Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ଶରଣ ଦେ କି ମରଣ ଦେ - Sharana De Ki Marana De Lyrics

ଏ ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୦ ଜୁନ ୨୦୧୯ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।


== ଓଡ଼ିଆ ==

ଗୀତ : ଶରଣ ଦେ କି ମରଣ ଦେ
ଭାଷା : ଓଡ଼ିଆ
କଣ୍ଠ : କରୁଣାକର ସେଠି
ଗୀତିକାର : ଅରୁଣ ମନ୍ତ୍ରୀ
ସଂଗୀତ ନିର୍ଦ୍ଦେଶକ : ଶାରଦା ପ୍ରଶନ୍ନ ସାହୁ



ଶରଣ ଦେ କି ମରଣ ଦେ 
ସରଗ ଦେ କି ନରକ ଦେ
ଥରେ ତୋ ଡୋରି ଲଗେଇ ଦେ..
ମା..ମା..ମା..ମା
ନେ ତୋ କୋଳକୁ ନେ

ସିନ୍ଦୁର ଦେ କି ଚନ୍ଦନ ଦେ
ବିଷ ତୁ ଦେ କି ଅମୃତ ଦେ
ଥରେ ତୋ ଡୋରି ଲଗେଇ ଦେ..
ମା..ମା..ମା..ମା
ନେ ତୋ କୋଳକୁ ନେ
ମା..ମା..ମା..ମା
ନେ ତୋ କୋଳକୁ ନେ ॥


ମୋ ଜୀବନ ବାଟ ଜାଣିଚି ମା ଲୋ
ତୋ ଚରଣ ତଳେ ଶେଷ
ତୋ ଦର୍ଶନ ଥରେ ନ ମିଳିଲେ ମତେ
ରହିଯିବ ଅବଶୋଷ
ମୋ ଜୀବନ ବାଟ ଜାଣିଚି ମା ଲୋ
ତୋ ଚରଣ ତଳେ ଶେଷ
ତୋ ଦର୍ଶନ ଥରେ ନ ମିଳିଲେ ମତେ
ରହିଯିବ ଅବଶୋଷ

ଶହେ ତୁ ଦେକି ଶୂନ୍ୟ ତୁ ଦେ
ପାପ ତୁ ଦେ କି ପୁଣ୍ୟ ତୁ ଦେ
ଥରେ ତୋ ଡୋରି ଲଗେଇ ଦେ..
ମା..ମା..ମା..ମା
ନେ ତୋ କୋଳକୁ ନେ
ମା..ମା..ମା..ମା
ନେ ତୋ କୋଳକୁ ନେ ॥୧॥


ଜୀବନଟା ମୋର ସାରୁ ପତରରେ
ଢଳ ଢଳ ଟୋପେ ପାଣି
କେତେବେଳେ ପଡ଼ି ମାଟିରେ ମିଶିବି
ନିଜେ ମୁଁ ପାରେନା ଜାଣି
ଜୀବନଟା ମୋର ସାରୁ ପତର ରେ
ଢଳ ଢଳ ଟୋପେ ପାଣି
କେତେବେଳେ ପଡ଼ି ମାଟିରେ ମିଶିବି
ନିଜେ ମୁଁ ପାରେନା ଜାଣି

ଅଜାଡ଼ି ଦେ କି ଉଜାଡ଼ି ଦେ
ବିଗାଡ଼ି ଦେ କି ସଜାଡ଼ି ଦେ ଥରେ
ତୋ ଡୋରି ଲଗେଇ ଦେ..
ମା..ମା..ମା..ମା
ନେ ତୋ କୋଳକୁ ନେ
ମା..ମା..ମା..ମା
ନେ ତୋ କୋଳକୁ ନେ ॥୨॥

ଶରଣ ଦେ କି ମରଣ ଦେ 
ସରଗ ଦେ କି ନରକ ଦେ ଥରେ
ତୋ ଡୋରି ଲଗେଇ ଦେ..
ମା..ମା..ମା..ମା
ନେ ତୋ କୋଳକୁ ନେ
ମା..ମା..ମା..ମା
ନେ ତୋ କୋଳକୁ ନେ ॥


YouTube ରେ ଶରଣ ଦେ କି ମରଣ ଦେ




== English ==

Song : Sharana De Ki Marana De
Language : Odia
Singer : Karunakara Sethi
Lyricist : Arun Mantri
Music Director : Sarada Prashana Shaoo



Sharana de ki marana de
Saraga de ki naraka de
Thare to dori lagei de..
Maa..maa..maa..maa
Ne to kolaku ne

Sindura de ki chandana de
Bisa tu de ki amruta de
Thare to dori lagei de..
Maa..maa..maa..maa
Ne to kolaku ne
Maa..maa..maa..maa
Ne to kolaku ne ॥


Mo jibana bata janichi maa lo
To charana tale shesa
To darshana thare na milile mate
Rahijiba abashosa
Mo jibana bata janichi maa lo
To charana tale shesa
To darshana thare na milile mate
Rahijiba abashosa

Shahe tu deki shunya tu de
Papa tu de ki punya tu de
Thare to dori lagei de..
Maa..maa..maa..maa
Ne to kolaku ne
Maa..maa..maa..maa
Ne to kolaku ne ॥୧॥


Jibanata mora saru patarare
Dhala dhala topa pani
Ketebele padi matire mishibi
Nije mun parena jani
Jibanata mora saru patarare
Dhala dhala topa pani
Ketebele padi matire mishibi
Nije mun parena jani

Ajadi de ki ujadi de
Bigadi de ki sajadi de
Thare to dori lagei de..
Maa..maa..maa..maa
Ne to kolaku ne
Maa..maa..maa..maa
Ne to kolaku ne ॥2॥

Sharana de ki marana de
Saraga de ki naraka de thare
To dori lagei de..
Maa..maa..maa..maa
Ne to kolaku ne
Maa..maa..maa..maa
Ne to kolaku ne ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...



Comments

  1. Replies
    1. ଆପଣଙ୍କ ମନ୍ତବ୍ୟ ପାଇଁ ବହୁତ ଧନ୍ୟବାଦ |

      - ଦି ସ୍ମରଣିକା ଟିମ୍

      Delete
  2. ବହୁତ୍ ସୁନ୍ଦର୍ ଗୀତ ମନକୁ ଛୁଇଁ ଗଲା 🙏👌👌👌

    ReplyDelete
    Replies
    1. ଆପଣଙ୍କ ମତାମତ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  3. Replies
    1. ଆପଣଙ୍କ ମତାମତ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics

ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ