Posts

Showing posts from July, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ - Sakha He Kalasakha He Kain Chaadigala Kari Eka He Lyrics

Image
== ଓଡ଼ିଆ == ଗୀତ : ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ ଭାଷା : ଓଡ଼ିଆ ଆଲବମ : ରଙ୍କୁଣୀ ଧନ କଣ୍ଠ : ଶୈଳଭାମା ମହାପାତ୍ର ଗୀତିକାର : ଅରୁଣ ମନ୍ତ୍ରୀ   ସଂଗୀତ ନିର୍ଦ୍ଦେଶନା : ବିଜୟ ମଲ୍ଲ ମସିହା : ୨୦୧୭ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ଚିଠିରେ ମୋ ଇତି ଲେଖିଲା ପରେ ବି ଚିଠିରେ ମୋ ଇତି ଲେଖିଲା ପରେ ବି ସରୁନାହିଁ ମୋର ଲେଖା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ॥ କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ ଆହେ ଅଭିମାନୀ ରଖିଥିଲ ମୋର ମାନ କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ ଆହେ ଅଭିମାନୀ ରଖିଥିଲ ମୋର ମାନ ମାନ ଅଭିମାନ ଛାଡ଼ିଦିଅ ଏବେ ମାନ ଅଭିମାନ ଛାଡ଼ିଦିଅ ଏବେ ଏ ଜୀବନ ଲାଗେ ଫିକା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ॥୧॥ ଭଲପାଉଥିଲି ତୁମକୁ ମୁଁ ମନେ ମନେ ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ ଭଲପାଉଥିଲି ତୁମକୁ ମୁଁ ମନେ ମନେ ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ ଅକୁହା ପ୍ରୀତିକୁ କହିଦେବି ଖୋଲି ଅକୁହା ପ୍ରୀତିକୁ କହିଦେବି ଖୋଲି ଆଉ କେବେ ହବ ଦେଖା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ଚିଠିରେ ମୋ ଇତି ଲେଖିଲା ପରେ ବି ଚିଠିରେ ବି ମୋ ଇତି ଲେଖିଲା ପରେ ବି ସରୁନାହିଁ ମୋର ଲେଖା ହେ ସଖା ହେ.. ସଖା ହ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ