Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର - Mo Priya Tharu Kie Adhika Sundara Lyrics

== ଓଡ଼ିଆ ==

ଗୀତ : ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର
ଭାଷା : ଓଡ଼ିଆ
ଚଳଚିତ୍ର : ସିନ୍ଦୁର ବିନ୍ଦୁ
କଣ୍ଠ : ଚିତ୍ତ ଜେନା
ଗୀତିକାର : ପ୍ରଫୁଲ୍ଲ କର
ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୭୬



ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର
ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର
ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ
ମୁଁ ଏକା ତୁମର ମୁଁ ଏକା ତୁମର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ॥୧॥ 


ଯା ମନରେ ହସେ ଖାଲି ମମତାର ଫୁଲ
ଯା ଦରଦ ଝରିପଡ଼େ ହୋଇ ଶତଦଳ
ଏଡ଼ିକି ଅବୁଝା ଝିଅ ବୁଝେନା ସେ ଫୁଲ ଗନ୍ଧେ
ମୁଁ ଆଜି ବିଭୋର ମୁଁ ଆଜି ବିଭୋର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ॥୨॥ 


ଯା ଓଠରେ ଲେଖା ମୋର ପୁଣ୍ୟ ଜୀବନର
ଯା ଲୁହରେ ଧୋଇ ଯାଏ ପାପ ଯେତେ ମୋର
ଏଡ଼ିକି ମନୋଇ ଝିଅ କରେନା ବିଚାର କେବେ
ମୋ ପାପ ପୁଣ୍ୟର ମୋ ପାପ ପୁଣ୍ୟର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର
ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର
ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ
ମୁଁ ଏକା ତୁମର ମୁଁ ଏକା ତୁମର
ଉଁ..ହୁଁ..ହୁଁ..ହୁଁ   
ଉଁ..ହୁଁ..ହୁଁ..ହୁଁ
ଉଁ..ହୁଁ..ହୁଁ..ହୁଁ
ଉଁ..ହୁଁ..ହୁଁ..ହୁଁ ॥୩॥


YouTube ରେ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର



== English ==

Song : Mo Priya Tharu Kie Adhika Sundara
Language : Odia
Movie : sindura bindu
Singer : Chitta Jena
Lyrics : Prafulla Kara
Music Director : Prafulla Kara
Year :1976



Mo priya tharu kie adhika sundara
Mo priya tharu kie adhika gunara
Ediki manoi jhia mana manithile kahe
Mun eka tumara mun eka tumara
Mo priya tharu kie adhika sundara ॥1॥ 


Jaa manare hase khali mamatara phula
Jaa darada jharipade hoi shatadala
Mun aaji bibhora mun aaji bibhora
Mo priya tharu kie adhika sundara ॥2॥ 


Jaa othare lekha mora punya jibanara
Jaa luhare dhoi jae papa jete mora
Ediki manoi jhia karena bichara kebe
Mo papa punyara mo papa punyara
Mo priya tharu kie adhika sundara
Mo priya tharu kie adhika gunara
Ediki manoi jhia mana manithile kahe
Mun eka tumara mun eka tumara
Un..hun..hun..hun
Un..hun..hun..hun
Un..hun..hun..hun
Un..hun..hun..hun ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ