Posts

Showing posts from May, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଭିଏଁ ଏକା ପରି (କିଏ ତ କଳା କିଏ ଗୋରା ହଳଦି ରଙ୍ଗ କିଏ) - Sabhien Eka Pari (Kie Ta Kala Kie Ta Gora Haladi Ranga Kie) Lyrics

Image
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୪ ମଇ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । ଫଟୋ କ୍ରେଡିଟ୍ : ଉପର ଫଟୋଟି ଅନ୍‌ସ୍ପ୍ଲାସ୍‌ ରୁ ସଂଗୃହିତ କିଏ ତ କଳା କିଏ ତ ଗୋରା                 ହଳଦୀ ରଙ୍ଗ କିଏ କେଉଁ ପିଲାର ବାଦାମି ଦେହ                 ଗୋଲାପି ଦିଶେ କିଏ ॥୧॥ ରଙ୍ଗ ସିନା ଭଳିକି ଭଳି                 ଢଙ ଏକା ପରି ପିଲାଏ ପରା ଦୁନିଆ ସାରା                 ସଭିଏଁ ଏକା ପରି ॥୨॥ ଖାଏ କେ ଭାତ ଖାଏ କେ ମାଛ                 ମାଉଁସ ଅବା ରୁଟି ଖାଇବ କ୍ଷୀରି କରଇ ଅଳି                 ସକାଳୁ କିଏ ଉଠି ॥୩॥ ଆହାର ସିନା ଭଳିକି ଭଳି                 ସଭିଏଁ ଏକା ପରି ହସିଲେ ପିଲା ରାଇଜ ସାରା                 ହସରେ ଯାଏ ଭରି ॥୪॥ କୁଡ଼ିଆ ଘରେ ରହେଟି କିଏ                 ରହେ କେ କୋଠା ଘରେ ଗଛରେ କିଏ ତୋଳଇ ଘର                 କିଏ ବା ନାଆ ପରେ ॥୫॥ ଘରଟା ସିନା ଭଳିକି ଭଳି                 ରହଣି ଏକା ପରି ସଭିଏଁ ପିଲା ସବୁରି ମୁହଁ                 କଅଁଳ କଢ଼ି ସରି ॥୬॥ ରବିନ୍ ଅବା ରୋହିତ କିଏ                 ରହିମ୍, ରାମ, ଶ୍ୟାମ ଜାକ୍, ଜିଲ୍ ହୁଆଙ୍ଗ କିଏ                 ନାମରେ କେଉଁ କାମ ॥୭॥ ନାଆଁଟି ସିନା ଭଳିକି ଭଳି                 ଖେଳ ତ ଏକା ପ

ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ - Tate Mo Rana Deli Aalo Baichadhei Lyrics

Image
== ଓଡ଼ିଆ == ଗୀତ : ତତେ ମୋ ରାଣ ଦେଲି ଆଲୋ ଭାଷା : ଓଡ଼ିଆ ଆଲବମ : ବାଇଚଢ଼େଇ କଣ୍ଠ : ନିବେଦିତା ଗୀତିକାର : ଅଲେଖ ବିଶ୍ୱାଳ ସଂଗୀତ ନିର୍ଦ୍ଦେଶକ : ସୁବାସ ଦାସ ମସିହା : ୧୯୯୯ ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ ତୁ କାହାରିକୁ ବେଶି ଭଲପାଇବୁ ନାହିଁ ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ ତୁ କାହାରିକୁ ବେଶି ଭଲପାଇବୁ ନାହିଁ ଭୋକ ହଉଥିଲେ ଖାଇପାରିବୁନି ନିଦ ଲାଗୁଥିଲେ ଶୋଇପାରିବୁନି ଯେତେ ଭାବୁଥିଲେ କଥା ସରିବନି ଯେତେ ବାଧୁଥିଲେ କହିପାରିବୁନି ଭଲପାଇ ମୋ ପରି ଭଲପାଇ ମୋ ପରି ହୋଇବୁ ନାହିଁ ତୋତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ ତୁ କାହାରିକୁ ବେଶି ଭଲ ଭଲପାଇବୁ ନାହିଁ ॥ ବଞ୍ଚିବାର ମାନେ ତ ଭଲପାଇବା ବେଶି ଭଲପାଇବାରେ ଅଡ଼ୁଆ ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼ ଭାଙ୍ଗିଯାଏ ସପନର କୁଡ଼ିଆ ବଞ୍ଚିବାର ମାନେ ତ ଭଲପାଇବା ବେଶି ଭଲପାଇବାରେ ଅଡ଼ୁଆ ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼ ଭାଙ୍ଗିଯାଏ ସପନର କୁଡ଼ିଆ ଦୋଷ ଦେଖୁଥିଲେ ନିନ୍ଦିପାରିବୁନି ଲୁହ ଆସୁଥିଲେ କାନ୍ଦିପାରିବୁନି ଜଳି ମରୁଥିବୁ ଭୁଲିପାରିବୁନି ବିଷ ଧରିଥିବୁ ପିଇପାରିବୁନି ଭଲପାଇ ମୋ ପରି ଭଲପାଇ ମୋ ପରି ହୋଇବୁନାହିଁ ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ ତୁ କାହାରିକୁ ବେଶି ଭଲପାଇବୁ ନାହିଁ ॥୧॥ ଜୀବନର ମାନେ ତ ମହାନାଟକ ଅଭିନୟ କରିବୁନି କାହିଁକି ? ପ୍ରେମ ଏକ କାହାଣୀ ଭାରି ପୁରୁଣା ଚଢ଼େଇ ଲୋ ତୋତେ ଜଣାନାହିଁ କି ? ଜୀବନର ମାନେ ତ ମହାନାଟକ ଅଭିନୟ କରିବୁନି କାହିଁକି ?

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ