Posts

Showing posts with the label Bhajan Sambalpuri

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ଏକଡ଼ା ଏକଡ଼ା ରା ସ୍ୱରରେ) ଲିରିକ୍ସ — Brundabane aa re Kanhu Brundabane aa (Ekda Ekda Ra’s Melody) Lyrics

Image
ସୂଚନା ଏହି ଗୀତଟିକୁ ଲେଖିବା ପାଇଁ  "ଦି ସ୍ମରଣିକା ବ୍ଲଗ୍‌‌” ର ଜଣେ ପାଠକ ୧୧ ନଭେମ୍ବର ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ ଲିରିକ୍ସ == ଗୀତ : ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ    ଭାଷା : ସମ୍ବଲପୁରୀ  ଗୀତିକାର : ସଦାଶିବ  କଣ୍ଠ : କଥାକାର ଯୁବରାଜ ପାଣ୍ଡେ  ସଂଗୀତ ନିର୍ଦ୍ଦେଶନା : ଏକଡ଼ା ଏକଡ଼ା ରା ସ୍ୱରରେ (ରଞ୍ଜନ) ମସିହା : ୨୦୨୩  (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ପୁ) ଲୁକି ଲୁକି ଆସିକରି ହୋ.. ଲୁକି ଲୁକି ଆସିକରି ଦହି ଚୋରିକରି ଖାଆ  (ସମସ୍ତେ) ଆ ଆ ଆ ଆ  (ପୁ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ସମସ୍ତେ) ବୃନ୍ଦାବନେ ଆରେ କାହ୍ନୁ ବୃନ୍ଦାବନେ ଆ  (ପୁ) ଆରେ କାହ୍ନୁ ରେ କାହ୍ନୁ ରେ କାହ୍ନୁ ଆ  (ସମସ୍ତେ) ଆରେ କାହ୍ନୁ ରେ କାହ୍ନୁ ରେ କାହ୍ନୁ ଆ ॥ (ପୁ) ରାମ ବଲରାମ୍‌ ରେ କାହ୍ନୁ ତୁଇ ଘନଶ୍ୟାମ୍‌  ରେ କାହ୍ନୁ ତୁଇ ଘନଶ୍ୟାମ୍‌  ଯୁଗେ ଯୁଗେ ଉଡ଼ୁଥିବା ତୋର୍‌ ବଡ଼ନାମ୍‌  (ସମସ୍ତେ) ଆରେ କାହ୍ନୁ ରେ କ...

ଝୁଲି ଝୁଲି ଝୁଲି ମା ଝୁଲି ଆ ଗୋ ମାଆ ତୁଇ ଝୁଲି (ଆଦି ମାତା) ଲିରିକ୍ସ – Jhuli Jhuli Jhuli Maa Jhuli Aa Go Maa Tui Jhuli (Aadi Mata) Lyrics

Image
ସୂଚନା: ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୧ ଫେବୃୟାରୀ ୨୦୨୩ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।   == ଓଡ଼ିଆ ଲିରିକ୍ସ == ଗୀତ : ଝୁଲି ଝୁଲି ଝୁଲି ମା ଝୁଲି ଆ ଗୋ ମାଆ ତୁଇ ଝୁଲି  ଭାଷା : ସମ୍ବଲପୁରୀ  ଆଲବମ : ଆଦି ମାତା  ଗୀତିକାର : କାଳିଚରଣ ପାଣିଗ୍ରାହୀ  କଣ୍ଠ : ଅନୁରାଧା ପୌଡ଼ୱାଲ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ  ମସିହା : ୧୯୯୫   ଝୁଲି ଝୁଲି ଝୁଲି ମା ଝୁଲି ଝୁଲି ଝୁଲି ଝୁଲି ମା ଝୁଲି ଆ ଗୋ ମାଆ ତୁଇ ଝୁଲି  ମନ୍‌ଦେଉଲ ମୋର୍‌ ଖାଲି  ଝୁଲି ଝୁଲି ଝୁଲି ମା ଝୁଲି ଆ ଗୋ ମାଆ ତୁଇ ଝୁଲି  ମନ୍‌ଦେଉଲ ମୋର୍‌ ଖାଲି  ବାଢ଼ିରଖିଛେ ଗୋ ଭକତି ଅଢ଼ିଆ ବାଢ଼ିରଖିଛେ ଗୋ ଭକତି ଅଢ଼ିଆ  ତୋର୍‌‌ ପାହାଁର୍‌ ତଲେ ଚଢ଼ାମି ବଲି ମନ୍‌ଦେଉଲ ମୋର୍‌ ଖାଲି ଝୁଲି ଝୁଲି ଝୁଲି ମା ଝୁଲି ଝୁଲି ଝୁଲି ଝୁଲି ମା ଝୁଲି ॥ ଲଙ୍କାଗଡ଼ୁ ଆସି ଭକ୍ତ ବଲରାମେ  ଅଧାରୂପେ ଦେଖାଦେଲୁ  କେତେ ଦୁଃଖ୍‌‌ ସହି ଶେମେଲ୍‌‌ ତଲେ ରହି  ଦୁଃଖୀରଙ୍କେ ସାହା ହେଲୁ  ଲଙ୍କାଗଡ଼ୁ ଆସି ଭକ୍ତ ବଲରାମେ  ଅଧାରୂପେ ଦେଖାଦେଲୁ  କେତେ ଦୁଃଖ୍‌ ସହି ସେମେଲ୍‌ ତଲେ ରହି  ଦୁଃଖୀରଙ୍କେ ସାହା ହେଲୁ  ଇ ମାୟା ସାଗରେ ତୁଇ ଏକା ଭେଲା ଇ ମାୟା ସାଗରେ ତ...

ହାଏରେ କାଏଁ ମହନୀ ଲାଗିଛେ - Haere Kaen Mahani Lagichhe Lyrics

Image
== ଓଡ଼ିଆ == ଗୀତ : ହାଏରେ କାଏଁ ମହନୀ ଲାଗିଛେ ଭାଷା : ସମ୍ବଲପୁରୀ ଆଲବମ : କଲା କଲା ଚକାଡୁଲା କଣ୍ଠ : ଅନୁରାଧା ପୌଡ଼ୱାଲ ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୬ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ କଜଲେ କାଲିଆ ସିନ୍ଦୁରେ କାଲିଆ କଜଲେ କାଲିଆ ସିନ୍ଦୁରେ କାଲିଆ ମତେ ତ ସବୁ କଲା କଲା ଦିଶୁଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ ॥୧॥ ଲାଲ ଟହ ଟହ ଗୁଲୁକି ହସିଥି ମନ୍‌ଟା ଯାଏସି ଚହଲି ସେ ହସିଥି ଯିଏ ଥରେ ଫସିଗଲା ଝୁରୁଥିସି ତାହାକେ ଖାଲି ଲାଲ ଟହ ଟହ ଗୁଲୁକି ହସିଥି ମନ୍‌ଟା ଯାଏସି ଚହଲି ସେ ହସିଥି ଯିଏ ଥରେ ଫସିଗଲା ଝୁରୁଥିସି ତାହାକେ ଖାଲି ତାକେ ଦେଖ୍‌ଲା ଦିନୁ ଦହକେ କାଲ୍ ମତେ ଲାଗୁଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ ॥୨॥ କିଛିନାଇଁ କହେ ହେଲେ ତ ଆଖିଥି କହିଦେସି କେତେ ଯେ ଭାଷା ସେଥିଲାଗିର୍ ଭାଇ ଏ ଦୁନିଆ ସାରା କରିଛନ୍ ତାକେ ଭରଷା କିଛିନାଇଁ କହେ ହେଲେ ତ ଆଖିଥି କହିଦେସି କେତେ ଯେ ଭାଷା ସେଥିଲାଗିର୍ ଭାଇ ଏ ଦୁନିଆ ସାରା କରିଛନ୍ ତାକେ ଭରଷା କେଜାଣି ସେ କାଣା ଯନ୍ତ୍ରର୍ ମନ୍ତ୍ରର୍ ସତେ ଜାନିଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ କଜଲେ କାଲିଆ ସିନ୍ଦୁରେ କାଲିଆ କଜଲେ କାଲିଆ ସିନ୍ଦୁରେ କାଲିଆ ମତେ ତ ସବୁ କଲା କଲା ଦିଶୁଛେ ହାଏରେ କାଏଁ ମହନ...

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

Image
== ଓଡ଼ିଆ == ଗୀତ : ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଭାଷା : ସମ୍ବଲପୁରୀ କଣ୍ଠ : ଜିତେନ୍ଦ୍ର ହରିପାଲ ଗୀତିକାର : ବିନୋଦ କୁମାର ପଶାୟତ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ କଲାକାହ୍ନୁ ହୋ.. ଆହା ପ୍ରଭୁ ବନମାଲୀ  ନାଇଁ ଶୁନ ଗୁହାରୀ ମୋହନ୍ ବଏଁଶୀଧାରୀ ପ୍ରଭୁ ଡାକି ଡାକି ଥକି ଗଲି ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ କୃଷ୍ଣ କେ କରିଛେ ମୁଇଁ ଜୀବର ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୧॥ ଗିରିଗୋବର୍ଦ୍ଧନ ଧରା ଭାବ ବିନୋଦିଆ ମୋହନ ଭାବ ବିନୋଦିଆ ଯମୁନା ତଟିଆ କାହ୍ନୁ କଦମମୁଲିଆ ରେ କାହ୍ନୁ କଦମମୁଲିଆ ବଇଁଶୀ ବଜେଇ ରାଧା ଗୁରୀର୍ ମୋହି ନେଲା ମନ ଗୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୨॥ କେତେ ଗାଦି କେତେ ଧାମ ନୁରି ଥକିଗଲି ମୋହନ ନୁରି ଥକି ଗଲି  କେନେ ହେଲେ କଲିଆ କାହ୍ନୁର୍ ଦେଖା ନାଇ ପାଇଲି ହୋ ମୁଇଁ ଦେଖା ନାଇ ପାଇଲି ତାହାର୍ ବିନା ଛିନା ମୋର ମନ ବୃନ୍ଦାବନ ଗୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କ...

ଡାଲଖାଇରେ ଡାଲଖାଇରେ ଫିମେଲ ଭର୍ଜନ (ଘଡ଼ି ମାରି ଉଦେ ଦଶରା ଜହ୍ନ) - Dalkhaire Dalkhaire Female Version (Ghadi Mari Ude Dashara Janha) Lyrics

Image
== ଓଡ଼ିଆ == ଗୀତ : ଡାଲଖାଇରେ ଡାଲଖାଇରେ ଘଡ଼ି ମାରି ଉଦେ ଦଶରା ଜହ୍ନ ଭାଷା : ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶନା : ପାରମ୍ପରିକ ଡାଲଖାଇରେ ଡାଲଖାଇରେ ଘଡ଼ି ମାରି ଉଦେ ଦଶରା ଜହ୍ନ କୁଆଁରୀ ଟୁକେଲ୍ ମାନଙ୍କର ମନ ଉଚ୍ଛନ୍ନ ଘଡ଼ି ମାରି ଉଦେ ଦଶରା ଜହ୍ନ କୁଆଁରୀ ଟୁକେଲ୍ ମାନଙ୍କର ମନ ଉଚ୍ଛନ୍ନ  ଫୁଲ ଫୁଟି କେଡ଼େ ସୁନ୍ଦର ଦିଶେ ଫୁଲେ ଫୁଲେ ସଜା ହେଇଛେ ସତେ ଶହେ ଆଠ ଦୁବ ଚାଉଲ ଧରି ଶହେ ଆଠ ଦୁବ ଚାଉଲ ଧରି ଡାଲଖାଇ ଦେବୀକେ ବନ୍ଦେଇକରି  ଡାଲଖାଇ ଦେବୀକେ ବନ୍ଦେଇକରି କୁଆଁରୀ ଟୁକେଲମାନେ ଧନରେ କୁଆଁରୀ ଟୁକେଲମାନେ ଧନରେ ସତେ କାଇଁ ଉପାସ କରି ମା'କେ ସୁମରି ଦଦା ଭାଇ ଲାଗିକେ ଡାଲଖାଇରେ ॥୧॥ ଡାଲଖାଇରେ ଡାଲଖାଇରେ ଫୁଲେ ଫୁଲେ ବସେ ପରଜାପତି ପରଜାପତିର ଭାବ୍ ପିରତି   ଫୁଲେ ଫୁଲେ ବସେ ପରଜାପତି ପରଜାପତିର ଭାବ୍ ପିରତି ଚୁମି ଚୁମି ତାର୍ ଯାଉଛେ ଦିନ ଦିନେ ଦେଖୁଥିସି କେତେ ସପନ ସବୁବେଲେ ପାଶେ ରହିମି ବୋଲି ଖୁଜି ବୁଲୁଥିସି ସାଙ୍ଗର ଜୁଲି କିଏ ହେଲେ ତାର ନାଇଁନ ସଖା   ବାଟେ ଘାଟେ କେବେ ହେଲେ ତ ଦେଖା କହୁଥିସି ମନର କାହାନି କହୁଥିସି ମନର କାହାନି ସତେ କାଇଁ ହେଇ ହୂରଗୁନୀ ଗୁନରମନି  ନାଇଁ ପାରେ ଶୁନିକେ ଡାଲଖାଇରେ ॥୨॥   ଡାଲଖାଇରେ ଡାଲଖାଇରେ ମହୁଲ ପଡ଼ୁଛେ ତୁହାକେ ତୁହା ବୁଢ଼ୀ ଢଙ୍ଗରରେ ଲାଗିଛେ ନିଆଁ   ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ