Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରଖିଥିବୁ ସାଇତିକରି ନେଇଯା ମନ ଚାବିକାଠି - Rakhithibu Saitikari Neija Mana Chabikathi Lyrics

== ଓଡ଼ିଆ ==

ଫିଲ୍ମଗୀତ : ରଖିଥିବୁ ସାଇତିକରି ନେଇଯା
ଭାଷା : ଓଡ଼ିଆ
ଚଳଚିତ୍ର : ହାକିମ ବାବୁ
କଣ୍ଠ : ଅନୁରାଧା ପୌଡ଼ୱାଲ
ଗୀତିକାର : ଦେବଦାସ ଛୋଟରାୟ
ସଂଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ
ମସିହା : ୧୯୮୫



ରଖିଥିବୁ ସାଇତିକରି ନେଇଯା ମନ ଚାବିକାଠି
ରଖିଥିବୁ ସାଇତିକରି ନେଇଯା ମନ ଚାବିକାଠି
ଦବୁ ଯଦି ହଜେଇଦବୁ ଏଠି ସେଠି
ହୋ..ହୋ..ହୋ
ମନ କେମ୍‌ତି ଖୋଲିବୁ
ମତେ କେମ୍‌ତି ପାଇବୁ 
ମନ କେମ୍‌ତି ଖୋଲିବୁ
ମତେ କେମ୍‌ତି ପାଇବୁ
ରଖିଥିବୁ ସାଇତିକରି ନେଇଯା ମନ ଚାବିକାଠି ॥


କିଛି ମୁଁ ଚାହେଁନାହିଁ ସବୁ ତୁ ମୋର ପାଇଁ
ତୋ ବାଟ ଥିବି ଚାହିଁ ଚାହିଁ
ଫେରିବୁ କେବେ ଯା କହି
କିଛି ମୁଁ ଚାହେଁନାହିଁ ସବୁ ତୁ ମୋର ପାଇଁ
ତୋ ବାଟ ଥିବି ଚାହିଁ ଚାହିଁ
ଫେରିବୁ କେବେ ଯା କହି
ମୋର ରାଣ ରହିଲା ତତେ
ଜଲ୍‌ଦି ଫେରିବୁ
ମୋର ରାଣ ରହିଲା ତତେ
ଜଲ୍‌ଦି ଫେରିବୁ
ଆସି ହାଉଲେ କରି ମନ-ପେଡ଼ି ଖୋଲିବୁ
ଟିକେ ମାଗିକି ନବୁ
ଟିକେ ଯାଚିକି ଦବୁ
ଟିକେ ମାଗିକି ନବୁ
ଟିକେ ଯାଚିକି ଦବୁ 
ରଖିଥିବୁ ସାଇତିକରି ନେଇଯା ମନ ଚାବିକାଠି ॥୧॥


ତୁ ଆଜି ଗଲେ ଚାଲି ଲାଗିବ ଖାଲି ଖାଲି
କେମିତି ରହିବି ସତେ
ଝୁରି ହେଉଥିବି ତତେ
ତୁ ଆଜି ଗଲେ ଚାଲି ଲାଗିବ ଖାଲି ଖାଲି
କେମିତି ରହିବି ସତେ
ଝୁରି ହେଉଥିବି ତତେ
ତୋର ମୋର ପୀରତି ପରା ଅଛିଡ଼ା ସୁତା   
ତୋର ମୋର ପୀରତି ପରା ଅଛିଡ଼ା ସୁତା
ଯେତେ ଟାଣିଲେ ଯିବ ସେ ବଢ଼ି ବଢ଼ିକା
ତୁ ଟିକେ ଟାଣିବୁ
ଟିକେ ମତେ ଛାଡ଼ିବୁ
ତୁ ଟିକେ ଟାଣିବୁ
ଟିକେ ମତେ ଛାଡ଼ିବୁ
ରଖିଥିବୁ ସାଇତିକରି ନେଇଯା ମନ ଚାବିକାଠି
ରଖିଥିବୁ ସାଇତିକରି ନେଇଯା ମନ ଚାବିକାଠି
ଦବୁ ଯଦି ହଜେଇଦବୁ ଏଠି ସେଠି
ହୋ..ହୋ..ହୋ
ମନ କେମ୍‌ତି ଖୋଲିବୁ
ମତେ କେମ୍‌ତି ପାଇବୁ 
ମନ କେମ୍‌ତି ଖୋଲିବୁ
ମତେ କେମ୍‌ତି ପାଇବୁ
ରଖିଥିବୁ ସାଇତିକରି ନେଇଯା ମନ ଚାବିକାଠି ॥୨॥ 


YouTube ରେ ରଖିଥିବୁ ସାଇତିକରି ନେଇଯା ମନ



== English ==

Movie Song : Rakhithibu Saitikari Neija 
Language : Odia
Movie : Hakim Babu
Singer : Anuradha Paudwal
Lyricist : Devdas Chhotray
Music Director : Saroj Pattnaik
Year : 1985



Rakhithibu saitikari neija mana chabikathi
Rakhithibu saitikari neija mana chabikathi
Dabu jadi hajeidabu ethi sethi
Ho..ho..ho
Man kemti kholibu
Mate kemti paibu
Man kemti kholibu
Mate kemti paibu
Rakhithibu saitikari neija mana chabikathi ॥


Kichhi mun chahennahin sabu tu mora pain
To bata thibi chahin chahin
Pheribu kebe jaa kahi
Kichhi mun chahennahin sabu tu mora pain
To bata thibi chahin chahin
Pheribu kebe jaa kahi
Mo rana rahila tate
Jaldi pheribu
Mo rana rahila tate
Jaldi pheribu
Aasi haule kari mana-pedi kholibu
Tike magiki nabu
Tike jachiki dabu
Tike magiki nabu
Tike jachiki dabu
Rakhithibu saitikari neija mana chabikathi ॥1॥


Tu aji gale chali lagiba khali khali
Kemiti rahibi sate
Jhuri heuthibi tate
Tu aji gale chali lagiba khali khali
Kemiti rahibi sate
Jhuri heuthibi tate
Tora mora pirati para achhida suta
Tora mora pirati para achhida suta
Jete tanile jiba se badhi badhika
Tu tike tanibu
Tike mate chhadibu
Tu tike tanibu
Tike mate chhadibu
Rakhithibu saitikari neija mana chabikathi
Rakhithibu saitikari neija mana chabikathi
Dabu jadi hajeidabu ethi sethi
Ho..ho..ho
Man kemti kholibu
Mate kemti paibu
Man kemti kholibu
Mate kemti paibu
Rakhithibu saitikari neija mana chabikathi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ