Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା - Banshire Premare To Sata Sura Bandha Lyrics

== ଓଡ଼ିଆ ==

ଭଜନ : ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଭାଷା : ଓଡ଼ିଆ
ଆଲବମ : ମହାଦାରୁ
କଣ୍ଠ : ଅନୁରାଧା ପୌଡ଼ୱାଲ
ଗୀତିକାର : ଅଲେଖ ବିଶ୍ଵାଳ, କଳ୍ପତରୁ ବଳ
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ମସିହା : ୧୯୯୬



ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା ॥


ବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ
ବରଜନଗରେ କୁଳର ନାରୀକୁ କୁଳଟା କଲୁ
ବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ
ବରଜନଗରେ କୁଳର ନାରୀକୁ କୁଳଟା କଲୁ
ଯମୁନା କୂଳେ କଦମ୍ବ ମୂଳେ
ଯମୁନା କୂଳେ କଦମ୍ବ ମୂଳେ
ବୁଡ଼ାଇ ମାରିଲୁ ପୀରତିର ଜଳେ
ସୁରେ ସୁରେ ଡାକିନେଇ ବୋଳିଦେଲୁ ନିନ୍ଦା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା ॥୧॥


ଏବେ ସେ କହ୍ନେଇ ଗୋପପୁରେ ନାହିଁ ଶ୍ରୀକ୍ଷେତ୍ରେ ଅଛି
ପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛି
ଏବେ ସେ କହ୍ନେଇ ଗୋପପୁରେ ନାହିଁ ଶ୍ରୀକ୍ଷେତ୍ରେ ଅଛି
ପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛି
ହାତ ଯେ ନାହିଁ ଧରିବା ପାଇଁ
ହାତ ଯେ ନାହିଁ ଧରିବା ପାଇଁ
ବଂଶୀରେ ଆଉ ତୁ ବାଜିବୁରେ କାହିଁ
କୋଟି କୋଟି ରାଧା ଏଠି ନାହିଁ ଟିକେ ନିନ୍ଦା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ପ୍ରେମରେ ତୋ ସାତ ସୁର ବନ୍ଧା
ପ୍ରେମରେ ତୋ ସାତ ସୁର ବନ୍ଧା ॥୨॥


YouTube ରେ ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା



== English ==

Bhajan : Banshire Premare To Sata Sura Bandha
Language : Odia
Album : Mahadaru
Singer : Anuradha Paudwal
Lyricist : Alekh Biswal, Kalpataru Bal
Music Director : Saroj Nanda
Year : 1996


Banshire premare to sata sura bandha
Banshire premare to sata sura bandha
Jeun sure tu bajile shubhe Radha Radha
Shubhe Radha Radha
Jeun sure tu bajile shubhe Radha Radha
Shubhe Radha Radha
Banshire premare to sata sura bandha
Banshire premare to sata sura bandha ॥


Baunsha khande tu emiti pirati kahun shikhilu
Barajanagare kulara nariku kulata kalu
Baunsha khande tu emiti pirati kahun shikhilu
Barajanagare kulara nariku kulata kalu
Jamuna kule kadamba mule
Jamuna kule kadamba mule
Budai marilu piratira jale
Sure sure dakinei bolidelu ninda
Banshire premare to sata sura bandha
Banshire premare to sata sura bandha ॥1॥


Ebe se Kahnei Gopapure nahin Shrikhetre achhi
Pirati Kunjaru bhakati Kunjaku chali asichhi
Ebe se Kahnei Gopapure nahin Shrikhetre achhi
Pirati kunjaru bhakati kunjaku chali asichhi
Hata je nahin dhariba pain
Hata je nahin dhariba pain
Banshire aau tu bajibure kahin
Koti koti Radha ethi nahin tike ninda
Banshire premare to sata sura bandha
Banshire premare to sata sura bandha
Jeun sure tu bajile shubhe Radha Radha
Shubhe Radha Radha
Jeun sure tu bajile shubhe Radha Radha
Shubhe Radha Radha
Banshire premare to sata sura bandha
Banshire premare to sata sura bandha
Premare to sata sura bandha
Premare to sata sura bandha ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ