Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

== ଓଡ଼ିଆ ==

ଗୀତ : ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ
ଭାଷା : ସମ୍ବଲପୁରୀ
କଣ୍ଠ : ଜିତେନ୍ଦ୍ର ହରିପାଲ
ଗୀତିକାର : ବିନୋଦ କୁମାର ପଶାୟତ
ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ
ମସିହା : ୧୯୭୯



କଲାକାହ୍ନୁ ହୋ.. ଆହା ପ୍ରଭୁ ବନମାଲୀ 
ନାଇଁ ଶୁନ ଗୁହାରୀ ମୋହନ୍ ବଏଁଶୀଧାରୀ
ପ୍ରଭୁ ଡାକି ଡାକି ଥକି ଗଲି

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ହୋ
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ
କୃଷ୍ଣ କେ କରିଛେ ମୁଇଁ ଜୀବର ଜୀବନ ହୋ
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ହୋ
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୧॥


ଗିରିଗୋବର୍ଦ୍ଧନ ଧରା ଭାବ ବିନୋଦିଆ
ମୋହନ ଭାବ ବିନୋଦିଆ
ଯମୁନା ତଟିଆ କାହ୍ନୁ କଦମମୁଲିଆ
ରେ କାହ୍ନୁ କଦମମୁଲିଆ
ବଇଁଶୀ ବଜେଇ ରାଧା ଗୁରୀର୍ ମୋହି ନେଲା ମନ ଗୋ
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୨॥


କେତେ ଗାଦି କେତେ ଧାମ ନୁରି ଥକିଗଲି
ମୋହନ ନୁରି ଥକି ଗଲି 
କେନେ ହେଲେ କଲିଆ କାହ୍ନୁର୍ ଦେଖା ନାଇ ପାଇଲି
ହୋ ମୁଇଁ ଦେଖା ନାଇ ପାଇଲି
ତାହାର୍ ବିନା ଛିନା ମୋର ମନ ବୃନ୍ଦାବନ ଗୋ
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ
କୃଷ୍ଣ କେ କରିଛେ ମୁଇଁ ଜୀବର ଜୀବନ ହୋ
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ
ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୩॥


YouTube ରେ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଲିପ୍ସିତା ଶତପଥୀ, ଲିପି ଓ ପୂଜା ଙ୍କ କଣ୍ଠରେ


ଜିତେନ୍ଦ୍ର ହରିପାଲ ଙ୍କ କଣ୍ଠରେ ଦେଖନ୍ତୁ YouTube ରେ



== English ==

Song : Hae Krushna Hae Krushna Boli Jau Mor Jibana
Language : Sambalpuri
Singer : Jitendra Haripal
Lyricist : Binod Kumar Pasayat
Music Director : Prabhudatta Pradhan
Year : 1979



Kalakahnu ho.. aaha prabhu banamali
Nain shuna guhari mohan baenshidhari
Prabhu daki daki thaki gali

Hae Krushna hae Krushna boli jau mor jibana gaa
Ghan-Kalia phul-malia nilaratana 
Hae Krushna hae Krushna boli jau mor jibana ho
Ghan-Kalia phul-malia nilaratana 
Krushan ke karichhe muin jibara jibana ho
Ghan-Kalia phul-malia nilaratana 
Hae Krushna hae Krushna boli jau mor jibana ho
Ghan-Kalia phul-malia nilaratana ॥1॥


Girigobardhan dhara bhaba binodia
Mohana bhaba binodia
Jamuna tatia Kahnu kadamamuliare
Kahnu kadamamulia
Bainshi bajei Radha gurir mohi nela man go
Ghan-Kalia phul-malia nilaratana 
Hae Krushna hae Krushna boli jau mor jibana gaa
Ghan-Kalia phul-malia nilaratana ॥2॥


Kete gadi kete dhama nuri thakigali
Mohana nuri thaki gali
Kene hele kalia Kahnur dekha nai paili
Ho muin dekha nai paili
Tahar bina chhina mora mana brundabana go
Ghan-Kalia phul-malia nilaratana
Hae Krushna hae Krushna boli jau mor jibana gaa
Ghan-Kalia phul-malia nilaratana
Krushan ke karichhe muin jibara jibana ho
Ghan-Kalia phul-malia nilaratana 
Hae Krushna hae Krushna boli jau mor jibana gaa
Ghan-Kalia phul-malia nilaratana
Ghan-Kalia phul-malia nilaratana ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ