାଗୁନାହିଁ ପାଦ ଆଜି ଭୂଇଁରେ (ଝି) ପ୍ରେମ ଏମିତିକା ଯାଦୁ ତତେ ମତେ କଲା କାବୁ ଖାଲି ମନେରହିଲୁ ତୁ ବାକି ଭୁଲିଗଲି ସବୁ (ପୁ) ତୋ ଠାରୁ ଥିଲି ବହୁ ଦୂରରେ ପାଇଗଲି ତତେ ଆଜି ବାହୁରେ ହାଏ ଧୀରେ ଧୀରେ ପ୍ରେମ ତୋର ରଙ୍ଗ ବୋଳିଦେଲା ଆରେ ରେରେ ରେରେ ମୋତେ ପ୍ରେମ ହେଇଗଲା (ଝି) ଆରେ ରେରେ ରେରେ ମୋତେ ପ୍ରେମ ହେଇଗଲା ॥୧॥ (ଝି) ଆ..ଆ..ଆ..ଆଆଆ.. (ପୁ) ହୋ..ହୋହୋ..ହୋ.. ଲାଲାଲା..ଲା..ଲା..ଲା.. (ଝି) ଆଗରୁ ନଥିଲା କେହି ଜୀବନେ ଆଙ୍କି ଦେଲି ଛବି ତୋର ଏ ମନେ (ପୁ) ପ୍ରେମ ସିନା ଦିଶେନାହିଁ ହେଇଗଲେ ଲୁଚେନାହିଁ କେବେ ପ୍ରେମ ଯାଏ

ଓରେ ସଜନା ରେ (ଓଠ ତୋର କିଛି କହୁନାହିଁ) - Ore Sajna Re (Otha Tora Kichhi Kahunahin) Lyrics

Image
== ଓଡ଼ିଆ == ଗୀତ : ଓରେ ସଜନା ରେ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ଦୀପକ ଜେନା ସଙ୍ଗୀତ ନିର୍ଦ୍ଦେଶକ : ପପୁ ପମ ପମ (ପୁ) ଓଠ ତୋର କିଛି କହୁନାହିଁ ଚାହାଣି ଦଉଛି ହାଣି ତୋ କଥା ଭାବିଲେ କ'ଣ ହୁଏ ଆଲୋ ମୋ ଗେହ୍ଲେଇ ରାଣୀ ଓଠ ତୋର କିଛି କହୁନାହିଁ ଚାହାଣି ଦଉଛି ହାଣି ତୋ କଥା ଭାବିଲେ କ'ଣ ହୁଏ ଆଲୋ ମୋ ଗେହ୍ଲେଇ ରାଣୀ ହାଏ ହାଏ ରବ୍‍ବା ରବ୍‍ବା ଦିଲ୍ ତୋ'ଠି ଫିଦାରେ ଜଗ ଲାଗେ ସୁନା ସୁନା ମୋ ଦୁନିଆ ତୁହିରେ କି ମନ୍ତର କରିଦେଲୁରେ.. (ସମସ୍ତେ) ଦିୱାନା ଦିୱାନା ଏ ହୋ ଗେୟା ଓରେ ସଜନାରେ.. ଓରେ ସଜନାରେ (ପୁ) ସଜନାରେ.. (ସମସ୍ତେ) ଦିୱାନା ଦିୱାନା ଏ ହୋ ଗେୟା ଓରେ ସଜନାରେ.. ଓରେ ସଜନାରେ (ପୁ) ସଜନା.. (ସମସ୍ତେ) ଧାକିଡ଼ି..ଧା..ଧାକିଡ଼ି..ଧା..    ତାତାତା..ତାତାତା.. ଧାକିଡ଼ି..ଧା..ଧାକିଡ଼ି..ଧା.. ତାତାତା..ତାତାତା.. ଧା..ତେରେକେଟେ..ଦିଗତା..ତେରେକେଟେ ତା..ତେରେକେଟେ..ତିଗତା..ତେରେକେଟେ ଧାକିଡ଼ି..ଧା..ତା.. ଧାକିଡ଼ି..ଧା..ତା..ଧାକିଡ଼ି..ଧା ॥୧॥ (ପୁ) ତୁ ମତେ ଭଲ ପା କି ନ ପା ଯାଏ ଆସେ ନାହିଁ କିଛି ତତେ ଭଲ ପାଏ ଭାବି ଭାବି ମୁଁ ଭାରି ଖୁସିରେ ଅଛି ଆ..ଓ..ଓ..ଓ.. ମୋ ଛାତିରେ ରୂପ ଉଆସରେ ହଜାରେ ବଖରା ଫାଙ୍କା ତୁ ଯାଣୁ ସେଠି ତୁ ନାହୁଁ ହେଲେ ନିତି ମୁଁ କରୁଛି ଦେଖା ହାଏ ମୌଲା ମେରେ ମୌଲା ତୁ ଏକି କଲୁରେ ତିରିଛି ନ

ମୋତେ ସେହି ରୂପ ଦେଖାଅ ହରି - Mote Sehi Rupa Dekao Hari Lyrics

Image
== ଓଡ଼ିଆ == ଗୀତ : ମୋତେ ସେହି ରୂପ ଦେଖାଅ ହରି ଭାଷା : ଓଡ଼ିଆ କଣ୍ଠ : ସୁବାସ ଦାସ ଗୀତିକାର : ସାଲବେଗ ସଙ୍ଗୀତ ନିର୍ଦ୍ଦେଶନା : ପାରମ୍ପରିକ ମୋତେ ସେହି ରୂପ ଦେଖାଅ ହରି ମୋତେ ସେହି ରୂପ ଦେଖାଅ ହରି ଜୟ ଶ୍ରୀରାଧେ ବୋଲି ଡାକେ ବାଁଶରୀ   ମୋତେ ସେହି ରୂପ ଦେଖାଅ ହରି ମୋତେ ସେହି ରୂପ ଦେଖାଅ ହରି ॥୧॥ ତ୍ରିପାଦରେ ଦାନ ନେଇ ବଳିକି ପାତାଳେ ଥୋଇ ତ୍ରିପାଦରେ ଦାନ ନେଇ ବଳିକି ପାତାଳେ ଥୋଇ ତେଣୁ କରି ଶୁକ୍ରମନ୍ତ୍ର ନୟନରେ କୁଶ ମାରି ମୋତେ ସେହି ରୂପ ଦେଖାଅ ହରି ମୋତେ ସେହି ରୂପ ଦେଖାଅ ହରି ॥୨॥ ଡାହାଣେ ଶ୍ରୀ ହଳପାଣି ମଧ୍ୟେ ସୁଭଦ୍ରା ଭଉଣୀ ଡାହାଣେ ଶ୍ରୀ ହଳପାଣି ମଧ୍ୟେ ସୁଭଦ୍ରା ଭଉଣୀ ବାମ ପାଶେ ବସିଛନ୍ତି ଶଙ୍ଖ ଚକ୍ର ଗଦାଧାରୀ ମୋତେ ସେହି ରୂପ ଦେଖାଅ ହରି ମୋତେ ସେହି ରୂପ ଦେଖାଅ ହରି ॥୩॥ କହେ ସାଲବେଗ ହୀନ ଜାତିରେ ଅଟେ ଯବନ କହେ ସାଲବେଗ ହୀନ ଜାତିରେ ଅଟେ ଯବନ କଂସ ଅଷ୍ଟମଲ୍ଲ ମାରି କାହାକୁ ନ ଅଛ ତାରି ମୋତେ ସେହି ରୂପ ଦେଖାଅ ହରି ମୋତେ ସେହି ରୂପ ଦେଖାଅ ହରି ଜୟ ଶ୍ରୀରାଧେ ବୁଲି ଡ଼ାକେ ବାଂଶରୀ ମୋତେ ସେହି ରୂପ ଦେଖାଅ ହରି ମୋତେ ସେହି ରୂପ ଦେଖାଅ ହରି ॥୪॥ YouTube ରେ ମୋତେ ସେହି ରୂପ ଦେଖାଅ ହରି == English == Song : Mote Sehi Rupa Dekao Hari Language : Odia Singer : Subash Das Lyricist : Salabega Music Direction : Traditional

କଉଠି ହଜିଲା ପ୍ରେମ ଖୋଜି ମୁଁ ପାଏନା - Kauthi Hajila Prema Khoji Mun Paena Lyrics

Image
== ଓଡ଼ିଆ == ଫିଲ୍ମଗୀତ : କଉଠି ହଜିଲା ପ୍ରେମ ଖୋଜି ମୁଁ ପାଏନା ଭାଷା : ଓଡ଼ିଆ ଚଳଚିତ୍ର : ଗଳ୍ପ ନୁହେଁ ଅଳ୍ପ ଦିନର  କଣ୍ଠ : ହ୍ୟୁମାନ ସାଗର ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୫ (ପୁ) ଓ..ଓ..ଓ..ଆ..ଆ ଆ..ଆ..ଆ.. କଉଠି ହଜିଲା ପ୍ରେମ ଖୋଜି ମୁଁ ପାଏନା କଉଠି ଲୁଚିଲା ସ୍ବପ୍ନ ଖୋଜି ମୁଁ ପାଏନା କଉଠି ହଜିଲା ପ୍ରେମ ଖୋଜି ମୁଁ ପାଏନା କଉଠି ଲୁଚିଲା ସ୍ବପ୍ନ ଖୋଜି ମୁଁ ପାଏନା ଭୁଲିବି କେମିତି ପାଉଥିଲି ଭଲ ଏ କେଉଁ ସକାଳ ଝରିଗଲା ଫୁଲ କଉଠି ଝରୁଛି ରଙ୍ଗ କୁଆଡ଼େ ଯାଇଛି ଋତୁ ଖୋଜି ପାଏନା କୁଆଡ଼େ ଯାଇଛି ଋତୁ ଖୋଜି ପାଏନା ହୋଓ..ହୋଓ ହୋ..ଓ..ଓ..ଓ.. ହୋ..ଓ..ଓ..ଓ.. ॥ (ଝି) ଆକାଶର ରଙ୍ଗ ଆଜି ଲାଗେ ଫିକା ଫିକା ସବୁଆଡ଼େ ସବୁଥାଇ ଲାଗେ ଏକା ଏକା ବିରହ ଟା କରିଦେଲା ଦରଜ ଏ ଛାତି ରାତି ପାହୁ ପାହୁ ପୁଣି ହେଇଗଲା ରାତି (ପୁ) ରାତି ଲାଗେ ଅଧା ଦିନ ଲାଗେ ଅଧା କେତେଦିନୁ ମାଟି ହେଇନାହିଁ ଓଦା କଉଠି ଝରୁଛି ବର୍ଷା କୁଆଡ଼େ ଯାଇଛି ମେଘ ଖୋଜି ପାଏନା କୁଆଡ଼େ ଯାଇଛି ମେଘ ଖୋଜି ପାଏନା ॥୧॥ (ଝି) ଚାଲିବାକୁ ମନା ଆଜି ଝୁଣ୍ଟିବାକୁ ମନା ହସିବାକୁ ମନା ପୁଣି ସାଥିଟିଏ ବିନା ଯୁଆଡ଼କୁ ଚାହିଁଦେଲେ ଦିଶେ ସେଇ ମୁହଁ ଧରିବାକୁ ଗଲେ ପାଖେ ସେତ କିଛିନୁହଁ (ପୁ) ଆରେ ଆରେ ସାଥି ତୁ ଆରେ ଯଉଟି ଥା ତୁ ଯେମିତି ଥାରେ କୁଆଡ଼େ ଯାଇଛୁ ଚାଲି କଉଠି ଭୁଲିଲୁ ବାଟ ଖୋଜି

ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ - Le Le Le Baula Khosar Tale Mali Phula Lyrics

Image
== ଓଡ଼ିଆ == ଗୀତ : ଲେ ଲେ ଲେ ବଉଲ ଭାଷା : ସମ୍ବଲପୁରୀ  କଣ୍ଠ : ବିଭୂତି ପଟ୍ଟନାୟକ ଗୀତିକାର : ରାମପ୍ରସାଦ ପୁରୋହିତ ସଂଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ଦୁତିଆ ଜହ୍ନକେ ମରୁଛେ ଠାର ହାଏରେ ବଉଲ କିଏ ଦେବା ତାର୍ ମୁଲରେ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥ ଦେଖିଥିଲି ତତେ ଦୁତିଆ ଦିନେ ଗାଁର୍ ମଝା ଖୁଲି ଯାତରେ ଥାନେ ଦେଖିଥିଲି ତତେ ଦୁତିଆ ଦିନେ ଗାଁର୍ ମଝା ଖୁଲି ଯାତରେ ଥାନେ ଚିକନ ଖରା ଉଦିଆ ତରା ହାଏରେ ବଉଲ ତୋର୍ ଲାଗି ମୋର୍ ମନ ବିକଲ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୧॥ ଧାରା ଶିରାବନ ବରଷା ରାତି କଥା ନେଇ କହେଲେ ଫାଟୁଛେ ଛାତି ଧାରା ଶିରାବନ ବରଷା ରାତି କଥା ନେଇ କହେଲେ ଫାଟୁଛେ ଛାତି ଏ ଭାପ ତୋର ମୁନୁଗା ଚେର ହାଏରେ ବଉଲ ଛନ ଛନ ଆଖିର୍ କଜଲର୍ ଗାର ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୨॥ ଝଲମଲ କରେ ମୁହୁ ଦର୍ପନ ଘଡ଼ିମାରି ଧନ ଉଦୁଛେ ଜହ୍ନ ଝଲମଲ କରେ ମୁହୁ ଦର୍ପନ ଘଡ଼ିମାରି ଧନ ଉଦୁଛେ ଜହ୍ନ ବାହାଲ ଚନା ଲାଗୁଛେ ବନା ହାଏରେ ବଉଲ ସତେ ହେମା କାଏଁ କନିଆ ବର ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୩॥ YouTube ରେ ଲେ ଲେ ଲେ ବଉଲ ଗୀତଟିର ମୂଳ ରେକର୍ଡିଂ

ପଞ୍ଚମ ଦୁଆର ଖୋଲିଦେ କାଳିଆ - Panchama Duara Kholide Kalia Lyrics

Image
== ଓଡ଼ିଆ == ଗୀତ : ପଞ୍ଚମ ଦୁଆର ଖୋଲିଦେ କାଳିଆ ଭାଷା : ଓଡ଼ିଆ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ଅଲେଖ ବିଶ୍ୱାଳ ସଂଗୀତ ନିର୍ଦ୍ଦେଶକ : ସଞ୍ଜୟ ମସିହା : ୨୦୦୦ ପଞ୍ଚମ ଦୁଆର ଖୋଲିଦେ କାଳିଆ  ପଞ୍ଚମ ଦୁଆର ଖୋଲିଦେ କାଳିଆ ବଡ଼ ଦେଉଳକୁ ତୋର ବଡ଼ ଦେଉଳକୁ ତୋର ଦୁଃଖନାଶନ ତୁ ସେ ଦୁଆର ହେଉ କେବଳ ଦୁଃଖୀଙ୍କ ଦ୍ଵାର ପଞ୍ଚମ ଦୁଆର ଖୋଲିଦେ କାଳିଆ  ॥   ସେ ଦୁଆରେ ନ ରହୁରେ ଅଢ଼ା ଆକଟ ଦୁଃଖୀ ଟିଏ ପାଉ ସିଧା ତୋହରି ଭେଟ ହୋ.. ସେ ଦୁଆରେ ନ ରହୁରେ ଅଢ଼ା ଆକଟ ଦୁଃଖୀ ଟିଏ ପାଉ ସିଧା ତୋହରି ଭେଟ ଅଭାବରେ ଥିଲେ ସିନା ତୋ ଭାବ ବଢ଼େ ଅଭାବରେ ଥିଲେ ସିନା ତୋ ଭାବ ବଢ଼େ ଭାବକୁ ତୁହି ନିକଟ ଜାଣୁ ଏ ଜଗତ ଦୀନ ଜନ ପାଇଁ ଅଲଗା ତୋର ବିଚାର ପଞ୍ଚମ ଦୁଆର ଖୋଲିଦେ କାଳିଆ ॥୧॥ ଦୁଃଖୀ ଯେବେ ନପାଇବ ଦର୍ଶନ ତୋର କିବା ଆଉ ଖୋଲା ଥାଇ ଚାରି ଦୁଆର   ହୋ.. ଦୁଃଖୀ ଯେବେ ନପାଇବ ଦର୍ଶନ ତୋର କିବା ଆଉ ଖୋଲା ଥାଇ ଚାରି ଦୁଆର ଦୁଃଖୀ ଟିଏ ଫେରି ଗଲେ ତୁ ହେଉ ଦୁଃଖୀ  ଦୁଃଖୀ ଟିଏ ଫେରି ଗଲେ ତୁ ହେଉ ଦୁଃଖୀ ଦୁଃଖୀ ନ ହେବୁ ଏଥର ପଞ୍ଚମ ଦୁଆର ଭକତରେ ତୋର ପଡ଼ିବ ଆଗ ନଜର ପଞ୍ଚମ ଦୁଆର ଖୋଲିଦେ କାଳିଆ ପଞ୍ଚମ ଦୁଆର ଖୋଲିଦେ କାଳିଆ ବଡ଼ ଦେଉଳକୁ ତୋର ବଡ଼ ଦେଉଳକୁ ତୋର ଦୁଃଖନାଶନ ତୁ ସେ ଦୁଆର ହେଉ କେବଳ ଦୁଃଖୀଙ୍କ ଦ୍ଵାର ପଞ୍ଚମ ଦୁଆର ଖୋଲିଦେ କାଳିଆ ପଞ୍ଚମ ଦୁଆର ଖୋଲିଦେ କାଳିଆ ବଡ଼ ଦେଉଳକୁ ତୋର ॥୨॥    

ମୋ ଦୁନିଆ ଖୁସି (ଯେବେ ଜହ୍ନଟି ଆସି ମୋ କୋଳେ ପଡ଼ିଲା ଖସି) - Mo Dunia Khusi (Jebe Janhati Asi Mo Kole Padila Khasi) Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମୋ ଦୁନିଆ ଖୁସି ଭାଷା : ଓଡ଼ିଆ ଚଳଚିତ୍ର : ଖୁସି କଣ୍ଠ : ପୂର୍ଣ୍ଣଚନ୍ଦ୍ର, ଅର୍ପିତା  ଗୀତିକାର : ଭରଦ୍ଵାଜ ପଣ୍ଡା ସଙ୍ଗୀତ ନିର୍ଦ୍ଦେଶକ : ବିଭୁତି ଭୂଷଣ ଗଡ଼ନାୟକ ମସିହା : ୨୦୧୯ (ପୁ) ଯେବେ ଜହ୍ନଟି ଆସି ମୋ କୋଳେ ପଡ଼ିଲା ଖସି ଯେବେ ଜହ୍ନଟି ଆସି ମୋ କୋଳେ ପଡ଼ିଲା ଖସି (ଝି) ଯେବେ ଜହ୍ନଟି ଆସି ମୋ କୋଳେ ପଡ଼ିଲା ଖସି (ପୁ) ପୁଣି ଅଧା ଅଧା କେବେ ଖିଲି ଖିଲି ଦେଲା ହସି ମୋ ଦୁନିଆ ଖୁସି ମୋ ଦୁନିଆ ଖୁସି (ଝି) ସାରା ଦୁନିଆ ଖୁସି ସାରା ଦୁନିଆ ଖୁସି ॥ (ପୁ) ତୋ ନାଁରେ ସ୍ବପ୍ନ ସବୁ ଦେଇଚି ମୁଁ ଲେଖି ତୋ ଆଖିରେ ଦୁନିଆ ମୁଁ ପାରିଚି ଦେଖି (ଝି) ତୋ ନାଁରେ ସ୍ବପ୍ନ ସବୁ ଦେଇଛି ମୁଁ ଲେଖି ତୋ ଆଖିରେ ଦୁନିଆ ମୁଁ ପାରିଛି ଦେଖି (ପୁ) ତୋ ନିରୀହ ମୁହଁରେ ମୋ ସରଗର ସୁଖ (ଝି) ଭୁଲେଇ ତୁ ଦେଲୁ ଆସି ସାରା ଜନମର ଦୁଃଖ (ପୁ) ଲକ୍ଷେ ମୁକୁତା ମୋ ଝୁଲିରେ ଝରିଗଲା ଆସି ମୋ ଦୁନିଆ ଖୁସି ମୋ ଦୁନିଆ ଖୁସି (ଝି) ସାରା ଦୁନିଆ ଖୁସି ସାରା ଦୁନିଆ ଖୁସି ॥୧॥ (ପୁ) ମୋ ମନର ବଗିଚାତ ଖାଲି ଖାଲି ଥିଲା ତୁ ଆସିଲୁ ଶହ ଶହ ଫୁଲ ଫୁଟିଗଲା (ଝି) ମୋ ମନର ବଗିଚାତ ଖାଲି ଖାଲି ଥିଲା ତୁ ଆସିଲୁ ଶହ ଶହ ଫୁଲ ଫୁଟିଗଲା (ପୁ) ତୋ ଢଳ ଢଳ ପାଦ ଆଣେ କାକରକୁ ନିଦ (ଝି) ତୋ ଅନାବନା କଥା ମୋ ଜୀବନ ସଙ୍ଗୀତ (ପୁ) ତୋ ସାଥିରେ ସୁଖ ଋତୁଟା ରହିଗଲା ଆସି ମୋ ଦୁନ

ଫୁଲର ସହରେ ଘରଟେ ତୋଳିଚି - Phulara Sahare Gharate Tolichi Lyrics

Image
== ଓଡ଼ିଆ == ଗୀତ : ଫୁଲର ସହରେ ଘରଟେ ତୋଳିଚି ଭାଷା : ଓଡ଼ିଆ କଣ୍ଠ : ଉଦିତ ନାରାୟଣ  ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ଫୁଲର ସହରେ ଘରଟେ ତୋଳିଚି ଫୁଲର ସହରେ ଘରଟେ ତୋଳିଚି ତୁ ଆସିବୁ ବୋଲି ପ୍ରିୟା.. ତୁ ଆସିବୁ ବୋଲି ହଁ.. ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି ତୁ ବସିବୁ ବୋଲି ପ୍ରିୟା.. ତୁ ବସିବୁ ବୋଲି ଚାନ୍ଦକୁ କହିଚି ଚାନ୍ଦିନୀ ଦବ ତାରାକୁ କହିଚି ଗହଣା ହବ ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି ତୁ ଆସିବୁ ବୋଲି  ପ୍ରିୟା.. ତୁ ଆସିବୁ ବୋଲି ॥ ସପନର ନଈକୁଳେ ବସିଚି ମୁଁ ତତେ ଚାହିଁ ତୁ ଆସିଲେ ତୋ କାନରେ  ତୁ ଆସିଲେ ତୋ କାନରେ ମନକଥା ଦେବି ମୁଁ କହି ମେଘକୁ କହିଚି ବରଷା ଦବ ଫଗୁଣ ତୋ ଦେହେ ରଙ୍ଗ ଢାଳିବ ମୁଁ ସଜେଇ ରହିଚି ଗୋଲାପ ହେନା ମଲ୍ଲି ତୁ ଆସିବୁ ବୋଲି ପ୍ରିୟା.. ତୁ ଆସିବୁ ବୋଲି ॥୧॥ ଯେଉଁ ଦିନ ତୁ ଆସିବୁ ପଦରେ ଅଳତା ନାଇଁ ମୋ ଜୀବନେ ଭରିଯିବ ମୋ ଜୀବନେ ଭରିଯିବ ଅସରନ୍ତି ସୁଖର ଛାଇ ଭଅଁର ତୋ ପାଇଁ ଗୀତ ଗାଇବ ଅଳସ ନିଦରେ ଶୁଆଇଦେବ ମୁଁ ଚାହିଁଚି ତୋ ପାଇଁ ମନ ଦରଜା ଖୋଲି ତୁ ଆସିବୁ ବୋଲି  ପ୍ରିୟା.. ତୁ ଆସିବୁ ବୋଲ ଫୁଲର ସହରେ ଘରଟେ ତୋଳିଚି ଫୁଲର ସହରେ ଘରଟେ ତୋଳିଚି ତୁ ଆସିବୁ ବୋଲି ପ୍ରିୟା.. ତୁ ଆସିବୁ ବୋଲି ହଁ.. ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି ଅଗଣା ଦୁଆରେ  ଦୋଳିଟେ ବନ୍ଧିଚି ତ

ଯମୁନା କହୁଚି ଯଶୋଦାକୁ ଚାହିଁ - Jamuna Kahuchi Jashodaku Chahin Lyrics

Image
== ଓଡ଼ିଆ == ଗୀତ : ଯମୁନା କହୁଚି ଯଶୋଦାକୁ ଚାହିଁ ଭାଷା : ଓଡ଼ିଆ ଆଲବମ : ଦୁଇଦିନ ମଣିଷ ଜୀବନ କଣ୍ଠ : ଅଞ୍ଜଳି ମିଶ୍ର ଗୀତିକାର : ମଳୟ ମିଶ୍ର ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର, ଗିରିଧର ଗୋମାଙ୍ଗ ଉଁ..ଉଁହୁଁହୁଁ.. ଉଁ..ଉଁହୁଁହୁଁ.. ଉଁହୁଁ..ଉଁହୁଁ.. ଉଁହୁଁ..ଉଁହୁଁ.. ଯମୁନା କହୁଚି ଯଶୋଦାକୁ ଚାହିଁ ଯଶୋଦ ଲୋ କାହିଁକି ଏତେ ତୋ ବଡ଼େଇ ଯମୁନା କହୁଚି ଯଶୋଦାକୁ ଚାହିଁ ଯଶୋଦ ଲୋ କାହିଁକି ଏତେ ତୋ ବଡ଼େଇ ତୋ ଠାରୁ ବେଶି ସମୟ ତୋ ଠାରୁ ବେଶି ସମୟ ମୋ ପାଖେ କହ୍ନେଇ ଯମୁନା କହୁଚି ଯଶୋଦାକୁ ଚାହିଁ   ଯଶୋଦାକୁ ଚାହିଁ.. ॥ କାହ୍ନୁ ତୋ ପାଖରେ ଯେବେ ଖାଏ ମୋ ପାଖରେ ମୁହଁଧୁଏ କାହ୍ନୁ ତୋ ପାଖରେ ଅଝଟିଆ ମୋ ପାଖରେ ଗେହ୍ଲ ହୁଏ କାହ୍ନୁ ତୋ ପାଖରେ ଯେବେ ରୁଷେ ମୋ ପାଖରେ ଆସି ଲୁଚେ କାହ୍ନୁ ତୋ ପାଖରେ କାନ୍ଦେ ସିନା ମୋ ପାଖରେ ଆସି ହସେ ତୋ ଠାରୁ ବେଶି ଗୁଣର ତୋ ଠାରୁ ବେଶି ଗୁଣର ମୋ ପାଖେ କହ୍ନେଇ.. ଯମୁନା କହୁଚି ଯୋଶୋଦାକୁ ଚାହିଁ ଯୋଶୋଦାକୁ ଚାହିଁ.. ॥୧॥ ତୁ ଚାହୁଁ ସିନା କାହ୍ନୁ ବାଟ କାହ୍ନୁ ଛାଡ଼େ ନାହିଁ ମୋର ଘାଟ କାହ୍ନୁ ତୋ ପାଖରେ କରେ ହଟ ମୋ ପାଖରେ କରେ ନାଟ କାହ୍ନୁ ତୋର ସିନା ଗଣ୍ଠିଧନ ହେଲେ ମୋ ପାଖରେ ତାର ମନ କାହ୍ନୁ ତୋର ସିନା ସୁନା ଜହ୍ନ ମୋ କୋଳରେ ରାତି ଦିନ ତୋ ଠାରୁ ବେଶି ନିଜର ତୋ ଠାରୁ ବେଶି ନିଜର ମୋ ପାଖେ କହ୍ନେଇ.. ଯମୁନା କହୁଚି ଯଶୋଦାକୁ

କାଉ ଧନ ଖାଇଲା ବୋଲି ମାଇଲୁ ଏତେ - Kau Dhana Khaila Boli Mailu Ete Lyrics

Image
== ଓଡ଼ିଆ == ଗୀତ : କାଉ ଧନ ଖାଇଲା ବୋଲି ମାଇଲୁ ଏତେ ଭାଷା : ଓଡ଼ିଆ ଚଳଚିତ୍ର : ସଉତୁଣୀ କଣ୍ଠ : ତାନସେନ୍ ସିଂ, ଏସ୍. ଜାନକୀ  ଗୀତିକାର : ସୁରେନ୍ଦ୍ର ବିଦ୍ୟାଧର ସଙ୍ଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୭୯ (ଝି) ଅଁ.. ହଁ..ହଁ..ହଁ..ହଁହଁହଁ କାଉ ଧନ ଖାଇଲା ବୋଲି..ହିଁ କାଉ ଧନ ଖାଇଲା ବୋଲି ମାଇଲୁ ଏତେ ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ (ପୁ) ବାପଘର ଯିବୁ ତୁ ଚାଲି ଦେଖାନି ଛଇ (ଝି) ଆଁ.. (ପୁ) ବାପଘର ଯିବୁ ତୁ ଚାଲି ଦେଖାନି ଛଇ ଜାଣିଥା ଲୋ ପଛରେ ତୋର ଯିବିନି ଧାଇଁ ଏ ଚିମ୍ପି.. ଜାଣିଥା ଲୋ ପଛରେ ତୋର ଯିବିନି ଧାଇଁ ॥୧॥ (ଝି) ଜାଣିବୁ ମଜା କେତେ ଖାଇଲେ ହାତେ ରାନ୍ଧି ନିସ ତ ଯିବ ପୋଡ଼ି ସକଉଥିବୁ କାନ୍ଦି ଜାଣିବୁ ମଜା କେତେ ଖାଇଲେ ହାତେ ରାନ୍ଧି ନିସ ତ ଯିବ ପୋଡ଼ି ସକଉଥିବୁ କାନ୍ଦି (ପୁ) ନିସ ପଛକେ ପୋଡ଼ି ମୋ ଯାଉ ଚୁଲି ଫୁଙ୍କିବି ନ ଡରି ଆଉ ତୋର ଗୁମାନ ଯେତେ ଲୋ ଭାଙ୍ଗିବି ମୁହିଁ ପଛେ ମଠକୁ ଯିବି ମୁଁ ବାବାଜି ହୋଇ ତୋର ଗୁମାନ ଯେତେ ଲୋ ଭାଙ୍ଗିବି ମୁହିଁ ପଛେ ମଠକୁ ଯିବି ମୁଁ ବାବାଜି ହୋଇ (ଝି) କାଉ ଧନ ଖାଇଲା ବୋଲି ମାଇଲୁ ଏତେ କାଉ ଧନ ଖାଇଲା ବୋଲି ମାଇଲୁ ଏତେ ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ ଆଁ.. ॥୨॥ (ଝି) ଗଳାରେ ଦେବି ଫାଶୀ ଜହର ଦେବି

ହଁ ମୁଁ ତୋ ପ୍ରେମରେ ପଡ଼ିଗଲି (ମନ ମୋର କରେ ଜିଦି ତତେ ପାଇବାକୁ) - Han Mun To Premare Padigali (Mana Mora Kare Jidi Tate Paibaku) Lyrics

Image
== ଓଡ଼ିଆ == ଗୀତ : ହଁ ମୁଁ ତୋ ପ୍ରେମରେ ପଡ଼ିଗଲି ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅସୀମା ପଣ୍ଡା ଗୀତିକାର : ଶୁଭ ଦାଶ  ସଙ୍ଗୀତ ନିର୍ଦ୍ଦେଶକ : ସୁଶିଲ ଦଳାଇ ମସିହା : ୨୦୧୯ (ଝି) ମନ ମୋର କରେ ଜିଦି ତତେ ପାଇବାକୁ ତୋ ପାଖରେ ରହିବାକୁ ସାଥେ ଜିଇଁବାକୁ ମନ ମୋର କରେ ଜିଦି ତତେ ପାଇବାକୁ ତୋ ପାଖରେ ରହିବାକୁ ସାଥେ ଜିଇଁବାକୁ (ପୁ) ପ୍ରଥମ ଦେଖାରେ ବାଛିନେଲି ହୃଦୟରେ ତତେ ରଖିଦେଲି (ଝି) ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି (ପୁ) ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି ॥ (ପୁ) ଦୁଇଗୁଣା ହୁଏ ଖୁସିର ଓଜନ ତୋ ସାଥିରେ ପ୍ରେମ ବାଣ୍ଟିଲେ (ଝି) ହୋ..ଛୋଟ ଲାଗେ କାଇଁ ସବୁ ଚଲାବାଟ ତୋ ସାଥିରେ ମିଶି ଚାଲିଲେ (ପୁ) ଏ ଇଶାରାକୁ ତୋ ବୁଝିଗଲି ତୋ ପାଖରେ ଆସି ଅଟକିଲି (ଝି) ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି (ପୁ) ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି ॥୧॥ (ପୁ) ହୋ..ସଜଫୁଲ ପରି ତାଜା ତାଜା ଲାଗୁ ଯେବେ ଯେବେ ତତେ ଦେଖୁଚି (ଝି) ମୋ ଖୁଦା ଜାଣିଚି ସବୁ ଦୁଆରେ ମୁଁ ତୋଅରି ପ୍ରେମକୁ ମାଗିଛି (ପୁ) ଏ ଦୁନିଆକୁ ମୁଁ ଛାଡ଼ିଦେଲି ତୋ ଭିତରେ ଯାଇ ରହିଗଲି (ଝି) ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି (ପୁ) ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି (ଝି) ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି (BG ପୁ) ହେଇ.. (ପୁ) ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି ॥୨॥ Note : (BG ପୁ) : Background ପୁଅ YouTube ରେ

ସତେକି ଏ ଜୀବ ଯିବ - Sateki E Jiba Jiba Lyrics

Image
== ଓଡ଼ିଆ == ଗୀତ : ସତେକି ଏ ଜୀବ ଯିବ ଭାଷା : ଓଡ଼ିଆ କଣ୍ଠ : ଭିକା ରି ବଳ ଗୀତିକାର : ଅଚ୍ୟୁତାନନ୍ଦ ମହାପୁରୁଷ ସଂଗୀତ ନିର୍ଦ୍ଦେଶକ : ଭିକାରି ବଳ ମସିହା : ୧୯୭୯ ସତେକି ଏ ଜୀବ ଯିବ ବୃନ୍ଦାବନେ ଯାଇ ସ୍ଥାନ ପାଇବ ହେ ରାଧା ଗୋବିନ୍ଦ ଏହି ସୁଦୟା ମୋ ଠାରେ ଥିବ ହେ ରାଧା ଗୋବିନ୍ଦ ॥ ଦିବସେ ମରଣ ହେବ ଯମ ଦଣ୍ଡ ଆଉ ମୋତେ ନ ଦେବ ହେ ରାଧା ଗୋବିନ୍ଦ ଏହି ସୁଦୟା ମୋ’ଠାରେ ଥିବ ହେ ରାଧା ଗୋବିନ୍ଦ ॥୧॥ ବାସି ମଢ଼ା ମୁଁ ନୋହିବି ତବ ନାମ ହୃଦେ ଜପୁଣଥିବି ହେ ରାଧା ଗୋବିନ୍ଦ ଭବ ସାଗରୁ ତରିବି ହେ ରାଧା ଗୋବିନ୍ଦ ବନ୍ଧୁ ବାନ୍ଧବ ମୋହରି ଚତୁର୍ପାଶେ ବସି ଥିବେଟି ଘେରି ହେ ରାଧା ଗୋବିନ୍ଦ ଏହି ସୁଦୟା ଥିବଟି କରି ହେ ରାଧା ଗୋବିନ୍ଦ ॥୨॥ ହରେ କୃଷ୍ଣ ହରେ ରାମ ସେହି ନାମ ଧରି ଜୀବ ଜୀବନ ହେ ରାଧା ଗୋବିନ୍ଦ ହରେ କୃଷ୍ଣ ହରେ ରାମ ଏହି ନାମ ଧରି ଜୀବ ଜୀବନ ହେ ରାଧା ଗୋବିନ୍ଦ ଏତିକି ମୋ ନିବେଦନ ହେ ରାଧା ଗୋବିନ୍ଦ ॥୩॥ ଏତିକି ମାଗୁଣି ମୋର ଦୟା ରଖିଥିବ ଶ୍ରୀରଙ୍ଗାଧର ହେ ରାଧା ଗୋବିନ୍ଦ ଏତିକି ମାଗୁଣି ମୋର ଦୟା ରଖିଥିବ ଶ୍ରୀରଙ୍ଗାଧର ହେ ରାଧା ଗୋବିନ୍ଦ କହେ ଅଚ୍ୟୁତି ପାମର ହେ ରାଧା ଗୋବିନ୍ଦ କହେ ଅଚ୍ୟୁତି ପାମର ହେ ରାଧା ଗୋବିନ୍ଦ କହେ ଅଚ୍ୟୁତି ପାମର ହେ ରାଧା ଗୋବିନ୍ଦ ॥୪॥ YouTube ରେ ସତେକି ଏ ଜୀବ ଯିବ == English == Song : Sateki E Jiba Jib

ସମ୍ପୂର୍ଣ୍ଣ ଜନଗଣ ମନ ଅଧିନାୟକ ଜୟ ହେ - Complete Janagana Mana Adhinayaka Jaya He Lyrics

Image
== ଓଡ଼ିଆ == ଗୀତ : ସମ୍ପୂର୍ଣ୍ଣ ଜନଗଣ ମନ ଅଧିନାୟକ ଭାଷା : ବଙ୍ଗଳା ଗୀତିକାର : ରବୀନ୍ଦ୍ରନାଥ ଟାଗୋର ସଂଗୀତ ନିର୍ଦ୍ଦେଶକ : ରବୀନ୍ଦ୍ରନାଥ ଟାଗୋର ମସିହା : ୧୯୧୧ ଜନଗଣ ମନ ଅଧିନାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା, ଦ୍ରାବିଡ଼ ଉତ୍କଳ ବଙ୍ଗ ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା, ଉଚ୍ଛଳ ଜଳଧି ତରଙ୍ଗ ତବଶୁଭ ନାମେ ଜାଗେ, ତବ ଶୁଭ ଆଶିଷ ମାଗେ ଗାହେ ତବ ଜୟ ଗାଥା ଜନଗଣ ମଙ୍ଗଳ ଦାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ, ଜୟ ହେ ॥୧॥ ଅହରହ ତବ ଆହ୍ଵାନ ପ୍ରଚାରିତ, ଶୁନି ତବ ଉଦାର ବାଣୀ ହିନ୍ଦୁ ବୌଦ୍ଧ ଶିଖ ଜୈନ ପାରସିକ, ମୁସଲମାନ ଖ୍ରୀଷ୍ଟାନୀ ପୂରୁବ ପଶ୍ଚିମ ଆଶେ, ତବ ସିଂହାସନ ପାଶେ ପ୍ରେମହାର ହାୟ ଗାଥା ଜନଗଣ ଐକ୍ୟବିଧାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା ଜୟ ହେ, ଜୟ ହେ ,ଜୟ ହେ, ଜୟ ଜୟ ଜୟ, ଜୟ ହେ ॥୨॥ ପତନ ଅଭ୍ୟୁଦୟ ବନ୍ଧୁର ପନ୍ଥା, ଯୁଗ ଯୁଗ ଧାବିତ ଯାତ୍ରା ତୁମ ଚିର ସାରଥୀ ତବ ରଥଚକ୍ରେ, ମୁଖରିତ ପଥ ଦିନ ରାତ୍ରି ଦାରୁଣ ବିପ୍ଲବ ମାଝେ, ତବ ଶଙ୍ଖଧ୍ଵନି ବାଜେ ସଙ୍କଟ ଦୁଃଖ ତ୍ରାତା ଜନଗଣ ପଥ ପରିଚାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ ଜୟ ହେ ॥୩॥ ଘୋର ତିମିର ଘନ ନିବିଡ଼ ନିଶିଥେ, ପୀଡ଼ିତ ମୁର୍ଚ୍ଛିତ ଦେଶେ ଜାଗୃତ ଛିଳ ତବ ଅବଚଳ ମଙ୍ଗଳ, ନତ ନୟନେ ଅନିମେଷେ ଦୁଃସ୍ଵପ୍ନେ ଆତଙ୍କେ, ରକ୍ଷା କର

ରମଣୀ ରତନ ମେଘକୁ ଚାହିଁ - Ramani Ratana Megha Ku Chahin Lyrics

Image
== ଓଡ଼ିଆ == ଗୀତ : ରମଣୀ ରତନ ମେଘକୁ ଚାହିଁ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମମଣି ପଟ୍ଟନାୟକ ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ରମଣୀ ରତନ ମେଘକୁ ଚାହିଁ କହିବୁ ମେଘରେ କାନ୍ତକୁ ଯାଇ ଏତେ ଦିନ କିମ୍ପା ବିଳମ୍ବ କଲେ କାଲି ପରିକି କଣ୍ଟ ଦେଇଥିଲେ କରି ମୋତେ ପର କି ବିଚାରୁ ଥିବେ ଦିନୁଁ ଅନ୍ତର କରି ମୋତେ ପର ॥୧॥ କଲାଣି ଘୋର ଦୁର୍ଦ୍ଦିନ ଚମକ ନାଦ କଲେଣି କୋକିଳ ଡାହୁକ କହିଥିଲେ ବନ୍ଧୁ ନିୟମ କରି କେବେ ହେଁ ନ ଯିବି ପ୍ରବାସ କରି କି ବିଚାରି ମନ କେଉଁ ନାରୀ ସଙ୍ଗେ ବଞ୍ଚିଲେ ଦିନ କି ବିଚାରି ମନ ॥୨॥ କାମେ ବଶ କଲା କେଉଁ ଚତୁରୀ କେ ବା ରଖିଲା ମଣୀ ମନ୍ତ୍ର କରି କେହୁ ଦଧି ଫଳ ଭୁଞ୍ଜାନ୍ତେ ବସି ପିଣ୍ଡରୁ ପ୍ରାଣ ଯାଉଛି ଖସି କେଉଁ ଉପାୟରେ କାନ୍ତକୁ ଭେଟିବି ନେତ୍ର ପଥରେ କେଉଁ ଉପାୟରେ ॥୩॥ ସତେ କି କରିବେ ହର ଗଉରୀ ପ୍ରବାସୁ ମୋ କାନ୍ତ ଆସିବେ ଫେରି କରିବେ ଅଙ୍କ ପଲଙ୍କେ ଶୟନ ସତେ କି ମୋ ଦୁଃଖ ହେବ ମୋଚନ କରି ରସକେଳି ଭଣେ ଉପଇନ୍ଦ୍ର ଏ ରସେ ଭାଳି କରି ରସକେଳି ॥୪॥ YouTube ରେ ରମଣୀ ରତନ ମେଘକୁ ଚାହିଁ ଗୀତଟିର ଅନ୍ୟ ଏକ Video ଅନୁପମା ଆଚାର୍ଯ୍ୟ ଙ୍କ କଣ୍ଠରେ ଦେଖନ୍ତୁ YouTube ରେ == English == Song : Ramani Ratana Megha Ku Chahin Language : Odia Singer : Shyamamani Pattanaik Lyricist : Kabi

ଆକାଶେ ପବନ ପବନରେ ଚିଠି (ହେ ଆଇ ୱାନା ଲଭ ୟୁ ଲଭ ୟୁ) - Aakashe Pabana Pabanare Chithi (I Wanna Love You Love You) Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଆକାଶେ ପବନ ପବନରେ ଚିଠି ଭାଷା : ଓଡ଼ିଆ ଚଳଚିତ୍ର :  ଦିୱାନା କଣ୍ଠ : ବାବୁଲ୍ ସୁପ୍ରିୟ ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୧୦ ଓ..ଓ ଓ..ଓ ଓ..ଓ ଆକାଶେ ପବନ ପବନରେ ଚିଠି ଚିଠିରେ ଲେଖୁଚି ମୁଁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ଥରୁଟିଏ ଆ କହିଦେଇ ଯା ବନ୍ଧୁ କି ବାନ୍ଧବୀ ତୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ॥ ଆଇ ୱାନା ଲଭ ୟୁ..ଲଭ ୟୁ..ଲଭ ୟୁ ମନେ ମନେ ତତେ ଭଲ ପାଏ କେତେ ହେଲେ କହିପାରେ ନାହିଁ କରିଦେଲେ ମନା ମନ ହେବ ଚୁନା ଏ ଛାତି ସହିବ ନାହିଁ ଆଇ ୱାନା ଲଭ ୟୁ..ଲଭ ୟୁ..ଲଭ ୟୁ ମନେ ମନେ ତତେ ଭଲ ପାଏ କେତେ ହେଲେ କହିପାରେ ନାହିଁ କରିଦେଲେ ମନା ମନ ହେବ ଚୁନା ଏ ଛାତି ସହିବ ନାହିଁ ଛାତିରେ ହୃଦୟ ହୃଦୟରେ ପ୍ରେମ ପ୍ରେମରେ ପାଡ଼ିଛି ମୁଁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ହେ ଆଇ ୱାନା ଲଭ ୟୁ..ଲଭ ୟୁ ॥୧॥ ଡ୍ରୋ..ସି..ଡ୍ରୋ ଆଇ ୱାନା ଲଭ ୟୁ..ଲଭ ୟୁ..ଲଭ ୟୁ ଭାବେ ବେଳେ ବେଳେ ନ କହିଲେ ଆଉ କେହି କହିଦବ ସୁନା ଝିଅ ଟିଏ ତତେ ଆଉ କିଏ  ଏ ଆଖିରୁ ନେଇଯିବ ଆଇ ୱାନା ଲଭ ୟୁ..

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

Image
== ଓଡ଼ିଆ == ଗୀତ : ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଭାଷା : ଓଡ଼ିଆ କଣ୍ଠ : ଶାନ୍ତିଲତା ବାରିକ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ ମୋ ପ୍ରାଣ ତାକୁ ସମର୍ପିଛି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥୧॥ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ତା ଛନ୍ଦା ଚରଣେ ମୁଁ ଦାସୀ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଶ୍ରୀକ୍ଷେତ୍ରେ ନନେ କ୍ଷେତ୍ରବାସୀ ପୁରୁଷୋତ୍ତମ କ୍ଷେତ୍ରବାସୀ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ