Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋ ହୃଦୟ ବଦଳରେ ତମ ହୃଦୟ ଦବକି - Mo Hrudaya Badalare Tama Hrudaya Dabaki Lyrics

== ଓଡ଼ିଆ ==

ଗୀତ : ମୋ ହୃଦୟ ବଦଳରେ ତମ ହୃଦୟ ଦବକି
ଭାଷା : ଓଡ଼ିଆ
କଣ୍ଠ : ଦିପ୍ତୀରେଖା, ସବିଶେଷ ମିଶ୍ର
ଗୀତିକାର : ପୁଷ୍ପକ ପରିଡ଼ା
ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ସମାଲ
ମସିହା : ୨୦୧୯



(ପୁ)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ଝି)
ହାଁ.. ..ହାଁ..ହାଁ..
(ପୁ)
ନାନା..ନାନା..ନା..ନା
ନାନା..ନାନା..ନା..ନା
ନାନା..ନାନା..ନା..ନା
(ପୁ)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ଝି)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ପୁ)
ତମ ଛଲକା ଛଲକା ହସ
ଦେଖୁ ଦେଖୁ ମୁଁ ବେହୋସ
(ଝି)
ମନ ଚାହେଁ ପ୍ରେମ ସ୍ପର୍ଶ
ଏକି ବୟସର ଦୋଷ
(ପୁ)
ହୁଁ..ଏତେ ଖାସ୍ ଲାଗ କାହିଁକି
ଓ..ଓ..ଓ..ଓ..ଓ
(ଝି)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ପୁ)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ଝି)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ପୁ)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି ॥


(ପୁ)
ଠିକ୍ ତମ ପରି ଖୋଜୁଥିଲି ଭାରି
ଆଈମା ଗପର ରାଜକୁମାରୀ
ହାଁ..ଆ..ଆ..
(ଝି)
ହାଁ.. ମନ ମତେ ଆଜି ମାଗୁଛି ମଞ୍ଜୁରୀ
ଶୁଣିବାକୁ ତମ ଶେରୁ ଶାୟରୀ
ଭଲ ପାଉ ବୋଲି ଓଠ ଟିକେ ଖୋଲି
ଭଲ ପାଉ ବୋଲି ଓଠ ଟିକେ ଖୋଲି
କହି ଦେବକି
ଓ..ଓ..ଓ..ଓ..ଓ
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ପୁ)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ଝି)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ପୁ)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି ॥୧॥


(ପୁ)
ପରିଚୟ ମୋର ଥିଲା ଯାଯାବର
ତମ ପାଖେ କାଇଁ ଗଲି ଅଟକି
ହାଁ..ଆ..ଆ..
(ଝି)
ହାଁ.. ଅଳପ ଦେଖାରେ ପଦିଏ କଥାରେ
ନିଆରା ଲାଗୁଛ ଏତେ କାହିଁକି
(ପୁ)
ତମ ଆଖି ଓଠ କରେ ମୋତେ ଦୁଷ୍ଟ
ତମ ଆଖି ଓଠ କରେ ମୋତେ ଦୁଷ୍ଟ
ମରିଯିବିକି
ହୋ..ହୋ..ହୋ..ହୋ..ହୋ
(ଝି)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ପୁ)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ଝି)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି
(ପୁ)
ମୋ ହୃଦୟ ବଦଳରେ ତମ ହୃଦୟ ଦବକି ॥୨॥


YouTube ରେ ମୋ ହୃଦୟ ବଦଳରେ ତମ ହୃଦୟ ଦବକି



== English ==

Song : Hrudaya Badalare Tama Hrudaya Dabaki 
Language : Odia
Singer : Diptirekha, Sabisesh Mishra
Lyrics : Puspak Parida
Music Director : Saroj Samal
Year : 2019



(M)
Mo hrudaya badalare tama hrudaya dabaki 
(F)
Han.. ..han..han..
(M)
Nana..nana..na..na
Nana..nana..na..na
Nana..nana..na..na
(M)
Mo hrudaya badalare tama hrudaya dabaki
(F)
Mo hrudaya badalare tama hrudaya dabaki
(M)
Tama chhalka chhalka hasa
Dekhu dekhu mun behosa
(F)
Mana chahen prema sparsha
Eki bayasara dosa
(M)
Han..ete khas laga kahinki
O..o..o..o..o
(F)
Mo hrudaya badalare tama hrudaya dabaki
(M)
Mo hrudaya badalare tama hrudaya dabaki
(F)
Mo hrudaya badalare tama hrudaya dabaki
(M)
Mo hrudaya badalare tama hrudaya dabaki ॥


(M)
Thik tama pari khojuthili bhari
Aaima gapara rajakumari
Han..aa..aa..
(F)
Han.. mana mate aaji maguchhi manjuri
Shunibaku tama sheru shayari
Bhala pau boli otha tike kholi
Bhala pau boli otha tike kholi
Kahi dabaki
O..o..o..o..o
Mo hrudaya badalare tama hrudaya dabaki
(M)
Mo hrudaya badalare tama hrudaya dabaki
(F)
Mo hrudaya badalare tama hrudaya dabaki
(M)
Mo hrudaya badalare tama hrudaya dabaki ॥1॥


(M)
Parichaya mora thila jajabara
Tama pakhe kain gali ataki
Han..aa..aa..
(F)
Han.. alapa dekhare padie kathare
Niara laguchha ete kahinki
(M)
Tama akhi otha kare mote dusta
Tama akhi otha kare mote dusta
Marijibiki
Ho..ho..ho..ho..ho
(F)
Mo hrudaya badalare tama hrudaya dabaki
(M)
Mo hrudaya badalare tama hrudaya dabaki
(F)
Mo hrudaya badalare tama hrudaya dabaki
(M)
Mo hrudaya badalare tama hrudaya dabaki ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ