Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ - Sabuthiru Banchita Kari Keun Jasha Bana Udaiba He Lyrics

== ଓଡ଼ିଆ ==

ଭଜନ : ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା
ଭାଷା : ଓଡ଼ିଆ
ଚଳଚିତ୍ର : ନବଜନ୍ମ
କଣ୍ଠ : ରଘୁନାଥ ପାଣିଗ୍ରାହୀ
ଗୀତିକାର : କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ
ମସିହା : ୧୯୬୫



ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି
ଯାହା ଦେଇଥିଲ ସବୁତ ନେଲଣି
ଯାହା ଦେଇଥିଲ ସବୁତ ନେଲଣି
ଆଉ ଏବେ କିସ ଛଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି ॥


ସଂସାରେ ଯେ କରଇ ଆଶ
ଧାଏଁ ସିନା ସେ ତୁମ୍ଭ ପାଶ
ସଂସାରେ ଯେ କରଇ ଆଶ
ଧାଏଁ ସିନା ସେ ତୁମ୍ଭ ପାଶ
ସକଳ ଭରସା ଯାର ତୁଟିଲାଣି
ସକଳ ଭରସା ଯାର ତୁଟିଲାଣି
କିସ ବୋଲି ତାକୁ ଡରାଇବ ହେ
ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି ॥୧॥


ଠକି ଠକି ଥରକୁ ଥର
ବୁଝିଲିଣି ତୁମ୍ଭ ଚାତର
ଠକି ଠକି ଥରକୁ ଥର
ବୁଝିଲିଣି ତୁମ୍ଭ ଚାତର
ମନେ ପାଞ୍ଚିଛ କି ହାଟ ମଝିଟାରେ
ମନେ ପାଞ୍ଚିଛ କି ହାଟ ମଝିଟାରେ
ଛିଡ଼ା କରି ବାଟ ହୁଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି ॥୨॥ 


ତୁମ ଫନ୍ଦା ଏଡ଼ିବି ବୋଲି
ସବୁଧନ୍ଦା ଦେଲିଣି ଠେଲି
ତୁମ ଫନ୍ଦା ଏଡ଼ିବି ବୋଲି
ସବୁଧନ୍ଦା ଦେଲିଣି ଠେଲି
ଚାରି ଦଉଡ଼ି ଯେ କାଟି ସାରିଲାଣି
ଚାରି ଦଉଡ଼ି ଯେ କାଟି ସାରିଲାଣି
କେଉଁ ଫାନ୍ଦେ ତାକୁ ଜଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି ॥୩॥


ହାତଠାରି ଲୋଭ ଦେଖାଇ
ଡାକ ନାଟ ଦେଖିବା ପାଇଁ
ହାତଠାରି ଲୋଭ ଦେଖାଇ
ଡାକ ନାଟ ଦେଖିବା ପାଇଁ
ସିହାଣ କରୁଛ ଆହୁରି ଥରେ କି
ସିହାଣ କରୁଛ ଆହୁରି ଥରେ କି
ନାକ ଘଷି କାନ ମୋଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି

ଯାହା ଦେଇଥିଲ ସବୁତ ନେଲଣି
ଯାହା ଦେଇଥିଲ ସବୁତ ନେଲଣି
ଆଉ ଏବେ କିସ ଛଡ଼ାଇବ ହେ
ସବୁଥିରୁ ବଞ୍ଚିତ କରି
ସବୁଥିରୁ ବଞ୍ଚିତ କରି
ସବୁଥିରୁ ବଞ୍ଚିତ କରି ॥୪॥


ଶବ୍ଦାର୍ଥ
ଚାତର -
ଚାତୁରୀ, ବାଲିଙ୍ଗି, ଫନ୍ଦି, ସିହାଣ - ଚତୁରତା, ଛଳନା


YouTube ରେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା


ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଏହି ଗୀତଟିକୁ ଦେଖନ୍ତୁ YouTube ରେ



== English ==

Bhajan : Sabuthiru Banchita Kari Keun Jasha Bana
Language : Odia
Movie : Nabajanma
Singer : Raghunath Panigrahi
Lyricist : Kanta Kabi Laxmikanta Mohapatra
Music Director : Balakrushna Das
Year : 1965



Sabuthiru banchita kari
Keun jasha bana udaiba he
Sabuthiru banchita kari
Keun jasha bana udaiba he
Sabuthiru banchita kari
Jaha deithila sabuta nelani
Jaha deithila sabuta nelani
Aau ebe kisa chhadaiba he
Sabuthiru banchita kari
Keun jasha bana udaiba he
Sabuthiru banchita kari ॥


Sansare je karai asha
Dhaen sina se tumbha pasha
Sansare je karai asha
Dhaen sina se tumbha pasha
Sakala bharasa jara tutilani
Sakala bharasa jara tutilani
Kisa boli taku daraiba he
Sabuthiru banchita kari
Keun jasha bana udaiba he
Sabuthiru banchita kari ॥1॥


Thaki thaki tharaku thara
Bujhilini tumbha chatara
Thaki thaki tharaku thara
Bujhilini tumbha chatara
Mane panchichha ki hata majhitare
Mane panchichha ki hata majhitare
Chhida kari bata hudaiba he
Sabuthiru banchita kari
Keun jasha bana udaiba he
Sabuthiru banchita kari ॥2॥ 


Tuma phanda edibi boli
Sabudhanda delini theli
Tuma phanda edibi boli
Sabudhanda delini theli
Chari daudi je kati sarilini
Chari daudi je kati sarilini
Keun phande taku jadaiba he
Sabuthiru banchita kari
Keun jasha bana udaiba he
Sabuthiru banchita kari ॥3॥


Hatathari lobha dekhai
Daka nata dekhiba pain
Hatathari lobha dekhai
Daka nata dekhiba pain
Sihana karuchha ahuri thare ki
Sihana karuchha ahuri thare ki
Naka ghasi kana modaiba he
Sabuthiru banchita kari
Keun jasha bana udaiba he
Sabuthiru banchita kari
Keun jasha bana udaiba he
Sabuthiru banchita kari

Jaha deithila sabuta nelani
Jaha deithila sabuta nelani
Aau ebe kisa chhadaiba he
Sabuthiru banchita kari
Sabuthiru banchita kari
Sabuthiru banchita kari ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ