Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୋ ପ୍ରେମରେ ପାଗଳ ମୁଁ ଆଜି - To Premare Pagala Mun Aaji Lyrics

== ଓଡ଼ିଆ ==

ଗୀତ : ତୋ ପ୍ରେମରେ ପାଗଳ ମୁଁ ଆଜି    
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର
ଗୀତିକାର : ବସନ୍ତରାଜ ସାମଲ
ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ



ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି
ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି

ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍ ତୋରି ମର୍ଜି
ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି
ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି


ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ
ଲେଖିଚି ତୋରି ନାଁ 
ତତେ ଆଉ କିଏ ଚାହିଁ ଦେଲେ ଥରେ
ସେ ଛାତିରେ ଲାଗେ ନିଆଁ
ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ
ଲେଖିଚି ତୋରି ନାଁ 
ତତେ ଆଉ କିଏ ଚାହିଁ ଦେଲେ ଥରେ
ସେ ଛାତିରେ ଲାଗେ ନିଆଁ
ଓ.... 
ତୋ ପ୍ରେମରେ ଜଳୁଚି ମୁଁ ଆଜି.. ଆଜି
ତୋ ପ୍ରେମରେ ମରୁଚି ମୁଁ ଆଜି.. ଆଜି

ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍ ତୋରି ମର୍ଜି
ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି
ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି ॥୧॥


ଏ ଆଖିରୁ ସବୁ ସପନ ଲିଭେଇ
ଦେଖୁଚି ତୋରି ସ୍ଵପ୍ନ
ସେ ସପନ ଯେବେ ଅଧା ରହି ଯାଏ
ନିଆଁ ତ ଲଗାଏ ଜହ୍ନ
ଏ ଆଖିରୁ ସବୁ ସପନ ଲିଭେଇ
ଦେଖୁଚି ତୋରି ସ୍ଵପ୍ନ
ସେ ସପନ ଯେବେ ଅଧା ରହି ଯାଏ
ନିଆଁ ତ ଲଗାଏ ଜହ୍ନ
ତୋ ପ୍ରେମରେ ଖେଳୁଚି ମୁଁ ଆଜି.. ଆଜି
ତୋ ପ୍ରେମରେ ହାରୁଚି ମୁଁ ଆଜି.. ଆଜି  

ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍ ତୋରି ମର୍ଜି
ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି
ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି ॥୨॥


YouTube ରେ ତୋ ପ୍ରେମରେ ପାଗଳ ମୁଁ ଆଜି



== English ==

Song : To Premare Pagala Mun Aaji
Language : Odia
Singer : Humane Sagar
Lyrics : Basantaraj Samal
Music Director : Premanand



To premare pagala mun aaji.. aaji
To premare deewana mun aaji.. aaji

To premare mun nijaku rakhichhi baji
Tu han kar ki na kar tori marzi
To premare pagala mun aaji.. aaji
To premare deewana mun aaji.. aaji


E chhatiru sabu libhei dei mun
Lekhichi tori naan
Tate aau kie chahin dele thare
Se chhatire lage nian
O…..
To premare jaluchi mun aaji.. aaji
To premare maruchi mun aaji.. aaji

To premare mun nijaku rakhichhi baji
Tu han kar ki na kar tori marzi
To premare pagala mun aaji.. aaji
To premare deewana mun aaji.. aaji ॥1॥


E akhiru sabu sapana libhei
Dekhuchi tori swapna
Se sapana jebe adha rahi jae
Nian ta lagae janha
E akhiru sabu sapana libhei
Dekhuchi tori swapna
Se sapana jebe adha rahi jae
Nian ta lagae janha
To prema re kheluchi mun aaji.. aaji
To prema re haruchi mun aaji.. aaji

To premare mu nijaku rakhichi baji
Tu han kar ki naa kar tori marzi
To premare pagala mun aaji.. aaji
To premare diwana mun aaji.. aaji ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ