Posts

Showing posts from May, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁମକୁ ପାରୁନି ତ ଭୁଲି - Tumaku Paruni Ta Bhuli Lyrics

Image
== ଓଡ଼ିଆ== ଫିଲ୍ମଗୀତ : ତୁମକୁ ପାରୁନି ତ ଭୁଲି ଭାଷା : ଓଡ଼ିଆ ଚଳଚିତ୍ର : ଅରୁନ୍ଧତି କଣ୍ଠ : ମହମ୍ମଦ ରଫି ଗୀତିକାର : ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର ମସିହା : ୧୯୬୮ ତୁମକୁ ପାରୁନି ତ ଭୁଲି ହାଏ.. ତୁମକୁ ପାରୁନି ତ ଭୁଲି ହାଏ.. ତୁମକୁ ପାରୁନି ତ ଭୁଲି ମୁହଁରେ ହସ ଏ ଛାତିରେ ଦରଜ ରଖି ମୁଁ ଯାଉଛି ଯେ ଚାଲି ହାଏ.. ତୁମକୁ ପାରୁନି ତ ଭୁଲି ॥୧॥   ହୋ.. ବରଷା ନ ହେଲେ ଶୁଖେ ସିନା ପାଣି ଉଭେଇ ଯାଏନା ନଈ ବରଷା ନ ହେଲେ ଶୁଖେ ସିନା ପାଣି ଉଭେଇ ଯାଏନା ନଈ ଆ.. ସୁଖ ନ ମିଳିଲେ ଦୁଃଖରେ ମଣିଷ ରହୁଚି ତ ପୁଣି ଜୀଇଁ କୁହ କି ଲାଭ ହାଏ ହାଏ କରି ହାଏ.. ତୁମକୁ ପାରୁନି ତ ଭୁଲି ॥୨॥  ହୋ.. ମହକ ନ ଥିବା ଫୁଲ ଯଦି ଫୁଟେ ଏ ଦୁନିଆ ବଗିଚାରେ ମହକ ନ ଥିବା ଫୁଲ ଯଦି ଫୁଟେ ଏ ଦୁନିଆ ବଗିଚାରେ ଆ.. ସାଥି ନ ମିଳିଲେ ଦୁଃଖ କାହିଁକି ଏକା ହୋଇ ଚାଲିବାରେ ହାଏ.. ଏକା ହୋଇ ଚାଲିବାରେ କୁହ କି ଲାଭ ହାଏ ହାଏ କରି ହାଁ.. ତୁମକୁ ପାରୁନି ତ ଭୁଲି ହାଁ.. ତୁମକୁ ପାରୁନି ତ ଭୁଲି ॥୩॥ YouTube ରେ ତୁମକୁ ପାରୁନି ତ ଭୁଲି == English == Movie Song : Tumaku Paruni Ta Bhuli Language : Odia Film : Arundhati Singer : Mohammed Rafi Lyrics : Gurukrushna Goswami Music Director : Shantanu Mohapatra Year :

ଓଡ଼ିଶା ମୋ ଓଡ଼ିଶା କେଡ଼େ ସୁନ୍ଦର ରାଇଜ ମୋର - Odisha mo Odisha Kede sundar raija mora Lyrics

Image
== ଓଡ଼ିଆ ==   ଗୀତ: ଓଡ଼ିଶା ମୋ ଓଡ଼ିଶା  ଭାଷା: ଓଡ଼ିଆ  ଗୀତିକାର: ସ୍ଵରୂପ ନାୟକ ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ  (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା (ଝି) କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ମିଠା ମୋ ଭାଷା (ଝି+ପୁ) କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ମିଠା ମୋ ଭାଷା ଓଡ଼ିଶା... ମୋ ଓଡ଼ିଶା (ଝି) ଓ... (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା ॥୧॥ (ପୁ) ନଈ ବଜାଏ ସାହାନାଇ ଏଠି ପବନ ବଜାଏ ଢୋଲ ଝରଣା ବଜାଏ ବୀଣା ଏଠି ମେଘ ବଜାଏ ମାଦଲ (ପୁ) ଏଇ ପାଣି ମୋ ପାଇଁ ପାଦୁକ ଏ ମାଟି ମୋ ଚନ୍ଦନ ସେଇ ଚନ୍ଦନେ ଲେଖାଅଛି ଜୀବନ ଚାଳିସା (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା (ପୁ) କେଡ଼େ ସୁନ୍ଦର ରାଇଜ ମୋର (ଝି) କେଡ଼େ ମିଠା ମୋ ଭାଷା (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା ॥୨॥ ହୁର୍... ଆହା.. ଅହ.. (ପୁ) ଲଙ୍ଗଳ କଥା ବୁଝୁଛି କ୍ଷେତ କ୍ଷେତ କଥା ବୁଝେ ଚଷା ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା (ପୁ) ସେଇ କଂସାରେ ଢେଉ ଖେଳୁଛି ସବୁ ଓଡ଼ିଆ ଙ୍କ ଆଶା ସେଇ ଆଶାରେ ବୁଣେସେ ନିତି ବାଇ ଚଢ଼େଇ ବଷା (ଝି) ଓଡ଼ିଶା... ମୋ ଓଡ଼ିଶା (ଝି+ପୁ) ଓଡ଼ିଶା... ମୋ ଓଡ଼ିଶା ଓଡ଼ିଶା... ମୋ ଓଡ଼ିଶା (ପୁ) କେଡ଼େ ସୁନ୍ଦର ରାଇଜ ମୋର (ଝି) କେଡ଼େ ମିଠା ମୋ ଭାଷା

ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି - Udi udi udi jaare udi Lyrics

Image
ଫିଲ୍ମଗୀତ: ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି ଭାଷା: ଓଡ଼ିଆ  କଣ୍ଠ: ଅକ୍ଷୟ ମହାନ୍ତି  ଗୀତିକାର: ନାରାୟଣ ପ୍ରସାଦ ସିଂହ   ସଙ୍ଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି  ଚଳଚିତ୍ର: କିଏ କାହାର  ମସିହା: ୧୯୬୮  == ଓଡ଼ିଆ == ଓ.. ହୋ..  ହୋ..ହୋହୋ..ହୋ..ହୋହୋ            ଉଡ଼ି ଉଡ଼ି ଉଡ଼ି.. ଉଡ଼ି ଉଡ଼ି ଉଡ଼ି.. ଯାଆରେ ଉଡ଼ି ଏ ମୋର ଗୁଡ଼ି ଖାଆନା ଖାଆନା ତୁ କାନି ଏ ମୋର ଲଚକମାଣି, ଏ ମୋର ଲଚକମାଣି (୨) ॥ କଲିକତି ଲଟେଇ ମୋର ନମ୍ବରୀ ସୂତାରେ ମାଞ୍ଜା କଲିକତି ଲଟେଇ ମୋର ନମ୍ବରୀ ସୂତାରେ ମାଞ୍ଜା ପଟାଦାର ବନିଯା ରାଣୀ ହାଏ.. ପଟାଦାର ବନିଯା ରାଣୀ ମୋ ଠିକିରି ହେବ ତୋ ରାଜା ଟିକିଏ ସୁରକି ନେଲେ ଟିକିଏ.. ଟିକିଏ ସୁରକି ନେଲେ ନେଇ ଯା ଯା ଯା ଲୋଟଣି ହୋ.. ଏ ମୋର ଲଚକମାଣି, ଏ ମୋର ଲଚକମାଣି (୨) ॥ ଆହାଲୋ ଗଙ୍ଗା ଯମୁନା ମୋ ଠିକିରି ତୋରି ବାବା ଆହାଲୋ ଗଙ୍ଗା ଯମୁନା ମୋ ଠିକିରି ତୋରି ବାବା ଆକାଶେ ବୁରୁନ୍ଦୁ ହୋଇ ହେ.. ଆକାଶେ ବୁରୁନ୍ଦୁ ହୋଇ ତୋତେ ମୁଁ କରିବ କାବା ପଡ଼ିବ ପେଁଚ୍ ତୋ ସାଥେ ପଡ଼ିବ.. ପଡ଼ିବ ପେଁଚ୍ ତୋ ସାଥେ ସାରିଦେବ ତୋର ରଙ୍ଗ୍ ଯବାନି ଇଁ.. ଏ ମୋର ଲଚକମାଣି, ଏ ମୋର ଲଚକମାଣି (୨) ଉଡ଼ି ଉଡ଼ି ଉଡ଼ି.. ଯାଆରେ ଉଡ଼ି ଏ ମୋର ଗୁଡ଼ି ଖାଆନା ଖାଆନା ତୁ କାନି ଏ ମୋର ଲଚକମାଣି, ଏ ମୋର ଲଚକମାଣି (୨) ॥ YouTube ରେ ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ