Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ - Tulasi lo Tulasi To Mathare Suna Kalasi Lyrics

== ଓଡ଼ିଆ ==

ଗୀତ : ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ
ଭାଷା : ଓଡ଼ିଆ
ଆଲବମ : ବାଇଶି ପାହାଚ
କଣ୍ଠ : ନମିତା ଅଗ୍ରୱାଲ
ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର 
ମସିହା : ୧୯୯୯



ତୁଳସୀ ଲୋ ତୁଳସୀ
ତୋ ମଥାରେ ସୁନା କଳସୀ
ତୁଳସୀ ଲୋ ତୁଳସୀ
ତୋ ମଥାରେ ସୁନା କଳସୀ
ଲୁଚି ଲୁଚି ଢାଳି ଦେଇଚି
ଶ୍ରୀ ଭୁଜରେ ତୋଳି ନେଇଚି
ଲୁଚି ଲୁଚି ଢାଳି ଦେଇଚି
ଶ୍ରୀ ଭୁଜରେ ତୋଳି ନେଇଚି
ତୁଳସୀ ରସିଆ ଶ୍ରୀକ୍ଷେତ୍ର ବାସୀ
ତୋ ମଥାରେ ସୁନା କଳସୀ
ତୋ ମଥାରେ ସୁନା କଳସୀ
ତୁଳସୀ ଲୋ ତୁଳସୀ
ତୋ ମଥାରେ ସୁନା କଳସୀ ॥


ତୁ ଭାଗ୍ୟବତୀ ଆଲୋ କଳା ତୁଳସୀ
କଳା ଚାନ୍ଦ ହସେ ତତେ ମଥାରେ ଖୋସି
ତୁ ଭାଗ୍ୟବତୀ ଆଲୋ କଳା ତୁଳସୀ
କଳା ଚାନ୍ଦ ହସେ ତତେ ମଥାରେ ଖୋସି
ଲକ୍ଷେ ଭାର ପଦୁଉଁ ଫୁଲ
ହୁଏ ନାହିଁ ତୋହରି ତୁଲ
ଲକ୍ଷେ ଭାର ପଦୁଉଁ ଫୁଲ
ହୁଏ ନାହିଁ ତୋହରି ତୁଲ
ରାଧା ଠୁ ବେଶି ତୁ ମୀରା ଠୁ ବେଶି
ତୋ ମଥାରେ ସୁନା କଳସୀ
ତୋ ମଥାରେ ସୁନା କଳସୀ
ତୁଳସୀ ଲୋ ତୁଳସୀ
ତୋ ମଥାରେ ସୁନା କଳସୀ ॥୧॥


କି ତପ କଲୁ କେତେ ଜାଗର ଜାଳି
ଦାରୁ ଦିଅଁ କଲା ତତେ ଗଳାର ମାଳି
କି ତପ କଲୁ କେତେ ଜାଗର ଜାଳି
ଦାରୁ ଦିଅଁ କଲା ତତେ ଗଳାର ମାଳି
ହୀରା ନିଳା ମୋତି ମାଣିକ
ତୋ ପାଖରେ ହୋଇଲା ତୁଚ୍ଛ
ହୀରା ନିଳା ମୋତି ମାଣିକ
ତୋ ପାଖରେ ହୋଇଲା ତୁଚ୍ଛ
ତତେ ଲୋ କାଳିଆ ଯାଇଛି ରସି
ତୋ ମଥାରେ ସୁନା କଳସୀ
ତୋ ମଥାରେ ସୁନା କଳସୀ

ତୁଳସୀ ଲୋ ତୁଳସୀ
ତୋ ମଥାରେ ସୁନା କଳସୀ
ଲୁଚି ଲୁଚି ଢାଳି ଦେଇଚି
ଶ୍ରୀ ଭୁଜରେ ତୋଳି ନେଇଚି
ଲୁଚି ଲୁଚି ଢାଳି ଦେଇଚି
ଶ୍ରୀ ଭୁଜରେ ତୋଳି ନେଇଚି
ତୁଳସୀ ରସିଆ ଶ୍ରୀକ୍ଷେତ୍ର ବାସୀ
ତୋ ମଥାରେ ସୁନା କଳସୀ ଲୋ
ତୋ ମଥାରେ ସୁନା କଳସୀ
ତୋ ମଥାରେ ସୁନା କଳସୀ ॥୨॥


YouTube ରେ ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ



== English ==

Song : Tulasi lo Tulasi To Mathare Suna Kalasi
Language : Odia
Album : Baishi Pahacha
Singer : Namita Agrawal
Lyricist : Alekh Biswal
Music Director : Manmatha Mishra
Year : 1999



Tulasi lo tulasi
To mathare suna kalasi
Tulasi lo tulasi
To mathare suna kalasi
Luchi luchi dhali deichi
Shri bhujare toli neichi
Luchi luchi dhali deichi
Shri bhujare toli neichi
Tulasi rasia shrikhetra basi
To mathare suna kalasi
To mathare suna kalasi
Tulasi lo tulasi
To mathare suna kalasi ॥


Tu bhagyabati alo kala tulasi
Kala chanda hase tate mathare khosi
Tu bhagyabati alo kala tulasi
Kala chanda hase tate mathare khosi
Lakhe bhara paduun phula
Hue nahin tohari tula
Lakhe bhara paduun phula
Hue nahin tohari tula
Radha thu beshi tu Mira thu beshi
To mathare suna kalasi
To mathare suna kalasi
Tulasi lo tulasi
To mathare suna kalasi ॥1॥


Ki tapa kalu kete jagara jali
Daru dian kala tate galara mali
Ki tapa kalu kete jagara jali
Daru dian kala tate galara mali
Hira Nila Moti Manika
To pakhare hoila tuchha
Hira Nila Moti Manika
To pakhare hoila tuchha
Tate lo Kalia jaichhi rasi
To mathare suna kalasi
To mathare suna kalasi

Tulasi lo tulasi
To mathare suna kalasi
Luchi luchi dhali deichi
Shri bhujare toli neichi
Luchi luchi dhali deichi
Shri bhujare toli neichi
Tulasi rasia shrikhetra basi
To mathare suna kalasi lo
To mathare suna kalasi
To mathare suna kalasi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ