Posts

Showing posts from April, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମହାପ୍ରସାଦ ଛୁଇଁ କହ ଚକାନୟନ - Mahaprasada Chhuin Kaha Chakanayana Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୦ ଅଗଷ୍ଟ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।   == ଓଡ଼ିଆ == ଗୀତ : ମହାପ୍ରସାଦ ଛୁଇଁ କହ ଚକାନୟନ ଭାଷା : ଓଡ଼ିଆ ଆଲବମ : କଚେରୀ ନା ଗୋପପୁର କଣ୍ଠ : ସୁରେଶ ୱାଡ଼କର ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶନା : ଅଭିଜିତ ମଜୁମଦାର   ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧାକୁ ତମେ ମନ ଦେଇନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧାକୁ ତମେ ମନ ଦେଇନ ଘରଣୀ ରାଣୀ ତୁମର ମାଆ କମଳିନୀ ଶ୍ରୀମନ୍ଦିରେ ଯଦି ସିଏ ବଡ଼ ଠାକୁରାଣୀ କାହିଁକି ବୋଲାଅ ତୁମେ କାହିଁକି ବୋଲାଅ ତୁମେ ରାଧାମୋହନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧା କୁ ତମେ ମନ ଦେଇନ ॥ ଲକ୍ଷ୍ମୀ ହାତ ରନ୍ଧା ଶ୍ରୀ ମହାପ୍ରସାଦ     ଭକତର ପ୍ରାଣ ସେହି ତାକୁ ଛୁଇଁ ପ୍ରଭୂ ମିଛ କହିଦେଲେ ହୋଇଯିବ ଲକ୍ଷ୍ମୀଦ୍ରୋହି ଲକ୍ଷ୍ମୀ ହାତ ରନ୍ଧା ଶ୍ରୀମହାପ୍ରସାଦ     ଭକତର ପ୍ରାଣ ସେହି ତାକୁ ଛୁଇଁ ପ୍ରଭୂ ମିଛ କହିଦେଲେ ହୋଇଯିବ ଲକ୍ଷ୍ମୀଦ୍ରୋହି ସତ ଯଦି କହିବ ହେ ଜଗତ ମୋହନ ରୁଷି ଯିବେ ସାଆନ୍ତାଣୀ ରାନ୍ଧିବେନି ଅନ୍ନ ଭାବିଚିନ୍ତି କୁହ ପ୍ରଭୂ ଭାବିଚିନ୍ତି କୁହ ପ୍ରଭୂ କଳାବଦନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧା କୁ ତମେ ମନ ଦେଇନ ॥୧॥   ପିତୃସତ୍ୟ ପାଳି ଚଉଦ ବରଷ ହୋଇଥିଲ ବନଚାରି    ସତ୍ୟରକ୍ଷା କରି ଅର

କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ - Keshari Lo Kagaja Gute Kisa Lekha Hoichhe Lyrics

Image
== ଓଡ଼ିଆ == ଗୀତ : କେଶରୀ ଲୋ କାଗଜ ଗୁଟେ କିସ ଲେଖା ଭାଷା : ସମ୍ବଲପୁରୀ   କଣ୍ଠ : ପ୍ରକାଶ ଜାଲ୍, ସନ୍ଦୀପ ଜାଲ୍ ଗୀତିକାର : ଗୁଡୁ ସୁନା ସଙ୍ଗୀତ ନିର୍ଦ୍ଦେଶକ : ହେମନ୍ତ କଠାର୍ ମସିହା : ୨୦୧୭ (ପୁ-୧) ଆରେ ଶିଙ୍ଗ ପୁର ବାଟେ ବାରିଆ ମନ୍ଦା ଲୋ ଲେଞ୍ଜ ଟିକେ ଚାଉଁରିଆ (ପୁ-୨) ଆଗେ ଟଙ୍କା ଦେଲି ପଛେ ବିହାହେଲି ଗଲା ତ ଟଙ୍କା ମାହାଲିଆ (ପୁ-୧) ଆରେ ଶିଙ୍ଗ ପୁର ବାଟେ ବାରିଆ ମନ୍ଦା ଲୋ ଲେଞ୍ଜ ଟିକେ ଚାଉଁରିଆ (ପୁ-୨) ଆଗେ ଟଙ୍କା ଦେଲି ପଛେ ବିହାହେଲି ଗଲା ତ ଟଙ୍କା ମାହାଲିଆ (ପୁ-୧+ପୁ-୨) ଏ ରସ ଗଲା ତ ଟଙ୍କା ମାହାଲିଆ ଲୋ.. କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ (ପୁ-୧) ତୋର ନାମ ପଦ୍ମଫୁଲ ସେହି ଲେଖା ଅଛି ଗୋ ତୋର ନାମ ପଦ୍ମଫୁଲ ସେହି ଲେଖା ଅଛି ଗୋ ସେହି ଲେଖା ଅଛି.. (ପୁ-୧+ପୁ-୨) କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ (ପୁ-୧) ଆନ୍‌ଟେ ପିନ୍ଧିଛ ଖୁଲ୍‌ସି ରାନୀ ବେକେ ଟଙ୍ଗାର୍‌ ମାଲି ହାତେ ବାନ୍ଧିଛ ବାହାସୁତା ବରା କୁଦେଇ କରି ଆନ୍‌ଟେ ପିନ୍ଧିଛ ଖୁଲ୍‌ସି ରାନୀ ବେକେ ଟଙ୍ଗାର୍‌ ମାଲି ହାତେ ବାନ୍ଧିଛ ବାହାସୁତା ବରା କୁଦେଇ କରି ଧନ ଝାରକେ ଯାଉଛ ବୁଲି.. (ପୁ-୧+ପୁ-୨) କେଶରୀ ଲୋ କୁହୁ କୁହୁ ଗାଏ କୋଇଲି ରାନୀ କେଶରୀ ଲୋ କୁହୁ କୁହୁ ଗାଏ କୋଇଲି ରାନୀ ॥ (ପୁ-୧) ଏ ମୁର୍‌ ଗାଜି କରି ଲେଙ୍ଗ୍‌ଠେଙ୍ଗେ କରି ଚରୁଛେ ଖଏରା

ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି - Bhalapae Tate Mun Emiti Marubhuin Megha Khoje Jemiti Lyrics

Image
==ଓଡ଼ିଆ== ଗୀତ : ଭଲପାଏ ତତେ ମୁଁ ଏମିତି    ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା, ସବିଶେଷ ମିଶ୍ର    ଗୀତିକାର : ନିହାର ପ୍ରିୟାଶିଷ ସଂଗୀତ ନିର୍ଦ୍ଦେଶକ : ସୁମିତ ଦୀକ୍ଷିତ ମସିହା : ୨୦୧୯ (ଝି) ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି କସ୍ତୁରୀର ତୁ ଚୋରା ଚଇତି ଖୋଜେ ସାଥୀ ତୋ ପରଶ ନିତି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି ॥ (ଝି) ତୋ ସାଥିରେ ମିଶି ଭୁଲିଚି ମୁଁ ନିଜକୁ ଏତେ ମିଠା ଏଇ ପ୍ରେମରେ ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ ଭେଟିଲିନି ତୋ ସାଥିରେ (ପୁ) ହୃଦୟରେ ଦେଲି ତତେ ସାଇତି ଆସିଲୁ ତ ଫେରିବୁନି ଯେମିତି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି ॥୧॥ (ଝି) ଯେତେ ଦୂରେ ଥିଲେ ଭୁଲି କେବେ ହବନି ତୋ ସହ ଯେତେ ସମୟ ଭଲ ତତେ ପାଇ ଭଲପାଉଥିବି ମୁଁ ଦେଇଚିରେ ତତେ ହୃଦୟ (ପୁ) ତୁ ଯଉଠି ମୁଁ ଥିବି ସେଇଠି ଆସୁଥିବି ସବୁ ଜନ୍ମେ ଲେଉଟି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି (ଝି) ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି ॥୨॥ YouTube ରେ ଭଲପାଏ ତତେ ମୁଁ ଏମିତି ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି: ଅସ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ