Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବ୍ରଜକୁ ଚୋର ଆସିଚି ଘେନିଯିବ - Brajaku Chora Aasichi Ghenijiba Lyrics

== ଓଡ଼ିଆ ==

ଗୀତ : ବ୍ରଜକୁ ଚୋର ଆସିଚି ଘେନିଯିବ
ଭାଷା : ଓଡ଼ିଆ
କଣ୍ଠ : ଭୁବନେଶ୍ଵରୀ ମିଶ୍ର
ଗୀତିକାର : ଗୋପାଳକୃଷ୍ଣ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ



ବ୍ରଜକୁ ଚୋର ଆସିଛି ଘେନିଯିବ
ଶୁଅ ତୁନି ହୋଇରେ
ରଙ୍କର ଧନ ମୋ ଗୋକୁଳ ଚନ୍ଦ୍ରମା
ନିଶି ପାହି ଲାଣିରେ
ବ୍ରଜକୁ ଚୋର ଆସିଛି ॥୧॥

ରାତି ଗୋଟା ଯାକ ମାତିଲୁ ନାଟରେ
ରାତି ଗୋଟା ଯାକ ମାତିଲୁ ନାଟରେ
ପଲକ ନ ପକାଇରେ
ଗ୍ରାମ ନିଶବଦ ହେଲାଣି କି ତୋତେ
ନିଦ୍ରା ଆସୁ ନାହିଁରେ
ବ୍ରଜକୁ ଚୋର ଆସିଛି ॥୨॥

କେ ଶିଖାଇ ଦେଲା ଡୋଳା ଢାଳିବାର
କେ ଶିଖାଇ ଦେଲା ଡୋଳା ଢାଳିବାର
ତାଳ ଉକୁଟାଇରେ
ପାଦ ବଥାଇବ ଆଉରିକି ତୋତେ
ନାଟ ଅଣ୍ଟି ନାହିଁରେ
ବ୍ରଜକୁ ଚୋର ଆସିଛି ॥୩॥

ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା
ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା
ହୃଦରେ ଲଗାଇରେ
କର୍ଣ୍ଣ ମୂଳେ ଧୀରେ ଧୀରେ କର ମାରି
ଦେଲେ ପହୁଡ଼ାଇରେ
ବ୍ରଜକୁ ଚୋର ଆସିଛି ॥୪॥


YouTube ରେ ବ୍ରଜକୁ ଚୋର ଆସିଚି ଘେନିଯିବ



== English ==

Song : Brajaku Chora Aasichi Ghenijiba
Language : Odia
Singer : Bhubaneswari Mishra
Lyricist : Gopal Krushna
Music Direction : Traditional


Brajaku chora asichi ghenijiba
Shua tuni hoire
Rankara dhana mo gokula chandrama
Nishi pahi lanire
Brajaku chora asichi ॥1॥

Rati gota jaka matilu natare
Rati gota jaka matilu natare
Palaka na pakaire
Grama nishabada helani ki tote
Nidra asu nahinre
Brajaku chora asichi ॥2॥

Ke shikhai dela dola dhalibara
Ke shikhai dela dola dhalibara
Tala ukutaire
Pada bathaiba auriki tote
Nata anti nahinre
Brajaku chora asichi ॥3॥

Chumbana shire dei nele Jashoda
Chumbana shire dei nele Jashoda
Hrudare lagaire
Karnna mule dhire dhire kara mari
Dele pahudaire
Brajaku chora asichi ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଏଇ ହୃଦୟସ୍ପର୍ଶୀ ରଚନା ପାଠ୍ୟପୁସ୍ତକରୁ ପଢିବା ଦିନଠୁ ମୋର ଭାବାନ୍ତର ହୁଏ। ଅମର ସ୍ରଷ୍ଟା ଗୋପାଳକୄଷ୍ଣଙ୍କୁ ପ୍ରଣାମ।

    ReplyDelete
    Replies
    1. ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ । ଗୋପାଳକୄଷ୍ଣଜୀ ହେଲେ ଅମର ସ୍ରଷ୍ଟା ଆଉ ଏଇ ଗୀତଟି ତାଙ୍କର ଏକ ଅନବଦ୍ୟ ସୃଷ୍ଟି ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ