Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେଖାହେଲା ଯେବେ ତୋ ସାଥେ (ତୁ ମୋର ଲାଗିଲୁ ତୁ ମୋର) - Dekhahela Jebe To Sathe (Tu Mora Lagilu Tu Mora) Lyrics

== ଓଡ଼ିଆ ==

ଗୀତ : ଦେଖାହେଲା ଯେବେ ତୋ ସାଥେ
ଭାଷା : ଓଡ଼ିଆ
କଣ୍ଠ :  ହ୍ୟୁମାନ ସାଗର, ଦିପ୍ତୀରେଖା 
ଗୀତିକାର : ପୁଷ୍ପକ ପରିଡ଼ା
ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର
ମସିହା : ୨୦୧୯



(ପୁ)
ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର ଲାଗିଲୁ ତୁ ମୋର
ଫେରିଲାନି ତୋ ଆଖିରୁ ଯେବେ ମୋ ନଜର
ତୁ ମୋର ଲାଗିଲୁ ତୁ ମୋର
(ଝି )
ଲୁଚି ଛପି ତୁ ଯେବେ ଆସି
ଛାତି ତଳେ ମୋ ଗଲୁ ବସି
ସେବେଠାରୁ ଲାଗିଲୁ ତୁ ନିଜଠୁ ବି ନିଜର
(ପୁ)
ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର ଲାଗିଲୁ ତୁ ମୋର
ତୁ ମୋର ଲାଗିଲୁ ତୁ ମୋର ॥


(ପୁ)
ମହୁଠାରୁ ବେଶି ମିଠା ତୋ କଥାରେ
ହଜିଯାଏରେ ମୁଁ ଭିଜିଯାଏରେ
(ଝି )
ହାଁ.. ବର୍ଷା ପରି ଛିଟା ଛିଟା ତୋ ଥଟ୍ଟାରେ
ମରିଯାଏରେ ମୁଁ ଝରିଯାଏରେ
(ପୁ)
ଝରିଗଲା ତୋ ହସରୁ ଯେବେ ମୋତି କାକର
ତୁ ମୋର ଲାଗିଲୁ ତୁ ମୋର
(ଝି)
ଚୁପି ଚୁପି ତୁ ଯେବେ ଆସି ପଲକରେ ମୋ ଗଲୁ ବସି
ସେବେଠାରୁ ଲାଗିଗଲା ରଙ୍ଗ ଛିଟା ପ୍ରେମର
ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର ଲାଗିଲୁ ତୁ ମୋର
ତୁ ମୋର ଲାଗିଲୁ ତୁ ମୋର ॥୧॥


(ଝି)
ରଫତା ରଫତା ତୋ ପ୍ରେମର ନିଶା ଲାଗେ
ଭେଦିଯାଏରେ ମୋ ଛାତି ଭେଦିଯାଏରେ
(ପୁ)
ହୋ.. ହଫତା  ହଫତା ତୋ ପ୍ରେମର ଭାବନାରେ
ମଜିରହେରେ ଏ ମନ ମଜିରହେରେ
(ଝି)
ଭାବନାରେ ଆସି ତୁ ଯେବେ ମନେ ତୋଳିଲୁ ଘର
ତୁ ମୋର ଲାଗିଲୁ ତୁ ମୋର
(ପୁ)
ହସି ହସି ତୁ ଯେବେ ଆସି ଦେଇଗଲୁରେ ଏତେ ଖୁସି
ସେବେଠାରୁ ଫୁଲ ପାଇଁ ପାଗଳ ଏ ଭଅଁର
ତୁ ମୋର ଲାଗିଲୁ ତୁ ମୋର
(ଝି)
ତୁ ମୋର ଲାଗିଲୁ ତୁ ମୋର
(ପୁ)
ତୁ ମୋର ଲାଗିଲୁ ତୁ ମୋର
(ଝି)
ତୁ ମୋର ଲାଗିଲୁ ତୁ ମୋର ॥୨॥  
         

YouTube ରେ ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର       
  
   

== English ==

Song : Dekhahela Jebe To Sathe
Language : Odia
Singer : Humane Sagar, Diptirekha
Lyrics : Puspak Parida
Music Director : Abinash Mishara
Year : 2019



(M)
Dekhahela jebe to sathe prathama thara
Tu mora lagilu tu mora
Pherilani to akhiru jebe mo najara
Tu mora lagilu tu mora
(F)
Luchi chhapi tu jebe asi
Chhati tale mo galu basi
Sebetharu lagilu tu nijathu bi nijara
(M)
Dekha hela jebe to sathe prathama thara
Tu mora lagilu tu mora
Tu mora lagilu tu mora ॥


(M)
Mahutharu beshi mitha to kathare
Hajijaere mun bhijijaere
(F)
Haan.. barasa pari chhita chhita to thattare
Marijaere mun jharijaere
(M)
Jharigala to hasaru jebe moti kakara
Tu mora lagilu tu mora
(F)
Chupi chupi tu jebe asi palakare mo galu basi
Sebetharu lagigala ranga chhita premara
Dekha hela jebe to sathe prathama thara
Tu mora lagilu tu mora 
Tu mora lagilu tu mora ॥1॥


(F)
Rafta rafta to premara nisha lage
Bhedijaere mo chhati bhedijaere
(M)
Ho.. hafta hafta to prema bhabanare
Majirahere e mana majirahere
(F)
Bhabanare asi tu jebe mane tolilu ghara 
Tu mora lagilu tu mora 
(M)
Hasi hasi tu jebe asi deigalure ete khusi
Sebetharu phula pain pagala e bhaanra 
Tu mora lagilu tu mora
(F)
Tu mora lagilu tu mora
(M)
Tu mora lagilu tu mora
(F)
Tu mora lagilu tu mora ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ